< Handelingen 20 >

1 Nadat nu het oproer gestild was, Paulus, de discipelen tot zich geroepen en gegroet hebbende, ging uit om naar Macedonie te reizen.
ଗଣ୍ଡ୍‍ଗଲ୍‌ ବନ୍ଦ୍‌ ଅଇଲା ପଚେ, ପାଉଲ୍‌ ବିସ୍‌ବାସିମନ୍‌କେ ଗଟେକ୍‌ତେଇ ରୁଣ୍ଡାଇ ସାର୍‌ଦାର୍‌ କାତା ସୁନାଇଲା । ସେମନ୍‌କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
2 En als hij die delen doorgereisd, en hen met vele redenen vermaand had, kwam hij in Griekenland.
ତେଇର୍‌ ସବୁ ଜାଗାଇ ଗାଲା, ଆରି ବେସି ଲକ୍‌ମନ୍‌କେ ଉପ୍‌ଦେସ୍‌ ଦେଇ, ସାର୍‌ଦା କରାଇଲା, ତାର୍‌ପଚେ ସେ ଗିରିସେ ଗାଲା ।
3 En als hij aldaar drie maanden overgebracht had, en hem van de Joden lagen gelegd werden, als hij naar Syrie zoude varen, zo werd hij van zin weder te keren door Macedonie.
ତେଇ ସେ ତିନ୍‌ ମାସ୍‌ ରଇଲା, ଆରି ସିରିଆଇ ଜିବାକେ ତିଆର୍‌ ଅଇଲାବେଲେ, ଜିଉଦିମନ୍‌ ତାକର୍‌ ବିରଦେ କୁଟ୍‍ପାଁଚ୍‌ଲାଇନି ବଲି କବର୍‌ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍‌ କଲା ।
4 En hem vergezelschapte tot in Azie Sopater van Berea; en van de Thessalonicensen Aristarchus en Sekundus; en Gajus van Derbe, en Timotheus en van die van Azie Tychikus en Trofimus.
ବେରିଆତେଇ ରଇବା ପୁରର୍‌ ପଅ ସପାତର୍‌, ତେସ୍‌ଲନିକିୟ ଆରିସ୍‌ତାକସ୍‌ ଆରି ସେକୁଦ୍‌, ଦର୍‌ବିର୍‌ ଗାୟ, ଏସିଆ ଦେସର୍‌ ତୁକିକ୍‌, ତର୍‌ପିମ୍‌ ଆରି ତିମତି ।
5 Dezen, vooraf heengegaan zijnde, wachtten ons te Troas.
ସେମନ୍‌ ଆଗ୍‌ତୁ ଜାଇ ତରିୟାଇ ଆମ୍‌କେ ଜାଗି ରଇଲାଇ ।
6 Wij nu scheepten af van Filippi na de dagen der ongehevelde broden, en kwamen in vijf dagen bij hen te Troas, alwaar wij ons zeven dagen onthielden.
କମିର୍‌ ନ ପାକାଇ ରୁଟି କାଇବା ପରବର୍‌ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍‌ ଦିନ୍‌ ପଚେ ତରୟାଇ ସେମନର୍‌ ସଙ୍ଗ୍‍ ମିସ୍‌ଲୁ ଆରି ତେଇ ଗଟେକ୍‌ ଆଟ୍‌ ଜାକ ରଇଲୁ ।
7 En op den eersten dag der week, als de discipelen bijeengekomen waren om brood te breken, handelde Paulus met hen, zullende des anderen daags verreizen; en hij strekte zijne rede uit tot den middernacht.
ଆଟର୍‌ ପର୍‌ତୁମ୍‌ ଦିନର୍‌ ସଞ୍ଜ୍‌ବେଲାଇ ଆମେ ସବୁଲକ୍‌ ମିସି କାଇବାକେ ରୁଣ୍ଡ୍‌ଲୁ । ପାଉଲ୍‌ ଲକ୍‌ମନ୍‌କେ ମଜାରାତି ଜାକ ଉପ୍‌ଦେସ୍‌ ଦେଲା । କାଇକେବଇଲେ ତାର୍‌ ଆର୍‌କର୍‌ ଦିନେ ସେ ଜାଗା ଚାଡି ଜିବାର୍‌ ରଇଲା ।
8 En er waren vele lichten in de opperzaal waar zij vergaderd waren.
ଜନ୍‌ ଉପର୍‌ ତାଲାର୍‌ ବାକ୍‌ରାଇ ଆମେ ସବା କର୍‌ତେ ରଇଲୁ, ତେଇ ବେସି ବତିମନ୍‌ ଲାଗିରଇଲା ।
9 En een zeker jongeling, met name Eutychus, zat in het venster en met een diepen slaap overvallen zijnde, alzo Paulus lang tot hen sprak, door den slaap nederstortende, viel van de derde zoldering nederwaarts, en werd dood opgenomen.
ତେଇ ଇଉଟିକସ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା କିଡ୍‌କି ଲଗେ ବସି ରଇଲା । ପାଉଲ୍‌ କାତା କଇବା ବେଲାଇ, ତାକେ ଗୁନ୍‌ ଡାବି ଆଇଲା, ସେ ଗୁନର୍‌ ଲାଡେ, ତିନ୍‌ତାଲାର୍‌ ଗର୍‌ ଉପ୍‌ରେଅନି ତଲେ ଅଦ୍‌ରିଦେଲା । ସେମନ୍‌ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।
10 Doch Paulus, afgekomen zijnde, viel op hem, en hem omvangende, zeide hij: Weest niet beroerd; want zijn ziel is in hem.
୧୦ମାତର୍‌ ପାଉଲ୍‌ ତଲ୍‌କେ ଉତ୍‌ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍‌ ଆଚେ ।”
11 En als hij weder boven gegaan was, en brood gebroken en wat gegeten had, en lang, tot den dageraad toe, met hen gesproken had, vertrok hij alzo.
୧୧ତାର୍‌ପଚେ ସେ ଉପ୍‌ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍‌ ଉଦ୍‌ବାଜାକ ସେମନର୍‌ ସଙ୍ଗ୍‍ ବେସି କାତାବାର୍‌ତା ଅଇ ତେଇଅନି ବାରଇଲା ।
12 En zij brachten den knecht levende, en waren bovenmate vertroost.
୧୨ଲକ୍‌ମନ୍‌ ଦାଙ୍ଗ୍‌ଡାକେ ଜିବନ୍‌ ରଇଲାଟା ଦେକି ତାର୍‌ ଗରେ ଦାରିଗାଲାଇ ଆରି ସାର୍‌ଦା ଅଇଲାଇ ।
13 Maar wij, vooruit naar het schip gegaan zijnde, voeren af naar Assus, waar wij Paulus zouden innemen; want hij had het alzo bevolen, en hij zelf zou te voet gaan.
୧୩ଆମେ ଆଗ୍‌ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍‌କେ ଜାଜେ ନେଇଜିବାକେ ଟିକ୍‌ କରିରଇଲୁ । କାଇକେବଇଲେ ସେ ସମ୍‌ଦୁର୍‌ବାଟେ ଜାଇ, ସେ ଜାଗାଇ କେଟ୍‌ବି ବଲି କଇରଇଲା ।
14 En als hij zich te Assus bij ons gevoegd had, namen wij hem in, en kwamen te Mitylene.
୧୪ସେ ଜେଡେବେଲା ଆମ୍‌କେ ଆସସେ ବେଟ୍‌ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ ।
15 En van daar afgescheept zijnde, kwamen wij den volgenden dag tegen Chios over, en des anderen daags legden wij aan te Samos, en bleven te Trogyllion, en den dag daaraan kwamen wij te Milete.
୧୫ତେଇଅନି ଆରି ଜିବାର୍‌ଦାରି ତାର୍‌ ଆର୍‌କର୍‌ ଦିନେ କିଅସ୍‌ ଲଗେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ । ଆରି ଗଟେକ୍‌ ଦିନ୍‌ ପଚେ ଆମସେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ ।
16 Want Paulus had voorgenomen Efeze voorbij te varen, opdat hij niet den tijd in Azie zou verslijten; want hij spoedde zich, om (zo het hem mogelijk ware) op den pinksterdag te Jeruzalem te zijn.
୧୬ଆସିଆ ରାଇଜେ ଆରି ବେସି ଦିନ୍‌ ନ ରଇକରି, ଏପିସସ୍‌ କଣ୍ଡିକଣ୍ଡି ଜାଜ୍‌ ଚାଲାଇବାକେ ପାଉଲ୍‌ ଟିକ୍‌ କଲା । ଜଦି ଅଇପାର୍‌ସି, ପେନ୍‌ଟିକସ୍‌ଟ୍‌ ଦିନେ ଜିରୁସାଲାମ୍‌ କେଟ୍‌ବାକେ ସେ ତେରେପେତେ ଅଇତେ ରଇଲା ।
17 Maar hij zond van Milete naar Efeze, en hij ontbood de ouderlingen der Gemeente.
୧୭ପାଉଲ୍‌ ମିଲିଟସେଅନି ଏପିସି ମଣ୍ଡଲିର୍‌ ପାର୍‌ଚିନ୍‌ ମନ୍‌କେ ତାର୍‌ ସଙ୍ଗ୍‍ ମିସ୍‌ବାକେ ଡାକାଇଲା ।
18 En als zij tot hem gekomen waren, zeide hij tot hen: Gijlieden weet, van den eersten dag af, dat ik in Azie ben aangekomen, hoe ik bij u den gansen tijd geweest ben;
୧୮ସେମନ୍‌ ଆସି କେଟ୍‌ଲାକେ ପାଉଲ୍‌ କଇଲା, “ରମିୟ ରାଇଜର୍‌ ଆସିଆଇ କେଟ୍‌ଲା ପର୍‌ତୁମ୍‌ ଦିନେଅନି, କେନ୍ତି ତମର୍‌ ସଙ୍ଗ୍‍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍‌ ।
19 Dienende den Heere met alle ootmoedigheid, en vele tranen, en verzoekingen, die mij overkomen zijn door de lagen der Joden;
୧୯ଜିଉଦିମନର୍‌ କୁଟ୍‌ ପାଁଚ୍‌ନାର୍‌ ଲାଗି, ମକେ ଜନ୍‌ ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ବାକେ ପଡ୍‌ଲା, ସେ ବିତ୍‌ରେ ମୁଇ ପରମେସରର୍‌ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍‌ ତଲେକରି, କାମ୍‌ କଲିଆଚି ।
20 Hoe ik niets achtergehouden heb van hetgeen nuttig was, dat ik u niet zou verkondigd en u geleerd hebben, in het openbaar en bij de huizen;
୨୦ତମେ ଜାନିଆଚାସ୍‌, ଲକ୍‌ମନର୍‌ ଲଗେ କବର୍‌ ଜାନାଇଲାବେଲେ ଆରି ତମର୍‌ ଗର୍‌ମନ୍‌କେ ଉପ୍‌ଦେସ୍‌ ଦେଲାବେଲେ, ତମର୍‌ ଉପ୍‌କାର୍‌ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।”
21 Betuigende, beiden Joden en Grieken, de bekering tot God en het geloof in onzen Heere Jezus Christus.
୨୧ଜିଉଦି ଆରି ଗିରିକ୍‌ ଲକ୍‌ମନ୍‌କେ ସବୁକେ ମୁଇ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍‌ ପାପେଅନି ବାଉଡିକରି ପର୍‌ମେସରର୍‌ ବାଟେ ମନ୍‌ ଦେଅତ୍‌ ଆରି ମାପ୍‌ରୁ ଜିସୁକେ ବିସ୍‌ବାସ୍‌ କରତ୍‌ ।
22 En nu ziet, ik, gebonden zijnde door den Geest, reis naar Jeruzalem, niet wetende, wat mij daar ontmoeten zal;
୨୨ଏବେ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନାଦେଲା ଆଦେସ୍‌ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
23 Dan dat de Heilige Geest van stad tot stad betuigt, zeggende, dat mij banden en verdrukkingen aanstaande zijn.
୨୩ସୁକଲ୍‌ଆତ୍‌ମା ମକେ ଜାଗ୍‍ରତ୍‌ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍‌ଟ ପାଇବି ।
24 Maar ik acht op geen ding, noch houde mijn leven dierbaar voor mijzelven, opdat ik mijn loop met blijdschap mag volbrengen, en den dienst, welken ik, van den Heere Jezus ontvangen heb, om te betuigen het Evangelie der genade Gods.
୨୪ମର୍‌ ନିଜର୍‌ ଜିବନ୍‌, ମର୍‌ ପାଇ, ମୁଇ ଇନ୍‌ କଲିନି । ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବିସଇ ଆରି ମାପ୍‌ରୁ ଜିସୁ ଜନ୍‌ କାତା ଜାନାଇବାକେ ମକେ ଦାଇତ୍‌ ଦେଲାଆଚେ, ସେଟା ସାରାଇବି ଆରି ସୁବ୍‌ କବର୍‌ ଜାନାଇବାଟା ପୁରାପୁରୁନ୍‌ କର୍‌ବି । ଏତ୍‌କି ସେ ମୁଇ ମନ୍‌ କଲିନି ।
25 En nu ziet, ik weet, dat gij allen, waar ik doorgegaan ben, predikende het Koninkrijk Gods, mijn aangezicht niet meer zien zult.
୨୫“ପର୍‌ମେସରର୍‌ ରାଇଜ୍‌ ବିସଇ ଜାନାଇବାକେ ମୁଇ ତମର୍‌ ସବୁ ଲକର୍‌ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍‌ ବିତ୍‌ରେଅନି କେମିସା ମର୍‌ ମୁଁ କେବେ ଦେକି ନାପାରାସ୍‌ ।
26 Daarom betuig ik ulieden op dezen huidigen dag, dat ik rein ben van het bloed van u allen.
୨୬ତେବର୍‌ପାଇ ଆଜି ବେଲା ମିଲ୍‌ଲା ଆଚେ ବଲି ମୁଇ ଡାଟ୍‌ ସଙ୍ଗ୍‍ ତମ୍‌କେ ଜାନାଇଲିନି । ତମର୍‌ ବିତ୍‌ରେଅନି କେ ଜଦି ବାଟ୍‌ ବାନା ଅଇଗାଲେ, ସେଟାର୍‌ପାଇ ମୁଇ ଦାଇ ନଇ ।
27 Want ik heb niet achtergehouden, dat ik u niet zou verkondigd hebben al den raad Gods.
୨୭କାଇକେବଇଲେ ତମର୍‌ଟାନେ ପର୍‌ମେସରର୍‌ ସବୁଜାକ ଆଦେସ୍‌ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ ।
28 Zo hebt dan acht op uzelven, en op de gehele kudde, over dewelke u de Heilige Geest tot opzieners gesteld heeft, om de Gemeente Gods te weiden, welke Hij verkregen heeft door Zijn eigen bloed.
୨୮ତେବର୍‌ପାଇ ତମେ ନିଜର୍‌ ବିସଇ ଆରି ସୁକଲ୍‌ଆତ୍‌ମା ତାର୍‌ ସତ୍‌ ଗିଆନେ ଜନ୍‌ ବିସ୍‌ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍‍ରତ୍‌ ଉଆ । ମେଣ୍ଡା ଚାରାଉ ଗଉଡ୍‌ପାରା ପରମେସରର୍‌ ମଣ୍ଡଲିର୍‌ ଜତନ୍‌ ନିଆ । ସେ ମଣ୍ଡଲିକେ ପରମେସର୍‌ ତାର୍‌ ନିଜର୍‌ ବନିଦେଇ ଗେନିଆଚେ ।
29 Want dit weet ik, dat na mijn vertrek zware wolven tot u inkomen zullen, die de kudde niet sparen.
୨୯ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍‌ ବିତ୍‌ରେ ଅପର୍‌ବଲ୍‌ ଗଦଡୁର୍‌କାମନ୍‌ ଆଇବାଇ ଆରି ମେଣ୍ଡାରାସିକେ ଚିନ୍‌ ଚତର୍‌ କରିସେ ଚାଡ୍‌ବାଇ ।
30 En uit uzelven zullen mannen opstaan, sprekende verkeerde dingen, om de discipelen af te trekken achter zich.
୩୦ବେଲା ଆଇସି, ତମର୍‌ ନିଜର୍‌ ଦଲର୍‌ କେତେ ଲକ୍‌ ବିସ୍‌ବାସିମନ୍‌କେ ମିଚ୍‌ କାତା କଇ ତାକର୍‌ ବାଟେ ଡାକି ନେବାଇ ।
31 Daarom waakt, en gedenkt, dat ik drie jaren lang nacht en dag, niet opgehouden heb een iegelijk met tranen te vermanen.
୩୧ସେ ବେଲେ ତମେ ଜାଗ୍‍ରତ୍‌ ଅଇ ରୁଆ । ମୁଇ ତିନ୍‌ ବରସ୍‌ ଜାକ ଦିନ୍‌ ରାତି ଆଁସୁପାନି ଜରାଇ, ତମ୍‌କେ ଗଟେକ୍‌ ଗଟେକ୍‌ କରି, ସବୁ ଲକ୍‌କେ ସିକାଇ ଆଚି, ଏ କାତା ଏତାଇରୁଆ ।”
32 En nu, broeders, ik bevele u Gode, en den woorde Zijner genade, Die machtig is u op te bouwen, en u een erfdeel te geven onder al de geheiligden.
୩୨“ଏବେ ମୁଇ ତମ୍‌କେ ପରମେସର୍‍କେ, ଆରି ତାର୍‌ ଜିବନ୍‌ ଦୁକାଇବା ବାକିଅଟାନେ ସର୍‌ପି ଦେଲିନି । ସେ ବାକିଅ ତମ୍‌କେ ଡାଟ୍‌ କରାଇସି ଆରି ପରମେସରର୍‌ ଲକ୍‌ମନର୍‌ ପାଇ ଅଇବା ସବୁ ଆସିର୍‌ବାଦ୍‌ ତମ୍‌କେ ଦେଇପାର୍‌ସି ।
33 Ik heb niemands zilver, of goud, of kleding begeerd.
୩୩ମୁଇ କାର୍‌ ସୁନା, ରୁପା କି ଲୁଗାପଚିଆ ମିଲାଇବି ବଲି ଆସା କରିନାଇ ।
34 En gijzelve weet, dat deze handen tot mijn nooddruft, en dergenen, die met mij waren, gediend hebben.
୩୪ମର୍‌ ଏ ଦୁଇଟା ଆତେ କସ୍‌ଟ କରି, ମର୍‌ ପାଇ ଆରି ମର୍‌ସଙ୍ଗ୍‍ ରଇବାଲକର୍‌ ପାଇ, ଦର୍‌କାର୍‌ ରଇଲାଟା ପୁରାପୁରୁନ୍‌ କଲିଆଚି ଏଟା ତମେ ଜାନିଆଚାସ୍‌ ।
35 Ik heb u in alles getoond, dat men, alzo arbeidende, de zwakken moet opnemen, en gedenken aan de woorden van den Heere Jezus, dat Hij gezegd heeft: Het is zaliger te geven, dan te ontvangen.
୩୫ମିଲାଇବାଟାନେଅନି ଦାନ୍‌ଦେବାଟା ଅଦିକ୍‌ ସାର୍‌ଦାର୍‌ ବିସଇ ଅଇରଇସି । ନିଜେ ଜିସୁ ମାପ୍‌ରୁ ଏ ବାକିଅ ସୁମର୍‌ନା କରିରଇଲା । ଏନ୍ତାରି କସ୍‌ଟ କାମେଅନି ନାପାର୍‌ଲା ଲକ୍‌ମନ୍‌କେ ସାଇଜ କର୍‌ବାର୍‌ ଆଚେ । ଏ ବିସଇ ମୁଇ ତମ୍‌କେ ସବୁବେଲେ କରିଦେକାଇଆଚି ।”
36 En als hij dit gezegd had, heeft hij nederknielende met hen allen gebeden.
୩୬ଏ ସବୁ କାତା କଇସାରାଇ ପାଉଲ୍‌ ସେମନର୍‌ ସଙ୍ଗ୍‍ ମାଣ୍ଡିକୁଟା ଦେଇ ପାର୍‌ତନା କଲା ।
37 En er werd een groot geween van hen allen; en zij, vallende om den hals van Paulus, kusten hem;
୩୭ସବୁ ଲକ୍‌ କାନ୍ଦି କାନ୍ଦି କରି ପାଉଲ୍‌କେ ପାଟାଲିକରି ଚୁମ୍‍ଚାଟ୍‌ କରି ପାଟାଇଦେଲାଇ ।
38 Zeer bedroefd zijnde, allermeest over het woord, dat hij gezegd had, dat zij zijn aangezicht niet meer zien zouden; en zij geleidden hem naar het schip.
୩୮ପାଉଲ୍‌ ସେମନ୍‌କେ “ତମେ ଆରି ମକେ ଦେକିନାପାରାସ୍‌ ।” ବଲି କଇରଇଲାକେ, ସେମନ୍‌ ବେସି ମନ୍‌ଦୁକ୍‌ ଅଇଜାଇରଇଲାଇ । ଲକ୍‌ମନ୍‌ ପାଉଲ୍‌କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍‌ଲାଇ ।

< Handelingen 20 >