< Handelingen 18 >

1 En na dezen scheidde Paulus van Athene en kwam te Korinthe;
ତାର୍‌ପଚେ ପାଉଲ୍‌ ଆତେନ୍‌ସ୍‌ ଚାଡି କରନ୍ତିଅ ଗାଲା ।
2 En vond een zekeren Jood, met name Aquila, van geboorte uit Pontus, die onlangs van Italie gekomen was, en Priscilla, zijn vrouw, (omdat Claudius bevolen had, dat al de Joden uit Rome vertrekken zouden), en hij ging tot hen;
ତେଇ ପନ୍‌ତସ୍‌ତେଇ ଜନମ୍‌ କରିରଇବା ଆକିଲା ନାଉଁର୍‌ ଗଟେକ୍‌ ଜିଉଦିକେ ବେଟ୍‌ ଅଇଲା । ବଡ୍‌ ସାସନ୍‌କାରିଆ କଲଡିଅସ୍‌, ସବୁ ଜିଉଦିକେ ରମ୍‌ ଦେସ୍‌ ଚାଡ୍‌ବାକେ ଆଦେସ୍‌ ଦେଇରଇଲା । ସେଟାର୍‌ପାଇ, ସେ ଅଲପ୍‌ ଦିନ୍‌ ଆଗ୍‌ତୁ ତାର୍‌ ମାଇଜି ପିରିସ୍‌କିଲାର୍‌ ସଙ୍ଗ୍‍ ଇଟାଲିଅନି ଆସିରଇଲା ।
3 En omdat hij van hetzelfde handwerk was, bleef hij bij hen, en wrocht; want zij waren tentenmakers van handwerk.
ପାଉଲ୍‌ ସେମନ୍‌କେ ବେଟ୍‌ ଅଇବାକେ ଜାଇ ସେମନର୍‌ ସଙ୍ଗ୍‍ ରଇଲା । କାଇକେବଇଲେ ସେ ମିସା ସେମନର୍‌ ପାରା ତୁମ୍‌ ତିଆର୍‌ କରି ଜିଉନାକାଉନା କର୍‌ତେରଇଲା ।
4 En hij handelde op elken sabbat in de synagoge, en bewoog tot het geloof Joden en Grieken.
ଜିଉଦି ଆରି ଗିରିକ୍‌ ମନ୍‌ ମାପ୍‌ରୁକେ ଅଦିକ୍‌ ବିସ୍‌ବାସ୍‌ କରାଇବାକେ, ସବୁ ବିସ୍‌ରାମ୍‌ବାରେ ପାର୍‌ତନା ଗରେ ଆଲ୍‍ଚନା କର୍‌ତେ ରଇଲା ।
5 En als Silas en Timotheus van Macedonie afgekomen waren, werd Paulus door den Geest gedrongen, betuigende den Joden, dat Jezus is de Christus.
ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍‌ ଜିଉଦିମନର୍‌ ଲଗେ ଜିସୁର୍‌ ସୁବ୍‌ କବର୍‌ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
6 Maar als zij wederstonden en lasterden, schudde hij zijn klederen af, en zeide tot hen: Uw bloed zij op uw hoofd; ik ben rein; en van nu voortaan zal ik tot de heidenen heengaan.
ମାତର୍‌ ସେମନ୍‌ ତାକେ ବିରଦ୍‌ କରି ତାର୍‌ କୁଟ୍‌ ପାଁଚ୍‌ବାର୍‌ ଦାର୍‌ଲାଇ, ସେଟା ବିରଦ୍‌ କର୍‌ବା ଇସାବେ, ତାର୍‌ ବସ୍‌ତରର୍‌ ଦୁଲି ପାପ୍‌ଡିଦେଇ ସେ ସେମନ୍‌କେ କଇଲା, “ଜଦି ତମେ କୁରୁପ୍‌ନାସ୍‌ ଅଇସା, ତେବେ ସେଟାର୍‌ପାଇ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍‌ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍‌ମନର୍‌ ଲଗେ ଜିବି ।”
7 En vandaar gegaan zijnde, kwam hij in het huis van een man, met name Justus, die God diende, wiens huis paalde aan de synagoge.
ସେଟାର୍‌ପାଇ ସେ ସେମନ୍‌କେ ଚାଡି ପର୍‌ମେସର୍‌କେ ପାର୍‌ତନା କର୍‌ବା ତିତସ୍‌ ଜୁସ୍‌ତ ନାଉଁର୍‌ ଗଟେକ୍‌ ଜିଉଦି ନଇଲା ଲକର୍‌ ଗରେ ରଇବାକେ ଗାଲା । ଜୁସ୍‌ତର୍‌ ଗର୍‌ ପାର୍‌ତନା ଗର୍‌ ଲଗେ ରଇଲା ।
8 En Crispus, de overste der synagoge, geloofde aan den Heere met geheel zijn huis; en velen van de Korinthiers, hem horende, geloofden, en werden gedoopt.
ପାର୍‌ତନା ଗରର୍‌ ମୁକିଅ କିରିସ୍‌ପସ୍‌ ଆରି ତାର୍‌ କୁଟୁମର୍‌ ସବୁ ଲକ୍‌ ମାପ୍‌ରୁର୍‌ତେଇ ବିସ୍‌ବାସ୍‌ କଲାଇ ଆରି କରନ୍ତିଅର୍‌ ଅଦିକ୍‌ ଅଦିକ୍‌ ଲକ୍‌ ପାଉଲର୍‌ ସିକିଆ ସୁନି ବିସ୍‌ବାସ୍‌ କଲାଇ ଆରି ପାନିତେଇବୁଡି ଡୁବନ୍‌ ନେଲାଇ ।
9 En de Heere zeide tot Paulus door een gezicht in den nacht: Zijt niet bevreesd, maar spreek en zwijg niet.
ଗଟେକ୍‌ ରାତି, ପାଉଲ୍‌ ଦର୍‌ସନ୍‌ ଦେକ୍‌ଲା । ଦର୍‌ସନେ ମାପ୍‌ରୁ ତାକେ କଇଲା, “ଡର୍‌ ନାଇ, ଜାନାଇତେ ରଅ, ସେଟା ତେବାନାଇ ।
10 Want Ik ben met u, en niemand zal de hand aan u leggen om u kwaad te doen; want Ik heb veel volks in deze stad.
୧୦କାଇକେ ବଇଲେ ମୁଇ ତର୍‌ ସଙ୍ଗ୍‍ ଆଚି । କେ ତମ୍‌କେ କାଇଟା କରି ନାପାରତ୍‌, କାଇକେବଇଲେ ଏ ନଅରେ ମର୍‌ ବେସି ଲକ୍‌ ଆଚତ୍‌ ।”
11 En hij onthield zich aldaar een jaar en zes maanden, lerende onder hen het Woord Gods.
୧୧ସେଟାର୍‌ପାଇ ପାଉଲ୍‌ ପର୍‌ମେସରର୍‌ ବାକିଅ ସିକିଆ ଦେଇ, ତେଇ ବର୍‌ସେକ୍‌ ଚ ମାସ୍‌ ଜାକ ରଇଗାଲା ।
12 Maar als Gallio stadhouder van Achaje was, stonden de Joden eendrachtelijk tegen Paulus op, en brachten hem voor den rechterstoel.
୧୨ଗାଲିୟନ୍‌ ଆକାୟର୍‌ ରମିଅ ସାସନ୍‌କାରିଆ ରଇଲା ବେଲେ, ଜିଉଦିମନ୍‌ ଏକ୍‌ଜୁଟ୍‌ଅଇ ପାଉଲ୍‌କେ ଦାରି ବିଚାର୍‌ନା ଜାଗାଇ ନେଲାଇ ।
13 Zeggende: Deze raadt den mensen aan, dat zij God zouden dienen tegen de wet.
୧୩ସେମନ୍‌ କଇଲାଇ, “ଏ ଲକ୍‌ ଆମର୍‌ ନିୟମ୍‌ ବିରଦେ ପରମେସର୍‌କେ ପାର୍‌ତନା କର୍‌ବାକେ ଲକ୍‌ମନ୍‌କେ ସୁତ୍‌ରାଇଲାନି ।”
14 En als Paulus zijn mond zou opendoen, zeide Gallio tot de Joden: Zo er enig ongelijk, of kwaad stuk begaan ware, o Joden, zo zou ik met reden ulieden verdragen;
୧୪ପାଉଲ୍‌ କାତା ଅଇବାକେ ଗାଲାବେଲେ, ଗାଲିଅ ଜିଉଦିମନ୍‌କେ କଇଲା, “ଜଦି ଇତି କାଇ ଦସ୍‌ ନଇଲେ ଅପ୍‌ରାଦର୍‌ ବିସଇ ରଇସି, ତେବେ ତମର୍‌ ବିସଇ ସମାଲି କରି, ତମର୍‌ କାତା ସୁନ୍‌ବାଟା, ମର୍‌ ଇସାବେ ଟିକ୍‌ ଅଇସି ।
15 Maar indien er geschil is over een woord, en namen, en over de wet, die onder u is, zo zult gij zelven toezien; want ik wil over deze dingen geen rechter zijn.
୧୫ମାତର୍‌ ଏ କାତା ତମର୍‌ ବିଦିବିଦାନ୍‌ ଆରି ରିତିନିତିର୍‌ କାତା ଅଇଲାର୍‌ ପାଇ, ଏଟା ତମେ ଟିକ୍‌କର୍‌ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍‌ ନ କରି ।”
16 En hij dreef hen weg van den rechterstoel.
୧୬ଏନ୍ତି କଇକରି ସେମନ୍‌କେ ବିଚାର୍‌ନା ଜାଗାଇଅନି କେଦିଦେଲା ।
17 Maar al de Grieken namen Sosthenes, den overste der synagoge, en sloegen hem voor den rechterstoel; en Gallio trok zich geen van deze dingen aan.
୧୭ସେମନ୍‌ ପାର୍‌ତନା ଗରର୍‌ ମୁକିଆ ସସ୍‌ତନସ୍‌କେ ଦାରି ବିଚାର୍‌ନା ଜାଗାର୍‌ ମୁଆଟେ ମାଡ୍‌ମାର୍‌ଲାଇ । ମାତର୍‌ ଗାଲିଅ ସେଟାକେ ମନ୍‌ଦେଏ ନାଇ ।
18 En als Paulus er nog vele dagen gebleven was, nam hij afscheid van de broederen, en scheepte van daar naar Syrie; en Priscilla en Aquila met hem, zijn hoofd te Kenchreen geschoren hebbende; want hij had een gelofte gedaan.
୧୮ପାଉଲ୍‌ କରନ୍ତିତେଇ ବିସ୍‌ବାସି ବାଇମନ୍‌ ସଙ୍ଗ୍‍ ବେସି ବେଲା ଜାକ ରଇଲା । ତାର୍‌ପଚେ ସେମନ୍‌କେ ଚାଡି ପିରିସ୍‌କିଲା ଆରି ଆକିଲାର୍‌ ସଙ୍ଗ୍‍, ସିରିଆ ଜିବାକେ ପାନିଜାଜେ ବାଟ୍‌ ଦାର୍‌ଲାଇ । ସେକେରିଆଅନି ଜିବାଟା ଆରାମ୍‌ କର୍‌ବା ଆଗ୍‌ତୁ ତାକର୍‌ ଗଟେକ୍‌ ମାନତ୍‌ ଇସାବେ ପାଉଲ୍‌ ମୁଣ୍ଡ୍‌ କୁରାଇଅଇଲା ।
19 En hij kwam te Efeze aan, en liet hen aldaar; maar hij ging in de synagoge, en handelde met de Joden.
୧୯ସେମନ୍‌ ଏପିସିସ୍‌ତେଇ କେଟ୍‌ଲା ପଚେ ପାଉଲ୍‌ ପିରିସ୍‌କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍‌ତନା ଗରେ ଜାଇ ଜିଉଦିମନର୍‌ ସଙ୍ଗ୍‍ କାତାବାର୍‌ତା ଅଇଲା ।
20 En als zij baden, dat hij langer bij hen blijven zoude, bewilligde hij het niet.
୨୦ଲକ୍‌ମନ୍‌ ତାକେ ଆରି ବେସି ଦିନ୍‌ ରଇବାକେ କଇଲାଇ, ମାତର୍‌ ସେ ରାଜି ନଇଲା ।
21 Maar hij nam afscheid van hen, zeggende: Ik moet ganselijk het toekomende feest te Jeruzalem houden; doch ik zal tot u wederkeren, zo God wil. En hij voer weg van Efeze.
୨୧ଜିବା ବେଲାଇ ସେ ସେମନ୍‌କେ କଇଲା, “ଜଦି ପରମେସର୍‌ ମନ୍‌ କଲେ, ତମର୍‌ ଲଗେ ବାଉଡି ଆଇବି ।” ତାର୍‌ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
22 En als hij te Cesarea was gekomen, ging hij op naar Jeruzalem, en de Gemeente gegroet hebbende, ging hij af naar Antiochie.
୨୨ସେ ସିରିଆ କେଟିକରି ତେଇଅନି ଜିରୁସାଲାମେ ଗାଲା ଆରି ମଣ୍ଡଲିକେ ଜୁଆର୍‌ ଜାନାଇ ତେଇଅନି ଆନ୍‌ଟିକିଅ ଗାଲା ।
23 En als hij aldaar enigen tijd geweest was, ging hij weg, en doorreisde vervolgens het land van Galatie en Frygie, versterkende al de discipelen.
୨୩ତେଇ କେତେ ଦିନ୍‌ ରଇଲା ପଚେ, ସେ ଆରି ତରେକ୍‌ ଜିବାଟା ଆରାମ୍‌ କରି ଗାଲାତିଅ ଆରି ପିରିଜିଆ ବାଟ୍‍ଦେଇ ଗାଲା । ବାଟେ ବିସ୍‌ବାସିମନ୍‌କେ ବିସ୍‌ବାସେ ଡାଟ୍‌ ଅଇରଇବାକେ ସାଆସ୍‌ ଦେଲା ।
24 En een zeker Jood, met name Apollos, van geboorte een Alexandrier, een welsprekend man, kwam te Efeze, machtig zijnde in de Schriften.
୨୪ସେ ବେଲାଇ ଆଲେକ୍‌ଜାଣ୍ଡ୍‌ରିଆଇ ଜନମ୍‌ ଅଇ ରଇଲା, ଆପଲ୍‌ ନାଉଁର୍‌ ଗଟେକ୍‌ ଜିଉଦି ଏପିସେ ଆଇଲା । ସେ ଗଟେକ୍‌ ନିମାନ୍‌ ସଙ୍ଗ୍‍ କାତାକଉ ଆରି ଦରମ୍‌ ସାସ୍‌ତରେ ତାର୍‌ ବେସି ଗିଆନ୍‌ ରଇଲା ।
25 Deze was in den weg des Heeren onderwezen; en vurig zijnde van geest, sprak hij en leerde naarstiglijk de zaken des Heeren, wetende alleenlijk den doop van Johannes.
୨୫ସେ ମାପ୍‌ରୁ ଜିସୁର୍‌ ବାଟ୍‌ ବିସଇ ସିକିଆ ପାଇରଇଲା ଆରି ଆତ୍‌ମାଇ ପୁରାପୁରୁନ୍‌ ଅଇକରି ବେସି ସାର୍‌ଦା ସଙ୍ଗ୍‍ ସତ୍‌ କାତା ବାର୍‌କରି, ସିକିଆ ଦେଇତେ ରଇଲା । ମାତର୍‌ କାଲି ଜଅନ ଡୁବନ୍‌ ଦେବା ବିସଇ ଜାନି ରଇଲା ।
26 En deze begon vrijmoediglijk te spreken in de synagoge. En als hem Aquila en Priscilla gehoord hadden, namen zij hem tot zich, en legden hem den weg Gods bescheidenlijker uit.
୨୬ପାର୍‌ତନା ଗରେ ସେ ନ ଡର୍‌ତେ ସିକିଆ ଦେବାକେ ଲାଗ୍‌ଲା । ତାର୍‌ ସିକିଆ ସୁନି ପିରିସ୍‌କିଲା ଆରି ଆକିଲା ତାକର୍‌ ନିଜର୍‌ ଗରେ ଡାକିନେଲାଇ ଆରି ତେଇ ପରମେସରର୍‌ ବାଟ୍‌ ବିସଇ ଅଦିକ୍‌ ବୁଜାଇଦେଲାଇ ।
27 En als hij wilde naar Achaje reizen, de broeders, hem vermaand hebbende, schreven aan de discipelen, dat zij hem ontvangen zouden; welke, daar gekomen zijnde, heeft veel toegebracht aan degenen, die geloofden door de genade.
୨୭ତାର୍‌ ପଚେ ଆପଲ ଆକାୟା ରାଇଜେ ଜିବାକେ ଟିକ୍‌ କଲାକେ, ଏପିସର୍‌ ବିସ୍‌ବାସି ବାଇମନ୍‌ ତାକେ ସାଇଜ୍‌ କଲାଇ ଆରି ତାକେ ସାର୍‌ଦା ସଙ୍ଗ୍‍ ଗତିଆ କର୍‌ବାକେ କଇ ଆକାୟାର୍‌ ବିସ୍‌ବାସିମନ୍‌କେ ଚିଟି ଲେକ୍‌ଲାଇ । ସେ ତେଇ କେଟିକରି ପରମେସର ଜିବନ୍‌ ଦୁକାଇଲାକେ ବିସ୍‌ବାସି ଅଇରଇବା ଲକ୍‌ମନ୍‌କେ ବେସି ସାଇଜ କଲା ।
28 Want hij overtuigde de Joden met groten ernst in het openbaar, bewijzende door de Schriften, dat Jezus de Christus was.
୨୮ଜିସୁ ଜେ ମସିଅ, ତାକର୍‌ ବେସି ଡାଟ୍‌ ଜୁକ୍‌ତି, ଦରମ୍‌ ସାସ୍‌ତରେଅନି ଜାନାଇ କରି, ଜିଉଦିମନ୍‌କେ ଆରାଇଲା ।

< Handelingen 18 >