< 1 Corinthiërs 12 >

1 En van de geestelijke gaven, broeders, wil ik niet, dat gij onwetende zijt.
ମର୍‌ ବାଇମନ୍‌, ତମେ ସୁକଲ୍‌ ଆତ୍‌ମା ଦେବା ଦାନ୍‌ ବିସଇର୍‍ ଜାଇଟା ଲେକିରଇଲାସ୍‌ ସେଟା ନିକସଙ୍ଗ୍‌ ବୁଜା ବଲି ମୁଇ କଲିନି ।
2 Gij weet, dat gij heidenen waart, tot de stomme afgoden heengetrokken, naar dat gij geleid werdt.
ତମେ ଜିସୁକେ ବିସ୍‌ବାସ୍‌ କର୍‌ବା ଆଗ୍‌ତୁ ଜିବନ୍‌ ନ ରଇବା ପୁତ୍‍ଲାମନ୍‌କେ ପୁଜାକରି ବାଟ୍‌ ବାନା ଅଇଜାଇ ରଇଲାସ୍‌ ।
3 Daarom maak ik u bekend, dat niemand, die door den Geest Gods spreekt, Jezus een vervloeking noemt; en niemand kan zeggen, Jezus den Heere te zijn, dan door den Heiligen Geest.
ସେଟାର୍‌ପାଇ ମୁଇ ଏବେ ତମ୍‌କେ କଇଲିନି, ଜନ୍‌ ଲକ୍‌ ସୁକଲ୍‌ ଆତ୍‌ମାର୍‌ ଚାଲ୍‌ନା ପାଇଲାଆଚେ, ସେ ଜିସୁକେ ଅବିସାପ୍‌ ଦେଇ ନାପାରେ । ଆରି ଜନ୍‌ ଲକ୍‌ ତାର୍‌ ଆତ୍‌ମା ପାଏନାଇ, ସେ ଜିସୁ ପର୍‌ମେସର୍‌ ବଲି କଇନାପାରେ ।
4 En er is verscheidenheid der gaven, doch het is dezelfde Geest;
ସୁକଲ୍‌ ଆତ୍‌ମାର୍‌ ଦାନ୍‌ ବିନ୍‌ ବିନ୍‌ ରକାମ୍‌, ମାତର୍‌ ଜନ୍‌ ଆତ୍‌ମା ସେଟାମନ୍‌ ଦେଇସି ସେ ଗଟେକ୍‌ ସେ ।
5 En er is verscheidenheid der bedieningen, en het is dezelfde Heere;
ସେବା ବିନ୍‌ ବିନ୍‌ ରକାମର୍‌, ମାତର୍‌ ଜନ୍‌ ମାପ୍‌ରୁ ସେବା ପାଇଲାନି, ସେ ଗଟେକ୍‌ ସେ ।
6 En er is verscheidenheid der werkingen, doch het is dezelfde God, Die alles in allen werkt.
କାମ୍‌ କର୍‌ବା ବପୁ ବିନ୍‌ ବିନ୍‌ ରକାମର୍‌, ମାତର୍‌ ପର୍‌ମେସର୍‌ ଗଟେକ୍‌ । ସେ ଆକା ସବୁକେ ବପୁ ଦେଲାନି ।
7 Maar aan een iegelijk wordt de openbaring des Geestes gegeven tot hetgeen oorbaar is.
ମାତର୍‌ ସବୁ ଲକର୍‌ ମଙ୍ଗଲ୍‌ ପୁରାପୁରୁନ୍‌ ଅଇବାକେ ବିନ୍‌ ବିନ୍‌ ଲକର୍‌ ବିତ୍‌ରେ ସୁକଲ୍‌ ଆତ୍‌ମାର୍‌ ବପୁ ବିନ୍‌ ବିନ୍‌ ଇସାବେ ଜାନାପଡ୍‌ସି ।
8 Want dezen wordt door den Geest gegeven het woord der wijsheid, en een ander het woord der kennis, door denzelfden Geest;
ସୁକଲ୍‌ ଆତ୍‌ମା କାକେ କାକେ ବୁଦିର୍‌ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍‌ ବାକିଅ ଦେଇସି ।
9 En een ander het geloof, door denzelfden Geest; en een ander de gaven der gezondmakingen, door denzelfden Geest.
ସେ ଗଟେକ୍‌ ସୁକଲ୍‌ ଆତ୍‌ମାସେ କାକେ କାକେ ବିସ୍‌ବାସ୍‌ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍‌ ଦାନ୍‌ ଦେଇସି ।
10 En een ander de werkingen der krachten; en een ander profetie; en een ander onderscheidingen der geesten; en een ander menigerlei talen; en een ander uitlegging der talen.
୧୦କାକେ କାକେ କାବାଅଇଜିବା କାମ୍‌ କରିପାର୍‌ବା ବପୁ, କାକେ କାକେ ପର୍‌ମେସର୍‌ ଜାନାଇଲା କାତା କଇବା ବପୁ, କେତେ ଲକ୍‌କେ ଆତ୍‌ମା ଦେଇରଇବା ଦାନ୍‌ ଚିନ୍‌ବା ବପୁ, ଆରି କେତେକ୍‌ ଲକ୍‌କେ ସେ ନାଜାନି ରଇବା ବିନ୍‌ ବିନ୍‌ ବାସାଇ କାତା କଇବା ବପୁ, ଆରି କେତେକ୍‌ ଲକ୍‌କେ ସେ ବାସାର୍‌ ଅରତ୍‌ ବୁଜାଇବା ବପୁ ଦେଇରଇସି ।
11 Doch deze dingen alle werkt een en dezelfde Geest, delende aan een iegelijk in het bijzonder, gelijkerwijs Hij wil.
୧୧ମାତର୍‌ ଏ ସବୁଜାକ ବପୁ ଗଟେକ୍‌ ଆତ୍‌ମାସେ କରି ରଇସି । ସେ ନିଜର୍‌ ମନ୍‍ କଲା ଇସାବେ ବିନ୍‌ ବିନ୍‌ ଲକ୍‌ମନ୍‌କେ ବିନ୍‌ ବିନ୍‌ ବିସଇର୍‌ ଦାନ୍‌ ଦେଇରଇସି ।
12 Want gelijk het lichaam een is, en vele leden heeft, en al de leden van dit ene lichaam, vele zijnde, maar een lichaam zijn, alzo ook Christus.
୧୨ଜେନ୍ତିକି ବିନ୍‌ ବିନ୍‌ ବାଗ୍‌ ମିସିକରି ରଇଲେ ମିସା ଗାଗଡ୍‌ ଗଟେକ୍‌ସେ, ସେନ୍ତାରିସେ କିରିସ୍‌ଟ ଗଟେକ୍‌ ଗାଗଡ୍‌ ପାରା । ଜନ୍‌ତେଇ କି ବିନ୍‌ ବାଗ୍‌ ମିସିଆଚତ୍‌ ।
13 Want ook wij allen zijn door een Geest tot een lichaam gedoopt; hetzij Joden, hetzij Grieken, hetzij dienstknechten, hetzij vrijen; en wij zijn allen tot een Geest gedrenkt.
୧୩କାଇକେବଇଲେ ଆମେ ସବୁ ଜିଉଦି ଅଇଲେ କି ଜିଉଦି ନ ଅଇଲେ ମିସା, ଗତିଦାଙ୍ଗ୍‌ଡା ଅଇଲେ କି ନିଜର୍‌ ଇସାବେ ଚଲାଚଲ୍‌ତି କଲେ ମିସା ପର୍‌ମେସରର୍‌ ସେ ସମାନ୍‌ ଗଟେକ୍‌ ଆତ୍‌ମାର୍‌ ଲାଗି, ଗଟେକ୍‌ ଗାଗଡ୍‌ ଅଇବାକେ ଡୁବନ୍‌ ନେଇଆଚୁ । ଆରି ଏ ସମାନ୍‌ ସୁକଲ୍‌ ଆତ୍‌ମା ପାଇଆଚୁ ।
14 Want ook het lichaam is niet een lid, maar vele leden.
୧୪ଆମର୍‌ ଗାଗଡ୍‌ ବିସଇ ଆରି ଗଟେକ୍‌ତର୍‌ ଚିନ୍ତା କରିଦେକୁ । ସେଟାକେ ଗଟେକ୍‌ ବାଗ୍‌ ନାଇ ମାତର୍‌ ବେସି ବାଗ୍‌ ଆଚେ ।
15 Indien de voet zeide: Dewijl ik de hand niet ben, zo ben ik van het lichaam niet; is hij daarom niet van het lichaam?
୧୫ଜଦି ପାଦ୍‌, “ମୁଇ ଆତ୍‌ ନଇ, ମୁଇ ଗାଗଡର୍‌ ନଇ ।” ବଲିକରି କଇଲେ ମିସା ପାଦ୍‌ ଗାଗ୍‌ଡର୍‌ ସେ ।
16 En indien het oor zeide: Dewijl ik het oog niet ben, zo ben ik van het lichaam niet; is het daarom niet van het lichaam?
୧୬ସେନ୍ତିସେ କାନ୍‌ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍‌ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍‌ଟାସେ ।
17 Ware het gehele lichaam het oog, waar zou het gehoor zijn? Ware het gehele lichaam gehoor, waar zou de reuk zijn?
୧୭ସବୁ ଗାଗଡ୍‌ ଜଦି ଗଟେକ୍‌ ଆଁକିସେ ରଇଲେ, ତେବେ ସୁନ୍‌ବାଟା କନ୍ତି ରଇତା? ସବୁ ଗାଗଡ୍‌ ଜଦି ଗଟେକ୍‌ କାନ୍‌ସେ ଅଇତା, ତେବେ ସୁଙ୍ଗ୍‌ବାଟା କନ୍ତି ରଇତା?
18 Maar nu heeft God de leden gezet, een iegelijk van dezelve in het lichaam, gelijk Hij gewild heeft.
୧୮ମାତର୍‌ ଗାଗଡ୍‌ ସେନ୍ତାରି ନଏଁ । କାଇକେବଇଲେ ପର୍‌ମେସର୍‌ ତାର୍‌ ନିଜର୍‌ ମନ୍‍ କଲା ଇସାବେ ଗାଗଡର୍‌ ସବୁ ବାଗ୍‌, ସମାନ୍‌ ଜାଗାଇ ସାଜାଡି ସଙ୍ଗଇଆଚେ ।
19 Waren zij alle maar een lid, waar zou het lichaam zijn?
୧୯ଆରି ଗାଗଡ୍‌କେ ଜଦି ଗଟେକ୍‌ସେ ବାଗ୍‌ ରଇତା, ତେବେ ଗାଗଡ୍‌ ବଲି କେନ୍ତି ବଲାଇ ଅଇତା?
20 Maar nu zijn er wel vele leden, doch maar een lichaam.
୨୦ମାତର୍‌ ସତ୍‌ ବିସଇ ଅଇଲାନି ବେସି ବାଗ୍‌ ରଇଲେ ମିସା ଗାଗଡ୍‌ ଗଟେକ୍‌ସେ ।
21 En het oog kan niet zeggen tot de hand: Ik heb u niet van node; of wederom het hoofd tot de voeten: Ik heb u niet van node.
୨୧ତର୍‌ ଟାନେ ମର୍‌ କାଇ ଲଡା ନାଇ, ବଲି ଆଁକି ଆତ୍‌କେ କଇନାପାରେ କି, ମୁଣ୍ଡ୍‌ ପାଦ୍‌କେ କଇ ନାପାରେ ।
22 Ja veeleer, de leden, die ons dunken de zwakste des lichaams te zijn, die zijn nodig.
୨୨କାଇକେବଇଲେ ଜନ୍‌ ଗାଗଡର୍‌ ବାଗ୍‌ ବିନ୍‌ଟାମନର୍‌ ତେଇଅନି ଦୁର୍‌ବଲ୍‌ ଆଚେ ବଲି ଆମେ ବାବ୍‌ଲୁନି, ସେଟାମନ୍‌ସେ ଆମ୍‌କେ ବେସି ଲଡାକେ ଆଇସି ।
23 En die ons dunken de minst eerlijke leden des lichaams te zijn, denzelven doen wij overvloediger eer aan; en onze onsierlijke leden hebben overvloediger versiering.
୨୩ଆରି ଜନ୍‌ ଗାଗଡର୍‌ ବାଗ୍‌ ବେସି ମୁକିଅ ନାଇ, ଆରି ସୁନ୍ଦର୍‌ ନ ଡିସେ, ସେଟାମନ୍‌ସେ ଆମେ ନିକସଙ୍ଗ୍‌ ଜତନ୍‌ କରି ଡାବ୍‌ଲୁନି ।
24 Doch onze sierlijke hebben het niet van node; maar God heeft het lichaam alzo samengevoegd, gevende overvloediger eer aan hetgeen gebrek aan dezelve heeft;
୨୪ଆରି ଜନ୍‌ ବାଗ୍‌ ବାଇରେ ଅନି ସୁନ୍ଦର୍‌ ଡିସ୍‌ସି, ସେଟାମନ୍‌ ସେନ୍ତାରି ଜତନ୍‌ କର୍‌ବା ଦର୍‌କାର୍‌ ନାଇ । ପର୍‌ମେସର୍‌ ଆମର୍‌ ଗାଗଡର୍‌ ବାଗ୍‌ମନ୍‌କେ କାଇକେ ଏନ୍ତି ସାଜାଇଲା ବଇଲେ, ଜନ୍‌ଟାକି ବେସି ମୁକିଅ ନାଇ ବଲି ଆମେ ବାବ୍‌ଲୁନି, ସେଟାମନ୍‌କେ ଆମେ ନିକସଙ୍ଗ୍‌ ଜତନ୍‌ କରି ସନ୍‌ମାନ୍‌ ଦେବୁ ।
25 Opdat geen tweedracht in het lichaam zij, maar de leden voor elkander gelijke zorg zouden dragen.
୨୫ଜେନ୍ତାରି କି ଗାଗଡର୍‌ ବାଗ୍‌ ସବୁ ଗଟେକ୍‌ ବାଗ୍‌ ଆରି ଗଟେକ୍‌ ବାଗ୍‌କେ ବିରଦ୍‌ ନ କରେ, ମାତର୍‌ ତାକର୍‌ ତାକର୍‌ ବିତ୍‌ରେ ସାଇଜ ଅଇବାଇ । ତେବେ ଗାଗଡର୍‌ ଗଟେକ୍‌ ବାଗ୍‌କେ ଦୁକା ଅଇଲେ, ସେଟା ସବୁର୍‌ପାଇ ଦୁକା ।
26 En hetzij dat een lid lijdt, zo lijden al de leden mede; hetzij dat een lid verheerlijkt wordt, zo verblijden zich al de leden mede.
୨୬ଗଟେକ୍‌ ବାଗ୍‌ ଦୁକା ଅଇଲେ, ଆରି ଅଲ୍‌ଗା ବାଗ୍‌କେ ମିସା ଦୁକା ଅଇସି । ଗଟେକ୍‌ ବାଗ୍‌ ଡାକ୍‌ପୁଟା ଅଇଲେ, ସେମନ୍‌ ସବୁ ମିସି ସାର୍‌ଦା ଅଇବାଇ ।
27 En gijlieden zijt het lichaam van Christus, en leden in het bijzonder.
୨୭ଆମେ ଜେତ୍‌କି ଲକ୍‌ ବିସ୍‌ବାସି, କିରିସ୍‌ଟର୍‌ ଗାଗଡ୍‌ ସଙ୍ଗ୍‌ ସମାନ୍‌ କରିଅଇସି । ଆରି ତେଇ ଆମେ ଗଟେକ୍‌ ଗଟେକ୍‌ ବାଗ୍‌ ।
28 En God heeft er sommigen in de Gemeente gesteld, ten eerste apostelen, ten tweede profeten, ten derde leraars, daarna krachten, daarna gaven der gezondmakingen, behulpsels, regeringen, menigerlei talen.
୨୮କିରିସ୍‌ଟର୍‌ ଏ ଗାଗ୍‌ଡେ ପର୍‌ମେସର୍‌ ବିନ୍‌ ବିନ୍‌ ଲକ୍‌ମନ୍‌କେ ବିନ୍‌ ବିନ୍‌ କାମ୍‌ ଦେଲାଆଚେ । ପର୍‌ତୁମ୍‌ ପେରିତ୍‌ ଇସାବେ ବାଚ୍‌ଲା ଲକ୍‌, ତାର୍‍ ପଚେ ବବିସତ୍‌ କାତା କଇବା ଲକ୍‌ମନ୍‌କେ, ସିକାଉମନ୍‌କେ, କାବାଅଇଜିବା କାମ୍‌ କର୍‌ବା ଲକ୍‌କେ, ନିକ କର୍‌ବା ଲକ୍‌ମନ୍‌କେ, ସାଇଜ କର୍‌ବା ଲକ୍‌ମନ୍‌କେ, ନେତା ଇସାବେ ଦାଇତ୍‌ ନେବାକେ, ଆରି ନାଜାନ୍‌ଲା ବାସାଇ କାତା କଇବା ଲକ୍‌ମନ୍‌କେ ବାଚ୍‌ଲା ଆଚେ ।
29 Zijn zij allen apostelen? Zijn zij allen profeten? Zijn zij allen leraars? Zijn zij allen krachten?
୨୯ସେମନ୍‌ ସବୁଲକ୍‌ ପେରିତ୍‌ ନଅତ୍‌ କି ବବିସତ୍‌ବକ୍‌ତା କି ସିକାଉମନ୍‌ ନଅତ୍‌ । ସବୁଲକ୍‌କେ କାବା ଅଇଜିବା କାମ୍‌ କର୍‌ବା ବପୁ ନାଇ ।
30 Hebben zij allen gaven der gezondmakingen? Spreken zij allen met menigerlei talen? Zijn zij allen uitleggers?
୩୦କି ନିକ କର୍‌ବା ବପୁ କି ନାଜାନ୍‌ବା କାତାଇ କଇବା ବପୁ, କି ଜନ୍‌ଟା କଇଲାଟା ବୁଜାଇବା ବପୁ ନାଇ ।
31 Doch ijvert naar de beste gaven; en ik wijs u een weg, die nog uitnemender is.
୩୧ତେବେ ଅଦିକ୍‌ ମୁକିଅ ରଇବା ବପୁ ପାଇବାକେ ଆମେ ମନ୍‍ କର୍‌ବାର୍‌ ଆଚେ । ସବୁର୍‌ଟାନେ ଅନି ମୁକିଅ ବପୁର୍‌ ବିସଇ ମୁଇ ତମ୍‌କେ ଜାନାଇବି ।

< 1 Corinthiërs 12 >