< Romeinen 5 >

1 Daar we dus door het geloof gerechtvaardigd zijn, zo laat ons de vrede bewaren met God door Jesus Christus, onzen Heer.
ଏବେ ଆମେ ବିସ୍‌ବାସ୍‌ କଲାର୍‌ ପାଇ ପରମେସର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇଅଇଲୁ ଆଚୁ ଆରି ମାପ୍‌ରୁ ଜିସୁ କିରିସ୍‌ଟର ଲାଗି ପରମେସର୍‌ ସଙ୍ଗ୍‍ ସାନ୍ତି ସଙ୍ଗ୍‍ ଆଚୁ ।
2 Door Hem hebben we door het geloof toegang verkregen tot deze genade, waarin we vast zijn komen staan; door Hem ook roemen we in de hoop op de heerlijkheid Gods.
କାଇକେବଇଲେ ଆମେ ବିସ୍‌ବାସ୍‌ କଲାର୍‌ ପାଇସେ ତାର୍‍ ଜିବନ୍‌ ଦୁକାଇଲାଟାନେ ଆମ୍‌କେ ଆନି ଆଚେ । ଜନ୍‌ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍‌ଦା ସଙ୍ଗ୍‍ ବଡ୍‌ପନର୍‌ କାତା କଇବୁ । କାଇକେବଇଲେ ପରମେସରର୍‌ ଡାକ୍‌ପୁଟାର୍‌ତେଇ ମିସ୍‌ବୁ ବଲି ଆମ୍‌କେ ଆସା ଆଚେ ।
3 En hierin niet alleen, maar zelfs in de wederwaardigheden gaan we roemen, omdat we weten, dat wederwaardigheid geduld voortbrengt,
ସବୁ ରକାମର୍‌ ଦୁକ୍‌ କସ୍‌ଟ ମୁର୍‍ଚି କରି ସାର୍‌ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍‌ଟ ମୁରଚ୍‌ଲେ, ମନେ ସାଆସ୍‌ ଆଇସି ।
4 geduld beproefde deugd, beproefde deugd weer hoop.
ସାଆସ୍‍ ଦାରି ରଇଲେ ପରମେସର୍‌ ସାର୍‍ଦା ଅଇସି । ତାର୍‍ ସାର୍‍ଦାଇଅନି ଆସା ଆଇସି ।
5 Welnu, de hoop wordt niet beschaamd, omdat de liefde Gods is uitgestort in onze harten door den heiligen Geest, die ons geschonken is.
ଏ ଆସା ଆମ୍‌କେ ମୁର୍‌ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍‌ ଆମ୍‌କେ ସୁକଲ୍‌ଆତ୍‌ମା ଦେଇ କରି ଆମର୍‌ ମନେ ତାର୍‌ ଆଲାଦ୍‌ ବର୍‌ତି କରିଦେଲାଆଚେ । ସୁକଲ୍‌ଆତ୍‌ମା ଆମର୍‌ ପାଇ ରଇବା ପର୍‌ମେସରର୍‌ ଦାନ୍‌ ।
6 Want toen we nog zwak waren, is Christus op de gestelde tijd voor goddelozen gestorven.
ଆମ୍‌କେ କେ ମିସା ଆକାସାକା ନ ରଇଲା ବେଲେ, ପରମେସର୍‌ ଟିକ୍‌ କଲା ବେଲାଇ କିରିସ୍‌ଟ ପାପିମନର୍‌ ପାଇ ମଲା ।
7 Welnu, niet licht zal iemand zijn leven voor een rechtvaardige geven, al blijft het mógelijk, dat iemand het van zich verkrijgt, voor een goede te sterven.
ଦରମ୍‌ ଲକର୍‌ ପାଇ କେ ମିସା ଗଟେକ୍‌ ଲକ୍‌ ମର୍‌ବାଟା ଆମେ ନାଜାନୁ, ମାତର୍‌ ଏନ୍ତାରି ମିସା ଅଇସି ଜେ, ଗଟେକ୍‌ ନିମାନ୍‌ ଲକର୍‌ପାଇ ନିଜର୍‌ ଜିବନ୍‌ ଦେବାକେ କେ ଆଲେ ସାସ୍‌ କର୍‌ବାଇ ।
8 Maar God bewijst zijn liefde voor ons, doordat Christus voor ons is gestorven, toen we nog zondaars waren.
ମାତର୍‌ ଆମେ ପାପି ରଇଲାବେଲେ ଜିସୁ ଆମର୍‌ ପାଇ ନିଜର୍‌ ଜିବନ୍‌ ସର୍‌ପିଦେଲା । ଇତିଅନି ପରମେସର୍‌ ଆମ୍‌କେ କେତେକ୍‌ ଆଲାଦ୍‌ କଲାନି, ସେଟା ଜାନାପଡିଆଚେ ।
9 Hoeveel te meer dus zullen we thans door Hem van de toorn worden gered, nu we gerechtvaardigd zijn door zijn Bloed.
କିରିସ୍‌ଟର୍‌ ବନିର୍‌ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ କଲାଆଚେ । ସେନ୍ତି ଆଲେ ପରମେସରର୍‌ ବଡ୍‌ ରିସାଇଅନି ଆମ୍‌କେ ରକିଆ କର୍‌ବାକେ କିରିସ୍‌ଟ କେତେକ୍‌ ମନ୍‌ଦିଆନ୍‌ ନ ଦେଏ!
10 Want zo we met God zijn verzoend door de Dood van zijn Zoon, toen we nog vijanden waren, hoeveel te meer zullen we gered worden door zijn Léven, nu we Hem zijn verzoend.
୧୦ଆମେ ପରମେସରର୍‌ ସତ୍‌ରୁ ରଇଲାବେଲେ ତାର୍‌ ପିଲା ଆମର୍‌ ପାଇ ଜିବନ୍‌ ଦେଲା । ତେଇଅନି ପରମେସର୍‌ ସଙ୍ଗ୍‌ ଆମେ ଆରିତରେକ୍‌ ଜଡିଅଇଲୁ । ତାର୍‍ ସଙ୍ଗ୍‌ ଆରିତରେକ୍‌ ଜଡିଅଇଲା ପଚେ, ଏବେ କିରିସ୍‌ଟର୍‌ ଜିବନର୍‌ ଲାଗି ଆମେ ରକିଆ ପାଇବାକେ କେତେକ୍‌ ଅଦିକ୍‌ ନ ପାଉ?
11 En dit niet alleen; maar we roemen zelfs in God door onzen Heer Jesus Christus, door wien we thans de verzoening hebben verworven.
୧୧ଅବ୍‌କା ସେତ୍‌କିସେ ନଏ, ମାପ୍‌ରୁ ଜିସୁକିରିସ୍‌ଟର୍‌ ତେଇଅନି ପରମେସର୍‌ ଜନ୍‌ ସବୁ କାମ୍‌ କଲାଆଚେ, ସେଟାର୍‌ ପାଇ ଆମର୍‌ ମନ୍‌ ଉଡୁକ୍‌ଦୁଡୁକ୍‌ ଆରି ସାର୍‌ଦାଇ ପୁରୁନ୍‌ ଅଇଆଚେ। ସେ ଜିସୁ ପରମେସର୍‌ ସଙ୍ଗ୍‌ ଆମ୍‌କେ ଆରିତରେକ୍‌ ମିସାଇଲା ଆଚେ ।
12 Zoals dan door één mens de zonde in de wereld is gekomen en door de zonde de dood, zo ook is de dood over alle mensen gekomen, omdat allen hebben gezondigd.
୧୨ପର୍‌ତମେ ଗଟେକ୍‌ ଲକ୍‌ସେ ପାପ୍‌ କରିରଇଲା । ଆରି ପାପର୍‌ ଲାଗି ମରନ୍‌ ଆଇଲା । ସବୁ ଲକ୍‌ ପାପ୍‌ କଲାର୍‌ ପାଇ ମରନ୍‌ ସବୁ ମୁନୁସ୍‌ ଜାତିକେ ଡାବିଅଇଲା ।
13 Zeker, tot aan de Wet was er zonde in de wereld; maar de zonde wordt niet aangerekend, als er geen Wet bestaat.
୧୩ନିୟମ୍‌ ମିଲ୍‌ବା ଆଗ୍‌ତୁ ଲକ୍‌ମନ୍‌ ପାପ୍‌ କର୍‌ତେରଇଲାଇ । ମାତର୍‌ ନିୟମ୍‌ ନ ରଇବାଟାନେ ପାପର୍‌ ଇସାବ୍‌ ନ ଅଇତେରଇଲା ।
14 En toch heeft de dood geheerst van Adam af tot Moses toe, zelfs over hen, die persoonlijk niet hadden gezondigd naar het voorbeeld der overtreding van Adam, die de voorafbeelding is van Hem, die komen moest.
୧୪ଆଦମର୍‌ ବେଲାଇଅନି ମସାର୍‌ ବେଲା ଜାକ, କେ ଆଦମର୍‌ ପାରା କାତା ନ ମାନି, ସେ କରି ରଇବା ପାପ୍‌ ପାରା ନ କରିର‍ଇଲେ ମିସା, ସବୁ ଲକ୍‌ ମଲାଇ । ଜେ ଆଇବାର୍‌ ରଇଲା, ସେ ଆଦମର୍‌ ଗଟେକ୍‌ ରୁପ୍‌ ।
15 Maar met de genadegave is het niet gesteld als met de val. Want al zijn door de val van één al die velen gestorven, veel overvloediger is de genade van God en de genadegift van den énen mens, Jesus Christus, over al die velen uitgestort.
୧୫ମାତର୍‌ ପରମେସରର୍‌ ଇସାବ୍‌ ନଇଲା ଦାନ୍‌ ଆରି ଆଦମର୍‌ ପାପ୍‌ ବିତ୍‌ରେ କେତେକ୍‌ କେତେକ୍‌ ଦୁର୍‌ ଆଚେ । ଗଟେକ୍‌ ଲକର୍‌ ପାପର୍‌ ପାଇ ବେସି ଲକର୍‌ ମରନ୍‌ ଅଇଲା । ମାତର୍‌ ପରମେସର୍‌ ତାର୍‌ ଜିବନ୍‌ଦୁକାଇଲାକେ, ଲକ୍‌ମନର୍‌ ପାଇ ଆରି ଗଟେକ୍‌ ଲକ୍‌କେ ଇନାମେ ଦେଲା । ସେ ବଡ୍‌ ଇନାମ୍‌ ଜିସୁ କିରିସ୍‌ଟର୍‌ ଜିବନ୍‌ ଦୁକାଇଲାକେ ପୁରାପୁରୁନ୍‌ ଅଇଲା ।
16 Ook is het met de gift niet gesteld als met het vonnis over het zondigen van één. Want het vonnis leidde van één enkele overtreding tot verdoemenis, maar de genade van vele overtredingen tot rechtvaardiging.
୧୬ସେ ଗଟେକ୍‌ ପାପ୍‍ କାମ୍‍ ଅଇଲା ପଚେ ସବୁ ମୁନୁସ୍‌ ଜାତି ବିଚାର୍‌ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍‌ ଏବେ ଜବର୍‌ ଲକର୍‌ ପାପର୍‌ ଲାଗି ଲକ୍‌ମନର୍‌ ଆସା ନ ରଇଲେ ମିସା, ପର୍‌ମେସର୍‌ ଦାନ୍‌ କଲାକେ ଦସି ନାଇ ବଲି ଏଜାଇଅଇଲାଇ ।
17 En al heeft door de val van één de dood geheerst door dien éne, veel heerlijker zullen zij, die de overvloed der genade en de gave der gerechtigheid ontvangen, in het leven heersen door Eén, door Jesus Christus.
୧୭ଏଲେମିସା ଗଟେକ୍‌ ମୁନୁସର୍‌ ପାପର୍‌ ପାଇ ସବୁ ଲକ୍‌କେ ମରନର୍‌ ଡଣ୍ଡ୍‌ ଆଇଲା । ମାତର୍‌ ସେ ଗଟେକ୍‌ ମୁନୁସ୍‌ ଜନ୍‌ଟାକି କିରିସ୍‌ଟ, ଜାଇଟା କଲାଆଚେ ସେଟା କେଡେକ୍‌ ବଡ୍‌ ବିସଇ! ଜେତେକ୍‌ ଲକ୍‌ ପରମେସର୍‌ ବଡ୍‌ ଜିବନ୍‌ଦୁକାଇଲାଟା ଜବର୍‌ ଅଇତେ ଇନାମେ ମିଲାଇଆଚତ୍‌, ସେମନ୍‌ ଜିସୁକିରିସ୍‌ଟର୍‌ ବାଟେଅନି ସବୁ ଲକ୍‌ ତାର୍‌ଟାନେ ଦରମ୍‌ ବଲାଇ ଅଇବାଇ । ସେମନ୍‌ କିରିସ୍‌ଟର୍‌ ସଙ୍ଗ୍‌ ଜିତି କରି ଜିଉନା କାଉନା କରି ସାସନ୍‌ କର୍‌ବାଇ ।
18 Zoals dus door de val van één over alle mensen verdoemenis is gekomen, zo komt ook door de gerechtigheid van Eén over alle mensen de rechtvaardiging ten leven.
୧୮ଗଟେକ୍‌ ଲକର୍‌ ପାପ୍‌ ଜେନ୍ତି ଗୁଲାଇ ଲକ୍‌କେ ଡଣ୍ଡ୍ ଆନାଇଲା, ସେନ୍ତିସେ ଗଟେକ୍‌ ଲକର୍‌ ଦରମ୍‌ ଗୁଲାଇ ଲକର୍‌ପାଇ ମୁକ୍‌ତି ଆରି ନ ସାର୍‌ବା ଜିବନ୍‌ ଆନିଦେଲାଆଚେ ।
19 Want zoals door de ongehoorzaamheid van één mens al die velen tot zondaars zijn geworden, zo zullen ook door de gehoorzaamheid van Eén al die velen gerechtvaardigd worden.
୧୯ଗଟେକ୍‌ ଲକ୍‌ ଆଦେସ୍‍ ନ ମାନ୍‌ଲାର୍‌ ପାଇ ଜେନ୍ତିକି ସବୁ ଲକ୍‌ ପାପି ଅଇଲାଇ, ସେନ୍ତି ଗଟେକ୍‌ ଲକ୍‌ ଆଦେସ୍‌ ମାନ୍‌ଲେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇଅଇବାଇ ।
20 Toen kwam de Wet tussenbeide, om de overtreding nog talrijker te maken. Doch waar de zonde tot overvloed kwam, daar kwam de genade in rijker overvloed.
୨୦ନିୟମ୍‌ ଚାଲ୍‌ଲାର୍‌ ପାଇ କାରାପ୍‌ କାମ୍‌ ବଡ୍‌ଲା । ମାତର୍‌ ପାପ୍‌ ବଡି ବଡି ଗାଲାକେ ପରମେସରର୍‌ ଜିବନ୍‌ଦୁକାନି ମିସା ବେସି ବଡ୍‌ଲା ।
21 Dus, zoals de zonde heeft geheerst door de dood, zo zal ook de genade heersen door de gerechtigheid ten eeuwigen leven door Jesus Christus onzen Heer. (aiōnios g166)
୨୧ପାପ୍‌ ଜେନ୍ତିକି ସବୁର୍‌ପାଇ ମରନର୍‌ ଡଣ୍ଡ୍‌ ଆନିରଇଲା, ସେନ୍ତି ପରମେସରର୍‌ ଜିବନ୍‌ଦୁକାନି ମାପ୍‌ରୁ ଜିସୁ କିରିସ୍‌ଟର୍‌ ସାଇଜେ ଅନି ଆମ୍‌କେ ଦରମ୍‌ ବାଟେ ଡାକିନେଇ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)

< Romeinen 5 >