< Romeinen 14 >

1 Gij moet den zwakke in het geloof tot u trekken; maar niet om over meningsverschillen te twisten.
ଜଦି କେତେକ୍‌ ଲକ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇନି, ମାତର୍‌ ତାକର୍‌ ବିସ୍‌ବାସ୍‌ ଡାଁଟ୍‍ନାଇ, ସେମନ୍‌କେ ମିସା ଡାକି ମିସାଆ । ମାତର୍‌ ସେମନର୍‌ ଚିନ୍ତା କର୍‌ବାଟା ତମର୍‌ପାରା ନ ରଇଲେ, ତାକର୍‌ ସଙ୍ଗ୍‍ ଦଦାପେଲା ଉଆ ନାଇ ।
2 De een toch gelooft alles te mogen eten; de zwakke voedt zich met groenten.
କେତେକ୍‌ ଲକର୍‌ ବିସ୍‌ବାସ୍‌, ଜେନ୍ତି ରକାମର୍‌ କାଦିକେ ମିସା ଉଁ ବଲି କଇବାଇ । ମାତର୍‌ ଜାର୍‌ ବିସ୍‌ବାସ୍‌ ଏବେଜାକ ଡାଁଟ୍‍ନାଇ ସେମନ୍‍ କାଇ ମାଉଁସ୍‌ ମିସା କାଇବାର୍‌ ନଏଁ, ଅବ୍‌କା ସାଗ୍‌ଡାଲ୍‌ସେ କାଇବାଇ ।
3 Wie eet, moet hem niet kleineren, die niet eet; en wie niet eet, moet geen oordeel vellen over hem, die wèl eet; God immers heeft hem als den zijne aangenomen.
ଜନ୍‌ ଲକ୍‌ମନ୍‌ ସବୁଜାକ କାଇବାଇ, ସେମନ୍‌ ଆମେ ଅବ୍‌କା ସାଗ୍‌ଡାଲ୍‌ କାଇବା ଲକର୍‌ଟାନେଅନି ବଡ୍‍ ବଲି ବାବ୍‌ବାର୍‌ ନାଇ । ସେନ୍ତାରିସେ ଜନ୍‌ଲକ୍‌ମନ୍‌ ଅବ୍‌କା ସାଗ୍‌ଡାଲ୍‌ସେ କାଇବାଇ, ସେମନ୍‌ ଆମେ ସବୁରକାମର୍‌ କାଦିକାଇବା ଲକ୍‌ମନର୍‌ଟାନେଅନି ବଡ୍‍ ବଲି ବାବ୍‌ବାର୍‌ନାଇ । କାଇକେବଇଲେ ପର୍‌ମେସର୍‌ ଦୁଇ ଦଲର୍‌ ଲକ୍‌ମନ୍‌କେ ମିସା ବାଚ୍‌ଲା ଆଚେ ।
4 Wie zijt ge dan wel, die een oordeel velt over andermans dienstknecht; of hij staat of valt, is de zaak van zijn eigen meester. Maar hij zal staande blijven; want de Heer heeft de macht, hem staande te houden.
ବିନ୍‌ ଲକର୍‌ ଦାଙ୍ଗ୍‌ଡାମନ୍‌କେ ଆମେ ବିଚାର୍‌ କର୍‌ବାର୍‌ ନାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ କଲାଇ ଆଚତ୍‌ କି ନାଇ ବଲି ତାକର୍‌ ସାଉକାର୍‌ ଦେକ୍‌ସି । ଆରି ପର୍‌ମେସର୍‌ ଜନ୍‌ଟା ମନ୍‍ କଲାନି, ସେମନ୍‌ ସେଟା କର୍‌ବାଇ । କାଇକେବଇଲେ ପର୍‌ମେସର୍‌ ସେମନ୍‌କେ ସାଇଜ କଲାନି ।
5 De een stelt de ene dag boven de andere; een ander stelt ze alle gelijk; laat iedereen zijn eigen volle overtuiging volgen.
ସେନ୍ତାରିସେ, ବିନ୍‌ଦିନ୍‌ ମନର୍‌ଟାନେଅନି କନ୍‌ଆଲେ ଗଟେକ୍‌ଦିନ୍‌ ସୁବ୍‌ଦିନ୍‌ ବଲି କେତେ ଲକ୍‌ ବାବ୍‌ବାଇ । ବିନ୍‌ ଲକ୍‌ମନ୍‌ ସବୁଦିନ୍‌ ସମାନ୍‌ ବଲି ବାବ୍‌ବାଇ । କନ୍‌ଟା ଟିକ୍‌ ରଇସି ବଲି ଲକ୍‌ମନ୍‌ ନିଜେ ନିଜେ ବିଚାର୍‌ କର୍‌ବାର୍‌ ଆଚେ ।
6 Wie aan een bepaalde dag is gehecht, doet het ter ere van den Heer; en wie eet, eet ter ere van den Heer, daar hij dank brengt aan God; en wie niet eet, laat het ter ere van den Heer, en dankt daarbij God.
ଜନ୍‌ ଲକ୍‌ମନ୍‌ ବିନ୍‌ଦିନ୍‌ ମନର୍‌ଟାନେଅନି ଗଟେକ୍‌ ଦିନ୍‌ ସୁବ୍‌ ବଲି ବାବ୍‌ବାଇ, ସେମନ୍‌ ପର୍‌ମେସର୍‌କେ ସାର୍‌ଦା କରାଇବାକେ ସେନ୍ତାରି ବାବ୍‌ବାଇ । ସେନ୍ତାରିସେ, ଜନ୍‌ଲକ୍‌ମନ୍‌ ସବୁ ରକାମ୍‌ କାଦି କାଇବାଇ, ସେଟା ପର୍‌ମେସର୍‌କେ ସାର୍‌ଦା କରାଇବାକେ କର୍‌ବାଇ ଆରି ସେଟାର୍‌ପାଇ ତାକେ ଦନିଅବାଦ୍‌ ଦେବାଇ । ଆରି ଜନ୍‌ଲକ୍‌ମନ୍‌ ଅବ୍‌କା ସାଗ୍‌ଡାଲ୍‌ କାଇବାଇ, ସେମନ୍‌ ସେଟା ପର୍‌ମେସର୍‌ ସାର୍‌ଦା ଅଇସି ବଲି କାଇଲାଇନି ଆରି ସେମନ୍‌ ମିସା ତାକେ ଦନିଅବାଦ୍‌ ଦେଲାଇନି ।
7 Niemand van ons leeft voor zichzelf, en niemand sterft voor zichzelf;
ଆମର୍‌ ବିତ୍‌ରେ ସବୁଲକ୍‌ ଦର୍‌ତନିତେଇ ବଁଚିରଇଲେ କି ମରିଗାଲେ ମିସା ପର୍‌ମେସରର୍‌ ।
8 want zo we leven, dan leven we voor den Heer, zo we sterven, dan sterven we voor den Heer. Of we dus leven of sterven, den Heer behoren we toe.
ଆମେ ବଁଚିରଇଲେ ପର୍‌ମେସରର୍‌ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍‌ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍‌ମେସରର୍‌ ପାଇସେ ।
9 Want juist daarom is Christus gestorven en ten leven opgestaan, om de Heer te zijn van doden en levenden.
କାଇକେବଇଲେ କିରିସ୍‌ଟ ମରିଗାଲା ଆରି ମଲାତେଇଅନି ଆରିତରେକ୍‌ ଉଟ୍‌ଲା । ସେଟାର୍‌ପାଇ ସେ ମଲାଲକ୍‌ମନ୍‌କେ ଆରି ଜିବନ୍‌ ରଇଲା ଲକ୍‌ମନ୍‌କେ ସାସନ୍‌ କର୍‌ସି ।
10 Maar wat oordeelt ge dan uw broeder, of wat kleineert ge uw broeder? Allen toch zullen we voor Gods rechterstoel moeten staan.
୧୦ତେବେ ତମେ କାଇକେ ଅବ୍‌କା ସାଗ୍‌ଡାଲ୍‌ କାଇବା ବାଇମନ୍‌କେ ବିଚାର୍‌ କଲାସ୍‌ନି? ଆରି ଜନ୍‌ଲକ୍‌ମନ୍‌ ସବୁ ରକାମ୍‌ କାଦି କାଇଲାସ୍‌ନି, ଅବ୍‌କା ସାଗ୍‌ଡାଲ୍‌ କାଇବା ଲକ୍‌ମନ୍‌କେ କାଇକେ ଗିନ୍‌ କଲାସ୍‌ନି? କାଇକେବଇଲେ ଆମେ ସବୁଲକ୍‌ ପରମେସରର୍‌ ମୁଆଟେ ଟିଆ ଅଇଲେ, ସେ ଆମ୍‌କେ ବିଚାର୍‌ କର୍‌ସି ।
11 Want er staat geschreven: "Zoowaar Ik leef, zegt de Heer: Voor Mij zal elke knie zich buigen, En alle tong zal God verheerlijken."
୧୧କାଇକେବଇଲେ ସାସ୍‌ତରେ ଲେକାଆଚେ, “ମାପ୍‌ରୁ କଇଲାନି, ମୁଇ ଜିବନ୍‌ ରଇବା ପରମେସର୍‌, ତେବର୍‌ପାଇ ସବୁ ମୁନୁସ୍‌ଜାତି ମର୍‌ ମୁଆଟେ ମାଣ୍ଡିକୁଟା ଦେବାଇ । ମୁଇ ପରମେସର୍‌ ବଲି ସବୁ ଲକ୍‌ ନାମ୍‌ବାଇ ।”
12 Ieder van ons zal dus voor zichzelf rekenschap hebben te geven aan God.
୧୨ସେବେଲେ ଆମେ ସବୁ ଲକ୍‌ ପରମେସରର୍‌ ଲଗେ ଟିଆଅଇ ଆମେ କରିରଇବା କାମର୍‌ ଇସାବ୍‌ ଦେବାକେ ପଡ୍‌ସି ।
13 Laat ons dus niet langer elkander beoordelen; doch maakt liever het besluit, den broeder geen aanstoot of ergernis te geven.
୧୩ସେଟାର୍‌ ପାଇ ତମର୍‌ ବିତ୍‌ରେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ବିଚାର୍‌ କରାନାଇ । ତାର୍‌ ବାଦୁଲେ ଆମର୍‌ ବାଇମନର୍‌ ଚଲାଚଲ୍‌ତିତେଇ ବିନ୍‌ ଲକ୍‌କେ ପାପ୍‌ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍‌ବାର୍‌ ଆଚେ ।
14 Ik weet, en ben er zeker van in den Heer Jesus, dat op zichzelf niets onrein is; maar voor hem die meent, dat het onrein is, is het onrein.
୧୪ଜିସୁ ମାପ୍‌ରୁର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ ପର୍‌ମେସର୍‌ ଦେକ୍‌ବା ଇସାବେ କାଇ କାଦି ମିସା ନିଚ୍‌ବାଟା ନାଇ ବଲି ମୁଇ ଜାନି । ମାତର୍‌ କାଇମିସା ଗଟେକ୍‌ କାଦି ପର୍‌ମେସର୍‌ ନିଚ୍‌ଲା ଆଚେ ବଲି ଗଟେକ୍‌ ଲକ୍‌ ବିସ୍‌ବାସ୍‌ କଲେ, ସେଟା ସେ ନ କାଇଲେ ତାର୍‌ପାଇ ନିକ ।
15 Maar wanneer ge uw broeder grieft door uw eten, dan beoefent ge de liefde niet meer. Stort door uw eten niemand in het verderf, voor wien Christus is gestorven.
୧୫ତମେ କାଇ କାଦି ମିସା କାଇଲାର୍‌ପାଇବଲି ଜଦି ତମର୍‌ ଗଟେକ୍‌ ବାଇକେ ଦୁକ୍‌ କରାଇସା, ସେନ୍ତାର୍‌ଆଲେ ତାର୍‌ପାଇ ତମର୍‌ କାଇ ଆଲାଦ୍‌ ନାଇ ପାରା ଆଚେ । ତମର୍‌ କାଇବା କାଦିର୍‌ଲାଗି ଆରିଗଟେକ୍‌ ଲକ୍‌ ମନ୍‌ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍‌ ସଙ୍ଗର୍‌ ବିସ୍‌ବାସି । ଆରି ତାର୍‌ ଜାଗାଇମିସା କିରିସ୍‌ଟ ମଲାଆଚେ ।
16 Wat uzelf goed toeschijnt, moet ge geen slechte naam doen krijgen.
୧୬ଜଦି ଆରି କନ୍‌ ରକାମ୍‌ ଚଲାଚଲ୍‌ତି ପର୍‌ମେସରର୍‌ ମନ୍‌କେ ଜାଏ ନାଇ ବଲି କେତେଟା ବିସ୍‌ବାସି ବାବ୍‌ବାଇ, ମାତର୍‌ ସେଟା ବଲ୍‌ ବଲି ତମେ ବାବ୍‌ସା ବଇଲେ ସେଟା କରା ନାଇ । ସେନ୍ତାର୍‌ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍‌ ।
17 Immers het koninkrijk Gods bestaat niet in spijs en drank, maar in gerechtigheid, vrede en vreugde in den heiligen Geest;
୧୭ପରମେସରର୍‌ ରାଇଜର୍‌ ସାସନ୍‌ ଅବ୍‌କା ନ କାଇବା କାଦିପିଦିର୍‌ ନିଅମର୍‌ପାଇ ନାଇ । ମାତର୍‌ ତାର୍‌ ମୁଆଟେ ଦରମ୍‌ ବଲାଇଅଇବାଟା, ବିନ୍‌ ଲକ୍‌ମନର୍‌ ସଙ୍ଗ୍‍ ମିସି ସୁକ୍‌ସାନ୍ତିସଙ୍ଗ୍‍ ରଇବାଟା, ଆରି ସୁକଲ୍‌ଆତ୍‌ମା ଦେଇରଇବା ସାର୍‌ଦା ବିସଇ ଆଚେ ।
18 en wie zó Christus dient, is welgevallig aan God en geacht door de mensen.
୧୮ଆମେ କିରିସ୍‌ଟକେ ଏ ରକାମ୍‌ ନାମ୍‌ଲେ, ପର୍‌ମେସର୍‌କେ ସାର୍‌ଦା କରାଇବୁ ଆରି ବିନ୍‌ ଲକ୍‌ମନ୍‌କେ ନାମାଇବୁ ।
19 We moeten dus streven naar wat de vrede en de wederkerige stichting bevordert.
୧୯ସେଟାର୍‌ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍‌ତି କରୁ, ଜେନ୍ତାରିକି ଆମର୍‌ ଆମର୍‌ ବିତ୍‌ରେ ସୁକ୍‌ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି ।
20 Breekt het werk van God niet af om wat spijs. Zeker, alles is rein; maar het wordt slecht voor den mens, die door zijn eten aanstoot geeft.
୨୦ଜନ୍‌ କାଦି କାଇବାକେ ବିନ୍‌ ଲକର୍‌ ମନ୍‌ନାଇ, ସେ କାଦି କାଇକରି, ପର୍‌ମେସରର୍‌ କାମ୍‌ ନସାଆ ନାଇ । ଜନ୍‌ ରକାମ୍‌ କାଦିମିସା କାଇଅଇସି । ମାତର୍‌ ତମେ କାଇଲାର୍‌ପାଇ ବିନ୍‌ ଲକ୍‌ମନ୍‌କେ ପାପ୍‌ବାଟେ ଡାକିନେଲେ, ସେଟା ବୁଲ୍‌ ।
21 Het is lofwaardig, geen vlees te eten en geen wijn of iets anders te drinken, wanneer uw broeder zich daaraan ergert.
୨୧ବିନ୍‌ ଲକ୍‌ମନ୍‌ ନିଚ୍‌ବା କାଦି ଆମେ କାଇବାର୍‌ ନାଇ । କି ମଦ୍‌ କାଇବାର୍‌ ନାଇ । ଆମର୍‌ ବିତ୍‌ରେ ରଇବା ଗଟେକ୍‌ ବାଇ କି ବଇନିକେ ପାପ୍‌ବାଟେ ଜିବା ବିସଇ ନ କରୁ ।
22 Houd uw overtuiging voor uzelf, en voor God. -Gelukkig hij, die zich niets te verwijten heeft bij wat hij zich veroorlooft.
୨୨ଏ ବିସଇନେଇ ତମେ କାଇଟା ବିସ୍‌ବାସ୍‌ କଲାସ୍‌ନି ସେଟା ପରମେସରର୍‌ ଆରି ତମର୍‌ ବିତ୍‌ରେ ରଅ । ଜନ୍‌ ଲକ୍‌ମନ୍‌ ନିଜର୍‌ ଚଲାଚଲ୍‌ତିର୍‌ପାଇ ନିଜର୍‌ ବିବେକ୍‍ ସେମନ୍‌କେ ଦସ୍‌ ନ ଦାରେ, ସେ କେଡେକ୍‌ କରମର୍‌ ଲକ୍‌ ।
23 Maar wie nog in twijfel verkeert terwijl hij eet, is veroordeeld, omdat hij niet handelt overeenkomstig zijn geloof; alles toch is zonde, wat niet in overeenstemming is met het geloof.
୨୩ଜଦି ଗଟେକ୍‌ ଲକ୍‌ ତାର୍‌ କାଇବାଟା ଟିକ୍‌ କି ନାଇ ବଲି ବାବ୍‌ଲାନି, ଆରି ମନ୍‌କେ ନ ଲାଗ୍‌ବା କାଦି କାଇସି, ସେନ୍ତାର୍‌ଆଲେ ସେ, ପର୍‌ମେସରର୍‌ ବିରୁଦେ ପାପ୍‌କଲାନି । କାଇକେବଇଲେ ସେ ନିଜର୍‌ ବିବେକ୍‌କେ ମାନେନାଇ । ଜନ୍‌ଟା ନିକ ନଏଁ ବଲି ଆମେ ବିସ୍‌ବାସ୍‌ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍‌ଆଲେ ଆମେ ପାପ୍‌କଲୁନି ।

< Romeinen 14 >