< Openbaring 15 >

1 Toen zag ik een ander teken in de hemel, groot en wonderbaar: Zeven engelen met zeven plagen, de allerzwaarste; want hiermee heeft Gods toorn zijn toppunt bereikt.
ଏଦେ ଦେକା! ତାର୍‌ପଚେ ଆକାସେ ଆରିଗଟେକ୍‌ କାବା ଅଇଜିବା ଚିନ୍‌ ମୁଇ ଦେକ୍‌ଲି । ତେଇ ସାତ୍‌ଟା ଦୁତ୍‌ମନ୍‌କେ ସାତ୍‌ଟା ମର୍‌ଡି ସର୍‌ପାଇ ଅଇରଇଲା । ଏ ସର୍‌ତେ ମର୍‌ଡି ସାରାସାରି ବେଲର୍‌ଟା । କାଇକେବଇଲେ ଏଟା ଅଇଲାନି ଦର୍‌ତନି ଉପ୍‌ରେ ପର୍‌ମେସର୍‌ ଆନ୍‌ବା ସାରାସାରିର୍‌ ଡଣ୍ଡ୍‌ ।
2 Ook zag ik een glazen zee, doorstreept als met vuur; en de overwinnaars van het Beest, van zijn beeld en het getal van zijn naam, stonden boven op de glazen zee, dragend de citers van God.
ତାର୍‌ପଚେ କାଁଚ୍‌ ପାରା ଡିସ୍‌ବା ସମ୍‌ଦୁର୍‌ ସଙ୍ଗ୍‍ ଜଇ ମିସାଇଲା ପାରାଟା ଗଟେକ୍‌ ଦେକ୍‌ଲି । ପସୁ ଆରି ତାର୍‌ ମୁର୍‌ତି ଉପ୍‌ରେ ଜୁଇଦ୍‌ କରି ଜିତିରଇବା ଲକ୍‌ମନ୍‌କେ ମିସା ମୁଇ ଦେକ୍‌ଲି । ସେ ପସୁର୍‌ ନାଉଁ ଗଟେକ୍‌ ଲମରର୍‌ ବାଦୁଲେ ରଇଲା । ସେମନ୍‌ କାଁଚର୍‌ ସମ୍‌ଦୁର୍‌ ପାଲିବାଟେ ଟିଆ ଅଇରଇଲାଇ । ପର୍‌ମେସର୍‌ ସେମନ୍‌କେ ଦେଇରଇବା ବିଣା ତାକର୍‌ ଆତେ ରଇଲା ।
3 En ze zongen het lied van Moses, den dienaar van God, en het lied van het Lam; en ze zeiden: Groot en wonderbaar zijn uw werken, O Heer en almachtige God! Rechtvaardig en waarachtig zijn uw wegen, O Koning der volken!
ସେ ଲକ୍‌ମନ୍‌ ମସା ଜେ କି ପର୍‌ମେସରର୍‌ ଗତିଦାଙ୍ଗ୍‌ଡା, ତାର୍‍ ଗିତ୍‍ ଆରି ମେଣ୍ଡାପିଲାର୍‌ ଗିତ୍‌ ଗାଇତେରଇଲାଇ । ମାପ୍‌ରୁ ପର୍‌ମେସର୍‌ ଜେ କି ସବୁର୍‌ ଉପ୍‌ରେ ଆଚେ, ତମେ କର୍‌ବା କାମ୍‌ ବେସି ବଡ୍‌ ଆରି କାବାଅଇଜିବାଟା । ତୁଇ ରାଇଜ୍‌ମନର୍‌ ରାଜା । ତର୍‌ ବାଟ୍‌ ସତ୍‌ ଆରି ସମାନ୍‌ ।
4 Wie zou U niet vrezen, o Heer, uw Naam niet verheerlijken, Want Gij alleen zijt heilig; Alle volken zullen U komen aanbidden, Want uw oordelen worden thans geopenbaard.
ତମ୍‌କେ ପର୍‌ମେସର୍‌ ବଲି ନ ନାମ୍‌ବା ଲକ୍‌ କେ ନ ରଅତ୍‌ । ତମ୍‌କେ ଡାକ୍‌ପୁଟା ନ କର୍‌ବା ଲକ୍‌ କେ ନ ରଅତ୍‌ । କାଇକେବଇଲେ ତମେସେ ସୁକଲ୍‌ । ସବୁ ରାଇଜର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ କର୍‌ବାକେ, ତମର୍‌ ମୁଆଟେ ରୁଣ୍ଡ୍‌ବାଇ । କାଇକେବଇଲେ ତମର୍‌ ଦରମ୍‌ କାମ୍‌ମନ୍‌ ସବୁ ସେମନ୍‌ ଦେକ୍‌ଲାଇ ଆଚତ୍‌ ।
5 Na dit alles bleef ik nog toezien. Daar ging de hemelse tempel van de openbaringstent open!
ତାର୍‌ପଚେ ସୁକଲ୍‌ ତମୁ ରଇବା ସରଗର୍‌ ମନ୍ଦିର୍‌ ଉଗାଡି ଅଇରଇବାଟା ମୁଇ ଦେକ୍‌ଲି ।
6 En de zeven engelen met de zeven plagen traden de tempel uit, gekleed in rein, schitterend lijnwaad, de borsten met gouden gordels omgord.
ସାତ୍‌ଟା ମର୍‌ଡି ସର୍‌ପାଇ ଅଇରଇବା ସାତ୍‌ଟା ଦୁତ୍‌ମନ୍‌ ମନ୍ଦିରେ ଅନି ବାରଇଲାଇ । ସେମନ୍‌ ଦବ୍‌ ରଇକରି ଜକ୍‌ଜକି ଜାଇତେରଇବା ବସ୍‌ତର୍‌ ପିନ୍ଦି ରଇଲାଇ । ଆରି ସୁନାର୍‌ ବେଲ୍‌ଟୁ ବୁକେ ବାନ୍ଦିଅଇରଇଲାଇ ।
7 Eén van de vier Dieren gaf aan de zeven engelen zeven gouden schalen, vol van de gramschap van God, van den Levende in de eeuwen der eeuwen. (aiōn g165)
ଚାର୍‌ଟା ଜିବନ୍‌ ରଇବା ପସୁମନର୍‌ ବିତ୍‌ରେ ଗଟେକ୍‌ ସବୁବେଲର୍‌ ପର୍‌ମେସରର୍‌ ରିସାସଙ୍ଗ୍‌ ବର୍‌ତି ଅଇରଇବା ସାତ୍‌ଟା ସୁନାର୍‌ ଗିନା, ସେ ସାତ୍‌ଟା ଦୁତ୍‌ମନ୍‌କେ ଦେଲା । (aiōn g165)
8 En de tempel werd vervuld met rook door de heerlijkheid Gods en zijn macht; en niemand kon de tempel binnengaan, vóórdat de zeven plagen der zeven engelen waren voltrokken.
ପର୍‌ମେସର୍‌ ବପୁ ଆରି ତାର୍‌ ମଇମାର୍‌ ଲାଗି ମନ୍ଦିର୍‌ ଦୁଆଁ ସଙ୍ଗ୍‍ ବର୍‌ତି ଅଇଲା । ସେ ସାତ୍‌ଟା ଦୁତ୍‌ମନ୍‌ ସାତ୍‌ଟା ମର୍‌ଡି ନ ସାରାଇବା ଜାକ, ମନ୍ଦିର୍‌ ବିତ୍‌ରେ କେ ପୁରିନାପାର୍‌ଲାଇ ।

< Openbaring 15 >