< Mattheüs 17 >

1 Zes dagen later nam Jesus Petrus, Jakobus en Johannes, zijn broer, alleen met Zich mee, en bracht ze op een hoge berg.
ଚଅ ଦିନ୍‌ପଚେ ଜିସୁ ପିତର୍‌, ଜାକୁବ୍‌ ଆରି ଜଅନ୍‌ ଦୁଇ ବାଇକେ ନେଇ ଗଟେକ୍‌ ଡେଙ୍ଗ୍‌ ଡଙ୍ଗ୍‌ରେ ଗାଲା । ତେଇ କେ ମିସା ନ ରଇଲାଇ ।
2 En Hij werd voor hun ogen van gedaante veranderd; zijn aanschijn schitterde als de zon, en zijn klederen werden wit als sneeuw.
ସିସ୍‌ମନ୍‌ ଦେକ୍‌ଲା ଦାପ୍‌ରେ ଜିସୁ, ଗଟେକ୍‌ ଦେକ୍‌ଲେ କାବା ଅଇଜିବା ରୁପ୍‌ ଅଇ ବାଦ୍‌ଲି ଗାଲା । ତାର୍‌ ମୁ ବେଲ୍‌ ପାରା ଉଜଲ୍‌ ଅଇଲା ଆରି ପଚିଆର୍‌ ଉଜଲ୍‌ ପୁଲ୍‌ପାରା ଦବ୍‌ ଡିସ୍‌ଲା ।
3 Zie, Moses en Elias verschenen hun, en spraken met Hem.
ସିସ୍‌ମନ୍‌ ମସା ଆରି ଏଲିୟ ଜିସୁର୍‌ ସଙ୍ଗ୍‌ କାତାବାର୍‌ତା ଅଇବାଟା ଦେକ୍‌ଲାଇ ।
4 Toen nam Petrus het woord, en zeide: Heer, het is ons goed, hier te zijn; zo Gij wilt, zal ik hier drie tenten opslaan: één voor U, één voor Moses, en één voor Elias.
ପିତର୍‌ ଜିସୁକେ କଇଲା, “କେଡେ ସୁକର୍‌ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍‍ କର୍‌ସା, ଇତି ମୁଇ ତିନ୍‌ଟା କୁଡିଆ ତିଆର୍‌ କର୍‌ବି । ତମର୍‌ ପାଇ ଗଟେକ୍‌, ମସା ଆରି ଏଲିୟର୍‌ ପାଇ ଦୁଇଟା ।”
5 Terwijl hij nog sprak, zie, daar overschaduwde hen een lichtende wolk. En zie, een stem sprak uit de wolk: Deze is mijn geliefde Zoon, in wien Ik mijn welbehagen heb; luistert naar Hem.
ପିତର୍‌ ଏଟା କଇବାବେଲେ ଏଦେ ଦେକା! କଣ୍ଡେକ୍‌ ବାଦଲ୍‌ ଉଜଲ୍‌ ଅଇ ସେମନର୍‌ ଉପ୍‌ରେ ଉଡି ଆଇଲା ଆରି ତେଇଅନି ଗଟେକ୍‌ ସର୍‌ ଆଇଲା “ଏ ମର୍‌ ଆଲାଦର୍‌ ପଅ, ଆର୍‌ ଲଗେ ମୁଇ ବେସି ସାର୍‌ଦା । ତାର୍‌ କାତା ମନ୍‌ ଦେଇ ସୁନା ।”
6 Toen de leerlingen dit hoorden, vielen ze op hun aangezicht neer, en werden zeer bevreesd.
ସିସ୍‌ମନ୍‌ ସେ ସର୍‌ ସୁନି ଏତେକ୍‌ ଡରି ଗାଲାଇ ଜେ ସେମନ୍‌ ଉମ୍‌ତାଡିଅଇ ଅଦ୍‌ରିଗାଲାଇ ।
7 Maar Jesus kwam naar hen toe, raakte ze aan, en sprak: Staat op, en vreest niet.
ଜିସୁ ସେମନର୍‌ ଲଗେ ଆସି ସେମନ୍‌କେ ଚିଇ କରି କଇଲା, “ଉଟା, ଡରା ନାଇ ।”
8 Toen ze nu de ogen opsloegen, zagen ze niemand dan Jesus alleen.
ସେଟାର୍‌ ପାଇ ସେମନ୍‌ ଉପ୍‌ରେ ଦେକ୍‌ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍‌ ନାଇ ।
9 En terwijl ze afdaalden van de berg, gebood Jesus hun: Vertelt aan niemand dit gezicht, voordat de Mensenzoon van de doden is opgestaan.
ସେମନ୍‌ ଡଙ୍ଗ୍‌ରେଅନି ଉତ୍‌ରି ଆଇଲା ବେଲେ ଜିସୁ ସେମନ୍‌କେ ଆଦେସ୍‌ ଦେଇ କଇଲା, “ନର୍‌ପିଲା ମୁଇ ମଲାଟାନେଅନି ଆରିତରେକ୍‌ ନ ଉଟ୍‌ବା ଜାକ ଏ ଦେକ୍‌ଲା କାତା ତମେ କାକେ କୁଆ ନାଇ ।”
10 Zijn leerlingen vroegen Hem: Waarom zeggen de schriftgeleerden dan, dat eerst Elias moet komen?
୧୦ସିସ୍‌ମନ୍‌ ତାକେ ପାଚାର୍‌ଲାଇ “ଆମର୍‌ ଦରମ୍‌ ଗୁରୁମନ୍‌ ଏଲିୟ ପର୍‌ତୁମ୍‌ ଆଇସି ବଲି କାଇକେ କଇଲାଇ ଆଚତ୍‌?”
11 Hij antwoordde hun: Zeker, Elias komt, en zal alles herstellen.
୧୧ଜିସୁ କଇଲା, “ଉଁ ଏଲିୟ ପର୍‌ତୁମ୍‌ ଆସିକରି ସବୁ ବିସଇ ତିଆର୍‌ କରି ରଇବା କାତା ।
12 Maar Ik zeg u: Elias is reeds gekomen; ze hebben hem echter niet erkend, maar met hem gedaan, wat ze wilden. Zo zal ook de Mensenzoon van hen hebben te lijden.
୧୨ମାତର୍‌ ମୁଇ ତମ୍‌କେ କଇଲିନି, ଏଲିୟ ତା ଆସି ସାର୍‌ଲା ଆଚେ ଆରି ଲକ୍‌ମନ୍‌ ତାକେ ନ ଚିନି ଜନ୍‌ଟା ମନ୍‍ କଲା ସେଟା ତାକେ କଲାଇ ଆଚତ୍‌ । ସେନ୍ତାରିସେ ନର୍‌ପିଲା ମକେ ମିସା ସେମନ୍‌ ସେନ୍ତି କାରାପ୍‌ ଚଲାଚଲ୍‌ତି କର୍‌ବାଇ ।”
13 Toen begrepen de leerlingen, dat Hij hun over Johannes den Doper gesproken had.
୧୩ସେଡ୍‌କି ବେଲେ ସେମନ୍‌ ବୁଜି ପାର୍‌ଲାଇ ଜେ, ଜିସୁ ଡୁବନ୍‌ ଦେଉ ଜଅନର୍‍ ବିସଇ କଇଲାନି ବଲି ।
14 En toen zij bij de menigte waren gekomen, kwam een man naar Hem toe. wierp zich voor Hem op de knieën neer, en zeide:
୧୪ଜିସୁ ଆରି ତାର୍‌ ସିସ୍‌ମନ୍‌ ଲକ୍‌ ଗଉଲି ବିତ୍‌ରେ ବାଉଡି ଆଇଲା ପଚେ, ଗଟେକ୍‌ ଲକ୍‌ ଜିସୁର୍‌ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
15 Heer, ontferm U over mijn zoon, want hij heeft de vallende ziekte en heeft veel te lijden: dikwijls valt hij in het vuur, en dikwijls in het water.
୧୫“ମାପ୍‌ରୁ, ମର୍‌ ପିଲାକେ ଦୟା କରା । ମୁର୍‌ଚା ବେମାର୍‌ ଲାଗି କସ୍‌ଟ ପାଇଲାନି । ସେ ବେସି ତର୍‌ ଜଇତେଇ ଆରି ପାନିତେଇ ଅଦ୍‌ରି ଦେଲାନି ।
16 Ik heb hem bij uw leerlingen gebracht, maar ze konden hem niet genezen.
୧୬ତାକେ ମୁଇ ତମର୍‌ ସିସ୍‌ମନର୍‌ ଲଗେ ଆନି ରଇଲି, ମାତର୍‌ ସେମନ୍‌ ନିକ କରି ନାପାର୍‌ଲାଇ ।”
17 Jesus antwoordde: O ongelovig en boos geslacht, hoelang nog zal Ik bij u zijn; hoelang nog zal Ik u dulden? Breng hem hier bij Mij.
୧୭ଜିସୁ କଇଲା, “ତମର୍‌ କେଡେ ଡାଟ୍‍ ନ ରଇବା ବିସ୍‌ବାସ୍‌ ଆରି ବୁଲ୍‌! ତମର୍‌ ସଙ୍ଗ୍‌ ଆରି ମୁଇ କେତେ ଦିନ୍‌ ରଇବି? ଆରି କେତେ ଦିନ୍‌ ତମର୍‌ ଚଲାଚଲ୍‌ତିଟା ସୁନି ସୁନି ତୁମ୍‌ପୁଡି ରଇବି? ସେ ପିଲାକେ ମର୍‌ ଲଗେ ଆନା ।”
18 En Jesus bedreigde den bozen geest, en deze ging van hem uit; de knaap was genezen van dat ogenblik af.
୧୮ପିଲା ବିତ୍‌ରେ ରଇଲା କାରାପ୍‌ ଆତ୍‌ମାକେ ଜିସୁ ଦମ୍‌କାଇଲା । କାରାପ୍‌ ଆତ୍‌ମା ଚାଡି ଉଟିଗାଲା ଆରି ସେ ଦାପ୍‌ରେସେ ପିଲା ନିକ ଅଇଗାଲା ।
19 Nu kwamen de leerlingen afzonderlijk bij Jesus, en zeiden: Waarom konden wij hem niet uitwerpen?
୧୯ତାର୍‌ ପଚେ ସିସ୍‌ମନ୍‌ ଜିସୁ ଏକ୍‌ଲା ରଇଲା ବେଲେ ଆସି ତାକେ ପାଚାର୍‌ଲାଇ, “ଆମେ କାଇକେ ସେ କାରାପ୍‌ ଆତ୍‌ମାକେ କେଦି ନାପାର୍‌ଲୁ?”
20 Jesus sprak tot hen: Om uw gebrek aan geloof. Voorwaar, Ik zeg u: Zo gij een geloof hebt als een mosterdzaadje, dan zult gij zeggen tot deze berg: Ga van hier dáár heen, en hij zal gaan; en niets zal u onmogelijk zijn.
୨୦ଜିସୁ ସେମନ୍‌କେ କଇଲା, “ତମର୍‌ ବିସ୍‌ବାସ୍‌ ବେସି ଦୁର୍‌ବଲ୍‌ । ମୁଇ ତମ୍‌କେ ସତ୍‌ କଇଲିନି, ଜଦି ଗଟେକ୍‌ ସର୍‌ସୁ ମୁଞ୍ଜି ଏତ୍‌କି ତମର୍‌ ବିସ୍‌ବାସ୍‌ ରଇଲେ, ଏ ଡଙ୍ଗର୍‌, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍‌ବାସର୍‌ ଲାଗି ତମେ ସବୁ ବିସଇ କରିପାରାସ୍‌ ।”
21 Maar dit soort wordt alleen uitgedreven door gebed en vasten.
୨୧ମାତର୍‌ ଉପାସ୍‌ ରଇକରି ପାର୍‌ତନା ନ କଲେ, କାଇ ବିନ୍‌ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
22 Terwijl zij nu in Galilea vertoefden, sprak Jesus tot hen: De Mensenzoon moet overgeleverd worden in de handen der mensen,
୨୨ସିସ୍‌ମନ୍‌ ଗାଲିଲିତେଇ ରୁଣ୍ଡ୍‌ଲା ପଚେ ଜିସୁ ସେମନ୍‌କେ କଇଲା, “ନର୍‌ପିଲା ମୁଇ ଲକ୍‌ମନ୍‍କେ ସର୍‌ପି ଅଇବାର୍‌ ଗାଲିନି ।
23 en ze zullen Hem doden; maar op de derde dag zal Hij verrijzen. Nu werden ze diep bedroefd.
୨୩ତେଇ ସେମନ୍‌ ମକେ ମରାଇବାଇ, ମାତର୍‌ ତିନ୍‌ ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।” ଜିସୁର୍‌ କାତା ସୁନି ସିସ୍‌ମନ୍‌ ବେସି ଦୁକ୍‌ ଅଇଗାଲାଇ ।
24 Toen zij te Kafárnaum waren gekomen, vervoegden zich de belastingontvangers bij Petrus, en zeiden hem: Betaalt uw Meester de twee drachmen niet?
୨୪ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ କେଟ୍‌ଲା ପଚେ ମନ୍ଦିର୍‌ ପାଇ ସିସ୍‌ତୁମାଙ୍ଗୁମନ୍‌ ପିତର୍‌କେ ପାଚାର୍‌ଲାଇ, “ତମର୍‌ ଗୁରୁ ମନ୍ଦିରର୍‌ ପାଇ ସିସ୍‌ତୁ ଦେଇସି କି ନାଇ?”
25 Hij antwoordde: Wel zeker! Maar bij zijn thuiskomst voorkwam Jesus hem, en sprak: Wat dunkt u, Simon? Van wie ontvangen de koningen der aarde tol of schatting; van hun kinderen of van de vreemden?
୨୫ପିତର୍‌ କଇଲା, “ଦେଇସି ।” ପିତର୍‌ ଗର୍‌ ବିତ୍‌ରେ ପୁରୁପୁରୁ ଜିସୁ ତାକେ ପାଚାର୍‌ଲା, “ସିମନ୍‌, ତମେ କାଇଟା ବାବ୍‌ଲାସ୍‌ନି? ଏ ଜଗତର୍‌ ରାଜାମନ୍‌ କାର୍‌ଟାନେଅନି ସିସ୍‌ତୁ ନେବାଇ? ତାକର୍‌ ନିଜର୍‌ ଦେସର୍‌ ଲକ୍‌ମନର୍‌ଟାନେଅନି କି ବିନ୍‌ ଦେସର୍‌ ଲକ୍‌ମନର୍‌ଟାନେଅନି?”
26 Hij antwoordde: Van de vreemden. Jesus zei hem: Dus zijn de kinderen vrij.
୨୬ପିତର୍‌ କଇଲା, “ବିନ୍‌ ଦେସର୍‌ ଲକ୍‌ମନର୍‌ତେଇଅନି ।” ଜିସୁ କଇଲା, “ସେନ୍ତି ବଇଲେ ରାଇଜର୍‌ ଲକ୍‌ମନ୍‌ ସିସ୍‌ତୁ ନ ଦେଅତ୍‌?
27 Maar om hun geen aanstoot te geven, ga naar het meer, werp de hengel uit, en grijp de eerste vis, die boven komt; en als ge hem de bek hebt geopend, zult ge daarin een stater vinden: neem die, en geef hem hun voor Mij en voor u.
୨୭ମାତର୍‌ ଆମେ ଏବେ ସେମନ୍‌କେ ଇନ୍‌ କର୍‌ବାକେ ମନ୍‍ କରୁ ନାଇ । ତୁଇ ଗାଡେ ଜାଇ ବଡ୍‌ସି ପାକାଆ ଆରି ଜନ୍‌ ମାଚ୍‌ ପର୍‌ତୁମ୍‌ ଲାଗ୍‌ସି, ତାର୍‌ ଟଣ୍ଡେଅନି ଗଟେକ୍‌ ଅଦ୍‌ଲି ମିଲାଇସୁ । ସେଟା ନେଇ ମର୍‌ ପାଇ ଆରି ତମର୍‌ ପାଇ ମନ୍ଦିରର୍‌ ସିସ୍‌ତୁମାଙ୍ଗୁମନ୍‌କେ ଦେଇଦେସ୍‌ ।”

< Mattheüs 17 >