< Mattheüs 12 >

1 In die tijd ging Jesus op de sabbat door het korenveld, en daar zijn leerlingen honger hadden, begonnen ze aren te plukken en op te eten.
ତାର୍‌ କେତେ ଦିନ୍‌ ପଚେ ଜିସୁ ଗଟେକ୍‌ ବିସ୍‌ରାମ୍‌ବାରେ ତାସ୍‌ପଦାର୍‌ ବାଟେ ଜାଇତେରଇଲା । ଜିବାବେଲେ ତାର୍‌ ସିସ୍‌ମନ୍‌କେ ବୁକ୍‌ ଲାଗ୍‌ଲାଜେ କେଡ୍‌ ଚିଡାଇ କାଇବାର୍‌ ଦାର୍‌ଲାଇ ।
2 De farizeën, die dit zagen, zeiden tot Hem: Zie, uw leerlingen doen, wat men op de sabbat niet doen mag.
ସେଟା ଦେକି ପାରୁସିମନ୍‌ ଜିସୁକେ ପାଚାର୍‌ଲାଇ, “ଦେକ୍‌ ବିସ୍‌ରାମ୍‌ବାରେ ତର୍‌ ସିସ୍‌ମନ୍‌ କେନ୍ତାରି ସାସ୍‌ତରେ ରଇବା ରିତିନିତି ବିରଦର୍‌ କାମ୍‌ କଲାଇନି ।”
3 Maar Hij zei hun: Hebt gij niet gelezen, wat David deed, toen hij met zijn gevolg honger had?
ଜିସୁ ସେମନ୍‌କେ କଇଲା, “ଦିନେକ୍‌ ଦାଉଦ୍‌ ଆରି ତାର୍‌ ସଙ୍ଗ୍‍ ରଇଲା ଲକ୍‌ମନ୍‌ ବୁକେ ରଇଲା ବେଲେ, ଦାଉଦ୍‌ କାଇଟା କରି ରଇଲା, ତମେ ସାସ୍‌ତରେ ପଡାସ୍‌ ନାଇ କି?
4 Hoe hij het huis van God binnenging en de toonbroden opat, die hij, noch zij die met hem waren, mochten eten, maar de priesters alleen?
ସେଦିନେ ସେମନ୍‌ ମନ୍ଦିର୍‌ ବିତ୍‌ରେ ପୁରି, ମାପ୍‌ରୁର୍‌ପାଇ ସର୍‌ପି ଅଇରଇବା ରୁଟି କାଇଲାଇ । ନିୟମ୍‌ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍‌ ଅଦିକାର୍‌ ନ ରଇଲା ।
5 Of hebt gij niet gelezen in de Wet, dat op de sabbat de priesters in de tempel de sabbatrust verbreken, en toch niet schuldig zijn?
ତମେ କାଇ ପଡାସ୍‌ ନାଇ କି? ମସାର୍‌ ନିୟମ୍‌ ଇସାବେ ସବୁ ବିସ୍‌ରାମ୍‌ବାରେ ପୁଜାରିମନ୍‌ ନିୟମ୍‌ ନ ମାନ୍‌ଲେ ମିସା, ସେଟାର୍‌ ପାଇ, ସେମନ୍‌ ଦସି ବଲି ବିଚାର୍‌ନା ନ ଅଅତ୍‌ ।
6 En Ik zeg u: hier is er een, die groter is dan de tempel.
ମୁଇ ତମ୍‌କେ କଇଲିନି, ଆଜି ଏ ମନ୍ଦିର୍‍ଟାନେଅନି ମୁକିଅ ବିସଇ ଇତି ଆଚେ ।”
7 Zo gij wist, wat het zeggen wil: "Barmhartigheid wil Ik en geen offerande," dan zoudt gij geen onschuldigen hebben veroordeeld;
“ସାସ୍‌ତର୍‌ କଇଲାନି, ପସୁ ପୁଜ୍‌ବା ବିରୁ ନ କରି, ଲକ୍‍ମନ୍‍କେ ଦୟା କର୍‌ବାଟା, ମୁଇ ମନ୍‍ କଲିନି । ଏ କାତାର୍‌ ଅରତ୍‌ ଜଦି ସତ୍‌ ଇସାବେ ବୁଜିରଇତାସ୍‌ବଇଲେ, ଏ ଦସ୍‌ ନ କଲା ଲକ୍‌ମନ୍‌କେ ତମେ ଦସି ନ କର୍‌ତାସ୍‌ ।
8 want de Mensenzoon is heer van de sabbat.
ଜାନିରୁଆ, ନର୍‌ପିଲା ମୁଇ ନିଜେ ବିସ୍‌ରାମ୍‌ବାରର୍‌ ମାପ୍‌ରୁ ।”
9 Toen ging Hij heen, en kwam in hun synagoge;
ଜିସୁ ସେ ଜାଗାଇଅନି ବାରଇ ଜାଇ ପାର୍‌ତନା ଗରେ ପୁର୍‌ଲା ।
10 en zie, daar was een man, wiens hand was verdord. Om Hem nu te kunnen beschuldigen, stelden ze Hem de vraag: Is het geoorloofd, op de sabbat te genezen?
୧୦ତେଇ ଆତ୍‌ ସୁକିଜାଇରଇଲା ଗଟେକ୍‌ ଲକ୍‌ ରଇଲା । ଜିସୁର୍‌ ଦସ୍‌ ଦାର୍‌ବାକେ ପାରୁସିମନ୍‌ ଗଟେକ୍‌ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍‌ପାଇ ସେମନ୍‌ ଜିସୁକେ ପାଚାର୍‌ଲାଇ, “ବିସ୍‌ରାମ୍‌ବାରେ ନିମାନ୍‌ କର୍‌ବାଟା ଆମର୍‌ ନିୟମର୍‌ ବିରଦ୍‌ ନଏଁ କି?”
11 Hij zei hun: Wie is er onder u, die één enkel schaap heeft, en het niet vastgrijpt, als het op de sabbat in een kuil valt, en het er uittrekt?
୧୧ଜିସୁ କଇଲା, “ଜଦି ବିସ୍‌ରାମ୍‌ବାରେ ତମର୍‌ ବିତ୍‌ରେ କାର୍‌ଆଲେ ମେଣ୍ଡା ଗଟେକ୍‌ ଡେଙ୍ଗ୍‌ କାଲେ ଅଦର୍‌ଲେ, ତମେ ତାକେ ଜିକି ନ ଆନାସ୍‌ କି?
12 Welnu, hoeveel meer is een mens waard dan een schaap! Het is dus geoorloofd, op de sabbat goed te doen.
୧୨ମେଣ୍ଡାର୍‌ତେଇ ଅନି ଗଟେକ୍‌ ଲକର୍‌ ମୁଲିଅ କେତେକ୍‌ ଅଦିକ୍‌ । ସେଟାର୍‌ ପାଇ ଆମେ ବିସ୍‌ରାମ୍‌ବାରେ ବିନ୍‌ ଲକ୍‌କେ ସାଇଜ କର୍‌ବାଟା ସାସ୍‌ତରେ ରଇବା ରିତିନିତିର୍‌ ବିରଦ୍‍ ଅଇବା କାମ୍‌ ନଏଁ ।”
13 Toen sprak Hij tot den man: Strek uw hand uit. Hij strekte ze uit, en ze was weer zo gezond als de andere.
୧୩ଏତ୍‌କି କଇକରି ସେ ଆତ୍‌ ସୁକିଜାଇରଇଲା ଲକ୍‌କେ କଇଲା, “ଆତ୍‌ ସଲକ୍‌ କର୍‌ ।” ସେ ଲକ୍‌ ଆତ୍‌ ସଲକ୍‌ କଲା ଦାପ୍‌ରେ, ସେ ଆତ୍‌ ନିକ ଲକର୍‌ ଆତ୍‌ ପାରା ଅଇଗାଲା ।
14 Nu gingen de farizeën heen, en spanden tegen Hem samen, hoe ze Hem in het verderf zouden storten.
୧୪ତାର୍‌ପଚେ ପାରୁସିମନ୍‌ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍‌ନା କଲାଇ ।
15 Maar Jesus kreeg er kennis van, en verwijderde Zich van daar; velen volgden Hem, en Hij genas ze allen.
୧୫ତାର୍‌ ବିରୁଦେ ପାଁଚ୍‌ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍‌ କେତେକ୍‌ ଲକ୍‌ ତାର୍‌ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍‌ମନ୍‌କେ ନିକ କଲା ।
16 Maar Hij verbood hun, Hem bekend te maken,
୧୬ତାର୍‌ ନିଜର୍‌ ବିସଇ ବିନ୍‌ ଲକ୍‌ମନ୍‌କେ କାଇ ବଲି ନ କୁଆ ବଲି ସେମନ୍‌କେ ଆଦେସ୍‌ ଦେଇତେରଇଲା ।
17 opdat vervuld zou worden, wat door den profeet Isaias voorzegd was:
୧୭ଜିସାୟ ବବିସତ୍‌ବକ୍‌ତାର୍‌ ଟାନେଅନି ପର୍‌ମେସର୍‌ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ କର୍‌ବାକେ ଏଟା କଲା,
18 Zie mijn Dienaar, dien Ik heb uitverkoren, Mijn Welbeminde, in wien mijn ziel behagen schept. Ik zal mijn Geest op Hem doen rusten, En Hij zal aan de volkeren het recht verkonden.
୧୮“ଏ ମର୍‌ ବାଚିରଇବା ସେବାକାରିଆ । ଆକେ ମୁଇ ଆଲାଦ୍‌ କଲିନି, ତାର୍‌ ଲଗେ ମର୍‍ ସାର୍‌ଦା । ମର୍‌ ଆତ୍‌ମା ତାର୍‌ ଉପ୍‌ରେ ଆସି ଡାବି ଅଇସି, ସେ ସବୁ ଜାତିର୍‌ ଲଗେ ଜାଇ ମର୍‌ ଟିକ୍‌ ବିଚାର୍‌ନା ଜାନାଇସି ।
19 Hij zal twisten noch roepen, En niemand zal zijn stem op de straten horen.
୧୯ସେ କାକେ କିରଜାଟି ନ କରେ । ସେ ବେସି ଆଉଲି ନ ଅଏ । ସାଇର୍‌ ମଜାଇ ଟିଆ ନ ଅଏ ଆରି ଜବର୍‌ ଅଇତେ କାତା ନ କଏ ।
20 Hij zal het geknakte riet niet breken, De kwijnende vlaspit niet doven, Totdat Hij het recht ter zegepraal voert.
୨୦ଦୁର୍‌ବଲ୍‌ ଲକ୍‌ମନ୍‌କେ ସେ ଆଲାଦର୍‌ ଚଲାଚଲ୍‌ତି କର୍‌ସି, ଆରି ଆକା ସାକା ନଇଲା ଲକ୍‌ମନ୍‌କେ ଦୟା କର୍‌ସି । ସେମନ୍‌ ନିଆଇ ନ ପାଇବାଜାକ ସେ ତାର୍‌ କାମ୍‌ ବନ୍ଦ୍‌ ନ କରେ ।
21 Op zijn naam zullen de volkeren hopen!
୨୧ତାକେ ସବୁ ଦେସର୍‌ ଲକ୍‌ ଆସା କର୍‌ବାଇ ।”
22 Toen werd tot Hem een bezetene gebracht, die blind en stom was: Hij genas hem, zodat de stomme sprak en zag.
୨୨ତାର୍‌ ପଚେ ଦିନେକ୍‌ ଲକ୍‌ମନ୍‌ ଗଟେକ୍‌ କାଣା ଅଇ ଗୁଲା ଅଇଜାଇରଇଲା ଲକ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍‌ତେ ରଇଲା । ଜିସୁ ତାକେ ନିମାନ୍‌ କଲା । ଏଦେ ଦେକା! ସେ ଦେକ୍‌ଲା ଆରି କାତା କଇପାର୍‌ଲା ।
23 Heel de menigte was verbaasd, en zeide: Zou Hij niet de Zoon van David zijn?
୨୩ଜିସୁର୍‌ ଏ କାମ୍‌ ଦେକି ସବୁ ଲକ୍‌ କାବା ଅଇଜାଇ ପାଚାର୍‌ ଉଚାର୍‌ ଅଇଲାଇ, “ଏ କାଇ ସେ ଦାଉଦର୍‌ ପଅ କି?”
24 Toen de farizeën dit hoorden, zeiden ze: Hij drijft slechts de duivels uit door Beélzebub, den vorst der duivels.
୨୪ଏଟା ସୁନି ପାରୁସିମନ୍‌ କଇଲାଇ, “ସେ ଡୁମାମନର୍‌ ମୁକିଅ ବାଲ୍‍ଜିବୁଲର୍‌ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
25 Maar Jesus, die hun gedachten kende, sprak tot hen: Ieder rijk, dat inwendig verdeeld is, zal verwoest worden: en iedere stad of woning, die inwendig verdeeld is, zal geen stand houden.
୨୫ଜିସୁ ତାକର୍‌ ମନର୍‌ କାତା ଜାନି ସେମନ୍‌କେ କଇଲା, ଗଟେକ୍‌ ରାଇଜର୍‌ ଲକ୍‌ ବିନ୍‌ବିନ୍‌ ଦଲେ ବାଗ୍‍ ଅଇ ନିଜର୍‌ ନିଜର୍‌ ବିତରେ ଲାଗାଲାଗି ଅଇଲେ, ସେ ଦେସ୍‌ ବେସି ଦିନ୍‌ ନ ରଏ । କନ୍‌ଆଲେ ସଅର୍‌ ନଇଲେ ଗର୍‌ ବିତ୍‌ରେ ବିନ୍‌ ବିନ୍‌ ଦଲ୍‌ ଗଡିକରି ଲାଗାଜଡା ଅଇଲେ ସେମନ୍‌ ଦାପ୍‌ରେସେ କୁରୁପ୍‌ନାସ୍‌ ଅଇଜିବାଇ ।
26 Zo dus satan den satan uitdrijft, dan strijdt hij tegen zichzelf: hoe zal zijn rijk dan stand kunnen houden?
୨୬ସେନ୍ତାରିସେ, ସଇତାନର୍‌ ରାଇଜେ ଜଦି ଗଟେକ୍‌ ଦଲ୍‌ ବିନ୍‌ ଦଲ୍‌ ବିରୁଦେ ଲାଗ୍‌ଲାନି ବଇଲେ, ସେଟା କୁଟ୍‌କୁଟା ଅଇ ବିଲିଜାଇସି । ଏଟା ଜାନ୍‌ବାର୍‌ ଆଚେ ।
27 En indien Ik door Beélzebub de duivels uitdrijf, door wien drijven dan uw zonen ze uit? Daarom zullen zijzelf uw rechters zijn.
୨୭ମୁଇ ବାଲ୍‍ଜିବୁଲର୍‌ ବପୁ ପାଇ ଡୁମାମନ୍‌କେ ଚାଡାଇଲିନି ବଲି ତମେ କଇଲାସ୍‌ନି ତେବେ, ସେମନ୍‌କେ କେଦ୍‌ବାକେ ତମର୍‌ ସିସ୍‌ମନ୍‌କେ କେ ବପୁ ଦେଲାନି? ତମର୍‌ ସିସ୍‌ମନର୍‌ ଏ କାମର୍‌ ଲାଗି, ତମେ ଦାବି କଲାଟା ମିଚ୍‌ ବଲି ଜାନାପଡ୍‌ଲାନି ।
28 Maar zo Ik door Gods Geest de duivels uitdrijf, dan is ook het koninkrijk Gods onder u gekomen.
୨୮ଡୁମା ଚାଡାଇବା ବପୁ ମୁଇ ବାଲ୍‍ଜିବୁଲର୍‌ ଟାନେଅନି ପାଇନାଇ । ସେଟା ମୁଇ ପର୍‌ମେସରର୍‌ ଆତ୍‌ମାର୍‍ଟାନେଅନି ପାଇଆଚି । ଏଟାର୍‌ ପାଇ ଆରି ଗଟେକ୍‌ ବିସଇ ଜାନାପଡି ଗାଲାନିଜେ ସରଗ୍‌ ରାଇଜ୍‌ ତମର୍‌ ଲଗେ ଆସି କେଟିଗାଲାବେ ।
29 Of hoe zal iemand het huis van een sterk man binnendringen en zijn huisraad roven, zo hij niet eerst den sterke bindt? Eerst dan zal hij zijn huis kunnen plunderen.
୨୯ଆଗେ ଗଟେକ୍‌ ବପୁର୍‌ ଲକ୍‌କେ ନ ବାନ୍ଦ୍‌ତେ କେ ମିସା ତାର୍‌ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍‌ ।
30 Wie niet met Mij is, is tegen Mij; en wie niet met Mij verzamelt, verstrooit.
୩୦ଜେ ମର୍‌ ବାଟେ ନ ରଏ, ବାଇଦରେ ସେ ମର୍‌ ବିରୁଦେ ଆଚେ । ଆରି ଜେ ମର୍‌ ସଙ୍ଗ୍‌ ମିସିକରି ନ ଟୁଲିଆଏ, ସେ ବିଚିଦେଲାନି ।
31 Daarom zeg Ik u: Iedere zonde en godslastering zal aan de mensen worden vergeven; maar het lasteren van den Geest zal niet worden vergeven.
୩୧ସେଟାର୍‌ପାଇ ମୁଇ ତମ୍‌କେ କଇଲିନି, ଜଦି କେ ଆଲେ ପାପ୍‌ କଲେ କି ନିନ୍ଦା କାତା କଇଲେ ମିସା, ତାର୍‍ ଲାଗି ତାକେ କେମା ଦିଆଅଇସି । ମାତର୍‌ କେ ଜଦି ସୁକଲ୍‌ ଆତ୍‌ମାର୍‌ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
32 En wie iets zegt tegen den Mensenzoon, hem zal het worden vergeven; maar wie iets zegt tegen den Heiligen Geest, hem zal het niet vergeven worden, noch in deze wereld noch in de toekomstige. (aiōn g165)
୩୨ଜଦି କେ ନର୍‌ପିଲା, ମର୍‌ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍‌ସି, ମାତର୍‌ ଜେ ଜଦି ସୁକଲ୍‌ ଆତ୍‌ମାର୍‌ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍‌କେ ମିସା କେମା ନ ମିଲେ । (aiōn g165)
33 Of wel: gij noemt de boom goed, maar dan ook goed zijn vrucht; of wel: gij noemt de boom slecht, maar dan ook slecht zijn vrucht; want de boom wordt aan de vruchten gekend.
୩୩“ନିକ ପଲ୍‌ ଦାର୍‌ବାର୍‌ଆଲେ ଗଟେକ୍‌ ଗଚ୍‌ ନିକ ଅଇବାର୍‌ ଆଚେ । ବାନିଆ ଗଚେ ବାନିଆ ପଲ୍‌ ଅଇସି । ଗଚ୍‌ କେନ୍ତିଟା, ତାର୍‌ ପଲେ ଅନି ଜାନାପଡ୍‌ସି ।
34 Adderenbroed, hoe zoudt gij iets goeds kunnen zeggen, terwijl gij slecht zijt? Want de mond spreekt waar het hart van overvloeit.
୩୪ଏ ସାଁପ୍‌ ପାରା କାରାପ୍‌ ଲକ୍‌ମନ୍‌! ତମେ କାରାପ୍‌ ଅଇ ନିମାନ୍‌ କାତା କଇପାରାସ୍‌ କି? ମନେ ଚିନ୍ତାକଲାଟା ଟଣ୍ଡ୍‌ବାଟେ ବାରଇସି ।
35 De goede mens brengt goed voort uit de goede schat, de kwade mens kwaad uit de kwade schat.
୩୫ଗଟେକ୍‌ ନିମାନ୍‌ ଲକ୍‌ ତାର୍‌ ମନ୍‌ବିତ୍‌ରେ ଅନି ନିମାନ୍‌ କାତା ଆନ୍‍ସି । ଗଟେକ୍‌ କାରାପ୍‌ ଲକ୍‌ ତାର୍‌ ମନ୍‌ ବିତ୍‌ରେ ବର୍‌ତିଅଇ ରଇବା ବାଦ୍‌ଲାପାରା କାତା ବାର୍‌କରାଇ ଆନ୍‍ସି ।”
36 En Ik zeg u: Van ieder ijdel woord, dat de mensen hebben gesproken, zullen ze rekenschap geven op de oordeelsdag.
୩୬“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍‌ନା ଦିନେ ତମ୍‌କେ ଇସାବ୍‌ ଦେବାକେ ଅଇସି ।
37 Op grond van uw woorden zult ge gerechtvaardigd worden, en op grond van uw woorden worden veroordeeld.
୩୭ତମର୍‌ କାତାଇଅନି ତମେ ବିଚାର୍‌ କରାଇଅଇ, ଦସି ନଇଲେ ଦସ୍‍ ନ କଲା ଲକ୍‌ ବଲାଇଅଇସା ।”
38 Eens spraken enige schriftgeleerden en farizeën Hem aan, en zeiden: Meester, we verlangen een wonderteken van U te zien.
୩୮ଗଟେକ୍‌ ଦିନେ ଜିଉଦି ମନର୍‌ ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାରୁସି ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌ ଜିସୁକେ କଇଲାଇ, “ଏ ଗୁରୁ, ତମର୍‌ ଗଟେକ୍‌ କାବାଅଇଜିବା ଚିନ୍‌ ଦେକ୍‌ବାକେ ଆମେ ମନ୍‍କଲୁନି ।”
39 Maar Hij gaf hun ten antwoord: Een boos en overspelig geslacht vraagt een teken; maar geen teken zal hun worden gegeven, dan het teken van Jonas, den profeet.
୩୯ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ବିସ୍‌ବାସ୍‌ ନ କରୁମନ୍‌ କେଡେ କାରାପ୍‌, ଆରି ପର୍‌ମେସର୍‌କେ ବିସ୍‌ବାସ୍‌ କରତ୍‌ନାଇ । ତମେ ମକେ ଗଟେକ୍‌ କାବାଅଇଜିବା କାମ୍‌ ଦେକାଇବାକେ କଇଲାସ୍‌ନି? ନାଇ, ଅବ୍‍କା ବାବବାଦି ଜୁନସର୍‍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍‌କେ ଦେକାଇଦେଇ ଅଇସି ।”
40 Want zoals Jonas drie dagen en drie nachten in de buik van het zeemonster was, zo zal ook de Mensenzoon drie dagen en drie nachten in het hart der aarde zijn.
୪୦“ଜୁନସ୍‌ ଜେନ୍ତି ମାଚ୍‌ ପେଟେ ତିନ୍‌ ଦିନ୍‌ ତିନ୍‌ ରାତି ରଇଲା, ସେନ୍ତି ନର୍‌ପିଲା ମୁଇ ମିସା ମାଟି ତଲେ ତିନ୍‌ ଦିନ୍‌ ତିନ୍‌ ରାତି କାଟାଇବି ।
41 De Ninivieten zullen in het oordeel opstaan te zamen met dit geslacht, en het veroordelen; want zij bekeerden zich op de prediking van Jonas; en zie, meer dan Jonas is hier.
୪୧ଜନ୍‌ ଦିନେ ପର୍‌ମେସର୍‌ ଲକ୍‌ମନର୍‌ ବିଚାର୍‌ କର୍‌ସି, ସେ ଦିନେ ନିନିବିର୍‌ ଲକ୍‌ମନ୍‌ ତମର୍‌ ବିରୁଦେ ଦାବି କର୍‌ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍‌ ଜୁନସର୍‌ କାତା ସୁନି ପାପ୍‌ ବାଟେଅନି ବାଅଡ୍‌ଲାଇ । ମୁଇ ତମ୍‌କେ କଇଲିନି, ଜୁନସର୍‌ ଟାନେଅନି ବଡ୍‌ ଲକ୍‌ ଇତି ଆଚେ ।
42 De koningin van het zuiden zal in het oordeel opstaan te zamen met dit geslacht, en het veroordelen; want zij kwam van het uiteinde der aarde om Sálomons wijsheid te horen; en zie, meer dan Sálomon is hier.
୪୨ବିଚାର୍‌ କର୍‌ବାବେଲେ ଦକିନ୍‌ ଦେସେ ରଇବା ସେବା ନାଉଁର୍‌ ଗଟେକ୍‌ ଜାଗାର୍‌ ରାନି, ତମର୍‌ ଦସ୍‌ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍‌ ଗିଆନର୍‌ କାତା ସୁନ୍‌ବାକେ ବେସି ଦୁର୍‌ ଦେସେଅନି ସେ ଆସି ରଇଲା । ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ସଲ୍‌ମନର୍‌ ଟାନେ ଅନି ଗଟେକ୍‌ ବେସି ବଡ୍‌ ଲକ୍‌ ଇତି ଆଚେ ।”
43 Wanneer de onreine geest van iemand is uitgegaan, zwerft hij rond in dorre oorden; hij zoekt rust, en vindt ze niet.
୪୩ଜିସୁ ଆରି କଇଲା, ଜେଡେବଲ୍‌ କାରାପ୍‌ ଆତ୍‌ମା ଗଟେକ୍‌ ଲକର୍‌ ଗାଗ୍‌ଡେଅନି ବାରଇ ଜାଇସି, ସେବେଲା, ସେ ରଇବାକେ ମରୁବାଲିବୁଏଁ ଜାଗା କଜି ବୁଲ୍‌ସି । ମାତର୍‌ ସେନ୍ତି ଜାଗା ତାକେ ନ ମିଲ୍‌ଲେ ।
44 Dan zegt hij: Ik zal terugkeren naar mijn huis, waar ik ben uitgegaan. En bij zijn komst vindt hij het leeg, geveegd en versierd.
୪୪ସେ ବେଲା ସେ କଇସି, “ମୁଇ ଜନ୍‌ ଲକର୍‌ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍‌ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍‌ରେ ସପାସୁତର୍‌ ଅଇ ପରିଚଲ୍‌ ରଇବାଟା ଦେକ୍‌ଲେ, ସେ ଜାଇ ତାର୍‌ତେଇଅନି ଅଦିକ୍‌ କାରାପ୍‌ ରଇବା ସାତ୍‌ଟା ଆତ୍‌ମାମନ୍‌କେ ଡାକିଆନ୍‍ସି ।
45 Dan gaat hij heen, en neemt zeven andere geesten met zich mee, die bozer zijn dan hijzelf; ze komen binnen, en wonen daar. En het einde van dien man wordt erger nog dan het begin. Zo zal het ook gaan met dit verdorven geslacht.
୪୫ତାର୍‌ ପଚେ ସବୁ କାରାପ୍‌ ଆତ୍‌ମାମନ୍‌ ଜାଇକରି ସେ ଲକର୍‌ ବିତ୍‌ରେ ବାସାକରି ରଇବାଇ । ସେ ବେଲା ସେ ଲକ୍‌ ଆଗ୍‌ତୁର୍‌ତେଇଅନି ଅଦିକ୍‌ କରାପ୍‌ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍‌ ଲକ୍‌ମନ୍‌କେ ଅଇସି । ବଲି କଇଲା ।
46 Terwijl Hij nog sprak tot de scharen, zie, daar stonden zijn moeder en broeders buiten, en wilden Hem spreken.
୪୬ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍‌ମନ୍‌କେ କାତା ସୁନାଇତେ ରଇଲା, ତାର୍‌ ଆୟା ଆରି ବାଇମନ୍‌ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍‌ ଜିସୁର୍‌ ସଙ୍ଗ୍‌ କାତାଅଇବାକେ ମନ୍‍ କର୍‌ତେ ରଇଲାଇ ।
47 Men zei Hem: Zie, uw moeder en broeders staan buiten, en willen U spreken.
୪୭ସେଡିକି ବେଲେ ଗଟେକ୍‌ ଲକ୍‌ ଜିସୁକେ କଇଲା, “ତର୍‌ ଆୟା ଆରି ବାଇମନ୍‌ ଡାଣ୍ଡେ ଜାଗ୍‌ଲାଇ ଆଚତ୍‌, ସେମନ୍‌ ତର୍‌ ସଙ୍ଗ୍‌ କାତା ଅଇବାକେ ମନ୍‍ କଲାଇନି ।”
48 Maar Hij antwoordde aan die Hem dit zeiden: Wie is mijn moeder, en wie zijn mijn broeders?
୪୮ଜିସୁ ସେମନ୍‌କେ କଇଲା, “କାକେ ମର୍‌ ଆୟା ଆରି ବାଇମନ୍‌ ବଲି ବାବ୍‌ଲାସ୍‌ନି?”
49 En Hij strekte de hand naar zijn leerlingen uit en sprak: Ziedaar mijn moeder en broeders;
୪୯ତାର୍‌ ସିସ୍‌ମନର୍‌ ବାଟେ ଆତ୍‌ ଦେକାଇ କଇଲା, “ଏ ଲକ୍‌ମନ୍‍ସେ ମର୍‌ ଆୟା ଆରି ବାଇମନ୍‌ ଅଇବାଇ ।
50 want wie de wil van mijn Vader volbrengt, die in de hemelen is, hij is mijn broeder en zuster en moeder.
୫୦ଜେ ସର୍‌ଗେ ରଇବା ମର୍‌ ବାବାର୍‌ ମନ୍‍ କଲା ଇସାବେ କାମ୍‌ କର୍‌ସି, ସେମନ୍‌ ଆକା ମର୍‌ ବାଇ, ବଇନି ଆରି ଆୟା ଅଇବାଇ ।”

< Mattheüs 12 >