< Markus 10 >

1 Toen vertrok Hij vandaar, en ging naar het gebied van Judea en naar het Overjordaanse. En weer kwam er veel volk naar Hem toe, en onderwees Hij hen, zoals Hij gewoon was.
ତାର୍‌ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍‌ ସନ୍ଦି ଆରି ଜର୍‌ଦନର୍‌ ଆରି ଗଟେକ୍‌ ବାଟେ ଆଇଲା । ଆରି ସବୁ ବେଲାର୍‌ ପାରା ଲକ୍‌ମନ୍‌ ତାର୍‌ ଲଗେ ରୁଣ୍ଡ୍‌ଲାଇ । ଆରି ଜିସୁ ସେମନ୍‌କେ ପର୍‌ମେସରର୍‌ କାତା ସିକାଇଦେଲା ।
2 Ook de farizeën kwamen naar Hem toe, en vroegen, om Hem op de proef te stellen, of een man zijn vrouw mag verstoten. Hij gaf hun ten antwoord:
କେତେଟା ପାରୁସିମନ୍‌ ଜିସୁରୁ ଲଗେ ଆସିକରି ତାକେ ବୁଲ୍‌ ଦାର୍‌ବାକେ ଏନ୍ତାରି ପର୍‌ସନ୍‌ ପାଚାର୍‌ଲାଇ । “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାଟା ଆମର୍‌ ନିୟମେ ଆଚେ କି?”
3 Wat heeft Moses u geboden?
ଜିସୁ ସେମନ୍‌କେ କଇଲା, “ମସା ତମ୍‌କେ କାଇ ଆଦେସ୍‌ ଦେଲା ଆଚେ?”
4 Ze zeiden: Moses heeft toegestaan, een scheidingsbrief te schrijven, en haar zó te verstoten.
ସେମନ୍‌ କଇଲାଇ, “ଗଟେକ୍‌ ମୁନୁସ୍‌ ତାର୍‌ ମାଇଜିକେ ଚାଡିଦେବାର୍‌ ରାଜିନାମା ପତର୍‌ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
5 Jesus antwoordde hun: Om de hardheid van uw gemoed heeft Moses u deze wet gegeven;
ଜିସୁ ସେମନ୍‌କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍‌ ମନ୍‌ବିତ୍‌ରର୍‌ ବୁଜ୍‌ବା ବପୁ ଡାଟ୍‌ ରଇଲାଟା ଦେକିକରି ସେ, ଏ ଆଦେସ୍‌ ଲେକିଦେଲା ଆଚେ ।
6 maar van de aanvang der schepping af, heeft God hen man en vrouw gemaakt;
ଜେନ୍ତି ସାସ୍‌ତର୍‌ କଇଲାନି, ପର୍‌ମେସର୍‌ ଜେଡେବେଲେ ଏ ଦୁନିଆ ତିଆର୍‌କଲା, ସେବେଲେ ସେ ମାଇଜିମୁନୁସ୍‌ କରି ତିଆର୍‌କଲା ଆଚେ ।
7 daarom zal de mens vader en moeder verlaten,
ସେଟାର୍‌ପାଇ ଗଟେକ୍‌ ମୁନୁସ୍‌ ତାର୍‌ ବାବା ମାକେ ଚାଡିକରି ତାର୍‌ ମାଇଜି ସଙ୍ଗ୍‌ ମିସ୍‌ସି ।
8 en de twee zullen één vlees zijn. Ze zijn dus geen twee meer, maar één vlees.
ସେ ଦୁଇଲକ୍‌ ଗଟେକ୍‌ ଅଇବାଇ, ଆରି ସେମନ୍‌ ଦୁଇଲକ୍‌ ଇସାବେ ନ ରଅତ୍‌, ମାତର୍‌ ଗଟେକ୍‌ ଲକ୍‌ ଇସାବେ ରଇବାଇ ।
9 Wat dus God heeft verenigd, dat scheide geen mens.
ସେଟାର୍‌ପାଇ ପର୍‌ମେସର୍‌ ଜନ୍‌ ଦୁଇଲକ୍‌କେ ମିସାଇଆଚେ, କେ ମିସା ସେମନ୍‌କେ ବିନେ ନ ବେଗ୍‌ଲାଅତ୍‌ ।”
10 Thuis ondervroegen zijn leerlingen Hem hierover opnieuw.
୧୦ଜିସୁ ଆରି ତାର୍‌ ସିସ୍‌ମନ୍‌ ଗରେ ବାଉଡିଗାଲା ପଚେ, ସିସ୍‌ମନ୍‌ ଆରିତରେକ୍‌ ଏ ବିସଇ ତାକେ ପାଚାର୍‌ଲାଇ ।
11 En Hij sprak tot hen: Wie zijn vrouw verstoot, en een andere huwt, begaat echtbreuk tegen haar.
୧୧ଜିସୁ ସେମନ୍‌କେ କଇଲା, “ଗଟେକ୍‌ ମନସ୍‌ ତାର୍‌ ମାଇଜିକେ ଚାଡ୍‌ପତର୍‌ ଦେଇ ବିନ୍‌ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍‌ ପର୍‌ତୁମ୍‌ ମାଇଜିର୍‌ ବିରୁଦେ ପାଦ୍‌ରା କାମ୍‌ କଲାନି ।
12 En wanneer een vrouw haar man verlaat en een anderen huwt, begaat ze echtbreuk.
୧୨ଆରି ସେନ୍ତି ସେ ଜନ୍‌ ମାଇଜିଟକି ତାର୍‌ ମୁନୁସ୍‌କେ ଚାଡ୍‌ ପତର୍‌ ଦେଇ, ବିନ୍‌ ମୁନୁସ୍‌କେ ବିବା ଅଇସି ବଇଲେ ସେ ମିସା ପର୍‌ତୁମ୍‌ ମନସ୍‌ ବିରୁଦେ ପାଦ୍‌ରି କାମ୍‌ କଲାନି ।” ବଲିକରି କଇଲା ।
13 Nu bracht men kinderen naar Hem toe, opdat Hij ze zou aanraken. Maar de leerlingen wezen ze af.
୧୩ଗଟେକ୍‌ ଦିନ୍‌ କେତେକ୍‌ ଲକ୍‌ମନ୍‌ ତାକର୍‌ ପିଲାଟକିମନ୍‌କେ ଜିସୁ ଆତ୍‌ ସଙ୍ଗଇ ଆସିର୍‌ବାଦ୍‌ କର ବଲି ତାର୍‌ଲଗେ ଆନ୍‌ଲାଇ । ମାତର୍‌ ତାର୍‌ ସିସ୍‌ମନ୍‌ ଲକ୍‌ମନ୍‌କେ, ଦମ୍‌କାଲାଇ ।
14 Toen Jesus dit zag, werd Hij verstoord, en sprak Hij tot hen: Laat de kinderen tot Mij komen, en houdt ze niet tegen; want het koninkrijk Gods is voor hen, die zijn zoals zij.
୧୪ଜିସୁ ଏଟା ଦେକି ବେସି ରିସାଅଇ ସିସ୍‌ମନ୍‌କେ କଇଲା, “ସାନ୍‌ ପିଲାମନ୍‌କେ ମର୍‌ ଲଗେ ଆଇବାକେ ବାଟ୍‌ ଦିଆସ୍‌, ସେମନ୍‌କେ ମନା କରାନାଇ । କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ଏନ୍ତି ପିଲାଟକିମନର୍‌ ପାରା ରଇବା ଲକ୍‌ମନର୍‌ ପାଇସେ ।
15 Voorwaar, Ik zeg u: Wie het koninkrijk Gods niet aanneemt als een kind, zal er niet ingaan.
୧୫ମୁଇ ତମ୍‌କେ ସତ୍‌ କାତା କଇଲିନି, କେ ମିସା ଗଟେକ୍‌ ସାନ୍‌ ପିଲାର୍‌ ପାରା ନ ଅଇ, ପର୍‌ମେସରର୍‌ ରାଇଜ୍‌ ନ ନାମତ୍‌, ସେମନ୍‌ କେବେ ମିସା ତାର୍‍ ରାଇଜେ କେଟି ନାପାରତ୍‌ ।”
16 En Hij omhelsde ze, legde hun de handen op, en zegende hen.
୧୬ତାର୍‌ପଚେ ଜିସୁ ସାନ୍‌ ସାନ୍‌ ପିଲାଟକିମନ୍‌କେ ଉଁଚାରି ତାକର୍‌ ମୁଣ୍ଡେ ଚିଇକରି ଆସିର୍‌ବାଦ୍‌ କଲା ।
17 En toen Hij Zich op weg begaf, kwam iemand toegelopen, knielde voor Hem neer, en vroeg Hem: Goede Meester, wat moet ik doen, om het eeuwige leven te verkrijgen? (aiōnios g166)
୧୭ଜିସୁ ଆରି ତାର୍‌ ସିସ୍‌ମନ୍‌ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍‌ ଲକ୍‌ ପାଲାଇ ଆସି ତାର୍‌ ଲଗେ କେଟ୍‌ଲା ଆରି ତାର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍‌ଲା, “ଏ ନିମାନ୍‌ ଗୁରୁ, ନ ସାର୍‌ବା ଜିବନ୍‌ ମିଲାଇବାକେ ଆଲେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
18 Jesus sprak tot hem: Waarom noemt ge Mij goed? Niemand is goed, dan God alleen.
୧୮ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍‌ ଲକ୍‌ ବଲି କଇଲୁସ୍‌ନି? କାଇକେବଇଲେ ପର୍‌ମେସର୍‌କେ ଚାଡିକରି ଆରି ବିନ୍‌ଟା କେ ମିସା ନିମାନ୍‌ ଲକ୍‌ ନାଇ ।
19 Ge kent de geboden: Gij zult niet doden; gij zult geen overspel doen; gij zult niet stelen; gij zult geen valse getuigenis geven; gij zult niemand te kort doen; eer uw vader en moeder.
୧୯ଆରି ତୁଇ ନିଅମ୍‍ତା ଜାନିଆଚୁସ୍‌, ମାର୍‌ବାର୍‌ ନାଇ, ପାଦ୍‌ରାପାଦ୍‌ରି କାମ୍‌ କର୍‌ବାର୍‌ ନାଇ, ଚର୍‌ କାମ୍‌ କର୍‌ବାର୍‌ ନାଇ, ମିଚ୍‌ ସାକି ଦେବାର୍‌ ନାଇ, ଆୟା ବାବାକେ ସନ୍‌ମାନ୍‌ ଦିଆସ୍‌ ।” ବଲି କଇଲା ।
20 Hij gaf hem ten antwoord: Meester, dit heb ik allemaal van mijn jeugd af onderhouden.
୨୦ସେ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍‌ ସାନ୍‌ ବେଲେ ଅନି ମାନ୍‌ଲିନି ।”
21 Toen zag Jesus hem teder aan, en sprak tot hem: Eén ding ontbreekt u nog. Ga heen, verkoop wat ge bezit, en geef het aan de armen; en ge zult een schat in de hemel bezitten. Kom dan, en volg Mij.
୨୧ଜିସୁ ତାକେ ନିକକରି ଦେକ୍‌ଲା ଆରି ତାକେ ଆଲାଦ୍‌ କରି କଇଲା, “ତୁଇ ଏବେ ମିସା ଗଟେକ୍‌ ବିସଇତେଇ ଉନା ଆଚୁସ୍‌ । ତୁଇ ଜାଇ ତର୍‌ ଦନ୍‌ସଁପତି ବିକି, ସେ ଡାବୁ ଗରିବ୍‌ ଲକ୍‌ମନ୍‌କେ ବାଟାକରି ଦେସ୍‌, ତୁଇ ସର୍‌ଗେ ଦନ୍‌ ପାଇସୁ । ଏନ୍ତିକରି ମର୍‌ ପଚେ ପଚେ ଆଉ ।” ବଲିକରି କଇଲା ।
22 Maar hij werd ontstemd bij dat woord, en ging treurig heen; want hij had veel bezittingen.
୨୨ଜିସୁ କଇଲା ଏ କାତା ସୁନିକରି ସେ ଲକ୍‌ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍‌ ବେସି ସାଉକାର୍‌ ରଇଲା ।
23 Nu zag Jesus om Zich heen, en sprak tot zijn leerlingen: Hoe moeilijk toch zullen zij, die rijkdommen bezitten, het koninkrijk Gods binnengaan.
୨୩ଜିସୁ ଚାରିବେଡ୍‌ତି ଦେକିକରି ସିସ୍‌ମନ୍‌କେ କଇଲା, “ସାଉକାର୍‌ ଲକ୍‌ମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ବେସି କସ୍‌ଟ ଆଚେ ।”
24 De leerlingen waren verbaasd over zijn woorden. Maar Jesus hernam, en zeide tot hen: Kinderen, hoe moeilijk is het toch, het koninkrijk Gods binnen te gaan!
୨୪ଜିସୁର୍‌ କାତା ସୁନିକରି ସିସ୍‌ମନ୍‌ କାବା ଅଇଗାଲାଇ । ମାତର୍‌ ଜିସୁ ସେମନ୍‌କେ ଆରିତରେକ୍‌ କଇଲା, “ଏ ମର୍‌ ପିଲାମନ୍‌ ପର୍‌ମେସରର୍‌ ରାଇଜେ ଜିବାଟା ଲକ୍‌ମନ୍‌କେ କେଡେକ୍‍ କସ୍‌ଟ!
25 Een kameel gaat makkelijker door het oog van een naald, dan een rijke in het koninkrijk Gods.
୨୫ଜେନ୍ତି ଗଟେକ୍‌ ବଡ୍‌ ଜଁତ୍‌ ସୁଜି ବାଟେ ଚିଙ୍ଗ୍‌ଲି ଜିବାକେ କସ୍‌ଟ, ସାଉକାର୍‌ ଲକ୍‌ ପର୍‌ମେସରର୍‌ ରାଇଜେ କେଟ୍‌ବାଟା ତାର୍‌ତେଇଅନି ଅଦିକ୍‌ କସ୍‌ଟ ।”
26 Toen waren ze nog meer ontsteld, en zeiden bij zichzelf: Wie kan dan zalig worden?
୨୬ସିସ୍‌ମନ୍‌ ଆରିତରେକ୍‌ ବେସି କାବା ଅଇଗାଲାଇ ଆରି ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
27 Jesus zag hen aan, en sprak: Bij de mensen is het onmogelijk, maar niet bij God; want bij God is alles mogelijk.
୨୭ଜିସୁ ସେମନ୍‌କେ ଦେକିକରି କଇଲା, “ଏ ବିସଇ ଲକ୍‌ମନର୍‌ ଟାନେ ଅଇନାପାରେ, ମାତର୍‌ ପର୍‌ମେସରର୍‌ ଟାନେ ସବୁଟା ଅଇପାର୍‌ସି ।”
28 Nu nam Petrus het woord, en zei: Zie, wij hebben alles verlaten, en zijn U gevolgd.
୨୮ପିତର୍‌ ଜିସୁକେ କଇଲା, “ଦେକା ଆମେ ଆମର୍‌ ସବୁ ଚାଡିଦେଇ ତମର୍‌ ସଙ୍ଗ୍‍ ଆଇଲୁଆଚୁ ।”
29 Jesus sprak: Voorwaar, Ik zeg u: Er is niemand, die huis, broers of zusters, vader of moeder, kinderen of akkers om Mij en om het evangelie verlaat,
୨୯ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଜେ ମର୍‌ ସଙ୍ଗ୍‍ ଆଇବାକେ ଆରି ପର୍‌ମେସରର୍‌ ନିମାନ୍‌ କାତା ଜାନାଇବାକେ ଗର୍‌ ଦୁଆର୍‌, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
30 of hij zal ontvangen: nu in deze wereld, zij het ook te midden van vervolgingen, het honderdvoud van huizen, broers, zusters, moeders, kinderen en akkers; en in de toekomstige wereld het eeuwige leven. (aiōn g165, aiōnios g166)
୩୦ସେ ସତ୍‌ସେ, ନିଜର୍‌ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍‌ ଅଦିକ୍‌ ଏ ଜୁଗେ ପାଇସି । ଗର୍‌ ଦୁଆର୍‌, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍‌ସୁ ଅଦିକ୍‌ ପାଇସି ଆରି ତାର୍‌ ସଙ୍ଗ୍‍ ଗେଞ୍ଜ୍‌ନା ମିସା ପାଇସି । ମାତର୍‌ ଆଇବା ଜୁଗେ ପର୍‌ମେସରର୍‌ ରାଇଜେ, ସେ ନ ସାର୍‌ବା ଜିବନ୍‌ ପାଇସି । (aiōn g165, aiōnios g166)
31 Veel eersten zullen laatsten zijn, en laatsten zullen eersten zijn.
୩୧ମାତର୍‌ ଜନ୍‍ ଲକ୍‌ମନ୍‌ ଆଗ୍‌ତୁ ଅଇତେରଇବାଇ, ସେମନ୍‌ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍‌ ଆଗ୍‌ତୁ ରଇବାଇ ।”
32 Zij waren nu op weg naar Jerusalem; Jesus ging voor hen uit, en zij volgden Hem, ontsteld en bevreesd. Hij nam de twaalf weer om Zich heen, en begon hun te zeggen, wat er met Hem zou gebeuren.
୩୨ସେମନ୍‌ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍‌ ଆଗ୍‌ତୁ ଆଗ୍‌ତୁ ଜାଇତେ ରଇଲା । ସେବେଲା ସିସ୍‌ମନ୍‌ କାବାଅଇଜାଇତେ ରଇଲାଇ । ଆରି ଜିସୁର୍‌ ପଚେ ପଚେ ଜିବା ଲକ୍‌ମନ୍‌ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ବିନେ ଡାକିନେଇକରି ନିଜ୍‌କେ କାଇକାଇଟା ଅଇସି, ସେ ବିସଇ କଇବାର୍‌ ଦାର୍‌ଲା ।
33 Ziet, wij gaan naar Jerusalem op, en de Mensenzoon zal worden overgeleverd aan de opperpriesters en schriftgeleerden; en ze zullen Hem ter dood veroordelen. Ze zullen Hem overleveren aan de heidenen;
୩୩ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍‌ମେସରର୍‌ଟାନେଅନି ଆସିରଇବା ନର୍‌ପିଲା, ମକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମୁକିଅ ପୁଜାରିମନ୍‍ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‍କେ ସର୍‌ପି ଦେବାଇ । ସେମନ୍‌ ମକେ କିଜାଇକରି ବିଚାର୍‌ କରି ‘ଆକେ ମରାଇବାର୍‌ ଆଚେ ।’ ବଲି ରମିୟ ଲକ୍‍ମନ୍‍କେ ସର୍‌ପି ଦେବାଇ ।
34 men zal Hem bespotten, bespuwen, geselen en doden; maar na drie dagen zal Hij verrijzen.
୩୪ସେମନ୍‌ ମକେ ଟାପ୍‌ରା କର୍‌ବାଇ, ମର୍‌ ଉପ୍‌ରେ ତୁକ୍‌ବାଇ । ମକେ କର୍‌ଡା ସଙ୍ଗ୍‌ ମାର୍‌ବାଇ, ଆରି ସାରାସାରି ମରାଇବାଇ । ମାତର୍‌ ମରିକରି ତିନ୍‌ଦିନ୍‌ ଗାଲାପଚେ, ମୁଇ ଆରି ତରେକ୍‌ ମଲାଟାନେଅନି ଉଟ୍‌ବି ।”
35 Nu kwamen Jakobus en Johannes, de zonen van Zebedeüs, naar Hem toe, en zeiden: Meester, we wensen, dat Gij voor ons doet, wat we U willen vragen.
୩୫ଜେବଦି ନାଉଁର୍‌ ଗଟେକ୍‌ ଲକର୍‌ ପିଲାମନ୍‌ ଜାକୁବ୍‌ ଆରି ଜଅନ୍‌ ଜିସୁର୍‌ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍‌ତେଇ ଜାଇଟା ମାଙ୍ଗ୍‌ବୁ, ତୁଇ ସେଟା କର୍‌ ବଲି ଆମେ ମନ୍‍ କଲୁନି ।”
36 Hij zeide hun: Wat wenst gij, dat Ik voor u doe?
୩୬ଜିସୁ ପାଚାର୍‌ଲା, “ମୁଇ ତମର୍‌ ପାଇ କାଇଟା କର୍‌ବି ବଲି ମନ୍‍ କଲାସ୍‌ନି?”
37 Ze zeiden: Verleen ons, dat wij in uw heerlijkheid mogen zitten, de één aan uw rechter-, de ander aan uw linkerhand.
୩୭ସେମନ୍‌ ଜିସୁକେ କଇଲାଇ, “ତୁଇ ତର୍‌ ଡାକ୍‌ପୁଟା ପାଇବା ବସ୍‍ବା ଜାଗାଇ ବସ୍‌ଲା ବେଲେ ଆମର୍‌ ଦୁଇଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ତର୍‌ ଉଜା ବାଟେ ଆରି ଗଟେକ୍‌ ଲକ୍‌କେ ଡେବ୍‌ରି ବାଟେ ବସାଅ ବଲି ମନ୍‍ କଲୁନି ।”
38 Jesus sprak tot hen: Gij weet niet, wat gij vraagt. Kunt gij de kelk drinken, die Ik drink; of het doopsel ontvangen, waarmee Ik gedoopt word?
୩୮ଜିସୁ ସେମନ୍‌କେ କଇଲା, “ତମେ କାଇ ବିସଇ ମାଙ୍ଗ୍‌ଲାସ୍‌ନି ସେ ବିସଇ ନାଜାନାସ୍‌ । ମକେ ଜନ୍‌ ମୁତାଇ ଦୁକ୍‌କସ୍‌ଟ ପାଇବାକେ ଆଚେ, ସେ ମୁତାର୍‌ ଦୁକ୍‌କସ୍‌ଟ ପାଇପାରାସ୍‌ କି? ଆରି ମୁଇ ଜନ୍‌ ଡୁବନ୍‌ ନେବାର୍‌ ଆଚେ, ସେ ଡୁବନ୍‌ ନେଇ ପାରାସ୍‌ କି?”
39 Ze zeiden Hem: Dat kunnen we. Jesus sprak tot hen: Gij zult wel de kelk drinken, die Ik drink, en het doopsel ontvangen, waarmee Ik gedoopt word;
୩୯ସେମନ୍‌ ଜିସୁକେ କଇଲାଇ, “ଉଁ ଆମେ ପାର୍‌ବୁ ।” ଜିସୁ ସେମନ୍‌କେ କଇଲା, “ଏଟା ସତ୍‌ସେ । ମୁଇ ଜନ୍‌ ମୁତାର୍‌ ଦୁକ୍‌କସ୍‌ଟ ପାଇବି ଆରି ଜନ୍‌ ଡୁବନ୍‌ ନେବି ତମେମିସା ସେ ମୁତାର୍‌ ଦୁକ୍‌ କସ୍‌ଟ ଆରି ଡୁବନ୍‌ ପାଇସା ।
40 maar zitten aan mijn rechter- of linkerhand kan Ik niet geven; dit is voor hem, wien het bereid is.
୪୦ମାତର୍‌ ମର୍‌ ଉଜାବାଟେ କି ଡେବ୍‌ରିବାଟେ ବସ୍‌ବାକେ ଦେବାର୍‌, ମର୍‌ ଅଦିକାର୍‌ ନାଇ, ମାତର୍‌ ମର୍‌ ବାବା ବାଚ୍‌ସି ।”
41 Toen de tien anderen dit hoorden, werden ze verontwaardigd op Jakobus en Johannes.
୪୧ଜାକୁବ୍‌ ଆରି ଜଅନ୍‌ କଇଲା କାତା ବିନ୍‌ ସିସ୍‌ମନ୍‌ ଜେଡେବେଲ୍‌ ସୁନ୍‌ଲାଇ, ଜାକୁବ୍‌ ଆରି ଜଅନ୍‌କେ ବେସି ରିସା ଅଇଗାଲାଇ ।
42 Maar Jesus riep hen naar Zich toe, en sprak tot hen: Gij weet, dat zij, die als vorsten worden beschouwd, over de volkeren heersen, en dat hun rijksgroten ze hun macht laten voelen.
୪୨ମାତର୍‌ ଜିସୁ ତାର୍‌ ସିସ୍‌ମନ୍‌କେ ଗଟେକ୍‌ଟାନେ ଡାକି କରି ସେମନ୍‌କେ କଇଲା, “ଏ ଦୁନିଆର୍‌ ରାଜାମନ୍‌ ଆରି ନେତାମନ୍‌ ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକ୍‌ବାକେ ମନ୍‍ କର୍‌ବାଇ । ଆରି ସର୍‌କାର୍‌ ମିସା ତାକର୍‌ ତଲେ ରଇଲା ଲକ୍‌ମନ୍‌କେ ନିଜର୍‌ ଅଦିକାରେ ରକି ରଇବାକେ ମନ୍‍ କର୍‌ବାଇ । ଏ ବିସଇ ତମେ ଜାନିଆଚାସ୍‌ ।
43 Zó moet het niet zijn onder u; maar wie onder u groot wil worden, moet uw dienaar zijn;
୪୩ମାତର୍‌ ତମର୍‌ ବିତ୍‌ରେ ଏନ୍ତି ନ ରଇକରି ବିନ୍‌ବାବେ ରଇବାର୍‌ ଆଚେ । ତମର୍‌ ବିତ୍‌ରେଅନି କେ ବଡ୍‌ ଲକ୍‌ ପାରା ଦେକାଇଅଇବାକେ ମନ୍‍ କଲାନି ବଇଲେ, ସେ ତମର୍‌ ସବୁ ଲକର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ପାରା ରଅ ।
44 en wie onder u de eerste wil zijn, moet aller dienstknecht wezen.
୪୪ଜଦି କେ ତମର୍‌ ବିତ୍‌ରେ ଅନି ପର୍‌ମେସରର୍‌ ମୁଆଟେ ମୁକିଅ ଲକ୍‌ ଅଇବାକେ ମନ୍‍ କଲାନି ବଇଲେ, ସେ ଗଟେକ୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା ପାରା ସେବା କର ।
45 Ook de Mensenzoon is niet gekomen om gediend te worden, maar om te dienen, en zijn leven te geven tot losprijs voor velen.
୪୫କାଇକେ ବଇଲେ ପର୍‌ମେସର୍‌ଟାନେଅନି ଆସିରଇବା ନର୍‌ପିଲା ମୁଇ, ବିନ୍‌ ଲକ୍‌ମନର୍‌ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍‌ ସେବା କର୍‌ବାକେ ଆସି ଆଚି । ଆରି ମୁଇ ଜିବନ୍‌ ଦେବାର୍‍ ଲାଗି, ବେସି ଲକ୍‌ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
46 Nu kwamen zij te Jericho aan. En toen Hij Jericho verliet, vergezeld van zijn leerlingen en een talrijke menigte, zat er een blinde bedelaar langs de weg: Bartimeüs, de zoon van Timeüs.
୪୬ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରିଅ ନାଉଁର୍‌ ଗଡେ କେଟ୍‌ଲାଇ । ସେ ଗଡ୍‌ ଚାଡିକରି ଗାଲାବେଲେ, ତିମାୟ ନାଉଁର୍‍ ଲକର୍‌ ପିଲା ବାର୍‌ତିମୟ ବଲି ଗଟେକ୍‌ କାଣା ଲକ୍‌ ବାଟ୍‍ପାଲି ବସି ବିକ୍‌ ମାଙ୍ଗ୍‌ତେରଇଲା ।
47 Zodra hij hoorde, dat het Jesus van Názaret was. begon hij hard te roepen: Jesus, Zoon van David, ontferm U mijner!
୪୭ନାଜରିତର୍‌ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍‌ ପଅ ଜିସୁ, ମକେ ଦୟାକରା!”
48 Velen vielen tegen hem uit, om hem tot zwijgen te brengen. Maar hij riep nog harder: Zoon van David, ontferm U mijner!
୪୮ବେସି ଲକ୍‌ମନ୍‌ ତାକେ ଚିମ୍‌ରାଇଅଇ ରଇବାକେ କଇଲାଇ, ମାତର୍‌ ସେ କାଣାଲକ୍‌ ଅଦିକ୍‌ ଅଦିକ୍‌ ଆଉଲିଅଇକରି କଇଲା, “ଏ ଦାଉଦର୍‌ ପଅ! ମକେ ଦୟା କରା ।”
49 Jesus bleef staan, en sprak: Roept hem hier. Ze riepen den blinde, en zeiden tot hem: Houd moed, sta op; Hij roept u.
୪୯ଜିସୁ ତେବିକରି କଇଲା, “ତାକେ ମର୍‌ ଲଗେ ଆଇବାକେ କୁଆ ।” ଲକ୍‌ମନ୍‌ କାଣାକେ ଡାକିକରି କଇଲାଇ, “ସାଆସ୍‌ ଦାରିକରି ଉଟ୍‌, ଜିସୁ ତକେ ଡାକ୍‌ଲାନି ।”
50 Hij wierp zijn mantel weg, sprong overeind, en ging naar Jesus toe.
୫୦କାଣା ଲକ୍‌ ତାର୍‌ ଚାଦର୍‌ ତେଇ ପିଙ୍ଗିଦେଇକରି ଚିକାଲ୍‌ନା ଡେଗଇ ଉଟ୍‌ଲା ଆରି ଜିସୁର୍‌ ଲଗେ ଗାଲା ।
51 Jesus sprak tot hem: Wat wilt ge, dat Ik voor u doe? De blinde zeide Hem: Rabboni, dat ik zien zal.
୫୧ଜିସୁ ତାକେ ପାଚାର୍‌ଲା “ମୁଇ ତର୍‌ପାଇ କାଇଟା କର୍‌ବି ବଲି ତୁଇ ମନ୍‍ କଲୁସ୍‌ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍‌ବି ସେଟା ମନ୍‍ କଲିନି ।”
52 En Jesus sprak tot hem: Ga; uw geloof heeft u gered. En aanstonds zag hij weer, en volgde Hem op zijn weg.
୫୨ଜିସୁ ତାକେ କଇଲା, “ଜା, ତୁଇ ନିମାନ୍‌ ଅଇଜାଇ ଆଚୁସ୍‌ । କାଇକେବଇଲେ ତୁଇ ମକେ ବିସ୍‌ବାସ୍‌ କରି ଆଁକି ଦେକି ପାର୍‌ଲୁସ୍‌ନି ।” ସେଦାପ୍‌ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍‌ ପଚେ ଜିବାର୍‌ ଦାର୍‌ଲା ।

< Markus 10 >