< Lukas 4 >

1 Toen verliet Jesus, vervuld van den Heiligen Geest, de Jordaan, en werd door den Geest naar de woestijn gevoerd,
ଜିସୁ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇକରି ଜର୍‌ଦନ୍‌ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍‌ ଟାନେ ପରିକା କରାଇବାକେ ତାକେ ଆତ୍‌ମା ଚାଲାଇ ନେଲା । ତେଇ ଚାଲିସ୍‌ ଦିନ୍‌ ଜାକ ସଇତାନ୍‌ ତାକେ ପରିକା କର୍‌ତେରଇଲା ।
2 veertig dagen lang; en Hij werd door den duivel bekoord. In al die dagen at Hij niets; en toen ze ten einde waren, kreeg Hij honger.
ସର୍‌ତେ ଦିନ୍‌ ସାର୍‌ଲା ପଚେ ସେ ବୁକ୍‌କେ ବାୟାଚୁରା ଅଇଗାଲା ।
3 Nu sprak de duivel tot hem: Indien Gij Gods Zoon zijt, zeg tot die steen, dat hij brood moet worden.
ତେଇ ସଇତାନ୍‌ ଜିସୁକେ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଏ ପାକ୍‌ନା କାଦି ଅ ବଲି ଆଦେସ୍‌ ଦେସ୍‌ ।”
4 Jesus antwoordde hem: Er staat geschreven: "De mens zal niet leven van brood alleen".
ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇ ଆଚେ, ମୁନୁସ୍‌ ଅବ୍‌କା କାଦି କାଇ ନ ବଁଚେ ।”
5 Daarna voerde hij Hem naar een hoger punt, en toonde Hem in een enkel ogenblik al de koninkrijken der wereld.
ତାର୍‌ପଚେ ସଇତାନ୍‌ ଜିସୁକେ ଗଟେକ୍‍ ଉଁଚ୍‌ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍‌କା ମାର୍‌ବା ଏତ୍‌କି ପର୍‌କେ ଜଗତର୍‌ ସବୁ ରାଇଜ୍‌ ଦେକାଇଲା ।
6 En de duivel zeide Hem: Ik zal U al die macht en de heerlijkheid daarvan geven; want mij zijn ze geschonken, en ik geef ze, wien ik wil.
ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍‌ ସଁପତିର୍‌ ଅଦିକାର୍‌ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍‌ପିଦେଲାଆଚେ, ଆରି ମୁଇ ଜାକେ ମନ୍‌ କର୍‌ବି, ତାକେ ଦେବି ।
7 Wanneer Gij mij aanbidt, zal dit alles het uwe zijn.
ତେବର୍‌ପାଇ, ଜେବେ ତୁଇ ମକେ ଜୁଆର୍‌ କର୍‌ସୁ, ତେବେ ସେ ସବୁଜାକ ତର୍‌ ଅଇସି ।”
8 Jesus antwoordde hem: Er staat geschreven: "Ge zult den Heer uw God aanbidden, en Hem alleen dienen".
ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇଆଚେ, ତୁଇ ତର୍‌ ପର୍‌ମେସର୍‌କେସେ ଜୁଆର୍‌ କର୍‌ସୁ, ଆରି ତାକେସେ ସେବା କର୍‌ସୁ ।”
9 Nu voerde hij Hem naar Jerusalem en plaatste Hem op het dakterras van de tempel. En hij zei Hem: Indien Gij Gods Zoon zijt, werp U dan van hier naar beneden.
ପଚେ ସଇତାନ୍‌ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍‌ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଇତିଅନି ତଲେ ଡେଗଇଦେସ୍‌,
10 Want er staat geschreven: Zijn engelen zal Hij over U bevelen, om U te behoeden;
୧୦କାଇକେବଇଲେ ସାସ୍‌ତରେ ଲେକାଆଚେ ତକେ ରକିଆ କର୍‌ବାକେ ପର୍‌ମେସର୍‌ ତାର୍‌ ନିଜର୍‌ ଦୁତ୍‌ମନ୍‌କେ ଆଦେସ୍‌ ଦେଇସି ।
11 en ze zullen U op de handen dragen, opdat Gij aan geen steen uw voet zoudt stoten.
୧୧ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍‌ ପାଦ୍‌ ପାକ୍‌ନାଇ ନ ପାଏ, ସେଟାର୍‌ପାଇ ଦୁତ୍‌ମନ୍‌ ତକେ ଆତେଦାରି ଟେକି ନେବାଇ ।’”
12 Jesus antwoordde hem: Er is gezegd: "Ge zult den Heer uw God niet beproeven".
୧୨ଜିସୁ ସଇତାନ୍‌କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍‌ ମାପ୍‌ରୁ ନିଜର୍‌ ପର୍‌ମେସର୍‌କେ ପରିକା କର୍‌ ନାଇ ।”
13 Nadat de duivel al zijn bekoringen had uitgeput, verliet hij Hem voor een tijd.
୧୩ସଇତାନ୍‌ ସବୁ ରକାମର୍‌ ପରିକା ସାରାଇଲା ପଚେ, ଆରି ତରେକ୍‌ ବେଲା ମିଲ୍‌ବାଜାକ କେତେ ଦିନର୍‌ ପାଇ ଜିସୁକେ ଚାଡି ଉଟିଗାଲା ।
14 Toen keerde Jesus in de kracht van den Geest naar Galilea terug. En zijn faam drong heel de omtrek door.
୧୪ତାର୍‌ପଚେ ଜିସୁ ଆତ୍‌ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍‌ କବର୍‌ ଗାଲିଲି ରାଇଜର୍‌ ଗୁଲାଇ ଗାଉଁମନ୍‌ ଜାନ୍‌ଲାଇ ।
15 Hij gaf onderricht in hun synagogen, en werd door allen geëerd.
୧୫ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗର୍‌ମନ୍‌କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍‌ଟାନେ ଅନି ଡାକ୍‌ପୁଟା ପାଇବାର୍‌ ଦାର୍‌ଲା ।
16 Zo kwam Hij ook te Názaret, waar Hij was groot gebracht, en ging naar gewoonte op de sabbat naar de synagoge. Toen Hij opstond, om de voorlezing te houden,
୧୬ଏତ୍‌କିବିତ୍‌ରେ ନାଜରିତେ, ଜନ୍‌ ଜାଗାଇ କି ଜିସୁ ସାନ୍‌ବେଲେ ଅନି ବଡ୍‌ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍‌ ରିତିନିତି ଇସାବେ, ବିସ୍‌ରାମ୍‌ ବାରେ ଜିଉଦିମନର୍‌ ପାର୍‌ତନା ଗରେ କେଟି ଦରମ୍‌ ସାସ୍‌ତର୍‌ ପଡ୍‌ବାକେ ଟିଆ ଅଇଲା ।
17 reikte men Hem het boek van den profeet Isaias over. Hij rolde het boek open, en trof de plaats, waar geschreven staat:
୧୭ସେଡ୍‌କିବେଲେ ତାକେ ଜିସାୟ ବବିସତ୍‌ବକ୍‌ତା ଲେକିରଇଲା ଦରମ୍‌ ସାସ୍‌ତର୍‌ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
18 De Geest des Heren rust op Mij; Want Hij heeft Mij gezalfd, Om aan armen de blijde boodschap te brengen.
୧୮“ମାପ୍‌ରୁର୍‌ ଆତ୍‌ମା ମର୍‍ ସଙ୍ଗ୍‍ ଆଚେ, ତେବର୍‌ପାଇ ନଇଲା ମଇଲା ଲକ୍‌ମନର୍‌ଟାନେ ସୁବ୍‌ କବର୍‌ ଜାନାଇବାକେ, ପର୍‌ମେସର୍‌ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍‌ମନ୍‌କେ ମୁକ୍‌ଲାଇବାକେ, କାଣା ଲକ୍‌ମନ୍‌କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍‌ ଲକ୍‌ମନ୍‌କେ ମୁକ୍‌ଲାଇବାକେ,
19 Hij heeft Mij gezonden, Om aan gevangenen verlossing, Aan blinden genezing te verkondigen; Om verdrukten in vrijheid te stellen, Om aan te kondigen het genadejaar van den Heer.
୧୯ଆରି ମାପ୍‌ରୁ ତାର୍‌ ଲକ୍‌ମନ୍‌କେ ରକିଆ କର୍‌ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
20 Toen rolde Hij het boek dicht, gaf het aan den beambte terug, en zette Zich neer. Aller ogen waren in de synagoge op Hem gevestigd.
୨୦ପଚେ ସେ ସାସ୍‌ତର୍‌ ଡାବି, ପାର୍‌ତନା ଚାଲାଇବା ଗଟେକ୍‌ ଲକ୍‌କେ ବାଉଡାଇଦେଇ ବସିଦେଲା । ପାର୍‌ତନା ଗରେ ରଇଲା ଲକ୍‌ମନ୍‌ ତାକେସେ ଦେକ୍‌ତେରଇଲାଇ ।
21 Nu ving Hij aan, en sprak tot hen: Heden is het Schriftwoord, dat gij gehoord hebt, vervuld.
୨୧ଜିସୁ ଲକ୍‌ମନ୍‌କେ କଇବାର୍‌ ଦାର୍‌ଲା, “ଆଜି ତମେ ସୁନ୍‌ଲା ଏ ଦରମ୍‌ ସାସ୍‌ତରର୍‌ ବାକିଅ ପୁରାପୁରୁନ୍‌ ଅଇଲା ।”
22 Allen betuigden Hem bijval, en stonden verbaasd over de lieflijke woorden, die er vloeiden uit zijn mond. En ze zeiden: Is dit niet de zoon van Josef?
୨୨ଜିସୁର୍‌ ବିସଇ ନେଇକରି ସବୁଲକ୍‌ ନିକ ସାକି ଦେବାର୍‌ ଦାର୍‌ଲାଇ ଆରି ସେ କଇବା, ମନ୍‌କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍‌ “ଏଟାକାଇ ଜସେପର୍‌ ପ ନଏଁ ଜେ?” ବଲି କଇବାର୍‌ଦାର୍‌ଲାଇ ।
23 Hij sprak tot hen: Gij zult Mij zeker dit spreekwoord doen horen: Geneesheer, genees uzelf. Doe ook hier in uw vaderstad, wat, naar we vernamen, in Kafárnaum is geschied.
୨୩ଜିସୁ ଲକ୍‌ମନ୍‌କେ କଇଲା, “ତମେ ସେ ଗାଲା କାତା ଆରିତରେକ୍‌ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍‌ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍‍ ନିଜର୍‌ ଜନମ୍‌ ନଅରେ ମିସା କର୍‌ ।”
24 Hij ging voort: Voorwaar, Ik zeg u: geen profeet wordt in zijn eigen geboortestad erkend.
୨୪“ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ବବିସତ୍‌ବକ୍‌ତା ଅଇରଇବା କାକେମିସା ନିଜର୍‌ ଗାଏଁ ନ ନାମତ୍‌ ।”
25 Voorwaar, Ik zeg u: Er waren veel weduwen in Israël in de dagen van Elias, toen de hemel drie jaar en zes maanden gesloten bleef, zodat er over heel het land grote hongersnood heerste;
୨୫“ମାତର୍‌ ମୁଇ ତମ୍‌କେ ସତ୍‌କାତା କଇଲିନି, ଜେଡେବେଲେ ବବିସତ୍‌ବକ୍‌ତା ଏଲିୟର୍‌ ବେଲେ ତିନ୍‌ବରସ୍‌ ଚ ମାସ୍‌ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍‌ଡି ଅଇରଇଲା, ସେବେଲେ ଇସ୍‌ରାଏଲ୍‌ ଦେସେ କେତେ କେତେ ରାଣ୍ଡିମାଇଜିମନ୍‌ ରଇଲାଇ ।
26 en toch, tot niemand van haar werd Elias gezonden. maar wel tot een weduwe te Sarepta van Sidónië.
୨୬ରଇଲେ ମିସା ପର୍‌ମେସର୍‌ ଏଲିୟକେ କାର୍‌ଲଗେ ମିସା ନ ପାଟାଇ ସିଦନ୍‌ ଦେସର୍‌ ସାରିପତ୍‌ ବଲି ଗଟେକ୍‌ ଜାଗାଇ, ଗଟେକ୍‌ ରାଣ୍ଡିମାଇଜିର୍‌ ଲଗେ ପାଟାଇଲା ।
27 Ook waren er veel melaatsen in Israël in de tijd van den profeet Eliseüs; en toch, niemand van hen werd gereinigd, maar wel Naämán, de Syriër.
୨୭ଆରି ମାପ୍‌ରୁର୍‌ ବବିସତ୍‌ବକ୍‌ତା ଏଲିସାୟର୍‌ ବେଲେ ଇସ୍‌ରାଏଲ୍‌ ଦେସେ କେତେ କୁସ୍‌ଟି ରଗି ରଇଲାଇ, ଏଲେ ମିସା ତାକର୍‌ ବିତ୍‌ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍‌ ନାମାନ୍‌ ନାଉଁର୍‌ ଲକ୍‌କେ ସେ ନିକକରି ରଇଲା ।”
28 Toen ze dit hoorden, werden allen in de synagoge woedend;
୨୮ଜିଉଦିମନର୍‌ ପାର୍‌ତନା ଗରେ ଏ କାତା ସୁନି ଲକ୍‌ମନ୍‌ ବେସି ରିସାଅଇଗାଲାଇ ।
29 ze sprongen op, wierpen Hem de stad uit, voerden Hem naar de rand van de berg, waarop hun stad was gebouwd, om Hem naar beneden te storten.
୨୯ଆରି ସେମନ୍‌ ଉଟିକରି ଜିସୁକେ ନଅରେଅନି ବାର୍‌କରାଇଦେଲାଇ । ତାକର୍‌ ନଅରର୍‌ ଜନ୍‌ ପର୍‌ବତ୍‌ ଉପ୍‌ରେ ତିଆର୍‌ ଅଇରଇଲା, ସେ ପର୍‌ବତର୍‌ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
30 Maar Hij ging midden door hen heen, en vertrok.
୩୦ମାତର୍‌ ଜିସୁ ସେମନର୍‌ ବିତ୍‌ରେ ପୁରି ଉଟିଗାଲା ।
31 Nu daalde Hij naar Kafárnaum af, een stad van Galilea, en trad op sabbat als leraar voor hen op.
୩୧ଜିସୁ ଗାଲିଲି ରାଇଜର୍‌ କପର୍‌ନାଉମ୍‌ ନାଉଁର୍‌ ଗଟେକ୍‌ ନଅରେ ଆଇଲା, ଆରି ବିସ୍‌ରାମ୍‌ବାରେ ଲକ୍‌ମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
32 Men stond verbaasd over zijn leer; want Hij sprak met gezag.
୩୨ଲକ୍‌ମନ୍‌ ତାର୍‌ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍‌ ବାକିଅ ଅଦିକାର୍‌ ସଙ୍ଗ୍‌ ରଇଲା ।
33 Eens was er in de synagoge een man, met een onreinen, duivelsen geest. Hij riep met luider stem:
୩୩ଦିନେକ୍‌ ଜିଉଦିମନର୍‌ ପାର୍‌ତନା ଗରେ ଗଟେକ୍‌ ଡୁମା ଡସିରଇବା ଲକ୍‌ ରଇଲା । ସେ ଆଉଲିଅଇ କିର୍‌କିରି କଇଲା,
34 Wel, wat hebt Gij met ons te maken, Jesus van Názaret? Zijt Gij gekomen, om ons in het verderf te storten? Ik weet, wie Gij zijt: de Heilige Gods.
୩୪“ଏ ନାଜରିତର୍‌ ଜିସୁ, ଆମର୍‌ଟାନେ ତର୍‌ କାଇ କାମ୍‌ ଆଚେ? ତୁଇ କାଇ ଆମ୍‌କେ ମରାଇବାକେ ଆସିଆଚୁସ୍‌? ତୁଇ କେ ସେଟା ମୁଇ ଜାନି, ତୁଇ ପର୍‌ମେସରର୍‌ ସୁକଲ୍‌ ଲକ୍‌ ।”
35 Maar Jesus gebood hem: Zwijg, en ga van hem uit. De geest slingerde hem tussen de omstanders in, en ging van hem uit, zonder hem enig letsel te doen.
୩୫ଜିସୁ ତାକେ ଦମ୍‌କାଇ କରି କଇଲା, “ଚୁପ୍‌ ର, ଆର୍‌ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍‌କେ ସବୁର୍‌ ମୁଆଟେ ଅଦ୍‌ରାଇଲା ଆରି, ତାକେ କାଇଟା ନ କରି ତାର୍‌ ଗାଗ୍‌ଡେଅନି ବାରଇ ଉଟିଗାଲା ।
36 Allen waren verbaasd, en zeiden tot elkander: Wat mag dat toch zijn? Want met gezag en macht gebiedt Hij de onreine geesten, en ze gaan uit.
୩୬ତେଇ ସବୁଲକ୍‌ କାବାଅଇକରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍‌ ସଙ୍ଗ୍‌ ଡୁମାମନ୍‌କେ ମିସା ଆଦେସ୍‌ ଦେଲାନି । ସେମନ୍‌ ମିସା ବାରଇ ଗାଲାଇନି ।”
37 En zijn faam ging overal in de omtrek rond.
୩୭ଜିସୁର୍‌ ଏ କବର୍‌ ସେ ଜାଗାର୍‌ ଗୁଲାଇବାଟର୍‌ ଲକ୍‌ ଜାନ୍‌ଲାଇ ।
38 Toen Hij de synagoge had verlaten, begaf Hij Zich naar het huis van Simon. De schoonmoeder van Simon lag ziek aan zware koorts; en men vroeg Hem haar te helpen.
୩୮ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗରେଅନି ଉଟି ସିମନର୍‌ ଗରେ ଗାଲା । ସିମନର୍‌ ସାତ୍‌ରିକେ ବେସି ଜର୍‌ ଅଇରଇଲାଜେ ସେମନ୍‌ ତାର୍‌ ବିସଇ ନେଇ ଜିସୁକେ କଇଲାଇ ।
39 Hij boog Zich over haar heen, gebood de koorts, en deze verliet haar. Onmiddellijk stond ze op, en bediende Hem.
୩୯ତେଇ ସେ ସିମନର୍‌ ସାତ୍‌ରିର୍‌ ଲଗେ ଟିଆଅଇ ଜର୍‌କେ ଦମ୍‌କାଇଲା ଆରି ତାକେ ଜର୍‌ ଚାଡିଗାଲା । ସେଦାପ୍‌ରେ ସେ ଉଟିକରି ସେମନ୍‌କେ ସେବା କର୍‌ବାର୍‌ ଦାର୍‌ଲା ।
40 Na zonsondergang brachten allen hun zieken, aan welke kwaal ze ook leden, naar Hem toe; Hij legde hun één voor één de handen op, en genas ze.
୪୦ବେଲ୍‌ବସି ସଞ୍ଜ୍‌ ଅଇଲାଜେ ଜର୍‌ଦୁକା ଅଇରଇଲା ଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ, ଆରି ସେ ଜର୍‌ଦୁକାର୍‌ ଲକ୍‌ମନ୍‌କେ ଗଟେକ୍‌ ଗଟେକ୍‌ ଲକର୍‌ ଉପ୍‌ରେ ଆତ୍‌ ସଙ୍ଗଇ ନିକ କଲା ।
41 Ook gingen van velen de boze geesten uit, terwijl ze riepen: Gij zijt de Zoon van God. Maar ten strengste verbood Hij hun te spreken, omdat ze wisten, dat Hij de Christus was.
୪୧ଡୁମା ଦାରିରଇବା ବେସି ଲକ୍‌ମନ୍‌ ମିସା କିର୍‌କିରି କରି “ତୁଇ ପର୍‌ମେସରର୍‌ ପଅ!” ବଲି ଲକର୍‌ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍‌କେ ଦମ୍‌କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍‌ ତାକେ କିରିସ୍‌ଟ ବଲି ଜାନିରଇଲାଇ ।
42 Toen het dag was geworden, ging Hij heen, en begaf Hij Zich naar een eenzame plaats. De scharen zochten naar Hem; en toen ze Hem hadden bereikt, trachtten ze Hem te beletten, van hen heen te gaan.
୪୨ସାକାଲ୍‌ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍‌ କିନରା ଜାଗାଇ ଗାଲା । ଲକ୍‌ମନ୍‌ କଜି କଜି ତାର୍‌ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍‌ ଲଗେଅନି ଉଟିନଜାଅ ବଲି ଅଟ୍‌କାଇବାକେ ଚେସ୍‌ଟା କଲାଇ ।
43 Maar Hij zeide hun: Ook aan andere steden moet Ik de blijde boodschap van het koninkrijk Gods gaan verkondigen; want daartoe ben Ik gezonden.
୪୩ମାତର୍‌ ଜିସୁ ସେମନ୍‌କେ କଇଲା, “ବିନ୍‌ ବିନ୍‌ ନଅରେ ମିସା ମୁଇ ପର୍‌ମେସରର୍‌ ରାଇଜର୍‌ ନିକ କବର୍‌ ଜାନାଇବାର୍‌ ଆଚେ, କାଇକେ ବଇଲେ ସେଟାର୍‌ପାଇ ପର୍‌ମେସର୍‌ ମକେ ପାଟାଇଆଚେ ।”
44 En Hij preekte in de synagogen van Judea.
୪୪ଆରି ସେ ଜିଉଦା ଦେସର୍‌ ଜିଉଦି ଲକ୍‌ମନର୍‌ ପାର୍‌ତନା ଗର୍‌ମନ୍‌କେ ବାକିଅ ସୁନାଇବାର୍‌ ଦାର୍‌ଲା ।

< Lukas 4 >