< Hebreeën 11 >

1 Het geloof is een vaste grond voor wat men hoopt; een overtuiging over dingen, die men niet ziet.
ତେବେ ବିସ୍‌ବାସ୍‌ ଆଲେ କାଇଟା? ଜନ୍‌ ବିସଇର୍‌ ପାଇ ଆମେ ଆସା କଲୁନି, ସେଟା ସିଦ୍‌ ଅଇସି ଆକା ବଲି ଆମର୍‌ ମନେ ଜାନ୍‌ବାଟା ଅଇଲାନି ବିସ୍‌ବାସ୍‌ । ଆରି ଜନ୍‌ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍‌ବାଟା, ମିସା ବିସ୍‌ବାସ୍‌ ।
2 Om het geloof zijn de Ouden met ere vermeld;
ପୁର୍‌ବେ ରଇବା ଆମର୍‌ ଆନିଦାଦିମନର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ସେମନ୍‌କେ ମନ୍‌କଲା ।
3 hierdoor ook erkennen we, dat de wereld door Gods Woord is geschapen, dat het zichtbare uit het Onzichtbare is ontstaan. (aiōn g165)
ଆମର୍‌ ବିସ୍‌ବାସର୍‌ଲାଗି, ଏ ଜଗତ୍‌ ଆରି ତେଇ ରଇବା ସବୁଜାକ ପର୍‌ମେସରର୍‌ ଆଦେସ୍‌ ଇସାବେ ତିଆର୍‌ ଅଇଲାଆଚେ ବଲି ଆମେ ଜାନ୍‌ଲୁନି । ତେବେ ଜନ୍‌ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍‌ ଅଇଆଚେ । (aiōn g165)
4 Door het geloof heeft Abel meer dan Kaïn aan God een voortreffelijk offer gebracht. Daardoor werd van hem getuigd, dat hij rechtvaardig was; want om zijn gave heeft God zelf dit betuigd. Door het geloof spreekt hij ook nog na zijn dood.
ଏବଲର୍‍ ବିସଇ ବାବି ଦେକୁ । ତାର୍‌ ବିସ୍‌ବାସର୍‌ ଲାଗି ସେ ଜନ୍‌ଟା ପର୍‌ମେସର୍‌କେ ସର୍‌ପି ଦେଇରଇଲା, ତାର୍‌ ବାଇ କଇନ୍‌ ଦେଲାଟାନେଅନି ନିକରଇଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ବଲି ଏଜାଇଲା । ସେ ସର୍‌ପିଦେଲାଟା ପର୍‌ମେସର୍‌ ମାନ୍‌ଲାକେ ଆମେ ଏଟା ଜାନ୍‌ଲୁନି । ତେବର୍‌ପାଇ ଏବଲ୍‌ ମରିଗାଲେମିସା ତାର୍‌ ବିସ୍‌ବାସର୍‌ ଲାଗି, ସେ ଆମ୍‌କେ କାଇକାଇଟା କଇଲାନି ।
5 Door het geloof werd Henok opgenomen, zodat hij de dood niet heeft gezien; hij werd niet meer gevonden, omdat God hem opgenomen had. Want voordat hij opgenomen werd, is van hem getuigd, dat hij welgevallig was aan God.
ଆରି ଗଟେକ୍‌ ଲକ୍‌ ରଇଲା ଇନକ୍‌, ତାର୍‌ ବିସ୍‌ବାସର୍‌ ଲାଗି ସେ ମରେନାଇ, ମାତର୍‌ ଜିବନ୍‌ ରଇତେ ତାକେ ପର୍‌ମେସର୍‌ ଦାରିଗାଲା । ତେବେ ସେମନ୍‌ ତାକେ କଜ୍‌ଲାଇ ମିସା ମିଲାଇ ନାପାର୍‌ଲାଇ । କାଇକେବଇଲେ ପର୍‌ମେସର୍‌ ତାକେ ନେଇରଇଲା । ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍‌ତୁ ପର୍‌ମେସର୍‌ ତାକେ ମନ୍‌ କରିରଇଲା ।
6 Welnu, zonder geloof is het onmogelijk, welgevallig te zijn; want wie tot God wil naderen, moet geloven, dat Hij bestaat, en Beloner is voor hen, die Hem zoeken.
ତେବର୍‌ପାଇ ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ଲଗେ ଆଇବାକେ ମନ୍‌ କଲାଇନି, ପର୍‌ମେସର୍‌ ଆଚେ ବଲି ବିସ୍‌ବାସ୍‌ କର୍‌ବାର୍‌ ଆଚେ । ଜେତ୍‌କି ଲକ୍‌ମନ୍‌ ତାକେ କଜ୍‌ବାଇ, ସେ ସେମନର୍‌ ଆସା କଲାଟା ପୁରାପୁରୁନ୍‌ କର୍‌ସି ।
7 Door het geloof heeft Noë, toen hem geopenbaard werd, wat nog niet was te zien, dit ter harte genomen, en tot redding van zijn huis de ark gebouwd; waardoor hij de wereld veroordeelde, en deelachtig werd aan de gerechtigheid door het geloof.
ନଅର୍‌ ବିସଇ ବାବିଦେକା । ତାର୍‌ ବିସ୍‌ବାସର୍‌ ଲାଗି ପଚ୍‌କେ ଅଇବା ବିସଇ ପର୍‌ମେସର୍‌ ତାକେ ଜାଗ୍‌ରତ୍‌ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍‌ ଆଗ୍‌ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍‌ବାସ୍‌ କଲା । ତାର୍‌ପଚେ ସେ ଆରି ତାର୍‌ କୁଟୁମ୍‌ ରକିଆ ପାଇବାକେ ଗଟେକ୍‌ ବଡ୍‌ ଡଙ୍ଗା ତିଆର୍‌ କଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ଲକ୍‌ ବଲି ଏଜ୍‌ଲା, ମାତର୍‌ ବିନ୍‌ଲକ୍‌ମନ୍‌କେ ଦସି କଲା ।
8 Door het geloof ging Abraham, toen hij geroepen werd, gehoorzaam uit naar de plaats, die hij tot erfdeel zou ontvangen; hij vertrok. zonder te weten, waarheen hij ging.
ଅବ୍‌ରାଆମ୍ ମିସା ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସରର୍‌ କାତା ମାନ୍‌ଲା । ପର୍‌ମେସର୍‌ ତାର୍‌ପାଇ ସଙ୍ଗଇରଇବା ଗଟେକ୍‌ ଦେସେ ଜା ବଲି କଇଲାକେ, ସେ ଦାପ୍‌ରେ ମାନ୍‌ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍‌ କଲା ।
9 Door het geloof vestigde hij zich in het land der beloften als in den vreemde, en woonde daar in tenten tezamen met Isaäk en Jakob, de medeërfgenamen derzelfde belofte;
ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍‌ଦେସର୍‌ ଲକ୍‌ ପାରା ତୁମ୍‌ ଟାନି ରଇଲା । ସେନ୍ତାରିସେ ତାର୍‌ ପଅ ଇସାକ୍‌ ଆରି ଜାକୁବ୍‌ ତାର୍‌ ନାତି ମିସା ପର୍‌ମେସର୍‌ କାତା ଦେଇରଇଲାଟା ମିଲାଇବାଟାନେ ମିସ୍‌ଲାଇ ।
10 want hij wachtte op de stad met grondslagen, wier kunstenaar en bouwheer God is.
୧୦ଅବ୍‌ରାଆମ୍ ସେନ୍ତାରି ଜାଗାଇ ମୁର୍‌ଚିକରି ରଇଲା । କାଇକେବଇଲେ ପର୍‌ମେସର୍‌ ତିଆର୍‌ କଲା ସବୁଦିନ୍‌ ରଇବା ସରଗର୍‌ ନଅରେ ରଇବି ବଲି ସେ ଆସାକଲା ।
11 Door het geloof heeft zelfs Sara, en nog wel boven de bepaalde leeftijd, de kracht tot zwangerschap ontvangen, omdat ze Hem, die het beloofd had, voor getrouw heeft gehouden.
୧୧ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ବେସି ଡକ୍‌ରା ରଇଲା ମିସା ଆରି ତାର୍‌ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍‌ମେସର୍‌ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ବଲି ସେ ଜାନିରଇଲା ।
12 Daarom ook is uit één man, en nog wel uit een, die afgeleefd was, een geslacht ontsproten, talrijk als de sterren aan de hemel en als het ontelbare zand aan het strand van de zee.
୧୨ଅବ୍‌ରାଆମ୍ କୁଲ୍‌କୁଲା ଡକ୍‌ରା ଅଇଲାକେ ସେ ପିଲାଜିଲା କରି ନାପାର୍‌ଲା । ଅଇଲେମିସା ତାର୍‌ ନାତିତିତିମନ୍‌ ବାଦଲର୍‌ ତାରା ପାରା ଆରି ସମ୍‌ଦୁରେ ରଇବା ବାଲି ପାରା ଜବର୍‌ ଅଇଗାଲାଇ ।
13 In het geloof zijn ze allen gestorven, zonder het beloofde te hebben ontvangen; maar ze hebben het slechts gezien en begroet uit de verte, en beleden, dat ze vreemdelingen zijn en zwervelingen op aarde.
୧୩ଏ ସବୁ ଲକ୍‌ମନ୍‌ ସେମନ୍‌ ମଲାବେଲେ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ତେ ରଇଲାଇ । ପର୍‌ମେସର୍‌ ସେମନ୍‌କେ କାତା ଦେଇରଇଲାଟା, ସେମନ୍‌ ଜିବନ୍‌ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍‌ଟା ପାଇବାଇ, ସେଟା ଦୁରିକେଅନି ଦେକ୍‌ଲାପାରା ଦେକି ସାର୍‌ଦା ଅଇଲାଇ । ଏ ଜଗତେ ସେମନ୍‌ ବିନ୍‌ ଦେସର୍‌ ପାରା ଆରି ନିଜର୍‌ ଦେସେ ନ ରଇଲା ଲକର୍‌ପାରା ମାନିଅଇକରି ରଇଲାଇ ।
14 Waarlijk, die zó iets zeggen, tonen wel degelijk, op zoek te zijn naar een vaderland.
୧୪ସେମନ୍‌ ମାନିଅଇ ରଇଲାଟାନେ ଅନି ଆମେ ଜାନ୍‌ବୁ ଜେ, ସେମନ୍‌ ନିଜର୍‌ଟା ବଲି ଜାନାଇବା ଗଟେକ୍‌ ଦେସ୍‌ କଜ୍‌ତେ ରଇଲାଇ ।
15 En zo ze daarbij gedacht hadden aan het land, dat ze waren uitgetrokken, dan hadden ze tijd genoeg gehad, om daarheen terug te keren;
୧୫ସେମନ୍‌ ଚାଡିକରି ଆସିରଇବା ଦେସ୍‌ ବିସଇନେଇ ଚିନ୍ତା କରତ୍‌ନାଇ । ସେନ୍ତାରି କର୍‌ତାଇଆଲେ, ସେମନ୍‌ ବାଉଡ୍‌ବାକେ ଅଇତା ।
16 maar feitelijk hebben ze naar een beter gesmacht, naar het hemelse. Daarom schaamt God Zich niet, hun God te worden genoemd; want Hij heeft voor hen een stad bereid.
୧୬ସେମନ୍‌ ଚାଡିଆଇଲା ନଅର୍‌ତେଇଅନି ଅଦିକ୍‌ ନିକ ଗଟେକ୍‌ ନଅରର୍‌ ପାଇ ତାକର୍‌ ଆଁକି ରଇଲା । କାଇକେବଇଲେ, ସେମନ୍‌ ସରଗ୍‌ ଦେସ୍‌ ପାରାଟା କଜ୍‌ତେରଇଲାଇ । ସେମନ୍‌ ତାକେ ପର୍‌ମେସର୍‌ ବଲି ଡାକ୍‌ଲାର୍‍ ପାଇ, ସେ ଲାଜ୍‌ ଅଏନାଇ । କାଇକେବଇଲେ ସେ ତାକର୍‌ପାଇ ଗଟେକ୍‌ ନଅର୍‌ ତିଆର୍‌କଲା ଆଚେ ।
17 Door het geloof heeft Abraham, toen hij op de proef werd gesteld, Isaäk opgeofferd en zijn ééngeborene opgedragen,
୧୭ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ଜେଡେବେଲେ ପର୍‌ମେସର୍‌ ତାକେ ପରିକା କଲା, ସେ ତାର୍‌ ପଅକେ ବଲି ଇସାବେ ସର୍‌ପି ଦେଲା । ମାତର୍‌ ପର୍‌ମେସର୍‌ କାତା ଦେଇରଇଲାଟାନେ ଅବ୍‌ରାଆମର୍‌ ବିସ୍‌ବାସ୍‌ ଡାଁଟ୍‌ ରଇଲା । ଆରି ସେ ତାର୍‌ ଗଟେକ୍‌ ବଲି ପଅ ଇସାକ୍‌କେ ବଲି ଇସାବେ ଦେବାକେ ରାଜି ରଇଲା ।
18 ofschoon hij de belofte had ontvangen, en tot hem was gezegd: "In Isaäk zal uw naam worden voortgeplant."
୧୮ତାର୍‌ ପଅ ଇସାକର୍‌ ଲାଗି, ତାର୍‌ ନାତିତିତିମନ୍‌ ଜବର୍‌ ଅଇଜିବାଇ ବଲି ପର୍‌ମେସର୍‌ ତାକେ କାତା ଦେଇରଇଲା ।
19 Want hij was overtuigd, dat God machtig was, hem op te wekken zelfs uit de doden; vanwaar hij hem dan ook, om zo te zeggen, terug heeft ontvangen.
୧୯ଜଦି ଇସାକ୍‌ ମରିଗାଲେ, ପର୍‌ମେସର୍‌ ତାକେ ଜିବନ୍‌ କରି ଉଟାଇପାର୍‌ସି ବଲି ଅବ୍‌ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍‌ ଅଇକରି ପାଇଲା ପାରା ସେ ରଇଲା ।
20 Door het geloof heeft Isaäk een zegening uitgesproken over Jakob en Esau, zelfs met betrekking tot de toekomstige dingen.
୨୦ଇସାକ୍‌ ତାର୍‌ ବିସ୍‌ବାସର୍‌ ଲାଗି, ତାର୍‌ ପଅମନ୍‌ ଜାକୁବ୍‌ ଆରି ଏସ୍‌ଅକେ ଆଇବା ଦିନ୍‌ମନର୍‌ ପାଇ ଆସିର୍‌ବାଦ୍‌ ଦେଲା ।
21 Door het geloof heeft de stervende Jakob beide zonen van Josef gezegend, en bad hij, steunend op de knop van zijn staf.
୨୧ଜାକୁବ୍‌ ତାର୍‌ ବିସ୍‌ବାସର୍‌ ଲାଗି, ସେ ମର୍‌ବା ବେଲେ ତାର୍‌ ନାତିତିତିମନ୍‌ ଜେ କି ଜସେପର୍‌ ପଅମନ୍‌କେ ଆସିର୍‌ବାଦ୍‌ କଲା । ସେ ଦାରିକରି ଇଣ୍ଡ୍‌ବା ଡାଙ୍ଗ୍‌ ଉପ୍‌ରେ ଆଉଜି କରି ପର୍‌ମେସର୍‌କେ ଉପାସନା କଲା ।
22 Door het geloof heeft Josef bij zijn sterven nog aan de uittocht der zonen Israëls gedacht, en bevelen gegeven met betrekking tot zijn gebeente.
୨୨ଜସେପ୍‌ ତାର୍‌ ବିସ୍‌ବାସର୍‌ ଲାଗି ସେ ମର୍‌ବାବେଲେ ଆଇବା ଦନ୍‌ମନ୍‌କେ ଇସ୍‌ରାଏଲର୍‌ ଲକ୍‌ମନ୍‌ ସବୁ ମିସର୍‌ ଦେସ୍‌ ଚାଡି ଜିବାଇ ବଲି କଇରଇଲା । ଆରି ତାର୍‌ ମଲା ଗାଗଡ୍‌ସଙ୍ଗ୍‍ କାଇଟା କର୍‌ବାର୍‌ ଆଚେ ବଲି ସେମନ୍‌କେ ତିଆରି ରଇଲା ।
23 Door het geloof werd Moses na zijn geboorte drie maanden lang door zijn ouders verborgen, daar ze zagen, "dat het knaapje schoon was;" en ze hebben het bevel van den koning niet gevreesd.
୨୩ମସାର୍‌ ଆୟାବାବାମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଏବ୍‌ରିଅମନର୍‌ ପିଲାଟକିକେ ମରାଇବାର୍‌ ଆଚେ ବଲି ରାଜା ଆଦେସ୍‌ ଦେଇରଇଲା ମିସା, ସେମନ୍‌ ମସା ଜନମ୍‌ ଅଇଲାକେ ତାକେ ତିନ୍‌ମାସ୍‌ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍‌ ସୁନ୍ଦର୍‌ ପିଲା ବଲି ସେମନ୍‌ ଦେକ୍‌ଲାଇ । ରାଜା ଆଦେସ୍‌ କଲାଟାକେ ସେମନ୍‌ ଡରତ୍‌ ନାଇ ।
24 Door het geloof heeft Moses, toen hij groot was geworden, geweigerd, den zoon van Fárao’s dochter te heten,
୨୪ମସା ତାର୍‌ ବିସ୍‌ବାସର୍‌ ଲାଗି, ସେ ବଡ୍‌ ଅଇଲାକେ ରାଜାର୍‌ ଜିଇର୍‌ ପିଲା ବଲାଇଅଇବାକେ ମନ୍‌ କରି ନ ରଇଲା ।
25 en wilde hij liever smaad lijden met Gods volk dan een vergankelijk voordeel trekken uit de zonde;
୨୫ଚନେକର୍‌ପାଇ ସାର୍‌ଦା ଦେବା ପାପ୍‌ କର୍‌ବାତେଇଅନି, ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ କସ୍‌ଟ ଅଇରଇବାଟା ଅଦିକ୍‌ ନିକ ବଲି ସେ ବାବ୍‌ଲା ।
26 hij stelde de smaad van Christus boven de schatten van Egypte, want hij hield het oog op de beloning gevestigd.
୨୬ମସିଅର୍‌ ଲାଗି ଲାଜ୍‌ପାଇ ମୁର୍‌ଚିକରି ରଇବାଟା ମିସର୍‌ ଦେସେଅନି ମିଲାଇରଇବା ବଡ୍‌ ଦନ୍‌ ସଁପତିତେଇଅନି ଅଦିକ୍‌ ନିକଟା ବଲି ସେ ବାବ୍‌ଲା । ଆଇବା ଦିନ୍‌ମନ୍‌କେ ମିଲାଇବା ପୁରୁସ୍‌କାର୍‌ଟାନେ ସେ ଆଁକିପାକାଇ ରଇଲା ।
27 Door het geloof verliet hij Egypte zonder de toorn van den koning te vrezen; want hij stond pal, daar hij als het ware den Onzichtbare had gezien.
୨୭ତାର୍‌ ବିସ୍‌ବାସର୍‌ ଲାଗି, ସେବେଲେ ସେ ମିସର୍‌ଦେସ୍‌ ଚାଡିଆଇଲା । କାଇକେବଇଲେ, ସେ ରାଜାର୍‌ ରିସା ଡରେନାଇ । ଆକିସଙ୍ଗ୍‌ ଦେକି ନାପାର୍‌ବା ପର୍‌ମେସର୍‌କେ ଦେକ୍‌ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
28 Door het geloof heeft hij het Pascha verordend en het bestrijken met bloed, opdat de verderver hun eerstgeborenen niet zou treffen.
୨୮ତାର୍‌ ବିସ୍‌ବାସର୍‌ ଲାଗି ସେ ନିସ୍‌ତାର୍‌ ପରବ୍‌ ମାନ୍‌ଲା ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ରଇବା ଗରର୍‌ କାପାଟେ, ଗଟେକ୍‌ ମେଣ୍ଡାପିଲାର୍‌ ବନି ଚିଚ୍‌ବାକେ ଆଦେସ୍‌ ଦେଲା । ସେ ଏନ୍ତାରି କଲାକେ ପର୍‌ମେସରର୍‌ ଦୁତ୍‌ ଇସ୍‌ରାଏଲ୍‌ ଲକ୍‌ମନର୍‌ ପଣୁଆ ପିଲାମନ୍‌କେ ମରାଏ ନାଇ ।
29 Door het geloof zijn ze de Rode Zee doorgetrokken als door het droge; toen de Egyptenaren het beproefden, verdronken ze.
୨୯ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଲଇତ୍‌ ନାଉଁର୍‌ ସମ୍‌ଦୁର୍‌ ବିତ୍‌ରେ ସୁକ୍‌ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍‌ଲାଇ । ସେମନ୍‌କେ କେଦି ଆନ୍‌ତେରଇବା ମିସର୍‌ ଦେସର୍‌ ଲକ୍‌ମନ୍‌, ସେନ୍ତାରି ଲଙ୍ଗ୍‌ବାକେ ଚେସ୍‌ଟା କଲାଇଜେ ସେମନ୍‌ ସବୁଲକ୍‌ ବୁଡିଗାଲାଇ । କାଇକେବଇଲେ ଜନ୍‌ ସମ୍‌ଦୁରେ ସେମନ୍‌ ଇଣ୍ଡ୍‌ବା ବେଲେ ପାନି ଦୁଇବାଗ୍‌ ଅଇରଇଲା, ପର୍‌ମେସର୍‌ ସେ ପାନି ମିସାଇଦେଲା ।
30 Door het geloof vielen de muren van Jéricho om na een rondgang van zeven dagen.
୩୦ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜିରିକର୍‌ ପାଚୁରିତେଇ ଆସି ସାତ୍‌ ଦିନ୍‌ ଜାକ ତେଇ ବୁଲ୍‌ଲାକେ ତାର୍‌ ପାଚୁରି ବସ୍‌ଲିଗାଲା ।
31 Door het geloof kwam de ontuchtige Rachab niet met de ongehoorzamen om, daar ze de verspieders in vrede ontving.
୩୧ଜେରିକର୍‌ ନଅରେ ରଇବା ରାଆବ୍‌ ନାଉଁର୍‌ ଗଟେକ୍‌ ବେସିଆ ମାଇଜି, ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌କେ ନ ମାନିକରି ରଇବା ଲକର୍‌ ସଙ୍ଗ୍‍ ମରେନାଇ । ଇସ୍‌ରାଏଲର୍‌ କବର୍‌ ନେବା ଲକ୍‌ମନ୍‌ ଲୁଚ୍‌ତେ ନଅରେ ଆଇଲାବେଲେ ରାଆବ୍‌ ସେମନ୍‌କେ ସାଇଜ କଲା ।
32 En wat zal ik nog zeggen? De tijd zou me ontbreken, zo ik verhalen ging van Gédeon, Barak, Samson, Jefte, David, Samuël en de Profeten.
୩୨ମୁଇ ଇତି ତେବ୍‌ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍‌ କଲେ, ଗିଦିୟନ୍‌, ବାରାକ୍‌, ସାମ୍‌ସନ୍‌, ଜେପ୍‌ତା, ସାମୁଏଲ୍‌, ଆରି ବବିସତ୍‌ବକ୍‌ତାମନର୍‌ ବିସ୍‌ବାସ୍‌ ବିସଇ କାତା ଅଇବାକେ ବେଲା ନ କେଟେ ।
33 Door het geloof hebben ze koninkrijken overweldigd, gerechtigheid uitgeoefend, beloften zien vervullen, leeuwenmuilen gestopt;
୩୩ତାକର୍‌ ବିସ୍‌ବାସର୍‌ ଲାଗି କେତେକ୍‌ ଲକ୍‌ ରାଇଜେ ଜୁଇଦ୍‌ କରି ଜିତ୍‌ଲାଇ । ବିନ୍‌ଲକ୍‌ମନ୍‌ ଦରମ୍‌ ଚଲାଚଲ୍‌ତିକରି ପର୍‌ମେସର୍‌ କାତା ଦେଇରଇବାଟା ମିଲାଇଲାଇ । ସେମନ୍‌ ବାଦ୍‌ରା ସିଅଁମନ୍‌କେ ଆରାଇଲାଇ ।
34 hebben ze het geweld van het vuur geblust, de scherpte van het zwaard kunnen ontgaan, nieuwe krachten na zwakheid bekomen, sterkte ontvangen in de strijd, heirscharen van vreemden doen wijken.
୩୪ବିନ୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜବର୍‌ ଜଇଲାଚ୍‌ଲାଇ ମିସା ପଡତ୍‌ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍‌ ଦୁର୍‌ବଲ୍‌ ରଇଲାଇ । ମାତର୍‌ ତାକର୍‌ ବିସ୍‌ବାସର୍‌ ଲାଗି ଡାଟ୍‌ ଅଇଲାଇ । ଜୁଇଦ୍‌କର୍‌ବାକେ ବପୁ ଅଇଲାଇ । ସତ୍‌ରୁମନର୍‌ ସଇନମନ୍‌କେ ଆରାଇଲାଇ ।
35 Vrouwen ontvingen haar doden door opstanding terug. Anderen lieten zich folteren en namen de vrijspraak niet aan, om een betere opstanding te bekomen.
୩୫କେତେଟା ମାଇଜିମନ୍‌ ମିସା ତାକର୍‌ ବିସ୍‌ବାସର୍‌ ଲାଗି ସେମନର୍‌ କୁଟୁମର୍‌ ଲକ୍‌ମନ୍‌କେ ମଲାତେଇଅନି ଜିବନ୍‌ ଅଇତେ ମିଲାଇଲାଇ । ବିସ୍‌ବାସିମନ୍‌କେ ବନ୍ଦିକରି ନେଲାଇ । ସେମନ୍‌ ମର୍‌ବାଜାକ ଦୁକ୍‌ କସ୍‌ଟ ପାଇଲେ ମିସା ତାକର୍‌ ବିସ୍‌ବାସ୍‌ ଚାଡତ୍‌ ନାଇ । ଆଇବା ଦିନ୍‌ମନ୍‌କେ ଅଦିକ୍‌ ନିକ ଜିବନ୍‌ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
36 Anderen weer leden bespotting en geseling, boeien zelfs en gevangenis;
୩୬କେତେ ଲକ୍‌କେ କିଜାଇଲାଇ, କର୍‌ଡା ମାରାଇଲାଇ, ବିନ୍‌ ଲକ୍‌ମନ୍‌କେ ବାନ୍ଦିକରି ଜଇଲେ ପୁରାଇଲାଇ,
37 ze werden gestenigd, door midden gezaagd, op de pijnbank beproefd, door het moordend zwaard gedood. Ze zwierven rond in schapenvachten en geitenvellen, verlaten, verdrukt en mishandeld:
୩୭ବିନ୍‍ ଲକ୍‌ମନ୍‌କେ ପାକ୍‌ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍‍ ମାରାଇଲାଇ । କେତେକ୍‌ ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡତ୍‌ନାଇକେ ଅବ୍‌କା ଚେଲିମେଣ୍ଡା ଚାମ୍‌ସେ ଲୁଗାର୍‌ପାଇ ରଇଲା । ସେମନ୍‌ ବେସି ଅର୍‌କିତ୍‌ ରଇଲାଇ । ସେମନ୍‌କେ ସାଦ୍‌ବାନ୍ଦ୍‌ କରି ତାଡ୍‌ନା କଲାଇ ।
38 de wereld was hunner niet waardig; dus doolden ze rond in woestijnen en bergen, spelonken en holen.
୩୮ଏ ଜଗତର୍‌ କାରାପ୍‌ ଲକ୍‌ମନ୍‌, ସେ ଦରମ୍‌ ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ସମାନ୍‌ ନ ରଇଲାଇ, ବିନ୍‌ ବିସ୍‌ବାସିମନ୍‌ ନିଜର୍‌ ଗର୍‌ଦୁଆର୍‌ ଚାଡି ଆଜିଜାଇରଇବା ଲକ୍‌ମନର୍‌ ପାରା ମରୁବାଲି ବୁଏଁ, ଆରି କୁପ୍‌ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
39 En toch heeft geen van hen de belofte in vervulling zien gaan. ofschoon ze om hun geloof met ere worden vermeld.
୩୯ତାକର୍‌ ବିସ୍‌ବାସର୍‌ ଲାଗି ସେମନ୍‌ ଡାକ୍‌ପୁଟା ଅଇଲାଇ । ଏଲେମିସା ପର୍‌ମେସର୍‌ କାତା ଦେଇରଇବାଟା ସେମନ୍‌ ମିଲାଅତ୍‌ ନାଇ ।
40 Want daar God voor ons iets beters beschikt had, mochten zij niet zonder ons tot verheerlijking komen.
୪୦କାଇକେବଇଲେ ପର୍‌ମେସର୍‌ ଗଟେକ୍‌ ବେସି ନିକ ଜଜ୍‌ନା ଆମର୍‌ପାଇ ଟିକ୍‌ କଲାଆଚେ । ଆମେ ସେ ଲକ୍‌ମନର୍‌ ସଙ୍ଗ୍‍ ନ ମିସ୍‌ବାଜାକ, ସେ ସେମନ୍‌କେ କାତା ଦେଇରଇଲାଟା ସିଦ୍‌ ନ କରେ ।

< Hebreeën 11 >