< Efeziërs 1 >

1 Paulus, door de wil van God apostel van Christus Jesus: aan de heiligen te Éfese en de gelovigen in Christus Jesus:
ମୁଇ ପାଉଲ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ଗଟେକ୍‌ ପେରିତ୍‌ ସିସ୍‌ ଅଇ ବାଚି ଅଇଆଚି । ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ବିସ୍‌ବାସ୍‌ସଙ୍ଗ୍‌ ଜିଉନା କାଉନା କର୍‌ତେ ରଇବା ଏପିସିୟର୍‌ ବିସ୍‌ବାସିମନର୍‌ ଲଗେ ଏ ଚିଟି ଲେକ୍‌ଲିନି ।
2 Genade en vrede zij u van God onzen Vader, en van den Heer Jesus Christus.
ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ସବୁଲକ୍‌କେ ଜିବନ୍‌ ଦୁକାଇକରି ସାନ୍ତି ଦେଅ ।
3 Geprezen zij de God en Vader van onzen Heer Jesus Christus, die ons in Christus gezegend heeft met allerlei geestelijke zegening uit de hemelen.
ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ବାବା ପର୍‌ମେସର୍‌ ଦନିଅବାଦ୍‌ ପାଅ । କାଇକେ ବଇଲେ ସେ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ମିସାଇକରି ସର୍‌ଗେ ରଇବା ସବୁଜାକ ଆତ୍‌ମାଇଅନି ମିଲାଇବା ଆସିର୍‌ବାଦ୍‌ ଦେଇଆଚେ ।
4 In Hem toch heeft Hij ons vóór de grondvesting der wereld uitverkoren, om heilig en vlekkeloos te zijn in zijn oog.
କିରିସ୍‌ଟର୍‌ ସଙ୍ଗ୍‍ ମିସିରଇକରି ଆମେ ଜେନ୍ତି ପର୍‌ମେସରର୍‌ ଅଇବୁ, ସେଟାର୍‌ପାଇ ସେ ଆମ୍‌କେ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ବାଚି ରଇଲା । ଜେନ୍ତାରିକି ସୁକଲ୍‌ ଆରି କାଇ ଦସ୍‌ ନ ଅଇତେ ତାର୍‌ ମୁଆଟେ ଟିଆଅଇବୁ ।
5 Liefdevol heeft Hij, volgens het welbehagen van zijn wil, ons voorbestemd, om zijn kinderen te worden door Jesus Christus,
ତାର୍‌ ଆଲାଦର୍‌ ଲାଗି, ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ସେ ଆମ୍‌କେ ତାର୍‌ ନିଜର୍‌ ପଅଜି ପାରା କର୍‌ବାକେ ବାଚିଆଚେ । ଏଟାସେ ତାର୍‌ ଆଦେସ୍‌ ଆରି ସାର୍‌ଦା ।
6 tot lof zijner heerlijke genade, waarmee Hij ons begenadigd heeft in den Beminde.
ଜେନ୍ତାରିକି ତାର୍‍ ବଡ୍‍ ଜିବନ୍‍ ଦୁକାନିର୍‍ ଲାଗି ଆମେ ତାକେ ଡାକ୍‍ପୁଟା କରୁ । ତାର୍‍ ଆଲାଦର୍‍ ପଅ କରି ରଇଲା କାମର୍‍ ଲାଗି, ଇନାମେ ତାର୍‍ ଜିବନ୍‍ ଦୁକାଇଲାଟା ସେ ଆମ୍‍କେ ଦେଲା ଆଚେ ।
7 In Hem bezitten we de verlossing door zijn Bloed, de vergiffenis der zonden naar de rijkdom zijner genade.
କିରିସ୍‌ଟ ବନି ଜରାଇ ମଲାର୍‌ପାଇ ଆମେ ମୁକ୍‌ତି ପାଇଆଚୁ ଆରି ଆମର୍‌ ସବୁଜାକ ପାପ୍‌ କେମା ଅଇଲା ଆଚେ । ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା କେଡେ ବଡ୍‌ ବିସଇ!
8 Die genade heeft Hij, tezamen met wijsheid en inzicht, in volle overvloed over ons uitgestort,
ସେଟା ସେ ଆମ୍‌କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍‍ ଆରି ବୁଜ୍‍ବା ବପୁ ସଙ୍ଗ୍‍ ମିସା ଦେଲା ଆଚେ।
9 toen Hij ons het geheim openbaarde van zijn raadsbesluit, dat Hij naar zijn welbehagen bij Zichzelf had vastgesteld
ଆଗ୍‍ତୁ ଆମେ ଜାନି ନ ରଇଲା ତାର୍‍ ଜଜ୍‍ନାର୍‍ ଟିକିନିକି ବିସଇ, ସେ ଆମ୍‍କେ ଜାନାଇ ଆଚେ । ସେଟା ଜିସୁ କିରିସ୍‍ଟର୍‍ ଦେଇ ସେ ପୁରାପୁରୁନ୍‌ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍‍ଦା କଲା ।
10 voor het Bestel in de volheid der tijden: om namelijk alles wat in de hemel en op aarde is, in Christus weer samen te brengen.
୧୦ସରଗେ ଆରି ଜଗତେ ତିଆର୍‌ ଅଇରଇବା ସବୁ ବିସଇ ଗଟେକ୍‌ଟାନେ ଆନ୍‍ବାକେ ପର୍‌ମେସରର୍‌ ଜଜ୍‍ନା ରଇଲା । କିରିସ୍‌ଟ ସେସବୁ ବିସଇର୍‌ ମୁଣ୍ଡ୍ ପାରା ଅଇକରି ରଇସି । ଏଟା ସମାନ୍‌ ବେଲାଇ ସେ ପୁରାପୁରୁନ୍‌ କର୍‌ସି ।
11 In Hem ook hebben we het erfdeel verkregen, waartoe we waren voorbestemd krachtens de beschikking van Hem, die alles tot stand brengt naar het besluit van zijn wil;
୧୧କିରିସ୍‍ଟର୍‍ ସଙ୍ଗ୍‍ ମିସାଇ କରି, ପରମେସର୍‌, ଆମେ ଜିଉଦିମନ୍‍କେ ବାଚି ଆଚେ । କାଇକେ ବଇଲେ ଆଗେ ଅନି ଏନ୍ତାରି କର୍‍ବାକେ ସେ ଜଜ୍‍ନା କରି ରଇଲା । ସେ ଜେନ୍ତାରି ମନ୍‍ କର୍‍ସି, ସେ ଇସାବେ ସବୁ ବିସଇ ପୁରାପୁରୁନ୍‌ କର୍‌ସି ।
12 opdat wij, die eerst op Christus hebben gehoopt, ook zijn glorie zouden mogen loven.
୧୨ଜେନ୍ତାରିକି ଆମେ ଜେତ୍‍କି ଜିଉଦି ଲକ୍‍ ପର୍‌ତୁମ୍‌ କିରିସ୍‌ଟକେ ଆସାକରି ରଇଲୁ, ସବୁଲକ୍‌ ପରମେସର୍‌କେ ମଇମା କରୁ!
13 En gij, die het woord der waarheid, de blijde boodschap uwer zaligheid, hebt gehoord en er in hebt geloofd, ook gij zijt in Hem verzegeld geworden met den beloofden heiligen Geest,
୧୩ତମେ ମିସା ଜେଡେବେଲେ ମୁକ୍‌ତି ପାଇବା, ଏ ସୁବ୍‌ କବରର୍‌ ସତ୍‌ କାତା ସୁନ୍‌ଲାସ୍‌, ସେ ବେଲେଅନି ପର୍‌ମେସରର୍‌ ଲକ୍‌ ଅଇଆଚାସ୍‌ । ତମେ କିରିସ୍‌ଟକେ ବିସ୍‌ବାସ୍‌ କଲାକେ, ପର୍‌ମେସର୍‌ ସେ ଦେଇରଇବା କାତା ଇସାବେ ସୁକଲ୍‌ ଆତ୍‌ମା ଦାନ୍‌ କରିଆଚେ । ଆରି ସେ ତମ୍‌କେ ଚିନ୍‌ କଲାଆଚେ ।
14 het Onderpand onzer erfenis; opdat gij als zijn eigendom moogt worden vrijgekocht, en zijn glorie moogt loven.
୧୪ପର୍‌ମେସର୍‌ ତାର୍‌ ଲକ୍‌ମନ୍‌କେ ଜେତ୍‌କି ବିସଇ ଦାନ୍‌ କର୍‌ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍‌ଆତ୍‌ମା ଆମର୍‌ବାଟେ ଟିଆଅଇସି । ପର୍‌ମେସର୍‌ ତାର୍‌ ଲକ୍‌ମନ୍‌କେ ପୁରାପୁରୁନ୍‌ ନିଜେ ମନ୍‌କରି ମୁକ୍‌ତି ଦେଇସି । ଏଟା ସତ୍‌ ବଲିକରି, ଆସା ପର୍‌ମେସର୍‍କେ ମଇମା କରୁ!
15 En omdat ik gehoord heb van uw geloof in den Heer Jesus en van uw liefde voor alle heiligen,
୧୫ସେଟାର୍‌ ପାଇ ମାପ୍‌ରୁ ଜିସୁର୍‌ ଲଗେ ତମେ ବିସ୍‌ବାସ୍‌ କର୍‌ବାଟା ଆରି ପର୍‌ମେସରର୍‌ ଲକ୍‌ମନର୍‍ ପାଇ ରଇବା ତମର୍‍ ଆଲାଦର୍‍ ବିସଇ ସୁନ୍‌ଲା ଦିନେଅନି,
16 houd ik niet op, dank te brengen voor u, wanneer ik in mijn gebeden gedenk.
୧୬ମୁଇ ପର୍‌ମେସର୍‌କେ ତମର୍‌ପାଇ ଦନିଅବାଦ୍‌ ଦେଇ ଆଇଲିନି । ମୁଇମିସା ପାର୍‌ତନା କଲାବେଲେ ତମର୍‌ପାଇ ପର୍‌ମେସର୍‌କେ ଦନିଅବାଦ୍‌ ଦେବାକେ ପାସ୍‌ରି ଜାଇ ନାଇ । ମୁଇ ପାର୍‌ତନା କଲାବେଲେ ତମ୍‌କେ ଏତାଇଲିନି ।
17 Moge de God van onzen Heer Jesus Christus, de Vader der glorie, u een geest van wijsheid en openbaring verlenen, opdat gij Hem moogt leren kennen.
୧୭ଆରି ଡାକ୍‌ପୁଟାର୍‌ ବାବା, ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ପର୍‌ମେସର୍‌କେ ପାର୍‌ତନା କଲିନି । ଜେନ୍ତିକି ସେ ତମ୍‌କେ ସୁକଲ୍‌ ଆତ୍‌ମା ଦେଇସି । ସେ ଆତ୍‌ମା ତମ୍‌କେ ଗିଆନ୍‌ କରାଇସି ଆରି ପର୍‌ମେସର୍‌କେ ତମର୍‌ ମୁଆଟେ ଦେକାଇସି ।
18 Hij verlichte de ogen van uw hart, opdat gij moogt inzien: welke de hoop is, waartoe Hij u geroepen heeft; welke de rijkdom der glorie is, die Hij aan de heiligen als erfenis schenkt;
୧୮ମୁଇ ପାର୍‍ତନା କଲିନି, ଜେନ୍ତାରିକି ତାର୍‌ ଉଜଲ୍‌ ଦେକ୍‌ବାକେ ତମର୍‌ ଆତ୍‌ମାର୍‌ ଆଁକି ଡିସ । ଜେନ୍ତିକି ଜନ୍‌ ଆସା ନେଇକରି ତମେ ତାର୍‌ ଲଗେ ଆସି ଆଚାସ୍‌, ସେଟା ଜାନିପାରାସ୍‌ ।
19 en welke de overweldigende grootte der kracht is, die Hij ons gelovigen ten dienste stelt. Dezelfde krachtige werking zijner Macht
୧୯ତାର୍‌ ଲକ୍‌ମନର୍‌ ପାଇ ସେ ଦେଇରଇବା କାତାର୍‌ ସବୁ ବଡ୍‌ ଆସିର୍‌ବାଦ୍‌ କେତେକ୍‌ ଅଦିକ୍‌ ଆଚେ । ଆରି ଆମର୍‌ ପାରା ବିସ୍‌ବାସିମନର୍‌ ପାଇ ରଇବା ତାର୍‌ ବପୁ କେଡେ ବଡ୍‌, ସେଟା ତମେ ଜାନି ପାରାସ୍‌ ।
20 heeft Hij ook in Christus betoond, door Hem uit de doden op te wekken, en Hem te doen zetelen aan zijn rechterhand in de hemel:
୨୦ଏବେ ଆମର୍‌ ବିତ୍‌ରେ କାମ୍‍ କର୍‍ତେରଇବା ସେ ବପୁର୍‌ ସଙ୍ଗ୍‍ସେ, ପର୍‌ମେସର୍‌ କିରିସ୍‌ଟକେ ମଲାତେଇଅନି ଉଟାଇକରି ତାର୍‌ ଉଜାବାଟେ ବସାଇଆଚେ ।
21 hoog boven alle heerschappij en macht en kracht en hoogheid, en boven elke naam, die genoemd wordt in deze wereld niet alleen, maar ook in de toekomstige wereld; (aiōn g165)
୨୧କିରିସ୍‌ଟ ସର୍‌ଗେ, ସାସନ୍‌ କର୍‌ବା ଲକ୍‌ମନ୍‌କେ, ସନ୍‌ମାନ୍‌ ପାଇବା ଲକ୍‌ମନ୍‌କେ, ବପୁରଇବା ଲକ୍‌ମନ୍‌କେ ଆରି ସାସନ୍‌କାରିଆମନର୍‌ ଉପ୍‌ରେ ସାସନ୍‌ କର୍‌ସି । ତାର୍‌ ଅଦିକାର୍‍ ଏବର୍‍ ସାସନ୍‍କାରିଆମନର୍‍ କି ଆଇବା ଦିନର୍‍ ସାସନ୍‍କାରିଆମନର୍‍ ତେଇଅନି ଅଦିକ୍‍ ବପୁ ସଙ୍ଗର୍‍ ଆଚେ । (aiōn g165)
22 "en alles heeft Hij onder zijn voeten gesteld." En Hij heeft Hem aan de Kerk geschonken als Hoofd van alles;
୨୨ପର୍‌ମେସର୍‌ ସବୁବିସଇ କିରିସ୍‌ଟର୍‌ ପାଦ୍‌ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍‍ ଉପ୍‌ରେ, ସବୁର୍‌ତେଇଅନି ଉପ୍‌ରର୍‌ ମାପ୍‌ରୁ କରି ମଣ୍ଡଲିକେ ଦାନ୍‌କଲା ଆଚେ ।
23 zij is zijn Lichaam, vol van Hem, die alles in allen vervult.
୨୩ମଣ୍ଡଲି ଅଇଲାନି କିରିସ୍‌ଟର୍‌ ଗାଗଡ୍‌ । କିରିସ୍‍ଟର୍‍ ଜିବନ୍‍ ସଙ୍ଗ୍‍ ମଣ୍ଡଲି ପୁରାପୁରୁନ୍‌ ଅଇସି । ଆରି କିରିସ୍‌ଟ ସବୁବିସଇ ପୁରାପୁରୁନ୍‌ କର୍‌ସି ।

< Efeziërs 1 >