< Handelingen 12 >

1 Omstreeks die tijd legde koning Herodes de hand op enige leden der Kerk, om hen te mishandelen.
ଏ ବେଲାଇ, ଏରଦ୍‌ ରାଜା ଜିରୁସାଲେମ୍‌ ମଣ୍ଡଲିର୍‌ କେତେକ୍‌ ବିସ୍‌ବାସିମନ୍‌କେ ତାଡ୍‌ନା ଦେବାର୍‌ ଦାର୍‌ଲା ।
2 Jakobus den broer van Johannes, doodde hij met het zwaard.
ଜଅନର୍‌ ବାଇ ଜାକୁବ୍‌କେ କାଣ୍ଡା ସଙ୍ଗ୍‍ ମାରି ମରାଇଲା, ଜାକୁବ୍‌ ଜଅନର୍‌ ବଡ୍‌ ବାଇ ରଇଲା ।
3 Toen hij zag, d t dit aan de Joden aangenaam was, liet hij ook Petrus gevangen nemen. Het was in de dagen der ongedesemde broden
ଜାକୁବ୍‌କେ ମରାଇଲାଟା ଜିଉଦିମନ୍‌କେ ସାର୍‌ଦା କରାଇଲା । ଏଟା ଦେକି ଏରଦ୍‌ ପିତର୍‌କେ ମିସା ବନ୍ଦି କର୍‌ବାକେ ତିଆର୍‌ଲା । ଏଟା ଜିଉଦିମନ୍‌ କମିର୍‌ ନ ମିସାଇତେ ରୁଟିକର୍‌ବା ପରବ୍‌ ବେଲେ ଅଇରଇଲା ।
4 Zodra hij hem in handen had, sloot hij hem in de gevangenis op, en liet hem door vier afdelingen elk van vier soldaten, bewaken. Het was zijn bedoeling, na het paasfeest hem voor het volk te brengen.
ସଇନମନ୍‌ ପିତର୍‌କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍‌ ପଚେ ସବୁ ଲକର୍‌ ମୁଆଟେ ବିଚାର୍‌ନା କର୍‌ବି ବଲି ଏରଦ୍‌ ବାବି ରଇଲା । ସେଟାର୍‌ପାଇ ଗଟେକ୍‌ ଦଲେ ଚାରିଲକ୍‌ ଲାକା ଅଇ, ଚାରିଟା ଦଲ୍‌କରି ସନିଅମନ୍‌ ତାକେ ଜାଗିରଇଲାଇ ।
5 Maar terwijl Petrus in de gevangenis bleef opgesloten, werden er zonder ophouden door de Kerk voor hem gebeden opgedragen aan God.
ପିତର୍‌ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍‌ ବିସ୍‌ବାସିମନ୍‌ ଗଟେକ୍‌ ଅଇକରି ତାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେରଇଲାଇ ।
6 Toen nu Herodes hem vóór zou laten komen, sliep Petrus die nacht tussen twee soldaten; hij was met twee kettingen geboeid, en wachters voor de deur bewaakten de kerker.
ଜନ୍‌ ଦିନେ ଏରଦ୍‌ ପିତର୍‌କେ ଲକ୍‌ମନର୍‌ ମୁଆଟେ ଆନ୍‌ବାକେ କାତା ଦେଇରଇଲା, ତାର୍‌ ଆଗ୍‌ତୁର୍‌ ରାତି ପିତର୍‌ ବନ୍ଦିଗରେ ଦୁଇଟା ଜାଗୁଆଲ୍‌ମନର୍‌ ମଜାଇ ସଇରଇଲା । ତାକେ ସନିଅମନର୍‌ ମିସ୍‌ତେ ଦୁଇଟା ଆତେ ଦୁଇଟା ସିକ୍‌ଲି ସଙ୍ଗ୍‍ ବାନ୍ଦିରଇଲାଇ । ଆରି ଜାଗୁଆଲ୍‌ମନ୍‌ ବନ୍ଦିଗରର୍‌ ଦୁଆରେ ଜାଗିରଇଲାଇ ।
7 En zie, daar stond een engel des Heren, en een licht schitterde in de cel. Hij stiet Petrus in de zij, wekte hem, en sprak: Sta haastig op. En de kettingen vielen van zijn handen af.
ସେ ଦାପ୍‌ରେ, ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଆସି ପିତରର୍‌ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍‌ରା ଉଜଲ୍‌ ଅଇଗାଲା । ସରଗର୍‌ ଦୁତ୍‌ ପିତର୍‌କେ କନ୍ଦେ ଦାରି ଚୁଲ୍‌ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍‌ରେ ଉଟ୍‌!” ଉଟ୍‌ଲା ଦାପ୍‌ରେ ବାନ୍ଦି ଅଇରଇଲା ସିକ୍‌ଲି କୁସ୍‌ଲିଗାଲା ।
8 De engel zei hem: Doe uw gordel om, en bind uw sandalen aan. Hij deed het. Hij vervolgde: Sla uw mantel om, en kom achter mij aan.
ତାର୍‌ପଚେ ଦୁତ୍‌ କଇଲା, “ଆଁଟାଇ ତୁଆଲ୍‌ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍‌ ।” ପିତର୍‌ ସେନ୍ତି କଲା ପଚେ ଦୁତ୍‌ କଇଲା, “ଚାଦର୍‌ ଡାବିଅଇକରି ମର୍‌ ସଙ୍ଗ୍‍ ଆଉ ।”
9 Hij ging naar buiten en volgde hem, zonder te weten, dat het werkelijkheid was, wat de engel gedaan had; hij meende een visioen te aanschouwen.
ପିତର୍‌ ଦୁତର୍‌ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍‌ ଜନ୍‌ଟା କର୍‌ତେରଇଲା, ସେଟା ସତ୍‌ କି ନଏଁ ବଲି ଜାନି ନାପାର୍‌ତେରଇଲା । “ଏଟା ଗଟେକ୍‌ ଦର୍‌ସନ୍‌ ଦେକ୍‌ଲିନି ।” ବଲି ବାବ୍‌ତେରଇଲା ।
10 Ze gingen nu de eerste en de tweede wachtpost voorbij, en kwamen aan de ijzeren poort, die naar de stad leidt; deze ging vanzelf voor hen open. Ze traden naar buiten, sloegen een straat in: —en plotseling was de engel verdwenen.
୧୦ସେମନ୍‌ ଜାଗୁଆଲ୍‌ମନ୍‌ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍‌ବା ଲୁଆ କାପାଟ୍‌ ରଇବା ଲଗେ ଆଇଲାଇ । ତାକର୍‌ପାଇ ଲୁଆ କାପାଟ୍‌ ତାର୍‌ମନ୍‌କେସେ ଉଗାଡିଅଇଗାଲା ଆରି ସେମନ୍‌ ବାରଇ ଉଟିଆଇଲାଇ । ସେମନ୍‌ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍‌ ସରଗର୍‌ ଦୁତ୍‌ ପିତର୍‌କେ ଚାଡି ମାୟା ଅଇଗାଲା ।
11 Nu kwam Petrus tot bezinning, en sprak: Thans weet ik zeker, dat de Heer zijn engel heeft gezonden, en mij heeft gered uit de hand van Herodes, en van al wat het volk der Joden verwachtte.
୧୧ତାର୍‌ପଚେ ଜାଇଟା ଗଟିରଇଲା, ସେଡ୍‌କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍‌ ଜାନିପାରି କଇଲା, “ଏଟା ସତ୍‌ ବଲି ମୁଇ ଜାନିଆଚି । ଏରଦର୍‌ ଟାନେଅନି ଆରି ଜିଉଦି ଲକ୍‌ମନ୍‌ ଜାଇଟା ଗଟ୍‌ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍‌ବାକେ ମାପ୍‌ରୁ ସରଗର୍‌ ଦୁତ୍‌କେ ପାଟାଇରଇଲା ।”
12 Hij dacht een ogenblik na, en ging naar het huis van Maria, de moeder van Johannes, ook Markus genaamd, waar velen in gebed waren verenigd.
୧୨ନିଜର୍‌ ବିସଇ ଜାନିକରି ସେ ଜଅନ୍‌ ମାର୍‌କର୍‌ ଆୟା ମରିୟମର୍‌ ଗରେ ଗାଲା । ତେଇ ବେସି ବିସ୍‌ବାସିମନ୍‌ ରୁଣ୍ଡିକରି ପିତରର୍‌ ପାଇ ପାର୍‌ତନା କର୍‌ତେ ରଇଲାଇ ।
13 Toen hij aan de deur van het voorportaal klopte, kwam een dienstmeisje, Rode genaamd, opendoen.
୧୩ପିତର୍‌ ବାଇରର୍‌ କାପାଟେ ଟକ୍‌ଟକ୍‌ କରି ମାର୍‌ଲାକେ, ରଦା ନାଉଁର୍‌ ଗଟେକ୍‌ ଗତିଦାଙ୍ଗ୍‌ଡି କାପାଟ୍‌ ଉଗାଡ୍‌ବାକେ ଆଇଲା ।
14 Maar toen ze de stem van Petrus herkende, opende ze van blijdschap het voorportaal niet; ze vloog naar binnen, om te vertellen, dat Petrus buiten het voorportaal stond.
୧୪ପିତରର୍‌ କଁଟ୍‌ସର୍‌ ଜାନିପାରି ସେ ଏତେକ୍‌ ସାର୍‌ଦା ଅଇଲା ଜେ କାପାଟ୍‌ ନ ଉଗାଡି ବିତ୍‌ରେ ପାଲାଇକରି ତେଇର୍‌ ବିସ୍‌ବାସିମନ୍‌କେ କଇଲା, “ପିତର୍‌ ବାଇରେ ଟିଆଅଇଲା ଆଚେ ।”
15 Men gaf haar ten antwoord: Ge zijt niet goed wijs. Maar ze hield vol, dat het zo was. Nu zeide men: Dan is het zijn engel.
୧୫ସେମନ୍‌ ତାକେ କଇଲାଇ, “ତୁଇ ବାୟାଅଇଲୁସ୍‌ନି! ମାତର୍‌ ‘ଏଟା ସତ୍‌ ।’ ବଲି ସେ ଡାଟ୍‌ ସଙ୍ଗ୍‍ କଇଲାଗ୍‌ଲାକେ, ସେମନ୍‌ ଏଟା ତାର୍‌ ଦୁତ୍‌ କାଇକି,” ବଲି ବାବ୍‌ଲାଇ ।
16 Maar toen Petrus bleef kloppen, deden ze open, zagen hem en stonden versteld.
୧୬ପିତର୍‌ ତର୍‌କେ ତର୍‌ କାପାଟେ ମାର୍‌ତେ ରଇଲା । ସାରାସାରି ସେମନ୍‌ କାପାଟ୍‌ ଉଗାଡି ତାକେ ଦେକି କାବାଅଇଗାଲାଇ ।
17 Met de hand gaf hij hun een teken, dat ze zouden zwijgen. Hij verhaalde hun, hoe de Heer hem uit de gevangenis geleid had, en sprak: Vertel het aan Jakobus en aan de broeders. Toen ging hij heen, en vertrok naar een andere plaats
୧୭ସେ ଆତ୍‌ ସାଗିଆକରି ସେମନ୍‌କେ ଚିମ୍‌ରା ଅଇବାକେ କଇଲା । ଆରି ମାପ୍‌ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍‌କରାଇ ଆନ୍‌ଲା, ସେ ବିସଇ ସେମନ୍‌କେ କଇଲା । ତାର୍‌ ପଚେ ଏ ସବୁ କାତା ଜାକୁବ୍‌ ଆରି ବିନ୍‌ ସବୁ ବାଇମନ୍‌କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍‌ବାଟେ ଉଟିଗାଲା ।
18 Maar toen het dag was geworden, overviel de soldaten een ontzettende angst; waar toch Petrus gebleven kon zijn.
୧୮ସାକାଲ୍‌ ପାଇଲାକେ “ପିତର୍‌ କେନେଗାଲା?” ବଲି ଜାଗୁଆଲ୍‌ମନ୍‌ କିଲ୍‌ବିଲ୍‌ ଅଇଗାଲାଇ ।
19 Herodes liet naar hem zoeken, maar vond hem niet. Nu riep hij de wachters ter verantwoording, en liet hen ter dood brengen. Hijzelf vertrok uit Judea naar Cesarea, en hield daar zijn verblijf.
୧୯ଏରଦ୍‌ ଏଟା ସୁନିକରି ପିତର୍‌କେ କଜ୍‌ବାକେ ତାର୍‌ ସନିଅମନ୍‌କେ ଆଦେସ୍‌ ଦେଲା । ମାତର୍‌ ସେମନ୍‌ ତାକେ ମିଲାଇ ନାପାର୍‌ଲାଇ । ତେବେ ସାରାସାରି ଜାଗୁଆଲ୍‌ମନ୍‌କେ ପାଚାର୍‌ଲା । କେନ୍ତି ଏଟା ଅଇଲାଟା କଇନାପାର୍‌ଲାକେ ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ଆଦେସ୍‌ ଦେଲା । ତାର୍‌ ପଚେ ଏରଦ୍‌ ଜିଉଦା ରାଇଜେଅନି ଜାଇ କେତେ ଦିନର୍‌ପାଇ କାଇସରିଆଇ ବାସା ଅଇରଇଲା ।
20 Nu was hij zeer verbitterd geweest op de Tyriërs en Sidoniërs. En omdat hun land zijn levensmiddelen betrok uit dat van den koning, gingen ze gezamenlijk bij hem hun opwachting maken, wisten Blastus, den kamerheer van den koning, voor zich te winnen, en smeekten om vrede.
୨୦ସେ ବେଲାଇ ଏରଦ୍‌ ସର୍‌ ଆରି ସିଦନର୍‌ ଲକ୍‌ମନ୍‌କେ ବେସି ରିସା ଅଇରଇଲା । ସେଟାର୍‌ ପାଇ ତେଇର୍‌ ଲକ୍‌ମନ୍‌ ଗଟେକ୍‌ ଦଲ୍‌, ତାକେ ବେଟ୍‌ ଅଇବାକେ ଗାଲାଇ । ପର୍‌ତୁମ୍‌ ସେମନ୍‌ ରାଜା ସଇବା ଗର୍‌ ଦାଇତେ ରଇଲା ବାଲସ୍‌ଟସ୍‌କେ ବୁଜାଇ, ତାର୍‌ ସାଇଜ ପାଇଲାଇ । ତାର୍‌ ପଚେ ସେମନ୍‌ ଏରଦର୍‌ ଲଗେ ଜାଇ ସାନ୍ତିସଙ୍ଗ୍‍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍‌ ରାଇଜେଅନି ସେମନର୍‌ ଦେସେ କାଇବା ଜିନିସ୍‌ ଜାଇତେରଇଲା ।
21 Op de vastgestelde dag zat Herodes in vorstelijk gewaad op de troon, en hield een toespraak tot hen.
୨୧ଜନ୍‌ ଦିନେ ଏରଦର୍‌ ସଙ୍ଗ୍‍ ସେମନ୍‌ ବେଟ୍‌ ଅଇବାକେ ଟିକ୍‌ କରିରଇଲାଇ, ସେ ରାଜାମନ୍‌ ପିନ୍ଦ୍‌ବା ବସ୍‌ତର୍‌ ପିନ୍ଦ୍‌ଲା ଆରି ତାର୍‌ ବସ୍‌ବା ଜାଗାଇ ବସି ଲକ୍‌ମନ୍‌କେ ଗଟେକ୍‌ ବାସନ୍‌ ଦେଲା ।
22 En het volk juichte hem toe: Dat is taal van een god, en niet van een mens.
୨୨ସୁନ୍‌ବା ଲକ୍‌ମନ୍‌ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍‌ ନଏଁ, ମାତର୍‌ ପର୍‌ମେସର୍‌!”
23 Maar op hetzelfde ogenblik sloeg hem een engel des Heren, omdat hij aan God niet de eer had gegeven; hij werd door de wormen verteerd, en stierf.
୨୩“ମୁଇ ପର୍‌ମେସର୍‌ ନଇ,” ବଲି କଏ ନାଇକେ ଦାପ୍‌ରେ ମାପ୍‌ରୁର୍‌ ଦୁତ୍‌ ଏରଦ୍‌କେ ରଗି କରାଇଲା । ସେଟାର୍‌ପାଇ ତାର୍‌ ଗୁଲାଇଗାଗଡ୍‌ କିଡା କାଇଲାଇ ଆରି ମରିଗାଲା ।
24 Maar het woord des Heren groeide aan, en breidde zich uit.
୨୪ଏ ବେଲାଇ ବିସ୍‌ବାସିମନ୍‌ ପର୍‌ମେସରର୍‌ ବାକିଅ ସୁନ୍‌ଲାଇ ଆରି ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ ବଡିଗାଲାଇ ।
25 Intussen waren Bárnabas en Saul, na hun taak te hebben volbracht uit Jerusalem teruggekeerd, en hadden Johannes, ook Markus geheten, met zich mee gebracht.
୨୫ଜିଉଦା ଦେସର୍‌ ବିସ୍‌ବାସିମନ୍‌କେ ଡାବୁ ଦେଇ ସାରାଇକରି ବର୍‌ନବା ଆରି ସାଉଲ୍‌, ଆନ୍‌ଟିଅକିଆଇ ଆଇଲାଇ । ଜଅନ୍‌ ଆରି ମାର୍‌କକେ ମିସା ସେମନ୍‌ ସଙ୍ଗ୍‍ ନେଇ ଜିରୁସାଲମେ ବାଅଡ୍‌ଲାଇ ।

< Handelingen 12 >