< 1 Corinthiërs 1 >

1 Paulus, apostel van Christus Jesus, geroepen door Gods wil, en broeder Sóstenes:
ମୁଇ ପାଉଲ୍‌ ଆରି ଆମର୍‌ ସଙ୍ଗର୍‌ ବିସ୍‌ବାସି ସସ୍‌ତିନା ଜୁଆର୍‌ ଜାନାଇଲୁନି । ପର୍‌ମେସରର୍‌ ମନ୍‍ କଲା ଇସାବେ କିରିସ୍‌ଟ ଜିସୁର୍‌ ପେରିତ୍‌ ଅଇବାକେ ମକେ ବାଚିଆଚେ ।
2 aan de Kerk Gods te Korinte, aan hen die geheiligd zijn door Christus Jesus, aan de uitverkoren heiligen, en aan allen die de naam van Jesus Christus aanroepen in iedere plaats, zowel bij hen als bij ons:
କରନ୍ତିୟ ନଅରେ ରଇବା ପର୍‌ମେସରର୍‌ ମଣ୍ଡ୍‌ଲିର୍‌ ଲକ୍‌ମନ୍‌କେ ଲେକ୍‌ଲୁନି । ପର୍‌ମେସର୍‌ ତମ୍‌କେ ଜିସୁକିରିସ୍‌ଟ ସଙ୍ଗ୍‌ ମିସାଇ, ତାର୍‌ ନିଜର୍‌ ଲକ୍‌ କଲାଆଚେ । ଆରି ମାପ୍‌ରୁ ଜିସୁକିରିସ୍‌ଟକେ ଉପାସନା କର୍‌ବା, ସବୁ ଜାଗାଇ ରଇବା ଲକର୍‌ ସଙ୍ଗ୍‌ ତମ୍‌କେ ସୁକଲ୍‌ ଅଇବାକେ ବାଚିଆଚେ । ସେ ଆମର୍‌ ମାପ୍‌ରୁ ଆରି ତାକର୍‌ ମିସା ।
3 Genade zij u en vrede van God onzen Vader, en van den Heer Jesus Christus.
ଆମର୍‌ ବାବା ପର୍‌ମେସର୍‌ ଆରି ଜିସୁ କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
4 Ten allen tijde dank ik God om u voor Gods genade, die u gegeven is in Christus Jesus;
କିରିସ୍‌ଟ ଜିସୁର୍‌ଟାନେ ପର୍‌ମେସରର୍‌ ଜେନ୍ତି ଜିବନ୍‌ ଦୁକାଇରଇଲା, ସେ ଜିବନ୍‌ ଦୁକାନିର୍‌ ଲାଗି, ମୁଇ ସବୁବେଲେ ତମର୍‌ ବିସଇନେଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି ।
5 want door Hem zijt gij rijk geworden in ieder opzicht, —in alle woord en in alle kennis
କାଇକେବଇଲେ ତମେ କିରିସ୍‌ଟ ସଙ୍ଗ୍‍ ମିସିକରି ଆଚାସ୍‌ ବଲି ପର୍‌ମେସର୍‌ ତମ୍‌କେ ଲଡାକେ ଅଇବା ସବୁ ବିସଇ, ତମର୍‌ କାତା ଅଇବା ବପୁ ଆରି ସବୁ ରକାମର୍‌ ଗିଆନ୍‌ ଦେଇଆଚେ ।
6 in dezelfde mate als de belijdenis van Christus vastheid onder u heeft gekregen.
କିରିସ୍‌ଟର୍‌ ବିସଇନେଇ ତମ୍‌କେ ଜନ୍‌ କବର୍‌ କଇରଇଲୁ, ସେଟା ଟିକ୍‌ ଆକା ବଲି ଜାନା ପଡ୍‌ଲାନି ।
7 En zo staat gij in geen enkele genadegave ten achter al de tijd, dat gij de openbaring afwacht van onzen Heer Jesus Christus.
ତେବେ ତମେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍‌ ଆତ୍‌ମାର୍‍ ଦାନ୍‌ ମିଲାଇ ଆଚାସ୍‍ ।
8 Bovendien zal Deze u vast doen staan ten einde toe, zodat gij onberispelijk zijn zult op de dag van onzen Heer Jesus Christus.
ଜେନ୍ତିକି ଆମର୍‌ ମାପ୍‌ରୁ ଜିସୁ ଆଇବା ଦିନେ ତମ୍‌କେ କାଇ ମିସା ନିନ୍ଦା ନ ଅ । ଏଟାର୍‌ପାଇ ମାପ୍‌ରୁ ତମ୍‌କେ ସାରାସାରି ଜାକ ମିସା ତବିର୍‌ କରି ସଙ୍ଗଇସି ।
9 God is getrouw; Hij door wien gij geroepen zijt tot de gemeenschap met zijn Zoon, Jesus Christus onzen Heer.
ଜନ୍‌ ପର୍‌ମେସରର୍‌ ଲାଗି ତମେ ତାର୍‌ ପଅ ଜିସୁ କିରିସ୍‌ଟ, ଆମର୍‌ ମାପ୍‌ରୁର୍‌ସଙ୍ଗ୍‌ ମିସିବିଡି ରଇବାକେ ବାଚିଅଇ ଆଚାସ୍‌, ସେ ସେନ୍ତି କର୍‌ସି ଆକା ବଲି ଡାଟ୍‌ ସଙ୍ଗ୍‌ ବିସ୍‌ବାସ୍‌ କଲାସ୍‌ନି ।
10 Broeders, ik bezweer u uit naam van onzen Heer Jesus Christus, dat gij allen hetzelfde spreekt en dat er onder u geen scheuringen zijn, maar dat gij volkomen één zijt in dezelfde gezindheid en dezelfde overtuiging.
୧୦ଏ ମର୍‌ ବାଇବଇନିମନ୍‌, ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ମୁଇ ତମ୍‌କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍‌ ଗଟେକ୍‌ କାତାଇ ରାଜି ଉଆ, ଆରି ତମର୍‌ ତମର୍‌ ବିତ୍‌ରେ ବେଗ୍‌ଲା ବେଗ୍‌ଲି ଉଆନାଇ । ମାତର୍‌ ତମେ ଗଟେକ୍‌ ଦଲ୍‌, ଗଟେକ୍‌ ମନ୍‌ ଆରି ଗଟେକ୍‌ କାତାଇ ରାଜି ଉଆ ।
11 Want, mijn broeders, door de lieden van Chloë is me over u bekend geworden, dat er twisten onder u zijn.
୧୧ତମର୍‌ ତମର୍‌ ବିତ୍‌ରେ ଲାଗାଜଡା ଆଚେ ବଲି ମୁଇ କିଲିୟର୍‌ କୁଟୁମେ ଅନି ସୁନିଆଚି ।
12 Ik bedoel dit: Iedereen van u zegt: "Ik ben van Paulus, ik van Apollo, ik van Kefas, ik van Christus."
୧୨ମୁଇ ବାବ୍‌ଲିନି, ତମର୍‌ ବିତ୍‌ରେ କେତେଲକ୍‌ କଇବାଇ, ଆମେ ପାଉଲର୍‍ ବାଟେ ଜିବାଲକ୍‌, କେତେଲକ୍‌ ଆପଲର୍‌ ବାଟେ ଜିବାଲକ୍‌, କେତେଲକ୍‌ କେପାର୍‌ ବାଟେ ଜିବା ଲକ୍‌, ଆରି କେତେଲକ୍‌ ଆମେ କିରିସ୍‌ଟର୍‌ ବାଟେ ଜିବା ଲକ୍‌ ।
13 Is Christus soms verdeeld? Of is Paulus soms voor u gekruisigd, of zijt gij in Paulus’ naam gedoopt?
୧୩କିରିସ୍‌ଟକେ ମୁକା ମୁକା କରି ବାଗ୍‌ ବାଗ୍‌ କଲାପାରା ଦଲ୍‌ ଅଇଆଚାସ୍‌ । ମୁଇ ପାଉଲ୍‌, ତମର୍‌ ପାଇ କୁର୍‌ସେ ମରିରଇଲି କି? କି ତମେ ପାଉଲର୍‌ ନାଉଁ ଦାରି ଡୁବନ୍‌ ନେଇରଇଲାସ୍‌?
14 Ik ben er dankbaar om, dat ik niemand van u gedoopt hebt behalve Krispus en Gajus,
୧୪ସେଟାର୍‌ପାଇ କିରିସ୍‌ପ ଆରି ଗାଅକେ ଚାଡ୍‌ଲେ ତମର୍‌ ବିତ୍‌ରେ ଆରି କାକେ ମିସା ଡୁବନ୍‌ ଦେଇ ନାଇ ବଲି ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି ।
15 zodat men niet zeggen kan, dat gij in mijn naam zijt gedoopt.
୧୫ତମେ ମର୍‌ ନାଉଁ ଦାରି ଡୁବନ୍‌ ନେଇଆଚାସ୍‌ ବଲି କେଡେବେଲେ କେ ମିସା କଇଦେବାଇ ।
16 Ook Stéfanas’ familie heb ik nog gedoopt; overigens weet ik niet, dat ik iemand anders gedoopt heb.
୧୬ଉଁ ତିପାନ୍‌କେ ଆରି ତାର୍‌ କୁଟୁମର୍‌ ଲକ୍‌କେ ମିସା ଡୁବନ୍‌ ଦେଇରଇଲି । ଆରି କାକେ ଡୁବନ୍‌ ଦେଲିଆଚି କି ନାଇ ବଲି ମକେ ଏତ୍‌ ଆସେ ନାଇ ।
17 Want Christus heeft mij niet gezonden om te dopen, maar om het Evangelie te verkondigen: niet met wijsheid van woorden, opdat het Kruis van Christus zijn betekenis niet zou verliezen.
୧୭କାଇକେବଇଲେ କିରିସ୍‌ଟ ମକେ ଡୁବନ୍‌ ଦେବାକେ ପାଟାଏ ନାଇ, ନିମାନ୍‌ କବର୍‌ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍‌ମନର୍‌ ଗିଆନ୍‌ ଇସାବେ ସେଟା ମୁଇ କର୍‌ତି, ସେନ୍ତାର୍‌ ଆଲେ କିରିସ୍‌ଟର୍‌ କୁର୍‌ସର୍‍ କବରର୍‌ ବପୁ ଉନା ଅଇତା ।
18 Immers de prediking van het Kruis is wel een dwaasheid voor hen, die verloren gaan, maar voor ons, die behouden worden, is ze een kracht Gods.
୧୮କୁରୁପ୍‌ନାସ୍‌ ଅଇଜାଇତେରଇବା ଲକ୍‌ମନର୍‌ପାଇ, କୁରୁସେ ଅଇଲା କିରିସ୍‌ଟର୍‌ ମରନର୍‌ କାତା, କାଇ ମୁଲିଅ ନାଇ । ମାତର୍‌, ଆମର୍‌ପାଇ ସେଟା ପର୍‌ମେସରର୍‌ ବପୁ । ଆମେ ମୁକ୍‌ତି ପାଇତେରଇବା ଲକ୍‌ମନ୍‍ ।
19 Want er staat geschreven: "Ik zal de wijsheid der wijzen verdelgen, En het beleid der verstandigen te niet doen."
୧୯ତେବେ ଦରମ୍‌ ସାସ୍‌ତରେ ଏନ୍ତି ଲେକାଆଚେ, ମୁଇ ଗିଆନ୍‌ ରଇବା ଲକ୍‌ମନର୍‌ ଗିଆନ୍‌ ନସାଇବି, ଆରି ବୁଦି ରଇବା ଲକ୍‌ମନର୍‌ ବୁଦି କାଇ ଲଡାକେ ନ ଆଇଲା ପାରା କର୍‌ବି ।
20 Waar is de wijze? Waar de schriftgeleerde? Waar de redetwister dezer wereld? Heeft God de wijsheid dezer wereld niet dwaas gemaakt? (aiōn g165)
୨୦ତେବେ ଗିଆନ୍‌ ରଇବା ଲକ୍‌ମନର୍‌ ବିସଇ କାଇଟା କଇଅଇସି? ସାସ୍‌ତର୍‌ ସିକାଉମନର୍‌ ବିସଇ କାଇଟା କଇ ଅଇସି? ଆରି ଏ ଜୁଗର୍‌ ଦଦାପେଲା ଅଇବା ଲକ୍‌ମନର୍‌ ବିସଇ କାଇଟା କଇଅଇସି? ପର୍‌ମେସର୍‌ ଏ ଜଗତର୍‌ ଗିଆନ୍‌ ରଇବା ଲକ୍‌ମନ୍‌କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି? (aiōn g165)
21 Want daar volgens het bestel van Gods wijsheid de wereld niet door de wijsheid tot de kennis van God is gekomen, zo heeft het God behaagd, de gelovigen zalig te maken door de dwaasheid der prediking.
୨୧ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ ଚାଲାକିସଙ୍ଗ୍‍ ପର୍‌ମେସର୍‌କେ ନ ଜାନତ୍‌ ବଲି, ସେ ନିଜର୍‌ ଗିଆନ୍‌ ଇସାବେ ଟିକ୍‌କଲା । ଆମେ ଜାନାଇବା ବିସଇ ଜନ୍‌ଟା କି କାଇ ମୁଲିଅ ନାଇ ବଲି ଲକ୍‌ମନ୍‌ କଇବାଇ, ସେଟା ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ ମୁକ୍‌ତି ଦେବାକେ ପର୍‌ମେସର୍‌ ସାର୍‌ଦା ଅଇଲା ।
22 Terwijl de Joden tekenen eisen, en de Grieken wijsheid zoeken,
୨୨ଜିଉଦିମନ୍‌ କାବା ଅଇଜିବା ଚିନ୍‌ ପାଇ ଦାବି କଲାଇନି । ଗିରିକ୍‌ମନ୍‌ ଗିଆନ୍‌ କଜ୍‌ଲାଇନି ।
23 preken wij Christus gekruisigd, voor de Joden een ergernis en voor de heidenen een dwaasheid,
୨୩ମାତର୍‌ ଆମେ କୁରୁସ୍‌ ଉପ୍‌ରେ ଚଗାଇ ଅଇରଇବା କିରିସ୍‌ଟର୍‌ ବିସଇ ଜାନାଇଲୁନି । ଏ କାତା ସୁନ୍‌ଲେ ଜିଉଦିମନ୍‌ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍‌ମନ୍‌ ସେ କାତାର୍‌ କାଇ ମୁଲିଅ ନାଇ ବଲି ବାବ୍‌ଲାଇନି ।
24 maar voor hen, die geroepen zijn, Joden zowel als Grieken, een Christus, Gods kracht en Gods wijsheid.
୨୪ମାତର୍‌ ଜିଉଦି ଅଅତ୍‌, କି ଜିଉଦି ନଇଲା ଲକ୍‌ ଅଅତ୍‌, ଜନ୍‌ ଲକ୍‌ମନ୍‌ ବାଚି ଅଇଆଚତ୍‌, ସେମନର୍‌ ପାଇ କିରିସ୍‌ଟ ପର୍‌ମେସରର୍‌ ବପୁ ଆରି ପର୍‌ମେସରର୍‌ ଗିଆନ୍‌ ପାରା ଆଚେ ।
25 Want het dwaze van God is wijzer dan de mensen, en het zwakke van God is krachtiger dan de mensen.
୨୫ତେବେ ଜନ୍‌ଟା ପର୍‌ମେସରର୍‌ ବକୁଆ ବିସଇ ସେଟା ମୁନୁସର୍‌ ଗିଆନେ ଅନି ଅଦିକ୍‌ ଆଚେ, ଆରି ଜନ୍‌ଟା ପର୍‌ମେସରର୍‌ ଦୁର୍‌ବଲ୍‌ ବିସଇ, ସେଟା ମୁନୁସର୍‌ ବପୁଟାନେଅନି ଅଦିକ୍‌ ବପୁ ।
26 Inderdaad, broeders, denkt eens aan uw eigen roeping terug; niet velen waren wijzen naar het vlees, niet velen machtig, niet velen aanzienlijk.
୨୬ଏ ବାଇବଇନିମନ୍‌, ପର୍‌ମେସର୍‌ ତମ୍‌କେ ବାଚ୍‌ଲା ବେଲେ ତମେ କେନ୍ତାର୍‌ ରଇଲାସ୍‌ ବାବିଦେକା । ଜଗତର୍‌ ବିଦି ଇସାବେ ବେସିଲକ୍‌ ଗିଆନି ନ ରଇଲାସ୍‌ । ବେସିଲକ୍‌ ନେତା ନ ରଇଲାସ୍‌ ଆରି ବଡ୍‌ ଗରେ ଜନମ୍‌ ନ ଅଇରଇଲାସ୍‌ ।
27 Neen, het dwaze der wereld heeft God uitverkoren, om de wijzen beschaamd te maken; en het zwakke der wereld heeft God uitverkoren, om het sterke te beschamen;
୨୭ପର୍‌ମେସର୍‌ ଗିଆନି ଲକ୍‌ମନ୍‌କେ ଲାଜ୍‌ କରାଇବାକେ ଜଗତର୍‌ ଦୁର୍‌ବଲ୍‌ ଲକ୍‌ମନ୍‌କେ ବାଚ୍‌ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍‌ମନ୍‌ ଆରି ବପୁ ରଇବା ଲକ୍‌ମନ୍‌ ଲାଜ୍‌ ଅଇଜିବାଇ ।
28 en het onaanzienlijke der wereld en het onbeduidende heeft God uitverkoren: alles wat niets is, om te niet te doen, wat iets is,
୨୮ତେବର୍‌ ପାଇ, ପର୍‌ମେସର୍‌ ଏ ଜଗତର୍‌ କାଇ ଲଡାକେ ନ ଆସେ ବଲି କଇବା ଲକ୍‌ମନ୍‌କେ, ଆରି ସବୁବେଲେ ତଲେ ରଇ ଲକ୍‍ମନ୍‍ ଗିନ୍‌ କର୍‌ତେରଇବା ଲକ୍‌କେ ବାଚ୍‌ଲାଆଚେ ।
29 opdat geen vlees zou roemen voor God.
୨୯ଜେନ୍ତାର୍‌ କି ଜଗତ୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ବଡ୍‌ ବଲି ନାମାଇ ଅଇବାଇ, ସେମନ୍‌ କାଇ ଲଡାକେ ନ ଆସତ୍‌ ଆରି ପର୍‌ମେସରର୍‌ ମୁଆଟେ କେ ମିସା ବଡ୍‌ପନ୍‌ ଅଇ ନ କଅତ୍‌ ।
30 Door Hem toch behoort gij aan Christus Jesus, die ons door God geworden is: Wijsheid, Gerechtigheid, Heiliging en Verlossing;
୩୦ମାତର୍‌ ପର୍‌ମେସର୍‌ ତମ୍‌କେ କିରିସ୍‌ଟ ଜିସୁର୍‌ ସଙ୍ଗ୍‌ ମିସାଇଆଚେ ଆରି ସେ କିରିସ୍‌ଟକେସେ ଆମର୍‌ପାଇ ଗିଆନ୍‌ ପାରା କରିଆଚେ । ତାର୍‌ଲାଗି ଆମେ ପର୍‌ମେସର୍‌ ସଙ୍ଗ୍‍ ସତ୍‌ ମିସାବିଡା ଅଇଲାଟା ଆରିତରେକ୍‌ ଜଡିଅଇଲାଆଚେ । ଆମେ ଦରମ୍‌ ଆରି ସୁକଲ୍‌ ଲକ୍‌ ଅଇ ପାପେ ଅନି ମୁକ୍‌ତି ପାଇଆଚୁ ।
31 opdat gelijk geschreven staat: "Hij die roemt, Roeme in den Heer."
୩୧ମାତର୍‌ ଜେନ୍ତି ଦରମ୍‌ ସାସ୍‌ତରେ ଲେକା ଅଇଆଚେ, ଜେ ଜଦି ବଡ୍‌ପନ୍‌ ଅଇସି, ତେବେ ସେ ମାପ୍‌ରୁ କଲା କାମ୍‌ ତେଇ ବଡ୍‌ପନ୍‌ ଅ ।

< 1 Corinthiërs 1 >