< ତିତସ୍ 1 >
1 ୧ ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ ।
Павло, раб Бога й апостол Ісуса Христа, за вірою обраних Богом і пізнанням істини, що веде до побожності,
2 ୨ ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ । (aiōnios )
у надії на вічне життя, яке до початку часів пообіцяв Бог, Що ніколи не обманює. (aiōnios )
3 ୩ ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ ।
Свого часу Він явив Своє Слово через доручене мені проповідування згідно з наказом Бога, нашого Спасителя.
4 ୪ ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ । ବାବା ପର୍ମେସର୍କେ ଆରି ଆମର୍ ଉଦାର୍କାରିଆ ଜିସୁକିରିସ୍ଟକେ ମୁଇ ବାବୁଜିଆ କଲିନି, ସେମନ୍ ତକେ ଦୟା ଦେକାଅତ୍ ଆରି ସାନ୍ତି ଦେଅତ୍ ।
Титу, [моїй] справжній дитині в спільній вірі. Благодать і мир від Бога Отця та Христа Ісуса, нашого Спасителя.
5 ୫ କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍କି ସବୁ କାମ୍ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍ତୁମ୍ ବିସଇ । କିରତେ ରଇବା ସବୁ ଜାଗାର୍ ମଣ୍ଡଲିମନ୍କେ ପାର୍ଚିନ୍ ଇସାବେ ଲକ୍ମନ୍କେ ବାଚ୍ । ମୁଇ ତର୍ ସଙ୍ଗ୍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି ।
Я залишив тебе на Криті, щоб ти впорядкував недокінчене та призначив старійшин у кожному місті, як я доручив тобі.
6 ୬ ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ ।
[Звісно, лише] якщо є хтось бездоганний, чоловік однієї дружини, має вірних дітей, [які б] не були звинувачені в розпусті чи непокірності.
7 ୭ ବିନ୍ ବିସ୍ବାସିମନ୍କେ ଜତନ୍ କର୍ବାକେ ଦାଇତ୍ ଇସାବେ ପର୍ମେସର୍ ଗଟେକ୍ ପାର୍ଚିନ୍କେ ଦେଲାଆଚେ । ତେବର୍ ପାଇ ଜନ୍ ମଣ୍ଡଲିର୍ ପାର୍ଚିନ୍କେ ତୁଇ ବାଚ୍ସୁ, ତାକେ କାଇ ଦସ୍ ନ ରଅ । ସେ ବଡ୍ପନିଆ ନ ରଇବାର୍, ଦାପ୍ରେ ରିସା ନ ଅଇବାର୍, ମଦୁଆ ନ ରଇବାର୍, ବିନ୍ ଲକର୍ ସଙ୍ଗ୍ କିରଜାଟି ନ ଅଇବାର୍, ଡାବୁକେ ଆସା ନ କର୍ବାର୍ ।
Адже єпископ, який є Божим управителем, повинен бути бездоганним, не зарозумілим, не дратівливим, не схильним до пияцтва, не [повинен бути] забіякою чи охочим до наживи,
8 ୮ ସେନ୍ତାରି ନ ଅଇକରି ଲକ୍ମନ୍କେ ଡାକିନେବା ଲକ୍, ଦରମ୍ ବିସଇ କର୍ବାକେ ମନ୍ କର୍ବା ଲକ୍, ନିଜେ ଜାଗ୍ରତ୍ ରଇବା ଲକ୍, ବଡ୍ ସାନ୍ ଇସାବେ ନ ଦେକ୍ବା ଲକ୍, ସୁକଲ୍ ଇସାବେ ଚଲାଚଲ୍ତି କର୍ବା ଲକ୍, ନିଜେ ମନ୍କର୍ବା ବିସଇଟାନେ ଜାଗ୍ରତ୍ ଅଇବା ଲକ୍, ରଇବାର୍ ଆଚେ ।
натомість має бути гостинним, любити добро, бути стриманим, справедливим, святим і дисциплінованим,
9 ୯ ସେ ଲକ୍ ଆମେ ସିକାଇତେରଇବା ସୁବ୍ କବର୍ ଡାଟ୍ସଙ୍ଗ୍ ବିସ୍ବାସ୍ କରିରଇବାର୍ ଆଚେ । ଏ କବର୍ ସତ୍ ଆରି ନ ବାଦ୍ଲେ ବଲି ସେ ଜାନ୍ବାର୍ ଆଚେ । ଏନ୍ତାର୍ ଆଲେ ସେ ଲକ୍ମନ୍କେ ସତ୍ ବିସଇ ସିକାଇପାର୍ସି । ଆରି ଜନ୍ ଲକ୍ ତାର୍ ବିରୁଦେ କାତା ଅଇଲାଇନି, ତାକର୍ ବୁଲ୍ ଦେକାଇପାର୍ସି ।
який дотримується вірного Слова згідно з [отриманим] вченням, щоби був спроможним підбадьорювати й інших здоровим вченням і картати тих, що противляться.
10 ୧୦ ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।
Адже є багато непокірних, нерозумних балакунів і обманщиків, особливо серед обрізаних,
11 ୧୧ ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି ।
яким треба затуляти рота, оскільки вони руйнують цілі сім’ї, навчаючи [людей] того, чого не повинні, заради ганебної наживи.
12 ୧୨ କିରତେଅନି ଆଗେ ଗଟେକ୍ ଗିଆନ୍ ରଇବା ଲକ୍ ରଇଲା । ସେ ଏନ୍ତାରି କଇରଇଲା, “କିରତେରଇବା ଲକ୍ମନ୍ ବେସି ମିଚ୍ କଇବାଇ । ସେମନ୍ ବନର୍ ପସୁପାରା ଚଲାଚଲ୍ତି କର୍ବାଇ ଆରି ସେମନ୍ ବେସି ଅଲ୍ସିଆ ଆରି କାଉରାମନ୍ ।”
Навіть один із них, їхній же пророк, сказав: «Критяни – постійні брехуни, люті звірі, ледачі ненажери».
13 ୧୩ କିରତେ ରଇବା ଲକର୍ ବିସଇ ସେ ବବିସତ୍ବକ୍ତା କଇଲାଟା ଏବେ ମିସା ସତ୍ସେ । ତେବର୍ ପାଇ ସେମନ୍କେ ଡାଟ୍ ସଙ୍ଗ୍ ଦମ୍କାଇକରି କଇବାର୍ ଆଚେ । ଜେନ୍ତାରିକି ସେମନ୍ ସତ୍ ସିକିଆ ବିସ୍ବାସ୍ କର୍ବାଇ ।
Це свідчення правдиве. Тому картай їх суворо, щоб вони були здоровими у вірі
14 ୧୪ ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
та не звертали уваги на юдейські міфи та заповіді людей, які відвертаються від істини.
15 ୧୫ ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।
Для чистих усе чисте, але для осквернених і невіруючих немає нічого чистого, а їхній розум і сумління осквернені.
16 ୧୬ ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।
Вони стверджують, що знають Бога, але своїми вчинками зрікаються [Його], будучи огидними, неслухняними та непридатними до жодного доброго вчинку.