< ତିତସ୍‌ 3 >

1 ସାସନ୍‌କାରିଆ ଆରି ଅଦିକାରିମନର୍‌ ତଲେ ରଇକରି ସେମନ୍‌ ତିଆର୍‌ଲାଟା ମାନିକରି ରଇବାକେ ମଣ୍ଡଲିର୍‌ ବାଇବଇନିମନ୍‌କେ ଏତାଇଦେସ୍‌ । ବିନ୍‌ ଲକ୍‌କେ କାଇ ସାଇଜ ମିସା କର୍‌ବାକେ ଜାଗ୍‌ରତ୍‌ ଅଇରଅତ୍‌ ।
ഭരണാധികാരികൾക്കും മേധാവികൾക്കും വിധേയരും അനുസരണശീലമുള്ളവരുമായി നല്ലകാര്യങ്ങൾ ചെയ്യുന്നതിൽ ഉത്സാഹം കാണിക്കാൻ വിശ്വാസികളെ നീ ഓർമിപ്പിക്കുക.
2 ବିନ୍‌ ଲକର୍‌ ବିସଇ ମିଚ୍‌ ନ କଇ ସବୁର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍, ଆଲାଦେ, ମନ୍‌ବିତ୍‌ରେ ଦରମ୍‌ରଇ ମିସିବିଡି ରଅତ୍‌ ।
ആരെക്കുറിച്ചും അപവാദം പറയാതെയും തർക്കങ്ങൾ ഒഴിവാക്കിയും സൗമ്യശീലരായി എല്ലാവരോടും വിനയത്തോടെ പെരുമാറുവാനും നീ ഓർമിപ്പിക്കുക.
3 କାଇକେବଇଲେ ଗଟେକ୍‌ ବେଲାଇ ଆମେମିସା ବକୁଆ ଲକର୍‌ପାରା ରଇ ପର୍‌ମେସରର୍‌ କାତା ନ ମାନିକରି, ବୁଲ୍‌ ବିସଇ କର୍‌ତେରଇଲୁ । ଆମର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଜେତ୍‌କି ସବୁ ବିସଇ ରଇଲା, ସେଟା ସବୁ ସାର୍‌ଦାସଙ୍ଗ୍‍ କର୍‌ତେରଇଲୁ । ବିନ୍‌ ଲକର୍‌ ତିପୁଲ୍‌ କାତା ଗୁଲାଇବାଟେ ବିଚିକରି ସେମନ୍‌କେ ଇଁସା କର୍‌ତେରଇଲୁ । ସେମନ୍‌ ଆମ୍‌କେ ଗିନ୍‌ କର୍‌ତେରଇଲାଇ, ଆମେମିସା ସେମନ୍‌କେ ଗିନ୍‌ କର୍‌ତେରଇଲୁ ।
കാരണം, നാമും ഒരുകാലത്ത് അജ്ഞരും അനുസരണകെട്ടവരും മറ്റുള്ളവരാൽ വഞ്ചിക്കപ്പെട്ടവരും പലതരം പാപമോഹങ്ങൾക്കും സുഖഭോഗങ്ങൾക്കും അടിമകളും വെറുപ്പിലും അസൂയയിലും ജീവിച്ചവരും പരസ്പരം ഏറ്റവും വെറുക്കുന്നവരും ആയിരുന്നു.
4 ମାତର୍‌ ଆମେ ସେନ୍ତାରି ଚଲାଚଲ୍‌ତି କର୍‌ତେରଇଲେ ମିସା ଆମର୍‌ ମୁକ୍‌ତିକାରିଆ ପର୍‌ମେସର୍‌ ନିଜର୍‌ ଦୟା ଆରି ଆଲାଦ୍‌ ଆମ୍‌କେ ଦେକାଇଆଚେ ।
എന്നാൽ, നമ്മുടെ രക്ഷിതാവായ ദൈവത്തിന്റെ ദയയും മനുഷ്യരോടുള്ള സ്നേഹവും പ്രത്യക്ഷമായപ്പോൾ,
5 ପାପର୍‌ ଡଣ୍ଡେଅନି ସେ ଆମ୍‌କେ ମୁକ୍‌ଲାଇଲା । ଆମେ ଦରମ୍‌ କାମ୍‌ କଲାର୍‌ପାଇ ସେ ଆମ୍‌କେ ଏନ୍ତି କରେନାଇ । ମାତର୍‌ ସେ ଆମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍‌ ଆତ୍‌ମା ଦେଇକରି ସେ ଆମ୍‌କେ ରକିଆ କଲା । ଜେକି ଆମର୍‌ ସବୁ ପାପ୍‌ ଦଇକରି ନୁଆ ଜିବନ୍‌ ଦେଲା ।
നാം ചെയ്ത നീതികർമങ്ങളാലല്ല, മറിച്ച് അവിടത്തെ കരുണയാൽത്തന്നെ, പുതിയ ജന്മം നൽകുന്ന ശുദ്ധീകരണത്താലും പരിശുദ്ധാത്മാവിലൂടെയുള്ള നവീകരണത്താലും അവിടന്ന് നമ്മെ രക്ഷിച്ചിരിക്കുന്നു.
6 ଆମର୍‌ ରକିଆକାରି ଜିସୁକିରିସ୍‌ଟ କଲା କାମର୍‌ଲାଗି ପର୍‌ମେସର୍‌ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍‌କି ବଇଲେ ସେତ୍‌କି ଆମ୍‌କେ ସୁକଲ୍‌ଆତ୍‌ମା ଦେଲା ଆଚେ ।
നമ്മുടെ രക്ഷകനായ യേശുക്രിസ്തുവിലൂടെയാണ് ദൈവം പരിശുദ്ധാത്മാവിനെ നമ്മുടെമേൽ സമൃദ്ധമായി ചൊരിഞ്ഞത്.
7 ପର୍‌ମେସର୍‌ ଆମ୍‌କେ ତାର୍‌ ପିଲାଟକି କର୍‌ବାକେ ଏନ୍ତାରି କଲା ଆଚେ । ତାର୍‌ସଙ୍ଗ୍‍ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ବଁଚ୍‌ବାକେ ଆମେ ଆସା କର୍‌ବାର୍‌ ଅଇସି । ଆମର୍‌ପାଇ ରଇବା ତାର୍‌ ବଡ୍‌ ଦୟାର୍‌ଲାଗି, ତାର୍‌ ମୁଆଟେ ଦସି ଇସାବେ ନ ଦେକେ । ପର୍‌ମେସର୍‌ ଆମ୍‌କେ କାଇ ଦସ୍‌ ନ କଲା ଲକ୍‌ବଲି ଜାନାଇଆଚେ । (aiōnios g166)
യേശുവിന്റെ കൃപയാൽ നാം നീതീകരിക്കപ്പെടാനും പ്രത്യാശയായ നിത്യജീവന്റെ അവകാശികൾ ആകാനും ആണ് ഇങ്ങനെ ചെയ്തത്. (aiōnios g166)
8 ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍‌ ବଲି ମାନିଅଇସି । ତେବର୍‌ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍‌ରି ଏତାଇତେ ର । ଜେନ୍ତାରିକି ପର୍‌ମେସର୍‌କେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସବୁ ଦରମ୍‌ କାମ୍‌ କର୍‌ବାକେ ମନ୍‌ଦିଆନ୍‌ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍‌ପାଇ ସେଟା ନିକ ଆରି କାମ୍‌କେ ଆଇସି ।
ഇത് വിശ്വാസയോഗ്യമായ വചനമാണ്. ദൈവത്തിൽ വിശ്വസിച്ചവർ ഊർജസ്വലതയോടെ സൽപ്രവൃത്തികളിൽ വ്യാപൃതരാകാനായി ഇക്കാര്യങ്ങൾക്കെല്ലാം നീ പ്രാധാന്യം നൽകണമെന്ന് ഞാൻ ആഗ്രഹിക്കുന്നു. ഇത് നല്ലതും മനുഷ്യർക്കെല്ലാം ഉപകാരപ്രദവുമാണ്.
9 ମାତର୍‌ ଜନ୍‌ ଲକ୍‌ମନ୍‌ କାଇ ଲଡାକେ ନ ଆଇବା ବିସଇର୍‌ପାଇ ଦଦାପେଲା ଅଇବାଇ, ଆରି ତାକର୍‌ କୁଟୁମର୍‌ ଆନିଦାଦିମନର୍‌ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍‌ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।
നേരേമറിച്ച്, അർഥശൂന്യമായ തർക്കങ്ങൾ, കുടുംബശ്രേഷ്ഠതയെപ്പറ്റിയുള്ള സംസാരം, ലഹളകൾ, ന്യായപ്രമാണസംബന്ധമായ തർക്കവിതർക്കങ്ങൾ എന്നിവയിൽനിന്നു പിന്മാറുക. ഇവ വ്യർഥവും നിഷ്ഫലവുമാണ്.
10 ୧୦ ବିସ୍‌ବାସିମନର୍‌ ବିତ୍‌ରେ ଜଦି କେ ମିସା ଗଟେକ୍‌ ବେଗ୍‌ଲାଇବା ଲକ୍‌ ରଇଲେ, ତାକେ ଡାଟ୍‌ ସଙ୍ଗ୍‍ କଇକରି ଚାଡାଇଦେସ୍‌ । ସେ ନ ଚାଡ୍‌ଲେ ଆରିତରେକ୍‌ ଜାଗ୍‌ରତା କରା । ତାର୍‌ପଚେ ମିସା ସେ କରିଲାଗିରଇଲେ ତାକେ ଚାଡିଦେସ୍‌ ।
അന്തഃഛിദ്രം ഉണ്ടാക്കുന്ന വ്യക്തിയെ ഒന്നുരണ്ടുതവണ ഗുണദോഷിച്ചശേഷം ഒഴിവാക്കുക.
11 ୧୧ ଏନ୍ତାରି ଲକ୍‌ ସତ୍‌ ବିସଇତେଇଅନି ମନ୍‌ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍‌ । ତାର୍‌ ପାପର୍‌ଲାଗି ସେ ପର୍‌ମେସରର୍‌ ମୁଆଟେ ଦସ୍‌ କରିଆଚେ ବଲି ଲକ୍‌ମନ୍‌ ନିକସଙ୍ଗ୍‍ ଜାନ୍‌ବାଇ ।
വഴിതെറ്റിക്കുന്നവനും പാപത്തിൽ ആണ്ടുപോയവനും എന്ന് അയാൾ സ്വയം വിധിച്ചിരിക്കുന്നതായി നിനക്കറിയാമല്ലോ.
12 ୧୨ ତକେ ସାଇଜ କର୍‌ବାକେ ମୁଇ ଆର୍‌ତେମସ୍‌କେ ନଇଲେ ତେକିକସ୍‌କେ ପାଟାଇବି । ଆକର୍‌ ବିତ୍‌ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍‌ ଅଇବାକେ ଆଉ । କାଇକେବଇଲେ ସିତ୍‌ମାସ୍‌ ସାର୍‌ବାଜାକ ତେଇ ରଇବାକେ ମୁଇ ମନ୍‌ କଲିନି ।
ഞാൻ അർത്തേമാസിനെയോ തിഹിക്കൊസിനെയോ നിന്റെ അടുത്തേക്കയയ്ക്കുമ്പോൾ നിക്കൊപ്പൊലിസിൽ വന്ന് എന്നെ കാണാൻ പരമാവധി പരിശ്രമിക്കുക. ശീതകാലത്ത് അവിടെ താമസിക്കാൻ ഞാൻ തീരുമാനിച്ചിരിക്കുന്നു,
13 ୧୩ ଜିନି ନାଉଁର୍‌ ଗଟେକ୍‌ ଅକିଲ୍‌ ଆରି ଆପଲ୍‌ ନାଉଁର୍‌ ଆରିଗଟେକ୍‌ ଲକ୍‌ ଜିବାକେ ବାରଇବାବେଲେ, ସେମନ୍‌କେ ଜେତ୍‌କି ସାଇଜ ଲଡା ଆଚେ, ସେଟା ସବୁ କରିଦେସ୍‌ । ସେମନ୍‌କେ ଲଡାକେ ଆଇବାଟା ଜାଗାଇଦେସ୍‌ ।
നിയമജ്ഞനായ സേനാസിനെയും അപ്പൊല്ലോസിനെയും ഒരു കുറവുംകൂടാതെ ഉത്സാഹത്തോടെ നീ യാത്രയാക്കുക.
14 ୧୪ ସେଟାକେ ଚାଡି କିରତେରଇବା ଆମର୍‌ ସବୁ ବିସ୍‌ବାସି ବାଇବଇନିମନ୍‌, ଦରମ୍‌ କାମ୍‌ କର୍‌ବାଟା ନ ଚାଡିକରି, ପାଇଟିକାବାଡ୍‌ କର୍‌ତେରଅତ୍‌ । ସେନ୍ତାରି କଲେ, ଅବାବେ ରଇଲା ଲକ୍‌ମନ୍‌କେ ଦେଇପାର୍‌ବାଇ । ଆରି ବିସ୍‌ବାସିମନ୍‌ ବେକାର୍‌ ଜିବନ୍‌ ନ ବିତାଅତ୍‌ ।
നമ്മുടെ ജനങ്ങൾ സൽപ്രവൃത്തികളിൽ വ്യാപൃതരായി അത്യാവശ്യക്കാരെ സഹായിക്കാൻ പഠിക്കട്ടെ. അപ്പോൾ അവർ പ്രയോജനമില്ലാത്തവർ ആകുകയില്ല.
15 ୧୫ ମର୍‌ ସଙ୍ଗ୍‍ ରଇବା ସବୁ ବିସ୍‌ବାସିମନ୍‌ ତକେ ଜୁଆର୍‌ ଜାନାଇଲାଇନି । କିରତେରଇବା ଆମର୍‌ ବିସ୍‌ବାସି ବାଇବଇନିମନ୍‌ ଜେତ୍‌କିଲକ୍‌ ଆମ୍‌କେ ଆଲାଦ୍‌ କଲାଇନି, ସେମନ୍‌କେ ସବୁକେ ଆମର୍‌ ଜୁଆର୍‌ ଜାନାଇଦେସ୍‌ । ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଅ ।
എന്നോടുകൂടെയുള്ളവരുടെ അഭിവാദനം അറിയിക്കുന്നു. വിശ്വാസത്തിൽ ഞങ്ങളെ സ്നേഹിക്കുന്നവരെ ഞങ്ങളുടെ അഭിവാദനം അറിയിക്കുക. നിങ്ങൾക്കെല്ലാവർക്കും കൃപ ഉണ്ടാകുമാറാകട്ടെ.

< ତିତସ୍‌ 3 >