< ରମିୟ 9 >

1 ମୁଇ ତମ୍‌କେ ଗଟେକ୍‌ ସତ୍‌କାତା କଇବି । ମୁଇ କିରିସ୍‌ଟର୍‌ ଲକ୍‌, ଆରି ସୁକଲ୍‌ ଆତ୍‌ମା ମର୍‌ ବିବେକ୍‌କେ ଡାକିନେଲାନି । ସେଟାର୍‌ପାଇ ମିସା ମୁଇ ମିଚ୍‌ କଇନାଇ ବଲି ଜାନ୍‌ଲିନି ।
αληθειαν λεγω εν χριστω ου ψευδομαι συμμαρτυρουσης μοι της συνειδησεως μου εν πνευματι αγιω
2 ଏଟା ମୁଇ କିରିସ୍‌ଟକେ ସାକିଦେଇ କ‍ଇଲିନି । ମୁଇ ଜେ କେଡେକ୍‌ ତେରେପେତେ ଆରି ନ ସାର୍‌ବା ଦୁକେ, ମର୍‌ ମନ୍‌ କେଡେକ୍‌ ଉଡୁକ୍‌ ଦୁଡୁକ୍‌ ଅଇଲାନି ।
οτι λυπη μοι εστιν μεγαλη και αδιαλειπτος οδυνη τη καρδια μου
3 କାଇକେବଇଲେ ମର୍‌ ରକତ୍‌ ମାଉଁସ୍‌ ରଇବା ଜିଉଦି ବାଇବଇନିମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କରତ୍‌ ନାଇ । ଜଦି ଏଟା ଅଇପାର୍‌ସି, ତେବେ ମୁଇ ମନ୍‍ କଲିନି, ନିଜେ ତାକର୍‌ ପାଇ ପରମେସରର୍‌ଟାନେ ସାଇପ୍‌ ପାଇ‍କରି, କିରିସ୍‌ଟର୍‌ତେଇ ଅନି ବେଗଲ୍‍ବି ବଲି ।
ηυχομην γαρ αυτος εγω αναθεμα ειναι απο του χριστου υπερ των αδελφων μου των συγγενων μου κατα σαρκα
4 କାଇକେବଇଲେ ସେମନ୍‌ ପରମେସରର୍‌ ଲକ୍‌ । ପରମେସର୍‌ ସେମନ୍‌କେ ନିଜର୍‌ ପିଲା କରି ବାଚିଆଚେ । ସେ ସେମନର୍‌ ଲଗେ ନିଜର୍‌ ଡାକ୍‌ପୁଟା ଦେକାଇରଇଲା । ସେମନର୍‌ ସଙ୍ଗ୍‌ ରାଜିନାମା କରି ସେମନ୍‌କେ ନିୟମ୍‌ ଦେଇରଇଲା । ସେମନ୍‌ ସତଇସେ ପାର୍‌ତନା କର୍‌ବାଇ । ସେମନ୍‌କେ ପରମେସର୍‌ କାତା ଦେଇରଇଲା ।
οιτινες εισιν ισραηλιται ων η υιοθεσια και η δοξα και αι διαθηκαι και η νομοθεσια και η λατρεια και αι επαγγελιαι
5 ସେମନ୍‌ ଆମର୍‌ ଡାକ୍‌ପୁଟା ଜିଉଦି ଆନିଦାଦିମନର୍‌ ନାତିତିତିମନ୍‌ । ଆରି ମୁନୁସ୍‌ ରୁପ୍‍ ଦାରି କିରିସ୍‌ଟ ତାକର୍‌ କୁଟୁମେଅନି ଜନମ୍‌ ଅଇଲା । ସବୁର୍‌ଟାନେଅନି ବେସି ବପୁର୍‌ ପରମେସର୍‌ ଜୁଗେ ଜୁଗେ ଡାକ୍‌ପୁଟା ପାଅ, ଆମେନ୍‌ । (aiōn g165)
ων οι πατερες και εξ ων ο χριστος το κατα σαρκα ο ων επι παντων θεος ευλογητος εις τους αιωνας αμην (aiōn g165)
6 ପରମେସର୍‌ ତାର୍‌ କାତା ଦେଇରଇଲାଟା ପୁରାପୁରୁନ୍‌ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍‌ରାଏଲିୟମନର୍‌ କେତେଟା ନାତିତିତିମନ୍‌ ପରମେସରର୍‌ ଲକ୍‌ ନଅତ୍‌,
ουχ οιον δε οτι εκπεπτωκεν ο λογος του θεου ου γαρ παντες οι εξ ισραηλ ουτοι ισραηλ
7 କି ଅବ୍‌ରାଆମର୍‌ କୁଟୁମର୍‌ ସବୁ ଲକ୍‌ ପରମେସରର୍‌ ପିଲାଟକି ନ ଅଅତ୍‌ । ପରମେସର୍‌ ଅବ୍‌ରାଆମ୍‍କେ କଇରଇଲା, “ମୁଇ ତର୍‌ ଜନ୍‌ କୁଟୁମର୍‌ ବିସଇନେଇ କାତା ଦେଇରଇଲି, ସେମନ୍‌ ଇସାକର୍‌ ଟାନେଅନି ଜାତ୍‌ ଅଇବାଇ ।”
ουδ οτι εισιν σπερμα αβρααμ παντες τεκνα αλλ εν ισαακ κληθησεται σοι σπερμα
8 ଏଟାର୍‌ ଅରତ୍‌ ଅଇଲାନି, ଗାଗଡ୍‌ ଦାରି ଜନମ୍‌ ଅଇବା ପିଲାଟକି ନାଇ । ଜେ କି ପରମେସରର୍‌ ପିଲାଟକିମନ୍‌ ଅଇବାଇ, ମାତର୍‌ ତାର୍‌ କାତା ଦେଇରଇବା ଇସାବେ ଜନମ୍‌ କରିରଇବା ପିଲାଟକିମନ୍‌ ତାର୍‌ ମୁଆଟେ ସତଇସେ ତାର୍‌ ପିଲାଟକି ବଲି ଏଜାଇ ଅଇବାଇ ।
τουτ εστιν ου τα τεκνα της σαρκος ταυτα τεκνα του θεου αλλα τα τεκνα της επαγγελιας λογιζεται εις σπερμα
9 ପରମେସର୍‌ ଅବ୍‌ରାଆମ୍‍କେ ଏନ୍ତି କାତା ଦେଇରଇଲା, “ସମାନ୍‍ ଏ ଦିନେ ଆମେ ବାଉଡି ଆଇଲାବେଲେ, ସାରା ଗଟେକ୍‌ ପିଲା ଜନମ୍‌ ଦେଇରଇସି ।”
επαγγελιας γαρ ο λογος ουτος κατα τον καιρον τουτον ελευσομαι και εσται τη σαρρα υιος
10 ୧୦ ଏ ପିଲା ଆମର୍‌ ପୁର୍‌ବର୍‌ ଆନିଦାଦି ଇସାକ୍‌ ରଇଲା । ରିବିକାର୍‌ ଜଅଁଲା ପିଲାମନ୍‌ବିତ୍‌ରେ ଅନି ଗଟେକ୍‌ ବାବା ଇସାକର୍‌ଟାନେଅନି ଅଇରଇଲା ।
ου μονον δε αλλα και ρεβεκκα εξ ενος κοιτην εχουσα ισαακ του πατρος ημων
11 ୧୧ ପରମେସର୍‌ ରିବିକାକେ କାତା ଦେଇରଇଲା । ବଡ୍‌ ପିଲା ସାନ୍‌ ପିଲାର୍‌ ଗତିଦାଙ୍ଗ୍‌ଡା ଅଇସି । ଜଁଲା ପିଲାମନ୍‌ ଜନମ୍‌ ନ ଅଇତେ, ଆରି ନିକ କାମ୍‌ କି ବାନିଆ କାମ୍‌ କର୍‌ବା ଆଗ୍‌ତୁ ଏଟା ପର୍‌ମେସର୍‌ କଇରଇଲା । ଜନ୍‌ ପିଲାକେ ସେ ବାଚ୍‌ଲା, ପିଲା କରିରଇବା କାମର୍‌ ଲାଗି ଅଏନାଇ । ମାତର୍‌ ପର୍‌ମେସର୍‌ କରିରଇବା ଜଜ୍‌ନାର୍‌ ପୁରାପୁରୁନ୍‌ ଅଇବାକେସେ ସେଟା ଅଇଲା ।
μηπω γαρ γεννηθεντων μηδε πραξαντων τι αγαθον η κακον ινα η κατ εκλογην του θεου προθεσις μενη ουκ εξ εργων αλλ εκ του καλουντος
12 ୧୨ ଏଟାର୍‌ ପାଇ ତାକେ ଏ କାତା କଇରଇଲା । “ବଡ୍‌ ପିଲା ସାନ୍‌ ପିଲାର୍‌ ଗତିଦାଙ୍ଗ୍‌ଡା ଅଇସି ।”
ερρεθη αυτη οτι ο μειζων δουλευσει τω ελασσονι
13 ୧୩ ସାସ୍‌ତରର୍‌ ବାକିଅ ଇସାବେ “ଜାକୁବ୍‌କେ ମୁଇ ଆଲାଦ୍‌ କଲି, ମାତର୍‌ ଏସକେ ନାଇ ।”
καθως γεγραπται τον ιακωβ ηγαπησα τον δε ησαυ εμισησα
14 ୧୪ ସେନ୍ତାର୍‌ ଆଲେ କାଇଟା ବଲି କଉଁ, “ପରମେସର୍‌ ଅନିଆଇ କର୍‌ସି କି? ନାଇ କେବେ ନ କରେ ।”
τι ουν ερουμεν μη αδικια παρα τω θεω μη γενοιτο
15 ୧୫ କାଇକେବଇଲେ ସେ ପୁର୍‌ବେ ମସାକେ କଇରଇଲା, “ମୁଇ ଜାକେ ମନ୍‍ କର୍‌ବି ତାକେ ଦୟା ଦେକାଇବି ଆରି ଜିବନ୍‌ ଦୁକାଇବି ।
τω γαρ μωυση λεγει ελεησω ον αν ελεω και οικτειρησω ον αν οικτειρω
16 ୧୬ ସେଟାର୍‌ ପାଇ ପରମେସର୍‌ ତାର୍‌ ଲକ୍‌ମନ୍‌କେ ଦେବା ସବୁ ମଙ୍ଗଲର୍‌ ଦାନ୍‌ ଲକ୍‌ମନ୍‌ ମନ୍‍ କଲାକେ କି ତାକର୍‌ ନିକ କାମ୍‌ କଲାକେ ଅଏ ନାଇ । ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାନିଟାନେଅନି ସେ ସେଟା ଅଇଲାଆଚେ ।”
αρα ουν ου του θελοντος ουδε του τρεχοντος αλλα του ελεουντος θεου
17 ୧୭ ସାସ୍‌ତର୍‌ ଇସାବେ ପରମେସର୍‌ ମିସରର୍‌ ରାଜାକେ କଇରଇଲା, “ତକେ ଦେଇ ମର୍‌ ବପୁ ଦେକାଇବି ଆରି ଗୁଲାଇ ଜଗତ୍‌କେ ମର୍‌ ଡାକ୍‌ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।”
λεγει γαρ η γραφη τω φαραω οτι εις αυτο τουτο εξηγειρα σε οπως ενδειξωμαι εν σοι την δυναμιν μου και οπως διαγγελη το ονομα μου εν παση τη γη
18 ୧୮ ତେବର୍‌ପାଇ ପରମେସରର୍‌ ମନ୍‍କଲା ଇସାବେ, ସେ କାକେ କାକେ ଦୟା ଦେକାଇସି ଆରି କାକେ କାକେ ମନ୍‌ ଆଁଟ୍‌ ଅଇବାକେ ଚାଡିଦେଇସି ।
αρα ουν ον θελει ελεει ον δε θελει σκληρυνει
19 ୧୯ ତମର୍‌ ବିତ୍‌ରେଅନି କେ ଆଲେ ମକେ କଇବାଇ, “ସେନ୍ତାର୍‌ଆଲେ, ପରମେସର୍‌ କାଇକେ ଲକ୍‌ମନ୍‌କେ ଦସି କଲାନି? ପରମେସର୍‌ ମନ୍‍ କଲାଟା ବାଦ୍‌ଲାଇବା ଲକ୍‌ କେ ମିସା ଆଚତ୍‌ କି?”
ερεις ουν μοι τι ετι μεμφεται τω γαρ βουληματι αυτου τις ανθεστηκεν
20 ୨୦ ମାତର୍‌ ମୁଇ ତମ୍‌କେ କଇବି, “ଏ ମଇତର୍‌ ପରମେସରର୍‌ କାତା ନାଇ ବଲ୍‌ବାକେ ତମେ କେ?” ଗଟେକ୍‌ ଆଣ୍ଡି ମକେ କାଇକେ ଏନ୍ତିକରି ଗଡ୍‌ଲୁସ୍‌ ବଲି କୁମାର୍‌କେ ପାଚାରି ନାପାରେ ।
μενουνγε ω ανθρωπε συ τις ει ο ανταποκρινομενος τω θεω μη ερει το πλασμα τω πλασαντι τι με εποιησας ουτως
21 ୨୧ ନିଜର୍‌ ମନ୍‍ କଲା ଇସାବେ ମାଟି ଚକ୍‌ଟିକରି ଆଣ୍ଡି ଗଟେକ୍‌ ତିଆର୍‌ କର୍‌ବାକେ କୁମାରର୍‌ ସବୁ ଅଦିକାର୍‌ ଆଚେ । ଗଟେକ୍‌ ଚକଟ୍‌ଲା ମାଟି ବେଲାଇଅନି ଦୁଇ ରକାମର୍‌ ଆଣ୍ଡି ତିଆର୍‌ କର୍‌ସି । ତେଇଅନି ଗଟେକ୍‌କେ ପରବ୍‌ ଦିନ୍‌ମନ୍‌କେ ବାଇବାଇ । ଆରି ଗଟେକ୍‌ ଉଜର୍‌ ଦିନ୍‌ମନ୍‌କେ ବାଇବାଇ । ତେଇ ତାର୍‌ ସବୁ ଅଦିକାର୍‌ ଆଚେ ।
η ουκ εχει εξουσιαν ο κεραμευς του πηλου εκ του αυτου φυραματος ποιησαι ο μεν εις τιμην σκευος ο δε εις ατιμιαν
22 ୨୨ ପରମେସର୍‌ ମିସା ଟିକ୍‌ ସେନ୍ତିସେ କଲାଆଚେ । ଜେଡେବେଲେ ତାର୍‌ ରିସା ଆରି ବପୁ ଦେକାଇବାକେ ମନ୍‍ କର୍‌ତେ ରଇଲା, ଜେତ୍‌କି ଲକ୍‌ ତାର୍‌ ରିସାର୍‌ ଆଣ୍ଡିତେଇ ଅଦ୍‌ରି ନସ୍‌ଟ ଅଇବାକେ ରଇଲା, ସେମନର୍‌ ପାଇ ପରମେସର୍‌ ବେସି ଜିବନ୍‌ଦୁକାଇଲା ।
ει δε θελων ο θεος ενδειξασθαι την οργην και γνωρισαι το δυνατον αυτου ηνεγκεν εν πολλη μακροθυμια σκευη οργης κατηρτισμενα εις απωλειαν
23 ୨୩ ଆରି ସେ ତାର୍‌ ବେସି ବଡ୍‌ ଡାକ୍‌ପୁଟା ଦେକାଇବାକେ ଆମ୍‌କେ ବେସି ଜିବନ୍‌ଦୁକାଇଲା ଆଚେ । ଆରି ଆମ୍‍କେ ବେସି ଆଗ୍‌ତୁ ସେ ବାଚି ରଇଲା ।
και ινα γνωριση τον πλουτον της δοξης αυτου επι σκευη ελεους α προητοιμασεν εις δοξαν
24 ୨୪ ଜନ୍‌ ଲକ୍‌ମନ୍‌କେ ସେ ଡାକିଆଚେ, ସେ ବିତ୍‌ରେ ଆମେ ମିସା ଆଚୁ । ସେଟା ଅବ୍‌କା ଜିଉଦିମନର୍‌ ବିତ୍‌ରେ ଅନି ନାଇ, ମାତର୍‌ ଜିଉଦି ନଅଇଲା ଲକ୍‌ମନର୍‌ ବିତ୍‌ରେଅନି ମିସା ।
ους και εκαλεσεν ημας ου μονον εξ ιουδαιων αλλα και εξ εθνων
25 ୨୫ ଏ ବିସଇନେଇ ଅସେୟ ବଇତେଇ ପରମେସର୍‌ କଇଆଚେ, “ଜନ୍‌ ଲକ୍‌ମନ୍‌ ଆମର୍‌ ଲକ୍‌ ନ ରଇଲାଇ, ସେମନ୍‌କେ ମୁଇ ଏବେ ନିଜର୍‌ ଲକ୍‌ ଇସାବେ ଡାକ୍‌ବି । ଜନ୍‌ ଜାତିକେ ମୁଇ ଆଲାଦ୍‌ କରି ନ ରଇଲି, ତାକେ ‘ଆମର୍‌ ନିଜର୍‌’ ବଲି ଡାକ୍‌ବି ।”
ως και εν τω ωσηε λεγει καλεσω τον ου λαον μου λαον μου και την ουκ ηγαπημενην ηγαπημενην
26 ୨୬ “ଜନ୍‌ ଜାଗାଇ ସେମନ୍‌କେ କଇରଇଲୁ, “ତମେ ଆମର୍‌ ଲକ୍‌ ନୁଆଁସ୍‌” “ତେଇ ସେମନ୍‌ ଜିବନ୍‌ ରଇବା ପରମେସରର୍‌ ପିଲାଟକି ବଲାଇଅଇବାଇ ।”
και εσται εν τω τοπω ου ερρεθη αυτοις ου λαος μου υμεις εκει κληθησονται υιοι θεου ζωντος
27 ୨୭ ଆରି ଇସ୍‌ରାଏଲ୍‌ ବିସଇନେଇ ଜିସାୟ କଇଲା ଆଚେ, “ଇସ୍‌ରାଏଲିୟମନ୍‌ ସମ୍‌ଦୁରର୍‌ ବାଲିପାରା ଅଇଲେ ମିସା, ସେମନର୍‌ ବିତ୍‌ରେଅନି କେତେଲକ୍‌ସେ ମୁକ୍‌ତି ପାଇବାଇ ।
ησαιας δε κραζει υπερ του ισραηλ εαν η ο αριθμος των υιων ισραηλ ως η αμμος της θαλασσης το καταλειμμα σωθησεται
28 ୨୮ କାଇକେବଇଲେ ମାପ୍‌ରୁ ଦାପ୍‌ରେସେ ଗୁଲାଇ ଜଗତର୍‌ ନିଆଇ ବିଚାର୍‌ କର୍‌ସି ।”
λογον γαρ συντελων και συντεμνων εν δικαιοσυνη οτι λογον συντετμημενον ποιησει κυριος επι της γης
29 ୨୯ ଜେନ୍ତିକି ଜିସାଇୟ ମିସା କଇରଇଲା, “ସବୁର୍‌ଟାନେଅନି ବପୁ ରଇବା ମାପ୍‌ରୁ, ଆମର୍‌ କେତେଟା ଲକ୍‌ମନ୍‌କେ ରକିଆ କରି ନ ରଇଲେ, ଆମର୍‌ ଦସା ସଦମ୍‌ ଆରି ଗମ୍‌ରାର୍‌ ଲକ୍‌ମନର୍‌ ପାରା ଅଇତା ।”
και καθως προειρηκεν ησαιας ει μη κυριος σαβαωθ εγκατελιπεν ημιν σπερμα ως σοδομα αν εγενηθημεν και ως γομορρα αν ωμοιωθημεν
30 ୩୦ ସେଟାର୍‌ ପାଇ ଜିଉଦି ନଇଲାଲକ୍‌ମନର୍‌ ବିସଇନେଇ ଏଟା କଇପାରୁ, ସେମନ୍‌ ଦରମ୍‌ ଲକ୍‌ ବଲାଇ ଅଇବାକେ ମନ୍‍ କରି ନ ରଇଲାଇ ମିସା, ସେମନର୍‌ ବିସ୍‌ବାସ୍‌ ଲାଗି ସେମନ୍‌ ପର୍‌ମେସରର୍‌ ମୁଆଟେ ଦରମ୍‌ଲକ୍‌ ବଲାଇ ଅଇଲାଇ ଆଚତ୍‌ ।
τι ουν ερουμεν οτι εθνη τα μη διωκοντα δικαιοσυνην κατελαβεν δικαιοσυνην δικαιοσυνην δε την εκ πιστεως
31 ୩୧ ମାତର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌ ନିୟମ୍‌ ଆନିକରି ପର୍‌ମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାକେ ବେସି ଚେସ୍‌ଟା କଲାଇ, ମାତର୍‌ ନାପାର୍‌ଲାଇ ।
ισραηλ δε διωκων νομον δικαιοσυνης εις νομον δικαιοσυνης ουκ εφθασεν
32 ୩୨ କାଇକେ ନାପାର୍‌ଲାଇ? କାଇକେବଇଲେ ସେମନ୍‌ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ତେ ନିୟମ୍‌ ମାନ୍‌ବାକେ ଚେସ୍‌ଟା କଲାଇ ଆରି ତାର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ ବାବ୍‌ଲାଇ । ଏଟାର୍‌ଲାଗି ବାଟେ ଗାଡିରଇବା ବଡ୍‌ ପାକ୍‌ନାଟାନେ ଟେସାଇଅଇଲା ଲକ୍‌ମନର୍‌ପାରା ଅଇଗାଲା ।
διατι οτι ουκ εκ πιστεως αλλ ως εξ εργων νομου προσεκοψαν γαρ τω λιθω του προσκομματος
33 ୩୩ ଜେନ୍ତିକି ସାସ୍‌ତରେ ଲେକାଆଚେ, ଦେକା ଆମେ ସିୟନେ ଗଟେକ୍‌ ବାଦାପାକାଇବା ପାକ୍‌ନା ଆରି ଅଟ୍‌କାଇବା ରାଙ୍ଗ୍‌ନିପାକ୍‌ନା ସଙ୍ଗଇଲୁ ଆଚୁ, ତେଇ ଲକ୍‌ମନ୍‌ ଜଟିଆଇ ଅଇ ଅଦର୍‌ବାଇ । ମାତର୍‌ ଜେ ତାକେ ବିସ୍‌ବାସ୍‌ କର୍‌ସି, ସେ କେବେ ମୁର୍‌ମୁରା ନ ଅଏ ।
καθως γεγραπται ιδου τιθημι εν σιων λιθον προσκομματος και πετραν σκανδαλου και πας ο πιστευων επ αυτω ου καταισχυνθησεται

< ରମିୟ 9 >