< ରମିୟ 8 >

1 ତେବେ ଆମେ ଜେତ୍‌କି ଲକ୍‌ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆଚୁ, ଆମର୍‌ପାଇ ଆରି ପର୍‌ମେସରର୍‌ ଡଣ୍ଡ୍‌ ନାଇ ।
There is therefore now no condemnation to them that are in Christ Jesus, who walk not after the flesh but after the spirit.
2 ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ସୁକଲ୍‌ଆତ୍‌ମା ଆମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତେଇଅନି, ପାପ୍‌ କଲେ ମର୍‌ବା ନିୟମେଅନି, ଆମ୍‌କେ ମୁକ୍‌ଲାଇ ଆଚେ ।
For the law of the Spirit of life in Christ Jesus hath set me free from the law of sin and death.
3 ସେ ଆମର୍‌ ଗୁନ୍‌ଚଲନ୍‌ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍‌ ସାଇଜ କରି ନାପାର୍‌ଲା । ମାତର୍‌ ସେଟା ପର୍‌ମେସର୍‌ କରିଆଚେ । ସେ ଆମର୍‌ ପାରା ପାପିମନର୍‍ ଗଟେକ୍‌ ଗାଗଡ୍‌ ଦାରାଇ ତାର୍‍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍‌ ଉପ୍‌ରେ ରଇବା ପାପର୍‌ ସାସନ୍‌ କୁରୁପ୍‌ନାସ୍‌ କଲା ।
For that which was impossible for the law to do, and in which it was weak through the corruption of the flesh, God by sending his own Son in the likeness of sinful flesh to be a sacrifice for sin, hath done; that is, hath condemned sin in the flesh:
4 ଆମେ ଜେନ୍ତାରି କି ନିୟମର୍‌ ସବୁ ଆଦେସ୍‌ ମାନିକରି ରଇବୁ, ସେଟାର୍‌ ପାଇ ପର୍‌ମେସର୍‌ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍‌ ଚଲାଚଲ୍‌ତି ନ କରି ସୁକଲ୍‌ଆତ୍‌ମାର୍‌ ବାଟେ ଇଣ୍ଡ୍‌ଲେସେ ଏନ୍ତି କରିଅଇସି ।
that the righteousness of the law may be fulfilled in us, who walk not after the flesh but after the spirit.
5 ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ ଜିଉନା କାଉନା କର୍‌ତେରଇବାଇ, ସେମନ୍‌ ନିଜର୍‌ ଗାଗଡର୍‌ ମନ୍‍ କର୍‍ବାଟା ଚିନ୍ତା କର୍‌ତେରଇବାଇ । ମାତର୍‌ ଜନ୍‌ ଲକ୍‌ମନ୍‌ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ କାମ୍‌କର୍‌ବାଇ, ସେମନ୍‌ ସୁକଲ୍‌ଆତ୍‌ମା ଜନ୍‌ ବିସଇ କର୍‌ବାକେ ମନ୍‌ କରାଇସି, ସେଟା କର୍‌ବାଇ ।
For they who are after the flesh, mind the things of the flesh; but they who are led by the Spirit, do mind spiritual things.
6 ମୁନୁସର୍‌ ଚଲାଚଲ୍‌ତି ଇସାବେ ଗାଲେ ମରନର୍‌ ଦସା ଅଇସି, ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ ଗାଲେ ଜିବନ୍‌ ଆରି ସାନ୍ତି ମିଲ୍‌ସି ।
Now to be carnally minded is death; but to be spiritually minded is life and peace:
7 ଜଦି ଗଟେକ୍‌ ଲକ୍‌ ତାର୍‌ ଗାଗଡର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କର୍‌ସି, ସେ ପରମେସରର୍‌ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍‌ ନିୟମ୍‌ ମାନେ ନାଇ, ସେ ସେଟା କର୍‌ବାକେ ନାପାରେ ।
because the carnal mind is an enemy to God; for it is not subject to the law of God, nor indeed can be:
8 ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ କାମ୍‌ କଲାଇନି, ସେମନ୍‌ ପର୍‌ମେସର୍‌କେ ସାର୍‌ଦା କରିନାପାରତ୍‌ ।
and they who are carnal, cannot please God.
9 ଜଦି ସତଇସେ ପରମେସରର୍‌ ସୁକଲ୍‌ଆତ୍‌ମା ତମର୍‌ ବିତ୍‌ରେ ଆଚେ, ତେବେ ତମେ ଆରି ମୁନୁସର୍‌ ଚାଲିଚଲନ୍‌ ପାରା ଜିଉନାକାଉନା କରିନାପାରାସ୍‌, ମାତର୍‌ ଜିବନେ ସୁକଲ୍‌ ଆତ୍‌ମାର୍‌ ଆଦେସ୍‌ ମାନ୍‌ସା । ଜାର୍‌ତେଇ କିରିସ୍‌ଟର୍‌ ଆତ୍‌ମା ନାଇ, ସେ କେବେ ମିସା ତାକର୍‌ ଲକ୍‌ ଅଇନାପାରେ ।
But ye are not in the flesh, but in the spirit, if the Spirit of God dwelleth in you: but if any one hath not the Spirit of Christ, he is none of his.
10 ୧୦ ମାତର୍‌ ତମର୍‌ ବିତ୍‌ରେ କିରିସ୍‌ଟ ବାସାଅଇ ରଇସି ବଇଲେ, ତମର୍‌ ଗାଗଡ୍‌ ପାପେ ନସ୍‌ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍‌ଆତ୍‌ମା ତମ୍‌କେ ଜିବନ୍‌ ଦାନ୍‌ ଦେଇସି । କାଇକେ ବଇଲେ ତମେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ଆଚାସ୍‌ ।
And if Christ be in you, the body indeed is dead because of sin, but the spirit is alive because of righteousness.
11 ୧୧ ଜଦି ତମର୍‌ ବିତ୍‌ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍‌ ଆତ୍‌ମା ଆଚେ, ତେବେ ସେ ଆତ୍‌ମାର୍‍ ସାଇଜ ସଙ୍ଗ୍‍, ପରମେସର୍‌ ଜେ କି କିରିସ୍‌ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍‌ କୁଇଜିବା ଗାଗଡ୍‌ ମିସା ଜିବନ୍‌ କର୍‌ସି ।
And if the Spirit of Him that raised up Jesus from the dead, dwelleth in you, He that raised up Christ from the dead, will also restore your mortal bodies to life, by his Spirit that now dwelleth in you.
12 ୧୨ ତେବେ ଏ ବାଇବଇନିମନ୍‌, ଆମର୍‌ କାମ୍‌ ଅଇଲାନି, ମୁନୁସର୍‌ ଗୁନ୍‌ଚଲନ୍‌ ଇସାବେ ଜିଉନାକାଉନା ନ କରୁ ।
Therefore, brethren, we are debtors not to the flesh, to live after the flesh:
13 ୧୩ କାଇକେବଇଲେ ସେନ୍ତି କଲେ, ତମେ ମର୍‌ସା ମାତର୍‌ ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‍ ନିଜର୍‌ ପାପ୍‌ଚଲନ୍‌ ନସ୍‌ଟ କରି ଆରି ପାପ୍‌ କାମ୍‌ ନ କରାସ୍‌, ତେବେସେ ତମେ ବଁଚ୍‌ସା ।
for if ye live after the flesh, ye shall die; but if by the Spirit ye mortify the deeds of the body, ye shall live.
14 ୧୪ ଜନ୍‌ ଲକ୍‌ମନ୍‌ ପରମେସରର୍‌ ଆତ୍‌ମା ଇସାବେ ଚାଲ୍‌ଲାଇନି, ସେମନ୍‌ସେ ପରମେସରର୍‌ ପିଲାଟକି ।
For as many as are led by the Spirit of God, these are the sons of God.
15 ୧୫ କାଇକେବଇଲେ ପରମେସର୍‌ ଦେଲା ଆତ୍‌ମା, ତମ୍‌କେ ଗତିଦାଙ୍ଗ୍‌ଡା ଅଇବା ତେଇଅନି ମୁକ୍‌ଲାଇଲା ଆଚେ । ତମେ ଆରି ଡର୍‌ବାର୍‌ ଲଡା ନାଇ । ମାତର୍‌ ସୁକଲ୍‌ଆତ୍‌ମା ତମ୍‌କେ ପରମେସରର୍‌ ପିଲାଟକି କରିଆଚେ । ତାର୍‌ ବପୁ ଏତାଇକରି ଏବେ ଆମେ ପରମେସର୍‌କେ “ବାବା, ମର୍‌ ବାବା!” ବଲି ଡାକ୍‌ଲୁନି ।
For ye have not received the spirit of bondage again to fear; but ye have received the spirit of adoption, whereby we cry, Abba, Father.
16 ୧୬ ପରମେସରର୍‌ ଆତ୍‌ମା ଆମର୍‌ ବିତ୍‌ରର୍‌ ଆତ୍‌ମା ସଙ୍ଗ୍‌ କଁଟ୍‌ ମିସାଇ ଆମ୍‌କେ ତାର୍‍ ପିଲାଟକି ବଲି ଜାନାଇଲାନି ।
So that the Spirit itself beareth witness with our spirit, that we are the children of God.
17 ୧୭ କାଇକେବଇଲେ ଆମେ ପରମେସରର୍‌ ପିଲାଟକି । ତାର୍‌ ଲକ୍‌ମନ୍‌କେ କାତା ଦେଇର‍ଇବା ଆସିର୍‌ବାଦେ ଆମେ ମିସ୍‌ବୁ । ଆରି କିରିସ୍‌ଟର୍‌ ପାଇ ପରମେସର୍‌ ଜନ୍‌ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍‌ ପାଇ ବାଟା ଆଚେ । ଜଦି ଆମେ ଜିସୁର୍‌ ଦୁକ୍‌ପାଇବାତେଇ ମିସ୍‌ଲୁ ଆଚୁ, ତେବେ ତାର୍‌ ଡାକ୍‌ପୁଟା ପାଇବାତେଇ ମିସା ମିସ୍‌ବୁ ।
And if children, then heirs; heirs of God, and co-heirs with Christ: if so be we suffer with Him, that we may be also glorified with Him.
18 ୧୮ ଜନ୍‌ ଡାକ୍‌ପୁଟାର୍‌ ଦିନେ ଆମେ ମିସ୍‌ବାକେ ଗାଲୁନି, ଦେକ୍‌ଲେସରି ଏ ଜିବନେ ଅଇବା ଆମର୍‌ ଦୁକ୍‌ କସ୍‌ଟ କିଚି ନାଇ ।
And I account the sufferings of this present time not worthy to be set against the glory that shall be revealed to us.
19 ୧୯ ପର୍‌ମେସର୍‌ ତିଆର୍‌କଲା ସବୁଜାକ ଜାଗର୍‌ତା ସଙ୍ଗ୍‌ ସେ ଦିନ୍‌କେ ଜାଗି ଆଚତ୍‌ । ସେବେଲାଇ ପରମେସର୍‌ ତାର୍‌ ସତ୍‌ ପିଲାଟକିମନ୍‌ କେ, ବଲି ଦେକାଇସି ।
For the earnest expectation of the world is waiting for the revelation of the sons of God:
20 ୨୦ କାଇକେବଇଲେ ପରମେସର୍‌ ତିଆର୍‌ କରିରଇବା ସବୁଜାକ, ଅବିସାପେ ପୁରୁନ୍‌ ଅଇଲାଆଚେ । ଜନ୍‌ବାଟେ ଜିବାର୍‌ ରଇଲା ସେ ବାଟେ ନ ଜାଇ, ବିନ୍‌ ବାଟେ ଗାଲାଆଚେ । ମାତର୍‌ ଏଟା ତାର୍‌ ନିଜର୍‌ ମନ୍‍ କଲା ଇସାବେ ଅଏନାଇ । ପର୍‌ମେସର୍‌ ମନ୍‍ କଲାକେସେ ଅଇଲା । ଏଲେମିସା ତାର୍‌ ଆସା ରଇଲା,
(for the world was subjected to vanity, not willingly, but through him who made it subject: )
21 ୨୧ ଜେନ୍ତିକି ଗଟେକ୍‌ ଦିନେ କୁଇଜିବାଟାନେ ଅନି ମୁକ୍‌ଲିକରି ପର୍‌ମେସରର୍‌ କୁଟୁମର୍‌ ଡାକ୍‌ପୁଟାଇ ମିସ୍‌ବୁ ।
in hope that they also shall be delivered from the bondage of corruption into the glorious liberty of the children of God.
22 ୨୨ ମାତର୍‌ ଏବେ ଜାକ ତିଆର୍‌ଅଇଲାଟା ସବୁ, ଗାଗ୍‌ଡେ ରଇଲା ମାଇଜି ନିକଅଇବା ଦୁକା ପାରା ଅଇକରି “ଆନା, ଆୟା!” ଅଇଲାନି ।
For we know that the whole world groaneth, and doth as it were travail in pain together even to this day.
23 ୨୩ ଆମେ, ପରମେସର୍‌ ଦେଲା ପର୍‌ତୁମର୍‌ ଦାନ୍‌ ପାରା ସୁକଲ୍‌ଆତ୍‌ମା ପାଇଲୁଆଚୁ, ଆମେ ମିସା ବିତ୍‌ରେ ବିତ୍‌ରେ “ଆନା, ଆୟା!” ଅଇଲୁନି । ଏଲେମିସା ପରମେସର୍‌ ଆମ୍‌କେ କୁଟୁମର୍‌ ଲକ୍‌ କରାଇକରି ପୁରାପୁରୁନ୍‌ ମୁକ୍‌ଲାଇସି ବଲି ଜାଗିକରି ଆଚୁ ।
And not only others, but those also who have the first-fruits of the Spirit, even we ourselves groan within ourselves, waiting for the adoption, to wit the redemption of our body.
24 ୨୪ କାଇକେବଇଲେ ଆସା କଲାକେସେ ଆମେ ମୁକ୍‌ତି ପାଇଆଚୁ । ମାତର୍‌ ଜାଇଟା ଡିସ୍‌ଲାନି ସେଟାର୍‌ ପାଇ ଆସାକର୍‌ବାଟା, ସେଟା ସତଇସେ ଆସା ରକ୍‌ବାଟା ନଏଁ । କେ କାଇ ଡିସ୍‌ବାଟାକେ ଆସା କର୍‌ସି କି? ନାଇ, ନ କରେ ।
For we are saved by hope: but hope that is seen, is not hope; for what any one sees, how doth he yet hope for?
25 ୨୫ ମାତର୍‌ ଆମେ ଜଦି ନ ଡିସ୍‌ବା ବିସଇ ଆସାକର୍‌ବୁ, ତେବେ ଆମ୍‌କେ ସାଆସ୍‌ ସଙ୍ଗ୍‍ ଜାଗ୍‌ବାକେ ପଡ୍‌ସି ।
but if we hope for what we see not, then we wait for it with patience.
26 ୨୬ ଆମ୍‌କେ ବପୁ ନାଇ, ମାତର୍‌ ସୁକଲ୍‌ଆତ୍‌ମା ଆମ୍‌କେ ସାଇଜ କର୍‌ସି । କେନ୍ତାରି ପାର୍‌ତନା କର୍‌ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍‌ ପାଇ ଜନ୍‌ଟା ଆମେ କଇ ନାପାର୍‌ଲୁନି, ସେଟା ସୁକଲ୍‌ ଆତ୍‌ମା ନିଜେ ଆମର୍‌ପାଇ “ଆନା, ଆୟା!” ଅଇକରି ପରମେସର୍‌କେ ଗୁଆରି କର୍‌ସି ।
And the Spirit likewise helpeth our infirmities: for we know not what we should pray for, as we ought: but the Spirit itself intercedes for us with unutterable groans.
27 ୨୭ ପରମେସର୍‌ ଆମର୍‍ ମନର୍‍ କାତା ଜାନେ । ସୁକଲ୍‌ଆତ୍‌ମାର୍‌ ମନର୍‌ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍‌ଆତ୍‌ମା ପରମେସର୍‌ ମନ୍‍ କଲା ଇସାବେ, ତାକର୍‌ ଲକ୍‌ମନର୍‌ ପାଇ ଗୁଆରି କର୍‌ତେ ରଇସି ।
And He that searcheth the hearts, knoweth what is the mind of the Spirit; for he intercedeth for the saints according to the will of God.
28 ୨୮ ଜନ୍‌ ଲକ୍‌ମନ୍‌କେ ପରମେସର୍‌ ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ଡାକ୍‌ଲାଆଚେ, ଆରି ସେମନ୍ ତାକେ ଆଲାଦ୍‌ କଲାଇନି, ସେମନର୍‌ ପାଇ ସେ ସବୁ ମଙ୍ଗଲର୍‌ ବିସଇ କରାଇଦେଇସି ।
And we know that all things co-operate for good to them that love God, to them that are called according to his purpose;
29 ୨୯ ଜନ୍‌ ଲକ୍‌ମନ୍‌କେ ପରମେସର୍‌ ବାଚ୍‌ଲା ଆଚେ, ସେମନ୍‌କେ ତାର୍‌ ପଅ ପାରା ଅଇବାକେ ଆଗ୍‌ତୁସେ ଟିକ୍‌ କରିଆଚେ । ସେନ୍ତିଆଲେ, ଗଟେକ୍‌ ବଡ୍‌ କୁଟୁମେ, ତାର୍‍ ପଅ ସେମନର୍‌ ବଡ୍‌ ବାଇ ଅଇସି ।
for those whom he foreknew, He also predetermined to be conformed to the image of his Son, that He might be as the first-born among many brethren: and whom He before ordained, these He also called;
30 ୩୦ ଜନ୍‌ ଲକ୍‌ମନ୍‌ ଏନ୍ତାରି ବାଚିଅଇଲାଇ ଆଚତ୍‌, ସେମନ୍‌କେ ଡାକିଆଚେ । ସେ ଲକ୍‌ମନ୍‌କେ ପର୍‍ମେସରର୍‌ ମୁଆଟେ ଦରମ୍‌ଲକ୍‌ ବଲାଇ ଅଇ, ତାର୍‍ ଡାକ୍‌ପୁଟାଇ ମିସାଇ ଆଚତ୍‌ ।
and whom He called, these he also justified; and whom He justified, these He also glorified.
31 ୩୧ ଏ ସବୁର୍‌ତେଇଅନି ଆରି କାଇଟା କ‍ଇବାର୍‌ ଅଇସି? ଜଦି ପରମେସର୍‌ ଆମର୍‌ ବାଟେ ଆଚେ, ତେବେ କେ ଆମର୍‌ ବିରଦି ଅଇପାର୍‌ସି?
What shall we say then to these things? if God be for us, who can be against us?
32 ୩୨ ପରମେସର୍‌ କେବେମିସା ଆମର୍‌ ବିରଦି ନଏଁଁ, କାଇକେବଇଲେ ସେ ନିଜର୍‌ ପଅକେ ମିସା ରକିଆ ନ କରି ଆମର୍‌ ପାଇ ଦାନ୍‌ ଦେଇଆଚେ । ସେନ୍ତିଆଲେ ସେ ଆମର୍‌ ପାଇ କାଇ ସବୁ ବିସଇ ଦାନ୍‌ ନ ଦେଏ କି?
He that spared not his own Son, but delivered Him up for us all, how shall He not with Him freely give us all things?
33 ୩୩ ପରମେସର୍‌ ବାଚ୍‌ଲା ଲକ୍‌ମନ୍‍କେ କେ ଦସିବଲି କଇପାର୍‌ସି? ସେମନ୍‌କେ ସେ ନିଜେ କାଇ ଦସ୍‌ କରି ନ ର‍ଇବା ଲକ୍‌ ବଲି ଉଡ୍‌ରା କଲାଆଚେ ।
Who shall lay any accusation against the elect of God? will God, who justifieth us?
34 ୩୪ ତେବେ ସେମନ୍‌କେ ଦସି ବଲି କେ କଇନାପାରତ୍‌ । କିରିସ୍‌ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍‌ମେସର୍‌ ମଲାତେଇଅନି ଜିବନ୍‌ କରି ଉଟାଇଲାଆଚେ । ଏବେ ସେ ପରମେସରର୍‌ ଉଜାବାଟେ ରଇକରି ଆମର୍‌ପାଇ ଗୁଆରି କରି ପାର୍‌ତନା କଲାନି ।
Who is he that condemneth? Is it Christ, that died for us? yea rather, that is risen again, who is also at the right hand of God, and who maketh intercession for us?
35 ୩୫ ସେନ୍ତାର୍‌ଆଲେ ତେବେ କେ ମିସା ଆମ୍‌କେ କିରିସ୍‌ଟର୍‌ ଆଲାଦେଅନି ବେଗ୍‌ଲାଇ ନାପାରତ୍‌ । ଦୁକେ ରଇଲେ ମିସା, କସ୍‌ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍‌ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍‌ଲାଇ ନାପାରେ ।
Who shall separate us from the love of Christ? shall affliction, or distress, or persecution, or famine, or nakedness, or peril, or sword?
36 ୩୬ ସାସ୍‌ତରେ ଲେକାଆଚେ, “ତମର୍‌ଲାଗି ସବୁ ଦିନ୍‌ ଆମେ ମରନର୍‌ ମୁଆଟେ ଗାଲୁନି, ପୁଜ୍‌ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।”
(as it is written, "for thy sake we are killed all the day long, we are accounted as sheep for the slaughter:")
37 ୩୭ ଜେ ଆମ୍‌କେ ଆଲାଦ୍‌ କଲାଇନି, ତାର୍‌ ସାଇଜ ସଙ୍ଗ୍‍ ଆମେ ଏ ସବୁର୍‌ ଉପ୍‌ରେ ଜିତି ଆଚୁ ।
but in all these things we are more than conquerors through Him that loved us.
38 ୩୮ ମୁଇ ସତଇସେ ଜାନ୍‌ଲିନି ଜେ, ପର୍‌ମେସର୍‌ ଜନ୍‌ ବଡ୍‌ ଆଲାଦ୍‌ ଆମ୍‌କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍‌କେ ବେଗ୍‌ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍‌ ରଇଲେ, ସରଗର୍‌ ଦୁତ୍‌ ଅଅତ୍‌ କି ସାସନ୍‌କାରିଆମନ୍‌, କି କାଇ ବିନ୍‌ ବପୁ, କି ଏବେ ଜନ୍‌ଟା ଅଇଲାନି, ପଚ୍‌କେ ଜନ୍‌ଟା ଅଇସି,
For I am persuaded that neither death, nor life, nor angels, nor principalities, nor powers, nor things present, nor things future,
39 ୩୯ ଉପ୍‌ରର୍‌ ଦୁନିଆ କି ତଲର୍‌ ଦୁନିଆ, ଏ ଜଗତେ ତିଆର୍‌ ଅଇରଇବା କାଇ ବିସଇ ମିସା ପର୍‌ମେସରର୍‌ ବଡ୍‌ ଆଲାଦେ ଅନି ଆମ୍‌କେ ବେଗ୍‌ଲାଇ ନାପାରେ । ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ଦେଲା ପରମେସରର୍‌ ସେ ବଡ୍‌ ଆଲାଦେ ଅନି, ଏ ସବୁ ବିସଇ ଆମ୍‌କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।
nor height, nor depth, nor any other creature shall be able to separate us from the love of God which is in Christ Jesus our Lord.

< ରମିୟ 8 >