< ରମିୟ 8 >
1 ୧ ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇ ଆରି ପର୍ମେସରର୍ ଡଣ୍ଡ୍ ନାଇ ।
2 ୨ ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
3 ୩ ସେ ଆମର୍ ଗୁନ୍ଚଲନ୍ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍ ସାଇଜ କରି ନାପାର୍ଲା । ମାତର୍ ସେଟା ପର୍ମେସର୍ କରିଆଚେ । ସେ ଆମର୍ ପାରା ପାପିମନର୍ ଗଟେକ୍ ଗାଗଡ୍ ଦାରାଇ ତାର୍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍ ଉପ୍ରେ ରଇବା ପାପର୍ ସାସନ୍ କୁରୁପ୍ନାସ୍ କଲା ।
4 ୪ ଆମେ ଜେନ୍ତାରି କି ନିୟମର୍ ସବୁ ଆଦେସ୍ ମାନିକରି ରଇବୁ, ସେଟାର୍ ପାଇ ପର୍ମେସର୍ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍ ଚଲାଚଲ୍ତି ନ କରି ସୁକଲ୍ଆତ୍ମାର୍ ବାଟେ ଇଣ୍ଡ୍ଲେସେ ଏନ୍ତି କରିଅଇସି ।
5 ୫ ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ ଜିଉନା କାଉନା କର୍ତେରଇବାଇ, ସେମନ୍ ନିଜର୍ ଗାଗଡର୍ ମନ୍ କର୍ବାଟା ଚିନ୍ତା କର୍ତେରଇବାଇ । ମାତର୍ ଜନ୍ ଲକ୍ମନ୍ ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ କାମ୍କର୍ବାଇ, ସେମନ୍ ସୁକଲ୍ଆତ୍ମା ଜନ୍ ବିସଇ କର୍ବାକେ ମନ୍ କରାଇସି, ସେଟା କର୍ବାଇ ।
6 ୬ ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି ।
7 ୭ ଜଦି ଗଟେକ୍ ଲକ୍ ତାର୍ ଗାଗଡର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସି, ସେ ପରମେସରର୍ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍ ନିୟମ୍ ମାନେ ନାଇ, ସେ ସେଟା କର୍ବାକେ ନାପାରେ ।
8 ୮ ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ କାମ୍ କଲାଇନି, ସେମନ୍ ପର୍ମେସର୍କେ ସାର୍ଦା କରିନାପାରତ୍ ।
9 ୯ ଜଦି ସତଇସେ ପରମେସରର୍ ସୁକଲ୍ଆତ୍ମା ତମର୍ ବିତ୍ରେ ଆଚେ, ତେବେ ତମେ ଆରି ମୁନୁସର୍ ଚାଲିଚଲନ୍ ପାରା ଜିଉନାକାଉନା କରିନାପାରାସ୍, ମାତର୍ ଜିବନେ ସୁକଲ୍ ଆତ୍ମାର୍ ଆଦେସ୍ ମାନ୍ସା । ଜାର୍ତେଇ କିରିସ୍ଟର୍ ଆତ୍ମା ନାଇ, ସେ କେବେ ମିସା ତାକର୍ ଲକ୍ ଅଇନାପାରେ ।
10 ୧୦ ମାତର୍ ତମର୍ ବିତ୍ରେ କିରିସ୍ଟ ବାସାଅଇ ରଇସି ବଇଲେ, ତମର୍ ଗାଗଡ୍ ପାପେ ନସ୍ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍ଆତ୍ମା ତମ୍କେ ଜିବନ୍ ଦାନ୍ ଦେଇସି । କାଇକେ ବଇଲେ ତମେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ଆଚାସ୍ ।
11 ୧୧ ଜଦି ତମର୍ ବିତ୍ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍ ଆତ୍ମା ଆଚେ, ତେବେ ସେ ଆତ୍ମାର୍ ସାଇଜ ସଙ୍ଗ୍, ପରମେସର୍ ଜେ କି କିରିସ୍ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍ କୁଇଜିବା ଗାଗଡ୍ ମିସା ଜିବନ୍ କର୍ସି ।
12 ୧୨ ତେବେ ଏ ବାଇବଇନିମନ୍, ଆମର୍ କାମ୍ ଅଇଲାନି, ମୁନୁସର୍ ଗୁନ୍ଚଲନ୍ ଇସାବେ ଜିଉନାକାଉନା ନ କରୁ ।
13 ୧୩ କାଇକେବଇଲେ ସେନ୍ତି କଲେ, ତମେ ମର୍ସା ମାତର୍ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ନିଜର୍ ପାପ୍ଚଲନ୍ ନସ୍ଟ କରି ଆରି ପାପ୍ କାମ୍ ନ କରାସ୍, ତେବେସେ ତମେ ବଁଚ୍ସା ।
14 ୧୪ ଜନ୍ ଲକ୍ମନ୍ ପରମେସରର୍ ଆତ୍ମା ଇସାବେ ଚାଲ୍ଲାଇନି, ସେମନ୍ସେ ପରମେସରର୍ ପିଲାଟକି ।
15 ୧୫ କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ “ବାବା, ମର୍ ବାବା!” ବଲି ଡାକ୍ଲୁନି ।
16 ୧୬ ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
17 ୧୭ କାଇକେବଇଲେ ଆମେ ପରମେସରର୍ ପିଲାଟକି । ତାର୍ ଲକ୍ମନ୍କେ କାତା ଦେଇରଇବା ଆସିର୍ବାଦେ ଆମେ ମିସ୍ବୁ । ଆରି କିରିସ୍ଟର୍ ପାଇ ପରମେସର୍ ଜନ୍ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍ ପାଇ ବାଟା ଆଚେ । ଜଦି ଆମେ ଜିସୁର୍ ଦୁକ୍ପାଇବାତେଇ ମିସ୍ଲୁ ଆଚୁ, ତେବେ ତାର୍ ଡାକ୍ପୁଟା ପାଇବାତେଇ ମିସା ମିସ୍ବୁ ।
18 ୧୮ ଜନ୍ ଡାକ୍ପୁଟାର୍ ଦିନେ ଆମେ ମିସ୍ବାକେ ଗାଲୁନି, ଦେକ୍ଲେସରି ଏ ଜିବନେ ଅଇବା ଆମର୍ ଦୁକ୍ କସ୍ଟ କିଚି ନାଇ ।
19 ୧୯ ପର୍ମେସର୍ ତିଆର୍କଲା ସବୁଜାକ ଜାଗର୍ତା ସଙ୍ଗ୍ ସେ ଦିନ୍କେ ଜାଗି ଆଚତ୍ । ସେବେଲାଇ ପରମେସର୍ ତାର୍ ସତ୍ ପିଲାଟକିମନ୍ କେ, ବଲି ଦେକାଇସି ।
20 ୨୦ କାଇକେବଇଲେ ପରମେସର୍ ତିଆର୍ କରିରଇବା ସବୁଜାକ, ଅବିସାପେ ପୁରୁନ୍ ଅଇଲାଆଚେ । ଜନ୍ବାଟେ ଜିବାର୍ ରଇଲା ସେ ବାଟେ ନ ଜାଇ, ବିନ୍ ବାଟେ ଗାଲାଆଚେ । ମାତର୍ ଏଟା ତାର୍ ନିଜର୍ ମନ୍ କଲା ଇସାବେ ଅଏନାଇ । ପର୍ମେସର୍ ମନ୍ କଲାକେସେ ଅଇଲା । ଏଲେମିସା ତାର୍ ଆସା ରଇଲା,
21 ୨୧ ଜେନ୍ତିକି ଗଟେକ୍ ଦିନେ କୁଇଜିବାଟାନେ ଅନି ମୁକ୍ଲିକରି ପର୍ମେସରର୍ କୁଟୁମର୍ ଡାକ୍ପୁଟାଇ ମିସ୍ବୁ ।
22 ୨୨ ମାତର୍ ଏବେ ଜାକ ତିଆର୍ଅଇଲାଟା ସବୁ, ଗାଗ୍ଡେ ରଇଲା ମାଇଜି ନିକଅଇବା ଦୁକା ପାରା ଅଇକରି “ଆନା, ଆୟା!” ଅଇଲାନି ।
23 ୨୩ ଆମେ, ପରମେସର୍ ଦେଲା ପର୍ତୁମର୍ ଦାନ୍ ପାରା ସୁକଲ୍ଆତ୍ମା ପାଇଲୁଆଚୁ, ଆମେ ମିସା ବିତ୍ରେ ବିତ୍ରେ “ଆନା, ଆୟା!” ଅଇଲୁନି । ଏଲେମିସା ପରମେସର୍ ଆମ୍କେ କୁଟୁମର୍ ଲକ୍ କରାଇକରି ପୁରାପୁରୁନ୍ ମୁକ୍ଲାଇସି ବଲି ଜାଗିକରି ଆଚୁ ।
24 ୨୪ କାଇକେବଇଲେ ଆସା କଲାକେସେ ଆମେ ମୁକ୍ତି ପାଇଆଚୁ । ମାତର୍ ଜାଇଟା ଡିସ୍ଲାନି ସେଟାର୍ ପାଇ ଆସାକର୍ବାଟା, ସେଟା ସତଇସେ ଆସା ରକ୍ବାଟା ନଏଁ । କେ କାଇ ଡିସ୍ବାଟାକେ ଆସା କର୍ସି କି? ନାଇ, ନ କରେ ।
25 ୨୫ ମାତର୍ ଆମେ ଜଦି ନ ଡିସ୍ବା ବିସଇ ଆସାକର୍ବୁ, ତେବେ ଆମ୍କେ ସାଆସ୍ ସଙ୍ଗ୍ ଜାଗ୍ବାକେ ପଡ୍ସି ।
26 ୨୬ ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇ “ଆନା, ଆୟା!” ଅଇକରି ପରମେସର୍କେ ଗୁଆରି କର୍ସି ।
27 ୨୭ ପରମେସର୍ ଆମର୍ ମନର୍ କାତା ଜାନେ । ସୁକଲ୍ଆତ୍ମାର୍ ମନର୍ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍ଆତ୍ମା ପରମେସର୍ ମନ୍ କଲା ଇସାବେ, ତାକର୍ ଲକ୍ମନର୍ ପାଇ ଗୁଆରି କର୍ତେ ରଇସି ।
28 ୨୮ ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
29 ୨୯ ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି ।
30 ୩୦ ଜନ୍ ଲକ୍ମନ୍ ଏନ୍ତାରି ବାଚିଅଇଲାଇ ଆଚତ୍, ସେମନ୍କେ ଡାକିଆଚେ । ସେ ଲକ୍ମନ୍କେ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇ, ତାର୍ ଡାକ୍ପୁଟାଇ ମିସାଇ ଆଚତ୍ ।
31 ୩୧ ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି?
32 ୩୨ ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି?
33 ୩୩ ପରମେସର୍ ବାଚ୍ଲା ଲକ୍ମନ୍କେ କେ ଦସିବଲି କଇପାର୍ସି? ସେମନ୍କେ ସେ ନିଜେ କାଇ ଦସ୍ କରି ନ ରଇବା ଲକ୍ ବଲି ଉଡ୍ରା କଲାଆଚେ ।
34 ୩୪ ତେବେ ସେମନ୍କେ ଦସି ବଲି କେ କଇନାପାରତ୍ । କିରିସ୍ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଲାଆଚେ । ଏବେ ସେ ପରମେସରର୍ ଉଜାବାଟେ ରଇକରି ଆମର୍ପାଇ ଗୁଆରି କରି ପାର୍ତନା କଲାନି ।
35 ୩୫ ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
36 ୩୬ ସାସ୍ତରେ ଲେକାଆଚେ, “ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି, ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।”
37 ୩୭ ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ ।
38 ୩୮ ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି,
39 ୩୯ ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।