< ରମିୟ 7 >

1 ଏ ବାଇବଇନିମନ୍‌, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍‍ । ନିୟମ୍‌ କାଇଟା ବଲି ତମେ ବୁଜିପାରାସ୍‌, ତାର୍‌ ଅରତ୍‌ ମିସା ଜାନାସ୍‌ । ମୁନୁସ୍‌ ଅବ୍‌କା ତାର୍‌ ଜିଇବା କାଇବା ଦିନ୍‍ ଜାକ ନିୟମର୍‌ ତଲେ ରଇସି ।
ତାୟି ତାଙ୍ଗିସ୍କାତେରି, ନୀଏଁ ଏ଼ନାଆଁ ୱେସାଲି ଅଣ୍‌ପିମାଇଁ, ଏ଼ଦାଆଁ ମୀରୁ ତେଲ୍‌ହିଦେରି, ଏ଼ନାଆଁତାକି ଇଚିହିଁ ମୀରୁ ପୁଞ୍ଜାମାଞ୍ଜେରି, “ମେ଼ରା” ଏ଼ନାୟି । ମାଣ୍‌ସି ୱାର୍‌ଇ ତାନି ନୀଡାମାନି ପାତେକା ମେ଼ରାତି ଡ଼଼ଇ ଡ଼ୟିନେସି ।
2 ବିବା ଅଇବା ବିସଇ ଦେକ୍‍ଲେ, ମୁନୁସ୍‌ ବଁଚି ରଇବା ଜାକ, ତାର୍‌ ମାଇଜି ସଙ୍ଗ୍‌ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍‌ ମୁନୁସ୍‌ ମରିଗାଲା ପଚେ ତାର୍‌ ମାଇଜି ଏ ନିୟମେଅନି ମୁକଲ୍‌ସି ।
ଡକ୍ରା ନୀଡାମାନି ପାତେକା ତାନି ଡକ୍ରି ଏ଼ୱାଣିତଲେ ବୀହା ମେ଼ରା ତଲେ ଦସ୍‌ପି ଆ଼ହାନା ଡ଼ୟିନେ । ସାମା ଡକ୍ରା ହା଼ତିସାରେ, ଏ଼ୱାଣି ଡକ୍ରି ଈ ମେ଼ରାଟି ପିସ୍‌ପି ଆ଼ନେ ।
3 ସେ ବଁଚି ରଇଲା ବେଲେ, ତାର୍‍ ମାଇଜି ଜଦି ବିନ୍‌ ମୁନୁସ୍‌କେ ବିବା ଅଇସି, ତେବେ ତାକେ ଚାଡ୍‌ରି ବଲି କଇବାଇ, ମାତର୍‌ ମୁନୁସର୍‌ ମରନ୍‌ ପଚେ ବିନ୍‌ ମୁନୁସ୍‌କେ ବିବା ଅଇଲେ, ତାକେ ଆରି ଚାଡ୍‌ରି ବଲି ନ କଅତ୍‌ । ନିୟମ୍‌ ଇସାବେ ସେ ଗଟେକ୍‌ ମୁକ୍‌ଲି ରଇବା ମାଇଜି ।
ଡକ୍ରା ନୀଡା ମାନାଟିଏ, ଡକ୍ରି ଅ଼ର ରଅଣାକି ବୀହା ଆ଼ତିସାରେ, ଏ଼ଦାନି ଦା଼ରେଣି ଇଞ୍ଜିଁ ଇନେରି; ସାମା ଡକ୍ରା ହା଼ତି ଡା଼ୟୁ ମେ଼ରାଟି ପିସ୍‌ପି ଆ଼ନେ, ଅ଼ଡ଼େ ଏ଼ଦି ଅ଼ର ରଅଣାକି ବୀହା ଆ଼ତିସାରେ, ଏ଼ଦି ଦା଼ରେଣି ଆ଼ଏ ।
4 ଏ ମର୍‌ ବାଇବଇନିମନ୍‌, ତମେ ମିସା ସମାନ୍‌ ସେନ୍ତାରିସେ । ନିୟମ୍‌ ଇସାବେ କିରିସ୍‌ଟର୍‌ ଗାଗ୍‌ଡେ ମିସ୍‌ଲାର୍‌ପାଇ ତମେମିସା ମରିଆଚାସ୍‌ । ଏବେ ତମେ ତାର୍‌ଟା । ପର୍‌ମେସର୍‌ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍‍ ସେବାକାମେ ଆମେ ମିସା ମିସ୍‌ବୁ ।
ଈଦାଆଁତାକି ତାୟି ତାଙ୍ଗିସ୍କାତେରି, କ୍ରୀସ୍ତତି ଆଙ୍ଗା ତଲେ ମୀରୁ ଜିକେଏ ମେ଼ରାତାକି ହା଼ହାମାଞ୍ଜେରି, ଏ଼ନିକିହିଁ ମୀରୁ ଏଟ୍‌କାତାରି ତଲେ ଆଣ୍ତିଦେରି, ଇଚିହିଁ ମା଼ ମାହାପୂରୁ ତାକି ପା଼ଡ଼େୟି ଆ଼ୟାଲି ଆମ୍ବାଆସି ହା଼ତାରି ତା଼ଣାଟି ନୀଡାମାନେସି, ଏ଼ୱାଣିତଲେ ଆଣ୍ତାଦୁ ।
5 ଜେତେଦିନ୍‌ ଜାକ ଆମେ ଗାଗଡ୍‌ ମନ୍‍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍‌ ଆମ୍‌କେ ନାଇ ବଲି କଇତେରଇଲା । ସେଟା ଆମର୍‌ ପାପ୍‌ ଅଦିକ୍‌ ଅଦିକ୍‌ କରାଇତେ ରଇଲା । ଆରି ଆମେ ମରନ୍‌ ବାଟେ ଜାଇତେରଇଲୁ ।
ଏଚରଦିନା ପାତେକା ମା଼ର ଆଙ୍ଗାତି ମାଣ୍‌କି ତଲେ ମାଚାୟି, ଏଚରଦିନା ପାତେକା ମ଼ସା ମେ଼ରାଟି ପା଼ପୁତି ଜୂପ୍‌କା ମା଼ ଆଙ୍ଗା ବିତ୍ରା ଜୀୱୁତି ହା଼ୱି କିହାଲି କାମା କିହିମାଚେ ।
6 ଏବେ ଆମେ ନିୟମର୍‌ ସାସନେଅନି ମୁକଲ୍‌ଲୁ ଆଚୁ, କାଇକେବଇଲେ ଜନ୍‌ଟା ଆମ୍‌କେ ଦିନେକ୍‌ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍‌ ବିତ୍‌ରେ ମରିଗାଲାଆଚେ । ଆମେ ଆରି ଆଗ୍‌ତୁର୍‌ ପାରା ଲେକାଅଇଲା ନିୟମ୍‌ ଇସାବେ ପର୍‌ମେସର୍‌କେ ସେବାକରୁ ନାଇ । ଏବେ ସୁକଲ୍‌ ଆତ୍‌ମା ଦେକାଇଲା ବାଟେ ଇଣ୍ଡ୍‌ଲୁନି ।
ସାମା ଏ଼ନାଆଁତଲେ ଦସ୍‌ପି ଆ଼ହାମାଚାୟି, ଏମ୍ବାଟି ହା଼ହାନା ନୀଏଁ ମା଼ର ମେ଼ରାତି ଅଦିକାରାଟି ମୁକ୍‌ଲୱି ଆ଼ହାମାନାୟି; ମା଼ର ଅ଼ଡ଼େ ତଲିତିଲେହେଁ ରା଼ସ୍‌କି ଆ଼ହାମାନି ମେ଼ରାତି ସେ଼ବା କିହି ହିଲାଆୟି, ସୁଦୁଜୀୱୁ ତ଼ସାମାଞ୍ଜାନି ପୁଃନି ଜିରୁତା ନୀଏଁ ତା଼କି ମାନାୟି ।
7 ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍‌ ଆଚେ କି? ସେଟା ସତଇସେ ନଏଁ । ମାତର୍‌ ପାପ୍‌ କାଇଟା? ସେଟା, ମକେ ନିୟମ୍‌ ଜାନାଇଦେଲା ଆଚେ । “ବିନ୍‌ ଲକର୍‌ ଦିନ୍‍ସୁ ଲବାଇବାର୍‌ ନାଇ ।” ଏ ଆଦେସ୍‌ ଜଦି ନିୟମ୍‌ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍‌ତି ।
ଆତିହିଁ ଏ଼ନାଆଁ ଇନାୟି, ମେ଼ରା ପା଼ପୁ ଗାଟାୟି? ଏ଼ଦି ଏଚେଲାୱା ଆ଼ଏ । ସାମା ପା଼ପୁ ଏ଼ନାୟି, ଏ଼ଦାଆଁ ମେ଼ରା ନାଙ୍ଗେ ୱେସା ମାଞ୍ଜାନେ, “ଏଟ୍‌କା ଲ଼କୁତି ଦିଣ୍‌ସୁ ଜୂପ୍‌କା ଆ଼ଆଦୁ,” ଈ ହୁକୁମି ମେ଼ରା ୱେସା ମାଞ୍ଜାଆତିହିଁମା, ଜୂପ୍‌କା ଏ଼ନାୟି, ନା଼ନୁ ପୁନାଆତେଏଁମା ।
8 ମାତର୍‌ ଉପ୍‌ରର୍‌ ଆଦେସର୍‌ ସୁବିଦାନେଇ ପାପ୍‌ ମର୍‌ ବିତ୍‌ରେ ବିନ୍‌ବିନ୍‌ ରକାମର୍‌ କାରାପ୍‌ ମନ୍‍ କର୍‍ବାଟା ଜନ୍‌ମାଇଲା । ନିୟମ୍‌କେ ଚାଡିଦେଲେ ପାପ୍‌ ମଲା ସମାନ୍‌ ଆଚେ ।
ସାମା ପା଼ପୁ ପାରୁ ବେଟାଆ଼ହାନା ହୁକୁମି ତଲେ ନା଼ ତା଼ଣା ବାରେଲେହେଁତି ଜୂପ୍‌କା କିନାଣି ହିୟାତେ, ମେ଼ରା ପିସ୍‌ପେ ପା଼ପୁ ହା଼ତାୟି ।
9 ଗଟେକ୍‌ ବେଲାଇ, ମୁଇ ନିୟମ୍‌ ନାଜାନି କରି ଜି‍ଇତେ ରଇଲି, ନିୟମ୍‌ ଜାନ୍‌ଲା ପଚେ ପାପ୍‌ ପୁର୍‌ଲା,
ର଼ ଦିନା ନା଼ନୁ ମେ଼ରା ପୁନାଆନା ନୀଡିମାଚେଏଁ, ସାମା ହୁକୁମି ୱା଼ହାଲିଏ ପା଼ପୁ ନୀଡିତେ, ଇଞ୍ଜାଁ ନା଼ନୁ ହା଼ତେଏଁ;
10 ୧୦ ଆରି ମୁଇ ମରିଗାଲି । ଜନ୍‌ ନିୟମ୍‌ ଜିବନ୍‌ ଦେବାକେ ଟିକ୍‌ କରିରଇଲା, ସେଟା ମର୍‌ ପାଇ ମରନ୍‌ ଆନ୍‌ଲା ।
୧୦ଆମିନି ମେ଼ରା ଜୀୱୁ ହୀହାଲିତାକି ଟିକାଣା ତାୟି ମାଚେ, ଏ଼ଦି ନା଼ ଜୀୱୁତା ହା଼କି ୱା଼ତେ ।
11 ୧୧ କାଇକେବ‍ଇଲେ ନିୟମର୍‌ ସୁବିଦା ନେଇ ମକେ ପାପ୍‌ ନାଡାଇଲା ଆରି ମରାଇଲା ।
୧୧ଇଚିହିଁ ପା଼ପୁ ପାରୁ ବେଟାଆ଼ହାନା ହୁକୁମିଟି ନାଙ୍ଗେ ନା଼ଡ଼ି କିୟାତେ ଇଞ୍ଜାଁ ଏମ୍ବାଟି ନାଙ୍ଗେ ପା଼ୟାତେ ।
12 ୧୨ ନିୟମ୍‌ ପର୍‌ମେସରର୍‌ଟାନେଅନି ଆଇଲାକେ ସୁକଲ୍‌ ଆଚେ । ତାର୍‌ ଆଦେସ୍‌ ସବୁ ସୁକଲ୍‌, ଟିକ୍‌ ଆରି ବେସି ନିକ ।
୧୨ମେ଼ରା ସୁଦୁଗାଟାୟି, ଏ଼ଦାଣି ହୁକୁମିକା ବାରେ ସୁଦୁ ଗାଟାଇ, ଦାର୍ମୁଗାଟାୟି ଇଞ୍ଜାଁ ନେହାୟି ।
13 ୧୩ ସେନ୍ତିଆଲେ ଜନ୍‌ଟା ନିକ, ସେଟା କାଇକେ ମର୍‌ ମରନ୍‌ ଆନ୍‌ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍‌ ପାପର୍‌ ମରନ୍‌ ଅଇଲା । ତାର୍‌ ନିୟମ୍‌, ଜେନ୍ତିକି ଆମର୍‌ ପାପ୍‌ କେତେକ୍‌ କାରାପ୍‌ ଆଚେବଲି ଡିସାଇବାକେ ପର୍‌ମେସରର୍‌ ଜଜ୍‌ନା ରଇଲା । ତେବର୍‌ପାଇ ତାର୍‌ ନିୟମର୍‌ଲାଗି ଏଟା ସାଦନ୍‌ କଲା ।
୧୩ଆତିହିଁ, ଏ଼ନାୟି ନେହାୟି, ଏ଼ଦି କି ନାଙ୍ଗେ ହା଼ୱି କିୟାନେ? ଏ଼ଦି ଏଚେଲାୱା ଆ଼ଆପେ, ପା଼ପୁଏ ଏ଼ଦାଆଁ କିତେ, ନେହିଁ ମେ଼ରାତି ଲେ଼ମ୍ବାନା ପା଼ପୁ ନାଙ୍ଗେ ହା଼ୱି କିୟାତେ, ଏ଼ଦାଆଁ ତଲେ ପା଼ପୁତି ସାତା ୱା଼ଣା ତ଼ଞ୍ଜାଆ଼ତେ, ଏ଼ଦାଆଁତାକି ମେ଼ରା ତଲେ ପା଼ପୁ ହା଼ରେକା ଆଜିହ଼ପେତାୟି ପୁଣ୍‌ମ୍ବିଆ଼ତେ ।
14 ୧୪ ଆମେ ଜାନୁ ଜେ, ନିୟମ୍‌ ଆତ୍‌ମାଇ ଆଇସି, ମାତର୍‌ ମୁଇ ମର୍‌ ଗାଗଡ୍‌ ମନ୍‍ କଲାଟାକେ ମାନ୍‌ଲାର୍‌ପାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
୧୪ମ଼ସାତି ମେ଼ରା ସୁଦୁଜୀୱୁ ଗାଟାୟି, ଈଦାଆଁ ମା଼ର ପୁଞ୍ଜାମାନାୟି; ସାମା ନା଼ନୁ ପା଼ପୁତି ଆଙ୍ଗାତା କଡ୍‌ୱିଆ଼ତି ହ଼ଲେଏଣାତେଏଁ ।
15 ୧୫ ମୁଇ ଜନ୍‌ଟା କଲିନି, ସେଟା ବୁଜି ନାଇ, ମାତର୍‌ ଜନ୍‌ ନିକ କାମ୍‌ କର୍‌ବାକେ ମନ୍‌ କଲିନି ସେଟାସେ କରିନାପାର୍‌ଲିନି । ଆରି ଜନ୍‌ କାରାପ୍‌ କାମ୍‌ କର୍‌ବାକେ ମୁଇ ମୁଲ୍‌କେ ମନ୍‍ କରି ନାଇ, ସେଟାସେ କଲିନି ।
୧୫ନା଼ନୁ ଏ଼ନାଆଁ କିହିମାଇଁ, ଏ଼ଦାଆଁ ନା଼ନୁ ପୁଞ୍ଜିହିଲଅଁ; ଏ଼ନାଆଁ କିହାଲି ନା଼ ଅଣ୍‌ପୁ, ଏ଼ଦାଆଁ ନା଼ନୁ କିଅଁ; ସାମା ଏ଼ନାଆଁ ଅ଼ପଅଁ, ଏ଼ଦାଆଁ କିଇଁ ।
16 ୧୬ ମାତର୍‌ ମୁଇ ମନ୍‍ ନ କରି ରଇବା କାମ୍‌ କର୍‌ବାର୍‍ ଲାଗି, ନିୟମ୍‌ ଟିକ୍‌ ଆଚେ ବଲି ମାନ୍‌ଲିନି ।
୧୬ସାମା ଏ଼ନାଆଁ ନା଼ନୁ ଅଣ୍‌ପଅଁ, ଏ଼ଦାଆଁ କିତିସାରେ, ଆତିହିଁ ମ଼ସାତି ମେ଼ରା ନେହାୟି ଏ଼ଦାଆଁ ନା଼ନୁ ଜ଼ଲିମାଇଁ ।
17 ୧୭ ସେଟାର୍‌ ପାଇ ଏ ସବୁ ଜାକ କାମ୍‌ ମୁଇ କରି ନାଇ । ମର୍‌ ବିତ୍‌ରେ ରଇବା ପାପ୍‌ସେ ସେଟା କଲାନି ।
୧୭ଏ଼ଦାଆଁତାକି ଏ଼ କାମା ସାତେଏ ନା଼ନୁ କିଆନା ନା଼ ବିତ୍ରାମାନି ପା଼ପୁଏ ଏ଼ଦାଆଁ କିହିମାନେ ।
18 ୧୮ ମର୍‌ ଗାଗଡର୍‌ କାରାପ୍‌ ମନ୍‍ କର୍‍ବାଟାନେଅନି କାଇମିସା ନିମାନ୍‌ ବିସଇ ନ ଆସେ ବଲି ମୁଇ ଜାନ୍‌ଲିନି । କାଇକେବଇଲେ ନିକ କାମ୍‌ କର୍‌ବାକେ ମନ୍‍ ରଇଲେ ମିସା ସେଟା କରି ନାପାର୍‌ଲିନି ।
୧୮ନା଼ନୁ ପୁଞ୍ଜାମାଇଁ, ନା଼ ବିତ୍ରା ଇଚିହିଁ ମାଣ୍‌ସି ମାଣ୍‌କିତା ନେହାୟି ଏ଼ନାୟି ଜିକେଏ ହିଲେଏ, ଇଚିହିଁ ନେହିଁ କାମା କିହାଲି ନାଙ୍ଗେ ଅଣ୍‌ପୁ ମାଚିହିଁ ଜିକେଏ ଏ଼ଦାଆଁ କିହାଲି ଆ଼ଡଅଁ ।
19 ୧୯ ସେଟାର୍‌ ପାଇ ଜନ୍‌ ନିକ କାମ୍‌ କର୍‌ବାକେ ମୁଇ ମନ୍‌ କଲିନି, ସେ କାମ୍‌ ନ କରି, ଜନ୍‌ କାରାପ୍‌ କାମ୍‌ କର୍‍ବାକେ ମୁଲ୍‌କେ ମନ୍‍ ନାଇ, ସେଟାସେ କଲିନି ।
୧୯ଇଚିହିଁ ଏମିନି ନେହିଁ କାମା କିହାଲି ନା଼ନୁ ମ଼ନ କିଇଁ, ଏ଼ଦାଆଁ କିଅଁ, ସାମା ଏମିନି ଲାଗେଏତି କାମା କିହାଲି ନା଼ନୁ ମ଼ନ କିଅଁ, ଏ଼ଦାଆଁ କିଇଁ ।
20 ୨୦ ଜଦି ମୁଇ ମନ୍‍ ନ କର୍‍ବାଟା କରିଲାଗି ଆଚି, ସେନ୍ତାର୍‌ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍‌ ବିତ୍‌ରେ ରଇଲା ପାପ୍‌ସେ ସେଟା କଲାନି ।
୨୦ନା଼ନୁ ଏ଼ନାଆଁ ଅଣ୍‌ପି ହିଲଅଁ, ଏ଼ଦାଆଁ କିହିମାଇଁ, ଆତିହିଁ ଏ଼ଦାଆଁ ନା଼ନୁ ଅ଼ଡ଼େ କିଅଁ, ସାମା ନା଼ ତା଼ଣା ବାସା କିହାମାନି ପା଼ପୁ ଏ଼ଦାଆଁ କିନେ ।
21 ୨୧ ଏଟା ମର୍‌ ବିତ୍‌ରେ ଗଟେକ୍‌ କାମ୍‌କର୍‌ବା ନିୟମ୍‌ ବଲି ମନେ ଅଇଲାନି । ଜନ୍‌ଟା ନିକ, ସେଟା ମୁଇ କର୍‌ବାକେ ଗାଲାବେଲେ, ଅବ୍‌କା କାରାପ୍‌ ବିସ‍ଇସେ କଲିନି ।
୨୧ଏ଼ଦାଆଁତାକି ନା଼ନୁ ନେହିଁ କାମା କିହାଲି ମ଼ନ କିହିମାଇଁ, ଏଚିବେ଼ଲା ନା଼ ତା଼ଣା ୱାର୍‌ଇ ଲାଗେଏତାୟି ତ଼ଞ୍ଜା ଆ଼ହିମାନେ, ଈଦାଆଁ ମେ଼ରାତା ମେସିମାଇଁ ।
22 ୨୨ ପରମେସରର୍‌ ନିୟମ୍‌ ନାମ୍‌ବାକେ ମୁଇ ବେସି ମନ୍‍ କଲିନି,
୨୨ଇଚିହିଁ ହିୟାଁତା ଅଣ୍‌ପିନି ମାଣ୍‌ସିଲେହେଁ, ମାହାପୂରୁତି ମେ଼ରା ମା଼ନି କିହାଲି ନାଙ୍ଗେ ରା଼ହାଁ,
23 ୨୩ ମାତର୍‌ ମର୍‌ ମନ୍‍ କଲା ବିରଦେ ମର୍‌ ଗାଗଡ୍‌ ତେବାଇବା ବିଦି ସବୁବେଲେ ଜୁଇଦ୍‌ କଲାନି । ମର୍‌ ଗାଗ୍‌ଡେ କାମ୍‌କର୍‌ତେ ରଇବା ସବୁ ପାପ୍‌ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
୨୩ସାମା ନା଼ନୁ ନା଼ ଆଙ୍ଗାତା ଅ଼ର ର଼ଲେତି ମେ଼ରା ତ଼ଞ୍ଜା ଆ଼ହିମାନେ, ଏ଼ଦି ନା଼ ମ଼ନତି ମେ଼ରା କ଼ପାଟି ଜୁଜୁ କିହିମାନେ, ଅ଼ଡ଼େ ନା଼ ଆଙ୍ଗାତା ଏମିନି ପା଼ପୁତି ମେ଼ରା ମାନେ, ନାଙ୍ଗେ ଏମ୍ବାଆଁ ଦସ୍‌ପାନା ।
24 ୨୪ କେଡେ କରମ୍‌ ନଇଲା ଲକ୍‌ ମୁଇ! ମରନର୍‍ ମୁଏଁ ଜିକିନେବା ଏ ଗାଗଡର୍‌ ଚଲାଚଲ୍‌ତି ଅନି କେ ମକେ ମୁକ୍‍ଲାଇସି?
୨୪ଆୟ଼ତା, କାର୍ମା କପଲ ହିଲାଆଗାଟି ମାଣ୍‌ସିତେଏଁ ନା଼ନୁ! ଈ ହା଼ୱିକିନି ଆଙ୍ଗାଟି ନାଙ୍ଗେ ଆମ୍ବାଆସି ଗେଲ୍‌ପାନେସି?
25 ୨୫ ପରମେସର୍‌ ଦନିଅବାଦ୍‌ ପାଅ! ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ମୁଇ ଉଦାର୍‌ ପାଇଆଚି । ତେବେ, ଏଟା ଅଇଲାନି ମର୍‌ କରମ୍‌ । ପରମେସରର୍‌ ନିୟମ୍‌ କାଲି ମୁଇ ମର୍‌ ମନେ ନାମି ପାର୍‌ବି । ମାତର୍‌ ମର୍‌ ମୁନୁସ୍‌ ଇସାବର୍‌ ଚଲାଚଲ୍‌ତି ମକେ ପାପର୍‌ ଗତି ଦାଙ୍ଗ୍‌ଡା ଅଇବାକେ ବାଦିଅ କଲାନି ।
୨୫ମା଼ ପ୍ରବୁ ଜୀସୁ କ୍ରୀସ୍ତ ତା଼ଣାଟି ଗେଲ୍‌ପି ଆ଼ହାମାନାକି ମାହାପୂରୁଇଁ ଜହରା ଆ଼ପେ । ଏ଼ନାଆଁତାକି ଇଚିହିଁ ନା଼ନୁଏ ନା଼ ମ଼ନତଲେ ମାହାପୂରୁତି ମେ଼ରାତି ହ଼ଲେଏଣାତେଏଁ, ସାମା ଆଙ୍ଗା ତଲେ ପା଼ପୁ ମେ଼ରାତି ହ଼ଲିୟା ଆ଼ହାମାନେ ।

< ରମିୟ 7 >