< ରମିୟ 7 >

1 ଏ ବାଇବଇନିମନ୍‌, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍‍ । ନିୟମ୍‌ କାଇଟା ବଲି ତମେ ବୁଜିପାରାସ୍‌, ତାର୍‌ ଅରତ୍‌ ମିସା ଜାନାସ୍‌ । ମୁନୁସ୍‌ ଅବ୍‌କା ତାର୍‌ ଜିଇବା କାଇବା ଦିନ୍‍ ଜାକ ନିୟମର୍‌ ତଲେ ରଇସି ।
Britheren, whethir ye knowun not; for Y speke to men `that knowen the lawe; for the lawe hath lordschip in a man, as long tyme as it lyueth?
2 ବିବା ଅଇବା ବିସଇ ଦେକ୍‍ଲେ, ମୁନୁସ୍‌ ବଁଚି ରଇବା ଜାକ, ତାର୍‌ ମାଇଜି ସଙ୍ଗ୍‌ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍‌ ମୁନୁସ୍‌ ମରିଗାଲା ପଚେ ତାର୍‌ ମାଇଜି ଏ ନିୟମେଅନି ମୁକଲ୍‌ସି ।
For that womman that is vndur an hosebonde, is boundun to the lawe, while the hosebonde lyueth; but if hir hosebonde is deed, sche is delyuered fro the lawe of the hosebonde.
3 ସେ ବଁଚି ରଇଲା ବେଲେ, ତାର୍‍ ମାଇଜି ଜଦି ବିନ୍‌ ମୁନୁସ୍‌କେ ବିବା ଅଇସି, ତେବେ ତାକେ ଚାଡ୍‌ରି ବଲି କଇବାଇ, ମାତର୍‌ ମୁନୁସର୍‌ ମରନ୍‌ ପଚେ ବିନ୍‌ ମୁନୁସ୍‌କେ ବିବା ଅଇଲେ, ତାକେ ଆରି ଚାଡ୍‌ରି ବଲି ନ କଅତ୍‌ । ନିୟମ୍‌ ଇସାବେ ସେ ଗଟେକ୍‌ ମୁକ୍‌ଲି ରଇବା ମାଇଜି ।
Therfor sche schal be clepid auoutresse, if sche be with another man, while the hosebonde lyueth; but if hir hosebonde is deed, sche is delyuered fro the lawe of the hosebonde, that sche be not auoutresse, if sche be with another man.
4 ଏ ମର୍‌ ବାଇବଇନିମନ୍‌, ତମେ ମିସା ସମାନ୍‌ ସେନ୍ତାରିସେ । ନିୟମ୍‌ ଇସାବେ କିରିସ୍‌ଟର୍‌ ଗାଗ୍‌ଡେ ମିସ୍‌ଲାର୍‌ପାଇ ତମେମିସା ମରିଆଚାସ୍‌ । ଏବେ ତମେ ତାର୍‌ଟା । ପର୍‌ମେସର୍‌ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍‍ ସେବାକାମେ ଆମେ ମିସା ମିସ୍‌ବୁ ।
And so, my britheren, ye ben maad deed to the lawe bi the bodi of Crist, that ye ben of another, that roos ayen fro deth, that ye bere fruyt to God.
5 ଜେତେଦିନ୍‌ ଜାକ ଆମେ ଗାଗଡ୍‌ ମନ୍‍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍‌ ଆମ୍‌କେ ନାଇ ବଲି କଇତେରଇଲା । ସେଟା ଆମର୍‌ ପାପ୍‌ ଅଦିକ୍‌ ଅଦିକ୍‌ କରାଇତେ ରଇଲା । ଆରି ଆମେ ମରନ୍‌ ବାଟେ ଜାଇତେରଇଲୁ ।
For whanne we weren in fleisch, passiouns of synnes, that weren bi the lawe, wrouyten in oure membris, to bere fruyt to deth.
6 ଏବେ ଆମେ ନିୟମର୍‌ ସାସନେଅନି ମୁକଲ୍‌ଲୁ ଆଚୁ, କାଇକେବଇଲେ ଜନ୍‌ଟା ଆମ୍‌କେ ଦିନେକ୍‌ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍‌ ବିତ୍‌ରେ ମରିଗାଲାଆଚେ । ଆମେ ଆରି ଆଗ୍‌ତୁର୍‌ ପାରା ଲେକାଅଇଲା ନିୟମ୍‌ ଇସାବେ ପର୍‌ମେସର୍‌କେ ସେବାକରୁ ନାଇ । ଏବେ ସୁକଲ୍‌ ଆତ୍‌ମା ଦେକାଇଲା ବାଟେ ଇଣ୍ଡ୍‌ଲୁନି ।
But now we ben vnboundun fro the lawe of deth, in which we weren holdun, so that we seruen in newnesse of spirit, and not in eldnesse of lettre.
7 ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍‌ ଆଚେ କି? ସେଟା ସତଇସେ ନଏଁ । ମାତର୍‌ ପାପ୍‌ କାଇଟା? ସେଟା, ମକେ ନିୟମ୍‌ ଜାନାଇଦେଲା ଆଚେ । “ବିନ୍‌ ଲକର୍‌ ଦିନ୍‍ସୁ ଲବାଇବାର୍‌ ନାଇ ।” ଏ ଆଦେସ୍‌ ଜଦି ନିୟମ୍‌ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍‌ତି ।
What therfor schulen we seie? The lawe is synne? God forbede. But Y knew not synne, but bi lawe; for Y wiste not that coueitynge was synne, but for the lawe seide, Thou schalt not coueyte.
8 ମାତର୍‌ ଉପ୍‌ରର୍‌ ଆଦେସର୍‌ ସୁବିଦାନେଇ ପାପ୍‌ ମର୍‌ ବିତ୍‌ରେ ବିନ୍‌ବିନ୍‌ ରକାମର୍‌ କାରାପ୍‌ ମନ୍‍ କର୍‍ବାଟା ଜନ୍‌ମାଇଲା । ନିୟମ୍‌କେ ଚାଡିଦେଲେ ପାପ୍‌ ମଲା ସମାନ୍‌ ଆଚେ ।
And thoruy occasioun takun, synne bi the maundement hath wrouyt in me al coueytise; for withouten the lawe, synne was deed.
9 ଗଟେକ୍‌ ବେଲାଇ, ମୁଇ ନିୟମ୍‌ ନାଜାନି କରି ଜି‍ଇତେ ରଇଲି, ନିୟମ୍‌ ଜାନ୍‌ଲା ପଚେ ପାପ୍‌ ପୁର୍‌ଲା,
And Y lyuede withouten the lawe sumtyme; but whanne the comaundement was comun, synne lyuede ayen.
10 ୧୦ ଆରି ମୁଇ ମରିଗାଲି । ଜନ୍‌ ନିୟମ୍‌ ଜିବନ୍‌ ଦେବାକେ ଟିକ୍‌ କରିରଇଲା, ସେଟା ମର୍‌ ପାଇ ମରନ୍‌ ଆନ୍‌ଲା ।
But Y was deed, and this comaundement that was to lijf, was foundun to me, to be to deth.
11 ୧୧ କାଇକେବ‍ଇଲେ ନିୟମର୍‌ ସୁବିଦା ନେଇ ମକେ ପାପ୍‌ ନାଡାଇଲା ଆରି ମରାଇଲା ।
For synne, thorouy occasioun takun bi the comaundement, disceyuede me, and bi that it slow me.
12 ୧୨ ନିୟମ୍‌ ପର୍‌ମେସରର୍‌ଟାନେଅନି ଆଇଲାକେ ସୁକଲ୍‌ ଆଚେ । ତାର୍‌ ଆଦେସ୍‌ ସବୁ ସୁକଲ୍‌, ଟିକ୍‌ ଆରି ବେସି ନିକ ।
Therfor the lawe is hooli, and the comaundement is hooli, and iust, and good.
13 ୧୩ ସେନ୍ତିଆଲେ ଜନ୍‌ଟା ନିକ, ସେଟା କାଇକେ ମର୍‌ ମରନ୍‌ ଆନ୍‌ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍‌ ପାପର୍‌ ମରନ୍‌ ଅଇଲା । ତାର୍‌ ନିୟମ୍‌, ଜେନ୍ତିକି ଆମର୍‌ ପାପ୍‌ କେତେକ୍‌ କାରାପ୍‌ ଆଚେବଲି ଡିସାଇବାକେ ପର୍‌ମେସରର୍‌ ଜଜ୍‌ନା ରଇଲା । ତେବର୍‌ପାଇ ତାର୍‌ ନିୟମର୍‌ଲାଗି ଏଟା ସାଦନ୍‌ କଲା ।
Is thanne that thing that is good, maad deth to me? God forbede. But synne, that it seme synne, thorouy good thing wrouyte deth to me, that me synne ouer maner thorouy the comaundement.
14 ୧୪ ଆମେ ଜାନୁ ଜେ, ନିୟମ୍‌ ଆତ୍‌ମାଇ ଆଇସି, ମାତର୍‌ ମୁଇ ମର୍‌ ଗାଗଡ୍‌ ମନ୍‍ କଲାଟାକେ ମାନ୍‌ଲାର୍‌ପାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
And we witen, that the lawe is spiritual; but Y am fleischli, seld vndur synne.
15 ୧୫ ମୁଇ ଜନ୍‌ଟା କଲିନି, ସେଟା ବୁଜି ନାଇ, ମାତର୍‌ ଜନ୍‌ ନିକ କାମ୍‌ କର୍‌ବାକେ ମନ୍‌ କଲିନି ସେଟାସେ କରିନାପାର୍‌ଲିନି । ଆରି ଜନ୍‌ କାରାପ୍‌ କାମ୍‌ କର୍‌ବାକେ ମୁଇ ମୁଲ୍‌କେ ମନ୍‍ କରି ନାଇ, ସେଟାସେ କଲିନି ।
For Y vndurstonde not that that Y worche; for Y do not the good thing that Y wole, but Y do thilke yuel thing that Y hate.
16 ୧୬ ମାତର୍‌ ମୁଇ ମନ୍‍ ନ କରି ରଇବା କାମ୍‌ କର୍‌ବାର୍‍ ଲାଗି, ନିୟମ୍‌ ଟିକ୍‌ ଆଚେ ବଲି ମାନ୍‌ଲିନି ।
And if Y do that thing that Y wole not, Y consente to the lawe, that it is good.
17 ୧୭ ସେଟାର୍‌ ପାଇ ଏ ସବୁ ଜାକ କାମ୍‌ ମୁଇ କରି ନାଇ । ମର୍‌ ବିତ୍‌ରେ ରଇବା ପାପ୍‌ସେ ସେଟା କଲାନି ।
But now Y worche not it now, but the synne that dwellith in me.
18 ୧୮ ମର୍‌ ଗାଗଡର୍‌ କାରାପ୍‌ ମନ୍‍ କର୍‍ବାଟାନେଅନି କାଇମିସା ନିମାନ୍‌ ବିସଇ ନ ଆସେ ବଲି ମୁଇ ଜାନ୍‌ଲିନି । କାଇକେବଇଲେ ନିକ କାମ୍‌ କର୍‌ବାକେ ମନ୍‍ ରଇଲେ ମିସା ସେଟା କରି ନାପାର୍‌ଲିନି ।
But and Y woot, that in me, that is, in my fleisch, dwellith no good; for wille lieth to me, but Y fynde not to performe good thing.
19 ୧୯ ସେଟାର୍‌ ପାଇ ଜନ୍‌ ନିକ କାମ୍‌ କର୍‌ବାକେ ମୁଇ ମନ୍‌ କଲିନି, ସେ କାମ୍‌ ନ କରି, ଜନ୍‌ କାରାପ୍‌ କାମ୍‌ କର୍‍ବାକେ ମୁଲ୍‌କେ ମନ୍‍ ନାଇ, ସେଟାସେ କଲିନି ।
For Y do not thilke good thing that Y wole, but Y do thilke yuel thing that Y wole not.
20 ୨୦ ଜଦି ମୁଇ ମନ୍‍ ନ କର୍‍ବାଟା କରିଲାଗି ଆଚି, ସେନ୍ତାର୍‌ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍‌ ବିତ୍‌ରେ ରଇଲା ପାପ୍‌ସେ ସେଟା କଲାନି ।
And if Y do that yuel thing that Y wole not, Y worche not it, but the synne that dwellith in me.
21 ୨୧ ଏଟା ମର୍‌ ବିତ୍‌ରେ ଗଟେକ୍‌ କାମ୍‌କର୍‌ବା ନିୟମ୍‌ ବଲି ମନେ ଅଇଲାନି । ଜନ୍‌ଟା ନିକ, ସେଟା ମୁଇ କର୍‌ବାକେ ଗାଲାବେଲେ, ଅବ୍‌କା କାରାପ୍‌ ବିସ‍ଇସେ କଲିନି ।
Therfor Y fynde the lawe to me willynge to do good thing, for yuel thing lieth to me.
22 ୨୨ ପରମେସରର୍‌ ନିୟମ୍‌ ନାମ୍‌ବାକେ ମୁଇ ବେସି ମନ୍‍ କଲିନି,
For Y delite togidere to the lawe of God, aftir the ynnere man. But Y se another lawe in my membris,
23 ୨୩ ମାତର୍‌ ମର୍‌ ମନ୍‍ କଲା ବିରଦେ ମର୍‌ ଗାଗଡ୍‌ ତେବାଇବା ବିଦି ସବୁବେଲେ ଜୁଇଦ୍‌ କଲାନି । ମର୍‌ ଗାଗ୍‌ଡେ କାମ୍‌କର୍‌ତେ ରଇବା ସବୁ ପାପ୍‌ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
ayenfiytynge the lawe of my soule, and makynge me caitif in the lawe of synne, that is in my membris.
24 ୨୪ କେଡେ କରମ୍‌ ନଇଲା ଲକ୍‌ ମୁଇ! ମରନର୍‍ ମୁଏଁ ଜିକିନେବା ଏ ଗାଗଡର୍‌ ଚଲାଚଲ୍‌ତି ଅନି କେ ମକେ ମୁକ୍‍ଲାଇସି?
Y am an vnceli man; who schal delyuer me fro the bodi of this synne?
25 ୨୫ ପରମେସର୍‌ ଦନିଅବାଦ୍‌ ପାଅ! ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ମୁଇ ଉଦାର୍‌ ପାଇଆଚି । ତେବେ, ଏଟା ଅଇଲାନି ମର୍‌ କରମ୍‌ । ପରମେସରର୍‌ ନିୟମ୍‌ କାଲି ମୁଇ ମର୍‌ ମନେ ନାମି ପାର୍‌ବି । ମାତର୍‌ ମର୍‌ ମୁନୁସ୍‌ ଇସାବର୍‌ ଚଲାଚଲ୍‌ତି ମକେ ପାପର୍‌ ଗତି ଦାଙ୍ଗ୍‌ଡା ଅଇବାକେ ବାଦିଅ କଲାନି ।
The grace of God, bi Jhesu Crist oure Lord. Therfor Y my silf bi the soule serue to the lawe of God; but bi fleisch to the lawe of synne.

< ରମିୟ 7 >