< ରମିୟ 7 >
1 ୧ ଏ ବାଇବଇନିମନ୍, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍ । ନିୟମ୍ କାଇଟା ବଲି ତମେ ବୁଜିପାରାସ୍, ତାର୍ ଅରତ୍ ମିସା ଜାନାସ୍ । ମୁନୁସ୍ ଅବ୍କା ତାର୍ ଜିଇବା କାଇବା ଦିନ୍ ଜାକ ନିୟମର୍ ତଲେ ରଇସି ।
Or do you not know, brothers (for I speak to those who know the law), that the law has authority over a person for as long as he lives?
2 ୨ ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି ।
For the married woman is bound by law to her husband as long as he lives. But if her husband dies, she is released from the law concerning the husband.
3 ୩ ସେ ବଁଚି ରଇଲା ବେଲେ, ତାର୍ ମାଇଜି ଜଦି ବିନ୍ ମୁନୁସ୍କେ ବିବା ଅଇସି, ତେବେ ତାକେ ଚାଡ୍ରି ବଲି କଇବାଇ, ମାତର୍ ମୁନୁସର୍ ମରନ୍ ପଚେ ବିନ୍ ମୁନୁସ୍କେ ବିବା ଅଇଲେ, ତାକେ ଆରି ଚାଡ୍ରି ବଲି ନ କଅତ୍ । ନିୟମ୍ ଇସାବେ ସେ ଗଟେକ୍ ମୁକ୍ଲି ରଇବା ମାଇଜି ।
So then if, while the husband lives, she is joined to another man, she is called an adulteress. But if the husband dies, she is free from the law, so that she is not an adulteress, though she is joined to another man.
4 ୪ ଏ ମର୍ ବାଇବଇନିମନ୍, ତମେ ମିସା ସମାନ୍ ସେନ୍ତାରିସେ । ନିୟମ୍ ଇସାବେ କିରିସ୍ଟର୍ ଗାଗ୍ଡେ ମିସ୍ଲାର୍ପାଇ ତମେମିସା ମରିଆଚାସ୍ । ଏବେ ତମେ ତାର୍ଟା । ପର୍ମେସର୍ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍ ସେବାକାମେ ଆମେ ମିସା ମିସ୍ବୁ ।
Therefore, my brothers, you also were made dead to the law through the body of Messiah, that you would be joined to another, to him who was raised from the dead, that we may bear fruit to God.
5 ୫ ଜେତେଦିନ୍ ଜାକ ଆମେ ଗାଗଡ୍ ମନ୍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍ ଆମ୍କେ ନାଇ ବଲି କଇତେରଇଲା । ସେଟା ଆମର୍ ପାପ୍ ଅଦିକ୍ ଅଦିକ୍ କରାଇତେ ରଇଲା । ଆରି ଆମେ ମରନ୍ ବାଟେ ଜାଇତେରଇଲୁ ।
For when we were in the flesh, the sinful passions which were through the law, worked in our members to bring forth fruit for death.
6 ୬ ଏବେ ଆମେ ନିୟମର୍ ସାସନେଅନି ମୁକଲ୍ଲୁ ଆଚୁ, କାଇକେବଇଲେ ଜନ୍ଟା ଆମ୍କେ ଦିନେକ୍ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍ ବିତ୍ରେ ମରିଗାଲାଆଚେ । ଆମେ ଆରି ଆଗ୍ତୁର୍ ପାରା ଲେକାଅଇଲା ନିୟମ୍ ଇସାବେ ପର୍ମେସର୍କେ ସେବାକରୁ ନାଇ । ଏବେ ସୁକଲ୍ ଆତ୍ମା ଦେକାଇଲା ବାଟେ ଇଣ୍ଡ୍ଲୁନି ।
But now we have been released from the law, having died to that which held us captive, so that we serve in newness of the Spirit, and not in oldness of the letter.
7 ୭ ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍ ଆଚେ କି? ସେଟା ସତଇସେ ନଏଁ । ମାତର୍ ପାପ୍ କାଇଟା? ସେଟା, ମକେ ନିୟମ୍ ଜାନାଇଦେଲା ଆଚେ । “ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ଏ ଆଦେସ୍ ଜଦି ନିୟମ୍ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍ତି ।
What should we say then? Is the law sin? Absolutely not. However, I would not have known sin, except through the law. For I would not have known covetousness, unless the law had said, "Do not covet."
8 ୮ ମାତର୍ ଉପ୍ରର୍ ଆଦେସର୍ ସୁବିଦାନେଇ ପାପ୍ ମର୍ ବିତ୍ରେ ବିନ୍ବିନ୍ ରକାମର୍ କାରାପ୍ ମନ୍ କର୍ବାଟା ଜନ୍ମାଇଲା । ନିୟମ୍କେ ଚାଡିଦେଲେ ପାପ୍ ମଲା ସମାନ୍ ଆଚେ ।
But sin, taking opportunity through the commandment, produced in me all kinds of covetousness. For apart from the law, sin is dead.
9 ୯ ଗଟେକ୍ ବେଲାଇ, ମୁଇ ନିୟମ୍ ନାଜାନି କରି ଜିଇତେ ରଇଲି, ନିୟମ୍ ଜାନ୍ଲା ପଚେ ପାପ୍ ପୁର୍ଲା,
I was alive apart from the law once, but when the commandment came, sin became alive, and I died.
10 ୧୦ ଆରି ମୁଇ ମରିଗାଲି । ଜନ୍ ନିୟମ୍ ଜିବନ୍ ଦେବାକେ ଟିକ୍ କରିରଇଲା, ସେଟା ମର୍ ପାଇ ମରନ୍ ଆନ୍ଲା ।
The commandment, which was for life, this I found to be for death;
11 ୧୧ କାଇକେବଇଲେ ନିୟମର୍ ସୁବିଦା ନେଇ ମକେ ପାପ୍ ନାଡାଇଲା ଆରି ମରାଇଲା ।
for sin, taking the opportunity through the commandment, deceived me, and through it killed me.
12 ୧୨ ନିୟମ୍ ପର୍ମେସରର୍ଟାନେଅନି ଆଇଲାକେ ସୁକଲ୍ ଆଚେ । ତାର୍ ଆଦେସ୍ ସବୁ ସୁକଲ୍, ଟିକ୍ ଆରି ବେସି ନିକ ।
Therefore the law indeed is holy, and the commandment holy, and righteous, and good.
13 ୧୩ ସେନ୍ତିଆଲେ ଜନ୍ଟା ନିକ, ସେଟା କାଇକେ ମର୍ ମରନ୍ ଆନ୍ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍ ପାପର୍ ମରନ୍ ଅଇଲା । ତାର୍ ନିୟମ୍, ଜେନ୍ତିକି ଆମର୍ ପାପ୍ କେତେକ୍ କାରାପ୍ ଆଚେବଲି ଡିସାଇବାକେ ପର୍ମେସରର୍ ଜଜ୍ନା ରଇଲା । ତେବର୍ପାଇ ତାର୍ ନିୟମର୍ଲାଗି ଏଟା ସାଦନ୍ କଲା ।
Did that which is good, then, become death to me? Absolutely not. But sin, that it might be shown to be sin, by working death to me through that which is good; that through the commandment sin might become exceeding sinful.
14 ୧୪ ଆମେ ଜାନୁ ଜେ, ନିୟମ୍ ଆତ୍ମାଇ ଆଇସି, ମାତର୍ ମୁଇ ମର୍ ଗାଗଡ୍ ମନ୍ କଲାଟାକେ ମାନ୍ଲାର୍ପାଇ ପାପର୍ ଗତିଦାଙ୍ଗ୍ଡା ଅଇଲିଆଚି ।
For we know that the law is spiritual, but I am fleshly, sold under sin.
15 ୧୫ ମୁଇ ଜନ୍ଟା କଲିନି, ସେଟା ବୁଜି ନାଇ, ମାତର୍ ଜନ୍ ନିକ କାମ୍ କର୍ବାକେ ମନ୍ କଲିନି ସେଟାସେ କରିନାପାର୍ଲିନି । ଆରି ଜନ୍ କାରାପ୍ କାମ୍ କର୍ବାକେ ମୁଇ ମୁଲ୍କେ ମନ୍ କରି ନାଇ, ସେଟାସେ କଲିନି ।
For I do not know what I am doing. For I do not practice what I desire to do; but what I hate, that I do.
16 ୧୬ ମାତର୍ ମୁଇ ମନ୍ ନ କରି ରଇବା କାମ୍ କର୍ବାର୍ ଲାଗି, ନିୟମ୍ ଟିକ୍ ଆଚେ ବଲି ମାନ୍ଲିନି ।
But if I do what I do not want to do, I agree with the law that it is good.
17 ୧୭ ସେଟାର୍ ପାଇ ଏ ସବୁ ଜାକ କାମ୍ ମୁଇ କରି ନାଇ । ମର୍ ବିତ୍ରେ ରଇବା ପାପ୍ସେ ସେଟା କଲାନି ।
So now it is no more I that do it, but sin which dwells in me.
18 ୧୮ ମର୍ ଗାଗଡର୍ କାରାପ୍ ମନ୍ କର୍ବାଟାନେଅନି କାଇମିସା ନିମାନ୍ ବିସଇ ନ ଆସେ ବଲି ମୁଇ ଜାନ୍ଲିନି । କାଇକେବଇଲେ ନିକ କାମ୍ କର୍ବାକେ ମନ୍ ରଇଲେ ମିସା ସେଟା କରି ନାପାର୍ଲିନି ।
For I know that in me, that is, in my flesh, dwells no good thing. For the desire is present in me, but the doing of the good is not.
19 ୧୯ ସେଟାର୍ ପାଇ ଜନ୍ ନିକ କାମ୍ କର୍ବାକେ ମୁଇ ମନ୍ କଲିନି, ସେ କାମ୍ ନ କରି, ଜନ୍ କାରାପ୍ କାମ୍ କର୍ବାକେ ମୁଲ୍କେ ମନ୍ ନାଇ, ସେଟାସେ କଲିନି ।
For the good which I desire, I do not do; but the evil which I do not desire, that I practice.
20 ୨୦ ଜଦି ମୁଇ ମନ୍ ନ କର୍ବାଟା କରିଲାଗି ଆଚି, ସେନ୍ତାର୍ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍ ବିତ୍ରେ ରଇଲା ପାପ୍ସେ ସେଟା କଲାନି ।
But if what I do not desire, that I do, it is no more I that do it, but sin which dwells in me.
21 ୨୧ ଏଟା ମର୍ ବିତ୍ରେ ଗଟେକ୍ କାମ୍କର୍ବା ନିୟମ୍ ବଲି ମନେ ଅଇଲାନି । ଜନ୍ଟା ନିକ, ସେଟା ମୁଇ କର୍ବାକେ ଗାଲାବେଲେ, ଅବ୍କା କାରାପ୍ ବିସଇସେ କଲିନି ।
I find then the law, that, to me, while I desire to do good, evil is present.
22 ୨୨ ପରମେସରର୍ ନିୟମ୍ ନାମ୍ବାକେ ମୁଇ ବେସି ମନ୍ କଲିନି,
For I delight in God's law in my inner being,
23 ୨୩ ମାତର୍ ମର୍ ମନ୍ କଲା ବିରଦେ ମର୍ ଗାଗଡ୍ ତେବାଇବା ବିଦି ସବୁବେଲେ ଜୁଇଦ୍ କଲାନି । ମର୍ ଗାଗ୍ଡେ କାମ୍କର୍ତେ ରଇବା ସବୁ ପାପ୍ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
but I see a different law in my members, warring against the law of my mind, and bringing me into captivity under the law of sin which is in my members.
24 ୨୪ କେଡେ କରମ୍ ନଇଲା ଲକ୍ ମୁଇ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି?
What a wretched man I am. Who will deliver me out of the body of this death?
25 ୨୫ ପରମେସର୍ ଦନିଅବାଦ୍ ପାଅ! ମାପ୍ରୁ ଜିସୁ କିରିସ୍ଟର୍ ଲାଗି ମୁଇ ଉଦାର୍ ପାଇଆଚି । ତେବେ, ଏଟା ଅଇଲାନି ମର୍ କରମ୍ । ପରମେସରର୍ ନିୟମ୍ କାଲି ମୁଇ ମର୍ ମନେ ନାମି ପାର୍ବି । ମାତର୍ ମର୍ ମୁନୁସ୍ ଇସାବର୍ ଚଲାଚଲ୍ତି ମକେ ପାପର୍ ଗତି ଦାଙ୍ଗ୍ଡା ଅଇବାକେ ବାଦିଅ କଲାନି ।
Thanks be to God through Jesus (the) Messiah, our Lord. So then with the mind, I myself serve God's law, but with the flesh, the sin's law.