< ରମିୟ 6 >

1 ସେନ୍ତିଆଲେ କାଇଟା କଉଁ? ପରମେସରର୍‌ ଜିବନ୍‌ଦୁକାନି ଆରି ଅଦିକ୍‌ ମିଲ୍‌ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍‌ତି କରୁ କି?
Zvino tichatiiko? Toramba tichiita zvivi here kuti nyasha dziwande?
2 ନାଇ କେବେ ନାଇ । ପାପ୍‌ କର୍‌ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍‌ କର୍‌ତେସେ ରଇବୁ?
Kwete napaduku pose! Takafa kuzvivi; tingararama sei mazviri zvakare?
3 ତମେ ଜାନାସ୍‌, ଡୁବନ୍‌ ନେଲାକେ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆମେ ତାର୍‌ ମରନେ ମିସା ମିସିଆଚୁ ।
Ko, hamuzivi here kuti isu tose vaya vakabhabhatidzwa muna Kristu Jesu takabhabhatidzwa murufu rwake?
4 ସେଟାର୍‌ପାଇ ଡୁବନ୍‌ ନେଲାପଚେ ଆମେ ତାର୍‌ ମରନେ ମିସି, ତାର୍‌ ସଙ୍ଗ୍‌ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍‌ ଡାକ୍‌ପୁଟା ବପୁ ସଙ୍ଗ୍‍ ଆରିତରେକ୍‌ ଉଟ୍‌ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍‌ ପାଇକରି ଚଲାଚଲ୍‌ତି କର୍‌ବାର୍‌ ଆଚେ ।
Naizvozvo takavigwa naye kubudikidza nokubhabhatidzwa murufu kuitira kuti, sokumutswa kwakaitwa Kristu kubva kuvakafa nokubwinya kwaBaba, nesuwo tirarame upenyu hutsva.
5 କାଇକେବଇଲେ ଆମେ ମରନେ ମିସି ତାର୍‌ ସଙ୍ଗ୍‌ ଗଟେକ୍‌ ଅଇଲୁ ଆଚୁ, ତାକେ ଆରିତରେକ୍‌ ଉଟ୍‌ବାତେଇ ମିସା, ତାର୍‌ ସଙ୍ଗ୍‌ ଗଟେକ୍‌ ଅଇକରି ରଇବୁ ।
Nokuti kana takabatanidzwa naye zvakadai murufu rwake, zvirokwazvo tichabatanawo naye mukumuka kwake.
6 ଆମେ ଜାନିଆଚୁ, କିରିସ୍‌ଟର୍‌ ସଙ୍ଗ୍‌ କୁର୍‌ସେ ଆମର୍‌ ପୁର୍‌ନା ଜିବନ୍‌ ମରିଗାଲାଆଚେ । ତେଇଅନି ଆମର୍‌ ପାପର୍‌ ଚଲାଚଲ୍‌ତି କୁରୁପ୍‌ନାସ୍‌ ଅଇଲା ଆଚେ ଆରି ଆମେ ପାପର୍‌ ଗତିଅନି ମୁକ୍‌ଲିଆଚୁ ।
Nokuti tinoziva kuti munhu wedu wakare akarovererwa pamuchinjikwa pamwe chete naye kuti muviri wechivi ushayiswe simba, kuti tirege kuvazve varanda vechivi,
7 କାଇକେବଇଲେ ମୁନୁସ୍‌ ମରିଗାଲେସେ, ପାପର୍‌ ବାନ୍ଦନେଅନି ରକିଆ ପାଇସି ।
nokuti uyo anenge afa asunungurwa kubva kuchivi.
8 ଆମେ ଜିସୁର୍‌ ସଙ୍ଗ୍‌ ମରିରଇଲାର୍‌ ପାଇ, ତାର୍‌ ସଙ୍ଗ୍‌ ମିସା ଜିବନ୍‌ ଅଇବୁ ବଲି ବିସ୍‌ବାସ୍‌ କଲୁନି ।
Zvino kana takafa naKristu, tinotenda kuti tichararamawo pamwe chete naye.
9 ଆମେ ଜାନୁ, କିରିସ୍‌ଟ ମଲାତେଇଅନି ଉଟ୍‌ଲାର୍‌ପାଇ, ସେ ଆରି କେବେ ମିସା ନ ମରେ । ତାର୍‌ ଉପ୍‌ରେ ଆରି କେବେ ମରନର୍‌ ସାସନ୍‌ ନ ଚାଲେ ।
Nokuti sezvo tichiziva kuti Kristu akamutswa kubva kuvakafa, haachazofizve; rufu harusisina simba pamusoro pake.
10 ୧୦ ସେ ଜନ୍‌ ମରନ୍‌ ପାଇଲା, ତାର୍‌ଲାଗି ପାପର୍‌ ବପୁତେଇଅନି ଏକାତରେକ୍‌ ଆମ୍‍କେ ମୁକ୍‌ଲାଇଲା । ସେ ଏବେ ଜନ୍‌ ଜିବନେ ଜିଇଲାନି, ସେଟା ପରମେସର୍‌ ସଙ୍ଗ୍‌ ମିସିକରି ରଇଲା ଜିବନ୍‌ ।
Rufu rwaakafa, akafa kuchivi kamwe chete zvikabva zvapera; asi upenyu hwaanorarama, anoraramira Mwari.
11 ୧୧ ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍‌ଟ ଜିସୁର୍‌ ଜିବନେଅନି ପରମେସର୍‌ ସଙ୍ଗ୍‌ ମିସ୍‌ଲାସ୍‌ ।
Nenzira imwe cheteyo, nemiwo munofanira kuziva kuti makafa kuchivi, asi muri vapenyu kuna Mwari muna Kristu Jesu.
12 ୧୨ ତମର୍‌ ନସିଜିବା ଗାଗଡ୍‌ ଉପ୍‌ରେ ଆରି ପାପ୍‌ ଅଦିକାର୍‌ ନ କର, ସେଟାର୍‌ପାଇ ଆମର୍‌ ଏ ଗାଗଡ୍‌ ମନ୍‌କର୍‌ବା କାରାପ୍‌ ବିସଇ ମାନିକରି ରୁଆନାଇ ।
Naizvozvo musatendera chivi kuti chibate ushe mumuviri wenyu unofa, kuti muteerere kuchiva kwacho.
13 ୧୩ କାରାପ୍‌ କାମର୍‌ ଲାଗି ଆମର୍‌ ଗାଗଡର୍‌ କଣ୍ଡେକ୍‌ ବାଗ୍‌ ମିସା ପାପ୍‌ କର୍‌ବାକେ ଦିଆସ୍‌ନାଇ । ମାତର୍‌ ଦରମ୍‌ କାମ୍‌ କର୍‌ବାପାଇ ତମର୍‌ ଗୁଲାଇ ଗାଗଡ୍‌ ତାକେ ସର୍‌ପି ଦିଆସ୍‌ । ପର୍‌ମେସର୍‌ ତମ୍‌କେ ମରନେଅନି ଜିବନ୍‌ କରି ଆନ୍‌ଲାଆଚେ ।
Musapa mitezo yomuviri wenyu kuchivi, kuti ive nhumbi dzokuita zvisakarurama, asi zvipei kuna Mwari, savaya vakabviswa kurufu vachiiswa kuupenyu; uye ipai mitezo yomuviri wenyu kwaari ive nhumbi dzokururama.
14 ୧୪ କାଇକେ ବଇଲେ ପାପ୍‌ ତମର୍‌ ଉପ୍‌ରେ ସାସନ୍‌ ନ କର । ତମେ ଆରି ନିୟମର୍‌ ତଲେ ନାଇ । ମାତର୍‌ ପରମେସରର୍‌ ଜିବନ୍‌ଦୁକାନି ଅନି କାଇଟା ନ ଅଇତେ ଆଚାସ୍‌ ।
Nokuti chivi hachichazovi nesimba pamusoro penyu, nokuti hamusi pasi pomurayiro, asi pasi penyasha.
15 ୧୫ ସେନ୍ତିଆଲେ ଆମେ ନିୟମର୍‌ ତଲେ ନ ରଇ, ପରମେସରର୍‌ ଜିବନ୍‌ଦୁକାନି ପାଇଲୁ ଆଚୁ ବଲି ପାପ୍‌ କର୍‌ତେ ରଉଁ କି? ନାଇ, କେବେ ମିସା ନଏଁ ।
Zvino tichatiiko? Titadze here nokuti hatisi pasi pomurayiro asi pasi penyasha. Kwete napaduku pose!
16 ୧୬ ଏଲେ ମିସା ତମେ ଜାନିଆଚାସ୍‌, ଜଦି ତମେ କାକେ ତର୍‌ ତଲେ ଆକା ମୁଇ ବଲି କଇକରି ତାର୍‌ ପୁରାପୁରୁନ୍‌ କାତାମାନ୍‍ସା ବଇଲେ, ତମେ ତାର୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା । ଜଦି ପାପର୍‌ ଗତିଦାଙ୍ଗ୍‌ଡା ଅଇସା, ଏଟାର୍‌ ଦସା ଅଇସି ମରନ୍‌, ଜଦି ଦରମର୍‌ ବାଟେ ଇଣ୍ଡ୍‌ସା, ବଇଲେ ନ ସାର୍‌ବା ଜିବନ୍‌ ପାଇସା ।
Hamuzivi here kuti kana mukazvipa kuno mumwe munhu kuti mumuteerere savaranda, muri varanda kuno uyo wamunoteerera, mungava varanda vechivi, chinoendesa kurufu kana vokuteerera, kunoendesa kukururama?
17 ୧୭ ମୁଇ ପରମେସର୍‌କେ ଦନିଅବାଦ୍‌ କଲିନି, ତମେ ଗଟେକ୍‌ ବେଲାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇରଇଲାସ୍‌ ମିସା, ଏବେ ଜନ୍‌ ସିକିଆ ଟାନେ ପାଇରଇବା ସତ୍‌, ପୁରାପୁରୁନ୍‌ ମନ୍‌ଦେଇକରି ନାମ୍‍ଲାସ୍‌ନି ।
Asi Mwari ngaavongwe nokuti, kunyange zvenyu maimbova varanda vechivi, makateerera nomwoyo wenyu wose kurudzi rwedzidziso yamakanga mapiwa.
18 ୧୮ ଏବେ ତମେ ପାପେଅନି ମୁକ୍‌ଲିକରି ଦରମର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ ।
Makasunungurwa kubva kuchivi uye mava varanda vokururama.
19 ୧୯ ଗଟେକ୍‌ ବେଲାଇ ତମେ ତମର୍‌ ଗୁଲାଇ ଗାଗଡ୍‌, ମନ୍‌, ପରାନ୍‌, ଅସୁକଲ୍‌ ଆରି କାରାପ୍‌ ଚଲାଚଲ୍‌ତି କର୍‌ବାକେ ଗତିଦାଙ୍ଗ୍‌ଡା ଅଇ ସର୍‌ପି ଦେଇରଇଲାସ୍‌ । ସେନ୍ତାରିସେ ସୁକଲ୍‌ ଆରି ଦରମ୍‌ ଚଲାଚଲ୍‌ତିର୍‌ପାଇ ଦରମର୍‌ ଲଗେ ନିଜ୍‌କେ ପୁରାପୁରୁନ୍‌ ସର୍‌ପିଦିଆସ୍‌ ।
Ndinotaura izvi nokutaura kwavanhu nokuda kwokushayiwa simba kwenyama yenyu. Sezvamaingopa mitezo yemiviri yenyu kuuranda hwokusachena uye nokuipa kunoramba kuchingowanda, saka zvino ipei kuuranda hwokururama hunoendesa kuutsvene.
20 ୨୦ ତମେ ପାପର୍‌ ଗତିଦାଙ୍ଗ୍‌ଡା ରଇଲାବେଲେ, ଦରମ୍‌ ଜିବନ୍‌ ଜିଇବାକେ ମୁର୍‌ମୁରା ଅଇରଇଲାସ୍‌ ।
Pamakanga muri varanda vechivi, makanga makasununguka kubva pakutonga kwakarurama.
21 ୨୧ ଏବେ ତମ୍‌କେ ଜନ୍‌ କାମ୍‌ମନ୍‌ କର୍‌ବାକେ ଲାଜ୍‌ଲାଗ୍‌ଲାନି, ସେଡ୍‌କିବେଲେ ସେ ସବୁ କର୍‌ତେ ରଇଲାସ୍‌ । ତେଇଅନି ତମ୍‌କେ କାଇ ଲାବ୍‌ ଅଇଲା? ସେ ସବୁ କାମର୍‌ ଦସା ଅଇଲାନି ମରନ୍‌ ।
Zvino makawaneiko panguva iyoyo kubva pazvinhu zvamunonyadziswa nazvo, iye zvino? Nokuti kuguma kwazvo ndirwo rufu!
22 ୨୨ ମାତର୍‌ ତମେ ଏବେ ପାପେଅନି ମୁକ୍‌ଲିକରି ପରମେସରର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ । ଏଟାର୍‌ ଲାବ୍‌ ଅଇଲାନି, ପରମେସରର୍‌ତେଇ ପୁରାପୁରୁନ୍‌ ସଲଦ୍‌ । ଆରି ଇତିଅନି ମିଲ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
Asi zvino makasunungurwa kubva kuchivi uye mava varanda vaMwari, zvibereko zvamunokohwa zvinoisa kuutsvene, uye kuguma kwazvo ndihwo upenyu husingaperi muna Kristu Jesu Ishe wedu. (aiōnios g166)
23 ୨୩ ପାପ୍‌ କାମର୍‌ ବୁତି ଅଇଲାନି ମରନ୍‌, ମାତର୍‌ ପରମେସର୍‌ ଜାଚାଇକରି ଦାନ୍‌ ଦେଇଆଚେ । ସେଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ମିଲାଇର‍ଇବା ନ ସାର୍‌ବା ଜିବନ୍‌ । (aiōnios g166)
Nokuti mubayiro wechivi ndirwo rufu, asi chipo chaMwari chokungopiwa ndihwo upenyu husingaperi muna Kristu Jesu Ishe wedu. (aiōnios g166)

< ରମିୟ 6 >