< ରମିୟ 6 >
1 ୧ ସେନ୍ତିଆଲେ କାଇଟା କଉଁ? ପରମେସରର୍ ଜିବନ୍ଦୁକାନି ଆରି ଅଦିକ୍ ମିଲ୍ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍ତି କରୁ କି?
What, then, shall we say? shall we continue in the sin that the grace may abound?
2 ୨ ନାଇ କେବେ ନାଇ । ପାପ୍ କର୍ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍ କର୍ତେସେ ରଇବୁ?
let it not be! we who died to the sin — how shall we still live in it?
3 ୩ ତମେ ଜାନାସ୍, ଡୁବନ୍ ନେଲାକେ ଜିସୁକିରିସ୍ଟର୍ ସଙ୍ଗ୍ ମିସିକରି ଆମେ ତାର୍ ମରନେ ମିସା ମିସିଆଚୁ ।
are ye ignorant that we, as many as were baptized to Christ Jesus, to his death were baptized?
4 ୪ ସେଟାର୍ପାଇ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
we were buried together, then, with him through the baptism to the death, that even as Christ was raised up out of the dead through the glory of the Father, so also we in newness of life might walk.
5 ୫ କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ ।
For, if we have become planted together to the likeness of his death, [so] also we shall be of the rising again;
6 ୬ ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ ।
this knowing, that our old man was crucified with [him], that the body of the sin may be made useless, for our no longer serving the sin;
7 ୭ କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।
for he who hath died hath been set free from the sin.
8 ୮ ଆମେ ଜିସୁର୍ ସଙ୍ଗ୍ ମରିରଇଲାର୍ ପାଇ, ତାର୍ ସଙ୍ଗ୍ ମିସା ଜିବନ୍ ଅଇବୁ ବଲି ବିସ୍ବାସ୍ କଲୁନି ।
And if we died with Christ, we believe that we also shall live with him,
9 ୯ ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ ।
knowing that Christ, having been raised up out of the dead, doth no more die, death over him hath no more lordship;
10 ୧୦ ସେ ଜନ୍ ମରନ୍ ପାଇଲା, ତାର୍ଲାଗି ପାପର୍ ବପୁତେଇଅନି ଏକାତରେକ୍ ଆମ୍କେ ମୁକ୍ଲାଇଲା । ସେ ଏବେ ଜନ୍ ଜିବନେ ଜିଇଲାନି, ସେଟା ପରମେସର୍ ସଙ୍ଗ୍ ମିସିକରି ରଇଲା ଜିବନ୍ ।
for in that he died, to the sin he died once, and in that he liveth, he liveth to God;
11 ୧୧ ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
so also ye, reckon yourselves to be dead indeed to the sin, and living to God in Jesus Christ our Lord.
12 ୧୨ ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ ।
Let not then the sin reign in your mortal body, to obey it in its desires;
13 ୧୩ କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ ।
neither present ye your members instruments of unrighteousness to the sin, but present yourselves to God as living out of the dead, and your members instruments of righteousness to God;
14 ୧୪ କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
for sin over you shall not have lordship, for ye are not under law, but under grace.
15 ୧୫ ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି? ନାଇ, କେବେ ମିସା ନଏଁ ।
What then? shall we sin because we are not under law but under grace? let it not be!
16 ୧୬ ଏଲେ ମିସା ତମେ ଜାନିଆଚାସ୍, ଜଦି ତମେ କାକେ ତର୍ ତଲେ ଆକା ମୁଇ ବଲି କଇକରି ତାର୍ ପୁରାପୁରୁନ୍ କାତାମାନ୍ସା ବଇଲେ, ତମେ ତାର୍ ଗେନ୍ଲା ଗତିଦାଙ୍ଗ୍ଡା । ଜଦି ପାପର୍ ଗତିଦାଙ୍ଗ୍ଡା ଅଇସା, ଏଟାର୍ ଦସା ଅଇସି ମରନ୍, ଜଦି ଦରମର୍ ବାଟେ ଇଣ୍ଡ୍ସା, ବଇଲେ ନ ସାର୍ବା ଜିବନ୍ ପାଇସା ।
have ye not known that to whom ye present yourselves servants for obedience, servants ye are to him to whom ye obey, whether of sin to death, or of obedience to righteousness?
17 ୧୭ ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
and thanks to God, that ye were servants of the sin, and — were obedient from the heart to the form of teaching to which ye were delivered up;
18 ୧୮ ଏବେ ତମେ ପାପେଅନି ମୁକ୍ଲିକରି ଦରମର୍ ଗତିଦାଙ୍ଗ୍ଡା ଅଇଆଚାସ୍ ।
and having been freed from the sin, ye became servants to the righteousness.
19 ୧୯ ଗଟେକ୍ ବେଲାଇ ତମେ ତମର୍ ଗୁଲାଇ ଗାଗଡ୍, ମନ୍, ପରାନ୍, ଅସୁକଲ୍ ଆରି କାରାପ୍ ଚଲାଚଲ୍ତି କର୍ବାକେ ଗତିଦାଙ୍ଗ୍ଡା ଅଇ ସର୍ପି ଦେଇରଇଲାସ୍ । ସେନ୍ତାରିସେ ସୁକଲ୍ ଆରି ଦରମ୍ ଚଲାଚଲ୍ତିର୍ପାଇ ଦରମର୍ ଲଗେ ନିଜ୍କେ ପୁରାପୁରୁନ୍ ସର୍ପିଦିଆସ୍ ।
In the manner of men I speak, because of the weakness of your flesh, for even as ye did present your members servants to the uncleanness and to the lawlessness — to the lawlessness, so now present your members servants to the righteousness — to sanctification,
20 ୨୦ ତମେ ପାପର୍ ଗତିଦାଙ୍ଗ୍ଡା ରଇଲାବେଲେ, ଦରମ୍ ଜିବନ୍ ଜିଇବାକେ ମୁର୍ମୁରା ଅଇରଇଲାସ୍ ।
for when ye were servants of the sin, ye were free from the righteousness,
21 ୨୧ ଏବେ ତମ୍କେ ଜନ୍ କାମ୍ମନ୍ କର୍ବାକେ ଲାଜ୍ଲାଗ୍ଲାନି, ସେଡ୍କିବେଲେ ସେ ସବୁ କର୍ତେ ରଇଲାସ୍ । ତେଇଅନି ତମ୍କେ କାଇ ଲାବ୍ ଅଇଲା? ସେ ସବୁ କାମର୍ ଦସା ଅଇଲାନି ମରନ୍ ।
what fruit, therefore, were ye having then, in the things of which ye are now ashamed? for the end of those [is] death.
22 ୨୨ ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
And now, having been freed from the sin, and having become servants to God, ye have your fruit — to sanctification, and the end life age-during; (aiōnios )
23 ୨୩ ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ । (aiōnios )
for the wages of the sin [is] death, and the gift of God [is] life age-during in Christ Jesus our Lord. (aiōnios )