< ରମିୟ 4 >

1 ଆମର୍‌ ବାବା ଅବ୍‌ରାଆମର୍‌ ବିସଇନେଇ କାଇଟା ବଲି କଉଁ? ସେ ଆମର୍‌ ଜିଉଦି ବଁସର୍‌ ଆନିଦାଦି ରଇଲା । ସେ କେନ୍ତି ଦରମ୍‌ ବଲାଇ ଅଇଲା?
అస్మాకం పూర్వ్వపురుష ఇబ్రాహీమ్ కాయికక్రియయా కిం లబ్ధవాన్ ఏతదధి కిం వదిష్యామః?
2 ଜଦି ଅବ୍‌ରାଆମ୍ ନିଜର୍‌ କରିରଇବା କାମେଅନି ସେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇତା, ସେ ବଡ୍‌ପନ୍‌ କାତା କଇପାର୍‌ତା । ମାତର୍‌ ସେଟା ପରମେସରର୍‌ ମୁଆଟେ ଅଇ ନାପାରେ ।
స యది నిజక్రియాభ్యః సపుణ్యో భవేత్ తర్హి తస్యాత్మశ్లాఘాం కర్త్తుం పన్థా భవేదితి సత్యం, కిన్త్వీశ్వరస్య సమీపే నహి|
3 ସାସ୍‌ତର୍‌ ଇସାବେ, “ଅବ୍‌ରାଆମ୍ ପରମେସରର୍‌ତେଇ ବିସ୍‌ବାସ୍‌ କଲା, ଆରି ଏ ବିସ୍‌ବାସର୍‍ ଲାଗି ପରମେସର୍‌ ତାକେ ଦରମ୍‍ଲକ୍‌ ଇସାବେ ନିଜର୍‌ କଲା ।”
శాస్త్రే కిం లిఖతి? ఇబ్రాహీమ్ ఈశ్వరే విశ్వసనాత్ స విశ్వాసస్తస్మై పుణ్యార్థం గణితో బభూవ|
4 ଜେ କାମ୍‌ କର୍‌ସି ସେ ବୁତି ପାଇସି ଆକା । କାର୍‌ଟାନେଅନି ଦାନ୍‌ ଇସାବେ ନ ପାଏ ।
కర్మ్మకారిణో యద్ వేతనం తద్ అనుగ్రహస్య ఫలం నహి కిన్తు తేనోపార్జితం మన్తవ్యమ్|
5 ମାତର୍‌ ଜେ ନିଜର୍‌ ଉପ୍‌ରେ ଆସା ନ କରି, ପରମେସରର୍‌ତେଇ ବିସ୍‌ବାସ୍‌ କର୍‌ସି, ତାର୍‌ ବିସ୍‌ବାସର୍‌ ଲାଗି, ଅପ୍‌ରାଦର୍‍ ଦସ୍‌ ନ ଦାରି ଚାଡିଦେବା ପରମେସର୍‌, ତାକେ ଦରମ୍‍ଲକ୍‌ ଇସାବେ ଡାକ୍‌ସି ।
కిన్తు యః పాపినం సపుణ్యీకరోతి తస్మిన్ విశ్వాసినః కర్మ్మహీనస్య జనస్య యో విశ్వాసః స పుణ్యార్థం గణ్యో భవతి|
6 ଜନ୍‌ ଲକର୍‌ ରିତିନିତି ନ ଦେକି ପରମେସର୍‌ ତାକେ ଦରମ୍‍ଲକ୍‌ ବଲି ଡାକ୍‌ସି, ସେନ୍ତାରି ଲକର୍‌ ବିସଇନେଇ ଦାଉଦ୍‌ କଇଆଚେ,
అపరం యం క్రియాహీనమ్ ఈశ్వరః సపుణ్యీకరోతి తస్య ధన్యవాదం దాయూద్ వర్ణయామాస, యథా,
7 ଜାର୍‌ ଦସ୍‌ ଦଇଅଇଲା ଆଚେ ସେ କେଡେ କରମର୍‌ ଲକ୍‌ । ଜେ ପାପ୍‌କେମା ପାଇଲାଆଚେ ସେ କେଡେ କରମର୍‌ ଲକ୍‌ ।
స ధన్యోఽఘాని మృష్టాని యస్యాగాంస్యావృతాని చ|
8 ମାପ୍‌ରୁ ଜାର୍‌ ପାପର୍‌ ଇସାବ୍‌ ନ କରେ, ସେ କେଡେ କରମର୍‌ ଲକ୍‌!
స చ ధన్యః పరేశేన పాపం యస్య న గణ్యతే|
9 ଇତି ଦାଉଦ୍‌ ଜନ୍‌ ଲକ୍‌ମନ୍‌କେ କେଡେ କରମର୍‌ ଲକ୍‌ ବଲି କଇଲାଆଚେ, ସେମନର୍‌ ବିତ୍‌ରେ କାଇ ଅବ୍‌କା ସୁନତ୍‌ ଅଇଲା ଲକ୍‌ସେ ରଇଲାଇ କି? ନାଇ, ସୁନତ୍‌ ନ ଅଇଲା ଲକ୍‌ ମିସା କେଡେ କରମର୍‌ ଲକ୍‌ ଅଇପାରତ୍‌ । ଆମେ କଇଲୁନି ଅବ୍‌ରାଆମ୍ ବିସ୍‌ବାସ୍‌ କଲାକେସେ ଦରମ୍‌ ଲକ୍‌ ଇସାବେ ଏଜାଇଅଇଲା,
ఏష ధన్యవాదస్త్వక్ఛేదినమ్ అత్వక్ఛేదినం వా కం ప్రతి భవతి? ఇబ్రాహీమో విశ్వాసః పుణ్యార్థం గణిత ఇతి వయం వదామః|
10 ୧୦ ଏଟା କେଡେବେଲେ ଗଟିରଇଲା? ଅବ୍‌ରାଆମ୍‌ ସୁନତ୍‌ ଅଇଲା ପଚେ କି, ତାର୍‌ ଆଗ୍‌ତୁ? ଆଗ୍‍ତୁ, ପଚେ ନାଇ ।
స విశ్వాసస్తస్య త్వక్ఛేదిత్వావస్థాయాం కిమ్ అత్వక్ఛేదిత్వావస్థాయాం కస్మిన్ సమయే పుణ్యమివ గణితః? త్వక్ఛేదిత్వావస్థాయాం నహి కిన్త్వత్వక్ఛేదిత్వావస్థాయాం|
11 ୧୧ ସୁନତ୍‌ ଅଇବା ଆଗ୍‌ତୁ, ଅବ୍‌ରାଆମର୍‍ ବିସ୍‌ବାସ୍‌ ଲାଗି ପରମେସର୍‌ ତାକେ ଦରମ୍‌ ଲକ୍‌ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍‌ ଚିନ୍‌ପାରା ଅବ୍‌ରାମ୍‌ ଏ ସୁନତ୍‌ବିଦି କର୍‌ବାଟା ନାମି ରଇଲା । ଜେନ୍ତାର୍‌କି ଜନ୍‌ ଲକ୍‌ମନ୍‌ ସୁନତ୍‌ ନ ଅଇକରି ମିସା, ବିସ୍‌ବାସ୍‌ କର୍‍ବାଇ, ସେମନ୍‍ ଦରମ୍‍ଲକ୍‌ ବଲି ଏଜାଇ ଅଇବାଇ । ସେଟାର୍‌ପାଇ ଗାଗଡ୍‌ ଇସାବେ ଅବ୍‌ରାଆମ୍ ସେମନର୍‌ ବାବା ବଲାଇଅଇସି,
అపరఞ్చ స యత్ సర్వ్వేషామ్ అత్వక్ఛేదినాం విశ్వాసినామ్ ఆదిపురుషో భవేత్, తే చ పుణ్యవత్త్వేన గణ్యేరన్;
12 ୧୨ ଅବ୍‌ରାଅମ ସୁନତ୍‌ ଅଇବା ଆଗ୍‌ତୁ ବିସ୍‌ବାସର୍‌ ଜନ୍‌ ଚିନ୍‌ ଦେଇରଇଲା, ଜଦି ସୁନତ୍‌ ନଇଲା ଲକ୍‌ମନ୍‌ ନିଜର୍‌ ଜିବନେ ସେ ରକାମ୍‌ ବିସ୍‌ବାସ୍‌ ଦେକାଇ ପାର୍‌ବାଇ ବଇଲେ, ଅବ୍‌ରାଆମ୍ ସେମନର୍‌ ମିସା ବାବା ।
యే చ లోకాః కేవలం ఛిన్నత్వచో న సన్తో ఽస్మత్పూర్వ్వపురుష ఇబ్రాహీమ్ అఛిన్నత్వక్ సన్ యేన విశ్వాసమార్గేణ గతవాన్ తేనైవ తస్య పాదచిహ్నేన గచ్ఛన్తి తేషాం త్వక్ఛేదినామప్యాదిపురుషో భవేత్ తదర్థమ్ అత్వక్ఛేదినో మానవస్య విశ్వాసాత్ పుణ్యమ్ ఉత్పద్యత ఇతి ప్రమాణస్వరూపం త్వక్ఛేదచిహ్నం స ప్రాప్నోత్|
13 ୧୩ ଅବ୍‌ରାଆମ୍ ନିୟମ୍‌ ମାନ୍‌ଲାର୍‌ ପାଇ ନାଇ, ଅବ୍‌କା ବିସ୍‌ବାସ୍‌ କଲାର୍‌ପାଇ ସେ ଦରମ୍‌ ଲକ୍‌ ବଲି ଏଜାଇଅଇରଇଲା । ଆରି ସେଟାର୍‌ ପାଇ, ସେ ଆରି ତାର୍‌ କୁଟୁମର୍‌ ଲକ୍‌ମନ୍‌ ଜଗତର୍‌ ଅଦିକାରି ଅଇବାଇ ବଲି ପରମେସର୍‌ କାତା ଦେଇରଇଲା ।
ఇబ్రాహీమ్ జగతోఽధికారీ భవిష్యతి యైషా ప్రతిజ్ఞా తం తస్య వంశఞ్చ ప్రతి పూర్వ్వమ్ అక్రియత సా వ్యవస్థామూలికా నహి కిన్తు విశ్వాసజన్యపుణ్యమూలికా|
14 ୧୪ ଜନ୍‌ ଲକ୍‌ମନ୍‌ ନିୟମ୍‌ ମାନ୍‌ବାଇ, ଅବ୍‍କା ସେମନ୍‌ସେ ଜଦି ପରମେସରର୍‌ ଦାନ୍‌ ପାଇବାଇ, ତେବେ ଲକ୍‌ମନର୍‌ ବିସ୍‌ବାସ୍‌ ଚୁଚାଇ ଅଇସି । ପରମେସର୍‌ ଦେଇରଇବା କାତା ମିସା ଚୁଚାଇସେ ।
యతో వ్యవస్థావలమ్బినో యద్యధికారిణో భవన్తి తర్హి విశ్వాసో విఫలో జాయతే సా ప్రతిజ్ఞాపి లుప్తైవ|
15 ୧୫ ନିୟମ୍‌ ନ ମାନ୍‌ଲାର୍‌ପାଇ ଲକ୍‌ମନ୍‌ ପରମେସରର୍‌ ବଡ୍‌ ରିସାଇ ପଡ୍‌ବାଇ । ମାତର୍‌ ଜନ୍ତି ନିୟମ୍‌ ନାଇ, ତେଇ ନିୟମ୍‌ ନ ମାନ୍‌ବା କାତା ଉଟେ ନାଇ ।
అధికన్తు వ్యవస్థా కోపం జనయతి యతో ఽవిద్యమానాయాం వ్యవస్థాయామ్ ఆజ్ఞాలఙ్ఘనం న సమ్భవతి|
16 ୧୬ “ସେଟାର୍‌ପାଇ ପରମେସର୍‌ କାତା ଦେଇରଇବାଟା ବିସ୍‌ବାସର୍‌ ଲାଗି ର‍ଇସି । ଜନ୍‌ ଲକ୍‌ମନ୍‌ ନିୟମ୍‌ ମାନ୍‌ବାଇ, ଅବ୍‍କା ସେମନର୍‌ ପାଇସେ ପରମେସର୍‌ କାତା ଦେଏ ନାଇ । ଅବ୍‌ରାଆମର୍‌ ପାରା ବିସ୍‌ବାସ୍‌ କର୍‌ତେ ରଇବା ସବୁର୍‌ ପାଇ ସେଟା ଲଡା । କାଇକେବଇଲେ ଅବ୍‌ରାମ୍‌ ସେମନର୍‌ ଆତ୍‌ମା ଇସାବେ ରଇବା ବାବା ।”
అతఏవ సా ప్రతిజ్ఞా యద్ అనుగ్రహస్య ఫలం భవేత్ తదర్థం విశ్వాసమూలికా యతస్తథాత్వే తద్వంశసముదాయం ప్రతి అర్థతో యే వ్యవస్థయా తద్వంశసమ్భవాః కేవలం తాన్ ప్రతి నహి కిన్తు య ఇబ్రాహీమీయవిశ్వాసేన తత్సమ్భవాస్తానపి ప్రతి సా ప్రతిజ్ఞా స్థాస్నుర్భవతి|
17 ୧୭ ଏ ବିସଇ ସାସ୍‌ତରେ ଲେକାଆଚେ “ତକେ ଆମେ ସବୁ ବଁସର୍‌ ବାବା କରିଆଚୁ ।” ପରମେସରର୍‌ ଇସାବେ ଏ କାତା ଦେଲାଟା ଟିକ୍‌ ରଇଲା, କାଇକେ ବଇଲେ ଜନ୍‌ ପରମେସର୍‌କେ ଅବ୍‌ରାଆମ୍‍ ବିସ୍‌ବାସ୍‌ କର୍‌ତେ ରଇଲା, ସେ ପର୍‌ମେସରର୍‌ ବାକିଅ ମଲା ଲକ୍‌ମନ୍‌କେ ଜିବନ୍‌ କର୍‌ସି ଆରି କାଇଟା ନଇଲାତେଇଅନି ସବୁ ବିସଇ ତିଆର୍‌ କର୍‌ସି ।
యో నిర్జీవాన్ సజీవాన్ అవిద్యమానాని వస్తూని చ విద్యమానాని కరోతి ఇబ్రాహీమో విశ్వాసభూమేస్తస్యేశ్వరస్య సాక్షాత్ సోఽస్మాకం సర్వ్వేషామ్ ఆదిపురుష ఆస్తే, యథా లిఖితం విద్యతే, అహం త్వాం బహుజాతీనామ్ ఆదిపురుషం కృత్వా నియుక్తవాన్|
18 ୧୮ ଆସା କର୍‌ବାକେ କାଇଟା ନ ରଇଲେ ମିସା, ଅବ୍‌ରାଆମ୍ ବିସ୍‌ବାସ୍‌ କରି ଆସାଅଇ ରଇଲା । ସେଟାର୍‌ ପାଇ ସେ ସବୁ ବଁସର୍‌ ବାବା ଅଇଲା, କାଇକେ ବଇଲେ ସେ ସାସ୍‌ତରେଅନି କାତା ମିଲାଇରଇଲା, “ତାର୍‌ କୁଟୁମର୍‌ ଲକ୍‌ମନ୍‌ ଏଜି ନାପାର୍‌ବା ଆକାସର୍‌ ତାରାପାରା ଅଇବାଇ ।”
త్వదీయస్తాదృశో వంశో జనిష్యతే యదిదం వాక్యం ప్రతిశ్రుతం తదనుసారాద్ ఇబ్రాహీమ్ బహుదేశీయలోకానామ్ ఆదిపురుషో యద్ భవతి తదర్థం సోఽనపేక్షితవ్యమప్యపేక్షమాణో విశ్వాసం కృతవాన్|
19 ୧୯ ତାକେ ସେଡ୍‌କିବେଲେ ସଏ ବରସ୍‌ ଅଇରଇଲା । ମାତର୍‌ ତାକର୍‌ ମଲାପାରା ଗାଗଡର୍‌ କାତା ବାବି, କି ସାରା ଜେକି ଆରି ପିଲା ପାଇ ନାପାରେ, ଏ କାତା ଜାନିକରି ମିସା, ତାକର୍‌ ବିସ୍‌ବାସ୍‌ ଉନା ଅଏନାଇ ।
అపరఞ్చ క్షీణవిశ్వాసో న భూత్వా శతవత్సరవయస్కత్వాత్ స్వశరీరస్య జరాం సారానామ్నః స్వభార్య్యాయా రజోనివృత్తిఞ్చ తృణాయ న మేనే|
20 ୨୦ ସେ ତାର୍‌ ବିସ୍‌ବାସେଅନି ବିନେ ବେଗ୍‌ଲେ ନାଇ, କି ପରମେସର୍‌ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍‌ବାସ୍‌ କରି ବପୁ ସଙ୍ଗ୍ ପୁରାପୁରୁନ୍‌ ଅଇଲା ଆରି ସେ ପରମେସର୍‌କେ ଡାକ୍‌ପୁଟା କଲା ।
అపరమ్ అవిశ్వాసాద్ ఈశ్వరస్య ప్రతిజ్ఞావచనే కమపి సంశయం న చకార;
21 ୨୧ “ପରମେସର୍‌ ଜନ୍‌ କାତା ଦେଇରଇଲା, ସେଟା ସେ କର୍‌ସି ଆକା ବଲି ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କଲା ।”
కిన్త్వీశ్వరేణ యత్ ప్రతిశ్రుతం తత్ సాధయితుం శక్యత ఇతి నిశ్చితం విజ్ఞాయ దృఢవిశ్వాసః సన్ ఈశ్వరస్య మహిమానం ప్రకాశయాఞ్చకార|
22 ୨୨ ସେ ବିସ୍‌ବାସର୍‍ ଲାଗି ଅବ୍‌ରାଆମ୍‌ ପରମେସର୍‌ ଦେକ୍‍ବା ଇସାବେ ଦରମ୍‌ ଲକ୍‌ ବଲି ଏଜାଇଅଇଲା ।
ఇతి హేతోస్తస్య స విశ్వాసస్తదీయపుణ్యమివ గణయాఞ్చక్రే|
23 ୨୩ ଦରମ୍‌ ଲକ୍‌ ଇସାବେ ଏଜାଇଅଇବାଟା ସାସ୍‌ତରର୍‌ କାତା, ଉଜେ ଅବ୍‌ରାମ୍‌କେସେ ଅଇସି, ସେନ୍ତାରି ନାଇ ।
పుణ్యమివాగణ్యత తత్ కేవలస్య తస్య నిమిత్తం లిఖితం నహి, అస్మాకం నిమిత్తమపి,
24 ୨୪ ସେଟା ଆମର୍‌ପାଇ ମିସା ଲେକାଅଇଆଚେ । ଆମେ ମିସା ପରମେସର୍‌କେ ବିସ୍‌ବାସ୍‌ କଲେ ଦରମ୍‌ ଲକ୍‌ ବଲି ଏଜାଇଅଇବୁ । ସେ ମାପ୍‌ରୁ ଜିସୁକେ ମଲାତେଇଅନି ଆରି ତରେକ୍‌ ଜିବନ୍‌ କରି ଉଟାଇଲା ଆଚେ ବଲି ବିସ୍‌ବାସ୍‌ କଲୁନି ।
యతోఽస్మాకం పాపనాశార్థం సమర్పితోఽస్మాకం పుణ్యప్రాప్త్యర్థఞ్చోత్థాపితోఽభవత్ యోఽస్మాకం ప్రభు ర్యీశుస్తస్యోత్థాపయితరీశ్వరే
25 ୨୫ ମାପ୍‌ରୁ ଜିସୁ ଆମର୍‌ ପାପର୍‌ ଲାଗି ମରିରଇଲା ଆରି ପରମେସରର୍‌ତେଇ ଆମ୍‌କେ ଦରମ୍‌ ଲକ୍‌ କରାଇବାକେ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ଲା ।
యది వయం విశ్వసామస్తర్హ్యస్మాకమపి సఏవ విశ్వాసః పుణ్యమివ గణయిష్యతే|

< ରମିୟ 4 >