< ରମିୟ 3 >

1 ତେବେ ଜିଉଦି ନଇଲା ଲକ୍‌ମନର୍‌ତେଇଅନି ଜିଉଦିମନର୍‌ ଅଦିକ୍‌ ସୁବିଦା କାଇଟା? ସୁନତ୍‌ କଲେ କାଇ ଲାବ୍‌?
Τί οὖν τὸ περισσὸν τοῦ Ἰουδαίου, ἢ τίς ἡ ὠφέλεια τῆς περιτομῆς;
2 ସବୁ ରକାମର୍‌ ଲାବ୍‌ ଆଚେ । ତେବେ ପର୍‌ତୁମ୍‌, ପରମେସର୍‌ ତାର୍‌ କବର୍‌ ଜାନାଇବା ଦାଇତ୍‌ ଜିଉଦିମନର୍‌ ଆତେ ଦେଲା ଆଚେ ।
Πολὺ κατὰ πάντα τρόπον· πρῶτον μὲν γὰρ ὅτι ἐπιστεύθησαν τὰ λόγια τοῦ Θεοῦ.
3 ତେବେ କାଇଟା ଅଇସି? ଜିଉଦିମନର୍‌ ବିତ୍‌ରେଅନି କେତେ ଲକ୍‌ ବିସ୍‌ବାସ୍‌ ନ କଲେ ପରମେସର୍‌ କାତା ଦେଇରଇବାଟା ପୁରାପୁରୁନ୍‌ ନ ଅଏ କି?
Τί γὰρ εἰ ἠπίστησάν τινες; Μὴ ἡ ἀπιστία αὐτῶν τὴν πίστιν τοῦ Θεοῦ καταργήσει;
4 କେବେ ନାଇ । ମୁନୁସ୍‌ମନ୍‌ ସବୁ ଲକ୍‌ ମିଚୁଆ ଅଇଲେ ମିସା, ପରମେସର୍‌ ସତ୍‌ସେ । ସାସ୍‌ତରେ ଲେକା ଆଚେ, “ତମର୍‌ ବାକିଅ ଅନି ତମେସେ ସତ୍‌ ବଲି ଚିନାଇ ଉଆ, ତମେ ବିଚାର୍‌ କରାଇ ଅଇଲାବେଲେ ଜିତି କରି ରୁଆ ।”
Μὴ γένοιτο· γινέσθω δὲ ὁ Θεὸς ἀληθής, πᾶς δὲ ἄνθρωπος ψεύστης, καθὼς γέγραπται, Ὅπως ἂν δικαιωθῇς ἐν τοῖς λόγοις σου, καὶ νικήσῃς ἐν τῷ κρίνεσθαί σε.
5 ଇତି ଗଟେକ୍‌ ପର୍‌ସନ୍‌ ଅଇପାରେ, “ଆମର୍‌ କାରାପ୍‌ ଚଲାଚଲ୍‌ତି, ପରମେସରର୍‌ ଦରମ୍‌କେ ଚିନାଇ ଦେଇସି ବଇଲେ, ସେ ଆମ୍‌କେ ଡଣ୍ଡ୍‌ଦେଇ ଅନିଆଇ କଲାନି ବଲି କଇପାରିଅଇସି କି?
Εἰ δὲ ἡ ἀδικία ἡμῶν Θεοῦ δικαιοσύνην συνίστησι, τί ἐροῦμεν; Μὴ ἄδικος ὁ Θεὸς ὁ ἐπιφέρων τὴν ὀργήν; — κατὰ ἄνθρωπον λέγω —
6 କେବେ ନାଇ । ପରମେସର୍‌ ଜଦି ନିଆଇତେଇ ନାଇ, ତେବେ ସେ କେନ୍ତି ଜଗତର୍‌ ନିଆଇ ବିଚାର୍‌ କର୍‌ସି?”
Μὴ γένοιτο· ἐπεὶ πῶς κρινεῖ ὁ Θεὸς τὸν κόσμον;
7 “ଜଦି ମୁଇ ମିଚ୍‌ କ‍ଇବାଟା ପରମେସରର୍‌ ସତ୍‌ ଅଦିକ୍‌ ଡିସି କରି ଡାକ୍‌ପୁଟା କରାଇସି ବ‍ଇଲେ, ମୁଇ କାଇକେ ପାପି ବଲି ଡଣ୍ଡ୍ ପାଇବି?”
Εἰ γὰρ ἡ ἀλήθεια τοῦ Θεοῦ ἐν τῷ ἐμῷ ψεύσματι ἐπερίσσευσεν εἰς τὴν δόξαν αὐτοῦ, τί ἔτι κἀγὼ ὡς ἁμαρτωλὸς κρίνομαι;
8 ସେନ୍ତାର୍‌ଆଲେ “ଆସା, ଆମେ କାରାପ୍‌ କାମ୍‌ କରୁ ଜେନ୍ତାରି କି ତେଇଅନି ନିକ ବିସ‍ଇ ବାର‍ଇସି” ବଲି କ‍ଇଅଇସି କି? ନାଇ, କ‍ଇ ନ‍ଏ । ମୁଇ ସମାନ୍‍ ଏନ୍ତି କାତା କଇଲିନି ବଲି ଦାବା କରି କେତେ ଲକ୍‌ ମକେ ଇଜତ୍‌ ଜିକ୍‌ଲାଇନି । ସେମନ୍‌ ସେଟାର୍‌ ପାଇ ଜନ୍‌ ଡଣ୍ଡ୍ ପାଇବାର୍‍ ରଇଲାଇ, ସତଇସେ ପାଇବାଇ ।
Καὶ μή — καθὼς βλασφημούμεθα, καὶ καθώς φασί τινες ἡμᾶς λέγειν — ὅτι Ποιήσωμεν τὰ κακὰ ἵνα ἔλθῃ τὰ ἀγαθά; Ὧν τὸ κρίμα ἔνδικόν ἐστι.
9 ତେବେ କାଇ ଜିଉଦିମନର୍‌ ଜିଉନା କାଉନା, ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ଅଦିକ୍‌ ନିକ କି? ନାଇ, ମୁଲ୍‍କେ ନାଇ! ମୁଇ ଆଗ୍‌ତୁଅନି କଇଲି ଆଚି ଜେ, ସେମନ୍‌ ଦୁଇ ଦଲ୍‌ ଜାକ ପାପର୍‌ ସାସନେ ଆଚତ୍‌ ।
Τί οὖν; Προεχόμεθα; Οὐ πάντως· προῃτιασάμεθα γὰρ Ἰουδαίους τε καὶ Ἕλληνας πάντας ὑφ᾿ ἁμαρτίαν εἶναι,
10 ୧୦ ସାସ୍‌ତରେ ଲେକା ଆଚେ, ଦରମ୍‌ ଲକ୍‌ କେ ନାଇ ଗଟେକ୍‌ ଲକ୍‌ ମିସା ନାଇ,
καθὼς γέγραπται ὅτι Οὐκ ἔστι δίκαιος οὐδὲ εἷς·
11 ୧୧ କେ ମିସା ଗିଆନ୍‌ ରଇବା ଲକ୍‌ ନାଇ । ସତଇସେ ପରମେସର୍‌କେ ଉପାସନା କର୍‌ବା ଲକ୍‌ ନାଇ ।
οὐκ ἔστιν ὁ συνιῶν, οὐκ ἔστιν ὁ ἐκζητῶν τὸν Θεόν·
12 ୧୨ ସେମନ୍‌ ସବୁ ଲକ୍‌ ପରମେସର୍‌ଟାନେଅନି ଅନି ଦୁରିକେ ଜାଇ ଆଚତ୍‌ । ସେମନ୍‌ ବାଟ୍‌ ବାନା ଅଇଗାଲାଇ ଆଚତ୍‌ । କେ ଗଟେକ୍‌ ଲକ୍‌ ମିସା ସତ୍‌ କାମ୍‌ କରତ୍‌ ନାଇ ।
πάντες ἐξέκλιναν, ἅμα ἠχρειώθησαν· οὐκ ἔστι ποιῶν χρηστότητα, οὐκ ἔστιν ἕως ἑνός·
13 ୧୩ ସେମନର୍‌ କାତା କଇବାଟାନେ ଅଦିକ୍‌ ନାଡାଇବାଟା ଆଚେ, ଟଣ୍ଡେଅନି ଗାଡ୍‌ ଗାଲାପାରା ମିଚ୍‌ କାତା ବାରଇଲାନି । ଜିବ୍‌ତଲେ ନାଗ୍‌ ସାପର୍‌ ବିସ୍‌ ପାରା ଆଚେ ।
τάφος ἀνεῳγμένος ὁ λάρυγξ αὐτῶν, ταῖς γλώσσαις αὐτῶν ἐδολιοῦσαν· ἰὸς ἀσπίδων ὑπὸ τὰ χείλη αὐτῶν·
14 ୧୪ ସେମନର୍‌ କାତା, ପିତା ଅଇ, ଅବିସାପେ ପୁରୁନ୍‌ ଅଇଆଚେ ।
ὧν τὸ στόμα ἀρᾶς καὶ πικρίας γέμει·
15 ୧୫ ସେମନ୍‌ ମାର୍‌ବାକେ ଆରି ମରାଇବାକେ ତେରେପେତେ ଅଇଲାଇନି ।
ὀξεῖς οἱ πόδες αὐτῶν ἐκχέαι αἷμα·
16 ୧୬ ସେମନ୍‌ ଜନ୍‌ବାଟେ ଗାଲାଇନି, ତେଇ କୁରୁପ୍‌ନାସ୍‌ ଅଇବାଟା ଆରି କସ୍‌ଟ ଅଇବାଟା ଉବଜ୍‌ଲାନି ।
σύντριμμα καὶ ταλαιπωρία ἐν ταῖς ὁδοῖς αὐτῶν,
17 ୧୭ ସେମନ୍‌ ସାନ୍ତିର୍‌ ବାଟ୍‌ ନାଜାନତ୍‌,
καὶ ὁδὸν εἰρήνης οὐκ ἔγνωσαν·
18 ୧୮ କି ପରମେସର୍‌କେ ଡର୍‌ବାଟା ସିକତ୍‌ ନାଇ ।
οὐκ ἔστι φόβος Θεοῦ ἀπέναντι τῶν ὀφθαλμῶν αὐτῶν.
19 ୧୯ ଆମେ ଜାନୁ, ଜନ୍‌ ଲକ୍‌ମନ୍‌ ନିୟମର୍‌ ସାସନ୍‍ ତଲେ ଆଚତ୍‌, ତେଇର୍‍ ସବୁ ବିଦିବିଦାନ୍‌ ମାନ୍‌ବାକେ ବାଦିଅ । ପରମେସର୍‌ ଜେଡେବଲ୍‌ ଗୁଲାଇ ଜଗତର୍‌ ବିଚାର୍‌ କର୍‌ସି, ନିୟମ୍‌ ନ ମାନ୍‌ଲା ଲକ୍‌ମନ୍‌ କାଇ କାମ୍‌ ମିସା ଦେକାଇକରି, ଦସ୍‌ କରିନାଇ ବଲି କ‍ଇନାପାରତ୍‌ ।
Οἴδαμεν δὲ ὅτι ὅσα ὁ νόμος λέγει, τοῖς ἐν τῷ νόμῳ λαλεῖ, ἵνα πᾶν στόμα φραγῇ, καὶ ὑπόδικος γένηται πᾶς ὁ κόσμος τῷ Θεῷ·
20 ୨୦ ମାତର୍‌ ନିୟମର୍‌ ରିତିନିତି ମାନିକରି କେ ମିସା ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ଅଇନାପାରେ । ନିୟମେଅନି ସେ ଲକ୍‌ ଅବ୍‍କା ପାପର୍‌ ବଜ୍‍ସେ ପାଇସି ।
διότι ἐξ ἔργων νόμου οὐ δικαιωθήσεται πᾶσα σὰρξ ἐνώπιον αὐτοῦ· διὰ γὰρ νόμου ἐπίγνωσις ἁμαρτίας.
21 ୨୧ ମାତର୍‌ ଏବେ ଲକ୍‌ମନ୍‌ ତାର୍‌ ମୁଆଟେ ଦରମ୍‌ ବଲି ଏଜାଇ ଅଇବାକେ, ପରମେସର୍‌ ଜନ୍‌ଟା ଜଜ୍‌ନା କରି ରଇଲା, ସେଟା ସେ ଆମ୍‌କେ ଜାନାଇଦେଲାଆଚେ । ମାତର୍‌ ଏଟା ନିୟମ୍‌ ମାନ୍‌ଲାକେ ଅଏନାଇ । ଏ ଜଜ୍‌ନା ମସାର୍‌ ନିୟମେ ଆରି ବିନ୍‌ ବବିସତ୍‌ବକ୍‌ତାମନର୍‌ ଟାନେ ମିସା ରଇଲା ।
Νυνὶ δὲ χωρὶς νόμου δικαιοσύνη Θεοῦ πεφανέρωται, μαρτυρουμένη ὑπὸ τοῦ νόμου καὶ τῶν προφητῶν·
22 ୨୨ ଉଜେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାକେ ଏବେ ଆମେ ପରମେସରର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲାଇ ଅଇଆଚୁ । ପରମେସର୍‌ କେତେ ଲକ୍‌କେ ଆଲାଦ୍‌ କରି ଆରି କେତେକ୍‌ ଲକ୍‌କେ ଗିନ୍‌ କରେନାଇ । କିରିସ୍‌ଟକେ ବିସ୍‌ବାସ୍‌କର୍‌ବା ସବୁ ଲକ୍‌ମନ୍‌କେ ଏ ଅଦିକାର ଦେଲାଆଚେ ।
δικαιοσύνη δὲ Θεοῦ διὰ πίστεως Ἰησοῦ Χριστοῦ εἰς πάντας καὶ ἐπὶ πάντας τοὺς πιστεύοντας· οὐ γάρ ἐστι διαστολή·
23 ୨୩ ସବୁ ଲକ୍‌ ପାପ୍‌ କଲାଇ ଆଚତ୍‌ ଆରି ପରମେସରର୍‌ ପୁରାପୁରୁନ୍‌ ମଇମାଇଅନି ଉନା ଅଇଗାଲାଇ ଆଚତ୍‌ ।
πάντες γὰρ ἥμαρτον καὶ ὑστεροῦνται τῆς δόξης τοῦ Θεοῦ,
24 ୨୪ ମାତର୍‌ ପରମେସର୍‌ କିରିସ୍‌ଟ ଜିସୁର୍‌ତେଇଅନି ଇନାମେ ନ ସାର୍‌ବା ଜିବନ୍‌ ଦୁକାନି ଦାନ୍‌ କଲାଆଚେ । ଜନ୍‌ ଲକ୍‌ମନ୍‌ ସେଟା ମିଲାଇଆଚତ୍‌, ସେମନ୍‌କେ ମାପ୍‌ରୁ ଜିସୁ ମୁକ୍‌ତି ଦେଇସି । ସେମନ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାଇ ।
δικαιούμενοι δωρεὰν τῇ αὐτοῦ χάριτι διὰ τῆς ἀπολυτρώσεως τῆς ἐν Χριστῷ Ἰησοῦ·
25 ୨୫ ପରମେସର୍‌ ଜିସୁକେ ଦାନ୍‌କଲା, ଜେନ୍ତିକି ତାର୍‌ ମରନ୍‌, ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ପାପ୍‌ କେମାର୍‌ ବାଟ୍‌ ଦେକାଇସି । ସେ ନିଜର୍‌ ଦରମ୍‌ ଅଇଲାଟା ଦେକାଇବାକେ ଏଟା କଲା । ସେ ସବୁ ମୁର୍‌ଚିକରି ଲକ୍‌ମନ୍‌ ଆଗ୍‌ତୁ କରିରଇବା ପାପ୍‌ ଦାରେ ନାଇ ।
ὃν προέθετο ὁ Θεὸς ἱλαστήριον, διὰ τῆς πίστεως, ἐν τῷ αὐτοῦ αἵματι, εἰς ἔνδειξιν τῆς δικαιοσύνης αὐτοῦ, διὰ τὴν πάρεσιν τῶν προγεγονότων ἁμαρτημάτων,
26 ୨୬ ମାତର୍‌ ଏବେ ସେ ତାର୍‌ ଦରମ୍‌ ଅଇଲାଟା ଦେକାଇବାକେ ସେ ସବୁ ପାପ୍‌, ଜନ୍‌ ପାପ୍‌ କି ଜିସୁ କୁର୍‌ସକାଟେ ଦାରିରଇଲା, ତେଇ ମିସାଇ ଆଚେ । ଏଟାର୍‌ଲାଗି ପର୍‌ମେସର୍‌ ପୁରାପୁରୁନ୍‌ ଦରମ୍‌ ଆଚେ । ଆରି ଜେତ୍‌କି ଲକ୍‌ ଜିସୁକେ ବିସ୍‌ବାସ୍‌ କର୍‌ବାଇ ସେ ସବୁ ଦରମ୍‌ ଲକ୍‌ ବଲି ଏଜାଇଅଇବାଇ ।
ἐν τῇ ἀνοχῇ τοῦ Θεοῦ· πρὸς ἔνδειξιν τῆς δικαιοσύνης αὐτοῦ ἐν τῷ νῦν καιρῷ, εἰς τὸ εἶναι αὐτὸν δίκαιον καὶ δικαιοῦντα τὸν ἐκ πίστεως Ἰησοῦ.
27 ୨୭ ସେନ୍ତାର୍‌ଆଲେ ଆମେ କାଇ ବିସଇନେଇ ବଡ୍‌ପନ୍‌ ଅଇବାର୍‌ ଆଚେ? ନାଇ ସେନ୍ତି କାଇଟା ମିସା ନାଇ । ଆମେ ବଡ୍‌ପନ୍‌ ଦେକାଇବାକେ କାଇ ବିସଇ ଆଚେ କି? ଆମେ ପୁରାପୁରି ନିୟମ୍‌ ମାନ୍‌ଲୁନି ବଲିକରି କି? ନାଇ, ଅବ୍‌କା ବିସ୍‌ବାସ୍‌ କର୍‌ବାଟାସେ ଆମର୍‌ ବଡ୍‌ପନ୍‌ ଦେକାଇବାଟା ।
Ποῦ οὖν ἡ καύχησις; Ἐξεκλείσθη. Διὰ ποίου νόμου; Τῶν ἔργων; Οὐχί, ἀλλὰ διὰ νόμου πίστεως.
28 ୨୮ ଆମେ ସତଇସେ ବୁଜି ପାର୍‌ଲୁ ଜେ, ଗଟେକ୍‌ ଲକ୍‌ ଅବ୍‌କା ବିସ୍‌ବାସ୍‌ କରିସେ ଦରମ୍‌ ଲକ୍‌ ବଲାଇ ଅଇସି, ନିୟମ୍‌ ମାନିକରି ନାଇ ।
Λογιζόμεθα οὖν πίστει δικαιοῦσθαι ἄνθρωπον, χωρὶς ἔργων νόμου.
29 ୨୯ ପରମେସର୍‌ କାଇ ଉଜେ ଜିଉଦିମନର୍‌ସେ ପରମେସର୍‌ କି? ସେ କାଇ ଜିଉଦିନଇଲା ଲକ୍‌ମନର୍‌ ପରମେସର୍‌ ନଏଁ କି? ସତଇସେ ସେ ସବୁ ଲକର୍‌ ପରମେସର୍‌ ।
Ἢ Ἰουδαίων ὁ Θεὸς μόνον; Οὐχὶ δὲ καὶ ἐθνῶν; Ναὶ καὶ ἐθνῶν·
30 ୩୦ ପରମେସର୍‌ ଗଟେକ୍‌ସେ । ଜିଉଦି ଆରି ଜିଉଦିନଇଲା ଲକର୍‌ ପାଇ ସମାନ୍‌ । ସେମନର୍‌ ବିସ୍‌ବାସ୍‌ ପାଇ ସେମନ୍‌କେ ଦରମ୍‌ ଲକ୍‌ ଇସାବେ ବାଚ୍‌ସି ।
ἐπείπερ εἷς ὁ Θεός, ὃς δικαιώσει περιτομὴν ἐκ πίστεως, καὶ ἀκροβυστίαν διὰ τῆς πίστεως.
31 ୩୧ ଏଟାର୍‌ ଅରତ୍‌ କାଇଟା, ଏନ୍ତାରି ବିସ୍‌ବାସ୍‌ କରି ନିୟମ୍‌ ନସାଇଦେଉଁ କି? ନାଇ, ଆମେ ଜଦି ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବୁ ବଇଲେ, ନିୟମ୍‌କେ ମିସା ଡାଟ୍‌ କର୍‌ବୁ ।
Νόμον οὖν καταργοῦμεν διὰ τῆς πίστεως; Μὴ γένοιτο· ἀλλὰ νόμον ἱστῶμεν.

< ରମିୟ 3 >