< ରମିୟ 2 >
1 ୧ ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି ।
Ule vovole uluhusa, yuve wikhega inungwa, ulyakhova yuve wikhega agavanino wikefunga yuve, ulyahuva yuwe wikhega wiwomba gagago.
2 ୨ ଆମେ ଜାନୁ, ପରମେସର୍ ଏନ୍ତି କର୍ତେ ରଇବା ଲକ୍ମନ୍କେ ଟିକ୍ ସଙ୍ଗ୍ ବିଚାର୍ କର୍ସି ।
Ulyahova tulumanyile khota uvokhegi wa Nguluve wayelyeli khuvavo vivomba amambo kama aga.
3 ୩ ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି?
Uvewe usage uele, uvewikhega khuvawo vivomba imbombo incho nayove wiwomba amambo gagago. Poyowukhepa uvokhegi uwa Nguluve?
4 ୪ ସେନ୍ତି ବଇଲେ ତା, ତମେ ପରମେସରର୍ ବେସି ଜିବନ୍ ଦୁକାଇଲାଟା, ଉଦାର୍ କର୍ବାଟା ଆରି ମୁରଚ୍ବାଟାକେ ନାମାସ୍ ନାଇ । ତମେ ସତଇସେ ଜାନିଆଚାସ୍ ଜେ, ତମର୍ ମନେ କାରାପ୍ କାମ୍ ଅଇଲାଟା ମାନିଅଇବାକେ ପରମେସର୍ ଏଡେକ୍ ଦୟା କଲାଆଚେ ।
Apange wisaga sana khunyingi inchavombile uNguluve, ukhuncheliwa khuadhabu ya mwene, nuwovumefu wa mwene? sulumanyile ukhuta uvononu wamwene, wukhuhuvula khuhusayiwa?
5 ୫ ମାତର୍ ତମେ ବଡ୍ପନିଆ ଆରି ମନ୍ ଜିଦିଆ । ସେଟାର୍ ପାଇ ସାରାସାରି ବିଚାର୍ନା ଦିନେ ପରମେସର୍ ଟିକ୍ ସଙ୍ଗ୍ ତାର୍ ବିଚାର୍ନା ଦେକାଇସି । ସେ ରିସାର୍ ଦିନେ ନିଜର୍ ପାଇ ରିସା ଟୁଲିଆଇଲାସ୍ନି ।
Khuvogumu wa numbula yakho ugulevovole ulyesayo, wikhevehela yuve eakiba ya uwoheyi ukhisu uvukhegi khusihu yela yawo wonesiwa wa wokhegi yawolyeli ya Nguluve.
6 ୬ କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି ।
Umwene ikhopinchaga khela munu ekhepimo sava ninogwa ncha mwene.
7 ୭ ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । (aiōnios )
Khuwawo valenowoyelweli na mambo amanonu vilonda esifa uludwado nukhunangekha, ikhuvapa uwomi wa sihu nchoni. (aiōnios )
8 ୮ ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
Kuvawo vihetenga, vavo savidwada uwoyelyeli vinogwa uhupoliwa uwukhegi nelyoyo elikali yikhwincha.
9 ୯ ଜନ୍ ଲକ୍ମନ୍ କାରାପ୍ କାମେ ବୁଡି ଆଚତ୍, ସେମନର୍ ପାଇ କସ୍ଟ ଆରି ଦୁକର୍ ଦିନ୍ ଆଇଲାନି । ସବୁକେ ଆଗ୍ତୁ ଜିଉଦିକେ ଆରି ତାର୍ ପଚେ ଜିଉଦି ନଇଲା ଲକ୍ମନର୍ ପାଇ ।
U Nguluve ayitwala etabu khumunu uyivomba imbivi, khunchandi tasi, numyuna tena
10 ୧୦ ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି ।
Ulyeginye, uvodyado eamani yikhuja khumunu iyivomba inonu, khumuyahudi na nyunani.
11 ୧୧ କାଇକେ ବଇଲେ ପରମେସର୍ ଗଟେକ୍ ତୁଲାଇସେ ସବୁର୍ ବିଚାର୍ କର୍ସି ।
Uluva khosiholi ukhupendela, ulugano khya Nguluve.
12 ୧୨ ଜିଉଦି ନଇଲା ଲକ୍ମନ୍, ମସା ଲେକ୍ଲା ନିୟମ୍ ପାଅତ୍ ନାଇ । ନିୟମ୍ ନ ପାଇ ପାପ୍ କଲାଇ, ସେମନ୍ ନିୟମ୍ ନ ଅଇତେ କୁରୁପ୍ନାସ୍ ଅଇବାଇ । ଆରି ଗଟେକ୍ବାଟେ ଜିଉଦିମନ୍ ନିୟମ୍ ଜାନିକରି ମିସା, ପାପ୍ କଲାଇ, ସେମନ୍ ସେ ନିୟମ୍ ଇସାବେ ଡଣ୍ଡ୍ ପାଇବାଇ ।
Khuvange vakasinche ululagelo viyaga bila lulagelo, khuvale avange vakosije ukhukosa ulu lagelo, ayavikegiwa khululagelo.
13 ୧୩ କାଇକେବଇଲେ ଲକ୍ମନ୍ ଉଜେ ନିୟମ୍ ସୁନ୍ଲେସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ନାପାରତ୍, ମାତର୍ ନିୟମ୍ ନାମ୍ଲେସେ ଅଇପାରତ୍ ।
Avavipoleka ululagelo avanya wolyeli kuvulongolu khwa Nguluve, vavo viwomba ululagolo yavivaleliwe uvuyelyeli.
14 ୧୪ ଜିଉଦିନଇଲା ଲକ୍ମନର୍ ନିୟମ୍ ନାଇ, ମାତର୍ ସେମନ୍ ଅବିଆସ୍ କରି ନିୟମର୍ ବିଦିମନ୍ ନାମ୍ବାଇ, ସେଟାସେ ସେମନର୍ ନିୟମ୍ ପାରା ।
Kuvanu vakelungu, avalevovole ululagelo vivomba kutabia ululagelo, avene vavile lulagelo kunumbula nchaivwo, avene valevovole ululagelo.
15 ୧୫ ସେମନର୍ କାମ୍ଦାମ୍ଟାନେଅନି ଟିକ୍ ସଙ୍ଗ୍ ଜାନାପଡ୍ଲାନି ଜେ, ନିୟମର୍ ବିଦିବିଦାନ୍ ସେମନର୍ ମନେ ଲେକାଅଇଲା ଆଚେ । ଏ କାତା ସତ୍, ସେମନର୍ ବିବେକ୍ ଟିକ୍ ବଲି କଇବା ଚଲାଚଲ୍ତିଅନି ଜାନାପଡ୍ଲା । ଜେନ୍ତାରିକି ସତ୍ କାମ୍ କଲାବେଲେ ତାକର୍ ବିବେକ୍, ଉଁ ବଲି କଇସି, ଆରି କାରାପ୍ କାମ୍ କଲାବେଲେ ବିବେକ୍ ସେମନ୍କେ ଦସି କରାଇସି ।
Yivoneka ukuta amambo khululagelo ghandechiwe igati munumbula nchavene. ezamili, yavene yikhovahega avene, amasage gavene vavo au ukhuvahega vikhuvedema vavo.
16 ୧୬ ଜନ୍ ଦିନେ ପରମେସର୍ ଜିସୁକିରିସ୍ଟର୍ ଟାନେଅନି ମୁନୁସର୍ ବିତ୍ରେ ଲୁଚ୍ଲା ବିସଇମନ୍ ବିଚାର୍ କର୍ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍କବର୍ ଇସାବେ ଏ ସବୁ ଗଟ୍ସି ।
Nukhua Nguluve. Aga ayagikhomela khosihu inchiyaha ikhega inogwa ncha vanu voni, sawa nelimenyu lya mwene, khwa Yesu Klisite.
17 ୧୭ ତମେମନ୍ ତେବେ? ନିଜ୍କେ ଜିଉଦି ବଲାଇଅଇଲାସ୍ନି, ନିୟମ୍କେ ଆସାକରି ଆରି ପରମେସର୍ ସଙ୍ଗ୍ ମିସାବିଡା କର୍ବାଟା ନେଇ ବଡ୍ପନ୍ ଅଇଲାସ୍ନି,
Tunchove tute wikheyelanga yuve myahudi, uyatamile mlulagele, usangelela ukhusifu uNguluve.
18 ୧୮ ପରମେସର୍ ତମର୍ଟାନେଅନି କାଇଟା ମନ୍ କଲାନି ସେଟା ତମେ ଜାନିଆଚାସ୍ । ଆରି ନିୟମେଅନି ସତ୍ ଆରି ସତ୍ ନ ଅଇବା ଗିଆନ୍ ପାଇଆଚାସ୍,
Ulumanye ulugano lya mwene, ukhupina amamba uguletofauti nago khuliho ukhulagenchiwa nu lulagelo.
19 ୧୯ ସତଇସେ ଜାନିଆଚାସ୍ ଜେ, ତମେ କାଣାକେ ବାଟ୍ଦେକାଇବା ଲକ୍, ଆନ୍ଦାରେ ରଇବା ଲକ୍ମନର୍ ପାଇ ଉଜଲ୍ ପାରା ।
Tunchove tute ulekhafu khuyuve vemwene ulendongoji khepofu, ulumuli khuvavo va lemuhisi,
20 ୨୦ ବକୁଆମନ୍କେ ନିମାନ୍ କାତା କଇବା ଲକ୍, ଗିଆନ୍ ନ ରଇବା ଲକ୍ମନର୍ ଗୁରୁ । ତମେ ବିସ୍ବାସ୍ କଲାସ୍ନି ଜେ, ନିୟମ୍ ଜାନିକରି ପୁରାପୁରୁନ୍ ସତ୍ ଆରି ଗିଆନ୍ ପାଇଆଚାସ୍ ବଲି ।
uyisahihisya avanchila lohola, umanyisi va vana, nukhuta ulenalyo ululagelo nuvumanyisi uwayelyeli.
21 ୨୧ ତମେ ବିନ୍ଲକ୍ମନ୍କେ ସିକାଇଲାସ୍ନି, ମାତର୍ କାଇକେ ନିଜେ ସିକାସ୍ ନାଇ? ଚରାଇବାର୍ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍ନି କି?
Yuve, vukhondombelela uyunge sawihemanyisa yove? Yuve wilombelela ukhuhencha, uveve savukhencha?
22 ୨୨ ପାଦ୍ରା କାମ୍ କରାନାଇ ବଲି କଇ, ନିଜେ ପାଦ୍ରା କାମ୍ କଲାସ୍ନି କି? ପୁତ୍ଲା ପୁଜାକେ ଗିନ୍ କରି ଦେଉଲର୍ ଦିନ୍ସୁ ଚର୍ଲାସ୍ନି କି?
Yuve winchova ukhuta savuvomba uvuligu, savuvomba? yuve wikalala ekhehwani, savuhencha khukanisa?
23 ୨୩ ପରମେସରର୍ ନିୟମ୍ ମିଲାଇଆଚୁ ବଲି ବଡ୍ପନ୍ ଦେକାଇଲାସ୍ନି, ମାତର୍ ସେଟାକେ ଏଡିଦେଇକରି ତାକେ ଲାଜ୍ କରାଇଲାସ୍ନି କି?
Yuve wikheginya khululagelo, savuhonyongonyola u Nguluve khwa hudenya ululagelo?
24 ୨୪ ସାସ୍ତରେ ଲେକାଅଇଲା ଆଚେ, “ତମର୍ଲାଗି ଜିଉଦି ନଇଲା ଲକ୍ମନର୍ ବିତ୍ରେ ପରମେସର୍ ନିନ୍ଦା ପାଇଲାନି ।”
Khulimenyu lya Nguluve eliwenyu linangekha huvanu va kelunga husababu yeto,” ndowayandikhiwe.
25 ୨୫ ଜଦି ତମେ ନିୟମ୍ ମାନ୍ଲେ, ତମର୍ ସୁନତ୍ ଅଇବାଟା ଟିକ୍ ଆଚେ । ଜଦି ନିୟମ୍ ନ ମାନ୍ଲେ ସୁନତ୍ ନ ଅଇଲା ଲକ୍ମନର୍ ସଙ୍ଗ୍ ସମାନ୍ ।
Ukhuhakikisiwa khwawoyelyeli hunogiwa ungakongongage ululagelo, ungawe savukonga ululagelo, ukhoha khwaho khwivasio khwohoha.
26 ୨୬ ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି?
Angave umunu asayiwe, ikhwendelela ukhwibala ululagelo, ukhwesaya khwa mwene hiwva sahuvoneha ukhuta ikwesaya.
27 ୨୭ ସେଟାର୍ ପାଇ ଗାଗ୍ଡେ ସୁନତ୍ ନ ଅଇରଇଲା ଜିଉଦି ନ ଅଇଲା ଲକ୍ମନ୍, ନିୟମ୍ ମାନିକରି ତମର୍ ବିଚାର୍ କର୍ବାଇ, କାଇକେ ବଇଲେ ତମେ ଗାଗ୍ଡେ ସୁନତ୍ ଅଇ ନିୟମ୍ ପାଇରଇଲେ ମିସା, ସେଟା ନାମାସ୍ ନାଇ ।
Nu mwene iyikhwesaya khuasili alalakhegiwa angatimesye ululagelo? Uwo wosimbe uwaandekhiwe ne tohara bado ulesaliti va lulagelo.
28 ୨୮ ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ ।
Umwene sio myahudi uya vile vahonji, uhutahiliwa sio khuahonji tu kumbele.
29 ୨୯ ଜେ ମନ୍ ବିତ୍ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍ ମନ୍ ବିତ୍ରର୍ ବିସଇ । ସେଟା ସୁକଲ୍ ଆତ୍ମାର୍ କାମ୍ । ଲେକ୍ଲା ନିୟମ୍ ସେଟା କରିନାପାରେ । ଏନ୍ତାରି ଲକ୍ ଲକ୍ମନର୍ଟାନେଅନି ଡାକ୍ପୁଟା ନ ପାଏ, ମାତର୍ ପରମେସର୍ଅନି ପାଇସି ।
Umwene Myahudi uva gati ne, tyesoyo lya gati, munumbula sio ndimenyu, ulyeginyo ulya saluhumana na vanu lyukhoma kwa Nguluve.