< ରମିୟ 2 >

1 ତେବେ ଏ ମର୍‍ ମଇତର୍‍ମନ୍‍, ତମେ କାଇ ବିନ୍‌ ଲକର୍‌ ବିଚାର୍‌ କଲାସ୍‌ନି କି? ତମେ ଜେ ଅଇରଇଲେ ମିସା, ଏନ୍ତି କର୍‌ବାଟା ଟିକ୍‌ ନଏଁ । ବିନ୍‌ ଲକର୍‌ ଦସ୍‌ଦାରି ତମେ ଜଦି ନିଜେ ସେ ଦସ୍‌ କର୍‌ତେ ରଇସା ବଇଲେ, ତମେ ନିଜେ, ନିଜ୍‌କେ ଦସି ବଲାଇ ଅଇଲାସ୍‌ନି ।
Therefore thou art inexcusable, O man, whoever thou art that judgest: for in that thou judgest another, thou condemnest thyself; for thou that judgest doest the same things.
2 ଆମେ ଜାନୁ, ପରମେସର୍‌ ଏନ୍ତି କର୍‌ତେ ରଇବା ଲକ୍‌ମନ୍‌କେ ଟିକ୍‌ ସଙ୍ଗ୍‌ ବିଚାର୍‌ କର୍‌ସି ।
But we are sure that the judgment of God is according to truth against them who commit such things.
3 ଜନ୍‌ କାରାପ୍‌ କାମର୍‍ ଲାଗି ତମେ ବିନ୍‌ ଲକ୍‌ମନର୍‍ ଦସ୍‍ ଦାର୍‌ଲାସ୍‌ନି, ସେଟା ତମେ ନିଜେ କର୍‌ତେ ରଇସା, ସେଟାର୍‌ ପାଇ ତମେ ପରମେସରର୍‌ ବିଚାର୍‌ ଜାଗାଇ ଟିଆ ନଉଁ ବଲି ବାବ୍‌ଲାସ୍‌ନି କି?
And thinkest thou this, O man, that judgest them who do such things, and doest the same, that thou shalt escape the judgment of God?
4 ସେନ୍ତି ବଇଲେ ତା, ତମେ ପରମେସରର୍‌ ବେସି ଜିବନ୍‌ ଦୁକାଇଲାଟା, ଉଦାର୍‌ କର୍‌ବାଟା ଆରି ମୁରଚ୍‌ବାଟାକେ ନାମାସ୍‌ ନାଇ । ତମେ ସତଇସେ ଜାନିଆଚାସ୍‌ ଜେ, ତମର୍‌ ମନେ କାରାପ୍‌ କାମ୍‌ ଅଇଲାଟା ମାନିଅଇବାକେ ପରମେସର୍‌ ଏଡେକ୍‌ ଦୟା କଲାଆଚେ ।
Or despisest thou the riches of his goodness and forbearance and longsuffering; not knowing that the goodness of God leadeth thee to repentance?
5 ମାତର୍‌ ତମେ ବଡ୍‌ପନିଆ ଆରି ମନ୍‌ ଜିଦିଆ । ସେଟାର୍‌ ପାଇ ସାରାସାରି ବିଚାର୍‌ନା ଦିନେ ପରମେସର୍‌ ଟିକ୍‌ ସଙ୍ଗ୍‍ ତାର୍‍ ବିଚାର୍‌ନା ଦେକାଇସି । ସେ ରିସାର୍‌ ଦିନେ ନିଜର୍‌ ପାଇ ରିସା ଟୁଲିଆଇଲାସ୍‌ନି ।
But after thy hardness and impenitent heart treasurest up to thyself wrath in the day of wrath and revelation of the righteous judgment of God;
6 କାଇକେବଇଲେ ପରମେସର୍‌ ସେ ଦିନେ ତାର୍‌ କରମ୍‌ ଇସାବେ ସବୁକେ ପୁରୁସ୍‌କାର୍‌ ଦେଇସି ।
Who will render to every man according to his deeds:
7 ଜନ୍‌ ଲକ୍‌ମନ୍‌ ଡାକ୍‌ପୁଟା, ସନ୍‌ମାନ୍‌ ଆରି ଅମର୍‌ ଅଇବା ଆସାଇ ମୁର୍‌ଚିକରି ସତ୍‌କାମ୍‌ କରିଜିବାଇ, ସେମନ୍‌କେ ପରମେସର୍‌ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
To them who by patient continuance in well doing seek for glory and honour and immortality, eternal life: (aiōnios g166)
8 ମାତର୍‌ ଜନ୍‌ ଲକ୍‌ମନ୍‌ ନିଜର୍‌ ଲାବ୍‌ ଆରି ସତ୍‌ ରଇବା ବିସଇ ନ ମାନି, ମିଚ୍‌କାତା ମାନ୍‌ବାଇ, ସେମନର୍‌ ଉପ୍‌ରେ ବଡ୍‌ ରିସା ଆଇସି ।
But to them that are contentious, and do not obey the truth, but obey unrighteousness, indignation and wrath,
9 ଜନ୍‌ ଲକ୍‌ମନ୍‌ କାରାପ୍‌ କାମେ ବୁଡି ଆଚତ୍‌, ସେମନର୍‌ ପାଇ କସ୍‌ଟ ଆରି ଦୁକର୍‌ ଦିନ୍‌ ଆଇଲାନି । ସବୁକେ ଆଗ୍‌ତୁ ଜିଉଦିକେ ଆରି ତାର୍‌ ପଚେ ଜିଉଦି ନଇଲା ଲକ୍‌ମନର୍‌ ପାଇ ।
Tribulation and anguish, upon every soul of man that doeth evil, of the Jew first, and also of the Gentile;
10 ୧୦ ମାତର୍‌ ଜନ୍‌ ଲକ୍‌ମନ୍‌ ସତ୍‌ ଇସାବେ କାମ୍‌ କଲାଇନି, ସେମନ୍‌ ଜିଉଦି ଅଅତ୍‌ କି ଜିଉଦି ନଇଲା ଲକ୍‌ ଅଅତ୍‌, ସେମନ୍‌କେ ପରମେସର୍‌ ଡାକ୍‌ପୁଟାକରି ସନ୍‌ମାନ୍‌ ଆରି ସାନ୍ତି ଦେଇସି ।
But glory, honour, and peace, to every man that worketh good, to the Jew first, and also to the Gentile:
11 ୧୧ କାଇକେ ବଇଲେ ପରମେସର୍‌ ଗଟେକ୍‌ ତୁଲାଇସେ ସବୁର୍‌ ବିଚାର୍‌ କର୍‌ସି ।
For there is no respect of persons with God.
12 ୧୨ ଜିଉଦି ନଇଲା ଲକ୍‌ମନ୍‌, ମସା ଲେକ୍‌ଲା ନିୟମ୍‌ ପାଅତ୍‌ ନାଇ । ନିୟମ୍‌ ନ ପାଇ ପାପ୍‌ କଲାଇ, ସେମନ୍‌ ନିୟମ୍‌ ନ ଅଇତେ କୁରୁପ୍‌ନାସ୍‌ ଅଇବାଇ । ଆରି ଗଟେକ୍‌ବାଟେ ଜିଉଦିମନ୍‌ ନିୟମ୍‌ ଜାନିକରି ମିସା, ପାପ୍‌ କଲାଇ, ସେମନ୍‌ ସେ ନିୟମ୍‌ ଇସାବେ ଡଣ୍ଡ୍ ପାଇବାଇ ।
For as many as have sinned without law shall also perish without law: and as many as have sinned in the law shall be judged by the law;
13 ୧୩ କାଇକେବଇଲେ ଲକ୍‌ମନ୍‌ ଉଜେ ନିୟମ୍‌ ସୁନ୍‌ଲେସେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ନାପାରତ୍‌, ମାତର୍‌ ନିୟମ୍‌ ନାମ୍‍ଲେସେ ଅଇପାରତ୍‌ ।
( For not the hearers of the law are just before God, but the doers of the law shall be justified.
14 ୧୪ ଜିଉଦିନଇଲା ଲକ୍‌ମନର୍‌ ନିୟମ୍‌ ନାଇ, ମାତର୍‌ ସେମନ୍‌ ଅବିଆସ୍‌ କରି ନିୟମର୍‌ ବିଦିମନ୍‌ ନାମ୍‌ବାଇ, ସେଟାସେ ସେମନର୍‌ ନିୟମ୍‌ ପାରା ।
For when the Gentiles, who have not the law, do by nature the things contained in the law, these, having not the law, are a law to themselves:
15 ୧୫ ସେମନର୍‌ କାମ୍‌ଦାମ୍‌ଟାନେଅନି ଟିକ୍‌ ସଙ୍ଗ୍‍ ଜାନାପଡ୍‌ଲାନି ଜେ, ନିୟମର୍‌ ବିଦିବିଦାନ୍‌ ସେମନର୍‌ ମନେ ଲେକାଅଇଲା ଆଚେ । ଏ କାତା ସତ୍‌, ସେମନର୍‌ ବିବେକ୍‍ ଟିକ୍‍ ବଲି କଇବା ଚଲାଚଲ୍‌ତିଅନି ଜାନାପଡ୍‌ଲା । ଜେନ୍ତାରିକି ସତ୍‌ କାମ୍‍ କଲାବେଲେ ତାକର୍‍ ବିବେକ୍‍, ଉଁ ବଲି କଇସି, ଆରି କାରାପ୍‌ କାମ୍‍ କଲାବେଲେ ବିବେକ୍‍ ସେମନ୍‍କେ ଦସି କରାଇସି ।
Who show the work of the law written in their hearts, their conscience also bearing witness, and their thoughts the mean while accusing or else excusing one another; )
16 ୧୬ ଜନ୍‌ ଦିନେ ପରମେସର୍‌ ଜିସୁକିରିସ୍‌ଟର୍‌ ଟାନେଅନି ମୁନୁସର୍‌ ବିତ୍‌ରେ ଲୁଚ୍‌ଲା ବିସଇମନ୍‌ ବିଚାର୍‌ କର୍‌ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍‌କବର୍‌ ଇସାବେ ଏ ସବୁ ଗଟ୍‌ସି ।
In the day when God shall judge the secrets of men by Jesus Christ according to my gospel.
17 ୧୭ ତମେମନ୍‌ ତେବେ? ନିଜ୍‌କେ ଜିଉଦି ବଲାଇଅଇଲାସ୍‌ନି, ନିୟମ୍‍କେ ଆସାକରି ଆରି ପରମେସର୍‌ ସଙ୍ଗ୍‌ ମିସାବିଡା କର୍‌ବାଟା ନେଇ ବଡ୍‌ପନ୍‌ ଅଇଲାସ୍‌ନି,
But if, thou art called a Jew, and restest in the law, and makest thy boast of God,
18 ୧୮ ପରମେସର୍‌ ତମର୍‌ଟାନେଅନି କାଇଟା ମନ୍‍ କଲାନି ସେଟା ତମେ ଜାନିଆଚାସ୍‌ । ଆରି ନିୟମେଅନି ସତ୍‌ ଆରି ସତ୍‌ ନ ଅଇବା ଗିଆନ୍‌ ପାଇଆଚାସ୍‌,
And knowest his will, and approvest the things that are more excellent, being instructed out of the law;
19 ୧୯ ସତଇସେ ଜାନିଆଚାସ୍‌ ଜେ, ତମେ କାଣାକେ ବାଟ୍‍ଦେକାଇବା ଲକ୍‌, ଆନ୍ଦାରେ ରଇବା ଲକ୍‌ମନର୍‌ ପାଇ ଉଜଲ୍‌ ପାରା ।
And art confident that thou thyself art a guide of the blind, a light of them who are in darkness,
20 ୨୦ ବକୁଆମନ୍‌କେ ନିମାନ୍‌ କାତା କଇବା ଲକ୍‌, ଗିଆନ୍‌ ନ ରଇବା ଲକ୍‌ମନର୍‌ ଗୁରୁ । ତମେ ବିସ୍‌ବାସ୍‌ କଲାସ୍‌ନି ଜେ, ନିୟମ୍‌ ଜାନିକରି ପୁରାପୁରୁନ୍‌ ସତ୍‌ ଆରି ଗିଆନ୍‌ ପାଇଆଚାସ୍‌ ବଲି ।
An instructor of the foolish, a teacher of babes, who hast the form of knowledge and of the truth in the law.
21 ୨୧ ତମେ ବିନ୍‌ଲକ୍‌ମନ୍‌କେ ସିକାଇଲାସ୍‌ନି, ମାତର୍‌ କାଇକେ ନିଜେ ସିକାସ୍‌ ନାଇ? ଚରାଇବାର୍‌ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍‌ନି କି?
Thou therefore who teachest another, teachest thou not thyself? thou that preachest a man should not steal, dost thou steal?
22 ୨୨ ପାଦ୍‌ରା କାମ୍‌ କରାନାଇ ବଲି କଇ, ନିଜେ ପାଦ୍‌ରା କାମ୍‌ କଲାସ୍‌ନି କି? ପୁତ୍‌ଲା ପୁଜାକେ ଗିନ୍‌ କରି ଦେଉଲର୍‌ ଦିନ୍‍ସୁ ଚର୍‌ଲାସ୍‌ନି କି?
Thou that sayest a man should not commit adultery, dost thou commit adultery? thou that abhorrest idols, dost thou commit sacrilege?
23 ୨୩ ପରମେସରର୍‌ ନିୟମ୍‌ ମିଲାଇଆଚୁ ବଲି ବଡ୍‌ପନ୍‌ ଦେକାଇଲାସ୍‌ନି, ମାତର୍‌ ସେଟାକେ ଏଡିଦେଇକରି ତାକେ ଲାଜ୍‌ କରାଇଲାସ୍‌ନି କି?
Thou that makest thy boast of the law, through breaking the law dishonourest thou God?
24 ୨୪ ସାସ୍‌ତରେ ଲେକାଅଇଲା ଆଚେ, “ତମର୍‌ଲାଗି ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ପରମେସର୍‌ ନିନ୍ଦା ପାଇଲାନି ।”
For the name of God is blasphemed among the Gentiles through you, as it is written.
25 ୨୫ ଜଦି ତମେ ନିୟମ୍‌ ମାନ୍‌ଲେ, ତମର୍‌ ସୁନତ୍‌ ଅଇବାଟା ଟିକ୍‌ ଆଚେ । ଜଦି ନିୟମ୍‌ ନ ମାନ୍‌ଲେ ସୁନତ୍‌ ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ସମାନ୍‌ ।
For circumcision verily profiteth, if thou keepest the law: but if thou art a breaker of the law, thy circumcision is made uncircumcision.
26 ୨୬ ଜଦି ସୁନତ୍‌ ନ ଅଇଲା ଗଟେକ୍‌ ଜିଉଦି ନଇଲା ଲକ୍‌ ନିୟମର୍‌ ବିଦିବିଦାନ୍‌ ସବୁ ନାମ୍‌ତେ ରଇସି, ପରମେସର୍‌ ତାକେ ସୁନତ୍‌ ଲକ୍‌ ଇସାବେ ନ ଡାକେ କି?
Therefore if the uncircumcision keepeth the righteousness of the law, shall not his uncircumcision be counted for circumcision?
27 ୨୭ ସେଟାର୍‌ ପାଇ ଗାଗ୍‌ଡେ ସୁନତ୍‌ ନ ଅଇରଇଲା ଜିଉଦି ନ ଅଇଲା ଲକ୍‌ମନ୍‌, ନିୟମ୍‌ ମାନିକରି ତମର୍‌ ବିଚାର୍‌ କର୍‌ବାଇ, କାଇକେ ବଇଲେ ତମେ ଗାଗ୍‌ଡେ ସୁନତ୍‌ ଅଇ ନିୟମ୍‌ ପାଇରଇଲେ ମିସା, ସେଟା ନାମାସ୍‌ ନାଇ ।
And shall not uncircumcision which is by nature, if it keepeth the law, judge thee, who by the letter and circumcision dost transgress the law?
28 ୨୮ ଉଜେ ଗାଗ୍‌ଡେ ସୁନତ୍‌ ଅଇ ଉପ୍‌ରେ ଉପ୍‌ରେ ଜିଉଦି ବଲି ଚିନାଇଅଇବା ଲକ୍‌ ସତଇସେ ଜିଉଦି ନଅତ୍‌ ।
For he is not a Jew, who is one outwardly; neither is that circumcision, which is outward in the flesh:
29 ୨୯ ଜେ ମନ୍‌ ବିତ୍‌ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍‌ ମନ୍‌ ବିତ୍‌ରର୍‌ ବିସଇ । ସେଟା ସୁକଲ୍‌ ଆତ୍‌ମାର୍‌ କାମ୍‌ । ଲେକ୍‌ଲା ନିୟମ୍‌ ସେଟା କରିନାପାରେ । ଏନ୍ତାରି ଲକ୍‌ ଲକ୍‌ମନର୍‌ଟାନେଅନି ଡାକ୍‌ପୁଟା ନ ପାଏ, ମାତର୍‌ ପରମେସର୍‌ଅନି ପାଇସି ।
But he is a Jew, who is one inwardly; and circumcision is that of the heart, in the spirit, and not in the letter; whose praise is not from men, but from God.

< ରମିୟ 2 >