< ରମିୟ 2 >

1 ତେବେ ଏ ମର୍‍ ମଇତର୍‍ମନ୍‍, ତମେ କାଇ ବିନ୍‌ ଲକର୍‌ ବିଚାର୍‌ କଲାସ୍‌ନି କି? ତମେ ଜେ ଅଇରଇଲେ ମିସା, ଏନ୍ତି କର୍‌ବାଟା ଟିକ୍‌ ନଏଁ । ବିନ୍‌ ଲକର୍‌ ଦସ୍‌ଦାରି ତମେ ଜଦି ନିଜେ ସେ ଦସ୍‌ କର୍‌ତେ ରଇସା ବଇଲେ, ତମେ ନିଜେ, ନିଜ୍‌କେ ଦସି ବଲାଇ ଅଇଲାସ୍‌ନି ।
Therefore thou art inexcusable, O man, every one who judgest, for in that in which thou judgest another, thou condemnest thyself; for thou that judgest doest the same things.
2 ଆମେ ଜାନୁ, ପରମେସର୍‌ ଏନ୍ତି କର୍‌ତେ ରଇବା ଲକ୍‌ମନ୍‌କେ ଟିକ୍‌ ସଙ୍ଗ୍‌ ବିଚାର୍‌ କର୍‌ସି ।
But we know that the judgment of God is according to truth upon those who do such things.
3 ଜନ୍‌ କାରାପ୍‌ କାମର୍‍ ଲାଗି ତମେ ବିନ୍‌ ଲକ୍‌ମନର୍‍ ଦସ୍‍ ଦାର୍‌ଲାସ୍‌ନି, ସେଟା ତମେ ନିଜେ କର୍‌ତେ ରଇସା, ସେଟାର୍‌ ପାଇ ତମେ ପରମେସରର୍‌ ବିଚାର୍‌ ଜାଗାଇ ଟିଆ ନଉଁ ବଲି ବାବ୍‌ଲାସ୍‌ନି କି?
And thinkest thou this, O man, who judgest those that do such things, and practisest them [thyself], that thou shalt escape the judgment of God?
4 ସେନ୍ତି ବଇଲେ ତା, ତମେ ପରମେସରର୍‌ ବେସି ଜିବନ୍‌ ଦୁକାଇଲାଟା, ଉଦାର୍‌ କର୍‌ବାଟା ଆରି ମୁରଚ୍‌ବାଟାକେ ନାମାସ୍‌ ନାଇ । ତମେ ସତଇସେ ଜାନିଆଚାସ୍‌ ଜେ, ତମର୍‌ ମନେ କାରାପ୍‌ କାମ୍‌ ଅଇଲାଟା ମାନିଅଇବାକେ ପରମେସର୍‌ ଏଡେକ୍‌ ଦୟା କଲାଆଚେ ।
or despisest thou the riches of his goodness, and forbearance, and long-suffering, not knowing that the goodness of God leads thee to repentance?
5 ମାତର୍‌ ତମେ ବଡ୍‌ପନିଆ ଆରି ମନ୍‌ ଜିଦିଆ । ସେଟାର୍‌ ପାଇ ସାରାସାରି ବିଚାର୍‌ନା ଦିନେ ପରମେସର୍‌ ଟିକ୍‌ ସଙ୍ଗ୍‍ ତାର୍‍ ବିଚାର୍‌ନା ଦେକାଇସି । ସେ ରିସାର୍‌ ଦିନେ ନିଜର୍‌ ପାଇ ରିସା ଟୁଲିଆଇଲାସ୍‌ନି ।
but, according to thy hardness and impenitent heart, treasurest up to thyself wrath, in [the] day of wrath and revelation of [the] righteous judgment of God,
6 କାଇକେବଇଲେ ପରମେସର୍‌ ସେ ଦିନେ ତାର୍‌ କରମ୍‌ ଇସାବେ ସବୁକେ ପୁରୁସ୍‌କାର୍‌ ଦେଇସି ।
who shall render to each according to his works:
7 ଜନ୍‌ ଲକ୍‌ମନ୍‌ ଡାକ୍‌ପୁଟା, ସନ୍‌ମାନ୍‌ ଆରି ଅମର୍‌ ଅଇବା ଆସାଇ ମୁର୍‌ଚିକରି ସତ୍‌କାମ୍‌ କରିଜିବାଇ, ସେମନ୍‌କେ ପରମେସର୍‌ ନ ସାର୍‌ବା ଜିବନ୍‌ ଦେଇସି । (aiōnios g166)
to them who, in patient continuance of good works, seek for glory and honour and incorruptibility, life eternal. (aiōnios g166)
8 ମାତର୍‌ ଜନ୍‌ ଲକ୍‌ମନ୍‌ ନିଜର୍‌ ଲାବ୍‌ ଆରି ସତ୍‌ ରଇବା ବିସଇ ନ ମାନି, ମିଚ୍‌କାତା ମାନ୍‌ବାଇ, ସେମନର୍‌ ଉପ୍‌ରେ ବଡ୍‌ ରିସା ଆଇସି ।
But to those that are contentious, and are disobedient to the truth, but obey unrighteousness, [there shall be] wrath and indignation,
9 ଜନ୍‌ ଲକ୍‌ମନ୍‌ କାରାପ୍‌ କାମେ ବୁଡି ଆଚତ୍‌, ସେମନର୍‌ ପାଇ କସ୍‌ଟ ଆରି ଦୁକର୍‌ ଦିନ୍‌ ଆଇଲାନି । ସବୁକେ ଆଗ୍‌ତୁ ଜିଉଦିକେ ଆରି ତାର୍‌ ପଚେ ଜିଉଦି ନଇଲା ଲକ୍‌ମନର୍‌ ପାଇ ।
tribulation and distress, on every soul of man that works evil, both of Jew first, and of Greek;
10 ୧୦ ମାତର୍‌ ଜନ୍‌ ଲକ୍‌ମନ୍‌ ସତ୍‌ ଇସାବେ କାମ୍‌ କଲାଇନି, ସେମନ୍‌ ଜିଉଦି ଅଅତ୍‌ କି ଜିଉଦି ନଇଲା ଲକ୍‌ ଅଅତ୍‌, ସେମନ୍‌କେ ପରମେସର୍‌ ଡାକ୍‌ପୁଟାକରି ସନ୍‌ମାନ୍‌ ଆରି ସାନ୍ତି ଦେଇସି ।
but glory and honour and peace to every one that works good, both to Jew first and to Greek:
11 ୧୧ କାଇକେ ବଇଲେ ପରମେସର୍‌ ଗଟେକ୍‌ ତୁଲାଇସେ ସବୁର୍‌ ବିଚାର୍‌ କର୍‌ସି ।
for there is no acceptance of persons with God.
12 ୧୨ ଜିଉଦି ନଇଲା ଲକ୍‌ମନ୍‌, ମସା ଲେକ୍‌ଲା ନିୟମ୍‌ ପାଅତ୍‌ ନାଇ । ନିୟମ୍‌ ନ ପାଇ ପାପ୍‌ କଲାଇ, ସେମନ୍‌ ନିୟମ୍‌ ନ ଅଇତେ କୁରୁପ୍‌ନାସ୍‌ ଅଇବାଇ । ଆରି ଗଟେକ୍‌ବାଟେ ଜିଉଦିମନ୍‌ ନିୟମ୍‌ ଜାନିକରି ମିସା, ପାପ୍‌ କଲାଇ, ସେମନ୍‌ ସେ ନିୟମ୍‌ ଇସାବେ ଡଣ୍ଡ୍ ପାଇବାଇ ।
For as many as have sinned without law shall perish also without law; and as many as have sinned under law shall be judged by law,
13 ୧୩ କାଇକେବଇଲେ ଲକ୍‌ମନ୍‌ ଉଜେ ନିୟମ୍‌ ସୁନ୍‌ଲେସେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ନାପାରତ୍‌, ମାତର୍‌ ନିୟମ୍‌ ନାମ୍‍ଲେସେ ଅଇପାରତ୍‌ ।
(for not the hearers of the law [are] just before God, but the doers of the law shall be justified.
14 ୧୪ ଜିଉଦିନଇଲା ଲକ୍‌ମନର୍‌ ନିୟମ୍‌ ନାଇ, ମାତର୍‌ ସେମନ୍‌ ଅବିଆସ୍‌ କରି ନିୟମର୍‌ ବିଦିମନ୍‌ ନାମ୍‌ବାଇ, ସେଟାସେ ସେମନର୍‌ ନିୟମ୍‌ ପାରା ।
For when [those of the] nations, which have no law, practise by nature the things of the law, these, having no law, are a law to themselves;
15 ୧୫ ସେମନର୍‌ କାମ୍‌ଦାମ୍‌ଟାନେଅନି ଟିକ୍‌ ସଙ୍ଗ୍‍ ଜାନାପଡ୍‌ଲାନି ଜେ, ନିୟମର୍‌ ବିଦିବିଦାନ୍‌ ସେମନର୍‌ ମନେ ଲେକାଅଇଲା ଆଚେ । ଏ କାତା ସତ୍‌, ସେମନର୍‌ ବିବେକ୍‍ ଟିକ୍‍ ବଲି କଇବା ଚଲାଚଲ୍‌ତିଅନି ଜାନାପଡ୍‌ଲା । ଜେନ୍ତାରିକି ସତ୍‌ କାମ୍‍ କଲାବେଲେ ତାକର୍‍ ବିବେକ୍‍, ଉଁ ବଲି କଇସି, ଆରି କାରାପ୍‌ କାମ୍‍ କଲାବେଲେ ବିବେକ୍‍ ସେମନ୍‍କେ ଦସି କରାଇସି ।
who shew the work of the law written in their hearts, their conscience also bearing witness, and their thoughts accusing or else excusing themselves between themselves; )
16 ୧୬ ଜନ୍‌ ଦିନେ ପରମେସର୍‌ ଜିସୁକିରିସ୍‌ଟର୍‌ ଟାନେଅନି ମୁନୁସର୍‌ ବିତ୍‌ରେ ଲୁଚ୍‌ଲା ବିସଇମନ୍‌ ବିଚାର୍‌ କର୍‌ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍‌କବର୍‌ ଇସାବେ ଏ ସବୁ ଗଟ୍‌ସି ।
in [the] day when God shall judge the secrets of men, according to my glad tidings, by Jesus Christ.
17 ୧୭ ତମେମନ୍‌ ତେବେ? ନିଜ୍‌କେ ଜିଉଦି ବଲାଇଅଇଲାସ୍‌ନି, ନିୟମ୍‍କେ ଆସାକରି ଆରି ପରମେସର୍‌ ସଙ୍ଗ୍‌ ମିସାବିଡା କର୍‌ବାଟା ନେଇ ବଡ୍‌ପନ୍‌ ଅଇଲାସ୍‌ନି,
But if thou art named a Jew, and restest in the law, and makest thy boast in God,
18 ୧୮ ପରମେସର୍‌ ତମର୍‌ଟାନେଅନି କାଇଟା ମନ୍‍ କଲାନି ସେଟା ତମେ ଜାନିଆଚାସ୍‌ । ଆରି ନିୟମେଅନି ସତ୍‌ ଆରି ସତ୍‌ ନ ଅଇବା ଗିଆନ୍‌ ପାଇଆଚାସ୍‌,
and knowest the will, and discerningly approvest the things that are more excellent, being instructed out of the law;
19 ୧୯ ସତଇସେ ଜାନିଆଚାସ୍‌ ଜେ, ତମେ କାଣାକେ ବାଟ୍‍ଦେକାଇବା ଲକ୍‌, ଆନ୍ଦାରେ ରଇବା ଲକ୍‌ମନର୍‌ ପାଇ ଉଜଲ୍‌ ପାରା ।
and hast confidence that thou thyself art a leader of the blind, a light of those who [are] in darkness,
20 ୨୦ ବକୁଆମନ୍‌କେ ନିମାନ୍‌ କାତା କଇବା ଲକ୍‌, ଗିଆନ୍‌ ନ ରଇବା ଲକ୍‌ମନର୍‌ ଗୁରୁ । ତମେ ବିସ୍‌ବାସ୍‌ କଲାସ୍‌ନି ଜେ, ନିୟମ୍‌ ଜାନିକରି ପୁରାପୁରୁନ୍‌ ସତ୍‌ ଆରି ଗିଆନ୍‌ ପାଇଆଚାସ୍‌ ବଲି ।
an instructor of the foolish, a teacher of babes, having the form of knowledge and of truth in the law:
21 ୨୧ ତମେ ବିନ୍‌ଲକ୍‌ମନ୍‌କେ ସିକାଇଲାସ୍‌ନି, ମାତର୍‌ କାଇକେ ନିଜେ ସିକାସ୍‌ ନାଇ? ଚରାଇବାର୍‌ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍‌ନି କି?
thou then that teachest another, dost thou not teach thyself? thou that preachest not to steal, dost thou steal?
22 ୨୨ ପାଦ୍‌ରା କାମ୍‌ କରାନାଇ ବଲି କଇ, ନିଜେ ପାଦ୍‌ରା କାମ୍‌ କଲାସ୍‌ନି କି? ପୁତ୍‌ଲା ପୁଜାକେ ଗିନ୍‌ କରି ଦେଉଲର୍‌ ଦିନ୍‍ସୁ ଚର୍‌ଲାସ୍‌ନି କି?
thou that sayest [man should] not commit adultery, dost thou commit adultery? thou that abhorrest idols, dost thou commit sacrilege?
23 ୨୩ ପରମେସରର୍‌ ନିୟମ୍‌ ମିଲାଇଆଚୁ ବଲି ବଡ୍‌ପନ୍‌ ଦେକାଇଲାସ୍‌ନି, ମାତର୍‌ ସେଟାକେ ଏଡିଦେଇକରି ତାକେ ଲାଜ୍‌ କରାଇଲାସ୍‌ନି କି?
thou who boastest in law, dost thou by transgression of the law dishonour God?
24 ୨୪ ସାସ୍‌ତରେ ଲେକାଅଇଲା ଆଚେ, “ତମର୍‌ଲାଗି ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ପରମେସର୍‌ ନିନ୍ଦା ପାଇଲାନି ।”
For the name of God is blasphemed on your account among the nations, according as it is written.
25 ୨୫ ଜଦି ତମେ ନିୟମ୍‌ ମାନ୍‌ଲେ, ତମର୍‌ ସୁନତ୍‌ ଅଇବାଟା ଟିକ୍‌ ଆଚେ । ଜଦି ନିୟମ୍‌ ନ ମାନ୍‌ଲେ ସୁନତ୍‌ ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ସମାନ୍‌ ।
For circumcision indeed profits if thou keep [the] law; but if thou be a law-transgressor, thy circumcision is become uncircumcision.
26 ୨୬ ଜଦି ସୁନତ୍‌ ନ ଅଇଲା ଗଟେକ୍‌ ଜିଉଦି ନଇଲା ଲକ୍‌ ନିୟମର୍‌ ବିଦିବିଦାନ୍‌ ସବୁ ନାମ୍‌ତେ ରଇସି, ପରମେସର୍‌ ତାକେ ସୁନତ୍‌ ଲକ୍‌ ଇସାବେ ନ ଡାକେ କି?
If therefore the uncircumcision keep the requirements of the law, shall not his uncircumcision be reckoned for circumcision,
27 ୨୭ ସେଟାର୍‌ ପାଇ ଗାଗ୍‌ଡେ ସୁନତ୍‌ ନ ଅଇରଇଲା ଜିଉଦି ନ ଅଇଲା ଲକ୍‌ମନ୍‌, ନିୟମ୍‌ ମାନିକରି ତମର୍‌ ବିଚାର୍‌ କର୍‌ବାଇ, କାଇକେ ବଇଲେ ତମେ ଗାଗ୍‌ଡେ ସୁନତ୍‌ ଅଇ ନିୟମ୍‌ ପାଇରଇଲେ ମିସା, ସେଟା ନାମାସ୍‌ ନାଇ ।
and uncircumcision by nature, fulfilling the law, judge thee, who, with letter and circumcision, [art] a law-transgressor?
28 ୨୮ ଉଜେ ଗାଗ୍‌ଡେ ସୁନତ୍‌ ଅଇ ଉପ୍‌ରେ ଉପ୍‌ରେ ଜିଉଦି ବଲି ଚିନାଇଅଇବା ଲକ୍‌ ସତଇସେ ଜିଉଦି ନଅତ୍‌ ।
For he is not a Jew who [is] one outwardly, neither that circumcision which is outward in flesh;
29 ୨୯ ଜେ ମନ୍‌ ବିତ୍‌ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍‌ ମନ୍‌ ବିତ୍‌ରର୍‌ ବିସଇ । ସେଟା ସୁକଲ୍‌ ଆତ୍‌ମାର୍‌ କାମ୍‌ । ଲେକ୍‌ଲା ନିୟମ୍‌ ସେଟା କରିନାପାରେ । ଏନ୍ତାରି ଲକ୍‌ ଲକ୍‌ମନର୍‌ଟାନେଅନି ଡାକ୍‌ପୁଟା ନ ପାଏ, ମାତର୍‌ ପରମେସର୍‌ଅନି ପାଇସି ।
but he [is] a Jew [who is so] inwardly; and circumcision, of the heart, in spirit, not in letter; whose praise [is] not of men, but of God.

< ରମିୟ 2 >