< ରମିୟ 16 >
1 ୧ ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି ।
କେଙ୍କ୍ରେ ଅରିଆ ଲେଃକ୍ନେ ମଣ୍ଡଲିନେ ମୁଇଂ ସେବାଡିଙ୍ଗ୍ଣ୍ଡ୍ରେ ତନାଡ଼େ ଫିବେକକେ ଗୁଆରେ ଣ୍ଡିଂକେ ।
2 ୨ ଆମର୍ ମାପ୍ରୁର୍ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍ତି ବିସ୍ବାସିମନର୍ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍ବାସିମନ୍କେ ସାଇଜ କଲାଆଚେ ।
ମାପ୍ରୁ ମ୍ନିରେ ଆମେକେ ଗ୍ରଅନ୍ ଡିଙ୍ଗ୍ଚେ ଇସ୍ପର୍ନେ ରେମୁଆଁ ସୁଗୁଆ ଆଚରନ୍ ଡିଙ୍ଗ୍ପା । ମେଇଂନେ ଦର୍କାର୍ ଲେଃକ୍ନେ ଇସାବ୍ରେ ସାଇଜ ବିଃପା । ନେଙ୍ଗ୍ନେ ବାରି ଗୁଲେରେନେ ମେଁ ମୁଇଂ ସାଇଜ ଡିଙ୍ଗ୍ଣ୍ଡ୍ରେ ବନ୍ଦୁ ।
3 ୩ କିରିସ୍ଟର୍ ମର୍ ସଙ୍ଗ୍ କାମ୍କରୁମନ୍ ପିରିସ୍କିଲା ଆରି ଆକିଲାକେ ମର୍ ଜୁଆର୍ ଜାନାଆ ।
କିସ୍ଟ ଜିସୁନେ ସେବାନ୍ନିଆ ନେଙ୍ଗ୍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ପ୍ରିସ୍କା ବାରି ଆକ୍ୱିଲାକେ ନେଙ୍ଗ୍ନେ ନମସ୍କାର୍ ପେରାଃମ୍ୟାଃଏ ।
4 ୪ ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।
ମେଇଂ ନେଙ୍ଗ୍ସା ନିଜର୍ ଜିବନ୍କେ ବିବଆର୍କେ । ମାତର୍ ନେଙ୍ଗ୍ ଆଃ ଣ୍ଡୁ ସାପା ବିଜାତି ମଣ୍ଡଲି ମେଁଡାଗ୍ରା ଲେଃଆର୍କେ ।
5 ୫ ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
ମେଇଂନେ ଡୁଆ ଅରିଆ ମୁଇଂନୁଗ୍ ରିସିଙ୍ଗ୍ଚେ ପାର୍ତନା ମଣ୍ଡଲିକେ ଡିଗ୍ ନେଙ୍ଗ୍ନେ ନମସ୍କାର୍ ଆମ୍ୟାଣ୍ଡିଙ୍ଗ୍କେ । ନେଙ୍ଗ୍ନେ ନିଜର୍ କୁଟୁମ୍ ଏପାଇନେତକେ ନେଙ୍ଗ୍ନେ ସାର୍ଲ ପେରାଃମ୍ୟାଃଏ । ଆସିଆ ପ୍ରଦେସ୍ନ୍ନିଆ ମେଁ ଡିଡିଙ୍ଗ୍ଡିଙ୍ଗ୍କେ ପର୍ତୁମ୍ କିସ୍ଟ ବିସ୍ବାସି ।
6 ୬ ତମର୍ ନିକ ପାଇ ବେସି କସ୍ଟ ପଡିରଇବା ମରିୟମ୍କେ ମର୍ ଜୁଆର୍ ଜାନାଇ ଦିଆସ୍ ।
ପେନେ ନିମାଣ୍ଡା ନ୍ସା ମାଲେ ସ୍ଲେ ଡିଙ୍ଗ୍ବକ୍ନେ ମରିୟମ୍କେ ନେଙ୍ଗ୍ନେ ସାର୍ଲ ଆଃମ୍ୟାବିପା ।
7 ୭ ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
ଆନ୍ଦ୍ରୋନିକସ୍ ବାରି ୟୁନିୟାକେ ନେଙ୍ଗ୍ନେ ନମସ୍କାର୍ । ଆକେନ୍ ମ୍ୱାୟା ଜିହୁଦି ନେଙ୍ଗ୍ ଏତେ କଏଦ୍ ଡୁଆନ୍ନିଆ ଲେଃଆର୍ଗେ । ନେଙ୍ଗ୍ ସିସେ ମେଇଂ କିସ୍ଟ ଦର୍ମ ଗ୍ରଅନ୍ ଡିଙ୍ଗ୍ବଗେ ବାରି ପ୍ରେରିତ୍ ସିସ୍ଇଂନେ ବିତ୍ରେ ମେଇଂ ଚିନାଣ୍ଡ୍ରେ ।
8 ୮ ମାପ୍ରୁର୍ଲଗେ ମର୍ ଆଲାଦର୍ ମଇତର୍ ଆମ୍ପଲିଆକେ ଜୁଆର୍ ଜାନାଇଦିଆସ୍ ।
ନେଙ୍ଗ୍ ଏତେ ମାପ୍ରୁନେ ସାର୍ଦା ବାଡିଙ୍ଗ୍କ୍ନେ ନେଙ୍ଗ୍ନେ ନିଜର୍ ସାଙ୍ଗ ଆମ୍ପ୍ଲିୟାତକେ ନେଙ୍ଗ୍ନେ ନମସ୍କାର୍ ।
9 ୯ କିରିସ୍ଟର୍ ସେବାଇ ମର୍ ସଙ୍ଗାରି ଉର୍ବାନ ଆରି ମର୍ ଆଲାଦର୍ ମଇତର୍ ତାକିୟକେ ମିସା ମର୍ ଜୁଆର୍ ଜାନାଇଦିଆସ୍ ।
କିସ୍ଟନେ ସେବାରେ ନେଙ୍ଗ୍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ଉର୍ବାନ ବାରି ନେଙ୍ଗ୍ନେ ନିଜର୍ ସାଙ୍ଗ ସ୍ତାଖୀୟକେ ଡିଗ୍ ନେଙ୍ଗ୍ନେ ସାର୍ଲ ଆମ୍ୟାଣ୍ଡିଙ୍ଗ୍କେ ।
10 ୧୦ କିରିସ୍ଟକେ ବିସ୍ବାସ୍କରି ସେବାକର୍ବା ଆପଲ ଆରି ଆରିସ୍ତବଲର୍ କୁଟୁମର୍ ସବୁକେ ମର୍ ଜୁଆର୍ ଜାନାଇଦିଆସ୍ ।
କିସ୍ଟନେ ବିସ୍ବାସ୍ ସେବକ୍ ଆପେଲା ବାରି ଆରିସ୍ତବୁଲନେ ଡୁଆଣ୍ଡ୍ରେନେ ସାପାରେକେ ନେଙ୍ଗ୍ନେ ସାମୁଆଁ ପେରାଃମ୍ୟାଃଏ ।
11 ୧୧ ମର୍ ସଙ୍ଗର୍ ଜିଉଦି ଏରଦିୟନ୍ ଆରି ନାରସିସର୍ ଗରେ ରୁଣ୍ଡ୍ବା ବିସ୍ବାସି ବାଇବଇନିମନ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
ନେଙ୍ଗ୍ନେ ନିଜର୍ ଜାତିନେ ହେରୋଦିୟନ୍ ବାରି ନାର୍ସିସ୍ନେ ଡୁଆଣ୍ଡ୍ରେ ବିତ୍ରେ ଜାଣ୍ଡେଃଇଂ ମାପ୍ରୁନେ ଆଲ ଲେଃଆର୍କେ, ଆତେନ୍ କିସ୍ଟ ବୟାଁଇଂକେ ଡିଗ୍ ନେଙ୍ଗ୍ ସାର୍ଲ ଣ୍ଡିଂକେ ।
12 ୧୨ ମାପ୍ରୁର୍ ସେବାଇ ଲାଗିରଇଲା ତିରିପନ୍ ଆରି ତିରିପସା ଆରି ମାପ୍ରୁର୍ ପାଇ ବେସି କସ୍ଟ ପଡିରଇବା ଆଲାଦର୍ ପର୍ସିସ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
ମାପ୍ରୁନେ ସେବାରେ ଜିବନ୍ ବିଚେ ଲେଃକ୍ନେ ତ୍ରିଫେନା ବାରି ତ୍ରିଫୋସାକେ ବାରି ମାପ୍ରୁ ନ୍ସା ମାଲେ ସ୍ଲେବକ୍ନେ ନିଜର୍ ପର୍ଶିସ୍କେ ନେଙ୍ଗ୍ନେ ନମସ୍କାର୍ ।
13 ୧୩ ମାପ୍ରୁର୍ ମୁକିଅ ଦାଙ୍ଗ୍ଡା ରୁପସ୍ ଜେ କି ସେବା କାମ୍ଟାନେ ଆବଡ୍ ଅଇ କଲାଆଚେ । ଆରି ମର୍ ଆୟାପାରା ତାକର୍ ଆୟାକେ ମିସା ମର୍ ଜୁଆର୍ । ସେ ମକେ ନିଜର୍ ପଅ ପାରା ଦେକ୍ଲା ।
ମାପ୍ରୁନେ ମ୍ନା ସିସ୍ ରୁଫସ୍ ବାରି ନେୟାଙ୍ଗ୍ ରକମ୍ ମେଃନେ ଇୟାଙ୍ଗ୍ଡେକେ ଡିଗ୍ ନେଙ୍ଗ୍ନେ ନମସ୍କାର୍ ।
14 ୧୪ ଆସୁକିରି, ପେଲେଗନ୍, ଅର୍ମିସ୍, ପାତ୍ରବା, ଅର୍ମାସ୍ ଆରି ସେମନର୍ ସଙ୍ଗ୍ ରଇବା ସବୁ ବିସ୍ବାସି ବାଇବଇନିମନ୍କେ ଜୁଆର୍ ଜାନାଆ ।
ଆସୁଙ୍କ୍ରିତ, ଫ୍ଲେଗୋନ୍, ହର୍ମୀସ୍, ପାତ୍ରବା, ହର୍ମାସ୍ ବାରି ମେଇଂ ଏତେ ଲେଃଡିଙ୍ଗ୍କ୍ନେ ବୟାଁଇଂକେ
15 ୧୫ ପିଲଲଗ୍ ଆରି ଜୁଲିଆ, ନିରୁସ୍ ଆରି ତାର୍ ବଇନି ଆରି ଅଲୁମ୍ପା ଆରି ସେମନର୍ ସଙ୍ଗ୍ ରଇତେରଇବା ସବୁ ପର୍ମେସରର୍ ଲକ୍ମନ୍କେ ମର୍ ଜୁଆର୍ ଜାନାଆ ।
ଫିଲଲୋଗ ବାରି ଯୁଲିୟା ନୀରୂସ୍ ବାରି ମେଃନେ ତନା ବାରି ଅଲୁମ୍ପା ବାରି ମେଇଂ ଏତେ ଲେଡିଙ୍ଗ୍କ୍ନେ ସାପା ସାଦୁକେ ନେଙ୍ଗ୍ନେ ସାମୁଆଁ ପେରାଃମ୍ୟାଃଏ ।
16 ୧୬ ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
ନେନେ ବୟାଁ ରକମ୍ ବାବେଚେ ପବିତ୍ର ବାବ୍ରେ ବୈନ୍ତାଚେ ଆଲାଦ୍ ଡିଂପା । କିସ୍ଟନେ ସାପା ମଣ୍ଡଲି ଆପେକେ ସାର୍ଲ ଆଃମ୍ୟାଡିଂକେ ।
17 ୧୭ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
ବୟାଁ ବାରି ତନାଇଂ ସାର୍ଲ ଣ୍ଡିଂକେ ପେ ବା ପେଲେଃକ୍ନେ ବୁଦିନେ ବିରଦ୍ ଡିଙ୍ଗ୍ଚେ ଜାଣ୍ଡେଇଂ ପେ ବିତ୍ରେବାନ୍ କିରମର ଆଡିଙ୍ଗ୍ନେସା ଚେସ୍ଟା ଡିଙ୍ଗ୍ମ୍ୟାକେ ମେଇଂନେବାନ୍ ସୁଲ ଲାଲାପା ।
18 ୧୮ ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି ।
ଜାଣ୍ଡେଇଂ ଦେକ୍ରକମ୍ କାମ୍ନ୍ନିଆ ମିସୁଲେଆର୍କେ ମେଇଂ ମାପ୍ରୁ ଜିସୁ କିସ୍ଟନେ ସେବା ଡିଙ୍ଗ୍ ଆଡିଙ୍ଗ୍ଆର୍କେ ଣ୍ଡୁ । ମେଇଂ ମୁଇଂ ନିଜର୍ ଦଦ୍ୟା ବୁଦିକେ ନସ୍ଟ ଆଡିଙ୍ଗ୍ନେସା ତିଆର୍ ଲେଃଆର୍ଏ । ବାସାନେ ନାଲେ ସାମୁଆଁ ବାରି ଦଦ୍ୟା ସାମୁଆଁବାନ୍ ମେଇଂ ଗରିବ୍ ରେମୁଆଁଇଂକେ ଜଟେ ମ୍ୟାଆର୍କେ ।
19 ୧୯ ତମେ ପର୍ମେସରର୍ ଆଦେସ୍ ମାନ୍ଲାସ୍ନି ବଲି ତାର୍ ସୁବ୍କବର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ । ସେଟାର୍ ପାଇ ମୁଇ ବେସି ସାର୍ଦା । ମୁଇ ମନ୍ କଲିନି, ତମେ ସତ୍ ବିସଇତେଇ ଗିଆନି ଉଆ ଆରି କାରାପ୍ ବିସଇତେଇ ବୁଡି ରୁଆନାଇ ।
ମାପ୍ରୁ ସାମୁଆଁ ଆଡ଼ା ପେନି ବିସ୍ବାସ୍ ଡିଙ୍ଗ୍ନେ ସାପାରେ ଅଁଲେଃଆର୍କେ ଆତେନ୍ସା ନେଙ୍ଗ୍ ମ୍ଲେଡ଼୍ୟା ଣ୍ଡିଂକେ । ନେଙ୍ଗ୍ ଚାଏଁଣ୍ଡିଂକେ ପେ ସତ୍ ବିସୟ୍ରେ ଜ୍ଞାନ୍ବାନ୍ ଡିଙ୍ଗ୍ପା ବାରି ସତ୍ଣ୍ଡୁନେ ବିସୟ୍ରେ ଦିଆନ୍ ଆବିଗେପା ।
20 ୨୦ ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
ତେଲା ସାନ୍ତି ବିଣ୍ଡ୍ରେ ଇସ୍ପର୍ ଦାପ୍ରେ ସୟ୍ତାନ୍କେ ପେ ଞ୍ଚ ବୁନ୍ଦେ ଆଡିଙ୍ଗ୍ଏ । ନେନେ ମାପ୍ରୁ ଜିସୁ କିସ୍ଟନେ ଅନୁଗ୍ରଅ ପେ ଆଡ଼ାତ୍ରା ଲେଃଲେ ।
21 ୨୧ ମର୍ ସଙ୍ଗ୍ ମିସିକରି କାମ୍କର୍ବା ସଙ୍ଗାରି ତିମତି, ଆରି ଆମର୍ ଜିଉଦି ବାଇମନ୍ ଲୁକିଅ, ଜାସନ୍ ଆରି ସପିପାତ୍ର ତମ୍କେ ଜୁଆର୍ ଜାନାଇଲାଇନି ।
ନେଙ୍ଗ୍ ଏତେ କୁଡ଼େଚେ କାମ୍ ଡିଂମ୍ୟାକ୍ନେ ତିମତି ବାରି ନେନେ ଜିହୁଦି ବୟାଁଇଂ ଲୁକିୟ ଯାସୋନ୍ ବାରି ସୋସିପାତ୍ର ଆପେକେ ସାର୍ଲ ଆଃମ୍ୟାଡିଙ୍ଗ୍କେ ।
22 ୨୨ ମୁଇ ତର୍ତିଅ, ମର୍ ସଙ୍ଗାରି ପାଉଲ୍, କଇଦେଲାକେ ଏ ଚିଟି ଲେକ୍ଲିଆଚି । ମାପ୍ରୁର୍ ନାଉଁ ଦାରି ମୁଇ ତମ୍କେ ଜୁଆର୍ ଜାନାଇଲିନି ।
ନେଙ୍ଗ୍ ତର୍ତ୍ତୀୟ ପାଉଲ୍ ଆତ୍ଲା ଆକେନ୍ ଉଲିଆକେ ଗୁଆର୍ଣ୍ଡ୍ରେ ମାପ୍ରୁ ମ୍ନିରେ ଆପେକେ ସାର୍ଲ ଡିଙ୍ଗ୍କେ ।
23 ୨୩ ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି ।
ସାପା ମଣ୍ଡଲି ଆରି ଆନେଙ୍ଗ୍ ଜାଗା ବିଃକ୍ନେଣ୍ଡ୍ରେ ଗାୟସ୍ ଜା ଡୁଆ ଅରିଆ ପୁଜାପାତି ଡିଙ୍ଗ୍ଣ୍ଡ୍ରେ ରିସିଙ୍ଗ୍ ମ୍ୟାଆର୍କେ ବାରି ଆକେନ୍ ନଗର୍ନେ ଆରାଇ ଏରାଷ୍ଟ ବାରି ବୟାଁ କ୍ୱାର୍ତ୍ତ ଡିଗ୍ ଆପେକେ ସାର୍ଲ ଆଃମ୍ୟାଡିଙ୍ଗ୍କେ ।
24 ୨୪ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାନି ତମର୍ ସବୁ ଲକର୍ ଲଗେ ରଅ ।
ମାପ୍ରୁ ଜିସୁ କିସ୍ଟନେ ଅନୁଗ୍ରଅ ପେ ସାପାରେ ଅରିଆ ଲେଃଲେ ।
25 ୨୫ ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । (aiōnios )
ଏଲାପା ଇସ୍ପର୍କେ ଗୌରବ୍ ନେଡିଙ୍ଗ୍ପା । ନେଙ୍ଗ୍ ବାସଙ୍ଗ୍ ଅଲେଙ୍ଗ୍ ମ୍ୟାଃକ୍ନେ ଜିସୁ କିସ୍ଟନେ ବିସୟ୍ରେ ନିମାଣ୍ଡା କବର୍ ବାରି ଜୁଗ୍ ଜୁଗ୍ ସାଚେ ବୁଡ଼ିଲେଃକ୍ନେ ଟିକିନିକି ସତ୍ ଆଣ୍ଡେଙ୍ଗ୍ ପେନେ ବିସ୍ବାସ୍କେ ଡାଟ୍ରେ ବନ୍ସା ଇସ୍ପର୍ନେ ଇକ୍ଚା । (aiōnios )
26 ୨୬ ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ । (aiōnios )
ଆତେନ୍ ସାପା ସତ୍ ସାପା ବାବବାଦିଇଂନେ ସାସ୍ତର୍ନ୍ନିଆ ଗୁଆର୍ ବକେ ବାରି ଆତେନ୍ ଏକେ ଅଃସେବାନ୍ ଲେଃକ୍ନେ ମାପ୍ରୁ ଇସ୍ପର୍ନେ ବାନ୍ ସାପା ଜାତି ବିତ୍ରେ ବାସଙ୍ଗ୍ ଅଲେଙ୍ଗ୍ ଡିଂଆର୍କେ । ଆକେନ୍ ବାନ୍ ସାପାରେ ବିସ୍ବାସ୍ ଡିଙ୍ଗ୍ଚେ ଇସ୍ପର୍ନେ ସାମୁଆଁ ମାନେଚେ ଲେଃଆର୍ଏ । (aiōnios )
27 ୨୭ ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍! (aiōn )
ମାପ୍ରୁ ଜିସୁ କିସ୍ଟନେ ବାନ୍ ସାପା ମ୍ୟାଃନେ ମୁଇଂ ମାତର୍ ଇସ୍ପର୍ ଜୁଗ୍ ଜୁଗ୍ ମଇମା ବାଲେଃ । ଆମେନ୍ । (aiōn )