< ରମିୟ 15 >
1 ୧ ଏବେ ଆମେ, ଜାର୍ ବିସ୍ବାସ୍ ଡାଟ୍ ଆଚେ, ଜନ୍ ଲକ୍ମନ୍ ବିସ୍ବାସେ ଦୁର୍ବଲ୍ ଆଚତ୍ ଆରି ଅସୁବିଦାଇ ଆଚତ୍, ସେମନ୍କେ ଆମେ ସାଇଜ କର୍ବାର୍ ଆଚେ । ଆରି ନିଜେ ସାର୍ଦା ରଇବା ବିସଇ ଚିନ୍ତା କର୍ବାର୍ ନାଇ ।
We then who are strong, ought to bear the infirmity of the weak, and not to please ourselves.
2 ୨ ମାତର୍ ଆମର୍ ବାଇବଇନିମନ୍କେ ସାର୍ଦା କରାଇବାକେ ଆରି ସେମନର୍ ବିସ୍ବାସ୍ ଡାଟ୍ କର୍ବାକେ ତାକର୍ ପାଇ ନିକ ବିସଇ କର୍ବାର୍ ଆଚେ ।
But each of us should please his neighbor, in good things, as conducive to edification.
3 ୩ କାଇକେବଇଲେ କିରିସ୍ଟ ନିଜ୍କେ ସାର୍ଦା କରାଏ ନାଇ । ମାତର୍ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍ ଲକ୍ମନର୍ କାରାପ୍ କାତା ତମ୍କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
Because Messiah also did not please himself; but, as it is written: The reviling of thy revilers fell upon me.
4 ୪ କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
For every thing written of old, was written for our instruction; that we, by patience and by the consolation of the scriptures, might possess hope.
5 ୫ ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।
And may the God of patience and of consolation, grant to you, to think in harmony one with another, in Jesus Messiah;
6 ୬ ଜଦି ସେଟା ଅଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ଆରି ଆମର୍ ପର୍ମେସର୍କେ ଡାକ୍ପୁଟା କର୍ବାତେଇ ତମେ ସବୁ ଗଟେକ୍ ଅଇସା ।
so that with one mind and one mouth, ye may glorify God, the Father of our Lord Jesus Messiah.
7 ୭ କିରିସ୍ଟ ଜେନ୍ତି ତମ୍କେ ଡାକ୍ଲା ଆଚେ, ତମେ ମିସା ସେନ୍ତି ତମର୍ ସଙ୍ଗର୍ ବିସ୍ବାସିମନ୍କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍ମେସର୍ ଡାକ୍ପୁଟା ପାଇସି ।
Wherefore, receive ye and bear up one another, as also Messiah received you, to the glory of God.
8 ୮ କିରିସ୍ଟ ଜିଉଦିମନର୍ଲଗେ ଗଟେକ୍ ଗତିଦାଙ୍ଗ୍ଡାପାରା ଅଇଲା । ପର୍ମେସର୍ ତାକର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ସତ୍ସଙ୍ଗ୍ ସେ ପୁରାପୁରୁନ୍ କର୍ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।
Now I say, that Jesus Messiah ministered to the circumcision, in behalf of the truth of God, in order to confirm the promise made to the fathers;
9 ୯ ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ତାର୍ ଦୟା ଦେକାଇସି, ଆରି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଜେନ୍ତାରି କି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଏ ବିସଇ ସାସ୍ତରେ ଲେକା ଆଚେ । ମୁଇ ଜିଉଦିନଇଲା ଲକ୍ମନର୍ ବିତ୍ରେ ତମ୍କେ ଡାକ୍ପୁଟା କର୍ବି, ସବୁବେଲା ତମର୍ ଡାକ୍ପୁଟାର୍ ଗିତ୍ ଗାଇବି ।
and that the Gentiles might glorify God for his mercies upon them, as it is written: I will confess to thee among the Gentiles, and to thy name will I sing psalms.
10 ୧୦ ଆରି ଏନ୍ତାରିମିସା ଲେକାଆଚେ, “ତମେ ଜିଉଦିନଇଲା ଲକ୍ମନ୍ ଏ ସାର୍ଦାଇ ମିସା କାଇକେବଇଲେ ଏବେ ତମେ ଜିଉଦିମନର୍ପାରା । ତମେ ପରମେସରର୍ ବାଚିରଇବା ଜିଉଦିମନର୍ପାରା ।”
And again he said: Rejoice, ye Gentiles, with his people.
11 ୧୧ ଆରିତରେକ୍ ସେ କଇଲାଆଚେ “ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ପର୍ମେସର୍କେ ତୁସ୍ତିକରା!” ଆରି ଗୁଲାଇ ମୁନୁସ୍ ଜାତି ତାକେ ଡାକ୍ପୁଟା କରା ।
And again he said: Praise the Lord, all ye Gentiles; and laud him, all ye nations.
12 ୧୨ ଆରି ଜିସାଇଅ କଇଆଚେ, “ଜେସିର୍ କୁଟୁମେଅନି ଗଟେକ୍ ଲକ୍ ବାରଇସି, ସେ ଜିଉଦି ନଇଲା ଲକ୍ମନ୍କେ ସାସନ୍ କର୍ସି ଆରି ସେମନ୍ ତାକେ ବିସ୍ବାସ୍ କର୍ବାଇ ।”
And again Isaiah said: There will be a root of Jesse; and he that shall arise, will be a prince for the Gentiles; and in him will the Gentiles hope.
13 ୧୩ ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
Now may the God of hope fill you with all joy and peace, by faith; that ye may abound in his hope, by the power of the Holy Spirit.
14 ୧୪ ଏ ବାଇବଇନିମନ୍ ତମର୍ ବିସ୍ବାସ୍ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍ମେସରର୍ ବାକିଅ ତମେ ନିକସଙ୍ଗ୍ ବୁଜ୍ଲାସ୍ନି ଆରି ଏବେ ତମେ ବିନ୍ ଲକ୍ମନ୍କେ ମିସା ସିକାଇପାର୍ସା ।
Now I am persuaded, my Brethren, even I, concerning you; that ye too are full of goodness, and are replenished with all knowledge, and are able also to instruct others.
15 ୧୫ ମାତର୍ ଏ ଚିଟିତେଇ ତମ୍କେ କେତେଟା ବିସଇନେଇ ଜାଗ୍ରତ୍ କରାଇବାକେ ମୁଇ ବପୁ ଅଇଲି ଆଚି । କାଇକେବଇଲେ ପର୍ମେସର୍ ମକେ ଅଦିକାର୍ ଦେଲାକେ ମୁଇ ଡାଟ୍ସଙ୍ଗ୍ ଏଟା ତମ୍କେ କଇଲିନି ।
Yet I have written rather boldly to you, my Brethren, that I might put you in remembrance; because of the grace which is given to me by God,
16 ୧୬ କିରିସ୍ଟ ଜିସୁର୍ ଦାଙ୍ଗ୍ଡା ଇସାବେ ଜିଉଦି ନଇଲା ଲକ୍ମନର୍ ପାଇ କାମ୍ କର୍ବାକେ ପରମେସର୍ ମକେ ବାଚ୍ଲାଆଚେ । ପରମେସରର୍ ସୁବ୍କବର୍ ଜାନାଇବା ପାଇ ମୁଇ ଗଟେକ୍ ଦରମ୍ ଗୁରୁ ଇସାବେ କାମ୍କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍ମନ୍ ଗଟେକ୍ ସୁକଲ୍ ବଲି ଇସାବେ ପର୍ମେସର୍କେ ସର୍ପିଦେବାଇ । ଏ କାମ୍ ସୁକଲ୍ଆତ୍ମା ପୁରାପୁରୁନ୍ କର୍ସି ।
that I should be a minister of Jesus Messiah among the Gentiles, and should subserve the gospel of God, that the oblation of the Gentiles might be acceptable, and be sanctified by the Holy Spirit.
17 ୧୭ କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।
I have therefore a glorying in Jesus Messiah, before God.
18 ୧୮ ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସରର୍ ଆଦେସ୍ ମାନ୍ବାକେ କିରିସ୍ଟ ମକେ ଦେଇକରି ଜନ୍ଟା ସାଦନ୍ କଲାଆଚେ, ଅବ୍କା ସେଟାସେ ମୁଇ ଡାଟ୍ ସଙ୍ଗ୍ କଇବି । କାଇଟା କଇବାର୍ଆଚେ, ଆରି କାଇଟା କର୍ବାର୍ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
Yet I presume not to speak of any thing done for the obedience of the Gentiles, which Messiah hath not wrought by me, in word and in deeds,
19 ୧୯ ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।
by the power of signs and wonders, and by the power of the Holy Spirit; so that from Jerusalem I have made a circuit quite to Illyricum, and have fulfilled the announcement of the Messiah;
20 ୨୦ ଜନ୍ ଜାଗାମନ୍କେ ଲକ୍ମନ୍ କିରିସ୍ଟର୍ ବିସଇ ସୁନତ୍ନାଇ, ସିତି ତାର୍ କବର୍ ଜାନାଇବାର୍ ମର୍ ଆଦେସ୍ ରଇଲା । କାଇକେବଇଲେ ଜନ୍ଲକ୍ମନ୍କେ ସୁବ୍କବର୍ ବିନ୍ଲକ୍ମନ୍ ଜାନାଇ ସାରାଇଆଚତ୍, ତେଇ ମୁଇ ଆରିତରେକ୍ କଇବାକେ ମନ୍ କରିନାଇ ।
while I was careful not to preach where the name of Messiah had been invoked, lest I should build upon another man's foundation;
21 ୨୧ ଜେନ୍ତିକି ସାସ୍ତରେ ଲେକା ଆଚେ, “ଜନ୍ଲକ୍ମନ୍ ତାର୍ ନାଉଁ ଏବ୍କେଜାକ ସୁନତ୍ନାଇ, ଏବେ ସେ କେ ବଲି ଜାନ୍ବାଇ । ଜନ୍ଲକ୍ମନ୍କେ ଏବେଜାକ ତାର୍ ବିସଇ ଜାନାଅତ୍ନାଇ, ସେମନ୍ ବୁଜ୍ବାଇ ।”
but, it is written: They, to whom mention of him had not been made, will see him; and they, who had not heard, will be obedient.
22 ୨୨ ମୁଇ ବେସିତର୍ ତମ୍କେ ଦେକିଆଇବାଟା ପିଟିଗାଲା ଆଚେ ।
And on this account, I have been many times prevented from coming to you.
23 ୨୩ ମାତର୍ ଏ ଜାଗା ଲଗେ ମର୍ କାମ୍ ସାରିଗାଲା ଆଚେ । ଆରି ତମ୍କେ ଦେକ୍ବାକେ ମର୍ ବେସି ବରସର୍ ଆସା ଏବେ ପୁରାପୁରୁନ୍ ଅଇସି ।
But now, since I have no place in these regions, and as I have been desirous for many years past to come to you,
24 ୨୪ ସାରାସାରି ଏବେ ମୁଇ ତମ୍କେ ଦେକ୍ବାକେ ଆସିଅଇସି । ଏସ୍ପେନ୍ ଦେସେ ଜିବା ବାଟେ ତମ୍କେ ଦେକିଆଇବି ବଲି ବାବ୍ଲିଆଚି । ତମର୍ଟାନେ ସାର୍ଦାସଙ୍ଗ୍ କେତେ ବେଲା ବିତାଇଲା ପଚେ ତମର୍ ସାଇଜେ ଏସ୍ପେନ୍ ଦେସେ ଉଟିଜିବି ।
when I go to Spain, I hope to come and see you; and that ye will accompany me thither, when I shall have been satisfied, in some measure, with visiting you.
25 ୨୫ ଏବେ ମୁଇ ପର୍ତୁମ୍ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍ ବିସ୍ବାସିମନ୍କେ ସେବାକାମେ ସାଇଜ କର୍ବା କେତେକ୍ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍ ।
But I am now going to Jerusalem, to minister to the saints.
26 ୨୬ ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।
For they of Macedonia and Achaia, have been willing to make up a contribution for the needy saints who are at Jerusalem.
27 ୨୭ ସେମନ୍ ବେସି ସାର୍ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍ ଟିକ୍ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍ବାସିମନର୍ ଟାନେ ସେମନ୍ ରୁନି ଅଇଆଚତ୍ । ସେଟା କେନ୍ତିବଇଲେ ଜିଉଦିମନର୍ଟାନେଅନିସେ ପର୍ମେସରର୍ ବାକିଅ ଇତିର୍ ଜିଉଦି ନ ଅଇଲା ଲକ୍ମନ୍କେ ଆନିରଇଲା । ସେଟାର୍ପାଇ ତେଇର୍ ଅର୍କିତ୍ ଜିଉଦିମନ୍କେ କେତେକ୍ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।
They were willing, because they were also debtors to them: for if the Gentiles have been participators with them in the Spirit, they are debtors to serve them also in things of the flesh.
28 ୨୮ ଆରି ମର୍ ଏ କାମ୍ ସାରାଇକରି ସେମନର୍ ସାଇଜର୍ପାଇ ଆନିରଇବା ଡାବୁ ସର୍ପିଦେଲା ପଚେ, ମୁଇ ଇସ୍ପେନ୍ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍କେ ଦେକ୍ବି ।
When therefore, I shall have accomplished this, and shall have sealed to them this fruit, I will pass by you into Spain.
29 ୨୯ ମୁଇ ଜାନିଆଚି, ତମର୍ଟାନେ କେଟ୍ଲାବେଲେ କିରିସ୍ଟର୍ ପୁରାପୁରୁନ୍ ଆସିର୍ବାଦ୍ନେଇ ମୁଇ ଆଇବି ।
And I know that when I come to you, I shall come in the fullness of the blessing of the gospel of Messiah.
30 ୩୦ ଏ ମର୍ ଆଲାଦର୍ ବାଇବଇନିମନ୍! ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆରି ସୁକଲ୍ଆତ୍ମା ଦେଲା ଆଲାଦର୍ ପାଇ ମୁଇ ତମ୍କେ ଗୁଆରି କଲିନି, ମର୍ ପାଇ ମନ୍ଦେଇ ପାର୍ତନା କର୍ତେରୁଆ ।
And I beseech you, my Brethren, by our Lord Jesus Messiah, and by the love of the Spirit, that ye labor with me in prayer to God for me;
31 ୩୧ ଜିଉଦା ଦେସେ ରଇବା ବିସ୍ବାସି ନ କଲା ଲକ୍ମନର୍ ଟାନେଅନି ମକେ କାଇଟା ନ ଅଅ ବଲି ପାର୍ତନା କରା । ଜିରୁସାଲାମର୍ ବିସ୍ବାସିମନ୍କେ ଜନ୍ ସାଇଜ ମୁଇ ନେଇଦେଲିନି, ସେତ୍କିରେ ସେମନ୍ ସାର୍ଦାସଙ୍ଗ୍ ରଅତ୍, ବଲି ସେଟାର୍ପାଇ ମିସା ପାର୍ତନା କରା ।
that I may be delivered from them in Judaea, who believe not and that the ministration, which I carry to the saints in Jerusalem, may be well received;
32 ୩୨ ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।
and that, by the good pleasure of God, I may come to you with joy, and may take comfort with you.
33 ୩୩ ସାନ୍ତିଦେବା ପରମେସର୍ ତମର୍ ସବୁ ଲକର୍ ସଙ୍ଗ୍ ରଅ । ଆମେନ୍ ।
And may the God of peace be with you all: Amen.