< ରମିୟ 15 >

1 ଏବେ ଆମେ, ଜାର୍‌ ବିସ୍‌ବାସ୍‌ ଡାଟ୍‌ ଆଚେ, ଜନ୍‌ ଲକ୍‌ମନ୍‌ ବିସ୍‌ବାସେ ଦୁର୍‌ବଲ୍‌ ଆଚତ୍‌ ଆରି ଅସୁବିଦାଇ ଆଚତ୍‌, ସେମନ୍‌କେ ଆମେ ସାଇଜ କର୍‌ବାର୍‌ ଆଚେ । ଆରି ନିଜେ ସାର୍‌ଦା ରଇବା ବିସଇ ଚିନ୍ତା କର୍‌ବାର୍‌ ନାଇ ।
Men vi, som ere stærke, bør bære de svages Skrøbeligheder og ikke være os selv til Behag.
2 ମାତର୍‌ ଆମର୍‌ ବାଇବଇନିମନ୍‌କେ ସାର୍‌ଦା କରାଇବାକେ ଆରି ସେମନର୍‌ ବିସ୍‌ବାସ୍‌ ଡାଟ୍‌ କର୍‌ବାକେ ତାକର୍‌ ପାଇ ନିକ ବିସଇ କର୍‌ବାର୍‌ ଆଚେ ।
Enhver af os være sin Næste til Behag til det gode, til Opbyggelse.
3 କାଇକେବଇଲେ କିରିସ୍‌ଟ ନିଜ୍‌କେ ସାର୍‌ଦା କରାଏ ନାଇ । ମାତର୍‌ ସାସ୍‌ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍‌ ଲକ୍‌ମନର୍‌ କାରାପ୍‌ କାତା ତମ୍‌କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
Thi ogsaa Kristus var ikke sig selv til Behag; men, som der er skrevet: „Deres Forhaanelser, som haane dig, ere faldne paa mig.‟
4 କାଇକେବଇଲେ ସାସ୍‌ତରେ ଜେତ୍‌କି ଲେକା ଅଇଲାଆଚେ, ସେ ସବୁ ଆମ୍‌କେ ସିକାଇବାକେ । ଜେନ୍ତାରିକି, ସାସ୍‌ତରେଅନି ଜନ୍‌ ମୁର୍‌ଚି ରଇବାଟା ଆରି ସାର୍‌ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍‌ ଆସା ବଡ୍‌ସି ।
Thi alt, hvad der er skrevet tilforn, det er skrevet til vor Belæring, for at vi skulle have Haabet ved Udholdenheden og Skrifternes Trøst.
5 ପର୍‌ମେସର୍‌ସେ ଆମ୍‌କେ ମୁର୍‌ଚିରଇବାଟା ଆରି ସାର୍‌ଦା କରାଇବାଟା ଦେଇସି । ଆରି ଜିସୁକିରିସ୍‌ଟର୍‍ ବାଟେ ଇଣ୍ଡି କରି ସବୁର୍‌ ମନ୍‌ ଗଟେକ୍‌ ଅଇବାକେ ସାଇଜ କର ।
Men Udholdenhedens og Trøstens Gud give eder at være enige indbyrdes, som Kristus Jesus vil det,
6 ଜଦି ସେଟା ଅଇଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ଆରି ଆମର୍‌ ପର୍‌ମେସର୍‌କେ ଡାକ୍‌ପୁଟା କର୍‌ବାତେଇ ତମେ ସବୁ ଗଟେକ୍‌ ଅଇସା ।
for at I endrægtigt med een Mund kunne prise Gud og vor Herres Jesu Kristi Fader.
7 କିରିସ୍‌ଟ ଜେନ୍ତି ତମ୍‌କେ ଡାକ୍‌ଲା ଆଚେ, ତମେ ମିସା ସେନ୍ତି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍‌ମେସର୍‌ ଡାକ୍‌ପୁଟା ପାଇସି ।
Derfor tager eder af hverandre, ligesom ogsaa Kristus har taget sig af os, til Guds Ære.
8 କିରିସ୍‌ଟ ଜିଉଦିମନର୍‌ଲଗେ ଗଟେକ୍‌ ଗତିଦାଙ୍ଗ୍‌ଡାପାରା ଅଇଲା । ପର୍‌ମେସର୍‌ ତାକର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇରଇଲା, ସେଟା ସତ୍‌ସଙ୍ଗ୍‍ ସେ ପୁରାପୁରୁନ୍‌ କର୍‌ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।
Jeg siger nemlig, at Kristus er bleven Tjener for omskaarne for Guds Sanddruheds Skyld for at stadfæste Forjættelserne til Fædrene;
9 ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସର୍‌ ତାର୍‌ ଦୟା ଦେକାଇସି, ଆରି ସେମନ୍‌ ତାକେ ଡାକ୍‌ପୁଟା କର୍‌ବାଇ । ଜେନ୍ତାରି କି ସେମନ୍‌ ତାକେ ଡାକ୍‌ପୁଟା କର୍‌ବାଇ । ଏ ବିସଇ ସାସ୍‌ତରେ ଲେକା ଆଚେ । ମୁଇ ଜିଉଦିନଇଲା ଲକ୍‌ମନର୍‌ ବିତ୍‌ରେ ତମ୍‌କେ ଡାକ୍‌ପୁଟା କର୍‌ବି, ସବୁବେଲା ତମର୍‌ ଡାକ୍‌ପୁଟାର୍‌ ଗିତ୍‌ ଗାଇବି ।
men at Hedningerne skulle prise Gud for hans Barmhjertigheds Skyld, som der er skrevet: „Derfor vil jeg bekende dig iblandt Hedninger og lovsynge dit Navn.‟
10 ୧୦ ଆରି ଏନ୍ତାରିମିସା ଲେକାଆଚେ, “ତମେ ଜିଉଦିନଇଲା ଲକ୍‌ମନ୍‌ ଏ ସାର୍‌ଦାଇ ମିସା କାଇକେବଇଲେ ଏବେ ତମେ ଜିଉଦିମନର୍‌ପାରା । ତମେ ପରମେସରର୍‌ ବାଚିରଇବା ଜିଉଦିମନର୍‌ପାରା ।”
Og atter siges der: „Fryder eder, I Hedninger, med hans Folk!‟
11 ୧୧ ଆରିତରେକ୍‌ ସେ କଇଲାଆଚେ “ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌ ପର୍‌ମେସର୍‌କେ ତୁସ୍‌ତିକରା!” ଆରି ଗୁଲାଇ ମୁନୁସ୍‌ ଜାତି ତାକେ ଡାକ୍‌ପୁଟା କରା ।
Og atter: „Lover Herren, alle Hedninger, og alle Folkene skulle prise ham.‟
12 ୧୨ ଆରି ଜିସାଇଅ କଇଆଚେ, “ଜେସିର୍‌ କୁଟୁମେଅନି ଗଟେକ୍‌ ଲକ୍‌ ବାରଇସି, ସେ ଜିଉଦି ନଇଲା ଲକ୍‌ମନ୍‌କେ ସାସନ୍‌ କର୍‌ସି ଆରି ସେମନ୍‌ ତାକେ ବିସ୍‌ବାସ୍‌ କର୍‌ବାଇ ।”
Og atter siger Esajas: „Komme skal Isajs Rodskud og han, der rejser sig for at herske over Hedninger; paa ham skulle Hedninger haabe.‟
13 ୧୩ ପରମେସର୍‌ ଜେକି ସବୁ ଆସାର୍‌ ମୁଲ୍‌ଡେଲି । ତମର୍‌ ବିସ୍‌ବାସର୍‌ ଲାଗି ସେ ତମ୍‌କେ ସବୁ ସାନ୍ତି ସାର୍‌ଦା ଦେଅ । ସୁକଲ୍‌ ଆତ୍‌ମାର୍‌ ବପୁ ସଙ୍ଗ୍‍ ତମର୍‌ ଆସା ଅଦିକ୍‌ ଅଇଜାଅ ।
Men Haabets Gud fylde eder med al Glæde og Fred, idet I tro, for at I maa blive rige i Haabet ved den Helligaands Kraft! —
14 ୧୪ ଏ ବାଇବଇନିମନ୍‌ ତମର୍‌ ବିସ୍‌ବାସ୍‌ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍‌ମେସରର୍‌ ବାକିଅ ତମେ ନିକସଙ୍ଗ୍‍ ବୁଜ୍‌ଲାସ୍‌ନି ଆରି ଏବେ ତମେ ବିନ୍‌ ଲକ୍‌ମନ୍‌କେ ମିସା ସିକାଇପାର୍‌ସା ।
Men ogsaa jeg, mine Brødre! har selv den Forvisning om eder, at I ogsaa selv ere fulde af Godhed, fyldte med al Kundskab, i Stand til ogsaa at paaminde hverandre.
15 ୧୫ ମାତର୍‌ ଏ ଚିଟିତେଇ ତମ୍‌କେ କେତେଟା ବିସଇନେଇ ଜାଗ୍‌ରତ୍‌ କରାଇବାକେ ମୁଇ ବପୁ ଅଇଲି ଆଚି । କାଇକେବଇଲେ ପର୍‌ମେସର୍‌ ମକେ ଅଦିକାର୍‌ ଦେଲାକେ ମୁଇ ଡାଟ୍‌ସଙ୍ଗ୍‍ ଏଟା ତମ୍‌କେ କଇଲିନି ।
Dog har jeg for en Del tilskrevet eder noget dristigere for at paaminde eder paa Grund af den Naade, som er given mig fra Gud
16 ୧୬ କିରିସ୍‌ଟ ଜିସୁର୍‌ ଦାଙ୍ଗ୍‌ଡା ଇସାବେ ଜିଉଦି ନଇଲା ଲକ୍‌ମନର୍‌ ପାଇ କାମ୍‌ କର୍‌ବାକେ ପରମେସର୍‌ ମକେ ବାଚ୍‌ଲାଆଚେ । ପରମେସରର୍‌ ସୁବ୍‌କବର୍‌ ଜାନାଇବା ପାଇ ମୁଇ ଗଟେକ୍‌ ଦରମ୍‌ ଗୁରୁ ଇସାବେ କାମ୍‌କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍‌ମନ୍‌ ଗଟେକ୍‌ ସୁକଲ୍‌ ବଲି ଇସାବେ ପର୍‌ମେସର୍‌କେ ସର୍‌ପିଦେବାଇ । ଏ କାମ୍‌ ସୁକଲ୍‌ଆତ୍‌ମା ପୁରାପୁରୁନ୍‌ କର୍‌ସି ।
til iblandt Hedningerne at være en Kristi Jesu Offertjener, der som Præst betjener Guds Evangelium, for at Hedningerne maa blive et velbehageligt Offer, helliget ved den Helligaand.
17 ୧୭ କିରିସ୍‌ଟ ଜିସୁର୍‌ତେଇ ମକେ ମିସାଇଲାର୍‌ପାଇ, ତାର୍‌ ଏ ସେବା କାମ୍‌ କର୍‌ବାକେ ମୁଇ ମୁଲ୍‌କେ ଲାଜ୍‌ ଅଇନାଇ ।
Saaledes har jeg min Ros i Kristus Jesus af min Tjeneste for Gud.
18 ୧୮ ଜିଉଦି ନ ଅଇଲା ଲକ୍‌ମନ୍‌କେ ପର୍‌ମେସରର୍‌ ଆଦେସ୍‌ ମାନ୍‌ବାକେ କିରିସ୍‌ଟ ମକେ ଦେଇକରି ଜନ୍‌ଟା ସାଦନ୍‌ କଲାଆଚେ, ଅବ୍‌କା ସେଟାସେ ମୁଇ ଡାଟ୍‌ ସଙ୍ଗ୍‌ କଇବି । କାଇଟା କଇବାର୍‌ଆଚେ, ଆରି କାଇଟା କର୍‌ବାର୍‌ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
Thi jeg vil ikke driste mig til at tale om noget af det, som Kristus ikke har udført ved mig til at virke Hedningers Lydighed, ved Ord og Handling,
19 ୧୯ ଚିନର୍‌ ଲାଗି, କାବାଅଇଜିବା କାମର୍‌ଲାଗି ଆରି ସୁକଲ୍‌ଆତ୍‌ମାର୍‌ ବପୁର୍‌ଲାଗି ଏଟା ସବୁ କଲାଆଚେ । ସେଟାର୍‌ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍‌କେ ଗାଲାବେଲେ ବାଟେ କିରିସ୍‌ଟର ସୁବ୍‌କବର୍‌ ପୁରାପୁରୁନ୍‌ ଜାନାଇଲି ଆଚି ।
ved Tegns og Undergerningers Kraft, ved Guds Aands Kraft, saa at jeg fra Jerusalem og trindt omkring indtil Illyrien har til fulde forkyndt Kristi Evangelium;
20 ୨୦ ଜନ୍‌ ଜାଗାମନ୍‌କେ ଲକ୍‌ମନ୍‌ କିରିସ୍‌ଟର୍‌ ବିସଇ ସୁନତ୍‌ନାଇ, ସିତି ତାର୍‌ କବର୍‌ ଜାନାଇବାର୍‌ ମର୍‌ ଆଦେସ୍‌ ରଇଲା । କାଇକେବଇଲେ ଜନ୍‌ଲକ୍‌ମନ୍‌କେ ସୁବ୍‌କବର୍‌ ବିନ୍‌ଲକ୍‌ମନ୍‌ ଜାନାଇ ସାରାଇଆଚତ୍‌, ତେଇ ମୁଇ ଆରିତରେକ୍‌ କଇବାକେ ମନ୍‍ କରିନାଇ ।
dog saaledes, at jeg sætter min Ære i at forkynde Evangeliet ikke der, hvor Kristus er nævnet, for at jeg ikke skal bygge paa en andens Grundvold,
21 ୨୧ ଜେନ୍ତିକି ସାସ୍‌ତରେ ଲେକା ଆଚେ, “ଜନ୍‌ଲକ୍‌ମନ୍‌ ତାର୍‌ ନାଉଁ ଏବ୍‌କେଜାକ ସୁନତ୍‌ନାଇ, ଏବେ ସେ କେ ବଲି ଜାନ୍‌ବାଇ । ଜନ୍‌ଲକ୍‌ମନ୍‌କେ ଏବେଜାକ ତାର୍‌ ବିସଇ ଜାନାଅତ୍‌ନାଇ, ସେମନ୍‌ ବୁଜ୍‌ବାଇ ।”
men, som der er skrevet: „De, for hvem der ikke blev kundgjort om ham, skulle se, og de, som ikke have hørt, skulle forstaa.‟
22 ୨୨ ମୁଇ ବେସିତର୍‌ ତମ୍‌କେ ଦେକିଆଇବାଟା ପିଟିଗାଲା ଆଚେ ।
Derfor er jeg ogsaa de mange Gange bleven forhindret i at komme til eder.
23 ୨୩ ମାତର୍‌ ଏ ଜାଗା ଲଗେ ମର୍‌ କାମ୍‌ ସାରିଗାଲା ଆଚେ । ଆରି ତମ୍‌କେ ଦେକ୍‌ବାକେ ମର୍‌ ବେସି ବରସର୍‌ ଆସା ଏବେ ପୁରାପୁରୁନ୍‌ ଅଇସି ।
Men nu, da jeg ikke mere har Rum i disse Egne og i mange Aar har haft Længsel efter at komme til eder,
24 ୨୪ ସାରାସାରି ଏବେ ମୁଇ ତମ୍‌କେ ଦେକ୍‌ବାକେ ଆସିଅଇସି । ଏସ୍‌ପେନ୍‌ ଦେସେ ଜିବା ବାଟେ ତମ୍‌କେ ଦେକିଆଇବି ବଲି ବାବ୍‌ଲିଆଚି । ତମର୍‌ଟାନେ ସାର୍‌ଦାସଙ୍ଗ୍‌ କେତେ ବେଲା ବିତାଇଲା ପଚେ ତମର୍‌ ସାଇଜେ ଏସ୍‌ପେନ୍‌ ଦେସେ ଉଟିଜିବି ।
vil jeg, naar jeg rejser til Spanien, komme til eder; thi jeg haaber at se eder paa Gennemrejsen og af eder at blive befordret derhen, naar jeg først i nogen Maade er bleven tilfredsstillet hos eder.
25 ୨୫ ଏବେ ମୁଇ ପର୍‌ତୁମ୍‌ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍‌ ବିସ୍‌ବାସିମନ୍‌କେ ସେବାକାମେ ସାଇଜ କର୍‌ବା କେତେକ୍‌ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍‌ ।
Men nu rejser jeg til Jerusalem i Tjeneste for de hellige.
26 ୨୬ ମାକିଡନିଆ ଆରି ଗିରିସର୍‌ ଆକାୟାତେଇ ରଇବା ବିସ୍‌ବାସିମନ୍‌ ଜିରୁସାଲାମେ ରଇବା ଅର୍‌କିତ୍‌ ବିସ୍‌ବାସିମନର୍‌ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍‌ଲାଇ ।
Thi Makedonien og Akaja have fundet Glæde i at gøre et Sammenskud til de fattige iblandt de hellige i Jerusalem.
27 ୨୭ ସେମନ୍‌ ବେସି ସାର୍‌ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍‌ ଟିକ୍‌ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍‌ବାସିମନର୍‌ ଟାନେ ସେମନ୍‌ ରୁନି ଅଇଆଚତ୍‌ । ସେଟା କେନ୍‌ତିବଇଲେ ଜିଉଦିମନର୍‌ଟାନେଅନିସେ ପର୍‌ମେସରର୍‌ ବାକିଅ ଇତିର୍‌ ଜିଉଦି ନ ଅଇଲା ଲକ୍‌ମନ୍‌କେ ଆନିରଇଲା । ସେଟାର୍‌ପାଇ ତେଇର୍‌ ଅର୍‌କିତ୍‌ ଜିଉଦିମନ୍‌କେ କେତେକ୍‌ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।
De have nemlig fundet Glæde deri, og de ere deres Skyldnere. Thi ere Hedningerne blevne delagtige i hines aandelige Goder, da ere de ogsaa skyldige at tjene dem med de timelige.
28 ୨୮ ଆରି ମର୍‌ ଏ କାମ୍‌ ସାରାଇକରି ସେମନର୍‌ ସାଇଜର୍‌ପାଇ ଆନିରଇବା ଡାବୁ ସର୍‌ପିଦେଲା ପଚେ, ମୁଇ ଇସ୍‌ପେନ୍‌ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍‌କେ ଦେକ୍‌ବି ।
Naar jeg da har fuldbragt dette og beseglet denne Frugt for dem, vil jeg derfra drage om ad eder til Spanien.
29 ୨୯ ମୁଇ ଜାନିଆଚି, ତମର୍‌ଟାନେ କେଟ୍‌ଲାବେଲେ କିରିସ୍‌ଟର୍‌ ପୁରାପୁରୁନ୍‌ ଆସିର୍‌ବାଦ୍‌ନେଇ ମୁଇ ଆଇବି ।
Men jeg ved, at naar jeg kommer til eder, skal jeg komme med Kristi Velsignelses Fylde.
30 ୩୦ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌! ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ଆରି ସୁକଲ୍‌ଆତ୍‌ମା ଦେଲା ଆଲାଦର୍‌ ପାଇ ମୁଇ ତମ୍‌କେ ଗୁଆରି କଲିନି, ମର୍‌ ପାଇ ମନ୍‌ଦେଇ ପାର୍‌ତନା କର୍‌ତେରୁଆ ।
Men jeg formaner eder, Brødre! ved vor Herre Jesus Kristus og ved Aandens Kærlighed til med mig at stride i eders Bønner for mig til Gud,
31 ୩୧ ଜିଉଦା ଦେସେ ରଇବା ବିସ୍‌ବାସି ନ କଲା ଲକ୍‍ମନର୍‌ ଟାନେଅନି ମକେ କାଇଟା ନ ଅଅ ବଲି ପାର୍‌ତନା କରା । ଜିରୁସାଲାମର୍‌ ବିସ୍‌ବାସିମନ୍‌କେ ଜନ୍‌ ସାଇଜ ମୁଇ ନେଇଦେଲିନି, ସେତ୍‌କିରେ ସେମନ୍‌ ସାର୍‌ଦାସଙ୍ଗ୍‍ ରଅତ୍‌, ବଲି ସେଟାର୍‌ପାଇ ମିସା ପାର୍‌ତନା କରା ।
for at jeg maa udfries fra de genstridige i Judæa, og mit Ærinde til Jerusalem maa blive de hellige kærkomment,
32 ୩୨ ସେଟା ସାର୍‌ଲାପଚେ ପରମେସର୍‌ ମନ୍‍ କଲେ ମୁଇ ତମର୍‌ ଲଗେ ଆଇବି । ଆରି ତମର୍‌ ସଙ୍ଗ୍‌ ସାର୍‌ଦାସଙ୍ଗ୍‍ କେତେଦିନ୍‌ ରଇକରି ମର୍‌ ମନେ ସାନ୍ତି ପାଇବି ।
for at jeg kan komme til eder med Glæde, ved Guds Villie, og vederkvæges med eder.
33 ୩୩ ସାନ୍ତିଦେବା ପରମେସର୍‌ ତମର୍‌ ସବୁ ଲକର୍‌ ସଙ୍ଗ୍‍ ରଅ । ଆମେନ୍‌ ।
Men Fredens Gud være med eder alle! Amen.

< ରମିୟ 15 >