< ରମିୟ 14 >
1 ୧ ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ ।
Mugamuchire uyo asina kusimba pakutenda kwake, musingamutongi kana kuita gakava naye pamusoro penyaya dzisingapindirani.
2 ୨ କେତେକ୍ ଲକର୍ ବିସ୍ବାସ୍, ଜେନ୍ତି ରକାମର୍ କାଦିକେ ମିସା ଉଁ ବଲି କଇବାଇ । ମାତର୍ ଜାର୍ ବିସ୍ବାସ୍ ଏବେଜାକ ଡାଁଟ୍ନାଇ ସେମନ୍ କାଇ ମାଉଁସ୍ ମିସା କାଇବାର୍ ନଏଁ, ଅବ୍କା ସାଗ୍ଡାଲ୍ସେ କାଇବାଇ ।
Kutenda kwomumwe kunomutendera kudya zvose, asi mumwe munhu ano kutenda kusina kusimba, anodya muriwo bedzi.
3 ୩ ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
Munhu anodya zvose ngaarege kuzvidza asingadyi, uye munhu asingadyi zvose ngaarege kupa mhosva munhu anodya, nokuti Mwari akamugamuchira.
4 ୪ ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି ।
Iwe ndiwe aniko unopa muranda womumwe mhosva? Iye anomira kana kuti anowa pamberi patenzi wake. Uye achamira, nokuti Ishe anokwanisa kuita kuti amire.
5 ୫ ସେନ୍ତାରିସେ, ବିନ୍ଦିନ୍ ମନର୍ଟାନେଅନି କନ୍ଆଲେ ଗଟେକ୍ଦିନ୍ ସୁବ୍ଦିନ୍ ବଲି କେତେ ଲକ୍ ବାବ୍ବାଇ । ବିନ୍ ଲକ୍ମନ୍ ସବୁଦିନ୍ ସମାନ୍ ବଲି ବାବ୍ବାଇ । କନ୍ଟା ଟିକ୍ ରଇସି ବଲି ଲକ୍ମନ୍ ନିଜେ ନିଜେ ବିଚାର୍ କର୍ବାର୍ ଆଚେ ।
Mumwe munhu anokoshesa rimwe zuva kupfuura rimwe: mumwe munhu anoti mazuva ose akafanana. Mumwe nomumwe ngaazvizivire kwazvo mumwoyo make.
6 ୬ ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।
Uyo anokoshesa zuva rimwe, anozviitira Ishe. Uyo anodya nyama, anodya nokuda kwaShe, nokuti anovonga Mwari; uye naiye anorega kudya, anorega nokuda kwaShe, uye anovonga Mwari.
7 ୭ ଆମର୍ ବିତ୍ରେ ସବୁଲକ୍ ଦର୍ତନିତେଇ ବଁଚିରଇଲେ କି ମରିଗାଲେ ମିସା ପର୍ମେସରର୍ ।
Nokuti hakuna mumwe wedu anozviraramira pachake, uye hakuna mumwe wedu anozvifira iye pachake.
8 ୮ ଆମେ ବଁଚିରଇଲେ ପର୍ମେସରର୍ ପାଇ, ମରିଗାଲେମିସା ସେନ୍ତାରିସେ । ତେବର୍ପାଇ ଆମେ ବଁଚିରଇଲେ କି ମରିଗାଲେ ପର୍ମେସରର୍ ପାଇସେ ।
Kana tichirarama, tinoraramira Ishe; uye kana tichifa tinofira Ishe. Saka, kana tichirarama kana kufa tiri vaShe.
9 ୯ କାଇକେବଇଲେ କିରିସ୍ଟ ମରିଗାଲା ଆରି ମଲାତେଇଅନି ଆରିତରେକ୍ ଉଟ୍ଲା । ସେଟାର୍ପାଇ ସେ ମଲାଲକ୍ମନ୍କେ ଆରି ଜିବନ୍ ରଇଲା ଲକ୍ମନ୍କେ ସାସନ୍ କର୍ସି ।
Nokuda kwaizvozvo, Kristu akafa uye akamuka kuti ave Ishe wavose vakafa navapenyu.
10 ୧୦ ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି ।
Naizvozvo, iwe, unopireiko hama yako mhosva? Kana newewo unozvidzireiko hama yako? Nokuti tose tichamira pamberi pechigaro chokutonga chaMwari.
11 ୧୧ କାଇକେବଇଲେ ସାସ୍ତରେ ଲେକାଆଚେ, “ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ । ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।”
“Nokuti kwakanyorwa kuchinzi: “‘Zvirokwazo noupenyu hwangu,’ ndizvo zvinotaura Ishe, ‘ibvi rimwe nerimwe richapfugama pamberi pangu; rurimi rumwe norumwe ruchareurura kuna Mwari.’”
12 ୧୨ ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
Saka, naizvozvo mumwe nomumwe wedu achazvidavirira kuna Mwari.
13 ୧୩ ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
Naizvozvo ngatiregei kuramba tichipana mhosva. Asi munhu ngaarege kuisa chigumbuso kana chipinganidzo munzira yehama yake.
14 ୧୪ ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ ।
Somunhu ari muna Ishe Jesu, ndinoziva kwazvo kuti hakuna chokudya chine tsvina. Asi kana mumwe munhu akati chakasvibiswa, naizvozvo hachina kuchena kwaari.
15 ୧୫ ତମେ କାଇ କାଦି ମିସା କାଇଲାର୍ପାଇବଲି ଜଦି ତମର୍ ଗଟେକ୍ ବାଇକେ ଦୁକ୍ କରାଇସା, ସେନ୍ତାର୍ଆଲେ ତାର୍ପାଇ ତମର୍ କାଇ ଆଲାଦ୍ ନାଇ ପାରା ଆଚେ । ତମର୍ କାଇବା କାଦିର୍ଲାଗି ଆରିଗଟେକ୍ ଲକ୍ ମନ୍ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍ ସଙ୍ଗର୍ ବିସ୍ବାସି । ଆରି ତାର୍ ଜାଗାଇମିସା କିରିସ୍ଟ ମଲାଆଚେ ।
Kana hama yako ichikanganiswa nokuda kwezvaunodya, iwe hauchafambi murudo. Usaparadza hama yako, iyo yakafirwa naKristu, nokuda kwezvokudya.
16 ୧୬ ଜଦି ଆରି କନ୍ ରକାମ୍ ଚଲାଚଲ୍ତି ପର୍ମେସରର୍ ମନ୍କେ ଜାଏ ନାଇ ବଲି କେତେଟା ବିସ୍ବାସି ବାବ୍ବାଇ, ମାତର୍ ସେଟା ବଲ୍ ବଲି ତମେ ବାବ୍ସା ବଇଲେ ସେଟା କରା ନାଇ । ସେନ୍ତାର୍ଆଲେ ସେଟା ନିକ ନଏଁ ବଲି କେ ବାବିନାପାରତ୍ ।
Usatendera kuti zvaunoti zvakanaka zvinzi zvakaipa.
17 ୧୭ ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ ।
Nokuti umambo hwaMwari hahuzi zvokudya kana zvokunwa, asi kururama norugare uye nomufaro muMweya Mutsvene,
18 ୧୮ ଆମେ କିରିସ୍ଟକେ ଏ ରକାମ୍ ନାମ୍ଲେ, ପର୍ମେସର୍କେ ସାର୍ଦା କରାଇବୁ ଆରି ବିନ୍ ଲକ୍ମନ୍କେ ନାମାଇବୁ ।
nokuti ani naani anoshumira Kristu nenzira iyi anofadza Mwari, uye anotendwa navanhu.
19 ୧୯ ସେଟାର୍ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍ତି କରୁ, ଜେନ୍ତାରିକି ଆମର୍ ଆମର୍ ବିତ୍ରେ ସୁକ୍ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍ ବିସ୍ବାସ୍ ଡାଟ୍ ରଇସି ।
Naizvozvo ngatishingairirei kutsvaga izvo zvinouyisa rugare uye zvatingasimbisana nazvo.
20 ୨୦ ଜନ୍ କାଦି କାଇବାକେ ବିନ୍ ଲକର୍ ମନ୍ନାଇ, ସେ କାଦି କାଇକରି, ପର୍ମେସରର୍ କାମ୍ ନସାଆ ନାଇ । ଜନ୍ ରକାମ୍ କାଦିମିସା କାଇଅଇସି । ମାତର୍ ତମେ କାଇଲାର୍ପାଇ ବିନ୍ ଲକ୍ମନ୍କେ ପାପ୍ବାଟେ ଡାକିନେଲେ, ସେଟା ବୁଲ୍ ।
Musaparadza basa raMwari nokuda kwezvokudya. Zvokudya zvose zvakachena, asi hazvina kunaka kuti munhu adye chinhu chipi zvacho chingagumbusa mumwe munhu.
21 ୨୧ ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ ।
Zviri nani kusadya nyama kana kusanwa waini kana kusaita chimwe chinhu chinoita kuti hama yako iwe.
22 ୨୨ ଏ ବିସଇନେଇ ତମେ କାଇଟା ବିସ୍ବାସ୍ କଲାସ୍ନି ସେଟା ପରମେସରର୍ ଆରି ତମର୍ ବିତ୍ରେ ରଅ । ଜନ୍ ଲକ୍ମନ୍ ନିଜର୍ ଚଲାଚଲ୍ତିର୍ପାଇ ନିଜର୍ ବିବେକ୍ ସେମନ୍କେ ଦସ୍ ନ ଦାରେ, ସେ କେଡେକ୍ କରମର୍ ଲକ୍ ।
Saka zvose zvaunotenda pamusoro pezvinhu izvi ngazvive pakati pako naMwari. Akaropafadzwa munhu asingazvipi mhosva pazvinhu zvaanotenda.
23 ୨୩ ଜଦି ଗଟେକ୍ ଲକ୍ ତାର୍ କାଇବାଟା ଟିକ୍ କି ନାଇ ବଲି ବାବ୍ଲାନି, ଆରି ମନ୍କେ ନ ଲାଗ୍ବା କାଦି କାଇସି, ସେନ୍ତାର୍ଆଲେ ସେ, ପର୍ମେସରର୍ ବିରୁଦେ ପାପ୍କଲାନି । କାଇକେବଇଲେ ସେ ନିଜର୍ ବିବେକ୍କେ ମାନେନାଇ । ଜନ୍ଟା ନିକ ନଏଁ ବଲି ଆମେ ବିସ୍ବାସ୍ କଲୁନି, ଆରି ସେଟାସେ କରିଆଇଲୁନି, ସେନ୍ତାର୍ଆଲେ ଆମେ ପାପ୍କଲୁନି ।
Asi munhu anonyunyuta ava nemhosva kana akadya nokuti kudya kwake hakusi kwokutenda; uye zvinhu zvose zvisingabvi pakutenda chivi.