< ରମିୟ 11 >
1 ୧ ମୁଇ ଆରିତରେକ୍ ପାଚାର୍ଲିନି, “ତେବେ ପରମେସର୍ ସବୁ ଜିଉଦି ଲକ୍ମନ୍କେ ଚାଡି ଦେଲା ଆଚେ କି? ନାଇ, କେବେ ନାଇ । ମୁଇ ମିସା ନିଜେ ସେମନର୍ପାରା ଗଟେକ୍ ଜିଉଦି, ଅବ୍ରାଆମ୍ତା ମର୍ ଆନିଦାଦି ଆରି ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ ଅଇଆଚି ।”
I ask then, has God rejected his people? Absolutely not. For I also am an Israelite, a descendant of Abraham, of the tribe of Benjamin.
2 ୨ ପରମେସର୍ ମୁଲେଅନି ବାଚିରଇଲା ତାର୍ ଲକ୍ମନ୍କେ କେବେ ମିସା ଚାଡେନାଇ । ତମେ ସାସ୍ତରେ ପଡିଆଚାସ୍, ଏଲିଅ କେନ୍ତି ଇସ୍ରାଏଲ୍ ମନର୍ ପାପର୍ ଚଲାଚଲ୍ତିର୍ପାଇ ପରମେସର୍କେ ପାର୍ତନା କରିରଇଲା,
God did not reject his people, which he foreknew. Or do you not know what the Scripture says about Elijah? How he pleads with God against Israel:
3 ୩ “ଏ ମାପ୍ରୁ, ସେମନ୍ ତମର୍ ବବିସତ୍ବକ୍ତାମନ୍କେ ମରାଇଆଚତ୍ ଆରି ତମର୍ ପୁଜା କର୍ବା ବେଦି ସବୁ ବାଙ୍ଗାଇ ପାକାଇଲାଇ ଆଚତ୍ । ମୁଇ ଗଟେକ୍ ଲକ୍ସେ ତକେ ପୁଜା କର୍ବାକେ ଆଚି । ମକେ ମିସା ସେମନ୍ ମାରିପାକାଇବାକେ ଚେସ୍ଟା କଲାଇନି ।”
"Lord, they have killed your prophets, they have broken down your altars; and I am left alone, and they seek my life."
4 ୪ ପରମେସର୍ ଏଲିଅକେ କାଇବଲି କଇ ରଇଲା । “କାରାପ୍ ଦେବ୍ତା ବାଲ୍ ପୁତ୍ଲାକେ ପୁଜା ନ କରିରଇବା ତମର୍ ବିତ୍ରେଅନି ସାତ୍ ଅଜାର୍ ଲକ୍କେ ମର୍ ପାଇ ସଙ୍ଗଇ ଆଚି ।”
But how does God answer him? "I have kept for myself seven thousand people, who have not bowed the knee to Baal."
5 ୫ ଏବେ ସେ ସମାନ୍ ବେଲା ଗଟ୍ଲା ଆଚେ । ପରମେସର ଜିବନ୍ ଦୁକାଇ ଜନ୍ ଲକ୍ମନ୍କେ ବାଚି ରଇଲା, ସେମନର୍ ବିତ୍ରେଅନି ଅଲପ୍ କେତେଟା ଜିଉଦିମନ୍ ଅଗ୍ଲି ଆଚତ୍ ।
Even so then at this present time also there is a remnant according to the election of grace.
6 ୬ ପରମେସର୍ ସେମନ୍କେ ତାର୍ ନିଜର୍ ଜିବନ୍ ଦୁକାଇକରି ବାଚ୍ଲା ଆଚେ । ସେମନ୍ କରି ରଇବା ନିକ କାମର୍ ଲାଗି ନାଇ । ଜଦି ସେମନର୍ ନିକ କାମର୍ ଲାଗି ସେମନ୍କେ ବାଚିରଇତା, ତାର୍ ଜିବନ୍ ଦୁକାନି ସତ୍ ଜିବନ୍ ଦୁକାନି ନ ଅଇତା ।
And if by grace, then it is no longer of works; otherwise grace is no longer grace.
7 ୭ ତେବେ କାଇଟା ଅଇଲା? ଇସ୍ରାଏଲର୍ ଲକ୍ମନ୍ ନିଜେ ଦରମ୍ ବଲାଇଅଇବାକେ ଗଟେକ୍ ବାଟ୍ କଜ୍ଲାଇ । ମାତର୍ ତେଇଅନି ଗଟେକ୍ ସାନ୍ ଦଲ୍କେସେ ପର୍ମେସର୍ ବାଚିରଇଲା । ଆରି ବାକିଲକ୍ମନ୍ କେ ମିସା ସେ ଡାକ୍ଲାକେ ସୁନତ୍ ନାଇ ।
What then? That which Israel seeks for, that he did not obtain, but the chosen ones obtained it, and the rest were hardened.
8 ୮ ସାସ୍ତରର୍ ବାକିଅ “ଜେନ୍ତିକି ପରମେସର୍ ସେମନର୍ ଆଁକି ଆରି ମନ୍ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍ ଦେକି ନାପାର୍ଲାଇନି କି ସୁନି ନାପାର୍ଲାଇନି ।”
According as it is written, God gave them a spirit of stupor, eyes that they should not see, and ears that they should not hear, to this very day.
9 ୯ ସେମନର୍ ବିସଇନେଇ ଦାଉଦ୍ ଲେକ୍ଲା ଆଚେ, ସେମନ୍ ଆମେ ପାପ୍ କରୁନାଇ ବଲି ବୁଲ୍ ଚିନ୍ତା କରତ୍ । ସେମନ୍ ତେଇ ଅଦ୍ରି ଜାଅତ୍ । ଅଦ୍ରିଜାଇକରି ଡଣ୍ଡ୍ ପାଅତ୍ ।
David says, "Let their table be made a snare, and a trap, and a stumbling block, and a retribution to them.
10 ୧୦ ସେମନ୍ କାଣାକାଣି ଅଇକରି କାଇଟା ମିସା ଦେକି ନାପାରତ୍ । ସବୁବେଲେ ଦୁକ୍ କସ୍ଟ ପାଇପାଇ ସେମନର୍ ଆଁଟା ସବୁବେଲର୍ ପାଇ ବାଁକ୍ ଅଇଜାଅ ।
Let their eyes be darkened, so that they can't see, and their backs be bent continually."
11 ୧୧ ମର୍ ସଙ୍ଗର୍ ଜିଉଦିମନ୍ ଜଟିଆଇ ଅଇକରି ଆଜିଜାଇ ନସ୍ଟ ଅଇଗାଲାଇ । ମାତର୍ ସେମନ୍କେ ବାଉଡାଇ ଆନ୍ବାକେ ପର୍ମେସର୍ ନାପାରେ ବଲି ବାବ୍ଲାସ୍ନି କି? ନାଇ ସେ ପାର୍ସି । ସେମନ୍ ପର୍ମେସରର୍ ବାକିଅ ନିଚ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାଇ ଆଚତ୍ । ଜେନ୍ତାରି କି ଜିଉଦିମନ୍ ଇଁସା ଅଇଜିବାଇ ।
I ask then, did they stumble that they might fall? Absolutely not. But by their fall salvation has come to the non-Jews, to provoke them to jealousy.
12 ୧୨ ଜିଉଦିମନର୍ ନ ମାନ୍ବାଟା, ଜଗତର୍ ବିନ୍ ଲକ୍ମନ୍କେ ବେସି ଆସିର୍ବାଦ୍ ମିଲ୍ଲା । ଜିଉଦିମନ୍ ପର୍ମେସର୍କେ ନ ମାନ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ତାର୍ଟାନେ ଅନି ବଡ୍ ଆସିର୍ବାଦ୍ ପାଇଲାଇ । ସେନ୍ତାର୍ ଆଲେ ପଚ୍କେ ବାଚି ରଇବା ସବୁ ଜିଉଦିମନ୍ ବିସ୍ବାସ୍ କଲେ, ସେ ଆସିର୍ବାଦ୍ କେତେକ୍ ଅଦିକ୍ ଅଇସି ।
Now if their fall is the riches of the world, and their loss the riches of the non-Jews; how much more their fullness?
13 ୧୩ ଜିଉଦି ନଇଲା ଲକ୍ମନ୍, ତମ୍କେ ମୁଇ କଇଲିନି, ପେରିତ୍ସିସ୍ ଇସାବେ ତମର୍ ବିତ୍ରେ କାମ୍ କର୍ବାକେ ପର୍ମେସର୍ ମକେ ବାଚ୍ଲା ଆଚେ । ସେ ମକେ ଜେତ୍କି କାମ୍ ଦେଲାଆଚେ, ସେଟା ମୁଇ ଜତନ୍ସଙ୍ଗ୍ କଲିନି ।
For I speak to you who are the non-Jews. Since then as I am an apostle to the non-Jews, I glorify my ministry;
14 ୧୪ ମୁଇ ତମ୍କେ ସାଇଜ କଲାର୍ପାଇ, ମର୍ ସଙ୍ଗର୍ ଜିଉଦିମନ୍ ଇଁସା ଅଅତ୍ ବଲି ମୁଇ ମନ୍ କଲିନି । କେ ଜାନେ ସେମନର୍ ବିତ୍ରେଅନି କେତେଲକ୍ ବିସ୍ବାସ୍ କରି ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାଇ ।
if by any means I may provoke to jealousy those who are my flesh, and may save some of them.
15 ୧୫ ଜିଉଦିମନ୍ ପର୍ମେସରର୍ ଟାନେଅନି ବେଗଲ୍ଲାକେ, ଜିଉଦି ନ ଅଇଲା ଲକ୍ମନ୍ ତାର୍ ନିଜର୍ ଲକ୍ ଅଇପାର୍ଲାଇ । ସେନ୍ତାର୍ଆଲେ ଜିଉଦି ଲକ୍ମନ୍ ତାର୍ଟାନେ ଆରିତରେକ୍ ବାଉଡିଆଇଲେ, ଜିଉଦି ନ ଅଇଲା ଲକ୍ମନ୍କେ କେତେକ୍ ଅଦିକ୍ ଆସିର୍ବାଦ୍ ଅଇସି । ସେନ୍ତାରି ଅଇଲେ କେଡେକ୍ ନିକ କରମ୍! ସବୁ ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାପାରା ଅଇସି ।
For if the rejection of them is the reconciling of the world, what would their acceptance be, but life from the dead?
16 ୧୬ ରୁଟିତେଇଅନି କଣ୍ଡେକ୍ ପରମେସର୍କେ ଦିଆଅଇରଇଲେ, ସବୁଜାକ ରୁଟି ଦିଆଅଇଲା ଆଚେ ବଲି ବାବ୍ବାର୍ । ଗଟେକ୍ ଗଚର୍ ଚେର୍ ସୁକଲ୍ ରଇଲେ, ତାର୍ କେନ୍ଦାକଡ୍ ମିସା ସୁକଲ୍ ଆଚେ ବଲି ବାବ୍ବାକେ ଅଇସି ।
If the first part is holy, so is the whole batch. If the root is holy, so are the branches.
17 ୧୭ ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ ।
But if some of the branches were broken off, and you, being a wild olive, were grafted in among them, and became partaker with them of the rich root of the olive tree;
18 ୧୮ ସେଟାର୍ ପାଇ ତମେ ଜିଉଦିମନର୍ ଟାନେଅନି ବଡ୍ ବଲି ବାବାନାଇ । କାଇକେବଇଲେ ତମେ ଅବ୍କା କେନ୍ଦାସେ ଆରି କେନ୍ଦାମନର୍ କାଦି ଗଚର୍ ଚେରେଅନିସେ ଆଇସି । ଚେରର୍ କାଦି କେନ୍ଦାଇଅନି ନ ଆସେ ।
do not boast over the branches. But if you boast, it is not you who support the root, but the root supports you.
19 ୧୯ “ଉଁ ତମେ କଇପାରାସ୍, ଜିଉଦି ନ ଅଇଲା ଲକ୍ମନ୍ ଆମେସେ ବଡ୍ । କାଇକେବଇଲେ ଆମ୍କେ ଜଡ୍ବାକେ କେନ୍ଦାମନ୍ ବାଙ୍ଗାଇଲାଇ ।”
You will say then, "Branches were broken off, that I might be grafted in."
20 ୨୦ ତମ୍କେ ଜଡିଆଚେ, ସେଟା ସତ୍ ସେ । ମାତର୍ ଜିଉଦିମନ୍ ବିସ୍ବାସ୍ ନ କଲାର୍ ପାଇ ପର୍ମେସର୍ ସେମନ୍କେ କାଟିଦେଲାଆଚେ । ତମେ ବିସ୍ବାସ୍ କଲାକେସେ ତମ୍କେ ଜଡିଆଚେ । ସେଟାର୍ପାଇ ବଡ୍ପନ୍ ନ ଅଇ ଡରିକରି ରୁଆ ।
True; by their unbelief they were broken off, and you stand by your faith. Do not be conceited, but fear;
21 ୨୧ କାଇକେବଇଲେ ଜଦି ଗଚେଅନି ନିଜେ ବାରଇଲା କେନ୍ଦା ପାରା ଜିଉଦିମନ୍କେ ପରମେସର୍ ବାଙ୍ଗାଇଦେଲା, ତେବେ ବନେଅନି ଆନି ଜଡିରଇବା କେନ୍ଦାମନ୍କେ କେତେକ୍ ଅଦିକ୍ ସେ ନ ବାଙ୍ଗାଏ? ସେ କେନ୍ଦାମନ୍ ଅଇଲାନି, ତମେ ବିସ୍ବାସ୍ ନ କଲା ଜିଉଦି ନଇବା ଲକ୍ମନ୍ ।
for if God did not spare the natural branches, neither will he spare you.
22 ୨୨ ଇତିଅନି ଆମେ ଦେକ୍ଲୁନି ପରମେସର୍ କେନ୍ତି ଆଲାଦ୍କାରିଆ, ଆରି ସାସନ୍କାରି ମିସା! ଜନ୍ ଲକ୍ମନ୍ ତାର୍ କାତା ମାନତ୍ ନାଇ, ସେମନ୍କେ ଡଣ୍ଡ୍ ଦେଲା । ମାତର୍ ତାର୍ ଦୟା ତମେ ଡାଟ୍ ସଙ୍ଗ୍ ଦାରିରଇଲେ, ସେ ତମ୍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍କେ ମିସା କାଟିଦେଇସି ।
See then the goodness and severity of God. Toward those who fell, severity; but toward you, goodness, if you continue in his goodness; otherwise you also will be cut off.
23 ୨୩ ଜଦି ଜିଉଦିମନ୍ ବିସ୍ବାସ୍ କଲେ, ଗଚର୍ ବୁନ୍ଦେ ରଇବା ତାକର୍ ଆଗର୍ ଜାଗାଇ ପର୍ମେସର୍ ସେମନ୍କେ ବାଉଡାଇସି । କାଇକେବଇଲେ ସେଟା ପର୍ମେସର୍ସେ କରିପାରେ ।
They also, if they do not continue in their unbelief, will be grafted in, for God is able to graft them in again.
24 ୨୪ ତମେ ଜିଉଦିନଇଲା ଲକ୍ମନ୍ ବନର୍ ଜିତ୍ ଗଚର୍ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍ବାଟାନେ କଲାପାରା ନ କରି, ପର୍ମେସର୍ ନିଜେ ଜତନ୍ କର୍ବା ଗଚେ, ତମ୍କେ ଜଡ୍ଲାଆଚେ । ଜିଉଦିମନ୍ ସେ ନିଜେ ଜତନ୍ କରିରଇବା ଗଚର୍ପାରା । ସେନ୍ତାର୍ଆଲେ ଗଚ୍ବୁନ୍ଦେ ରଇବା କେନ୍ଦାମନ୍କେ ଆଗର୍ ଜାଗାଇ ନେଇ ଜଡ୍ବାକେ କେତେକ୍ ଅଦିକ୍ ସଅଜ୍ ଅଇସି ।
For if you were cut out of that which is by nature a wild olive tree, and were grafted contrary to nature into a good olive tree, how much more will these, which are the natural branches, be grafted into their own olive tree?
25 ୨୫ ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
For I do not desire you to be ignorant, brothers, of this mystery, so that you won't be wise in your own conceits, that a partial hardening has happened to Israel, until the fullness of the non-Jews has come in,
26 ୨୬ ତାର୍ ପଚେ ଇସ୍ରାଏଲିଅମନ୍ ସବୁ ଲକ୍ ଏ ସାସ୍ତରର୍ ଇସାବେ ରକିଆ ପାଇବାଇ । ମୁକ୍ତିକାରିଆ ଜିଉଦିମନର୍ ବିତ୍ରେ ଅନି ଆଇସି, ଆରି ତାର୍ ଲାଗି ଜାକୁବର୍ କୁଟୁମେଅନି ସବୁ ତାକର୍ କାରାପ୍ ଚଲାଚଲ୍ତି ଚାଡ୍ବାଇ ।
and so all Israel will be saved. Even as it is written, "There will come out of Zion the Deliverer; he will turn away ungodliness from Jacob.
27 ୨୭ ସେମନର୍ ପାପ୍ ରଇବା ଚଲାଚଲ୍ତି ମୁଇ ଦାରିଜିବାବେଲେ, ସେମନର୍ ସଙ୍ଗ୍ ଏ ରାଜିନାମା କର୍ବି ।
This is my covenant to them, when I will take away their sins."
28 ୨୮ ସୁବ୍ କବର୍ ବିସ୍ବାସ୍ ନ କରି ଜିଉଦିମନ୍ ପର୍ମେସରର୍ ସତ୍ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାସ୍ । ଏନ୍ତାରି ଅଇଲେମିସା ପର୍ମେସର୍ ଜନ୍ କାତା ତାକର୍ ଆନିଦାଦିମନ୍କେ ଦେଇରଇଲା, ଆରି ସେମନ୍ ତାର୍ ବାଚିରଇବା ଲକ୍ମନ୍ ଅଇଲାକେ ମିସା, ସେମନ୍ ତାର୍ ଲକ୍ ଅଇଆଚତ୍ ।
Concerning the Good News, they are enemies for your sake. But concerning the election, they are loved for the fathers' sake.
29 ୨୯ କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି ।
For the gifts and the calling of God are irrevocable.
30 ୩୦ ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ ।
For as you in time past were disobedient to God, but now have obtained mercy by their disobedience,
31 ୩୧ ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି ।
even so these also have now been disobedient, that by the mercy shown to you they may now also obtain mercy.
32 ୩୨ ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ । (eleēsē )
For God has bound everyone over to disobedience, that he might have mercy on all. (eleēsē )
33 ୩୩ ପରମେସରର୍ ଦୟା କେତେକ୍ ବଡ୍! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
Oh the depth of the riches both of the wisdom and the knowledge of God. How unsearchable are his judgments, and his ways past tracing out.
34 ୩୪ କାଇକେବଇଲେ ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ । “ପରମେସର୍ ମନେ ଚିନ୍ତା କର୍ବାଟା କେ ବୁଜି ପାରତ୍? ତାକେ କେ ମିସା ବୁଦିର୍ କାତା କଇବାକେ ଲଡାନାଇ ।”
For "Who has known the mind of the Lord, or who has been his counselor?"
35 ୩୫ ତାକେ କାଇଟା ଉନା ନାଇ । ସେ ଆମର୍ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
"Or who has first given to him, and it will be repaid to him again?"
36 ୩୬ ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍! (aiōn )
For from him and by him and in him are all things. To him be the glory for ever. Amen. (aiōn )