< ପର୍‌କାସିତ 1 >

1 ଜାଇ ଜାଇଟା ଦାପ୍‌ରେ ଗଟ୍‌ବାକେ ଗାଲାନି, ପର୍‌ମେସର୍‌ ଜିସୁ କିରିସ୍‌ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍‌ ଦାଙ୍ଗ୍‌ଡାମନ୍‌କେ ଜାନାଇବାକେ ପର୍‌ମେସର୍‌ ତାକେ ଜାନାଇଲା । ତେବର୍‌ପାଇ ମୁଇ ଜଅନ୍‌ ଜେ କି ତାର୍‌ ସିସ୍‌ ଅଇଲିଆଚି, ମକେ ଜାନାଇବାକେ କିରିସ୍‌ଟ ତାର୍‌ ଦୁତ୍‌କେ ପାଟାଇଲାଆଚେ ।
Zvakazarurwa zvaJesu Kristu, zvaakapiwa naMwari kuti aratidze varanda vake zvinofanira kuitika nokukurumidza. Akazvizivisa nokutumira kwaakaita mutumwa wake kumuranda wake Johani,
2 ଆରି ମକେ ଜେତ୍‌କି ବିସଇ ଦେକାଇରଇଲା, ମୁଇ ସେଟାମନ୍‌ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍‌ଟ ଜାନାଇରଇବା ପର୍‌ମେସରର୍‌ ସତ୍‌ ବାକିଅ ବଲି ମୁଇ ଡାଟ୍‌ ସଙ୍ଗ୍‍ କଇଲିନି ।
iye anopupura zvose zvaakaona, iro shoko raMwari uye nouchapupu hwaJesu Kristu.
3 ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍‌କେ ଗଟ୍‌ବା କାତାମନ୍‌ ବୁଜିକରି ମାନ୍‌ବା ଲକ୍‌ମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌! କାଇକେବଇଲେ ଏ ସବୁ ବିସଇ ଗଟ୍‌ବା ବେଲା କେଟ୍‌ଲା ।
Akaropafadzwa uyo anoverenga mashoko ouprofita uhu, uye vakaropafadzwa avo vanohunzwa uye vagochengeta pamwoyo yavo zvakanyorwa imomo, nokuti nguva yava pedyo.
4 ମୁଇ ଜଅନ୍‌ ଆସିଆ ରାଇଜେ ରଇବା ସାତ୍‌ଟା ମଣ୍ଡଲିକେ ଲେକ୍‌ଲିନି । ପର୍‌ମେସର୍‌ ଟାନେଅନି ଆସିରଇବା ଜିବନ୍‌ ଦୁକାଇଲାଟା ଆରି ସାନ୍ତି ତମ୍‌କେ ମିଲ । ସେ ଏବେ ଆଚେ । ଆଗ୍‌ତୁ ମିସା ରଇଲା ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ ବସିରଇବା ଜାଗାର୍‍ ମୁଆଟର୍‌ ସାତ୍‌ଟା ଆତ୍‌ମାମନର୍‌ ଟାନେଅନି
Johani, kukereke nomwe dziri mudunhu reEzhia: Nyasha norugare ngazvive nemi zvinobva kuna iye aripo, uye akanga aripo, naiye achazouya, nokumweya minomwe iri pamberi pechigaro chake choushe,
5 ଆରି ଜିସୁକିରିସ୍‌ଟ ଟାନେଅନି । ସେ ଆକା ପର୍‌ମେସରର୍‌ ବିସଇର୍‍ ସତ୍‌ ସାକି ଦେଇପାର୍‌ସି । ମଲା ଲକ୍‌ମନର୍‌ଟାନେଅନି ତାକେସେ ପର୍‌ତୁମ୍‌ ଉଟାଇରଇଲା । ଏ ଜଗତର୍‌ ସାସନ୍‌କାରିଆମନର୍‌ ଉପ୍‌ରେ ରଇବା ସାସନ୍‌କାରିଆ । ସେ ଆମ୍‌କେ ଆଲାଦ୍‌ କଲାନି । ଆମର୍‌ପାଇ ଗଟେକ୍‌ ବଲି ଇସାବେ ମଲାକେ ଆମର୍‌ ପାପେଅନି ସେ ଆମ୍‌କେ ମୁକ୍‌ଲାଇଆଚେ ।
nokuna Jesu Kristu, iye chapupu chakatendeka, dangwe kubva kuvakafa, nomutongi wamadzimambo enyika. Kuna iye anotida uye akatisunungura kubva kuzvivi zvedu neropa rake,
6 ତାର୍‌ ବାବା ପର୍‌ମେସର୍‌କେ ସେବା କର୍‌ବାପାଇ ସେ ଆମ୍‌କେ ଗଟେକ୍‌ ରାଜାର୍‌ କୁଟୁମେ ପୁଜାରି କଲାଆଚେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବପୁ ଆରି ମଇମା ପାଅ । ଆମେନ୍‌ । (aiōn g165)
uye akatiita ushe nouprista kuti tishumire Mwari naBaba vake, ngaave nokubwinya nesimba nokusingaperi-peri! Ameni. (aiōn g165)
7 ଏଦେ ଦେକା! ସେ ମେଗ୍‌ମାଲାଇ ବସି ଆଇଲାନି । ଗୁଲାଇ ଲକ୍‌ମନ୍‌ ତାକେ ଦେକ୍‌ବାଇ । ତାକେ କୁରୁସ୍‌କାଟେ କୁଟି ମାରିରଇବା ଲକ୍‌ମନ୍‌ ମିସା ଦେକ୍‌ବାଇ । ଏ ଜଗତେ ରଇବା ସବୁ ଲକ୍‌ମନ୍‌ ତାର୍‌ଲାଗି ଦୁକ୍‌ କର୍‌ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍‌!
Tarirai, ari kuuya namakore, uye meso ose achamuona, kunyange naivo vakamubaya; uye marudzi ose enyika achachema nokuda kwake.
8 ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଅଦିକ୍‌ ବପୁର୍‌ଟା । ସେ ଏବେ ମିସା ଆଚେ । ସେ ଆଗ୍‌ତୁ ରଇଲା । ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ, ଆରି ସାରାଇବା ଲକ୍‌ ମିସା ମୁଇସେ ।”
“Ndini Arifa naOmega,” ndizvo zvinotaura Ishe Mwari, “iye aripo, akanga aripo, uye achazouya, Wamasimba Ose.”
9 “ମୁଇ ଜଅନ୍‌, ତମର୍‌ ବିସ୍‌ବାସର୍‌ ଲାଗି ବାଇ ଅଇଲିଆଚି । ଜିସୁର୍‌ ସଙ୍ଗ୍‌ ଆମେ ମିସିଆଚୁକେ, ତାର୍‌ ରାଇଜେ ରଇବା ଲକ୍‌ମନର୍‌ପାଇ ଆସିରଇବା ସବୁ ଦୁକ୍‌ କସ୍‌ଟଟାନେ ମୁଇ ତମର୍‌ ସଙ୍ଗ୍‍ ମୁର୍‌ଚିକରି ଆଚି । ଚାରିବେଟ୍‌ତି ସମ୍‌ଦୁର୍‌ ରଇକରି ମଜାଇ ରଇବା ପାତ୍‌ମସ୍‌ ବଲି ଗଟେକ୍‌ ରାଇଜେ ମକେ ନେଇରଇଲା । ମୁଇ ପର୍‌ମେସରର୍‌ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍‌ତାରି କଲା ।
Ini Johani, hama yenyu nomufambidzani wenyu mumatambudziko, muumambo, nomukutsungirira nomwoyo murefu wedu muna Jesu, ndakanga ndiri pachitsuwa chePatimosi nokuda kweshoko raMwari uye nouchapupu hwaJesu.
10 ୧୦ ଆମେ ମିସିକରି ତାକେ ଆରାଦନା କର୍‌ବା ମାପ୍‌ରୁର୍‌ ଦିନେ, ତାର୍‌ ଆତ୍‌ମା ମକେ ଦାରିରଇଲା । ଆରି ଜବର୍‌ ଅଇତେ ମଇରି ବାଜ୍‌ଲା ପାରା ମର୍‌ ପଚ୍‌ବାଟେ ସୁନ୍‌ଲି ।
Pazuva raShe, ndakanga ndiri muMweya, uye ndikanzwa mushure mangu inzwi guru rinenge rehwamanda,
11 ୧୧ ତୁଇ ଦେକ୍‌ଲାଟା ବଇଟାନେ ଲେକ୍‌ ଆରି ଏପିସିୟ, ସୁର୍‌ନା, ପର୍‌ଗାମା, ତିଆଟିରା, ସାର୍‌ଦି, ପିଲାଦେଲ୍‌ପିଆ ଆରି ଲାଉଦିକିଆଇ ମଣ୍ଡ୍‌ଲିତେଇ ପାଟାଆ ବଲି ସେ ସବଦ୍‌ ସୁନ୍‌ଲି ।”
richiti, “Nyora mubhuku rakapetwa zvaunoona ugozvitumira kukereke nomwe: dzokuEfeso, Simina, Pegamo, Tiatira, Sadhisi, Firadherifia neRaodhikea.”
12 ୧୨ ସେ ସବଦ୍‌ ସୁନ୍‌ଲାକେ, କେ କାତାଅଇଲାନି, ଦେକ୍‌ବି ବଲି ପାସଲ୍‌ଲି ଆରି ସାତ୍‌ଟା ସୁନାର୍‌ ବତି ଡାଣ୍ଡି ଦେକ୍‌ଲି ।
Ndakatendeuka ndikatarisa kuti ndione inzwi rakanga richitaura kwandiri. Uye ndakatendeuka ndikaona zvigadziko zvemwenje,
13 ୧୩ ତାର୍‌ ମଜାଇ ନର୍‌ ପାରା ଡିସ୍‌ତେରଇବା ଗଟେକ୍‌ ଲକ୍‌କେ ଦେକ୍‌ଲି । ତାର୍‌ ପାଦ୍‌ଜାକ ଅଇବା ଗଟେକ୍‌ ଡେଙ୍ଗ୍‌ ଲୁଗା ପିନ୍ଦିରଇଲା । ତାର୍‌ ବୁକ୍‌ତଲେ ଗଟେକ୍‌ ସୁନାର୍‌ ବେଲ୍‌ଟୁ ବାନ୍ଦି ରଇଲା ।
uye pakati pezvigadziko zvemwenje pakanga pano mumwe akanga “akaita somwanakomana womunhu,” akafuka nguo yaisvika kutsoka dzake uye ane bhanhire regoridhe pachipfuva chake.
14 ୧୪ ତାର୍‌ ମୁଣ୍ଡର୍‌ ଚେଣ୍ଡି ଦଇଲା ଚାଉଲ୍‌ ଆରି ଦୁଦ୍‌ପାରା ଦବ୍‌ ରଇଲା । ଆରି ତାର୍‌ ଆଁକି ଲାଗ୍‌ତେ ରଇବା ଜଇ ପାରା ଗଜ୍‌ଗଜି ଜାଇତେ ରଇଲା ।
Musoro wake nebvudzi rake zvakanga zvakachena samakushe, zvakachena sechando, uye meso ake akanga akaita somurazvo womoto.
15 ୧୫ ତାର୍‌ ପାଦର୍‌ ରେଡି ପିତଲ୍‌ ପାରା ଜଗ୍‌ଜଗି ଜାଇତେରଇଲା, ଜନ୍‌ଟାକି ଜଇଟାନେ ପରିଚଲ୍‌ ଅଇ ସୁନ୍ଦର୍‌ କରି ରେତ୍‌ଲାପାରା । ଆରି ତାର୍‌ ସବଦ୍‌ ଅଦର୍‌ତେରଇବା ଜର୍‌ନା ପାନିର୍‌ ସବଦ୍‌ପାରା ଜବର୍‌ ସବଦ୍‌ ଅଇତେରଇଲା ।
Tsoka dzake dzakanga dzakaita sendarira inopenya muvira romoto, uye inzwi rake rakanga rakaita somubvumo wemvura zhinji.
16 ୧୬ ସେ ତାର୍‌ ଉଜା ବାଟର୍‌ ଆତେ ସାତ୍‌ଟା ତାରା ଦାରି ରଇଲା, ଆରି ତାର୍‌ ଟଣ୍ଡେ ଅନି ଦୁଇବାଟେ ଦାର୍‌ ରଇବା ତିପ୍‌ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍‌ ମୁଁ ମୁଇଦାନିଆର୍‌ ବେଲ୍‌ପାରା ଜଲ୍‌କି ଜାଇତେ ରଇଲା ।
Akanga akabata nyeredzi nomwe muruoko rwake rworudyi, uye mumuromo make makabuda munondo unopinza, unocheka mativi ose. Chiso chake chakanga chakaita sezuva rinopenya nokupenya kwaro kwose.
17 ୧୭ ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍‌ ପାଦ୍‌ତଲେ ଅଦ୍‌ରି ଗାଲି । ତାର୍‌ ପଚେ ସେ ମର୍‌ ଉପ୍‌ରେ ତାର୍‌ ଉଜା ଆତ୍‌ ସଙ୍ଗଇ କରି କଇଲା, ଡର୍‌ନାଇ, ମୁଇସେ ଆରାମ୍‌ ମୁଇସେ ସେସ୍‌ ।
Pandakamuona, ndakawira patsoka dzake kunge ndafa. Ipapo akaisa ruoko rwake rworudyi pamusoro pangu akati, “Usatya. Ndini Wokutanga neWokupedzisira.
18 ୧୮ ମୁଇସେ ଜିବନ୍‌ ରଇବା ଲକ୍‌ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚିକରି ଆଚି । ମର୍‌ ଆତେ ମରନର୍‌ ଆରି ପାତାଲର୍‌ କୁଚିକାଡି ଆଚେ । ମରିରଇବା ସବୁ ଲକ୍‌ମନର୍‌ ଉପ୍‌ରେ ଆରି ମଲାଲକ୍‌ମନ୍‌କେ କନ୍ତି ପାଟାଇବାର୍‌, ସେଟା ମର୍‌ ଅଦିକାର୍‌ଆଚେ । (aiōn g165, Hadēs g86)
Ndini iye Mupenyu; ndakanga ndafa, uye tarira, ndiri mupenyu nokusingaperi-peri! Uye ndakabata kiyi dzorufu neHadhesi. (aiōn g165, Hadēs g86)
19 ୧୯ ତେବର୍‌ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍‌ ଆରି ଜାଇଜାଇଟା ଏବେ ଗଟ୍‌ଲାନି ଆରି ପଚ୍‌କେ ଗଟ୍‌ସି, ସେଟା ସବୁ ଲେକିକରି ସଙ୍ଗୁଆ ।
“Naizvozvo, nyora zvawaona, zviripo zvino nezvichazoitika shure kwaizvozvi.
20 ୨୦ ମର୍‌ ଉଜାବାଟେ ରଇବା ସାତ୍‌ଟା ତାରା ଆରି, ସାତ୍‌ଟା ସୁନାର୍‌ ବତି ଡାଣ୍ଡିର୍‌ ଅରତ୍‌ ମୁଇ ତମ୍‌କେ କଇଦେବି । ସେ ସାତ୍‌ଟା ବତିଡାଣ୍ଡି ଅଇଲାନି ସାତ୍‌ଟା ମଣ୍ଡଲି । ସାତ୍‌ଟା ତାର୍‌ମନ୍‌ ଅଇଲାଇନି, ସାତ୍‌ଟା ମଣ୍ଡଲିର୍‌ ଦାଇତ୍‌ ନେବା ଦୁତ୍‌ମନ୍‌ ।
Chakavanzika chenyeredzi nomwe dzawaona muruoko rwangu rworudyi nechezvigadziko zvinomwe zvemwenje ndechichi: Nyeredzi nomwe ndivo vatumwa vekereke nomwe, uye zvigadziko zvinomwe zvemwenje ndidzo kereke nomwe.

< ପର୍‌କାସିତ 1 >