< ପର୍କାସିତ 8 >
1 ୧ ମେଣ୍ଡାପିଲା ଜେଡେବେଲେ ସାତ୍ ତମର୍ ସିଲ୍ ବାଙ୍ଗାଇଲା, ସେଡ୍କିବେଲେ ସର୍ଗେ ସମାନ୍ ଅଦ୍ଗଟା ଜାକ ଚିମ୍ରା ଅଇଗାଲା ।
Καὶ ὅταν ἤνοιξεν τὴν σφραγῖδα τὴν ἑβδόμην, ἐγένετο σιγὴ ἐν τῷ οὐρανῷ ὡς ἡμιώρον.
2 ୨ ତାର୍ପଚେ ପର୍ମେସରର୍ ମୁଆଟେ ସାତ୍ଟା ଦୁତ୍ମନ୍କେ ଟିଆଅଇ ରଇଲାଟା ମୁଇ ଦେକ୍ଲି । ସେ ମନ୍କେ ସାତ୍ଟା ମଇରି ଦିଆଅଇ ରଇଲା ।
καὶ εἶδον τοὺς ἑπτὰ ἀγγέλους, οἳ ἐνώπιον τοῦ θεοῦ ἑστήκασιν, καὶ ἐδόθησαν αὐτοῖς ἑπτὰ σάλπιγγες.
3 ୩ ତେଇ ଆରି ଗଟେକ୍ ଦୁତ୍ ଆସିକରି ବେଦିଲଗେ ଟିଆ ଆଇଲା । ତାର୍ ଆତେ ଗନ୍ଦ୍ରସ୍ ପଡାଇବା ଗଟେକ୍ ସୁନାର୍ ଗିନା ରଇଲା । ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ମିସାଇବାକେ ତାକେ ବେସି ଗନ୍ଦ୍ରସ୍ ଦିଆଅଇରଇଲା । ତାର୍ପଚେ ସେ ସେଟା ବସ୍ବା ଜାଗାର୍ ମୁଆଟେ ରଇବା ସୁନାର୍ ବେଦି ଉପ୍ରେ ସରପ୍ସି ।
καὶ ἄλλος ἄγγελος ἦλθεν, καὶ ἐστάθη ἐπὶ τοῦ θυσιαστηρίου, ἔχων λιβανωτὸν χρυσοῦν· καὶ ἐδόθη αὐτῷ θυμιάματα πολλά, ἵνα δώσει ταῖς προσευχαῖς τῶν ἁγίων πάντων ἐπὶ τὸ θυσιαστήριον τὸ χρυσοῦν τὸ ἐνώπιον τοῦ θρόνου.
4 ୪ ପଡ୍ତେରଇବା ଦୁପର୍ ଦୁଆଁ ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ଉପ୍ରେ ଗାଲା । ପର୍ମେସରର୍ ମୁଆଟେ ଟିଆଅଇରଇବା ଦୁତ୍ ସେଟା ଦାରିରଇଲା ।
καὶ ἀνέβη ὁ καπνὸς τῶν θυμιαμάτων ταῖς προσευχαῖς τῶν ἁγίων, ἐκ χειρὸς τοῦ ἀγγέλου, ἐνώπιον τοῦ θεοῦ.
5 ୫ ତାର୍ପଚେ ସେ ଦୁତ୍ ଦୁପ୍ ପଡାଇବା ଅର୍କି ନେଇକରି ବେଦିଟାନର୍ ଜଇସଙ୍ଗ୍ ବର୍ତି କଲା । ସେଟା ସେ ଦର୍ତନି ଉପ୍ରେ ପିଙ୍ଗିଦେଲା । ତେଇ ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା ଆରି ବିଜ୍ଲି ମାରି ଦର୍ତନି ଚୁଲ୍ବୁଲ୍ଲା ।
καὶ εἴληφεν ὁ ἄγγελος τὸν λιβανωτόν, καὶ ἐγέμισεν αὐτὸν ἐκ τοῦ πυρὸς τοῦ θυσιαστηρίου, καὶ ἔβαλεν εἰς τὴν γῆν· καὶ ἐγένοντο βρονταὶ καὶ φωναὶ καὶ ἀστραπαὶ καὶ σεισμός.
6 ୬ ତାର୍ପଚେ ସାତ୍ଟା ମଇରି ଦାରିରଇବା ସାତ୍ଟା ଦୁତ୍ ସେଟା ପୁକ୍ବାକେ ତିଆର୍ଅଇଲାଇ ।
Καὶ οἱ ἑπτὰ ἄγγελοι οἱ ἔχοντες τὰς ἑπτὰ σάλπιγγας, ἡτοίμασαν αὐτοὺς ἵνα σαλπίσωσιν·
7 ୭ ପର୍ତୁମର୍ ଦୁତ୍ ତାର୍ ମଇରି ପୁକ୍ଲା ଆରି ଏଦେ ଦେକା! କାରାପାକ୍ନା ଆରି ଜଇ ଜନ୍ଟା କି ବନି ସଙ୍ଗ୍ ମିସିରଇଲା, ସେଟା ଦର୍ତନି ଉପ୍ରେ ଡାଲିଅଇଲା । ଦର୍ତନି ତିନ୍ବାଗ୍ ଅନି ଗଟେକ୍ ବାଗ୍ ପଡିଗାଲା । ତାର୍ ସଙ୍ଗ୍ ତିନ୍ବାଗେ ଅନି ଗଟେକ୍ ବାଗର୍ ଗଚ୍ମନ୍ ଆରି ସବୁ ଗାଁସ୍ମନ୍ ମିସା ପଡିଗାଲା ।
Καὶ ὁ πρῶτος ἐσάλπισεν καὶ ἐγένετο χάλαζα καὶ πῦρ μεμιγμένα ἐν αἵματι, καὶ ἐβλήθη εἰς τὴν γῆν καὶ τὸ τρίτον τῆς γῆς κατεκάη· καὶ τὸ τρίτον τῶν δένδρων κατεκάη, καὶ πᾶς χόρτος χλωρὸς κατεκάη.
8 ୮ ତାର୍ପଚେ ଦୁଇଲମର୍ ଦୁତ୍ ମଇରି ପୁକ୍ଲା । ଆରି ଏଦେ ଦେକା! ଗଟେକ୍ ବଡ୍ କୁପ୍ଲି, ଜନ୍ଟା ଜଇ ଲାଗ୍ତେରଇଲା, ସେଟା ସମ୍ଦୁର୍ ବିତ୍ରେ ପିଙ୍ଗା ଅଇଲା । ଆରି ସମ୍ଦୁରର୍ ପାନି ତିନ୍ବାଗେ ଅନି ଗଟେକ୍ ବାଗ୍ ବନି ଅଇଗାଲା ।
Καὶ ὁ δεύτερος ἄγγελος ἐσάλπισε, καὶ ὡς ὄρος μέγα πυρὶ καιόμενον ἐβλήθη εἰς τὴν θάλασσαν· καὶ ἐγένετο τὸ τρίτον τῆς θαλάσσης αἷμα.
9 ୯ ଆରି ସମ୍ଦୁର୍ ବିତ୍ରେ ରଇବା ତିନ୍ବାଗେଅନି ଗଟେକ୍ ବାଗ୍ ଜଁତ୍ଜିଆଦ୍ ମରିଗାଲାଇ । ଆରି ତିନ୍ବାଗେଅନି ଗଟେକ୍ ବାଗ୍ ପାନି ଜାଜ୍ ମିସା କୁରୁପ୍ନାସ୍ ଅଇଗାଲା ।
καὶ ἀπέθανεν τὸ τρίτον τῶν κτισμάτων τῶν ἐν τῇ θαλάσσῃ, τὰ ἔχοντα ψυχάς, καὶ τὸ τρίτον τῶν πλοίων διεφθάρησαν.
10 ୧୦ ତାର୍ପଚେ ତିନ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ସେ ଦାପ୍ରେସେ ଆକାସେ ଅନି ଜଇଅଲା ପାରା ଲାଗ୍ତେରଇବା ଗଟେକ୍ ବଡ୍ ତାରା ବାଦ୍ଲେଅନି ଅଦର୍ଲା । ସେଟା ତିନ୍ବାଗେଅନି ଗଟେକ୍ ବାଗର୍ ଗାଡ୍ମନ୍କେ ଆରି ଜଲାମନର୍ ଉପ୍ରେ ଅଦର୍ଲା ।
Καὶ ὁ τρίτος ἄγγελος ἐσάλπισεν, καὶ ἔπεσεν ἐκ τοῦ οὐρανοῦ ἀστὴρ μέγας καιόμενος ὡς λαμπάς, καὶ ἔπεσεν ἐπὶ τὸ τρίτον τῶν ποταμῶν, καὶ ἐπὶ τὰς πηγὰς τῶν ὑδάτων.
11 ୧୧ ସେ ତାରାର୍ ନାଉଁ ଅଇଲାନି ଲାଗ୍ଦଣାତିକ୍ତତା । ତାରା ଅଦର୍ଲାକେ ତିନ୍ବାଗେ ଅନି ଗଟେକ୍ବାଗ୍ ପାନି ପିତା ଅଇଗାଲା । ସେ ପିତା ପାନି କାଇକରି ବେସିଲକ୍ମନ୍ ମରିଗାଲାଇ ।
καὶ τὸ ὄνομα τοῦ ἀστέρος λέγεται Ἄψινθος· καὶ ἐγένετο τὸ τρίτον τῶν ὑδάτων εἰς ἄψινθον, καὶ πολλοὶ τῶν ἀνθρώπων ἀπέθανον ἐκ τῶν ὑδάτων, ὅτι ἐπικράνθησαν.
12 ୧୨ ତାର୍ପଚେ ଚାର୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ବେଲର୍ ତିନ୍ବାଗେଅନି ଗଟେକ୍ ବାଗ୍କେ ମାଡ୍ ଅଇଲା । ସେନ୍ତାରିସେ ଜନର୍ ତିନ୍ବାଗେଅନି ଗଟେକ୍ ବାଗ୍, ଆରି ତାରା ମନର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ନସ୍ଟ ଅଇଗାଲା । ତେବର୍ ପାଇ ଜନ୍ ଆରି ତାରାମନର୍ ଉଜଲ୍ ଦେବାଟା ତିନ୍ବାଗେଅନି ଗଟେକ୍ ବାଗ୍ ଉନା ଅଇଗାଲା । ତାର୍ପଚେ ଦିନ୍ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଆରି ରାତି ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଉଜଲ୍ ନ ରଇଲା ।
Καὶ ὁ τέταρτος ἄγγελος ἐσάλπισεν, καὶ ἐπλήγη τὸ τρίτον τοῦ ἡλίου καὶ τὸ τρίτον τῆς σελήνης καὶ τὸ τρίτον τῶν ἀστέρων, ἵνα σκοτισθῇ τὸ τρίτον αὐτῶν, καὶ ἡ ἡμέρα μὴ φάνῃ τὸ τρίτον αὐτῆς, καὶ ἡ νὺξ ὁμοίως.
13 ୧୩ ତାର୍ପଚେ ମୁଇ ଆରି ଦେକ୍ଲି ଆରି ଏଦେ ଦେକା! ଗଟେକ୍ ଗିଦ୍ ବେସି ଉପ୍ରେ ଉଡ୍ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍ତା, କାଇ ଇନସ୍ତା । ଜେଡେବେଲେ ବାକି ତିନ୍ଟା ଦୁତ୍ମନର୍ ମଇରି ଟାନେଅନି ସବଦ୍ ଆଇଲାବେଲେ, ଦର୍ତନି ଟାନେ ରଇବା ସବୁ ଲକ୍ମନର୍ ପାଇ କେତେକ୍ ଇନସ୍ତା ଅଇସି ।”
καὶ εἶδον, καὶ ἤκουσα ἑνὸς ἀετοῦ πετομένου ἐν μεσουρανήματι, λέγοντος φωνῇ μεγάλῃ, Οὐαὶ οὐαὶ οὐαὶ τοὺς κατοικοῦντας ἐπὶ τῆς γῆς, ἐκ τῶν λοιπῶν φωνῶν τῆς σάλπιγγος τῶν τριῶν ἀγγέλων τῶν μελλόντων σαλπίζειν.