< ପର୍‌କାସିତ 7 >

1 ତାର୍‌ପଚେ ଦର୍‌ତନିର୍‌ ଚାରିଟା କନେ ଚାରିଟା ଦୁତ୍‌ ଟିଆଅଇରଇବାଟା ମୁଇ ଦେକ୍‌ଲି । ଜେନ୍ତାରିକି କାଇ ପବନ୍‌ ଦର୍‌ତନି କି ସମ୍‌ଦୁରେ କି କାଇ ଗଚ୍‌ ଉପ୍‌ରେ ନ ଆଇବାକେ ପବନ୍‌କେ ଦାରି ଅଟକାଇ ରଇଲା ।
Og derefter saa jeg fire Engle staa paa Jordens fire Hjørner; de holdt Jordens fire Vinde, for at ingen Vind skulde blæse over Jorden, ej heller over Havet, ej heller over noget Træ.
2 ପୁରୁବ୍ ଦିଗେଅନି ଆରି ଗଟେକ୍‌ ଜିବନ୍‌ ରଇବା ପର୍‌ମେସରର୍‌ ସିଲ୍‌ ସଙ୍ଗ୍‍ ଆଇବାଟା ମୁଇ ଦେକ୍‌ଲି । ସେ ଦୁତ୍‌ ସେ ଚାର୍‌ଟା ଦୁତ୍‌ମନ୍‌କେ ଆଉଲି ଅଇ ଡାକି କଇଲା । ପର୍‌ମେସର୍‌ ସେମନ୍‌କେ ଦର୍‌ତନି ଆରି ସମ୍‌ଦୁର୍‌ ବିନାସ୍‌ କର୍‌ବାକେ ବପୁ ଦେଇରଇଲା ।
Og jeg saa en anden Engel stige op fra Solens Opgang med den levende Guds Segl; og han raabte med høj Røst til de fire Engle, hvem det var givet at skade Jorden og Havet, og sagde:
3 ସେ ଦୁତ୍‌ କଇଲା ଆମର୍‌ ପର୍‌ମେସର୍‌କେ ସେବା କର୍‌ବା ଲକ୍‌ମନର୍‌ କାପାଲେ ଚିନ୍‌ ନ ଦେବା ଜାକ ଦର୍‌ତନିକେ କି ସମ୍‌ଦୁର୍‌କେ କି ଗଚ୍‌କେ ବିନାସ୍‌ ନ କରା ।
Skader ikke Jorden, ej heller Havet, ej heller Træerne, førend vi have beseglet vor Guds Tjenere paa deres Pander.
4 ସେମନ୍‌ ସେ ଲକ୍‌ମନ୍‌କେ ଚିନ୍‌ କରି ସାରାଇଲା ପଚେ, ସଏ ଚାଲିସ୍‌ ଚାରି ଅଜାର୍‌ ଲକ୍‌ମନ୍‌କେ ଚିନ୍‌ ଦେଲୁ ବଲି ମକେ କଇଲା । ସେମନ୍‌ ଇସ୍‌ରାଏଲର୍‌ ବାର୍‌ଟା ବଁସେଅନି ରଇଲାଇ ।
Og jeg hørte Tallet paa de beseglede, hundrede og fire og fyrretyve Tusinde beseglede af alle Israels Børns Stammer:
5 ଜିଉଦା ବଁସେଅନି ବାରଅଜାର୍‌ । ସେନ୍ତାରିସେ ରୁବେନ୍‌ଅନି, ଗାଦ୍‌ ନାଉଁର୍‌ ଜାଗାଇଅନି ବାର ଅଜାର୍‌ ।
Af Judas Stamme tolv Tusinde beseglede, af Rubens Stamme tolv Tusinde, af Gads Stamme tolv Tusinde,
6 ଆସ୍‌ରେଅନି, ନାପ୍‌ତାଲିଅନି, ମାନାସେଅନି, ବାରଅଜାର୍‌ ।
af Asers Stamme tolv Tusinde, af Nafthalis Stamme tolv Tusinde, af Manasses Stamme tolv Tusinde,
7 ସିମିୟନ୍‌ଅନି, ଲବିଅନି, ଇସାକର୍‌ ତେଇଅନି ବାରଅଜାର୍‌ ।
af Simeons Stamme tolv Tusinde, af Levis Stamme tolv Tusinde, af Isaskars Stamme tolv Tusinde,
8 ସବ୍‌ଲୁନେଅନି, ଜସେପେଅନି, ବନିୟମେଅନି, ବାରଅଜାର୍‌ ଲାକା ଚିନ୍‌ କଲାଇ ।
af Sebulons Stamme tolv Tusinde, af Josefs Stamme tolv Tusinde og af Benjamins Stamme tolv Tusinde beseglede.
9 ତାର୍‌ପଚେ ମୁଇଦେକ୍‌ଲି ଏଦେ ଦେକା! ତେଇ ଏତେକ୍‌ ମାନ୍ଦା ଲକ୍‌କେ ଦେକ୍‌ଲି ଜେ ସେ ଲକ୍‌ମନ୍‌କେ କେ ମିସା ଏଜି ନାପାରତ୍‌ । ସେମନ୍‌ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍‌ ବସ୍‍ବା ଜାଗାର୍‍ ମୁଆଟେ ଆରି ମେଣ୍ଡାପିଲାର୍‌ ମୁଆଟେ ଟିଆଅଇଲାଇ । ସେମନ୍‌ ଦବ୍‌ ଲୁଗାପିନ୍ଦିକରି ଆରି ଆତେ କଜ୍‌ରି ଡାଲ୍‌ ଦାରିରଇଲାଇ ।
Derefter saa jeg, og se en stor Skare, som ingen kunde tælle, af alle Folkeslag og Stammer og Folk og Tungemaal, som stod for Tronen og for Lammet, iførte lange hvide Klæder og med Palmegrene i deres Hænder;
10 ୧୦ ସେମନ୍‌ ଆଉଲି ଅଇକରି କଇତେ ରଇଲାଇ, “ଆମର୍‌ ପର୍‌ମେସର୍‌ ଜେ କି ବସ୍‍ବା ଜାଗାଇ ବସିଆଚେ, ତାର୍‌ଟାନେଅନି ଆରି ମେଣ୍ଡା ପିଲାର୍‌ ଟାନେଅନି ମୁକ୍‌ତି ମିଲ୍‌ସି ।”
og de raabte med høj Røst og sagde: Frelsen tilhører vor Gud, som sidder paa Tronen, og Lammet!
11 ୧୧ ସବୁ ଦୁତ୍‌ମନ୍‌ ବସ୍‍ବା ଜାଗାର୍‍ ଆରି ପାର୍‌ଚିନ୍‌ ମନର୍‌ ଆରି ଚାରିଟା ଜିବନ୍‌ ରଇବା ପସୁମନର୍‌ ଚାରିବେଟ୍‌ତି ଟିଆଅଇଲାଇ । ତାର୍‌ପଚେ ସେମନ୍‌ ବସ୍‍ବା ଜାଗାର୍‍ ମୁଆଟେ ଡାଣ୍ଡାସନ୍‌ ପଡି ପର୍‌ମେସର୍‌କେ ଜୁଆର୍‌ କରି,
Og alle Englene stode rundt om Tronen og om de Ældste og om de fire Væsener og faldt ned for Tronen paa deres Ansigt og tilbade Gud og sagde:
12 ୧୨ କଇଲାଇ, ଆମେନ୍‌, ଦନିଅବାଦ୍‌, ମଇମା, ଗିଆନ୍‌, ଡାକ୍‌ପୁଟା, ବପୁ ଆରି ସକ୍‌ତି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଆମର୍‌ ପର୍‌ମେସର୍‌କେ ଅ । ଆମେନ୍‌, ବଲି କଇତେରଇଲାଇ । (aiōn g165)
Amen! Velsignelsen og Prisen og Visdommen og Taksigelsen og Æren og Kraften og Styrken tilhører vor Gud i Evighedernes Evigheder! Amen. (aiōn g165)
13 ୧୩ ପାର୍‌ଚିନ୍‌ ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ଆସିକରି ମକେ ପାଚାର୍‌ଲା, “ଏ ଲକ୍‌ମନ୍‌ କାଇକେ ଦବ୍‌ ଲୁଗା ପିନ୍ଦି ଆଚତ୍‌ ଆରି ସେମନ୍‌ କନ୍ତିଅନି ଆଇଲାଇ?”
Og en af de Ældste tog til Orde og sagde til mig: Disse, som ere iførte de lange hvide Klæder, hvem ere de? og hvorfra ere de komne?
14 ୧୪ ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍‌ ।” ସେ ମକେ କଇଲା “ବେସି ବଡ୍‌ ତାଡ୍‌ନା ପଚେ ରକିଆ ପାଇ ଆଇଲାଇଆଚତ୍‌ । ମେଣ୍ଡାପିଲାର୍‌ ବନି ସଙ୍ଗ୍‍ ସେମନ୍‌ ତାକର୍‌ ବସ୍‌ତର୍‌ ଦଇକରି ଦବ୍‌ କଲାଇଆଚତ୍‌ ।”
Og jeg sagde til ham: Min Herre! du ved det. Og han sagde til mig: Det er dem, som komme ud af den store Trængsel, og de have tvættet deres Klæder og gjort dem hvide i Lammets Blod.
15 ୧୫ ସେଟାର୍‌ ପାଇ ସେ ଲକ୍‌ମନ୍‌ ପର୍‌ମେସରର୍‌ ବସ୍‍ବା ଜାଗାର୍‍ ମୁଆଟେ ରଇ ତାର୍‌ ମନ୍ଦିରେ ଦିନ୍‌ ରାତି ତାକେ ସେବା କଲାଇନି । ଜେ ବସ୍‍ବା ଜାଗାଇ ବସ୍‌ଲାଆଚେ, ସେ ସେମନ୍‌କେ ରକିଆ କର୍‌ସି ।
Derfor ere de foran Guds Trone og tjene ham Dag og Nat i hans Tempel; og han, som sidder paa Tronen, skal opslaa sit Telt over dem.
16 ୧୬ ସେମନ୍‌କେ କେବେ ବୁକ୍‌ ନ ଲାଗେ କି ସସ୍‌ ନ କରେ । ବେଲ୍‌ କି ଅଦିକ୍‌ ତପି ରଇବା ତାତି ସେମନ୍‌କେ ପଡାଇନାପାରେ ।
De skulle ikke hungre mere, ej heller tørste mere, ej heller skal Solen eller nogen Hede falde paa dem.
17 ୧୭ କାଇକେବଇଲେ ବସ୍‍ବା ଜାଗାର୍‍ ମଜାଇ ରଇବା ମେଣ୍ଡାପିଲା, ସେ ଲକ୍‌ମନର୍‌ ସେବାକାରିଆ ଅଇସି, ଆରି ଜିବନ୍‌ ରଇବା ଗାଡ୍‌ବାଟେ ସେ ଲକ୍‌ମନ୍‌କେ ବାଟ୍‌କାଡାଇ ନେଇସି । ଆରି ପର୍‌ମେସର୍‌ ସେ ଲକ୍‌ମନର୍‌ ଆକିର୍‌ ଆଁସୁ ପୁଚି ଦେଇସି ।
Thi Lammet, som er midt for Tronen, skal vogte dem og lede dem til Livets Vandkilder; og Gud skal aftørre hver Taare af deres Øjne.

< ପର୍‌କାସିତ 7 >