< ପର୍କାସିତ 5 >
1 ୧ ଜେ ବସ୍ବା ଜାଗାଇ ବସିରଇଲା ତାର୍ ଉଜା ଆତେ ଗୁଡିଆଇଅଇରଇବା ଗଟେକ୍ ପୁର୍ନା କାଗଜ୍ ଦେକ୍ଲି । ସେଟା ଦୁଇବାଟେ ଲେକା ଅଇରଇଲା । ଆରି ସାତ୍ଟା ସିଲ୍ ମାରି ଡାବିରଇଲାଇ ।
Ich sah in der rechten Hand dessen, der auf dem Thron saß, ein Buch, beschrieben auf der Innenseite und auf der Außenseite verschlossen mit sieben Siegeln.
2 ୨ ଆରି ଗଟେକ୍ ବେସି ବପୁରଇବା ଦୁତ୍କେ ଦେକ୍ଲି । ସେ ଆଉଲିଅଇ କଇଲା “ଏ ସାତ୍ଟା ସିଲ୍ ପିଟାଇକରି କେ, ଏ କାଗଜ୍ ମେଲାକରି ପାର୍ସି?”
Auch sah ich einen starken Engel, der rief mit lauter Stimme: "Wer ist würdig, das Buch zu öffnen und seine Siegel zu lösen?"
3 ୩ ମାତର୍ ସର୍ଗେ କି ମଚ୍ପୁରେ କି ପାତାଲେ କେ ମିସା ସେ କାଗଜ୍ ମେଲାକରି ଦେକି ନାପାର୍ଲାଇ ।
Doch niemand im Himmel, auf Erden und unter der Erde vermochte das Buch zu öffnen und hineinzusehen.
4 ୪ ସେ କାଗଜ୍ ମେଲାକରି ବିତ୍ରର୍ଟା ଦେକ୍ବାକେ କେ ନାପାର୍ଲାଇଜେ ମୁଇ ବେସି ମନ୍ଦୁକ୍ କରି କାନ୍ଦ୍ଲି ।
Da weinte ich sehr, weil niemand würdig erfunden wurde, das Buch zu öffnen und hineinzusehen.
5 ୫ ତାର୍ପଚେ ଗଟେକ୍ ପାର୍ଚିନ୍ ମକେ କଇଲା, “କାନ୍ଦ୍ନାଇ, ଏଦେ ଦେକା! ଜିଉଦା ବଁସେଅନି ଆଇବା ସିଅଁ, ଜେ କି ଦାଉଦର୍ ଗଟେକ୍ ଡାକ୍ପୁଟାର୍ ନାତିତିତି, ସେ ଜିତ୍ଲାଆଚେ । ସେ ସାତ୍ଟା ସିଲ୍ ବାଙ୍ଗାଇସି ଆରି କାଗଜ୍ ମେଲାକରି ପାର୍ସି ।”
Aber einer der Ältesten sprach zu mir: "Weine nicht! Sieh, es hat gesiegt der Löwe aus dem Stamme Juda, Davids Wurzelsproß, so daß er öffnen kann das Buch und seine sieben Siegel!"
6 ୬ ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।
Da sah ich inmitten des Throns und der vier Lebewesen und inmitten der Ältesten ein Lamm stehen, das aussah, als wäre es geopfert: das hatte sieben Hörner und sieben Augen — ein Sinnbild der sieben Geister Gottes, die ausgesandt sind über die ganze Erde —.
7 ୭ ଜେ ବସ୍ବା ଜାଗାଇ ବସିରଇଲା, ତାର୍ ଉଜାଆତେଅନି ସେ ମେଣ୍ଡା କାଗଜ୍ ନେଲା ।
Es trat hinzu und nahm das Buch aus der rechten Hand dessen, der auf dem Thron saß.
8 ୮ ସେ ସେନ୍ତାରି କଲାକେ ସେ ଚାରିଟା ଜିବନ୍ ରଇବା ପସୁ ଆରି କଡେଚାରିଟା ପାର୍ଚିନ୍ମନ୍ ମେଣ୍ଡାର୍ ମୁଆଟେ ଡାଣ୍ଡାସନ୍ ପଡି ଜୁଆର୍ କଲାଇ । ସେମନ୍କେ ସବୁ ଲକର୍ ଆତେ ଗଟେକ୍ ଗଟେକ୍ ଡୁଡୁଙ୍ଗା ଆରି ସୁନାର୍ ଗିନାମନ୍କେ ଗନ୍ଦ୍ରସ୍ ରଇଲା । ସେଟା ଅଇଲାନି ପର୍ମେସରର୍ ଲକ୍ମନ୍ ଗୁଆରି କର୍ବାଟା ।
Als es das Buch ergriffen hatte, da fielen die vier Lebewesen und die vierundzwanzig Ältesten nieder vor dem Lamm. Jeder hatte eine Harfe und goldene Schalen voller Weihrauch — die sind ein Bild von den Gebeten der Heiligen —.
9 ୯ ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।
Sie sangen ein neues Lied und sprachen: / Du bist würdig, das Buch zu nehmen und seine Siegel zu lösen; denn du bist geopfert worden und hast Menschen für Gott erkauft mit deinem Blut aus allen Stämmen, Sprachen, Völkern und Geschlechtern
10 ୧୦ ତୁଇ ସେମନ୍କେ ଗଟେକ୍ ପୁଜାରିମନର୍ ରାଇଜ୍ କରି ଆଚୁସ୍ । ସେମନ୍ ଆମର୍ ପର୍ମେସର୍କେ ସେବା କର୍ବାଇ । ଆରି ଏ ଜଗତେ ସାସନ୍ କର୍ବାଇ ।”
und hast sie gemacht für unseren Gott zu Königen und Priestern, und herrschen werden sie als Könige auf Erden."
11 ୧୧ ମୁଇ ଆରିତରେକ୍ ଦେକ୍ଲି । ତେଇ ଅଜାର୍ ଅଜାର୍ ଦୁତ୍ମନର୍ ସବଦ୍ ସୁନ୍ଲି । ସେ ଦୁତ୍ମନ୍ ଚାରିଟା ପସୁମନର୍ ଆରି ପାର୍ଚିନ୍ମନର୍ ଚାରିବେଟ୍ତି ଟିଆ ଅଇଲାଇ ।
Dann sah ich hin: Da hörte ich die Stimme vieler Engel rings um den Thron, die Lebewesen und die Ältesten. Ihre Zahl war zehntausendmal Zehntausende und tausendmal Tausende.
12 ୧୨ ସେମନ୍ ଆଉଲି ଅଇକରି ଗିତ୍ କଇତେ ରଇଲାଇ, “ମରାଇଅଇରଇବା ମେଣ୍ଡାପିଲା, ସବୁ ବପୁ, ସବୁ ଦନ୍ସଁପତି, ସବୁ ଗିଆନ୍, ସବୁ ସକ୍ତି, ଡାକ୍ପୁଟା, ମଇମା, ଆରାଦନା ପାଇବା ଅଦିକାର୍ ତର୍ ଲଗେ ଆଚେ ।”
Sie riefen mit lauter Stimme: / "Das Lamm, das geopfert ist, ist würdig, zu empfangen Macht, Reichtum, Weisheit und Kraft, Ehre, Herrlichkeit und Lob!"
13 ୧୩ ଜଗତେ ରଇବା ସବୁ ଜିବନ୍ ରଇବାଟାମନ୍ ଜେନ୍ତାରି କି ସର୍ଗେ ରଇବା ସବୁଜାକ, ଜଗତେରଇବା ସବୁଜାକ, ପାତାଲେ ରଇବା ସବୁଜାକ ଆରି ସମ୍ଦୁରେ ରଇବାଟାମନ୍ ଗିତ୍ ଗାଇତେରଇଲାଇ । ଜେ ବସ୍ବା ଜାଗାଇ ବସିଆଚେ ଆରି ମେଣ୍ଡାପିଲାକେ ଆରାଦନା, ଡାକ୍ପୁଟା, ମଇମା, ଆରି ବପୁ କାଲ୍ କାଲ୍ ଜୁଗ୍ ଜୁଗ୍ ଅ । (aiōn )
Und alle Geschöpfe im Himmel, auf Erden, unter der Erde und auf dem Meer, ja alles, was darinnen ist, hörte ich sagen: / "Dem, der auf dem Thron sitzt, und dem Lamm, gebühren Lob und Ehre, Herrlichkeit und Kraft in alle Ewigkeit!" (aiōn )
14 ୧୪ ଚାରିଟା ଜିବନ୍ ରଇବା ପସୁମନ୍ କଇଲାଇ, ଆମେନ୍! ଆରି ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ଜୁଆର୍କଲାଇ ।
Die vier Lebewesen sprachen: "Amen". Und die Ältesten fielen nieder und beteten an.