< ପର୍କାସିତ 5 >
1 ୧ ଜେ ବସ୍ବା ଜାଗାଇ ବସିରଇଲା ତାର୍ ଉଜା ଆତେ ଗୁଡିଆଇଅଇରଇବା ଗଟେକ୍ ପୁର୍ନା କାଗଜ୍ ଦେକ୍ଲି । ସେଟା ଦୁଇବାଟେ ଲେକା ଅଇରଇଲା । ଆରି ସାତ୍ଟା ସିଲ୍ ମାରି ଡାବିରଇଲାଇ ।
ag jeg saa i hans højre Haand, som sad paa Tronen, en Bog, beskreven indeni og udenpaa, forseglet med syv Segl.
2 ୨ ଆରି ଗଟେକ୍ ବେସି ବପୁରଇବା ଦୁତ୍କେ ଦେକ୍ଲି । ସେ ଆଉଲିଅଇ କଇଲା “ଏ ସାତ୍ଟା ସିଲ୍ ପିଟାଇକରି କେ, ଏ କାଗଜ୍ ମେଲାକରି ପାର୍ସି?”
Og jeg saa en vældig Engel, som udraabte med høj Røst: Hvem er værdig til at aabne Bogen og bryde dens Segl?
3 ୩ ମାତର୍ ସର୍ଗେ କି ମଚ୍ପୁରେ କି ପାତାଲେ କେ ମିସା ସେ କାଗଜ୍ ମେଲାକରି ଦେକି ନାପାର୍ଲାଇ ।
Og ingen i Himmelen, ej heller paa Jorden, ej heller under Jorden, formaaede at aabne Bogen eller at se i den.
4 ୪ ସେ କାଗଜ୍ ମେଲାକରି ବିତ୍ରର୍ଟା ଦେକ୍ବାକେ କେ ନାପାର୍ଲାଇଜେ ମୁଇ ବେସି ମନ୍ଦୁକ୍ କରି କାନ୍ଦ୍ଲି ।
Og jeg græd saare, fordi ingen fandtes værdig til at aabne Bogen eller at se i den.
5 ୫ ତାର୍ପଚେ ଗଟେକ୍ ପାର୍ଚିନ୍ ମକେ କଇଲା, “କାନ୍ଦ୍ନାଇ, ଏଦେ ଦେକା! ଜିଉଦା ବଁସେଅନି ଆଇବା ସିଅଁ, ଜେ କି ଦାଉଦର୍ ଗଟେକ୍ ଡାକ୍ପୁଟାର୍ ନାତିତିତି, ସେ ଜିତ୍ଲାଆଚେ । ସେ ସାତ୍ଟା ସିଲ୍ ବାଙ୍ଗାଇସି ଆରି କାଗଜ୍ ମେଲାକରି ପାର୍ସି ।”
Og en af de Ældste sagde til mig: Græd ikke! se, sejret har Løven af Judas Stamme, Davids Rodskud, saa han kan aabne Bogen og dens syv Segl.
6 ୬ ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।
Og jeg saa, midt imellem Tronen med de fire Væsener og de Ældste stod et Lam, ligesom slagtet: Det havde syv Horn og syv Øjne, hvilke ere de syv Guds Aander, som ere udsendte til hele Jorden.
7 ୭ ଜେ ବସ୍ବା ଜାଗାଇ ବସିରଇଲା, ତାର୍ ଉଜାଆତେଅନି ସେ ମେଣ୍ଡା କାଗଜ୍ ନେଲା ।
Og det kom og tog Bogen af hans højre Haand, som sad paa Tronen.
8 ୮ ସେ ସେନ୍ତାରି କଲାକେ ସେ ଚାରିଟା ଜିବନ୍ ରଇବା ପସୁ ଆରି କଡେଚାରିଟା ପାର୍ଚିନ୍ମନ୍ ମେଣ୍ଡାର୍ ମୁଆଟେ ଡାଣ୍ଡାସନ୍ ପଡି ଜୁଆର୍ କଲାଇ । ସେମନ୍କେ ସବୁ ଲକର୍ ଆତେ ଗଟେକ୍ ଗଟେକ୍ ଡୁଡୁଙ୍ଗା ଆରି ସୁନାର୍ ଗିନାମନ୍କେ ଗନ୍ଦ୍ରସ୍ ରଇଲା । ସେଟା ଅଇଲାନି ପର୍ମେସରର୍ ଲକ୍ମନ୍ ଗୁଆରି କର୍ବାଟା ।
Og da det tog Bogen, faldt de fire Væsener og de fire og tyve Ældste ned for Lammet, holdende hver sin Harpe og Guldskaaler fyldte med Røgelse, som er de helliges Bønner.
9 ୯ ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।
Og de sang en ny Sang og sagde: Du er værdig til at tage Bogen og aabne dens Segl, fordi du blev slagtet og med dit Blod købte til Gud Mennesker af alle Stammer og Tungemaal og Folk og Folkeslag,
10 ୧୦ ତୁଇ ସେମନ୍କେ ଗଟେକ୍ ପୁଜାରିମନର୍ ରାଇଜ୍ କରି ଆଚୁସ୍ । ସେମନ୍ ଆମର୍ ପର୍ମେସର୍କେ ସେବା କର୍ବାଇ । ଆରି ଏ ଜଗତେ ସାସନ୍ କର୍ବାଇ ।”
og du har gjort dem for vor Gud til et Kongerige og til Præster, og de skulle være Konger paa Jorden.
11 ୧୧ ମୁଇ ଆରିତରେକ୍ ଦେକ୍ଲି । ତେଇ ଅଜାର୍ ଅଜାର୍ ଦୁତ୍ମନର୍ ସବଦ୍ ସୁନ୍ଲି । ସେ ଦୁତ୍ମନ୍ ଚାରିଟା ପସୁମନର୍ ଆରି ପାର୍ଚିନ୍ମନର୍ ଚାରିବେଟ୍ତି ଟିଆ ଅଇଲାଇ ।
Og jeg saa, og jeg hørte rundt om Tronen og Væsenerne og de Ældste en Røst af mange Engle, og deres Tal var Titusinder Gange Titusinder, og Tusinder Gange Tusinder,
12 ୧୨ ସେମନ୍ ଆଉଲି ଅଇକରି ଗିତ୍ କଇତେ ରଇଲାଇ, “ମରାଇଅଇରଇବା ମେଣ୍ଡାପିଲା, ସବୁ ବପୁ, ସବୁ ଦନ୍ସଁପତି, ସବୁ ଗିଆନ୍, ସବୁ ସକ୍ତି, ଡାକ୍ପୁଟା, ମଇମା, ଆରାଦନା ପାଇବା ଅଦିକାର୍ ତର୍ ଲଗେ ଆଚେ ।”
og de sagde med høj Røst: Værdigt er Lammet, det slagtede, til at faa Kraften og Rigdom og Visdom og Styrke og Ære og Pris og Velsignelse!
13 ୧୩ ଜଗତେ ରଇବା ସବୁ ଜିବନ୍ ରଇବାଟାମନ୍ ଜେନ୍ତାରି କି ସର୍ଗେ ରଇବା ସବୁଜାକ, ଜଗତେରଇବା ସବୁଜାକ, ପାତାଲେ ରଇବା ସବୁଜାକ ଆରି ସମ୍ଦୁରେ ରଇବାଟାମନ୍ ଗିତ୍ ଗାଇତେରଇଲାଇ । ଜେ ବସ୍ବା ଜାଗାଇ ବସିଆଚେ ଆରି ମେଣ୍ଡାପିଲାକେ ଆରାଦନା, ଡାକ୍ପୁଟା, ମଇମା, ଆରି ବପୁ କାଲ୍ କାଲ୍ ଜୁଗ୍ ଜୁଗ୍ ଅ । (aiōn )
Og hver Skabning, som er i Himmelen og paa Jorden og under Jorden og paa Havet, ja, alt, hvad der er i dem, hørte jeg sige: Ham, som sidder paa Tronen, og Lammet tilhører Velsignelsen og Æren og Prisen og Magten i Evighedernes Evigheder! (aiōn )
14 ୧୪ ଚାରିଟା ଜିବନ୍ ରଇବା ପସୁମନ୍ କଇଲାଇ, ଆମେନ୍! ଆରି ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ଜୁଆର୍କଲାଇ ।
Og de fire Væsener sagde: Amen! Og de Ældste faldt ned og tilbade.