< ପର୍‌କାସିତ 4 >

1 ସେବେଲେ ମୁଇ ଆରିଗଟେକ୍‌ ଦର୍‌ସନ୍‌ ଦେକ୍‌ଲି । ସର୍‌ଗେ ଗଟେକ୍‌ ଉଗାଡିରଇବା କାପାଟ୍‌ ରଇଲା । ଆଗେ ସୁନିରଇବା ମଇରି ପାରା ସବଦ୍‌ ଆରିତରେକ୍‌ ସୁନ୍‌ଲି । ଉପ୍‌ରେ ଚଗି ଆଉ, ଏଟାର୍‌ପଚେ କାଇଟା ଅଇସି ମୁଇ ତକେ ଜାନାଇବି ।
தத​: பரம்’ மயா த்³ரு’ஷ்டிபாதம்’ க்ரு’த்வா ஸ்வர்கே³ முக்தம்’ த்³வாரம் ஏகம்’ த்³ரு’ஷ்டம்’ மயா ஸஹபா⁴ஷமாணஸ்ய ச யஸ்ய தூரீவாத்³யதுல்யோ ரவ​: பூர்வ்வம்’ ஸ்²ருத​: ஸ மாம் அவோசத் ஸ்தா²நமேதத்³ ஆரோஹய, இத​: பரம்’ யேந யேந ப⁴விதவ்யம்’ தத³ஹம்’ த்வாம்’ த³ர்ஸ²யிஷ்யே|
2 ସେ ଦାପ୍‌ରେ ଆତ୍‌ମା ମକେ ଗଟେକ୍‌ ସପନ୍‌ ଦେକାଇଲା । ସର୍‌ଗର୍‌ ବସ୍‍ବାଟାନେ ଗଟେକ୍‌ ଲକ୍‌ ବସିରଇବାଟା ମୁଇ ଦେକ୍‌ଲି ।
தேநாஹம்’ தத்க்ஷணாத்³ ஆத்மாவிஷ்டோ பூ⁴த்வா (அ)பஸ்²யம்’ ஸ்வர்கே³ ஸிம்’ஹாஸநமேகம்’ ஸ்தா²பிதம்’ தத்ர ஸிம்’ஹாஸநே ஏகோ ஜந உபவிஷ்டோ (அ)ஸ்தி|
3 ତାର୍‌ ମୁ ଇରା ଆରି ମୁକ୍‌ତା ପାରା ଜଗ୍‌ଜଗି ଜାଇତେରଇଲା । କାଁଚାପତ୍‌ରିଆ ଡିସ୍‌ବାପାରା ଇରା ମୁକ୍‌ତାର୍‌ ଇନ୍ଦର୍‌ଦୁନୁ ବସ୍‍ବା ଜାଗାର୍‌ ଚାର୍‌ବେଟ୍‌ତି ଗୁଡିଆଇ ଅଇଲାପାରା ଅଇରଇଲା ।
ஸிம்’ஹாஸநே உபவிஷ்டஸ்ய தஸ்ய ஜநஸ்ய ரூபம்’ ஸூர்ய்யகாந்தமணே​: ப்ரவாலஸ்ய ச துல்யம்’ தத் ஸிம்’ஹாஸநஞ்ச மரகதமணிவத்³ரூபவிஸி²ஷ்டேந மேக⁴த⁴நுஷா வேஷ்டிதம்’|
4 ସେ ବସ୍‍ବା ଜାଗାର୍‍ ଗୁଲ୍‌ଟି ବିତ୍‌ରେ କଡେ ଚାର୍‌ଟା ବସ୍‍ବା ଜାଗା ରଇଲା । ତେଇ ଦବ୍‌ଲୁଗା ପିନ୍ଦିକରି ଆରି ସୁନାର୍‌ ମୁକୁଟ୍‌ ପିନ୍ଦି କଡେଚାରିଟା ପାର୍‌ଚିନ୍‌ମନ୍‌ ବସିରଇଲାଇ ।
தஸ்ய ஸிம்’ஹாஸநே சதுர்தி³க்ஷு சதுர்விம்’ஸ²திஸிம்’ஹாஸநாநி திஷ்ட²ந்தி தேஷு ஸிம்’ஹாஸநேஷு சதுர்விம்’ஸ²தி ப்ராசீநலோகா உபவிஷ்டாஸ்தே ஸு²ப்⁴ரவாஸ​: பரிஹிதாஸ்தேஷாம்’ ஸி²ராம்’ஸி ச ஸுவர்ணகிரீடை ர்பூ⁴ஷிதாநி|
5 ବସ୍‍ବା ଜାଗାଇଅନି ବିଜ୍‌ଲି ମାର୍‌ଲା ଆରି ଗୁଡ୍‌ଗାଡ୍‌ କରି ଗଡ୍‌ଗଡି ମାର୍‌ଲା । ବସ୍‍ବା ଜାଗାର୍‌ ମୁଆଟେ ସାତ୍‌ଟା ଜଇଉମ୍‌ଲା ଲାଗ୍‌ତେରଇଲା । ସେଟା ଅଇଲାନି ପର୍‌ମେସରର୍‌ ସାତ୍‌ଟା ଆତ୍‌ମା ।
தஸ்ய ஸிம்’ஹாஸநஸ்ய மத்⁴யாத் தடி³தோ ரவா​: ஸ்தநிதாநி ச நிர்க³ச்ச²ந்தி ஸிம்’ஹாஸநஸ்யாந்திகே ச ஸப்த தீ³பா ஜ்வலந்தி த ஈஸ்²வரஸ்ய ஸப்தாத்மாந​: |
6 ଆରି ବସ୍‍ବା ଜାଗାର୍‌ ମୁଆଟେ ନିର୍‌ମଲ୍‌ ଅଇକରି ଡିସ୍‌ବା କାଁଚର୍‌ ସମ୍‌ଦୁର୍‌ ପାରା ରଇଲା । ବସ୍‍ବା ଜାଗାର୍‌ ଚାରିବେଟ୍‌ତି ଚାରିଟା ଜିବନ୍‌ ରଇବା ପସୁ ରଇଲାଇ । ତାର୍‌ ମୁଆଟ୍‌ ବାଟେ ଆରି ପଚ୍‌ବାଟେ ଆଁକିମନ୍‌ ରଇଲା ।
அபரம்’ ஸிம்’ஹாஸநஸ்யாந்திகே ஸ்ப²டிகதுல்ய​: காசமயோ ஜலாஸ²யோ வித்³யதே, அபரம் அக்³ரத​: பஸ்²சாச்ச ப³ஹுசக்ஷுஷ்மந்தஸ்²சத்வார​: ப்ராணிந​: ஸிம்’ஹஸநஸ்ய மத்⁴யே சதுர்தி³க்ஷு ச வித்³யந்தே|
7 ପର୍‌ତୁମର୍‌ ପସୁ ସିଅଁବାଗ୍‌ପାରା ଡିସ୍‌ତେ ରଇଲା । ଦୁଇ ଲମର୍‌ଟା ସଣ୍ଡ୍‌ପାରା ରଇଲା । ତିନ୍‌ ଲମର୍‌ଟା ଲକର୍‌ ପାରା ବାନିମୁର୍‌ତି ରଇଲା । ଆରି ସାରାସାରିର୍‌ଟା ଉଡିବୁଲ୍‌ବା ଗିଦ୍‌ ପାରା ଡିସ୍‌ତେ ରଇଲା ।
தேஷாம்’ ப்ரத²ம​: ப்ராணீ ஸிம்’ஹாகாரோ த்³விதீய​: ப்ராணீ கோ³வாத்ஸாகாரஸ்த்ரு’தீய​: ப்ராணீ மநுஷ்யவத்³வத³நவிஸி²ஷ்டஸ்²சதுர்த²ஸ்²ச ப்ராணீ உட்³டீ³யமாநகுரரோபம​: |
8 ସେ ଚାରିଟା ଜାକ ଜିବନ୍‌ ରଇବା ପସୁମନ୍‌କେ ଗଟେକ୍‌କେ ଚଅଟା ଲାକା ଡେନା ରଇଲା । ଆରି ତାକର୍‌ବାଇରେ ବିତ୍‌ରେ ମିସା ଆଁକି ରଇଲା । ଦିନ୍‌ ରାତି ଗିତ୍‌ କଇବାଟା ସେମନ୍‌ ତେବତ୍‌ନାଇ । ସବୁର୍‌ଟାନେ ଅନି ବପୁରଇବା ମାପ୍‌ରୁ ପର୍‌ମେସର୍‌, ସୁକଲ୍‌ଟା! ସୁକଲ୍‌ଟା! ସୁକଲ୍‌ ସେ! ସେ ଆଗ୍‌ତୁ ରଇଲା, ଏବେ ଆଚେ ଆରି ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସି!
தேஷாம்’ சதுர்ணாம் ஏகைகஸ்ய ப்ராணிந​: ஷட் பக்ஷா​: ஸந்தி தே ச ஸர்வ்வாங்கே³ஷ்வப்⁴யந்தரே ச ப³ஹுசக்ஷுர்விஸி²ஷ்டா​: , தே தி³வாநிஸ²ம்’ ந விஸ்²ராம்ய க³த³ந்தி பவித்ர​: பவித்ர​: பவித்ர​: ஸர்வ்வஸ²க்திமாந் வர்த்தமாநோ பூ⁴தோ ப⁴விஷ்யம்’ஸ்²ச ப்ரபு⁴​: பரமேஸ்²வர​: |
9 ଚାରିଟା ଜିବନ୍‌ ରଇବା ପସୁମନ୍‌ ଜେ ବସ୍‍ବା ଜାଗାଇ ବସିରଇଲା ତାର୍‌ ମଇମାର୍‌, ଡାକ୍‌ପୁଟା ଆରି ଦନିଅବାଦର୍‌ ଗିତ୍‌ ସୁନାଇତେରଇଲାଇ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି । ସେମନ୍‌ ସେନ୍ତାରି କଲାକେ (aiōn g165)
இத்த²ம்’ தை​: ப்ராணிபி⁴ஸ்தஸ்யாநந்தஜீவிந​: ஸிம்’ஹாஸநோபவிஷ்டஸ்ய ஜநஸ்ய ப்ரபா⁴வே கௌ³ரவே த⁴ந்யவாதே³ ச ப்ரகீர்த்திதே (aiōn g165)
10 ୧୦ କଡେ ଚାରିଟା ପାର୍‌ଚିନ୍‌ମନ୍‌ ଜେ ବସ୍‍ବା ଜାଗାଇ ବସିରଇଲା ତାର୍‌ ମୁଆଟେ ଡାଣ୍ଡାସନ୍‌ ପଡି ତାକେ ଜୁଆର୍‌ କଲାଇ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚିରଇସି । ସେମନ୍‌ ପିନ୍ଦି ରଇବା ମୁକୁଟ୍‌ ବସ୍‍ବା ଜାଗାର୍‍ ମୁଆଟେ ପିଙ୍ଗିଦେଇକରି କଇଲାଇ, (aiōn g165)
தே சதுர்விம்’ஸ²திப்ராசீநா அபி தஸ்ய ஸிம்’ஹாஸநோபவிஷ்டஸ்யாந்திகே ப்ரணிநத்ய தம் அநந்தஜீவிநம்’ ப்ரணமந்தி ஸ்வீயகிரீடாம்’ஸ்²ச ஸிம்’ஹாஸநஸ்யாந்திகே நிக்ஷிப்ய வத³ந்தி, (aiōn g165)
11 ୧୧ ଏ ଆମର୍‌ ମାପ୍‌ରୁ ଆରି ଆମର୍‌ ପର୍‌ମେସର୍‌! ସବୁ ମଇମା, ଡାକ୍‌ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍‌ କଲାସ୍‌ ଆରି ତମର୍‌ ମନ୍‍ କଲା ଇସାବେ ସେମନ୍‌ ତିଆରିଅଇ ବଁଚ୍‌ଲାଇନି ।
ஹே ப்ரபோ⁴ ஈஸ்²வராஸ்மாகம்’ ப்ரபா⁴வம்’ கௌ³ரவம்’ ப³லம்’| த்வமேவார்ஹஸி ஸம்ப்ராப்தும்’ யத் ஸர்வ்வம்’ ஸஸ்ரு’ஜே த்வயா| தவாபி⁴லாஷதஸ்²சைவ ஸர்வ்வம்’ ஸம்பூ⁴ய நிர்ம்மமே||

< ପର୍‌କାସିତ 4 >