< ପର୍କାସିତ 4 >
1 ୧ ସେବେଲେ ମୁଇ ଆରିଗଟେକ୍ ଦର୍ସନ୍ ଦେକ୍ଲି । ସର୍ଗେ ଗଟେକ୍ ଉଗାଡିରଇବା କାପାଟ୍ ରଇଲା । ଆଗେ ସୁନିରଇବା ମଇରି ପାରା ସବଦ୍ ଆରିତରେକ୍ ସୁନ୍ଲି । ଉପ୍ରେ ଚଗି ଆଉ, ଏଟାର୍ପଚେ କାଇଟା ଅଇସି ମୁଇ ତକେ ଜାନାଇବି ।
After these things I saw, and behold, a door was opened in the heaven: and the first voice I heard was as of a trumpet speaking with me; saying; Come up hither, and I will show thee the things which it behooves to come to pass after these.
2 ୨ ସେ ଦାପ୍ରେ ଆତ୍ମା ମକେ ଗଟେକ୍ ସପନ୍ ଦେକାଇଲା । ସର୍ଗର୍ ବସ୍ବାଟାନେ ଗଟେକ୍ ଲକ୍ ବସିରଇବାଟା ମୁଇ ଦେକ୍ଲି ।
Immediately I was in the Spirit: and behold, a throne was set in the heaven, and on the throne one sitting,
3 ୩ ତାର୍ ମୁ ଇରା ଆରି ମୁକ୍ତା ପାରା ଜଗ୍ଜଗି ଜାଇତେରଇଲା । କାଁଚାପତ୍ରିଆ ଡିସ୍ବାପାରା ଇରା ମୁକ୍ତାର୍ ଇନ୍ଦର୍ଦୁନୁ ବସ୍ବା ଜାଗାର୍ ଚାର୍ବେଟ୍ତି ଗୁଡିଆଇ ଅଇଲାପାରା ଅଇରଇଲା ।
and the one sitting was in appearance like unto a jasper and a sardius stone: and a rainbow was around about the throne, in appearance like unto an emerald.
4 ୪ ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ ।
And around about the throne were twenty-four thrones: and on the thrones twenty-four elders are sitting, clothed in white garments; and upon their heads golden crowns.
5 ୫ ବସ୍ବା ଜାଗାଇଅନି ବିଜ୍ଲି ମାର୍ଲା ଆରି ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା । ବସ୍ବା ଜାଗାର୍ ମୁଆଟେ ସାତ୍ଟା ଜଇଉମ୍ଲା ଲାଗ୍ତେରଇଲା । ସେଟା ଅଇଲାନି ପର୍ମେସରର୍ ସାତ୍ଟା ଆତ୍ମା ।
And from the throne lightnings and voices and thunders are going out; and seven lamps of fire are burning before the throne, which are the seven Spirits of God:
6 ୬ ଆରି ବସ୍ବା ଜାଗାର୍ ମୁଆଟେ ନିର୍ମଲ୍ ଅଇକରି ଡିସ୍ବା କାଁଚର୍ ସମ୍ଦୁର୍ ପାରା ରଇଲା । ବସ୍ବା ଜାଗାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ରଇଲାଇ । ତାର୍ ମୁଆଟ୍ ବାଟେ ଆରି ପଚ୍ବାଟେ ଆଁକିମନ୍ ରଇଲା ।
and before the throne a glassy sea like crystal; and in the midst of the throne, and round about the throne, are four living creatures filled with eyes in front and in the rear.
7 ୭ ପର୍ତୁମର୍ ପସୁ ସିଅଁବାଗ୍ପାରା ଡିସ୍ତେ ରଇଲା । ଦୁଇ ଲମର୍ଟା ସଣ୍ଡ୍ପାରା ରଇଲା । ତିନ୍ ଲମର୍ଟା ଲକର୍ ପାରା ବାନିମୁର୍ତି ରଇଲା । ଆରି ସାରାସାରିର୍ଟା ଉଡିବୁଲ୍ବା ଗିଦ୍ ପାରା ଡିସ୍ତେ ରଇଲା ।
And the first living creature was like unto a lion, and the second living creature was like unto a bullock, and the third living creature having the face as of a man, and the fourth living creature was like unto a flying eagle.
8 ୮ ସେ ଚାରିଟା ଜାକ ଜିବନ୍ ରଇବା ପସୁମନ୍କେ ଗଟେକ୍କେ ଚଅଟା ଲାକା ଡେନା ରଇଲା । ଆରି ତାକର୍ବାଇରେ ବିତ୍ରେ ମିସା ଆଁକି ରଇଲା । ଦିନ୍ ରାତି ଗିତ୍ କଇବାଟା ସେମନ୍ ତେବତ୍ନାଇ । ସବୁର୍ଟାନେ ଅନି ବପୁରଇବା ମାପ୍ରୁ ପର୍ମେସର୍, ସୁକଲ୍ଟା! ସୁକଲ୍ଟା! ସୁକଲ୍ ସେ! ସେ ଆଗ୍ତୁ ରଇଲା, ଏବେ ଆଚେ ଆରି ସେ କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି!
And the four living creatures having six wings, one opposite one of them; filled with eyes without and within; and they cease not day and night, saying; Holy, holy, holy, is the Lord God Omnipotent, who was, and who is, and who is the one coming.
9 ୯ ଚାରିଟା ଜିବନ୍ ରଇବା ପସୁମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମଇମାର୍, ଡାକ୍ପୁଟା ଆରି ଦନିଅବାଦର୍ ଗିତ୍ ସୁନାଇତେରଇଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେମନ୍ ସେନ୍ତାରି କଲାକେ (aiōn )
And when the living creatures shall give glory and honor and thanksgiving to the one sitting upon the throne, who lives unto the ages of the ages, (aiōn )
10 ୧୦ କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ, (aiōn )
the twenty-four elders will fall down before the one sitting upon the throne, and will worship Him who lives unto the ages of the ages, and will cast their crowns before the throne, (aiōn )
11 ୧୧ ଏ ଆମର୍ ମାପ୍ରୁ ଆରି ଆମର୍ ପର୍ମେସର୍! ସବୁ ମଇମା, ଡାକ୍ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍ କଲାସ୍ ଆରି ତମର୍ ମନ୍ କଲା ଇସାବେ ସେମନ୍ ତିଆରିଅଇ ବଁଚ୍ଲାଇନି ।
saying, Thou art worthy, O Lord truly our God, to receive glory and honor and power: because thou hast created all things, and through thy will they were, and were created.