< ପର୍କାସିତ 3 >
1 ୧ ସାର୍ଦି ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ପର୍ମେସରର୍ ସାତ୍ଟା ଆତ୍ମା ଆରି ସାତ୍ଟା ତାରା ମର୍ଲଗେ ଆଚେ । ତମର୍ ଚଲାଚଲ୍ତି ମୁଇ ଜାନି । ଲକ୍ମନ୍ ଦେକ୍ବା ଇସାବେ, ତମେ ଆତ୍ମାଇ ଜିବନ୍ ଆଚାସ୍ । ମାତର୍ ପର୍ମେସର୍ ଦେକ୍ବା ଇସାବେ ମରିଆଚାସ୍ ।
ⲁ̅ⲥϩⲁⲓ ⲙⲡⲁⲅⲅⲉⲗⲟⲥ ⲛⲧⲉⲕⲕⲗⲏⲥⲓⲁ ⲉⲧϩⲛ ⲥⲁⲣⲇⲓⲥ ϫⲉ ⲛⲁⲓ ⲛⲉⲧⲉϥϫⲱ ⲙⲙⲟⲟⲩ ⲛϭⲓ ⲡⲉⲧⲉⲟⲩⲛⲧϥ ⲡⲥⲁϣϥ ⲙⲡⲛⲁ ⲛⲧⲉ ⲡⲛⲟⲩⲧⲉ ⲁⲩⲱ ⲡⲥⲁϣϥ ⲛⲥⲓⲟⲩ ϯⲥⲟⲟⲩⲛ ⲛⲛⲉⲕϩⲃⲏⲩⲉ ϫⲉ ⲟⲩⲛⲧⲁⲕ ⲟⲩⲣⲁⲛ ⲙⲙⲁⲩ ϫⲉ ⲉⲕⲟⲛϩ ⲉⲕⲙⲟⲟⲩⲧ
2 ୨ ତେବର୍ପାଇ ସଇଲାତେଇଅନି ଉଟା । ତମର୍ ଦୁର୍ବଲ୍ ବିସ୍ବାସ୍ ଡାଟ୍ କରା । ନଇଲେ ସେଟା ପୁରାପୁରୁନ୍ ମରିଜାଇସି । କାଇକେବଇଲେ ମୁଇ ଜାନି ଜେ ପର୍ମେସର୍ ତମର୍ ଟାନେ ସାର୍ଦା ଅଇଲାପାରା ତମର୍ କାମ୍ ସିଦ୍ ଅଏନାଇ ।
ⲃ̅ϣⲱⲡⲉ ⲉⲕⲣⲟⲉⲓⲥ ⲛⲅⲧⲁϫⲣⲉ ⲡⲕⲉⲥⲉⲡⲏ ⲛⲁⲓ ⲉⲛⲉⲩⲛⲁⲙⲟⲩ ⲡⲉ ⲙⲡⲉⲓϩⲉ ⲅⲁⲣ ⲉⲛⲉⲕϩⲃⲏⲩⲉ ⲉⲩϫⲏⲕ ⲉⲃⲟⲗ ⲙⲡⲙⲧⲟ ⲉⲃⲟⲗ ⲙⲡⲁⲛⲟⲩⲧⲉ
3 ୩ ତମେ ଜନ୍ ସିକିଆ ସିକିଆଚାସ୍, ଆରି ଜନ୍ଟା ସୁନି ଆଚାସ୍, ସେଟା ଏତାଆ । ସେଟା ମାନିକରି ତମର୍ ପାପେଅନି ବାଉଡା । ସଇଲାତେଇଅନି ନ ଉଟ୍ଲେ ମୁଇ ଚର୍ ପାରା ଆସି ତମ୍କେ ଡଣ୍ଡ୍ ଦେବି । ମୁଇ କେଡେବେଲେ ଆଇବି, ସେଟା ତମେ ଜାନିନାପାରାସ୍ ।
ⲅ̅ⲁⲣⲓ ⲡⲙⲉⲉⲩⲉ ϭⲉ ϫⲉ ⲛⲧⲁⲕϫⲓ ⲁⲩⲱ ⲛⲧⲁⲕⲥⲱⲧⲙ ⲛⲁϣ ⲛϩⲉ ⲛⲅϩⲁⲣⲉϩ ⲛⲅⲙⲉⲧⲁⲛⲟⲓ ⲉϣⲱⲡⲉ ⲇⲉ ⲉⲕϣⲁⲛⲧⲙⲣⲟⲉⲓⲥ ϯⲛⲏⲩ ⲉϫⲱⲕ ⲛⲑⲉ ⲛⲟⲩⲣⲉϥϫⲓⲟⲩⲉ ⲁⲩⲱ ⲛⲅⲛⲁϣⲉⲓⲙⲉ ⲁⲛ ϫⲉ ⲉⲓⲛⲏⲩ ⲛⲁϣ ⲛϩⲉ ⲉϩⲣⲁⲓ ⲉϫⲱⲕ
4 ୪ ମାତର୍ ସାର୍ଦିସେ ରଇବା ତମର୍ ବିତ୍ରେ କେତେଲକ୍ ବସ୍ତର୍ ପରିଚଲ୍ କରି ଆଚାସ୍ । ମୁଇ ଆଇବା ଦିନ୍ମନ୍କେ ସୁକଲ୍ ବସ୍ତର୍ ପିନ୍ଦିକରି ମର୍ ସଙ୍ଗ୍ ଇଣ୍ଡ୍ସା । କାଇକେ ବଇଲେ ତମେ ସେଟା କର୍ବାକେ ଅଦିକାର୍ ପାଇ ଆଚୁସ୍ ।
ⲇ̅ⲁⲗⲗⲁ ⲟⲩⲛⲧⲕ ⲟⲩϭⲟⲡ ⲛⲣⲱⲙⲉ ϩⲛ ⲥⲁⲣⲇⲓⲥ ⲙⲡⲟⲩⲧⲱⲗⲙ ⲛⲛⲉⲩϩⲟⲓⲧⲉ ⲁⲩⲱ ⲥⲉⲛⲁⲙⲟⲟϣⲉ ⲛⲙⲙⲁⲓ ϩⲛ ϩⲉⲛϩⲃⲥⲱ ⲉⲩⲟⲩⲟⲃϣ ϫⲉ ⲥⲉⲙⲡϣⲁ
5 ୫ ଜେ ଜିତ୍ସି ସେ ଏ ରକାମ୍ ସୁକଲ୍ ବସ୍ତର୍ ପିନ୍ଦ୍ସି । ଆରି ମୁଇ ଜିବନ୍ ବଇଲଗେଅନି ଜେନ୍ତିଆଲେ ମିସା ତମର୍ ନାଉଁ ନ ଲିବାଇ । ମର୍ ବାବା ଆରି ତାର୍ ଦୁତ୍ମନର୍ ମୁଆଟେ ତମର୍ ନାଉଁ ମର୍ ଲକ୍ମନ୍ ବଲି ସର୍ପି ଦେବି ।
ⲉ̅ⲡⲉⲧⲛⲁϫⲣⲟ ϯⲛⲁϯ ϩⲓⲱⲱϥ ⲛⲧⲉⲓϩⲉ ⲛϩⲉⲛϩⲃⲥⲱ ⲉⲩⲟⲩⲟⲃϣ ⲁⲩⲱ ⲛϯⲛⲁϥⲉⲧ ⲡⲉϥⲣⲁⲛ ⲉⲃⲟⲗ ⲁⲛ ϩⲙ ⲡϫⲱⲱⲙⲉ ⲙⲡⲱⲛϩ ⲁⲩⲱ ϯⲛⲁϩⲟⲙⲟⲗⲟⲅⲉⲓ ⲙⲡⲉϥⲣⲁⲛ ⲙⲡⲙⲧⲟ ⲉⲃⲟⲗ ⲙⲡⲁⲓⲱⲧ ⲁⲩⲱ ⲙⲡⲙⲧⲟ ⲉⲃⲟⲗ ⲛⲛⲉϥⲁⲅⲅⲉⲗⲟⲥ
6 ୬ ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
ⲋ̅ⲡⲉⲧⲉⲟⲩⲛ ⲙⲁⲁϫⲉ ⲙⲙⲟϥ ⲙⲁⲣⲉϥⲥⲱⲧⲙ ϫⲉ ⲟⲩ ⲡⲉⲧⲉⲣⲉⲡⲉⲡⲛⲁ ϫⲱ ⲙⲙⲟϥ ⲛⲛⲉⲕⲕⲗⲏⲥⲓⲁ
7 ୭ ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।
ⲍ̅ⲥϩⲁⲓ ⲙⲡⲁⲅⲅⲉⲗⲟⲥ ⲛⲧⲉⲕⲕⲗⲏⲥⲓⲁ ⲉⲧϩⲛ ⲫⲓⲗⲁⲇⲉⲗⲫⲓⲁ ϫⲉ ⲛⲁⲓ ⲛⲉⲧⲉϥϫⲱ ⲙⲙⲟⲟⲩ ⲛϭⲓ ⲡⲡⲉⲧⲟⲩⲁⲁⲃ ⲡⲙⲉ ⲡⲉⲧⲉⲟⲩⲛⲧⲁϥ ⲡϣⲟϣⲧ ⲛⲇⲁⲩⲉⲓⲇ ⲉϥϣⲁⲛⲟⲩⲱⲛ ⲙⲛ ⲗⲁⲁⲩ ⲛⲁϣϣⲱⲧⲙ ⲉϥϣⲁⲛϣⲱⲧⲙ ⲙⲛ ⲗⲁⲁⲩ ⲛⲁϣⲟⲩⲱⲛ
8 ୮ ମୁଇ ତମର୍ ଚଲାଚଲ୍ତି ଜାନି । ତମ୍କେ ଅଲପ୍ ସେ ବପୁ ଆଚେବଲି ମିସା ଜାନି । ମାତର୍ ମର୍ ସିକିଆ ତମେ ମାନିଆଚାସ୍ ଆରି ସତ୍ସେ ମର୍ ସିକିଆ ମାନ୍ଲାସ୍ । ତେବର୍ପାଇ ମୁଇ ତମର୍ ମୁଆଟେ ଗଟେକ୍ କାପାଟ୍ ଉଗାଡିଆଚି । ସେଟା କେ ମିସା ଡାବିନାପାରତ୍ ।
ⲏ̅ϯⲥⲟⲟⲩⲛ ⲛⲛⲉⲕϩⲃⲏⲩⲉ ⲉⲓⲥ ϩⲏⲏⲧⲉ ⲁⲓϯ ⲙⲡⲉⲕⲙⲧⲟ ⲉⲃⲟⲗ ⲛⲟⲩⲣⲟ ⲉϥⲟⲩⲱⲛ ⲉⲙⲛ ⲗⲁⲁⲩ ⲛⲁⲉϣϭⲙϭⲟⲙ ⲉϣⲱⲧⲙ ⲙⲙⲟϥ ϫⲉ ⲟⲩⲕⲟⲩⲓ ⲧⲉ ⲧⲉⲕϭⲟⲙ ⲁⲩⲱ ⲁⲕϩⲁⲣⲉϩ ⲉⲡⲁϣⲁϫⲉ ⲙⲡⲉⲕⲁⲣⲛⲁ ⲙⲡⲁⲣⲁⲛ
9 ୯ ସୁନା ତମର୍ ବିତ୍ରେ କେତେଟା ଜିଉଦିମନ୍ ସଇତାନର୍ ଦଲେ ମିସିଆଚତ୍ । ମାତର୍ ସେମନ୍ ଜିଉଦିଲକ୍ ନଅତ୍ । ଆଇବା ଗଟେକ୍ ଦିନେ ମୁଇ ସେମନ୍କେ ତମର୍ଟାନେଅନି ମାଣ୍ଡିକୁଟା ଦିଆଇବି । ମୁଇ ତମ୍କେ ଆଲାଦ୍ କଲିନି ବଲି ସେମନ୍ ଜାନ୍ବାଇ ।
ⲑ̅ⲉⲓⲥ ϩⲏⲏⲧⲉ ⲁⲓϯ ϩⲟⲓⲛⲉ ⲉⲃⲟⲗ ϩⲛ ⲧⲥⲩⲛⲁⲅⲱⲅⲏ ⲙⲡⲥⲁⲧⲁⲛⲁⲥ ⲛⲁⲓ ⲉⲧϫⲱ ⲙⲙⲟⲥ ϫⲉ ⲁⲛⲟⲛ ϩⲉⲛⲓⲟⲩⲇⲁⲓ ⲛϩⲟⲓⲛⲉ ⲁⲛ ⲛⲉ ⲁⲗⲗⲁ ⲉⲩϫⲓ ϭⲟⲗ ⲉⲓⲥ ϩⲏⲏⲧⲉ ϯⲛⲁⲧⲣⲉⲩⲉⲓ ⲛⲥⲉⲟⲩⲱϣⲧ ⲙⲡⲙⲧⲟ ⲉⲃⲟⲗ ⲛⲛⲉⲕⲟⲩⲉⲣⲏⲧⲉ ⲁⲩⲱ ⲛⲅⲉⲓⲙⲉ ϫⲉ ⲁⲛⲟⲕ ⲁⲓⲙⲉⲣⲓⲧⲕ
10 ୧୦ ଦୁକ୍ କସ୍ଟ ଆଇଲାବେଲେ ମୁର୍ଚିକରି ରୁଆ ବଲି ମୁଇ ତିଆର୍ଲାଟା ତମେ ମାନ୍ଲାସ୍ । ସେଟାର୍ପାଇ ଜଗତର୍ ସବୁ ଲକ୍କେ ପରିକା କର୍ବାକେ ଦୁକ୍ କସ୍ଟ ଆଇବା ବେଲାଇଅନି ମୁଇ ମିସା ତମ୍କେ କାଇଟା ନ ଆଇବାକେ ରକିଆ କରି ସଙ୍ଗଇବି ।
ⲓ̅ϫⲉ ⲁⲕϩⲁⲣⲉϩ ⲉⲡϣⲁϫⲉ ⲛⲧⲁϩⲩⲡⲟⲙⲟⲛⲏ ⲁⲩⲱ ⲁⲛⲟⲕ ϩⲱ ϯⲛⲁϩⲁⲣⲉϩ ⲉⲣⲟⲕ ⲉⲃⲟⲗ ϩⲛ ⲧⲉⲩⲛⲟⲩ ⲙⲡⲡⲓⲣⲁⲥⲙⲟⲥ ⲉⲧⲛⲏⲩ ⲉϩⲣⲁⲓ ⲉϫⲛ ⲧⲟⲓⲕⲟⲩⲙⲉⲛⲏ ⲧⲏⲣⲥ ⲉⲡⲉⲓⲣⲁⲍⲉ ⲛⲛⲉⲧⲟⲩⲏϩ ϩⲣⲁⲓ ϩⲓϫⲙ ⲡⲕⲁϩ
11 ୧୧ ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ ।
ⲓ̅ⲁ̅ϯⲛⲏⲩ ⲧⲁⲭⲏ ⲁⲙⲁϩⲧⲉ ⲙⲡⲉⲧⲛⲧⲟⲟⲧⲕ ϫⲉⲕⲁⲥ ⲛⲛⲉⲗⲁⲁⲩ ϩⲉ ⲉⲃⲟⲗ
12 ୧୨ ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି ।
ⲓ̅ⲃ̅ⲡⲉⲧⲛⲁϫⲣⲟ ϯⲛⲁⲁϥ ⲛⲟⲩⲥⲧⲩⲗⲗⲟⲥ ϩⲣⲁⲓ ϩⲙ ⲡⲉⲣⲡⲉ ⲙⲡⲁⲛⲟⲩⲧⲉ ⲛⲉϥⲧⲙⲉⲓ ⲉⲃⲟⲗ ϭⲉ ⲁⲩⲱ ϯⲛⲁⲥϩⲁⲓ ⲉϩⲣⲁⲓ ⲉϫⲱϥ ⲙⲡⲣⲁⲛ ⲙⲡⲁⲛⲟⲩⲧⲉ ⲙⲛ ⲡⲣⲁⲛ ⲛⲧⲡⲟⲗⲓⲥ ⲙⲡⲁⲛⲟⲩⲧⲉ ⲑⲓⲉⲗⲏⲙ ⲛⲃⲣⲣⲉ ⲉⲧⲛⲏⲩ ⲉⲃⲟⲗ ϩⲛ ⲧⲡⲉ ⲉⲃⲟⲗ ϩⲓⲧⲙ ⲡⲁⲛⲟⲩⲧⲉ ⲁⲩⲱ ⲡⲁⲣⲁⲛ ⲛⲃⲣⲣⲉ
13 ୧୩ ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
ⲓ̅ⲅ̅ⲡⲉⲧⲉⲟⲩⲛⲧϥ ⲙⲁⲁϫⲉ ⲙⲙⲁⲩ ⲙⲁⲣⲉϥⲥⲱⲧⲙ ϫⲉ ⲟⲩ ⲡⲉⲧⲉⲣⲉⲡⲉⲡⲛⲁ ϫⲱ ⲙⲙⲟϥ ⲛⲛⲉⲕⲕⲗⲏⲥⲓⲁ
14 ୧୪ ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।
ⲓ̅ⲇ̅ⲥϩⲁⲓ ⲙⲡⲁⲅⲅⲉⲗⲟⲥ ⲛⲧⲉⲕⲕⲗⲏⲥⲓⲁ ⲉⲧϩⲛ ⲗⲁⲟⲇⲟⲕⲓⲁ ϫⲉ ⲛⲁⲓ ⲛⲉⲧⲉϥϫⲱ ⲙⲙⲟⲟⲩ ⲛϭⲓ ⲡϩⲁⲙⲏⲛ ⲡⲙⲛⲧⲣⲉ ⲙⲡⲓⲥⲧⲟⲥ ⲙⲙⲉ ⲡⲉϩⲟⲩⲉⲓⲧⲉ ⲙⲡⲥⲱⲛⲧ ⲙⲡⲛⲟⲩⲧⲉ
15 ୧୫ ମୁଇ ତମର୍ ଚଲାଚଲ୍ତି ଜାନି । ତମେ ବେସି କାକର୍ ନାଇ କି ବେସି ତପ୍ଲାଟା ପାରା ନାଇ, ମାତର୍ ଉସୁମ୍ ପାନିପାରା ଆଚାସ୍ । ତମେ ତପତ୍ ଉଆ, ନଇଲେ କାକର୍ ଉଆ ବଲି ମୁଇ ମନ୍ କଲିନି ।
ⲓ̅ⲉ̅ϯⲥⲟⲟⲩⲛ ⲛⲛⲉⲕϩⲃⲏⲩⲉ ϫⲉ ⲟⲩⲇⲉ ⲛⲅⲟⲣϣ ⲁⲛ ⲟⲩⲇⲉ ⲛⲅϩⲏⲙ ⲁⲛ ⲛⲁⲛⲟⲩⲥ ⲉⲛⲉⲕⲟⲣϣ ⲡⲉ ⲏ ⲉⲕϩⲏⲙ
16 ୧୬ ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି ।
ⲓ̅ⲋ̅ϫⲉ ⲛⲧⲕ ⲟⲩⲙⲟⲩ ⲛⲥⲗϩⲟ ⲟⲩⲇⲉ ⲛⲅⲟⲣϣ ⲁⲛ ⲟⲩⲇⲉ ⲛⲅϩⲏⲙ ⲁⲛ ϯⲛⲁⲕⲁ ⲃⲟⲗ ⲙⲙⲟⲕ ⲉⲃⲟⲗ ϩⲛ ⲧⲁⲧⲁⲡⲣⲟ
17 ୧୭ ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।
ⲓ̅ⲍ̅ϫⲉ ⲕϫⲱ ⲙⲙⲟⲥ ϫⲉ ⲁⲛⲅ ⲟⲩⲣⲙⲙⲁⲟ ⲁⲩⲱ ⲁⲓⲣ ⲣⲙⲙⲁⲟ ⲁⲩⲱ ⲛϯⲣ ⲭⲣⲓⲁ ⲁⲛ ⲛⲗⲁⲁⲩ ⲉⲛⲅⲥⲟⲟⲩⲛ ⲁⲛ ϫⲉ ⲛⲧⲟⲕ ⲡⲉ ⲡⲧⲁⲗⲁⲓⲡⲟⲣⲟⲥ ⲛⲉⲃⲓⲏⲛ ⲁⲩⲱ ⲛϩⲏⲕⲉ ⲁⲩⲱ ⲛⲃⲗⲗⲉ ⲉⲕⲕⲏ ⲕⲁϩⲏⲩ
18 ୧୮ ମୁଇ ତମ୍କେ ବୁଦି ସିକାଇବି । ମର୍ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍ ଅଇସା । ମର୍ଟାନେଅନି ସୁକଲ୍ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍ଣ୍ଡା ଅଇଲାର୍ ପାଇ ଲାଜ୍ ନ ଉଆସ୍ । ଲାଗାଇଅଇବା ଅସ ମିସା ମର୍ଟାନେଅନି ନିଆ । ସେଟା ତମର୍ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍ସା ।
ⲓ̅ⲏ̅ϯϫⲓ ϣⲟϫⲛⲉ ⲛⲁⲕ ⲉϣⲉⲡ ⲟⲩⲛⲟⲩⲃ ⲛⲧⲟⲟⲧ ⲉϥⲡⲟⲥⲉ ϩⲛ ⲟⲩⲣⲱϩⲧ ϫⲉⲕⲁⲥ ⲉⲕⲉⲣ ⲣⲙⲙⲁⲟ ⲁⲩⲱ ϩⲉⲛϩⲟⲓⲧⲉ ⲛⲟⲩⲟⲃϣ ϫⲉ ⲉⲕⲉⲧⲁⲁⲩ ϩⲓⲱⲕ ⲛⲉϥⲧⲙⲟⲩⲱⲛϩ ⲉⲃⲟⲗ ⲛϭⲓ ⲡϣⲓⲡⲉ ⲙⲡⲉⲕⲕⲱ ⲕⲁϩⲏⲩ ⲁⲩⲱ ⲟⲩⲡⲁϩⲣⲉ ⲉϯ ⲉⲛⲉⲕⲃⲁⲗ ϫⲉ ⲉⲕⲉⲛⲁⲩ ⲉⲃⲟⲗ
19 ୧୯ ମୁଇ ଜେତ୍କି ଲକ୍କେ ଆଲାଦ୍ କଲିନି, ସେ ଲକ୍ମନ୍କେ ଦମ୍କାଇ କରି ଡଣ୍ଡ୍ ଦେଲିନି । ତେବର୍ପାଇ ତମର୍ ପାପେଅନି ବାଉଡା । ଜେନ୍ତାରି କି ସତ୍ ବାବେ ମର୍ବାଟେ ଆଇସା ।
ⲓ̅ⲑ̅ⲁⲛⲟⲕ ⲅⲁⲣ ⲛⲉϯⲙⲉ ⲙⲙⲟⲟⲩ ϣⲁⲓϫⲡⲓⲟⲟⲩ ⲧⲁϯ ⲥⲃⲱ ⲛⲁⲩ ⲕⲱϩ ϭⲉ ⲁⲩⲱ ⲛⲅⲙⲉⲧⲁⲛⲟⲓ
20 ୨୦ ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
ⲕ̅ⲉⲓⲥ ϩⲏⲏⲧⲉ ϯⲁϩⲉⲣⲁⲧ ϩⲓⲣⲙ ⲡⲣⲟ ⲁⲩⲱ ϯⲧⲱϩⲙ ⲉⲣϣⲁⲛ ⲟⲩⲁ ⲥⲱⲧⲙ ⲉⲧⲁⲥⲙⲏ ⲛⲉϥⲟⲩⲱⲛ ⲙⲡⲣⲟ ϯⲛⲁⲃⲱⲕ ⲉϩⲟⲩⲛ ϣⲁⲣⲟϥ ⲧⲁⲟⲩⲱⲙ ⲛⲙⲙⲁϥ ⲁⲩⲱ ⲛⲧⲟϥ ⲛⲙⲙⲁⲓ
21 ୨୧ ଜେ ଜିତ୍ସି ମର୍ ଲଗେ ତାକେ ବସାଇ ସାସନ୍ କର୍ବାକେ ଅଦିକାର୍ ଦେବି । ମୁଇ ଜିତ୍ଲି ଆରି ଏବେ ମର୍ ବାବାର୍ ଲଗେ ବସି ସାସନ୍ କଲିନି ।
ⲕ̅ⲁ̅ⲡⲉⲧⲛⲁϫⲣⲟ ϯⲛⲁϯ ⲛⲁϥ ⲉⲧⲣⲉϥϩⲙⲟⲟⲥ ϩⲓⲧⲟⲩⲱⲓ ϩⲓ ⲡⲁⲑⲣⲟⲛⲟⲥ ⲛⲑⲉ ϩⲱ ⲛⲧⲁⲓϫⲣⲟ ⲁⲓϩⲙⲟⲟⲥ ϩⲓⲧⲟⲩⲛ ⲙⲡⲁⲉⲓⲱⲧ ϩⲓ ⲡⲉϥⲑⲣⲟⲛⲟⲥ
22 ୨୨ ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
ⲕ̅ⲃ̅ⲡⲉⲧⲉⲟⲩⲛⲧϥ ⲙⲁⲁϫⲉ ⲙⲙⲁⲁⲩ ⲙⲁⲣⲉϥⲥⲱⲧⲙ ϫⲉ ⲟⲩ ⲛⲉⲧⲉⲣⲉⲡⲉⲡⲛⲁ ϫⲱ ⲙⲙⲟⲟⲩ ⲛⲛⲉⲕⲕⲗⲏⲥⲓⲁ