< ପର୍‌କାସିତ 21 >

1 ତାର୍‌ପଚେ ଏଦେ ଦେକା! ନୁଆ ସରଗ୍‌ ଆରି ନୁଆ ଜଗତ୍‌ ଦେକ୍‌ଲି । ପର୍‌ତୁମ୍‌ ସରଗ୍‌ ଆରି ପର୍‌ତୁମ୍‌ ଜଗତ୍‌ ଆରି ଡିସେନାଇ । ସମ୍‌ଦୁର୍‌ ମିସା ଆରି ଡିସେନାଇ ।
And I saw a new heaven and a new earth: for the first heaven and the first earth are passed away; and the sea is no more.
2 ଆରି ସେ ସୁକଲ୍‌ ନଅର୍‌ ଦେକ୍‌ଲି । ସେଟା ରଇଲା ନୁଆ ଜିରୁସାଲେମ୍‌ । ସର୍‌ଗେଅନି, ପର୍‌ମେସର୍‌ଟାନେଅନି, ସେଟା ଉତ୍‌ରି ଆଇତେରଇଲା । ଗଟେକ୍‌ ଦାଙ୍ଗ୍‌ଡି ଦାଙ୍ଗ୍‌ଡାକେ ବେଟ୍‌ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍‌ ପିଆର୍‌ ଅଇରଇଲା ।
And I saw the holy city, new Jerusalem, coming down out of heaven from God, made ready as a bride adorned for her husband.
3 ବସ୍‍ବା ଜାଗାଇଅନି ଗଟେକ୍‌ ବଡ୍‌ ସବଦ୍‌ କାତାଅଇବାଟା ମୁଇ ସୁନ୍‌ଲି “ସାରାସାରି ବେଲେ ପର୍‌ମେସର୍‌ ମୁନୁସ୍‌ଜାତି ସଙ୍ଗ୍‍ ବାସା ଅଇବାକେ ଆଇଲାଆଚେ । ସେ ତାକର୍‌ ସଙ୍ଗ୍‍ ବାସା ଅଇସି । ଆରି ସେମନ୍‌ ତାର୍‌ ଲକ୍‌ ଅଇବାଇ । ପର୍‌ମେସର୍‌ ନିଜେ ତାକର୍‌ ସଙ୍ଗ୍‍ ରଇସି । ଆରି ସେ ତାକର୍‌ ପର୍‌ମେସର୍‌ ଅଇସି ।”
And I heard a great voice out of the throne saying, Behold, the tabernacle of God is with men, and he shall dwell with them, and they shall be his peoples, and God himself shall be with them, [and be] their God:
4 ସେ ତାକର୍‌ ଆଁସୁ ପୁଚିଦେଇସି । କେ ଆରି ନ ମରତ୍‌ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍‌ନା ବିସଇ ଆରି ନ ଡିସେ ।
and he shall wipe away every tear from their eyes; and death shall be no more; neither shall there be mourning, nor crying, nor pain, any more: the first things are passed away.
5 ତାର୍‌ପଚେ ଜେ ବସ୍‍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍‌ । ଆରି ବିସ୍‌ବାସ୍‌ କରିଅଇସି ।”
And he that sitteth on the throne said, Behold, I make all things new. And he saith, Write: for these words are faithful and true.
6 ସେ ଆରି କଇଲା ସେଟା ସାରିଗାଲା, ମୁଇ ଅଇଲିନି ଆରାମର୍‌ ଲକ୍‌ ଆରି ସାରାସାରିର୍‌ ଲକ୍‌ । ମୁଇ ସେ ଆରାମ୍‌ ମୁଇ ସେ ସାରାସାରି । ଜାକେ ଜଦି ସସ୍‌ କର୍‌ସି, ପାଜ୍‌ରାପାନି କାଇବାକେ ମୁଇ ତାକେ ଡାକିନେବି । ଏ ପାଜ୍‌ରାଇ ଅନି ଜନ୍‌ ପାନି ବାରଇସି, ସେଟା ନ ସାର୍‌ବା ଜିବନ୍‌ ଦେଇସି । ସେମନ୍‌କେ ସେଟା ଇନାମେ ମିଲ୍‌ସି ।
And he said unto me, They are come to pass. I am the Alpha and the Omega, the beginning and the end. I will give unto him that is athirst of the fountain of the water of life freely.
7 ଜନ୍‌ ଲକ୍‌ମନ୍‌ ଜୁଇଦ୍‌ କରି ଜିତ୍‌ବାଇ ସେମନ୍‌କେ ଇନାମ୍‌ ଦେବି, ଆରି ତାକର୍‌ ପର୍‌ମେସର୍‌ ଅଇବି ଆରି ସେମନ୍‌ ମର୍‌ ପିଲାଟକି ଅଇବାଇ ।
He that overcometh shall inherit these things; and I will be his God, and he shall be my son.
8 ମାତର୍‌ ଜେ ମର୍‌ସଙ୍ଗ୍‍ ଆଇବାକେ ଡର୍‌ବାଇ, ଆରି ବିସ୍‌ବାସ୍‌ ନ କରତ୍‌, ଜାର୍‌ ଚଲାଚଲ୍‌ତି କାରାପ୍‌, ଜେ କି ନର୍‌ମାରୁମନ୍‌ ଆଚତ୍‌, ଜନ୍‌ ଲକ୍‌ମନ୍‌ କାରାପ୍‌ ରିତିନିତି ଅବିଆସ୍‌ କର୍‌ବାଇ, ଜନ୍‌ଲକ୍‌ମନ୍‌ ମଁତର୍‌ ଜଁତର୍‌ କର୍‌ବାଇ ଆରି ଜନ୍‌ ଲକ୍‌ମନ୍‌ ମିଚ୍‌ ଦେବ୍‌ତାମନ୍‌କେ ଜୁଆର୍‌ କର୍‌ବାଇ, ଆରି ଜେତ୍‌କି ସବୁ ମିଚୁଆମନ୍‌ ରଇବାଇ, ତାକର୍‌ ସେସର୍‌ ବେଲା ଏନ୍ତାରି ଅଇସି । ସେମନ୍‌କେ ଲାଗ୍‌ତେରଇବା ଗନ୍ଦ୍‌ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍‌ ମରନ୍‌ । (Limnē Pyr g3041 g4442)
But for the fearful, and unbelieving, and abominable, and murderers, and fornicators, and sorcerers, and idolaters, and all liars, their part [shall be] in the lake that burneth with fire and brimstone; which is the second death. (Limnē Pyr g3041 g4442)
9 ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଗଟେକ୍‌ ଦୁତ୍‌, ଜାର୍‌ ଆତେ ସାତ୍‌ଟା ମର୍‌ଡି ରଇବା ଗିନା ରଇଲା, ସେ ମକେ ଆସି କଇଲା ଆଉ ମୁଇ ତକେ କନିଆ ଦାଙ୍ଗ୍‌ଡିକେ ଦେକାଇବି । ସେ ଅଇଲାନି ମେଣ୍ଡାପିଲାର୍‌ ମାଇଜି ।
And there came one of the seven angels who had the seven bowls, who were laden with the seven last plagues; and he spake with me, saying, Come hither, I will shew thee the bride, the wife of the Lamb.
10 ୧୦ ସୁକଲ୍‌ ଆତ୍‌ମା ମକେ ଦାର୍‌ଲା, ଦୁତ୍‌ ମକେ ଗଟେକ୍‌ ଉଁଚ୍‌ ଡଙ୍ଗର୍‌ ଟିପେ ଦାରିଗାଲା । ସେ ମକେ ସୁକଲ୍‌ ନଅର୍‌ ଜିରୁସାଲେମ୍‌ ପର୍‌ମେସର୍‌ ଟାନେଅନି, ସର୍‌ଗେଅନି ଉତ୍‌ରି ଆଇବାଟା ଦେକାଇଲା ।
And he carried me away in the Spirit to a mountain great and high, and shewed me the holy city Jerusalem, coming down out of heaven from God,
11 ୧୧ ସେ ନଅର୍‌ ପର୍‌ମେସରର୍‌ ମଇମାସଙ୍ଗ୍‍ ଜକ୍‌ମକି ଜାଇତେରଇଲା । ଗଟେକ୍‌ ବେସି ଦାମ୍‌ ରଇବା ଜାସ୍‌ପର୍‌ ନାଉଁର୍‌ ଇରାପାକ୍‌ନା ପାରା ଜକ୍‌ମକି ଜାଇତେରଇଲା । ସେ ପାକ୍‌ନାଇ ଦେକ୍‌ଲେ ଏବାଟେ ଅନି ସେବାଟର୍‌ଟା ସବୁ ଡିସ୍‌ତେରଇଲା ।
having the glory of God: her light was like unto a stone most precious, as it were a jasper stone, clear as crystal:
12 ୧୨ ସେ ନଅରେ ଗଟେକ୍‌ ବେସି ଉଁଚର୍‌ କତି ରଇଲା । ତେଇ ବାର୍‌ଟା ଗେଟ୍‌ ରଇଲା ଆରି ବାର୍‌ଟା ଦୁତ୍‌ମନ୍‌ ସେ ଗେଟ୍‌ମନର୍‌ ଦେକାରକା କର୍‌ତେରଇଲାଇ । ଇସ୍‌ରାଏଲ୍‌ ଲକ୍‌ମନର୍‌ ବାର୍‌ଟା ବଁସର୍‌ ନାଉଁମନ୍‌ ସେ ଗେଟେ ଲେକାଅଇରଇଲା ।
having a wall great and high; having twelve gates, and at the gates twelve angels; and names written thereon, which are [the names] of the twelve tribes of the children of Israel:
13 ୧୩ ସବୁ ଦିଗେ ତିନ୍‌ଟାଲାକା କାପାଟ୍‌ ରଇଲା, ଉତର୍‌ ଦିଗେ ତିନ୍‌ଟା କାପାଟ୍‌ ଦକିନ୍‌ଦିଗେ ତିନ୍‌ଟା କାପାଟ୍‌ ଆରି ପଚିମ୍‌ଦିଗେ ତିନ୍‌ଟା କାପାଟ୍‌ ରଇଲା ।
on the east were three gates; and on the north three gates; and on the south three gates; and on the west three gates.
14 ୧୪ ବାର୍‌ଟା ମୁଲ୍‌ ପାକ୍‌ନାଇ ସେ ନଗରର୍‌ କତି ଉଟାଇରଇଲାଇ । ଆରି ସେ ପାକ୍‌ନା ଉପ୍‌ରେ ମେଣ୍ଡାପିଲାର୍‌ ବାର୍‌ଟା ପେରିତ୍‌ ମନର୍‌ ନାଉଁ ଲେକା ଅଇରଇଲା ।
And the wall of the city had twelve foundations, and on them twelve names of the twelve apostles of the Lamb.
15 ୧୫ ଜନ୍‌ ଦୁତ୍‌ ମର୍‌ସଙ୍ଗ୍‍ କାତା ଅଇତେ ରଇଲା, ତାର୍‌ ଆତେ ନଗର୍‌କେ, ତାର୍‌ କାପାଟ୍‌ ମନ୍‌କେ ଆରି କତିମନ୍‌କେ ନାପ୍‌ବା, ସୁନାର୍‌ ନାପ୍‌ବା ଡାଙ୍ଗ୍‌ ରଇଲା ।
And he that spake with me had for a measure a golden reed to measure the city, and the gates thereof, and the wall thereof.
16 ୧୬ ସେ ନଅର୍‌ ପୁରାପୁରୁନ୍‌ ଚାରିକନିଆ ରଇଲା । ତାର୍‌ ଲମ୍‌ ଆରି ଅସାର୍‌ ସମାନ୍‌ ରଇଲା । ଦୁତ୍‌ ତାର୍‌ ନାପ୍‌ବା ଡାଙ୍ଗ୍‌ ସଙ୍ଗ୍‍ ନଅର୍‌ ନାପ୍‌ଲା । ସେ ନାପ୍‌ବା ଇସାବେ ସେଟା ଦୁଇଅଜାର୍‌ ଚାର୍‌ସ କିଲମିଟର୍‌ ଲମ୍‌ ରଇଲା । ତାର୍‌ ଲମ୍‌ ଅସାର୍‌ ଆରି ଉଁଚ୍‌ ସମାନ୍‌ ରଇଲା ।
And the city lieth foursquare, and the length thereof is as great as the breadth: and he measured the city with the reed, twelve thousand furlongs: the length and the breadth and the height thereof are equal.
17 ୧୭ ଦୁତ୍‌ କତି ମିସା ନାପ୍‌ଲା । ସେଟା ୬୦ ମିଟର୍‌ ଉଁଚ୍‌ ରଇଲା ।
And he measured the wall thereof, a hundred and forty and four cubits, [according to] the measure of a man, that is, of an angel.
18 ୧୮ ଜାସ୍‌ପର୍‌ ନାଉଁର୍‌ ଗଟେକ୍‌ ବେସି ଦାମର୍‌ ଇରା ପାକ୍‌ନା ସଙ୍ଗ୍‍ କତି ତିଆର୍‌ ଅଇରଇଲା । ଅସ୍‌ଲି ସୁନା ସଙ୍ଗ୍‍ ନଅର୍‌ ତିଆର୍‌ ଅଇରଇଲା । ଆରି କାଁଚ୍‌ପାରା ସବୁ ଡିସ୍‌ତେରଇଲା ।
And the building of the wall thereof was jasper: and the city was pure gold, like unto pure glass.
19 ୧୯ ସେ ନଅରର୍‌ କତିର୍‌ ମୁଲ୍‌ ପାକ୍‌ନାମନ୍‌ ବିନ୍‌ ବିନ୍‌ ରକାମର୍‌ ଇରାପାକ୍‌ନାମନର୍‌ ସଙ୍ଗ୍‍ ସୁନ୍ଦର୍‌ କରିରଇଲାଇ । ପର୍‌ତୁମ୍‌ ମୁଲ୍‌ ପାକ୍‌ନା ରଇଲା, ଇସ୍‌ପର୍‌ । ତାର୍‌ପଚର୍‌ ସପାୟର୍‌, ତାର୍‌ ପଚର୍‌ ଆଗାଟେ । ତାର୍‌ ପଚର୍‌ ଏମରଲ୍‌ ।
The foundations of the wall of the city were adorned with all manner of precious stones. The first foundation was jasper; the second, sapphire; the third, chalcedony; the fourth, emerald;
20 ୨୦ ତାର୍‌ ପଚର୍‌ ଅନିକ୍‌ । ତାର୍‌ ପଚର୍‌ କର୍‌ନିଲିଅନ୍‌ । ତାର୍‌ ପଚର୍‌ ଅଲ୍‌ଦି ରଙ୍ଗର୍‌ କାଟ୍‌, ତାର୍‌ ପଚର୍‌ ବେରିଲ୍‌, ତାର୍‌ପଚର୍‌ ତପାଜ୍‌, ତାର୍‌ ପଚର୍‌ ଚାଲ୍‌କେଦନି, ତାର୍‌ ପଚର୍‌ ତର୍‌କଇ, ଆରି ସାରାସାରି ଆମେତି ।
the fifth, sardonyx; the sixth, sardius; the seventh, chrysolite; the eighth, beryl; the ninth, topaz; the tenth, chrysoprase; the eleventh, jacinth; the twelfth, amethyst.
21 ୨୧ ବାର୍‌ଟା ମୁକ୍‌ତାଇ ବାର୍‌ଟା କାପାଟ୍‌ ତିଆର୍‌ ଅଇରଇଲା । ଗଟେକ୍‌ ଗଟେକ୍‌ କାପାଟ୍‌ ଗଟେକ୍‌ ଗଟେକ୍‌ ମୁକ୍‌ତାଇଅନି ତିଆର୍‌ ଅଇରଇଲା । ନଅରର୍‌ ବାଟ୍‌ ଅସ୍‌ଲି ସୁନାସଙ୍ଗ୍‍ ତିଆର୍‌ ଅଇରଇଲା । କାଁଚ୍‌ପାରା, ଏନେ ଅନି ଦେକ୍‌ଲେ ତେନର୍‌ଟାମନ୍‌ ଡିସ୍‌ତେରଇଲା ।
And the twelve gates were twelve pearls; each one of the several gates was of one pearl: and the street of the city was pure gold, as it were transparent glass.
22 ୨୨ ସେ ନଅରେ ମୁଇ ଗଟେକ୍‌ ମିସା ମନ୍ଦିର୍‌ ଦେକିନାଇ । କାଇକେବଇଲେ, ତାର୍‌ ମନ୍ଦିର୍‌ ରଇଲା ମାପ୍‌ରୁ ପର୍‌ମେସର୍‌ । ଜେ କି ସବୁର୍‌ ଉପ୍‌ରେ ଆଚେ, ଆରି ମେଣ୍ଡାପିଲା ।
And I saw no temple therein: for the Lord God the Almighty, and the Lamb, are the temple thereof.
23 ୨୩ ସେ ନଅର୍‌ ଉପ୍‌ରେ ଉଜଲ୍‌ ଦେବାକେ ବେଲ୍‌ କି ଜନ୍‌ ଦର୍‌କାର୍‌ ନ ରଇଲା । କାଇକେବଇଲେ, ପର୍‌ମେସରର୍‌ ମଇମା ତେଇ ଉଜଲ୍‌ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍‌ ବତି ରଇଲା ।
And the city hath no need of the sun, neither of the moon, to shine upon it: for the glory of God did lighten it, and the lamp thereof [is] the Lamb.
24 ୨୪ ସେ ଉଜଲେ ଜଗତର୍‌ ଲକ୍‌ମନ୍‌ ଇଣ୍ଡିଜିବାଇ ଆରି ରାଜାମନ୍‌ ତାକର୍‌ ଦନ୍‌ ସଁପତି ତେଇ ଆନି ସର୍‌ପି ଦେବାଇ ।
And the nations shall walk amidst the light thereof: and the kings of the earth do bring their glory into it.
25 ୨୫ ସେ ନଅରର୍‌ କାପାଟ୍‌ମନ୍‌ ସବୁବେଲେ ଉଗ୍‌ଡା ରଇସି । ସେଟା କେବେ ମିସା ଡାବିଅଇ ନ ରଏ । କାଇକେବଇଲେ ତେଇ କେବେ ରାତି ନ ଅଏ ।
And the gates thereof shall in no wise be shut by day (for there shall be no night there):
26 ୨୬ ରାଇଜ୍‌ ମନର୍‌ ଡାକ୍‌ପୁଟା ଆରି ଦନ୍‌ ସଁପତି ସେ ନଅରେ ଆନ୍‌ବାଇ ।
and they shall bring the glory and the honour of the nations into it:
27 ୨୭ ମାତର୍‌ ଅସୁକଲ୍‌ ରଇବା କାଇ ବିସଇ ମିସା ସେ ନଅରେ ନ ପୁରେ । ଲାଜ୍‌ ଅଇବା କାମ୍‌ମନ୍‌ କର୍‌ବା ଲକ୍‌ କି ମିଚ୍‌ କଇବା ଲକ୍‌ କେ ମିସା ତେଇ ପୁରି ନାପାରତ୍‌ । ମେଣ୍ଡାପିଲାର୍‌ ବଇଲଗେ ଜାର୍‌ ନାଉଁ ଲେକାଅଇଆଚେ, ସେମନ୍‌ସେ, ସେ ନଅରେ ଜାଇପାରତ୍‌ ।
and there shall in no wise enter into it anything unclean, or he that maketh an abomination and a lie: but only they which are written in the Lamb’s book of life.

< ପର୍‌କାସିତ 21 >