< ପର୍‌କାସିତ 20 >

1 ତାର୍‌ପଚେ ଏଦେ ଦେକା! ସର୍‌ଗେଅନି ଗଟେକ୍‌ ଦୁତ୍‌ ଉତ୍‌ରି ଆଇବାଟା ମୁଇ ଦେକ୍‌ଲି । ତାର୍‌ଲଗେ ପାତାଲର୍‌ କୁଚିକାଡି ଆରି ଗଟେକ୍‌ ବଜ୍‌ ରଇବା ସିକ୍‌ଲି ରଇଲା । (Abyssos g12)
Καὶ εἶδον ἄγγελον καταβαίνοντα ἐκ τοῦ οὐρανοῦ, ἔχοντα τὴν κλεῖν τῆς ἀβύσσου, καὶ ἅλυσιν μεγάλην ἐπὶ τὴν χεῖρα αὐτοῦ. (Abyssos g12)
2 ସେ ଅସୁର୍‌ ସାଁପ୍‌କେ ଦାର୍‌ଲା । ଜନ୍‌ ଆଗର୍‌ କାଲେ ରଇଲା ସାଁପ୍‌, ସେଟା ଅଇଲାନି ସଇତାନ୍‌ । ତାକେ ଅଜାର୍‌ ବରସର୍‌ପାଇ ସିକ୍‌ଲିସଙ୍ଗ୍‍ ବାନ୍ଦିଦେଲା ।
καὶ ἐκράτησεν τὸν δράκοντα, ὁ ὄφις ὁ ἀρχαῖος, ὅς ἐστιν διάβολος καὶ ὁ σατανᾶς, καὶ ἔδησεν αὐτὸν χίλια ἔτη,
3 ଦୁତ୍‌ ତାକେ ପାତାଲେ ପିଙ୍ଗିଦେଲା ଆରି କୁଚି ପାକାଇକରି ସିଲ୍‌ ମାର୍‌ଲା । ଏନ୍ତାରି କଲାକେ ଅଜାର୍‌ ବରସ୍‌ ନ ସାର୍‌ତେ ସେ ବିନ୍‌ ବିନ୍‌ ରାଇଜର୍‌ ଲକ୍‌ମନ୍‌କେ ଆରି ନାଡାଇ ନାପାରେ । ତାର୍‌ପଚେ ଚନେକର୍‌ପାଇ ତାକେ ଚାଡିଦେବାଇ । (Abyssos g12)
καὶ ἔβαλεν αὐτὸν εἰς τὴν ἄβυσσον, καὶ ἔκλεισεν, καὶ ἐσφράγισεν ἐπάνω αὐτοῦ, ἵνα μὴ πλανήσῃ ἔτι τὰ ἔθνη, ἄχρι τελεσθῇ τὰ χίλια ἔτη· μετὰ ταῦτα δεῖ αὐτὸν λυθῆναι μικρὸν χρόνον. (Abyssos g12)
4 ତାର୍‌ପଚେ ମୁଇ କେତେଟା ବସ୍‍ବା ଜାଗାମନ୍‍ ଦେକ୍‌ଲି । ଜେତ୍‌କି ଲକ୍‌ ବସ୍‍ବା ଜାଗାଇ ବସିରଇଲାଇ, ସେମନ୍‌କେ ନିଆଇ କର୍‌ବାକେ ବପୁ ଦିଆଅଇରଇଲା । ଆରି ତାଡ୍‌ନା ପାଇ ମରାଇଅଇରଇବା ଆତ୍‌ମାମନ୍‌କେ ଦେକ୍‌ଲି । ଜିସୁ ଜାନାଇରଇଲା ସତ୍‌ ଆରି ପର୍‌ମେସରର୍‌ ବାକିଅ ସେମନ୍‌ ଜାନାଇରଇଲାଇ । ପସୁକେ କି ତାର୍‌ ମୁର୍‌ତିକେ ସେମନ୍‌ ଜୁଆର୍‌ କରତ୍‌ନାଇ । ପସୁର୍‌ ଚିନ୍‌ ତାକର୍‌ କାପାଲେ କି ତାକର୍‌ ଆତେ ଗଦିଅଅତ୍‌ ନାଇ । ସେମନ୍‌ ଜିବନ୍‌ ପାଇଲାଇ ଆରି ଅଜାର୍‌ ବରସ୍‌ଜାକ କିରିସ୍‌ଟସଙ୍ଗ୍‍ ରାଜା ଇସାବେ ସାସନ୍‌ କଲାଇ ।
Καὶ εἶδον θρόνους, καὶ ἐκάθισαν ἐπ᾽ αὐτούς, καὶ κρίμα ἐδόθη αὐτοῖς· καὶ τὰς ψυχὰς τῶν πεπελεκισμένων διὰ τὴν μαρτυρίαν Ἰησοῦ, καὶ διὰ τὸν λόγον τοῦ θεοῦ, καὶ οἵτινες οὐ προσεκύνησαν τὸ θηρίον, οὐδὲ τὴν εἰκόνα αὐτοῦ, καὶ οὐκ ἔλαβον τὸ χάραγμα ἐπὶ τὸ μέτωπον, καὶ ἐπὶ τὴν χεῖρα αὐτῶν· καὶ ἔζησαν, καὶ ἐβασίλευσαν μετὰ τοῦ χριστοῦ χίλια ἔτη·
5 ଅଜାର୍‌ ବରସ୍‌ ନ ସାର୍‌ବାଜାକ ମରିଜାଇରଇବା ଜେତ୍‌କି ବାକି ଲକ୍‌ ଜିବନ୍‌ ପାଅତ୍‌ନାଇ । ଏଟାଆକା ପର୍‌ତୁମ୍‌ ଜିବନ୍‌ ପାଇବାଟା ।
Καὶ οἱ λοιποὶ τῶν νεκρῶν οὐκ ἔζησαν ἄχρι τελεσθῇ τὰ χίλια ἔτη. αὕτη ἡ ἀνάστασις ἡ πρώτη.
6 ମଲାତେଇଅନି ପର୍‌ତମେ ଜେତ୍‌କି ଲକ୍‌କେ ଉଟାଇରଇଲାଇ, ସେମନ୍‌ କେଡେକ୍‌ କରମର୍‌ ଲକ୍‌ । ପଚର୍‌ ମରନ୍‌ ତାକର୍‌ ଉପ୍‌ରେ ସାସନ୍‌ ନ କରେ । ସେମନ୍‌ ପର୍‌ମେସରର୍‌ ଆରି କିରିସ୍‌ଟର୍‌ ପୁଜାରି ଅଇବାଇ । ସେମନ୍‌ ତାକର୍‌ ସଙ୍ଗ୍‍ ଅଜାର୍‌ବରସ୍‌ ଜାକ ସାସନ୍‌ କର୍‌ବାଇ ।
Μακάριος καὶ ἅγιος ὁ ἔχων μέρος ἐν τῇ ἀναστάσει τῇ πρώτῃ· ἐπὶ τούτων ὁ δεύτερος θάνατος οὐκ ἔχει ἐξουσίαν, ἀλλὰ ἔσονται ἱερεῖς τοῦ θεοῦ καὶ τοῦ χριστοῦ, καὶ βασιλεύσουσιν μετ᾽ αὐτοῦ τὰ χίλια ἔτη.
7 ଅଜାର୍‌ ବରସ୍‌ ସାର୍‌ଲାପଚେ ବନ୍ଦିଗରେଅନି ସଇତାନ୍‌କେ ମୁକ୍‌ଲାଇବାଇ ।
Καὶ ὅταν τελεσθῇ τὰ χίλια ἔτη, λυθήσεται ὁ σατανᾶς ἐκ τῆς φυλακῆς αὐτοῦ,
8 ତେଇଅନି ଜଗତର୍‌ ରାଇଜ୍‌ମନ୍‌କେ ନାଡାଇବାକେ, ଗୁଲାଇ ଜଗତେ ବିଚିଅଇରଇବା ରାଇଜ୍‌ମନ୍‌କେ ନାଡାଇବାକେ ସେ ବାରଇସି । ସେଟା ଅଇଲାନି ଗଗ୍‌ ଆରି ମାଗଗ୍‌ । ସଇତାନ୍‌ ସେମନ୍‌କେ ଜୁଇଦ୍‌ କର୍‌ବାକେ ରୁଣ୍ଡାଇସି । ସମ୍‌ଦୁରେ ରଇବା ବାଲି ଜେତ୍‌କି ଆଚେ, ସେତ୍‌କି ଲକ୍‌ ସେମନ୍‌ ରଇବାଇ ।
καὶ ἐξελεύσεται πλανῆσαι τὰ ἔθνη τὰ ἐν ταῖς τέσσαρσιν γωνίαις τῆς γῆς, τὸν Γὼγ καὶ [τὸν] Μαγώγ, συναγαγεῖν αὐτοὺς εἰς τὸν πόλεμον, ὧν ὁ ἀριθμὸς αὐτῶν ὡς ἡ ἄμμος τῆς θαλάσσης.
9 ସେମନ୍‌ ଗୁଲାଇ ଜଗତେ ବିଚି ଅଇବାଇ । ଆରି ପର୍‌ମେସରର୍‌ ଲକ୍‌ ବାସାଅଇରଇବା ଜାଗାଇ ଆରି ସେ ମନ୍‌କର୍‌ବା ନଅରର୍‌ ଚାରିବେଟ୍‌ତି ଆଇବାଇ । ମାତର୍‌ ଏଦେ ଦେକା! ସର୍‌ଗେଅନି ଜଇ ଅଦ୍‌ରି ସେମନ୍‌କେ କୁରୁପ୍‌ନାସ୍‌ କଲା ।
καὶ ἀνέβησαν ἐπὶ τὸ πλάτος τῆς γῆς, καὶ ἐκύκλωσαν τὴν παρεμβολὴν τῶν ἁγίων, καὶ τὴν πόλιν τὴν ἠγαπημένην· καὶ κατέβη πῦρ ἀπὸ τοῦ θεοῦ ἐκ τοῦ οὐρανοῦ, καὶ κατέφαγεν αὐτούς·
10 ୧୦ ତାର୍‌ପଚେ ସଇତାନ୍‌ ଜେ କି ସେମନ୍‌କେ ନାଡାଇଲା, ଜଇ ଆରି ଗନ୍ଦ୍‌ରସ୍‌ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍‌ କଇବା ବବିସତ୍‌ବକ୍‌ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍‌ ତେଇରଇକରି ଦିନ୍‌ ରାତି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସେ ଲକ୍‌ମନ୍‌କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍‌ତେ ରଇବା ଗାଡେ ନସ୍‌ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍‌ସିକିଆ ଦେଉଁ ବାବବାଦିମନ୍‌ ମିସା ଆଚତ୍‌, ଆରି ସେ ଲକ୍‌ମନ୍‌ ଦିନ୍‌ରାତିଜାକ କସ୍‌ଟ ବଗ୍‌ବାଇ । (aiōn g165, Limnē Pyr g3041 g4442)
καὶ ὁ διάβολος ὁ πλανῶν αὐτοὺς ἐβλήθη εἰς τὴν λίμνην τοῦ πυρὸς καὶ θείου, ὅπου καὶ τὸ θηρίον καὶ ὁ ψευδοπροφήτης· καὶ βασανισθήσονται ἡμέρας καὶ νυκτὸς εἰς τοὺς αἰῶνας τῶν αἰώνων. (aiōn g165, Limnē Pyr g3041 g4442)
11 ୧୧ ତାର୍‌ପଚେ ମୁଇ ଗଟେକ୍‌ ବଡ୍‌ଟା ଦବ୍‌ ବସ୍‍ବା ଜାଗା ଆରି ଜେ ତାର୍‌ ଉପ୍‌ରେ ବସିରଇଲା, ତାକେ ଦେକ୍‌ଲି । ସରଗ୍‌ ଆରି ଦର୍‌ତନି ତାର୍‌ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍‌ନାଇ ।
Καὶ εἶδον θρόνον μέγαν λευκόν, καὶ τὸν καθήμενον ἐπάνω αὐτοῦ, οὗ ἀπὸ τοῦ προσώπου ἔφυγεν ἡ γῆ καὶ ὁ οὐρανός, καὶ τόπος οὐχ εὑρέθη αὐτοῖς.
12 ୧୨ ତାର୍‌ପଚେ ମୁଇ ଜେତ୍‌କି ମଲା ବଡ୍‌ ସାନ୍‌ ଲକ୍‌କେ ଦେକ୍‌ଲି । ସେମନ୍‍ ବସ୍‍ବା ଜାଗାର୍‍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍‌ଲି । ବଇମନ୍‌ ଉଗାଡି ଅଇଲା, ଜିବନ୍‌ ରଇବା ଲକ୍‌ମନର୍‌ ବଇ ମିସା ଉଗାଡି ଅଇଲା । ସେମନ୍‌ କଲା କାମ୍‌ ଇସାବେ ମଲା ଲକ୍‌ମନ୍‌କେ ବିଚାର୍‌ କଲାଇ । ସେମନ୍‌ କରିରଇବା କାମ୍‌ମନ୍‌ ବଇଟାନେ ଆଗ୍‌ତୁଅନି ଲେକା ଅଇରଇଲା ।
καὶ εἶδον τοὺς νεκρούς, τοὺς μεγάλους καὶ τοὺς μικρούς, ἑστῶτας ἐνώπιον τοῦ θρόνου, καὶ βιβλία ἠνοίχθησαν· καὶ ἄλλο βιβλίον ἠνοίχθη, ὅ ἐστιν τῆς ζωῆς· καὶ ἐκρίθησαν οἱ νεκροὶ ἐκ τῶν γεγραμμένων ἐν τοῖς βιβλίοις, κατὰ τὰ ἔργα αὐτῶν.
13 ୧୩ ତାର୍‌ ପଚେ ସମ୍‌ଦୁରେ ଜେତ୍‌କିଲକ୍‌ ମରିରଇଲାଇ, ସେମନ୍‌ ବାରଇଆଇଲାଇ । ମରନ୍‌ ଆରି ପାତାଲ୍‌ ମିସା ସେମନ୍‌ ଦାରିରଇବା ମଲାଲକ୍‌ମନ୍‌କେ ଚାଡିଦେଲାଇ । ସେମନ୍‌କେ ସବୁକେ କରିରଇବା କାମ୍‌ ଇସାବେ ବିଚାର୍‌ନା କଲାଇ । (Hadēs g86)
καὶ ἔδωκεν ἡ θάλασσα τοὺς νεκροὺς τοὺς ἐν αὐτῇ, καὶ ὁ θάνατος καὶ ὁ ᾅδης ἔδωκαν τοὺς νεκροὺς τοὺς ἐν αὐτοῖς· καὶ ἐκρίθησαν ἕκαστος κατὰ τὰ ἔργα αὐτῶν. (Hadēs g86)
14 ୧୪ ତାର୍‌ପଚେ ମଲା ଲକର୍‌ ଜାଗାଇଅନି ଆଇଲା ସବୁଲକର୍‌ ଗାଗଡ୍‌ ଆରି ଆତ୍‌ମା, ଜଇର୍‌ ଗାଡେ ପିଙ୍ଗ୍‌ଲାଇ । ସେ ଗାଡ୍‌ ଅଇଲାନି ଦୁଇ ଲମରର୍‌ ମରନ୍‌ (Hadēs g86, Limnē Pyr g3041 g4442)
καὶ ὁ θάνατος καὶ ὁ ᾅδης ἐβλήθησαν εἰς τὴν λίμνην τοῦ πυρός· οὗτος ὁ δεύτερος θάνατός ἐστιν ἡ λίμνη τοῦ πυρός. (Hadēs g86, Limnē Pyr g3041 g4442)
15 ୧୫ ସେ ବେଲେ ଜେତ୍‌କି ଲକର୍‌ ନାଉଁ ଜିବନ୍‌ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍‌କେ ଜଇଲାଗ୍‌ବା ଗାଡେ ପିଙ୍ଗା ଅଇଲା । (Limnē Pyr g3041 g4442)
καὶ εἴ τις οὐχ εὑρέθη ἐν τῇ βίβλῳ τῆς ζωῆς γεγραμμένος, ἐβλήθη εἰς τὴν λίμνην τοῦ πυρός. (Limnē Pyr g3041 g4442)

< ପର୍‌କାସିତ 20 >