< ପର୍‌କାସିତ 2 >

1 ସେ କଇଲା, ଏପିସସ୍‌ ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ସାତ୍‌ଟା ତାରାକେ ମୁଇ ମର୍‌ ଉଜାବାଟେ ଦାରିରଇବି । ସାତ୍‌ଟା ସୁନାର୍‌ ବତିଡାଣ୍ଡି ମଜାଇ ଇଣ୍ଡ୍‌ତେରଇବି ।
“Kumutumwa wekereke iri muEfeso nyora kuti: Aya ndiwo mashoko aiye akabata nyeredzi nomwe muruoko rwake rworudyi anofamba pakati pezvigadziko zvinomwe zvemwenje.
2 ମୁଇ ତମର୍‌ ଚଲାଚଲ୍‌ତି ଜାନି । ତମେ ଆବଡ୍‌ ଅଇ ପାଇଟି କର୍‌ବାଟା ଆରି ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚି କରି ରଇବାଟା ମୁଇ ଜାନି । କରାପ୍‌ ଲକର୍‌ କାମ୍‌ ତମ୍‌କେ ସାର୍‌ଦା ନ କରାଏ ବଲି ମୁଇ ଜାନି । ଜନ୍‌ ଲକ୍‌ମନ୍‌ ଆମେ ପେରିତ୍‌ସିସ୍‌ ବଲି ନାଡାଇଲାଇନି, ସେମନ୍‌ ସତ୍‌ କି ମିଚ୍‌ ବଲି ତମେ ପରିକା କରିଆଚାସ୍‌ । ସେମନ୍‌ ମିଚ୍‌ କଇଲାଇନି ବଲି ତମେ ଜାନିଆଚାସ୍‌ ।
Ndinoziva mabasa ako, kubata kwako nesimba uye nokutsungirira kwako. Ndinoziva kuti haudi kuonana navanhu vakaipa, uye kuti wakaedza avo vanozviti vapostori asi vasiri ivo, uye ukavawana vari venhema.
3 ଦୁକ୍‌ କସ୍‌ଟ ଆଇଲେ ମିସା ମର୍‌ ଲାଗି ମୁର୍‌ଚିକରି ରଇଲାସ୍‌ନି । ଆରି ବିସ୍‌ବାସ୍‌ ଚାଡାସ୍‌ନାଇ ।
Wakatsungirira ukava nomwoyo murefu pakutambudzika nokuda kwezita rangu, uye ukasaneta.
4 ମାତର୍‌ ତମର୍‌ ଚଲାଚଲ୍‌ତିତେଇ ମକେ ଗଟେକ୍‌ ବିସଇ ବଲ୍‌ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍‌ କର୍‌ତେରଇଲାସ୍‌, ଏବେ ସେନ୍ତାରି କରାସ୍‌ ନାଇ ।
Asi ndine mhosva iyi newe: Wakasiya rudo rwako rwokutanga.
5 ମର୍‌ପାଇ ରଇବା ଡାଟ୍‌ ଆଲାଦ୍‌ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍‌ତୁ କର୍‌ତେରଇବା ନିକ କାମ୍‌ମନ୍‌ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍‌ଲେ, ମୁଇ ତମର୍‌ଟାନେ ଆଇବି ଆରି ତମର୍‌ ବତିଡାଣ୍ଡି ଗଟେକ୍‌ ଜାଗାଇଅନି ଆରି ଗଟେକ୍‌ ଜାଗାଇ ଗୁଚାଇଦେବି ।
Rangarira pawakawa! Tendeuka uite zvinhu zvawakanga uchiita pakutanga. Kana usingatendeuki, ndichauya kwauri ndigobvisa chigadziko chako chomwenje panzvimbo yacho.
6 ମାତର୍‌ ତମର୍‌ ଗଟେକ୍‌ ବିସଇ ମକେ ନିକ ଲାଗ୍‌ସି । ତମେ ନିକଲାତିଅର୍‌ ଲକ୍‌ମନ୍‌ କର୍‌ବା କାମ୍‌ ଗିନ୍‌ କର୍‌ସା । ଜନ୍‌ଟାକି ମୁଇମିସା ବେସି ଗିନ୍‌ କର୍‌ବି ।
Asi chinhu ichi unacho: Unovenga mabasa avaNikoraiti, andinovenga neniwo.
7 ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ଦିଆନ୍‌ ଦେଇକରି ସୁନା । ଜେ ଜିତ୍‌ସି, ତାକେ ମୁଇ ପର୍‌ମେସରର୍‌ ବାଡେ ପଲିରଇବା ଜିବନ୍‌ ଗଚର୍‌ ପଲ୍‌ କାଇବାକେ ଦେବି ।
Ane nzeve dzokunzwa ngaanzwe zvinoreva Mweya kukereke. Kuno uyo anokunda, ndichamutendera kuti adye zvinobva pamuti woupenyu, uri muparadhiso yaMwari.
8 ସୁମର୍‌ନା ମଣ୍ଡଲିକେ ଦେକାରକା କର୍‌ତେରଇବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ ଆରି ସାରାଇବା ଲକ୍‌ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍‌ ଅଇକରି ଉଟ୍‌ଲି ।
“Kumutumwa wekereke iri muSimina nyora kuti: Aya ndiwo mashoko aiye Wokutanga neWokupedzisira, akafa uye akararamazve.
9 ତମର୍‌ ଦୁକ୍‌କସ୍‌ଟ ମୁଇ ଜାନି । ତମେ ଅର୍‌କିତ୍‌ ବଲି ମୁଇ ଜାନି । ମାତର୍‌ ସତଇସେ ତମେ ସାଉକାର୍‌ ଲକ୍‌ । ଜିଉଦିମନ୍‌ ତମର୍‌ କାରାପ୍‌ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍‌ ସେମନ୍‌ ଆମେ ଜିଉଦି ବଲି କଇଲେମିସା ସତ୍‍ସେ ସେମନ୍‌ ପର୍‌ମେସରର୍‌ ଲକ୍‌ ନଅତ୍‌ । ମାତର୍‌ ସଇତାନ୍‌ ଦଲର୍‌ ଲକ୍‌ ।
Ndinoziva kutambudzika kwako nourombo hwako, asi uri mupfumi! Ndinoziva kutuka kwaavo vanozviti vaJudha uye vasiri ivo, asi vari vesinagoge raSatani.
10 ୧୦ ତମେ ଜେତ୍‌କି ଦୁକ୍‌ କସ୍‌ଟ ମୁର୍‌ଚିକରି ରଇବାକେ ଗାଲାସ୍‌ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍‌କେ ସଇତାନ୍‌ ବନ୍ଦିଗରେ ପାକାଇକରି ପରିକା କର୍‌ସି, ଦସ୍‌ଦିନ୍‌ ଜାକ ତମେ କସ୍‌ଟେ ରଇସା । ମାତର୍‌ ମର୍‌ବାକେ ପଡ୍‌ଲେ ମିସା ମକେ ବିସ୍‌ବାସ୍‌ କରି ରୁଆ । ଆରି ଇନାମ୍‌ ଇସାବେ ତମ୍‌କେ ନ ସାର୍‌ବା ଜିବନ୍‌ ଦେବି ।
Usatya izvo zvava kuda kuzokutambudza. Ndinoti kwauri, dhiabhori achaisa vamwe venyu mutorongo kuti akuedzei, uye muchatambudzwa kwamazuva gumi. Ivai vakatendeka, kunyange kusvika pakufa, uye ini ndichakupai korona youpenyu.
11 ୧୧ ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା । ଜନ୍‌ ଲକ୍‌ କାରାପ୍‌କେ ଆରାଇକରି ଜିତ୍‌ସି, ପଚର୍‌ ମରନେ ସେମନ୍‌ ଡଣ୍ଡ୍‌ ନ ପାଅତ୍‌ ।
Ane nzeve dzokunzwa, ngaanzwe zvinoreva Mweya kukereke. Anokunda haazokuvadzwi norufu rwechipiri.
12 ୧୨ ପର୍‌ଗାମ ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ଦୁଇବାଟେ ଦାର୍‌ ରଇବା ଲାଗନ୍‌ କାଣ୍ଡା ମର୍‌ଟାନେ ଆଚେ ।
“Kumutumwa wekereke iri muPegamo nyora kuti: Aya ndiwo mashoko aiye ano munondo unopinza, unocheka kumativi ose.
13 ୧୩ ତମେ ଜନ୍‌ ନଅରେ ରଇଲାସ୍‌ନି, ସେଟା ସଇତାନର୍‌ ସାସନର୍‌ ଜାଗା ବଲି ମୁଇ ଜାନି । ମାତର୍‌ ସେନ୍ତାର୍‌ ଅଇଲେମିସା, ତମେ ମକେ ବିସ୍‌ବାସ୍‌ କଲାସ୍‌ନି । ବିସ୍‌ବାସେ ମର୍‌କାମ୍‌ କର୍‌ବା ଦାଙ୍ଗ୍‌ଡା ଆନ୍ତିପା ମର୍‌ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍‌ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍‌ବାସ୍‌ ଚାଡାସ୍‌ନାଇ ।
Ndinoziva paunogara, pachigaro choushe chaSatani. Asi wakaramba wakatendeka kuzita rangu. Hauna kuramba kutenda kwako kwandiri, kunyange mumazuva aAndipasi, chapupu changu chakatendeka, uyo akaurayiwa muguta renyu, munogara Satani.
14 ୧୪ ମାତର୍‌ ତମର୍‌ ଚଲାଚଲ୍‌ତିଟାନେ କେତଟା ବିସଇ ମର୍‌ ମନ୍‌କେ ଜାଏନାଇ । କାଇକେବଇଲେ ତମର୍‌ ବିତ୍‌ରେ କେତେକ୍‌ ଲକ୍‌ ବାଲାମର୍‌ ସିକିଆ ମାନ୍‌ଲାସ୍‌ନି । ଇସ୍‌ରାଏଲର୍‌ ଲକ୍‌ମନ୍‌କେ ପାପ୍‌ବାଟେ ଡାକିନେବାକେ, ସେ ବାଲାକ୍‌କେ ସିକାଇରଇଲା । ସେମନ୍‌କେ ମୁର୍‌ତିମନ୍‌କେ ସର୍‌ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍‌ କର୍‌ବାକେ ସେ ସିକାଇତେରଇଲା ।
Kunyange zvakadaro, ndine zvinhu zvishoma zvandinovenga pauri: Una vanhu ipapo vanobatisisa dzidziso yaBharamu, uyo akadzidzisa Bharaki kuti anyengere vaIsraeri kuti vatadze vachidya zvokudya zvakabayirwa kuzvifananidzo uye nokuita upombwe.
15 ୧୫ ସେନ୍ତାରିସେ ତମର୍‌ ବିତ୍‌ରେ କେତେଲକ୍‌ ନିକଲାତିୟମନର୍‌ ସିକିଆ ମିସା ମାନ୍‌ଲାସ୍‌ନି ।
Saizvozvowo, una vamwe vanobatirira kudzidziso yavaNikoraiti.
16 ୧୬ ଏବେ ତମର୍‌ ପାପେଅନି ବାଉଡା । ନଇଲେ ମୁଇ ତମର୍‌ଟାନେ ଦାପ୍‌ରେ ଆଇବି । ଆରି ମର୍‌ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍‍ ମୁଇ ସେ ଲକ୍‌ମନର୍‌ ବିରୁଦେ ଜୁଇଦ୍‌ କର୍‌ବି ।
Naizvozvo, tendeuka! Zvikasadaro, ndichakurumidza kuuya kuzovarwisa nomunondo womuromo wangu.
17 ୧୭ ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ଦିଆନ୍‌ ଦେଇ ସୁନା । ଜେ ଜିତ୍‌ସି, ସେମନ୍‌କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍‌ ଦବ୍‌ ପାକ୍‌ନା ମିସା ସେମନ୍‌କେ ଦେବି ।
Ane nzeve dzokunzwa, ngaanzwe zvinoreva Mweya kukereke. Kuno uyo anokunda, ndichamupa imwe mana yakavanzika. Ndichamupawo ibwe jena rine zita idzva rakanyorwa pariri, rinongozivikanwa naiye anorigamuchira.
18 ୧୮ ତିଆଟିରା ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ପର୍‌ମେସରର୍‌ ପଅ ମୁଇ ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ମର୍‌ ଆଁକି ଜଇପାରା ଜଗ୍‌ଜଗି ଗାଲାନି ଆରି ପାଦ୍‌ ରେତିରଇବା ପିତଲ୍‌ପାରା ଆଚେ ।
“Kumutumwa wekereke iri muTiatira nyora kuti: Aya ndiwo mashoko oMwanakomana waMwari, ane meso anenge murazvo womoto uye ane tsoka dzinopenya sendarira.
19 ୧୯ ତମର୍‌ ଚଲାଚଲ୍‌ତି ମୁଇ ଜାନି । ତମର୍‌ ଆଲାଦ୍‌, ସତ୍‌ ସଙ୍ଗ୍‍ କାମ୍‌ କର୍‌ବାଟା, ସେବା କର୍‌ବାଟା ଆରି ମୁର୍‌ଚିକରି ରଇବାଟା ମୁଇ ଜାନି । ଆଗ୍‌ତୁର୍‌ ଟାନେଅନି ଏବେ ଅଦିକ୍‌ ନିକ କଲାସ୍‌ନି ବଲି ମୁଇ ଜାନି ।
Ndinoziva mabasa ako, rudo rwako nokutenda kwako, kushumira kwako uye nokutsungirira kwako, uye kuti iye zvino uri kuita zvinopfuura zvawakaita pakutanga.
20 ୨୦ ମାତର୍‌ ତମର୍‌ ଚଲାଚଲ୍‌ତିତେଇ ଗଟେକ୍‌ ବିସଇ ମର୍‌ ମନ୍‌କେ ଜାଏନାଇ । ସେ ଜେଜେବଲ୍‌ ନାଉଁର୍‌ ମାଇଜିକେ ତମର୍‌ ଦଲେ ମିସାଇଲାସ୍‌ । ମୁଇ ନିଜେ ପର୍‌ମେସରର୍‌ ଦୁତ୍‌ ବଲାଇଅଇଲାନି । ମର୍‌ ଗତିଦାଙ୍ଗ୍‌ଡାମନ୍‌କେ ସେ ବେସିଆ କାମ୍‌ କର୍‌ବାକେ ସିକାଇଲାନି । ମୁର୍‌ତିମନ୍‌କେ ସର୍‌ପିଦେଇରଇବା କାଦି ମିସା କାଇବାକେ କଇଲାନି ।
Kunyange zvakadaro, ndine mhosva iyi newe: Uri kutendera mukadzi uya Jezebheri, anozviti muprofitakadzi. Nokudzidzisa kwake anotsausa varanda vangu kuti vaite upombwe uye kuti vadye zvakabayirwa kuzvifananidzo.
21 ୨୧ ପର୍‌ମେସର୍‌ ଟାନେ ବାଉଡ ବଲି ମୁଇ ତାକେ ଜାଗ୍‌ଲି, ମାତର୍‌ ତାର୍‌ ବେସିଆ କାମ୍‌ କର୍‌ବାକେ ସେ ମନ୍‌ କଲା ।
Ndakamupa nguva yokutendeuka paupombwe hwake, asi haana kutendeuka.
22 ୨୨ ତେବର୍‌ପାଇ ମୁଇ ତାକେ ବଡ୍‌ ବେମାର୍‌ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍‌ ସଙ୍ଗ୍‍ ଜେତ୍‌କି ଲକ୍‌ମନ୍‌ ପାପ୍‌ କରିରଇଲାଇ, ମୁଇ ସେମନ୍‌କେ ବେସି ଦୁକ୍‌ କସ୍‌ଟ ଦେବି । ତାର୍‌ କରାପ୍‌ ଚଲାଚଲ୍‌ତିଟାନେ ମିସିରଇବା ଜେତ୍‌କି ଲକ୍‌ମନ୍‌ ନ ବାଉଡ୍‌ଲେ, ଏ ସବୁଜାକ ମୁଇ ଏବେସେ କର୍‌ବି ।
Saka ndichamuisa panhoo yokutambudzika, uye ndichaita kuti vaya vaiita upombwe naye vatambudzike zvikuru, kana vakasatendeuka munzira dzavo.
23 ୨୩ ତାର୍‌ବାଟେ ଜାଇତେରଇବା ସବୁ ଲକ୍‌ମନ୍‌କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍‌ ଚିନ୍ତା ଆରି ମନ୍‍ ଜାନ୍‌ବା ଲକ୍‌ ମୁଇସେ ବଲି ସବୁ ମଣ୍ଡଲି ଜାନ୍‌ବାଇ । ତମେ କରିରଇବା କାମ୍‌ ଇସାବେ ମୁଇ ତମ୍‌କେ ବାଉଡାଇବି ।
Ndicharova vana vake norufu. Ipapo kereke dzose dzichaziva kuti ndini iye anonzvera mwoyo nendangariro, uye ndichatsiva mumwe nomumwe wenyu zvinoenderana namabasa ake.
24 ୨୪ ମାତର୍‌ ତିଆଟିଆଇ ରଇବା, ତମେ ବାକି ଲକ୍‌ମନ୍‌ ଏ କରାପ୍‌ ସିକିଆ ମାନାସ୍‌ନାଇ । ସଇତାନର୍‌ ଟିକିନିକି ସିକିଆ ବଲି ଲକ୍‌ମନ୍‌ ମାନ୍‌ବା ସିକିଆ ତମେ ମାନାସ୍‌ନାଇ । ତେବର୍‌ପାଇ ତମେ ମାନ୍‌ବାକେ ବେସି ଆଦେସ୍‌ ମୁଇ ନ ଦେଇ ।
Zvino ndinoti kwamuri mose imi muri paTiatira, kunemi vasingabatiriri padzidziso yake uye vasina kudzidza zvinonzi zvakavanzika zvaSatani (handichazoisi mimwe mitoro pamusoro penyu):
25 ୨୫ ମାତର୍‌ ମୁଇ ଆଇବା ଜାକ ତମେ ବିସ୍‌ବାସ୍‌ କଲାଟା ଡାଟ୍‌ ସଙ୍ଗ୍‍ ଦାରିରୁଆ ।
Batisisai chete icho chamunacho kusvikira ndauya.
26 ୨୬ ଜେତ୍‌କି ଲକ୍‌ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍‌ ବାବାର୍‌ଟାନେଅନି ପାଇରଇବା ସମାନ୍‌ ଅଦିକାର୍‌ ସେମନ୍‌କେ ଦେବି ।
Kuno uya anokunda uye achiita kuda kwangu kusvikira pakuguma, ndichamupa simba pamusoro pendudzi:
27 ୨୭ ରାଇଜ୍‌ମନ୍‌କେ ଲୁଆର୍‌ ଡାଙ୍ଗ୍‌ସଙ୍ଗ୍‍ ସାସନ୍‌ କରି ମାଟିର୍‌ ଆଣ୍ଡିପାରା ବାଙ୍ଗାଇବାକେ ମୁଇ ଅଦିକାର୍‌ ଦେବି ।
‘Achavatonga netsvimbo yesimbi; achavaputsa-putsa sezvaenga zvehari’, sokugamuchira kwandakaita simba kubva kuna Baba vangu.
28 ୨୮ ଆରି ମୁଇ ସେମନ୍‌କେ ସାକ୍‌ଲିଆ ବେଲର୍‌ ତାରା ଦେବି ।
Ndichamupawo nyeredzi yamangwanani.
29 ୨୯ ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା ।
Ane nzeve dzokunzwa ngaanzwe, zvinoreva Mweya kukereke.

< ପର୍‌କାସିତ 2 >