< ପର୍କାସିତ 18 >
1 ୧ ତାର୍ପଚେ ଏଦେ ଦେକା! ସର୍ଗେଅନି ଆରି ଗଟେକ୍ ଦୁତ୍ ଉତ୍ରିଆଇବାଟା ମୁଇ ଦେକ୍ଲି । ତାକେ ବେସି ଅଦିକାର୍ ରଇଲା । ଆରି ତାର୍ ଉଜଲ୍ ଗୁଲାଇ ଜଗତେ ବର୍ତି ଅଇଗାଲା ।
After this I saw another angel coming down from heaven, who had great authority; and the earth was illumined by his glory.
2 ୨ ସେ ବେସି ଆକ୍ମାରି କଇଲା, “ତାର୍ ଦସା ଅଇଲା ଆଚେ! ସେ ବଡ୍ ବାବିଲନ୍ ମାଟିଲଗେ ମିସି ରୁନ୍ଚୁନା ଅଇଗାଲାବେ! ସେଟା ଏବେ ମାଟିବିତ୍ରେ ତପିଅଇ ଗାଲାବେ! ତାକେ ଏବେ ଡୁମାମନ୍ ଆରି ଅସୁକଲ୍ ଆତ୍ମାମନ୍ ବାଦାଦେଲାଇନି । ସବୁ ରକାମର୍ ଅସୁକଲ୍ ଆରି ଗିନ୍କର୍ବା ଚଡଇମନ୍ ତାର୍ ବିତ୍ରେ ବାସା ଅଇଆଚତ୍ ।
He shouted with a mighty cry, saying. "She is fallen! She is fallen, Babylon the great! Now she is a dwelling-place of demons, A stronghold of every foul spirit, A stronghold of every foul and hateful bird.
3 ୩ କାଇକେବଇଲେ ଜଗତର୍ ସବୁ ରାଇଜ୍ମନ୍, ତାର୍ ମଦ୍ କାଇ ମାତିଜାଇଆଚତ୍ । ଏଟାର୍ ଅରତ୍ ଅଇଲାନି ତାର୍ କାରାପ୍ ଚଲାଚଲ୍ତି ମାନ୍ବାକେ ସେମନ୍କେ ସୁତ୍ରାଇଲା । ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କର୍ବାର୍ ଅବିଆସ୍ କଲାଇ । ଜନ୍ ସଁପତି ପାଇବା ଆସାଇଅନି ଏ ଜଗତର୍ ବେବାରିମନ୍ ସାଉକାର୍ ଅଇଗାଲାଇ ।”
For all nations, having drunk the wine of the frenzy of her fornication, are fallen; And the kings of the earth have committed fornication with her, And the merchants of the earth have grown rich by the power of her wantonness."
4 ୪ ତାର୍ପଚେ ସର୍ଗେ ଅନି ଆରି ଗଟେକ୍ ସବଦ୍ ଏନ୍ତାରି କଇବାଟା ମୁଇ ସୁନ୍ଲି । “ମର୍ ଲକ୍ମନ୍ ତାର୍ଟାନେଅନି ବାରଇ ଆସା । ତମେ ଜଦି ତାର୍ ପାପେ ମିସ୍ଲେ, ସେ ପାଇବା ଡଣ୍ଡେ ମିସ୍ସା ।
And behold I heard another voice from heaven saying. "Come out of her, that you have no fellowship with her sins, And that you receive not her plagues.
5 ୫ କାଇକେବଇଲେ ତାର୍ ସବୁଜାକ ପାପ୍ କୁପା କୁଡାଇଲା ପାରା ସର୍ଗେ ଜାକ କେଟ୍ଲା ଆଚେ । ଆରି ପର୍ମେସର୍ ତାକର୍ କାରାପ୍ ଚଲାଚଲ୍ତି ଏତାଇଲାନି ।
For her sins have been heaped to heaven, And God has remembered her iniquities.
6 ୬ ତାର୍ କରିରଇବା କାମର୍ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍ ଡଣ୍ଡ୍ ପାଇସି । ଲକ୍ମନ୍କେ ଦୁକ୍କସ୍ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍କି କାଟୁର୍ ମଦ୍ ବିନ୍ ଲକ୍ମନ୍କେ କାଇବାକେ ଦେଇତେରଇଲା, ତାର୍ ଦୁଇଗୁନ୍ ଅଦିକାର୍ଟା ତାକେ କାଇବାକେ ଦିଆଅଇସି ।
Render to her what she rendered; Yes, pay double what her deeds deserve. In the cup she mixed, mix double for her.
7 ୭ ତାର୍ ଜେତ୍କି ଦନ୍ ସଁପତି ଆରି ବଡ୍ପନ୍ ଆଚେ, ସେ ଇସାବେ ତାର୍ ଦୁକ୍ କସ୍ଟ ଆରି କାକୁର୍ତି ରଇସି । ସେ ନିଜ୍କେ କଇସି ‘ମୁଇ ଇତି ସାସନ୍ କର୍ବା ଗଟେକ୍ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍ବି?
By so much as she glorified herself and waxed wanton, By so much give her of torture and tears, For she says in her heart, ‘I sit here a queen, I am no widow. I shall in no wise see mourning.’
8 ୮ ସେଟାର୍ପାଇବଲି ଦିନେକ୍ ବିତ୍ରେ ତାକେ ମର୍ଡି, ରଗ୍ଦୁକା, କାକୁର୍ତି ଆରି ଇନସ୍ତା ଆଇସି । ଆରି ସେ ଜଇଟାନେ ପଡିଜାଇସି । କାଇକେବଇଲେ ବେସି ବପୁର୍ ମାପ୍ରୁ ପର୍ମେସର୍ ତାକେ ବିଚାର୍ନା କର୍ସି ।”
Therefore in one day shall these plagues come upon her, Death and mourning and famine, And she shall be burnt with fire; For mighty is the Lord God, her judge.
9 ୯ ତାର୍ ବେସିଆ କାମେ ଆରି ଲାଲ୍ସା ଅଇ ମିସ୍ଲା ଜେତ୍କି ରାଜାମନ୍ ସେ ଜଇଲଗେ ପଡ୍ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍ମାରି କାନ୍ଦ୍ବାଇ ।
And the kings of the earth who committed fornication And lived wantonly with her, Will weep and wail over her, When they behold the smoke of her burning,
10 ୧୦ ସେମନ୍ ଆମେମିସା ଡଣ୍ଡ୍ ପାଇବୁ ବଲି ଡରିକରି ଦୁରିକେ ଟିଆଅଇ କଇବାଇ, “ଏଟା କାଇ ଇନସ୍ତା, କାଇ କାକୁର୍ତି, ଏ ବଡ୍ ଅଇକରି ସୁନ୍ଦର୍ ବାବିଲନ୍ । ତୁଇ ପାଇବା ଡଣ୍ଡ୍ ଅଟାତ୍ ଅଇଗାଲା । କାଇକେବଇଲେ ଗଟେକ୍ ଗଁଟା ବିତ୍ରେ ତୁଇ କୁରୁପ୍ନାସ୍ ଅଇଗାଲୁସ୍ ।”
Standing afar off for the fear of her torment, saying, ‘Woe, woe, the great city Babylon, the strong city! In one hour is your judgment come!’
11 ୧୧ “ଏ ଜଗତର୍ ବେବାରିମନ୍ ତାର୍ପାରା ଦୁକ୍ ଅଇକରି କାନ୍ଦ୍ଲାଇନି । କାଇକେବଇଲେ ତାକର୍ ଜିନିସ୍ ଆରି କେ ନ ଗେନତ୍ ।”
"And the merchants of the earth weep and mourn over her, For no one buys their merchandise any more -
12 ୧୨ ତାକର୍ ସୁନାବାନା, ତାକର୍ ରୁପା, ଜବର୍ ଦାମ୍ ଦେଇରଇବା ଇରା ମତିମନ୍, ସିଲ୍କୁ ଲୁଗା, ଜାମ୍କଲି ରଙ୍ଗର୍ ବସ୍ତର୍, ରଙ୍ଗୁଆ ବସ୍ତର୍, ବିନ୍ ବିନ୍ ରକାମର୍ ବେସି ଦାମ୍ ଦେବା ବାସ୍ନା ଗଚ୍, ଆଁତିର୍ ଦାଡାଇଅନି ଜବର୍ ଦାମ୍ଦେବାଟାମନ୍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍ବଲ୍ ପାକ୍ନାଇ ଅନି, ତିଆର୍ କରିରଇବାଟା, ବିନ୍ ବିନ୍ ଜିନିସ୍ କେ ମିସା ନ ଗେନତ୍ ।
Merchandise of gold and silver and precious stones, Of pearls, and fine linen, and purple and silk and scarlet; All citron wood, and vessels of ivory, And vessels of rare wood and brass and iron and marble;
13 ୧୩ ଡାଲ୍ଚିନି, ବିନ୍ ବିନ୍ ରକାମର୍ ମସ୍ଲା, ଦୁପ୍, ବାସ୍ନାଦେବା ଦିନ୍ସୁ, ଟୁଣ୍ଡ୍ରି, ଅଙ୍ଗୁର୍ ମଦ୍, ଚିକନ୍, ଅଟା, ଗଁମ୍, ଗରୁ, ମେଣ୍ଡା, ଗଡା, ରତ୍, ଏନ୍ତାରିକି ଗତିକଟ୍ବା ଦାଙ୍ଗ୍ଡା ଆରି ଲକ୍ମନ୍କେ ମିସା ଜାକେ କି ସେମନ୍ ଗତିଦାଙ୍ଗ୍ଡା କରି ବିକ୍ବାଇ, ସେମନ୍କେ ମିସା ଗେନି ନେବାକେ କେ ନ ବାରଅତ୍ ।
Cinnamon and balsam and spices and myrrh and frankincense; Wine and oil and fine flour and wheat; Cattle and sheep, and horses and chariots, And slaves, and the souls of men.
14 ୧୪ ବେବାରିମନ୍ ତାକେ କଇଲାଇ, “ଜନ୍ ସବୁ ଜିନିସ୍ ତମେ ନିଜର୍ କର୍ବାକେ ମନ୍ କର୍ତେରଇଲାସ୍, ସେଟା ସବୁ ପୁରାପୁରୁନ୍ ନସ୍ଟ ଅଇଗାଲା । ତମର୍ ଦନ୍ ସଁପତି ନସିଗାଲା ଆରି ଜେତ୍କି ଜିନିସ୍ ତମ୍କେ ସାର୍ଦା କରାଇତେରଇଲା, ସେଟାମନ୍ ଆରି ନ ଡିସେ ।”
And the fruits which your soul lusted for are gone from you, And all things that were dainty and sumptuous are perished from you, And men shall find them nevermore.
15 ୧୫ ସେ ନଅରେ ବେବାର୍ କରି ବେବାରିମନ୍ ଜେତ୍କି ସାଉକାର୍ ଅଇଗାଲାଇ, ସେ ନଅରର୍ ଡଣ୍ଡେ, ସେମନ୍କେ ମିସାଇବାଇ ବଲି ଡରିକରି ସେମନ୍ ଦୁରିକେ ରଇବାଇ । ସେମନ୍ ଆକ୍ମାରି କାନ୍ଦ୍ବାଇ ।
"The traders in those things, who were enriched by her, shall stand afar off for fear of her torment, weeping and mourning,
16 ୧୬ ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍ତା! ଏ ବଡ୍ ନଅରର୍ ପାଇ କାଇ କାକୁର୍ତି? ତେଇର୍ ଲକ୍ମନ୍ ଜାମ୍କଲିଆ ରଙ୍ଗର୍ ଆରି ଦବ୍ ସିଲ୍କୁ ଲୁଗା ପିନ୍ଦ୍ତେରଇଲାଇ । ସେମନ୍ ସୁନା ଆରି ବେସି ଦାମ୍ ଦେବା ଇରା ମୁକ୍ତାମନ୍ ପିନ୍ଦିରଇଲାଇ ।
saying. "‘Woe, woe, the great city! She who was clothed in fine linen and purple and scarlet, And adorned with gold and precious stones and pearls!
17 ୧୭ ମାତର୍ ଗଟେକ୍ ଗଁଟା ବିତ୍ରେ ତାକର୍ ସବୁ ଦନ୍ ସଁପତି କୁରୁପ୍ନାସ୍ ଅଇଗାଲା । ପାନିଜାଜ୍ ଚାଲାଉମନ୍ ଆରି ଜାଜେ ଜିବାଲକ୍ମନ୍ ଜାଜେ କାମ୍ କର୍ବା ଲକ୍ମନ୍ ଆରି ସମ୍ଦୁରେ କାମ୍ କରି ଜିଉନାକାଉନା କରି ସାଉକାର୍ ଅଇରଇଲାଇ, ସେମନ୍ ସବୁ ଦୁରିକେ ରଇକରି ଦେକ୍ତେରଇଲାଇ ।”
In one hour so great riches is made desolate!" And every shipmaster and every one who sails to any port, And sailors, and all seafaring folk,
18 ୧୮ ସେ ନଅର୍ ପଡ୍ଲାକେ ତେଇଅନି ଉଟ୍ଲା ଦୁଆଁ ଦେକି ସେମନ୍ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍ ନଅର୍ ମିସା ନ ରଇଲା ।”
Stood at a distance, and as they saw the smoke from the burning city, cried, "‘What city can compare with the great city?’
19 ୧୯ ସେମନ୍ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍ତା । ଏ ବଡ୍ ନଅରର୍ ପାଇ କାଇ କାକୁର୍ତି?” ସମ୍ଦୁରେ ଆସ୍ଜା ଅଇତେରଇବା ଜାଆଜ୍ ମନ୍ ତାକର୍ ଦନର୍ ଲାଗି ସାଉକାର୍ ଅଇରଇଲାଇ । ଆରି ଏବେ ଗଟେକ୍ ଗଁଟା ବିତ୍ରେ ସେଟାସବୁ ନସିଗାଲା ।
And they threw dust on their heads, and cried out, Weeping and mourning, saying, "‘Woe, woe, the great city, In which all who have ships on the sea Grew rich through her luxury! For in one hour she is made desolate!’"
20 ୨୦ ସେ ବଡ୍ ନଅରର୍ ଦସାର୍ଲାଗି ସର୍ଗେ ରଇବା ଲକ୍ମନ୍ ସାର୍ଦା ଉଆ । ପର୍ମେସର୍ ସେ ନଅର୍କେ ଡଣ୍ଡ୍ ଦେଲାକେ ତମେ ବବିସତ୍ବକ୍ତାମନ୍, ପାର୍ଚିନ୍ମନ୍ ଆରି ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନ୍ ସାର୍ଦା ଉଆ । ସେ ନଅରର୍ ଲକ୍ମନ୍ ତମ୍କେ ତାଡ୍ନା କର୍ତେରଇଲାଇ ।
Rejoice over her, O Heaven! Rejoice, ye saints, apostles, prophets! For God has now avenged you.
21 ୨୧ ତାର୍ପଚେ ଏଦେ ଦେକା! ଗଟେକ୍ ବେସି ବପୁର୍ ଦୁତ୍ ଗଟେକ୍ ବଡ୍ ଜତା ଏଡ୍କି ପାକ୍ନା ବେଟି ସମ୍ଦୁରେ ପିଙ୍ଗ୍ଲା । ଆରି କଇଲା “ଏନ୍ତାରିସେ ବଡ୍ ନଅର୍ ବାବିଲନ୍କେ ଜବର୍ ଅଇତେ ପିଙ୍ଗ୍ବାଇ । ଆରି ତାର୍ ନାଉଁଗନ୍ଦ୍ ନ ମିଲେନି ।
Then a mighty angel lifted a boulder like a great millstone, and hurled it into the sea, saying, "So shall Babylon, the great city, be overthrown with a mighty fall, And shall be found no more at all.
22 ୨୨ ବିଣା ବାଜାଉମନ୍, ଗିତ୍ଗାଉମନ୍, ବାଉଁସି ପୁକୁମନ୍ ଆରି ମଇରିର୍ ସବଦ୍ କେବେ ନ ସୁନତ୍ । ସୁନ୍ଦର୍ ଜିନିସ୍ ତିଆର୍କରୁମନ୍ ତେଇଆରି ନ ଡିସତ୍ । ଲକ୍ମନ୍ ଜତାସଙ୍ଗ୍ ଗର୍ବା ସବଦ୍ ମିସା ଆରି ନ ସୁନିଅଏ ।
No more shall the voice of harpers and minstrels, flute-players and trumpeters Be heard in you. No more shall any craftsman of any craft Be found at all in you. No more shall the sound of a millstone be heard at all in you.
23 ୨୩ ଏ ନଅର୍ କାଇବତିସଙ୍ଗ୍ ମିସା ଉଜଲ୍ ନ ଡିସେ । ଏବେ ବିବା ଅଇବା ଦାଙ୍ଗ୍ଡା ଦାଙ୍ଗ୍ଡିର୍ କାତା ମିସା ନ ସୁନିଅଏ । ତମର୍ ବେବାରିମନ୍ ଗୁଲାଇ ଜଗତେ ଡାକ୍ପୁଟା ଅଇଆଚତ୍ । ଆରି ତର୍ ମାୟାଜାଲେ ପଡିକରି ଜଗତର୍ ଲକ୍ମନ୍ ସବୁ ନାଡାଇଅଇଲାଇ ।”
No light of a lamp shall ever shine in you again; And in you shall the voice of the bridegroom and of the bride be heard no more. For your merchants were the princes of the earth; And with your sorcery were all the nations deceived;
24 ୨୪ ବଡ୍ ନଅର୍ ବାବିଲନ୍ ଡଣ୍ଡ୍ ପାଇଆଚେ । କାଇକେବଇଲେ ବବିସତ୍ବକ୍ତାମନର୍ ଆରି ପର୍ମେସରର୍ ଲକ୍ମନର୍ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍କି ଲକ୍ ଏ ନଅରର୍ ଲାଗି ମରିଜାଇରଇଲାଇ । ବାବବାଦିମନର୍ ସାଦୁଲକ୍ମନର୍ ଆରି ପୁର୍ତିବିତେଇ ମାରା ଜାଇରଇବା ସବୁଲକ୍ମନର୍ ବନି ସେ ଡିସି ରଇଲା ।
And in you was found the blood of prophets and of saints, And of all who have been slain upon the earth."