< ପର୍‌କାସିତ 18 >

1 ତାର୍‌ପଚେ ଏଦେ ଦେକା! ସର୍‌ଗେଅନି ଆରି ଗଟେକ୍‌ ଦୁତ୍‌ ଉତ୍‌ରିଆଇବାଟା ମୁଇ ଦେକ୍‌ଲି । ତାକେ ବେସି ଅଦିକାର୍‌ ରଇଲା । ଆରି ତାର୍‌ ଉଜଲ୍‌ ଗୁଲାଇ ଜଗତେ ବର୍‌ତି ଅଇଗାଲା ।
Derefter saa jeg en anden Engel stige ned fra Himmelen; han havde stor Magt, og Jorden blev oplyst af hans Herlighed.
2 ସେ ବେସି ଆକ୍‌ମାରି କଇଲା, “ତାର୍‌ ଦସା ଅଇଲା ଆଚେ! ସେ ବଡ୍‌ ବାବିଲନ୍‌ ମାଟିଲଗେ ମିସି ରୁନ୍‌ଚୁନା ଅଇଗାଲାବେ! ସେଟା ଏବେ ମାଟିବିତ୍‌ରେ ତପିଅଇ ଗାଲାବେ! ତାକେ ଏବେ ଡୁମାମନ୍‌ ଆରି ଅସୁକଲ୍‌ ଆତ୍‌ମାମନ୍‌ ବାଦାଦେଲାଇନି । ସବୁ ରକାମର୍‌ ଅସୁକଲ୍‌ ଆରି ଗିନ୍‌କର୍‌ବା ଚଡଇମନ୍‌ ତାର୍‌ ବିତ୍‌ରେ ବାସା ଅଇଆଚତ୍‌ ।
Og han raabte med stærk Røst og sagde: Falden, falden er Babylon den store, og den er bleven Dæmoners Bolig og et Fængsel for alle Haande urene Aander og et Fængsel for alle Haande urene og afskyede Fugle!
3 କାଇକେବଇଲେ ଜଗତର୍‌ ସବୁ ରାଇଜ୍‌ମନ୍‌, ତାର୍‌ ମଦ୍‌ କାଇ ମାତିଜାଇଆଚତ୍‌ । ଏଟାର୍‌ ଅରତ୍‌ ଅଇଲାନି ତାର୍‌ କାରାପ୍‌ ଚଲାଚଲ୍‌ତି ମାନ୍‌ବାକେ ସେମନ୍‌କେ ସୁତ୍‌ରାଇଲା । ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କର୍‌ବାର୍‌ ଅବିଆସ୍‌ କଲାଇ । ଜନ୍‌ ସଁପତି ପାଇବା ଆସାଇଅନି ଏ ଜଗତର୍‌ ବେବାରିମନ୍‌ ସାଉକାର୍‌ ଅଇଗାଲାଇ ।”
Thi af hendes Utugts Harmes Vin have alle Folkeslagene drukket, og Jordens Konger have bolet med hende, og Jordens Købmænd ere blevne rige af hendes Yppigheds Fylde.
4 ତାର୍‌ପଚେ ସର୍‌ଗେ ଅନି ଆରି ଗଟେକ୍‌ ସବଦ୍‌ ଏନ୍ତାରି କଇବାଟା ମୁଇ ସୁନ୍‌ଲି । “ମର୍‌ ଲକ୍‌ମନ୍‌ ତାର୍‌ଟାନେଅନି ବାରଇ ଆସା । ତମେ ଜଦି ତାର୍‌ ପାପେ ମିସ୍‌ଲେ, ସେ ପାଇବା ଡଣ୍ଡେ ମିସ୍‌ସା ।
Og jeg hørte en anden Røst fra Himmelen, som sagde: Gaar ud fra hende, mit Folk! for at I ikke skulle blive meddelagtige i hendes Synder og ikke rammes af hendes Plager.
5 କାଇକେବଇଲେ ତାର୍‌ ସବୁଜାକ ପାପ୍‌ କୁପା କୁଡାଇଲା ପାରା ସର୍‌ଗେ ଜାକ କେଟ୍‌ଲା ଆଚେ । ଆରି ପର୍‌ମେସର୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଏତାଇଲାନି ।
Thi hendes Synder ere opdyngede indtil Himmelen, og Gud har kommet hendes Uretfærdigheder i Hu.
6 ତାର୍‌ କରିରଇବା କାମର୍‌ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍‌ ଡଣ୍ଡ୍‌ ପାଇସି । ଲକ୍‌ମନ୍‌କେ ଦୁକ୍‌କସ୍‌ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍‌ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍‌କି କାଟୁର୍‌ ମଦ୍‌ ବିନ୍‌ ଲକ୍‌ମନ୍‌କେ କାଇବାକେ ଦେଇତେରଇଲା, ତାର୍‌ ଦୁଇଗୁନ୍‌ ଅଦିକାର୍‌ଟା ତାକେ କାଇବାକେ ଦିଆଅଇସି ।
Betaler hende, som hun har betalt eder, og gengælder hende dobbelt efter hendes Gerninger; skænker hende dobbelt i det Bæger, som hun har iskænket.
7 ତାର୍‌ ଜେତ୍‌କି ଦନ୍‌ ସଁପତି ଆରି ବଡ୍‌ପନ୍‌ ଆଚେ, ସେ ଇସାବେ ତାର୍‌ ଦୁକ୍‌ କସ୍‌ଟ ଆରି କାକୁର୍‌ତି ରଇସି । ସେ ନିଜ୍‌କେ କଇସି ‘ମୁଇ ଇତି ସାସନ୍‌ କର୍‌ବା ଗଟେକ୍‌ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍‌ବି?
Saa meget, som hun har forherliget sig selv og levet i Yppighed, saa meget skulle I give hende af Pine og Sorg! Fordi hun siger i sit Hjerte: Jeg sidder som en Dronning og er ikke Enke, og Sorg skal jeg ingenlunde se,
8 ସେଟାର୍‌ପାଇବଲି ଦିନେକ୍‌ ବିତ୍‌ରେ ତାକେ ମର୍‌ଡି, ରଗ୍‌ଦୁକା, କାକୁର୍‌ତି ଆରି ଇନସ୍‌ତା ଆଇସି । ଆରି ସେ ଜଇଟାନେ ପଡିଜାଇସି । କାଇକେବଇଲେ ବେସି ବପୁର୍‌ ମାପ୍‌ରୁ ପର୍‌ମେସର୍‌ ତାକେ ବିଚାର୍‌ନା କର୍‌ସି ।”
derfor skulle hendes Plager komme paa een Dag: Død og Sorg og Hunger, og hun skal opbrændes med Ild; thi stærk er den Herre Gud, som har dømt hende.
9 ତାର୍‌ ବେସିଆ କାମେ ଆରି ଲାଲ୍‌ସା ଅଇ ମିସ୍‌ଲା ଜେତ୍‌କି ରାଜାମନ୍‌ ସେ ଜଇଲଗେ ପଡ୍‌ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍‌ମାରି କାନ୍ଦ୍‌ବାଇ ।
Og Jordens Konger, som have bolet og levet yppigt med hende, skulle græde og hyle over hende, naar de se Røgen af hendes Brand,
10 ୧୦ ସେମନ୍‌ ଆମେମିସା ଡଣ୍ଡ୍‌ ପାଇବୁ ବଲି ଡରିକରି ଦୁରିକେ ଟିଆଅଇ କଇବାଇ, “ଏଟା କାଇ ଇନସ୍‌ତା, କାଇ କାକୁର୍‌ତି, ଏ ବଡ୍‌ ଅଇକରି ସୁନ୍ଦର୍‌ ବାବିଲନ୍‌ । ତୁଇ ପାଇବା ଡଣ୍ଡ୍‌ ଅଟାତ୍‌ ଅଇଗାଲା । କାଇକେବଇଲେ ଗଟେକ୍‌ ଗଁଟା ବିତ୍‌ରେ ତୁଇ କୁରୁପ୍‌ନାସ୍‌ ଅଇଗାଲୁସ୍‌ ।”
medens de staa langt borte af Frygt for hendes Pinsel og sige: Ve! ve! du store Stad, Babylon, du stærke Stad, thi paa een Time er din Dom kommen.
11 ୧୧ “ଏ ଜଗତର୍‌ ବେବାରିମନ୍‌ ତାର୍‌ପାରା ଦୁକ୍‌ ଅଇକରି କାନ୍ଦ୍‌ଲାଇନି । କାଇକେବଇଲେ ତାକର୍‌ ଜିନିସ୍‌ ଆରି କେ ନ ଗେନତ୍‌ ।”
Og Jordens Købmænd græde og sørge over hende, fordi ingen mere køber deres Ladning:
12 ୧୨ ତାକର୍‌ ସୁନାବାନା, ତାକର୍‌ ରୁପା, ଜବର୍‌ ଦାମ୍‌ ଦେଇରଇବା ଇରା ମତିମନ୍‌, ସିଲ୍‌କୁ ଲୁଗା, ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌, ରଙ୍ଗୁଆ ବସ୍‌ତର୍‌, ବିନ୍‌ ବିନ୍‌ ରକାମର୍‌ ବେସି ଦାମ୍‌ ଦେବା ବାସ୍‌ନା ଗଚ୍‌, ଆଁତିର୍‌ ଦାଡାଇଅନି ଜବର୍‌ ଦାମ୍‌ଦେବାଟାମନ୍‍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍‌ବଲ୍‌ ପାକ୍‌ନାଇ ଅନି, ତିଆର୍‌ କରିରଇବାଟା, ବିନ୍‌ ବିନ୍‌ ଜିନିସ୍‌ କେ ମିସା ନ ଗେନତ୍‌ ।
Ladning af Guld og Sølv og Ædelstene og Perler og fint Linned og Purpur og Silke og Skarlagen og alle Haande vellugtende Træ og alle Haande Arbejde af Elfenben og alle Haande Arbejde af kostbart Træ og af Kobber og Jern og Marmor,
13 ୧୩ ଡାଲ୍‍ଚିନି, ବିନ୍‌ ବିନ୍‌ ରକାମର୍‌ ମସ୍‌ଲା, ଦୁପ୍‌, ବାସ୍‌ନାଦେବା ଦିନ୍‌ସୁ, ଟୁଣ୍ଡ୍‌ରି, ଅଙ୍ଗୁର୍‌ ମଦ୍‌, ଚିକନ୍‌, ଅଟା, ଗଁମ୍‍, ଗରୁ, ମେଣ୍ଡା, ଗଡା, ରତ୍‌, ଏନ୍ତାରିକି ଗତିକଟ୍‌ବା ଦାଙ୍ଗ୍‌ଡା ଆରି ଲକ୍‌ମନ୍‌କେ ମିସା ଜାକେ କି ସେମନ୍‌ ଗତିଦାଙ୍ଗ୍‌ଡା କରି ବିକ୍‌ବାଇ, ସେମନ୍‌କେ ମିସା ଗେନି ନେବାକେ କେ ନ ବାରଅତ୍‌ ।
og Kanelbark og Haarsalve og Røgelser og Salve og Virak og Vin og Olie og fint Mel og Hvede og Okser og Faar og Heste og Vogne og Slaver, ja, Menneskesjæle.
14 ୧୪ ବେବାରିମନ୍‌ ତାକେ କଇଲାଇ, “ଜନ୍‌ ସବୁ ଜିନିସ୍‌ ତମେ ନିଜର୍‌ କର୍‌ବାକେ ମନ୍‌ କର୍‌ତେରଇଲାସ୍‌, ସେଟା ସବୁ ପୁରାପୁରୁନ୍‌ ନସ୍‌ଟ ଅଇଗାଲା । ତମର୍‌ ଦନ୍‌ ସଁପତି ନସିଗାଲା ଆରି ଜେତ୍‌କି ଜିନିସ୍‌ ତମ୍‌କେ ସାର୍‌ଦା କରାଇତେରଇଲା, ସେଟାମନ୍‌ ଆରି ନ ଡିସେ ।”
Og den Frugt, din Sjæl lystedes ved, er vegen fra dig, og alt det lækre og glimrende er forbi for dig, og man skal aldrig finde det mere.
15 ୧୫ ସେ ନଅରେ ବେବାର୍‌ କରି ବେବାରିମନ୍‌ ଜେତ୍‌କି ସାଉକାର୍‌ ଅଇଗାଲାଇ, ସେ ନଅରର୍‌ ଡଣ୍ଡେ, ସେମନ୍‌କେ ମିସାଇବାଇ ବଲି ଡରିକରି ସେମନ୍‌ ଦୁରିକେ ରଇବାଇ । ସେମନ୍‌ ଆକ୍‌ମାରି କାନ୍ଦ୍‌ବାଇ ।
De, som handlede dermed og ere blevne rige ved hende, skulle staa langt borte af Frygt for hendes Pinsel grædende og sørgende og sige:
16 ୧୬ ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍‌ତା! ଏ ବଡ୍‌ ନଅରର୍‌ ପାଇ କାଇ କାକୁର୍‌ତି? ତେଇର୍‌ ଲକ୍‌ମନ୍‌ ଜାମ୍‌କଲିଆ ରଙ୍ଗର୍‌ ଆରି ଦବ୍‌ ସିଲ୍‌କୁ ଲୁଗା ପିନ୍ଦ୍‌ତେରଇଲାଇ । ସେମନ୍‌ ସୁନା ଆରି ବେସି ଦାମ୍‌ ଦେବା ଇରା ମୁକ୍‌ତାମନ୍‌ ପିନ୍ଦିରଇଲାଇ ।
Ve! ve! den store Stad, som var klædt i fint Linned og Purpur og Skarlagen og straalede af Guld og Ædelstene og Perler; thi i een Time er saa stor en Rigdom lagt øde.
17 ୧୭ ମାତର୍‌ ଗଟେକ୍‌ ଗଁଟା ବିତ୍‌ରେ ତାକର୍‌ ସବୁ ଦନ୍‌ ସଁପତି କୁରୁପ୍‌ନାସ୍‌ ଅଇଗାଲା । ପାନିଜାଜ୍‌ ଚାଲାଉମନ୍‌ ଆରି ଜାଜେ ଜିବାଲକ୍‌ମନ୍‌ ଜାଜେ କାମ୍‌ କର୍‌ବା ଲକ୍‌ମନ୍‌ ଆରି ସମ୍‌ଦୁରେ କାମ୍‌ କରି ଜିଉନାକାଉନା କରି ସାଉକାର୍‌ ଅଇରଇଲାଇ, ସେମନ୍‌ ସବୁ ଦୁରିକେ ରଇକରି ଦେକ୍‌ତେରଇଲାଇ ।”
Og alle Styrmænd og alle Skippere og Søfolk og alle, som arbejde paa Havet, stode langt borte
18 ୧୮ ସେ ନଅର୍‌ ପଡ୍‌ଲାକେ ତେଇଅନି ଉଟ୍‌ଲା ଦୁଆଁ ଦେକି ସେମନ୍‌ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍‌ ନଅର୍‌ ମିସା ନ ରଇଲା ।”
og raabte, da de saa Røgen af hendes Brand, og sagde: Hvor var der Mage til den store Stad?
19 ୧୯ ସେମନ୍‌ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍‌ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍‌ତା । ଏ ବଡ୍‌ ନଅରର୍‌ ପାଇ କାଇ କାକୁର୍‌ତି?” ସମ୍‌ଦୁରେ ଆସ୍‌ଜା ଅଇତେରଇବା ଜାଆଜ୍‌ ମନ୍‌ ତାକର୍‌ ଦନର୍‌ ଲାଗି ସାଉକାର୍‌ ଅଇରଇଲାଇ । ଆରି ଏବେ ଗଟେକ୍‌ ଗଁଟା ବିତ୍‌ରେ ସେଟାସବୁ ନସିଗାଲା ।
Og de kastede Støv paa deres Hoveder og raabte grædende og sørgende og sagde: Ve! ve! den store Stad, hvori alle, som havde Skibe paa Havet, berigedes ved dens Pragt; thi i een Time er den bleven lagt øde.
20 ୨୦ ସେ ବଡ୍‌ ନଅରର୍‌ ଦସାର୍‌ଲାଗି ସର୍‌ଗେ ରଇବା ଲକ୍‌ମନ୍‌ ସାର୍‌ଦା ଉଆ । ପର୍‌ମେସର୍‌ ସେ ନଅର୍‌କେ ଡଣ୍ଡ୍‌ ଦେଲାକେ ତମେ ବବିସତ୍‌ବକ୍‌ତାମନ୍‌, ପାର୍‌ଚିନ୍‌ମନ୍‌ ଆରି ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ ସାର୍‌ଦା ଉଆ । ସେ ନଅରର୍‌ ଲକ୍‌ମନ୍‌ ତମ୍‌କେ ତାଡ୍‌ନା କର୍‌ତେରଇଲାଇ ।
Fryd dig over den, du Himmel, og I hellige og Apostle og Profeter! fordi Gud har skaffet eder Ret over den.
21 ୨୧ ତାର୍‌ପଚେ ଏଦେ ଦେକା! ଗଟେକ୍‌ ବେସି ବପୁର୍‌ ଦୁତ୍‌ ଗଟେକ୍‌ ବଡ୍‌ ଜତା ଏଡ୍‌କି ପାକ୍‌ନା ବେଟି ସମ୍‌ଦୁରେ ପିଙ୍ଗ୍‌ଲା । ଆରି କଇଲା “ଏନ୍ତାରିସେ ବଡ୍‌ ନଅର୍‌ ବାବିଲନ୍‌କେ ଜବର୍‌ ଅଇତେ ପିଙ୍ଗ୍‌ବାଇ । ଆରି ତାର୍‌ ନାଉଁଗନ୍ଦ୍‌ ନ ମିଲେନି ।
Og en vældig Engel løftede en Sten som en stor Møllesten og kastede den i Havet og sagde: Saaledes skal Babylon, den store Stad, nedstyrtes i Hast og ikke findes mere.
22 ୨୨ ବିଣା ବାଜାଉମନ୍‌, ଗିତ୍‌ଗାଉମନ୍‌, ବାଉଁସି ପୁକୁମନ୍‌ ଆରି ମଇରିର୍‌ ସବଦ୍‌ କେବେ ନ ସୁନତ୍‌ । ସୁନ୍ଦର୍‌ ଜିନିସ୍‌ ତିଆର୍‌କରୁମନ୍‌ ତେଇଆରି ନ ଡିସତ୍‌ । ଲକ୍‌ମନ୍‌ ଜତାସଙ୍ଗ୍‍ ଗର୍‌ବା ସବଦ୍‌ ମିସା ଆରି ନ ସୁନିଅଏ ।
Og Lyd af Harpespillere og Sangere og Fløjtespillere og Basunblæsere skal ikke høres i dig mere; og ingen Kunstner i nogen Kunst skal findes i dig mere; og Lyd af Mølle skal ikke høres i dig mere;
23 ୨୩ ଏ ନଅର୍‌ କାଇବତିସଙ୍ଗ୍‍ ମିସା ଉଜଲ୍‌ ନ ଡିସେ । ଏବେ ବିବା ଅଇବା ଦାଙ୍ଗ୍‌ଡା ଦାଙ୍ଗ୍‌ଡିର୍‌ କାତା ମିସା ନ ସୁନିଅଏ । ତମର୍‌ ବେବାରିମନ୍‌ ଗୁଲାଇ ଜଗତେ ଡାକ୍‌ପୁଟା ଅଇଆଚତ୍‌ । ଆରି ତର୍‌ ମାୟାଜାଲେ ପଡିକରି ଜଗତର୍‌ ଲକ୍‌ମନ୍‌ ସବୁ ନାଡାଇଅଇଲାଇ ।”
og Lys af Lampe skal ikke skinne i dig mere, og Brudgoms og Bruds Røst skal ikke høres i dig mere, fordi dine Købmænd vare Jordens Stormænd, fordi alle Folkeslagene bleve forførte ved dit Trylleri.
24 ୨୪ ବଡ୍‌ ନଅର୍‌ ବାବିଲନ୍‌ ଡଣ୍ଡ୍‌ ପାଇଆଚେ । କାଇକେବଇଲେ ବବିସତ୍‌ବକ୍‌ତାମନର୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍‌କି ଲକ୍‌ ଏ ନଅରର୍‌ ଲାଗି ମରିଜାଇରଇଲାଇ । ବାବବାଦିମନର୍‌ ସାଦୁଲକ୍‌ମନର୍‌ ଆରି ପୁର୍‌ତିବିତେଇ ମାରା ଜାଇରଇବା ସବୁଲକ୍‌ମନର୍‌ ବନି ସେ ଡିସି ରଇଲା ।
Og i den blev Profeters og helliges Blod fundet og alle deres, som ere myrdede paa Jorden.

< ପର୍‌କାସିତ 18 >