< ପର୍‌କାସିତ 17 >

1 ତାର୍‌ପଚେ ସାତ୍‌ଟା ଗିନାଦାରିରଇବା ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଦୁତ୍‌ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍‌ପୁଟାର୍‌ ବେସିଆ କେନ୍ତାରି ଡଣ୍ଡ୍‌ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍‌ମନ୍‌ ମିସିରଇବା ଜାଗାଇ ସେ ନଅର୍‌ ତିଆର୍‌ ଅଇଲାଆଚେ ।
One of the seven angels who had the seven bowls came and spoke with me, saying, "Come here. I will show you the judgment of the great prostitute who sits on many waters,
2 ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କଲାଇ । ଜଗତର୍‌ ଲକ୍‌ମନ୍‌ ତାର୍‌ ମଦ୍‌ କାଇକରି ମାତ୍‌ଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ କାରାପ୍‌ ଚଲାଚଲ୍‌ତିକେ ସେମନ୍‌ ମାନ୍‌ଲାଇ ।
with whom the kings of the earth committed sexual immorality, and those who dwell in the earth were made drunk with the wine of her sexual immorality."
3 ମକେ ଆତ୍‌ମା ଦାରିଦେଲା ଆରି ଦୁତ୍‌ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍‌ ପସୁର୍‌ ଉପ୍‌ରେ ଗଟେକ୍‌ ମାଇଜି ବସିରଇବାଟା ମୁଇ ଦେକ୍‌ଲି । ତାକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା । ପର୍‌ମେସର୍‌କେ ନିନ୍ଦାକର୍‌ବା ନାଉଁ ସେ ପସୁର୍‌ ଉପ୍‌ରେ ଲେକାଅଇରଇଲା ।
He carried me away in the Spirit into a wilderness. I saw a woman sitting on a scarlet-colored animal, full of blasphemous names, having seven heads and ten horns.
4 ସେ ମାଇଜି ରଙ୍ଗ୍‌ ଆରି ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍‌ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍‌ ଆତେ ସୁନାର୍‌ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍‌ମନ୍‌ ଆରି କାରାପ୍‌ କାମ୍‌ମନ୍‌ ସେ ଗିନାଇ ବର୍‌ତିଅଇରଇଲା ।
The woman was dressed in purple and scarlet, and decked with gold and precious stones and pearls, having in her hand a golden cup full of abominations and the impurities of her sexual immorality.
5 ତାର୍‌ କାପାଲେ ଲେକିରଇବା ନାଉଁ କେ ନାଜାନ୍‌ବା ଗଟେକ୍‌ ଅରତ୍‌ ରଇଲା । “ଏ ଡାକ୍‌ପୁଟାର୍‌ ବାବିଲନ୍‌!” ଜଗତେ କରିରଇବା ସବୁ ବେସିଆ କାମର୍‌ ଆରି କରାପ୍‌ କାମର୍‌ ଆୟା ତୁଇସେ ।
And on her forehead a name was written, "MYSTERY, BABYLON THE GREAT, THE MOTHER OF THE PROSTITUTES AND OF THE ABOMINATIONS OF THE EARTH."
6 ଆରି ସେ ମାଇଜି ପର୍‌ମେସରର୍‌ ଲକ୍‌ମନର୍‌ ବନି କାଇ ମାତିରଇବାଟା ମୁଇ ଦେକ୍‌ଲି । ଜିସୁକେ ବିସ୍‌ବାସ୍‌ କରି ସାଦ୍‌ବାନ୍ଦ୍‌ ଅଇ ମରିଜାଇରଇବା ଲକ୍‌ମନର୍‌ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
I saw the woman drunk with the blood of the saints, and with the blood of the martyrs of Jesus. When I saw her, I wondered with great amazement.
7 ଦୁତ୍‌ ମକେ ପାଚାର୍‌ଲା, “କାଇକେ ତୁଇ କାବା ଅଇଗାଲୁସ୍‌? ଏ ମାଇଜିର୍‌ ଆରି ତାକେ ଦାରିରଇବା ପସୁର୍‌ କେ ନାଜାନି ରଇବା ଅରତ୍‌ ମୁଇ ତକେ କଇଦେବି ।” ସେ ପସୁକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା ।
The angel said to me, "Why do you wonder? I will tell you the mystery of the woman, and of the beast that carries her, which has the seven heads and the ten horns.
8 ଆଗ୍‌ତୁ ତରେକ୍‌ ସେ ପସୁ ବଁଚିରଇଲା । ମାତର୍‌ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍‌ ସେ ଡଣ୍ଡ୍‌ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍‌ମନ୍‌, ସବୁ ତିଆର୍‌ ନ ଅଇବା ଆଗ୍‌ତୁ, ଜାର୍‌ ନାଉଁ ଜିବନ୍‌ରଇବା ବଇଟାନେ ଲେକାଅତ୍‌ନାଇ, ସେମନ୍‌ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍‌ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍‌ ସେଟା ଆରିତରେକ୍‌ ଆଇସି । (Abyssos g12)
The beast that you saw was, and is not; and is about to come up out of the abyss and is going to destruction. Those who dwell on the earth and whose names have not been written in the Book of Life from the foundation of the world will marvel when they see that the beast was, and is not, but is to come. (Abyssos g12)
9 “ଗଟେକ୍‌ ଗିଆନ୍‌ ରଇବା ଆରି ଚିନ୍ତା କର୍‌ବା ଲକ୍‌ସେ ଏଟା ବୁଜିପାର୍‌ସି । ସେ ସାତ୍‌ଟା ମୁଣ୍ଡର୍‌ ଅରତ୍‌ ଅଇଲାନି, ସେ ମାଇଜି ବସ୍‌ବା ସାତ୍‌ଟା କୁପ୍‌ଲି । ସେଟା ଅଇଲାନି ସାତ୍‌ଟା ରାଜାମନ୍‌ ମିସା ।
Here is the mind that has wisdom. The seven heads are seven mountains, on which the woman sits.
10 ୧୦ ସେ ସାତ୍‌ଟା ରାଜାମନର୍‌ ବିତ୍‌ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍‌ ଏବେ ମିସା ସାସନ୍‌ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍‌ପାଇ ସାସନ୍‌ କର୍‌ବାର୍‌ଆଚେ ।
They are seven kings. Five have fallen, the one is, the other has not yet come. When he comes, he must continue a little while.
11 ୧୧ ଆରି ଜନ୍‌ ପସୁ ଜେ କି ଆଗ୍‌ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍‌ ଲମର୍‌ ରାଜା । ସାତ୍‌ଟା ରାଜାମନର୍‌ ବିତ୍‌ରେଅନି ସେ ଗଟେକ୍‌ । ଆରି ସେ ମିସା ବୁଡିଜାଇସି ।”
The beast that was, and is not, is himself also an eighth, and is of the seven; and he goes to destruction.
12 ୧୨ ଜନ୍‌ ଦସ୍‌ଟା ସିଙ୍ଗ୍‌ ତୁଇ ଦେକିରଇଲୁସ୍‌, ସେଟା ଅଇଲାନି ଦସ୍‌ଟା ରାଜା । ସେମନ୍‌ ଏବେଜାକ ରାଇଜେ ସାସନ୍‌ କରତ୍‌ ନାଇତା । ମାତର୍‌ ପସୁସଙ୍ଗ୍‍ ରାଜା ଇସାବେ ଗଟେକ୍‌ ଗଁଟା ସାସନ୍‌ କର୍‌ବାକେ ଅଦିକାର୍‌ ଦିଆଅଇସି ।
The ten horns that you saw are ten kings who have received no kingdom as yet, but they receive authority as kings, with the beast, for one hour.
13 ୧୩ ଏ ସବୁ ଦସ୍‌ଟା ରାଜାମନ୍‌କେ ଗଟେକ୍‌ ଆକା ଆଦେସ୍‌ ଆଚେ । ତାକର୍‌ ସବୁ ବପୁ ଆରି ଅଦିକାର୍‌ ପସୁକେ ଦେବାଇ ।
These have one mind, and they give their power and authority to the beast.
14 ୧୪ ସେମନ୍‌ ମେଣ୍ଡାପିଲାର୍‌ ବିରୁଦେ ଜୁଇଦ୍‌ କର୍‌ବାଇ । ମାତର୍‌ ମେଣ୍ଡାପିଲା ସେମନ୍‌କେ ଆରାଇସି । କାଇକେବଇଲେ ସେ ସବୁ ମାପ୍‌ରୁମନର୍‌ ଟାନେଅନି ଉଚେ ରଇବା ମାପ୍‌ରୁ । ଆରି ରାଜା ମନର୍‌ଟାନେ ଅନି ଉପ୍‌ରେ ରଇବା ରାଜା । ତାର୍‌ ଜେତ୍‌କି ସିସ୍‌ମନ୍‌କେ ସେ ଡାକିକରି ବାଚ୍‌ଲାଆଚେ, ଆରି ତାକେ ସତ୍‌ ସଙ୍ଗ୍‍ ନାମ୍‌ବାଇ, ସେମନର୍‌ ସଙ୍ଗ୍‍ ସେ ଜୁଇଦ୍‌ କର୍‌ସି ।
These will war against the Lamb, and the Lamb will overcome them, for he is Lord of lords, and King of kings. They also will overcome who are with him, called and chosen and faithful."
15 ୧୫ ଦୁତ୍‌ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍‌ ପାନି ଉପ୍‌ରେ ବେସିଆ ବସିରଇବାଟା ଦେକ୍‌ଲୁସ୍‌, ସେଟା ଅଇଲାନି ଏ ଜଗତର୍‌ ରାଇଜ୍‌ମନ୍‌, ଲକ୍‌ମନ୍‌, ଜାତିମନ୍‌ ଆରି ବାସାମନ୍‌ ।
He said to me, "The waters which you saw, where the prostitute sits, are peoples, multitudes, nations, and languages.
16 ୧୬ ତୁଇ ଦେକିରଇବା ଦସ୍‌ଟା ସିଙ୍ଗ୍‌ ଆରି ସେ ପସୁ, ବେସିଆକେ ଗିନ୍‌ କର୍‌ବାଇ । ତାର୍‌ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍‌ଣ୍ଡା କର୍‌ବାଇ । ତାର୍‌ ମାଉଁସ୍‌ କାଇକରି ତାକେ ଜଇଟାନେ ପଡାଇଦେବାଇ ।
The ten horns which you saw, and the beast, these will hate the prostitute, and will make her desolate and naked, and will eat her flesh, and will burn her utterly with fire.
17 ୧୭ କାଇକେବଇଲେ ପର୍‌ମେସର୍‌ ତାର୍‌ ଜଜ୍‌ନା ପୁରାପୁରନ୍‌ କର୍‌ବାକେ ସେମନର୍‌ ମନ୍‌କେ ଏ କାତାଦେଇ ପାଟାଇଆଚେ । ସେମନ୍‌ ଗଟେକ୍‌ ଅଇ କାମ୍‌ କର୍‌ବାଇ । ପର୍‌ମେସରର୍‌ ବାକିଅ ସିଦ୍‌ ଅଇବାଜାକ ତାର୍‌ ରାଇଜର୍‌ ସାସନ୍‌ କର୍‌ବା ବପୁ, ପସୁକେ ଦେଲାଆଚେ ।
For God has put in their hearts to do what he has in mind, and to be of one mind, and to give their kingdom to the beast, until the words of God should be accomplished.
18 ୧୮ ଆରି ଜନ୍‌ ମାଇଜିକେ ତୁଇ ଦେକ୍‌ଲୁସ୍‌, ସେ ଅଇଲାନି, ଜଗତର୍‌ ରାଜାମନ୍‌କେ ସାସନ୍‌ କର୍‌ବା ସେ ବଡ୍‌ ନଅର୍‌ ।
The woman whom you saw is the great city, which reigns over the kings of the earth."

< ପର୍‌କାସିତ 17 >