< ପର୍‌କାସିତ 17 >

1 ତାର୍‌ପଚେ ସାତ୍‌ଟା ଗିନାଦାରିରଇବା ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଦୁତ୍‌ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍‌ପୁଟାର୍‌ ବେସିଆ କେନ୍ତାରି ଡଣ୍ଡ୍‌ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍‌ମନ୍‌ ମିସିରଇବା ଜାଗାଇ ସେ ନଅର୍‌ ତିଆର୍‌ ଅଇଲାଆଚେ ।
وَجَاءَ وَاحِدٌ مِنَ الْمَلائِكَةِ السَّبْعَةِ حَامِلِي الْكُؤُوسِ السَّبْعِ وَقَالَ لِي: «تَعَالَ فَأُرِيَكَ عِقَابَ الزَّانِيَةِ الْكُبْرَى الْجَالِسَةِ عَلَى الْمِيَاهِ الْكَثِيرَةِ،١
2 ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କଲାଇ । ଜଗତର୍‌ ଲକ୍‌ମନ୍‌ ତାର୍‌ ମଦ୍‌ କାଇକରି ମାତ୍‌ଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ କାରାପ୍‌ ଚଲାଚଲ୍‌ତିକେ ସେମନ୍‌ ମାନ୍‌ଲାଇ ।
الَّتِي زَنَى مَعَهَا مُلُوكُ الأَرْضِ، وَسَكِرَ أَهْلُ الأَرْضِ مِنْ خَمْرِ زِنَاهَا».٢
3 ମକେ ଆତ୍‌ମା ଦାରିଦେଲା ଆରି ଦୁତ୍‌ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍‌ ପସୁର୍‌ ଉପ୍‌ରେ ଗଟେକ୍‌ ମାଇଜି ବସିରଇବାଟା ମୁଇ ଦେକ୍‌ଲି । ତାକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା । ପର୍‌ମେସର୍‌କେ ନିନ୍ଦାକର୍‌ବା ନାଉଁ ସେ ପସୁର୍‌ ଉପ୍‌ରେ ଲେକାଅଇରଇଲା ।
وَحَمَلَنِي الْمَلاكُ بِالرُّوحِ إِلَى الْبَرِّيَّةِ، فَرَأَيْتُ امْرَأَةً رَاكِبَةً عَلَى وَحْشٍ قِرْمِزِيٍّ لَهُ سَبْعَةُ رُؤُوسٍ وَعَشَرَةُ قُرُونٍ، وَقَدْ كُتِبَتْ عَلَى جِسْمِهِ كُلِّهِ أَسْمَاءُ تَجْدِيفٍ.٣
4 ସେ ମାଇଜି ରଙ୍ଗ୍‌ ଆରି ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍‌ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍‌ ଆତେ ସୁନାର୍‌ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍‌ମନ୍‌ ଆରି କାରାପ୍‌ କାମ୍‌ମନ୍‌ ସେ ଗିନାଇ ବର୍‌ତିଅଇରଇଲା ।
وَكَانَتِ الْمَرْأَةُ تَلْبَسُ مَلابِسَ مِنْ أُرْجُوَانٍ وَقِرْمِزٍ، وَتَتَحَلَّى بِالذَّهَبِ وَالْحِجَارَةِ الْكَرِيمَةِ وَاللُّؤْلُوءِ، وَقَدْ أَمْسَكَتْ كَأْسَ ذَهَبٍ مَمْلُوءَةً بِزِنَاهَا الْمَكْرُوهِ النَّجِسِ،٤
5 ତାର୍‌ କାପାଲେ ଲେକିରଇବା ନାଉଁ କେ ନାଜାନ୍‌ବା ଗଟେକ୍‌ ଅରତ୍‌ ରଇଲା । “ଏ ଡାକ୍‌ପୁଟାର୍‌ ବାବିଲନ୍‌!” ଜଗତେ କରିରଇବା ସବୁ ବେସିଆ କାମର୍‌ ଆରି କରାପ୍‌ କାମର୍‌ ଆୟା ତୁଇସେ ।
وَعَلَى جَبِينِهَا اسْمٌ مَكْتُوبٌ: سِرٌّ: «بَابِلُ الْعُظْمَى، أُمُّ زَانِيَاتِ الأَرْضِ وَأَصْنَامِهَا الْمَكْرُوهَةِ».٥
6 ଆରି ସେ ମାଇଜି ପର୍‌ମେସରର୍‌ ଲକ୍‌ମନର୍‌ ବନି କାଇ ମାତିରଇବାଟା ମୁଇ ଦେକ୍‌ଲି । ଜିସୁକେ ବିସ୍‌ବାସ୍‌ କରି ସାଦ୍‌ବାନ୍ଦ୍‌ ଅଇ ମରିଜାଇରଇବା ଲକ୍‌ମନର୍‌ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
وَرَأَيْتُ الْمَرْأَةَ سَكْرَى لِكَثْرَةِ مَا شَرِبَتْ مِنْ دَمِ الْقِدِّيسِينَ، وَدَمِ شُهَدَاءِ يَسُوعَ الَّذِينَ قَتَلَتْهُمْ. فَتَمَلَّكَتْنِي الدَّهْشَةُ لِمَنْظَرِهَا،٦
7 ଦୁତ୍‌ ମକେ ପାଚାର୍‌ଲା, “କାଇକେ ତୁଇ କାବା ଅଇଗାଲୁସ୍‌? ଏ ମାଇଜିର୍‌ ଆରି ତାକେ ଦାରିରଇବା ପସୁର୍‌ କେ ନାଜାନି ରଇବା ଅରତ୍‌ ମୁଇ ତକେ କଇଦେବି ।” ସେ ପସୁକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା ।
فَسَأَلَنِي الْمَلاكُ: «لِمَاذَا دُهِشْتَ؟ سَأُطْلِعُكَ عَلَى سِرِّ الْمَرْأَةِ وَالْوَحْشِ الَّذِي يَحْمِلُهَا، صَاحِبُ الرُّؤُوسِ السَّبْعَةِ وَالْقُرُونِ الْعَشَرَةِ:٧
8 ଆଗ୍‌ତୁ ତରେକ୍‌ ସେ ପସୁ ବଁଚିରଇଲା । ମାତର୍‌ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍‌ ସେ ଡଣ୍ଡ୍‌ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍‌ମନ୍‌, ସବୁ ତିଆର୍‌ ନ ଅଇବା ଆଗ୍‌ତୁ, ଜାର୍‌ ନାଉଁ ଜିବନ୍‌ରଇବା ବଇଟାନେ ଲେକାଅତ୍‌ନାଇ, ସେମନ୍‌ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍‌ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍‌ ସେଟା ଆରିତରେକ୍‌ ଆଇସି । (Abyssos g12)
هَذَا الْوَحْشُ كَانَ مَوْجُوداً، وَهُوَ غَيْرُ مَوْجُودٍ الآنَ، وَلَكِنَّهُ عَلَى وَشْكِ أَنْ يَطْلُعَ مِنَ الْهَاوِيَةِ وَيَمْضِيَ إِلَى الْهَلاكِ. وَسَيُدْهَشُ سُكَّانُ الأَرْضِ الَّذِينَ لَمْ تُكْتَبْ أَسْمَاؤُهُمْ مُنْذُ تَأْسِيسِ الْعَالَمِ فِي سِجِلِّ الْحَيَاةِ، عِنْدَمَا يَرَوْنَ الْوَحْشَ، لأَنَّهُ كَانَ مَوْجُوداً، ثُمَّ أَصْبَحَ غَيْرَ مَوْجُودٍ، وَسَيَعُودُ! (Abyssos g12)٨
9 “ଗଟେକ୍‌ ଗିଆନ୍‌ ରଇବା ଆରି ଚିନ୍ତା କର୍‌ବା ଲକ୍‌ସେ ଏଟା ବୁଜିପାର୍‌ସି । ସେ ସାତ୍‌ଟା ମୁଣ୍ଡର୍‌ ଅରତ୍‌ ଅଇଲାନି, ସେ ମାଇଜି ବସ୍‌ବା ସାତ୍‌ଟା କୁପ୍‌ଲି । ସେଟା ଅଇଲାନି ସାତ୍‌ଟା ରାଜାମନ୍‌ ମିସା ।
وَلابُدَّ هُنَا مِنْ فِطْنَةِ الْعَقْلِ: الرُّؤُوسُ السَّبْعَةُ هِيَ التِّلالُ السَّبْعَةُ الَّتِي تَجْلِسُ الْمَرْأَةُ عَلَيْهَا وَتَرْمِزُ أَيْضاً إِلَى سَبْعَةِ مُلُوكٍ،٩
10 ୧୦ ସେ ସାତ୍‌ଟା ରାଜାମନର୍‌ ବିତ୍‌ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍‌ ଏବେ ମିସା ସାସନ୍‌ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍‌ପାଇ ସାସନ୍‌ କର୍‌ବାର୍‌ଆଚେ ।
خَمْسَةٌ مِنْهُمْ مَضَوْا، وَالسَّادِسُ يَحْكُمُ الآنَ، وَالسَّابِعُ سَيَأْتِي، وَلَكِنَّ مُدَّةَ حُكْمِهِ سَتَكُونُ قَصِيرَةً.١٠
11 ୧୧ ଆରି ଜନ୍‌ ପସୁ ଜେ କି ଆଗ୍‌ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍‌ ଲମର୍‌ ରାଜା । ସାତ୍‌ଟା ରାଜାମନର୍‌ ବିତ୍‌ରେଅନି ସେ ଗଟେକ୍‌ । ଆରି ସେ ମିସା ବୁଡିଜାଇସି ।”
أَمَّا الْوَحْشُ الَّذِي كَانَ مَوْجُوداً ثُمَّ أَصْبَحَ غَيْرَ مَوْجُودٍ، فَهُوَ مَلِكٌ ثَامِنٌ سَبَقَ أَنْ مَلَكَ كَوَاحِدٍ مِنَ السَّبْعَةِ، سَيَمْضِي إِلَى الْهَلاكِ.١١
12 ୧୨ ଜନ୍‌ ଦସ୍‌ଟା ସିଙ୍ଗ୍‌ ତୁଇ ଦେକିରଇଲୁସ୍‌, ସେଟା ଅଇଲାନି ଦସ୍‌ଟା ରାଜା । ସେମନ୍‌ ଏବେଜାକ ରାଇଜେ ସାସନ୍‌ କରତ୍‌ ନାଇତା । ମାତର୍‌ ପସୁସଙ୍ଗ୍‍ ରାଜା ଇସାବେ ଗଟେକ୍‌ ଗଁଟା ସାସନ୍‌ କର୍‌ବାକେ ଅଦିକାର୍‌ ଦିଆଅଇସି ।
وَأَمَّا الْقُرُونُ الْعَشَرَةُ الَّتِي رَأَيْتَهَا هِيَ عَشَرَةُ مُلُوكٍ لَمْ يَتَوَلَّوْا الْمُلْكَ بَعْدُ، وَسَيَتَوَلَّوْنَ سُلْطَةَ الْمُلْكِ مَعَ الْوَحْشِ لِمُدَّةِ سَاعَةٍ وَاحِدَةٍ،١٢
13 ୧୩ ଏ ସବୁ ଦସ୍‌ଟା ରାଜାମନ୍‌କେ ଗଟେକ୍‌ ଆକା ଆଦେସ୍‌ ଆଚେ । ତାକର୍‌ ସବୁ ବପୁ ଆରି ଅଦିକାର୍‌ ପସୁକେ ଦେବାଇ ।
يَتَّفِقُونَ فِيهَا بِرَأْيٍ وَاحِدٍ أَنْ يُعْطُوا الْوَحْشَ قُوَّتَهُمْ وَسُلْطَتَهُمْ.١٣
14 ୧୪ ସେମନ୍‌ ମେଣ୍ଡାପିଲାର୍‌ ବିରୁଦେ ଜୁଇଦ୍‌ କର୍‌ବାଇ । ମାତର୍‌ ମେଣ୍ଡାପିଲା ସେମନ୍‌କେ ଆରାଇସି । କାଇକେବଇଲେ ସେ ସବୁ ମାପ୍‌ରୁମନର୍‌ ଟାନେଅନି ଉଚେ ରଇବା ମାପ୍‌ରୁ । ଆରି ରାଜା ମନର୍‌ଟାନେ ଅନି ଉପ୍‌ରେ ରଇବା ରାଜା । ତାର୍‌ ଜେତ୍‌କି ସିସ୍‌ମନ୍‌କେ ସେ ଡାକିକରି ବାଚ୍‌ଲାଆଚେ, ଆରି ତାକେ ସତ୍‌ ସଙ୍ଗ୍‍ ନାମ୍‌ବାଇ, ସେମନର୍‌ ସଙ୍ଗ୍‍ ସେ ଜୁଇଦ୍‌ କର୍‌ସି ।
ثُمَّ يُحَارِبُونَ الْحَمَلَ، وَلَكِنَّ الْحَمَلَ يَهْزِمُهُمْ، لأَنَّهُ رَبُّ الأَرْبَابِ وَمَلِكُ الْمُلُوكِ، وَالَّذِينَ مَعَهُ هُمُ الْمَدْعُوُّونَ، الْمُخْتَارُونَ، الْمُؤْمِنُونَ».١٤
15 ୧୫ ଦୁତ୍‌ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍‌ ପାନି ଉପ୍‌ରେ ବେସିଆ ବସିରଇବାଟା ଦେକ୍‌ଲୁସ୍‌, ସେଟା ଅଇଲାନି ଏ ଜଗତର୍‌ ରାଇଜ୍‌ମନ୍‌, ଲକ୍‌ମନ୍‌, ଜାତିମନ୍‌ ଆରି ବାସାମନ୍‌ ।
ثُمَّ قَالَ لِيَ الْمَلاكُ: «أَمَّا الْمِيَاهُ الَّتِي رَأَيْتَ حَيْثُ تَجْلِسُ الزَّانِيَةُ، فَتَرْمِزُ إِلَى شُعُوبٍ وَجَمَاهِيرَ وَأُمَمٍ وَلُغَاتٍ.١٥
16 ୧୬ ତୁଇ ଦେକିରଇବା ଦସ୍‌ଟା ସିଙ୍ଗ୍‌ ଆରି ସେ ପସୁ, ବେସିଆକେ ଗିନ୍‌ କର୍‌ବାଇ । ତାର୍‌ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍‌ଣ୍ଡା କର୍‌ବାଇ । ତାର୍‌ ମାଉଁସ୍‌ କାଇକରି ତାକେ ଜଇଟାନେ ପଡାଇଦେବାଇ ।
وَأَمَّا الْقُرُونُ الْعَشَرَةُ الَّتِي رَأَيْتَهَا، وَالْوَحْشُ، فَسَيُبْغِضُونَ الزَّانِيَةَ وَيَجْعَلُونَهَا مَعْزُولَةً وَعَارِيَةً، وَيَأْكُلُونَ لَحْمَهَا وَيُحْرِقُونَهَا بِالنَّارِ،١٦
17 ୧୭ କାଇକେବଇଲେ ପର୍‌ମେସର୍‌ ତାର୍‌ ଜଜ୍‌ନା ପୁରାପୁରନ୍‌ କର୍‌ବାକେ ସେମନର୍‌ ମନ୍‌କେ ଏ କାତାଦେଇ ପାଟାଇଆଚେ । ସେମନ୍‌ ଗଟେକ୍‌ ଅଇ କାମ୍‌ କର୍‌ବାଇ । ପର୍‌ମେସରର୍‌ ବାକିଅ ସିଦ୍‌ ଅଇବାଜାକ ତାର୍‌ ରାଇଜର୍‌ ସାସନ୍‌ କର୍‌ବା ବପୁ, ପସୁକେ ଦେଲାଆଚେ ।
لأَنَّ اللهَ جَعَلَ فِي قُلُوبِهِمْ أَنْ يَعْمَلُوا وَفْقَ قَصْدِهِ، فَيَتَّفِقُوا عَلَى أَنْ يُعْطُوا الْوَحْشَ مُلْكَهُمْ، حَتَّى تَتِمَّ كَلِمَاتُ اللهِ.١٧
18 ୧୮ ଆରି ଜନ୍‌ ମାଇଜିକେ ତୁଇ ଦେକ୍‌ଲୁସ୍‌, ସେ ଅଇଲାନି, ଜଗତର୍‌ ରାଜାମନ୍‌କେ ସାସନ୍‌ କର୍‌ବା ସେ ବଡ୍‌ ନଅର୍‌ ।
أَمَّا هَذِهِ الْمَرْأَةُ الَّتِي رَأَيْتَهَا، فَهِيَ الْمَدِينَةُ الْعُظْمَى الَّتِي تَحْكُمُ مُلُوكَ الأَرْضِ».١٨

< ପର୍‌କାସିତ 17 >