< ପର୍‌କାସିତ 16 >

1 ତାର୍‌ପଚେ ଗଟେକ୍‌ ମନ୍ଦିରେଅନି ଗଟେକ୍‌ ଜବର୍‌ ସବଦ୍‌ ସେ ସାତ୍‌ଟା ଦୁତ୍‌ମନ୍‌କେ କାତା ଅଇବାଟା ମୁଇ ସୁନ୍‌ଲି । “ଜାଆ ଆରି ପର୍‌ମେସରର୍‌ ରିସା ବର୍‌ତି ଅଇରଇବା ସାତ୍‌ଟା ଗିନା ଦର୍‌ତନି ଉପ୍‌ରେ ଆଜାଡିଦେସ୍‌ ।”
Ipapo ndakanzwa inzwi guru richibva mutemberi richiti: kuvatumwa vanomwe, “Endai, mundodurura ndiro nomwe dzehasha dzaMwari panyika.”
2 ପର୍‌ତୁମ୍‌ ଦୁତ୍‌ ଗାଲା ଆରି ତାର୍‌ ରିସାର୍‌ ଗିନା ଦର୍‌ତନି ଉପ୍‌ରେ ଆଜାଡିଦେଲା । ଆରି ଏଦେ ଦେକା! ଜନ୍‌ ଲକ୍‌ମନ୍‌ ଜେ କି ପସୁର୍‌ ଚିନ୍‌ ଗଦିଅଇରଇଲାଇ ଆରି ତାର୍‌ ମୁର୍‌ତିକେ ଜୁଆର୍‌ କର୍‌ତେରଇଲାଇ, ତାକର୍‌ ଗାଗ୍‌ଡେ ମୁର୍‌ଚି ନାପାର୍‌ଲା ପାରା ଉଟାନ୍‌ ବାରଇଲା ।
Mutumwa wokutanga akaenda akandodurura ndiro yake panyika, maronda akaipa, anorwadza akabuda muvanhu vakanga vano mucherechedzo wechikara uye vachinamata mufananidzo wacho.
3 ତାର୍‌ପଚେ ଦୁଇ ଲମର୍‌ ଦୁତ୍‌ ତାର୍‌ ରିସାର୍‍ ଗିନା ସମ୍‌ଦୁରେ ଆଜାଡି ଦେଲା । ଆରି ଏଦେ ଦେକା! ତେଇର୍‌ ପାନି ମଲାଲକର୍‌ ବନିପାରା ଅଇଗାଲା । ଆରି ସମ୍‌ଦୁରେ ରଇବା ଜଁତ୍‌ଜିଆଦ୍‌ ମରିଗାଲାଇ ।
Mutumwa wechipiri akadurura ndiro yake pagungwa, rikashanduka rikava ropa seromunhu akafa, uye zvipenyu zvose zvomugungwa zvikafa.
4 ତାର୍‌ପଚେ ତିନ୍‌ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ଗାଡ୍‌ମନ୍‌କେ ଆରି ପାଜ୍‌ରାମନ୍‌କେ ଆଜାଡିଦେଲା । ସେଟାମନର୍‌ ପାନି ସବୁ ବନି ଅଇଗାଲା ।
Mutumwa wechitatu akadurura ndiro yake panzizi nomumatsime emvura, zvikava ropa.
5 ତାର୍‌ପଚେ ପାନି ଦେକାରକା କର୍‌ବା ଦୁତ୍‌ ଏନ୍ତାରି କଇବାଟା ମୁଇ ସୁନ୍‌ଲି “ଏ ସୁକଲ୍‌ ରଇବା ପର୍‌ମେସର୍‌ ତମେ ଆଗେଅନି ଆରି ଏବେ ମିସା ଆଚାସ୍‌ । ତମର୍‌ ବିଚାର୍‌ନା ଟିକ୍‌ ଆଚେ ।
Ipapo ndakanzwa mutumwa aichengeta mvura achiti: “Imi makarurama mukutonga uku, imi muripo uye makanga muripo, Mutsvene Oga, nokuti makatonga saizvozvo;
6 ପର୍‌ମେସର୍‌ ଲକ୍‌ମନର୍‌ ଆରି ବବିସତ୍‌ବକ୍‌ତାମନର୍‌ ବନି ଡାଲିଦେଲାଇ । ତେବର୍‌ପାଇ ତମେ ସେମନ୍‌କେ କାଇବାକେ ବନି ଦେଇଆଚାସ୍‌ । ସେମନ୍‌ କରିରଇବା କାମର୍‌ ପଲ୍‌ ସେମନ୍‌ ଆକା ପାଇଲାଇ ଆଚତ୍‌ ।”
nokuti vakateura ropa ravatsvene venyu navaprofita, uye mavapa ropa kuti vanwe sezvavakafanirwa nazvo.”
7 ତାର୍‌ପଚେ ବେଦିଟାନେଅନି ଗଟେକ୍‌ ସବଦ୍‌ ମୁଇ ସୁନ୍‌ଲି । “ମାପ୍‌ରୁ ପର୍‌ମେସର୍‌ ଜେ କି ସବୁର୍‌ ଉପ୍‌ରେ ଆଚେ, ତମର୍‌ ବିଚାର୍‌ନା ସମାନ୍‌ ଆରି ସତ୍‌ ।”
Uye ndakanzwa aritari ichipindura ichiti: “Hongu, Ishe Mwari Wamasimba Ose kutonga kwenyu kwakarurama uye ndokwechokwadi.”
8 ତାର୍‌ପଚେ ଚାରି ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ବେଲ୍‌ ଉପ୍‌ରେ ଆଜାଡ୍‌ଲା । ଆରି ଏଦେ ଦେକା! ତାର୍‌ ଅପର୍‌ବଲ୍‌ ତାତି ସଙ୍ଗ୍‍ ଲକ୍‌ମନ୍‌କେ ପଡାଇଦେବାକେ ବେଲ୍‌ ଆଦେସ୍‌ ପାଇଲା ।
Mutumwa wechina akadurura ndiro yake pazuva, zuva rikapiwa simba rokupisa vanhu nomoto.
9 ସେ ଅପର୍‌ବଲ୍‌ ତାତିର୍‌ ଲାଗି ସେମନ୍‌ ପଡିଗାଲାଇ । ଆରି ପର୍‌ମେସରର୍‌ ନାଉଁ ଦାରି ସାଇପ୍‌ ଦେଲାଇ । କାଇକେବଇଲେ ଏ ସବୁର୍‌ ମର୍‌ଡି ଉପ୍‌ରେ ତାର୍‌ଆକା ଅଦିକାର୍‌ ରଇଲା । ମାତର୍‌ ସେମନ୍‌ ଏନ୍ତାର୍‌ ଅଇଲାଇ ମସିଆ ତାକର୍‌ ପାପେଅନି ବାଉଡତ୍‌ନାଇ । ଆରି ପର୍‌ମେସରର୍‌ ବଡ୍‌ କାମ୍‌କେ ମାନତ୍‌ନାଇ ।
Vakapiswa nokupisa kukuru vakatuka zita raMwari, iye akanga ane simba pamusoro pamatambudziko aya, asi vakaramba kutendeuka kuti vamukudze.
10 ୧୦ ତାର୍‌ପଚେ ପାଁଚ୍‌ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ପସୁର୍‌ ବସ୍‍ବା ଜାଗାର୍‍ ଉପ୍‌ରେ ଆଜାଡିଦେଲା । ଆରି ଏଦେ ଦେକା! ପସୁର୍‌ ରାଇଜେ ଆନ୍ଦାର୍‌ ଡାବିଅଇଦେଲା । ଆରି ଦୁକାର୍‌ ଲାଗି ଲକ୍‌ମନ୍‌ ନିଜର୍‌ ନିଜର୍‌ ଜିବ୍‌ ଚାବିଅଇଦେଲାଇ ।
Mutumwa wechishanu akadurura ndiro yake pamusoro pechigaro choushe chechikara, umambo hwacho hukakandwa murima. Vanhu vakatsenga rurimi mukurwadziwa
11 ୧୧ ତାକର୍‌ ଦୁକା ଆରି ଉଟାନର୍‌ ଲାଗି ସରଗର୍‌ ପର୍‌ମେସର୍‌କେ ସେମନ୍‌ ସାଇପ୍‌ ଦେଲାଇ । ମାତର୍‌ ତାକର୍‌ କାରାପ୍‌ ଚଲାଚଲ୍‌ତିର୍‌ ଲାଗି ସେମନ୍‌ ବାଉଡତ୍‌ନାଇ ।
vakatuka Mwari wokudenga nokuda kwokurwadziwa kwavo namaronda avo, asi vakaramba kutendeuka pane zvavakanga vaita.
12 ୧୨ ତାର୍‌ପଚେ ଚଅ ଲମର୍‌ ଦୁତ୍‌ ତାର୍‌ ରିସାର୍‌ ଗିନା ଇଉପର୍‌ଟିସ୍‌ ନାଉଁର୍‌ ଗଟେକ୍‌ ବଡ୍‌ଗାଡେ ଆଜାଡିଦେଲା । ଆରି ଏଦେ ଦେକା! ସେ ଗାଡର୍‌ ପାନି ଆଁଟିଗାଲା । ସେନ୍ତାରି ପୁର୍‌ବେଅନି ଜନ୍‌ ରାଜାମନ୍‌ ଆରି ତାକର୍‌ ସନିଅମନ୍‌ ଆଇବାର୍‌ ରଇଲା, ସେମନର୍‌ପାଇ ବାଟ୍‌ ତିଆର୍‌ଅଇଲା ।
Mutumwa wechitanhatu akadurura ndiro yake parwizi rukuru Yufuratesi, mvura yarwo ikapwa kuti nzira yamadzimambo okumabvazuva ivepo.
13 ୧୩ ତାର୍‌ପଚେ ତିନ୍‌ଟା ବେଙ୍ଗ୍‌ପାରା ଡିସ୍‌ବା ଅସୁକଲ୍‌ ଆତ୍‌ମାମନ୍‌କେ ମୁଇ ଦେକ୍‌ଲି । ସେମନ୍‌ ଅସୁର୍‌ସାଁପର୍‌ ଟଣ୍ଡେଅନି, ପସୁର୍‌ ଟଣ୍ଡେଅନି ଆରି ମିଚ୍‌ କଇବା ବବିସତ୍‌ବକ୍‌ତାର୍‌ ଟଣ୍ଡେଅନି ବାରଇ ଆଇତେରଇଲାଇ ।
Ipapo ndakaona mweya yakaipa mitatu yakanga yakaita samatafi; yakabuda mumuromo meshato, mumuromo mechikara nomumuromo momuprofita wenhema.
14 ୧୪ ସେମନ୍‌ କାବାଅଇଜିବା କାମ୍‌ କର୍‌ବା ଡୁମାମନର୍‌ ଆତ୍‌ମାମନ୍‌ । ଏ ତିନ୍‌ଟା ଆତ୍‌ମା ଜଗତେ ରଇବା ସବୁ ରାଜାମନର୍‌ଟାନେ ଗାଲାଇ । ବେସି ବପୁ ରଇବା ପର୍‌ମେସରର୍‌ ବଡ୍‌ ଦିନର୍‌ ଜୁଇଦେ ସେ ଆତ୍‌ମାମନ୍‌ ସବୁ ରାଜାମନ୍‌କେ ଟୁଲିଆଇ ଆନ୍‌ବାଇ ।
Iyi ndiyo mweya yamadhimoni inoita zvishamiso nezviratidzo, uye inobuda ichienda kumadzimambo enyika yose, kundovaunganidza kuti vandorwa pazuva guru raMwari Wamasimba Ose.
15 ୧୫ ସୁନା, ମୁଇ ଚର୍‌ ପାରା ଆଇଲିନି । ଜନ୍‌ ଲକ୍‌ମନ୍‌ ଜାଗ୍‌ରତ୍‌ ରଇକରି ତାକର୍‌ ବସ୍‌ତର୍‌ ଜାଗର୍‌ତା କରି ସଙ୍ଗଇବାଇ, ସେମନ୍‌ କେଡେକ୍‌ କରମର୍‌ ଲକ୍‌ମନ୍‌ । ମୁଇ ଆଇବା ଦିନେ ସେମନ୍‌ ଗଟେକ୍‌ ଡୁମ୍‌ଣ୍ଡା ଅଇକରି ଏନେତେନେ ବୁଲ୍‌ବା ଲକ୍‌ ପାରା ନ ରଏ । ଆରି ସେମନ୍‌ ଲକ୍‌ମନ୍‌କେ ଦେକି ଲାଜ୍‌ ନ ଅଅତ୍‌ ।
“Tarirai ndinouya sembavha? Akaropafadzwa uyo anogara akasvinura uye anochengeta nguo dzake, kuti arege kufamba akashama achinyadziswa nokusapfeka nguo.”
16 ୧୬ ତାର୍‌ପଚେ ଆତ୍‌ମାମନ୍‌ ସବୁ ରାଜାମନ୍‌କେ ଗଟେକ୍‌ ଜାଗାଇ ଟୁଲିଆଇ ଆନ୍‌ଲାଇ । ଏବ୍‌ରି ବାସାଇ ସେ ଜାଗାର୍‌ ନାଉଁ ଅଇଲାନି ଅମିଗର୍‌ଦନ୍‌ ।
Ipapo vakaunganidza madzimambo pamwe chete panzvimbo inonzi nechiHebheru Arimagedhoni.
17 ୧୭ ତାର୍‌ପଚେ ସାତ୍‌ ଲମର୍‌ ଦୁତ୍‌, ତାର୍‌ ରିସାର୍‌ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା! ମନ୍ଦିରେ ରଇବା ବସ୍‍ବା ଜାଗାଇ ଅନି ଗଟେକ୍‌ ବଡ୍‌ ସବଦ୍‌ ଆଇଲା । “ସେଟା ସବୁ ସାରିଗାଲା!”
Mutumwa wechinomwe akadurura ndiro yake mudenga, mutemberi mukabuda inzwi guru richibva pachigaro choushe, richiti, “Zvaitwa!”
18 ୧୮ ଦାପ୍‌ରେ ବିଜ୍‌ଲି ମାର୍‌ଲା, ଗଡ୍‌ଗଡି ମାର୍‌ଲା ଆରି ବେସି ଦର୍‌ତନି ଚୁଲ୍‌ବୁଲ୍‌ଲା । ମୁନୁସ୍‌ ଜାତି ତିଆର୍‌ କଲାତେଇଅନି ଏନ୍ତାରି ଦର୍‌ତନି ଚୁଲ୍‌ବୁଲ୍‌ବାଟା କେବେ ନ ଅଇରଇଲା । ଏଟା ସବୁର୍‌ଟାନେ ଅନି କାରାପ୍‌ ରଇଲା ।
Ipapo kwakava nokupenya kwemheni, maungira okutinhira mabhananʼana, maungira okutinhira, nokudengenyeka kwenyika kukuru. Hakuna kumbova nokudengenyeka kwenyika kwakadaro kubva pakutanga kwavanhu kugara panyika; kwaiva kudengenyeka kukuru kwazvo.
19 ୧୯ ସେ ବଡ୍‌ ନଅର୍‌ ତିନ୍‌ବାଗ୍‌ ଅଇଗାଲା । ସବୁ ଦେସର୍‌, ସବୁ ରାଇଜର୍‌ ନଅର୍‌ମନ୍‌, ବିନାସ୍‌ ଅଇଗାଲା । ପର୍‌ମେସର୍‌ ଡାକ୍‌ପୁଟା ରଇବା ବାବିଲନ୍‌କେ ଏତାଇଲା । ଆରି ତାର୍‌ ଗିନାଇଅନି ତାକେ ମଦ୍‌ କୁଆଇଲା । ଏଟାର୍‌ ଅରତ୍‌ ଅଇଲାନି, ତାର୍‌ ରିସାଇଅନି ଆଇବା ବଡ୍‌ ଡଣ୍ଡ୍‌ ସେମନ୍‌ ପାଇବାଇ ।
Guta guru rakatsemuka rikaita mapandi matatu uye maguta endudzi akakoromoka. Mwari akarangarira Bhabhironi guta guru akaripa mukombe uzere newaini yokutsamwa kwehasha dzake.
20 ୨୦ ସମ୍‌ଦୁର୍‌ ମଜାଇ ରଇବା ସୁକ୍‌ଲା ଜାଗାମନ୍‌ ସବୁ କୁପ୍‌ଲି, କି ଡଙ୍ଗର୍‌ମନ୍‌ ନ ରଇଲା ।
Zvitsuwa zvose zvakatiza uye makomo haana kugona kuwanikwa.
21 ୨୧ ଆକାସେଅନି ପଚାସ୍‌ କେଜି ଲାକା ରଇବା କାରାପାକ୍‌ନାମନ୍‌ ଲକ୍‌ମନର୍‌ ଉପ୍‌ରେ ଅଦର୍‌ଲା । କାରାପାକ୍‌ନା ଅଦର୍‌ଲା ବିପଦର୍‌ଲାଗି ଲକ୍‌ମନ୍‌ ପର୍‌ମେସର୍‌କେ ସାଇପ୍‌ ଦେଲାଇ । କାଇକେବଇଲେ ସେଟାଗଟେକ୍‌ ବଡ୍‌ ବିପଦ୍‌ ରଇଲା ।
Kudenga kwakabva chimvuramabwe chikuru chaiva neibwe rairema tarenda uye ibwe rimwe nerimwe rakawira pavanhu. Uye vakatuka Mwari nokuda kwedambudziko rechimvuramabwe, nokuti dambudziko iri rakanga rakaipa kwazvo.

< ପର୍‌କାସିତ 16 >